ମୋର୍ ସମିୟା ଲାଗି ବଲାଙ୍ଗିର ଜିଲ୍ଲା ର ପ୍ରତ୍ୟକ୍ ବ୍ଲକ୍ ରେ ରିପୋର୍ଟର ଦରକାର୍
ฝัง
- เผยแพร่เมื่อ 18 ก.ย. 2024
- ଅଧିକା ଜାନବାର୍ ଲାଗି ଆଉ ଆମର ସାଙ୍ଗେ ଯୁଡ଼ି ହେବାର ଲାଗି ଅମକେ CONTACT କରି ପାରବେ
👇🏻👇🏻👇🏻
TWEETER ACCOUNT (X)
x.com/MorSamiy...
ଆମର FACEBOOK PAGE -www.facebook.c...
ଆମର INSTA PAGE - ...
ଆମର what'sup ନମ୍ବର
9777173935
ବଙ୍ଗୋମୁଣ୍ଡା ରେ ଜଣେ ସଚୋଟ ବ୍ୟକ୍ତି ଏମାନଦାର ଲୋକ କୁ ରିପୋର୍ଟର ଦିଆଯାଉ ଆମର ଅଞ୍ଚଳ ବହୁତ ଅବହେଳିତ ଅଛେ, ମୋର ସମୀୟା କେ ଆମର ପୁରା ସପୋର୍ଟ ଅଛେ ଆଗାମୀ ଦିନ ରେ ସତ ପଥେ ଚାଲି ତାର ନାଁ ବିଖ୍ୟାତ କର୍ବା ଆମର ଆଶା 🙏🏼🙏🏼
ବହୁତ ଖୁସିର କଥା ର ବାର୍ତ୍ତା ଦେଲେ 🙏
ବାକି ତମର ବାଗିର imandar Repoter Rakhun
ବହୁତ୍ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବହୁତ୍ ଭଲ ହେବା
Reporters should brave and energetic like you sir.
Just like that me
ବହୁତ ଖୁସିର କଥା ଆମେ ବହୁତ ଖୁସି ଇଥିି ଳାଗି ଯେ ବଲାଙ୍ଗୀର ଜିଲ୍ଲାର ପ୍ରତେକ ବ୍ଳକ ରୁ ରିପୋର୍ଟ କଭର କରବାର ରୂ🙋♂️👌🙏🙏
Bahut khus lagla Dada enta pashchim odisha ra sabu dist re heba boli agke asa biswas... Juhar mor samiya❤
ସୁବର୍ଣ୍ଣପୁର dungripali କେ ରିପୋର୍ଟକୁ ଦେଉନ ଇଠାନେ ବହୁତ ଅସୁବିଧା ହେଉଛି
Hm bhai
ଝାରବନ୍ଧ ବ୍ଲକ ରେ ମୁଇଁ କର୍ମୀ ଦାଦା 🙏
ଯଦି ହଁ କହେବ ମୁଇଁ ତୁମର ପାଖ କେ ଜିମି 🙏
Bhal heba 🎉
ସମ୍ବଲପୁର ଜିଲ୍ଲା ର ରେଙ୍ଗାଲି ବ୍ଲକରେ ଦରକାର ଆପଣଙ୍କ ର ମୋର ସମୀୟା news
Okay
ନିବେଶ୍ ଦାଦା ଟୋଟାଲ୍ ପଶ୍ଚିମ୍ ଓଡ଼ିଶାରେ ଆପଣଙ୍କର୍ର ଚେନାଲ୍ ର ରିପଟର୍ର ଦର୍ରକାର୍ର ବହୁତ୍ କମ୍ ଦିନ୍ ଭିତିରେ ଲୋକଙ୍କର୍ର ଏତେ ମନ୍ ଘିନୀଚନ୍ ଜେ କହେବାର୍ର ଟା ମୁସ୍କିଲ୍ ଆଏ ସେ ବଉଦ୍ କି ସନପୂର୍ର ନାଇଁ ବଲାଙ୍ଗୀର କି ସମ୍ବଲପୁର୍ର ନାଇଁ ସାରା ପଶ୍ଚିମ୍ ଓଡ଼ିଶାରେ ଚହଲ୍ ସୁଷ୍ଟି କରି ଦେଇଚନ୍ ମୁଇଁ ଜେକ୍ତି ଭାବୁଚେଁ l
Bahut sundar good news for mor samiya news 📰 all your team 🙏
Turekela Block re tmr enta reporter darkar❤mor samiya jundabad❤❤❤❤
ମୁଁ ବହୁତ ଖୁସି ଦିନେ ଭାରତର ବଡ ଚେନାଲ ହଉ ଖପରାଖୋଲ ରୁ ମୋର ସମିଆ
ପୁରା ସଠିକ୍ ଲୋକ ମାନଙ୍କୁ ରଖୁନ
ବହୁତ ସୁନ୍ଦର ପଦଖେପ ଦାଦା ବୁନ୍ଦେ ଵୁନ୍ଦେ ନୁ ସାଗର ହେସି !! ଵୁଝଲା ଲୁକୁ ଇସାରା କାଫି ଆଏ ❤❤❤🥰💝🌹🥳🥳
Bahut badhia katha dada
Tumar Jilla re dekha Frist tar pare alga Jilla katha dekhba amar gaisilet black ena dele bhal pila gute ke deba
@@SumantaSahu-ko6ev ❣️❣️
କଳାହାଣ୍ଡି ରେ ବି reporter ଦିଆଯାଉ...
ବ୍ଲକ ନାଇଁ ଦା ଦା ପଞ୍ଚା ୟତ ପ୍ରତି କରାଯାଉ ବଲାଙ୍ଗୀର ବ୍ଲକ ହେଉଛେ ସବୁଥିରୁ ବଡ଼ ବ୍ଲକ 10 ରୁ 15 jan ରହେବାର କଥା
Paisa deba kyn
Reporter rakha heuche sarpanch ki ward member nai se
ଜୟ ମୋର ସମୀୟା 🙏
ମୋର୍ ସମୀୟା ନିଉଜ ଜିନ୍ଦାବାଦ 🙏🙏🙏
ସତ କଥା... ଏଦୁନିଆ ଖାଲି ପଇସା ରେ ଚାଲୁଛେ ଭାଇ ମାନେ... ମୁଇ...reddy ଅଛେ... ମୋତେ ଯଦି ଅନୁମତି ଦେବ ବେଳେ... ମୁଇ ଲୋକମାନଙ୍କର ସେବା କରବାର ଲାଗି.. 🙏🙏🙏🙏
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରିପୋଟର ହେଇ ପରବା କିନି sir....
ହେଵା ହେଲେ ଚନ୍ଦାହାଣ୍ଡି ବ୍ଲକ ଲାଗି ଗୋଟେ ଚେଷ୍ଟା କରନ ଆଜ୍ଞା...।
ମୁଁଇ ବି ଆଜ୍ଞା ଆପଣଙ୍କ ପରି ଲୋକଙ୍କର ସେବା କରିବି....
Dada Kalahandi re bi mor samiya news reporter darkar aye ...bahut durniti chali6 officer mananka dwara...🙏
Da mui bolangir, nibesh da chhotu Start kale bhal heba,dhire dhire amar western odisha ra sabu jagare mor samiya repoter hele bhal heta
Kesinga ra dia
ଆପନ କର୍ କଥା ସୁନି କି ଗୁର୍ଡୁଟେ ଉସତ୍ ଲଗ୍ଲା ନିଜେ ଚେନାଲ ଖିଲି କି ଅଲଗା ମାଙ୍କୁ କାମ୍ ଦେବର୍ଟା ବଢେଟେ କଥା ଆଏ ଆପନ୍ କର୍ ଏନ୍ତା ରେପୋଟର୍ ଆମର ଜିଲ୍ଲା ଆମର ରାଇଜ କେ ବଦଳେଇ ଦେବା ବୁନ୍ଦେ ବୁନ୍ଦେ ପାଏନ୍ ନୁ ସମୁଦର୍ ହେଇଛେ ଆପନ୍ କର ମୋର ସମୀୟା ଦିନେ ବଢେଟେ ବର୍କସ ଚେନାଲ ହେବା,ଜୟ ମା ସମଲେଇ,ଜୟ କୋଶଳ❤ବରପାଲି ନୁ
ମୋର ମନର କଥା ପଦେ କହେଲ ଦାଦା..
ଧନ୍ୟବାଦ୍ ଭାଈ
Bhai mui Kalahandi ru but bahut khus lagla tame true k samna k aansa... Congratulations bro 🎉
ମୁଇଁ 10 ଥର call କାଲିନ ହେଲେ..କେବେ ହେଲେ ଆଇତେ sir....ବହୁତ ବହୁତ ଦୂର ଯାଇସାନ...ହେଲେ ପାଟଣାଗଡ଼ କେ ଆସିନିପାରନ.....ବହୁତ ଦୁଃଖ ଲଗସି....କାଏଁଜେ କି..ଜିମି ବଲସନ ହେଲେ କେବେ ଦେଖା ନାଇଁ....ଆମେ ଫିର normal news ଲାଗି ନାଇଁ ଡ଼ାକବାର...ବହୁତ ସମସ୍ୟା ର news
Thank you so much sir ❤️🙏🙏
No 1 ...MOR SAMIYA...BALANGIR
Jay shree Ram 🚩🚩
ବହୁତ ବହୁତ ସୁନ୍ଦର 🙏🏽🙏🏽🙏🏽🙏🏽
ଯାହାର ସବୁ ବିଷୟରେ ଜ୍ଞାନ ଅଛେ ସେମାନେ ଯାଅ ବୋ
Sat katha
Thik katha
Sat katha
ମୋର ଖୋବ ବୁଦ୍ଧି ଅଛେ ହୋ ନାକେ କାନେ ଛିଙ୍ଗଲି ଜଊଛେ ରଖ ବା କେ ଜାଗା ନାଇ ନ ମୁଇ ଗଲେ ହେତା
Nibesh Dada dekha Imandar lok nai hele tmr ijat jiba dada
ଆମର ବରଗଡ ଜିଲ୍ଲା ନୁ ରିପୋର୍ଟ ଦରକାର ଦାଦା ବରଗଡ଼ ଜିଲ୍ଲା ରେ ବହୁତ୍ ଦୁର୍ନୀତି ଅଭିଯୋଗ ଆସୁଛେ
ବରଗଡ଼ ରେ ଜେଭେ ଦରକାର ଭିଡିଓ ରେ ସେଆର କରବ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Please sambalpuri lok manke anurodh e channel ke support karun ta ki jaldi satelite channel re convert hi jau....
ଯିଏ ବି ହଉଁନ ତମର ଲେଖେ emandar ହେବାର କଥା 🎉🎉
କଣ୍ଟାମାଳ ରେ ଗୋଟେ ଦିଅ ଏହି ଅଞ୍ଚଳ ରେ
ବହୁତ୍ ଅସୁବିଧା ଅଛେ
Very nice dada
Dada Nuapada Dist re Mor samiya news chalu kara please 🙏
ଜୁହାର ଜିନ୍ଦାବାଦ ❤❤❤
❤ carry on 😊😊😊🥰
Jay maa SamLei 🙏🏻🙏🏻🙏🏻🙏🏻
ବହୁତ ଖୁସିର କଥା ଦାଦା ଆମ ବେଲପଡା ବ୍ଳକ ରେ ବହୁତ ଦୁର୍ନୀତି ହେଉଛେ ଇମାନଦାର ଲୋକଙ୍କୁ ରିପୋର୍ଟର ଦିଆଯାଉ । ସମସ୍ତଙ୍କ ଆବାଜ ଉଠାଇ ପାରୁ ଆମ ବେଲପଡା ବ୍ଳକ ଅଞ୍ଚଳରେ ବହୁତ ଅବହେଳିତ ଅଛେ ।
ମୋର୍ ସମିଆଁ ଚେନାଲ୍ ଖୋବ୍ ଉନ୍ନତି କରୁ ଆଗ୍କେ ସବୁଆଡ଼ର୍ ଖବର୍ ଦେଖଉ ଦାଦା ଆର୍ ଗୁଟେ କଥା ଦାଦା ସମିୟା ନେ ହଏ ସମିଆଁ ହେବା🙏
Bahut khushi ra katha sir
Dada sambalpur re darkar hele kahebe please 🙏
Bhai reporter jadi darkar padle kahebe hele, reporter neta mantri manku pasna pachrei paruthibar katha,au imandar thile jai kari,baki tame nibesh dada ra henta strong bana au mor samiya madhyam re sambalpur ra news dekhaba boli mor asa
ଦାଦା ରେଢାଖୋଲ ରେ ବି ଭବିଷ୍ୟତ ରେ ଦେବେ ଦାଦା please
Jay Jagannath Odisha 🙏
I love you nibes da
Hare krishna ❤🙏
ଘର। ଦିଆଜାଉ। ଗରିବ। ମାନଙ୍କୁ
ଦାଦା ମୋତେ ଗୋଟେ ଚାନ୍ସ ଦିଅ ବହୁତ୍ ଭଲ କରିବି
All the best sir
Congratulations bhai.. good step...lage rahoo
jai ho
Thanks u sir ❤
❤❤❤❤❤❤
Dada sohela bgh dist re ek reporter darkar
Bahut bahut dhanyabad daa
Mor samia ki jai ho dada
ତୁରେକେଲା ବ୍ଲକ ରେ ନିହାତି ଦରକାର ବହୁତ ଦୁର୍ନୀତି ହେଉଛେ ଦାଦା ଆସୁନ
Kalahandi b Darkar karuchhe Mor Samiya henta Reporter
Good step
ଆଉ ବରଗଡ଼ ଜିଲ୍ଲାରେ
Thanku sir good news
Pura val val lok manku rakhun
Belpada
Radhe radhe
Dhanyavaad Bhai
Jay mor samiya
Juhar sir 🙏🙏🙏🙏
❤❤❤
khub badhia
❤
Kahut khusi ra kathha
Dada Kalahandi District re bi Reporter dia jau , Athare bahut durniti kam chalichhe
Love you daa
Congratulations mor samiya
Thik taa dada
Ek Number Dada ❤
Bargarh dist. Paikmal lagi mor samaya darkar apanku anurodh. Karuchhe
ବରଗଡ ବିଜେପୁର ଲାଗି ଯଦି ଦରକାର କହେବ ଦାଦା
Nuapada re v tike jaldi mor samiya repoter te darkar bahut durniti Nuapada jilla re chalichhe angya
Bargarh re dele Bhal heta sir
ଆମର କଳାହାଣ୍ଡି ଗୋଳାମୁଣ୍ଡା ବ୍ଲକ ଲାଗି ଗୋଟେ ଦେଉନ ଆଜ୍ଞା
🙏🏻❤️
Nibesh Dada juhar
Ok da
Sabu thare darkar mor samiya
Bhal subidha heba
Good 👍
Thankyou so much sir
Good 👍👍👍
Thik a6e da
Bahut badia da ❤❤
❤ dil se daa
First Agalpur block
Mor samiya ❤
Kalahandi
Mui bohut follow korsi
ରିପୋର୍ଟର ସବୁ ବ୍ଲକ୍। ରେ ରଖୁନ୍ କିନ୍ତୁ ତୁମର ବାଗୀର୍ ଇମାନ୍ଦାର୍ ହେବାର କଥା। ଯୋର୍ଣାଲିସ କରିଥିବା, କୌଣସି ଭୟ କରୁନଥିବା। ସେମିତି ରିପୋର୍ଟର ରଖ।
Right
Kandhamala re hele bahut bhala hai thantaa