'ମୋ ନୂଆ ଗାଡ଼ି ଚୋର ନେଇଗଲା, ଥାନାକୁ ଆସି କହିବାରୁ ମୋତେ କହୁଛନ୍ତି ପେଟ୍ରୋଲିଂ ଗାଡ଼ିରେ ତେଲ ପକାଇ ଯାଅ ଦେଖିବ'

แชร์
ฝัง
  • เผยแพร่เมื่อ 18 ก.ย. 2024

ความคิดเห็น • 251

  • @Silu-rout
    @Silu-rout 11 ชั่วโมงที่ผ่านมา +151

    ଇଏ ହେଉଛି ସେଇ iic, ଯିଏ କଟକ ବାଲିଯାତ୍ରା ରେ ସାଇକେଲ ଷ୍ଟାଣ୍ଡ ରୁ ବଟି ମାଗୁଥିଲା, ମାଗିହା କୁ ବାହାର କରିଦିଅ.

    • @npoultry
      @npoultry 11 ชั่วโมงที่ผ่านมา +4

      😂😂😂😂😂

    • @saisatyazeet9778
      @saisatyazeet9778 10 ชั่วโมงที่ผ่านมา +3

      Han

    • @mitarani-rout
      @mitarani-rout 8 ชั่วโมงที่ผ่านมา +3

      😂😂😂😂

    • @rashmiranjan3962
      @rashmiranjan3962 5 ชั่วโมงที่ผ่านมา +2

      Han bhai thik katha

  • @LaxmanSabar-s8j
    @LaxmanSabar-s8j 10 ชั่วโมงที่ผ่านมา +89

    ସବୁ ଥାନାରେ ଏ ପ୍ରକାର

  • @snigdharani-pl8ze
    @snigdharani-pl8ze 10 ชั่วโมงที่ผ่านมา +47

    ସେ ପୋଲିସ କୁ ଚାପୁଡ଼ା ଦେଇଥିଲେ ଭଲ ହୋଇଥାନ୍ତା

  • @gourcharanmahapatra295
    @gourcharanmahapatra295 9 ชั่วโมงที่ผ่านมา +55

    ବହୁତ ବଢିଆ ପୋଲିସ। ଏସବୁ ଶୁଣି ଓଡ଼ିଶା ପୋଲିସ କୁ ବହୁତ ଗର୍ବ ଲାଗୁଥିବ।

  • @tapansoren6077
    @tapansoren6077 9 ชั่วโมงที่ผ่านมา +75

    ଆମ police କୁ ଖାଲି ହେଲମେଟ ଚେକ୍ କରି fine ନେବା ଜାଣି ଚନ୍ତି

  • @mr.sanjayinformationdiscov3282
    @mr.sanjayinformationdiscov3282 10 ชั่วโมงที่ผ่านมา +57

    ଆମ ମୁଖିଆ ତ ଖାଲି ମୋଦି ମୋଦି ଭଜିଲେ ଆଉ ସାଧାରଣ ଙ୍କ ଦୁଃଖ କିଏ ବୁଝିବ,,,,

    • @chinmayanayak5209
      @chinmayanayak5209 9 ชั่วโมงที่ผ่านมา +8

      To bapa 25 barsa hela home department ku dhariki basithila setebele bapa ku bujheibara thila

    • @SarojMajhi-g6y
      @SarojMajhi-g6y 9 ชั่วโมงที่ผ่านมา

      Verygood

    • @alokkumarbehera434
      @alokkumarbehera434 8 ชั่วโมงที่ผ่านมา

      😂​@@chinmayanayak5209

    • @partha2218
      @partha2218 8 ชั่วโมงที่ผ่านมา

      ​@@chinmayanayak5209 4/5 tanka pain a vali byabahara setebele se b tto bapa thila.

    • @santoshsenapati1447
      @santoshsenapati1447 6 ชั่วโมงที่ผ่านมา +4

      Modi asiki kahaku gehila ki....nabin pandu pain a maghia police mane uttapata hoi chhti

  • @SantoshkumarMohanty-o5h
    @SantoshkumarMohanty-o5h 8 ชั่วโมงที่ผ่านมา +15

    ସେ IIC ଟା ନାଁରେ ବହୁତ ସାଂଘାତିକ ଅଭିଯୋଗ ହେଉଛି । ତେଣୁ ସେଇଟାକୁ Dismiss କରି ତା ଉପରେ CBI enquiry କରାଯାଉ ।

  • @sukantakumarmohanty4095
    @sukantakumarmohanty4095 10 ชั่วโมงที่ผ่านมา +28

    ଓଡିଶା ର ସବୁ ଥାନା ର ଅବସ୍ଥା ଏହିପରି । ୟେ କଥା କଣ DG ଜାଣିନାହାନ୍ତି !!!!!! ନାଁ ଜାଣି ଅଜଣା ହେଉଛନ୍ତି !!!!
    ମୋହନ ସରକାର ବ୍ୟବସ୍ଥାର ସୁଧାର ଆଣନ୍ତୁ ନହେଲେ ପୂର୍ବ ସରକାର ପରି ପରିଣତି ଭୋଗିବେ

    • @itsmebiswajit91roul37
      @itsmebiswajit91roul37 5 ชั่วโมงที่ผ่านมา

      Right ✅️

    • @rudranarayan1920
      @rudranarayan1920 2 ชั่วโมงที่ผ่านมา

      Ete samaya pare gote bhala auu educated comment Paili
      Baki Sabu ta khali navin bhala mohan kharap

  • @benudharpatra9256
    @benudharpatra9256 10 ชั่วโมงที่ผ่านมา +18

    ଆରେ ସେଇ ପୋଲିସ ଟା ଫୋଟୋ ରେ ଦେଖାଯାଉଛି ।ତାର ଜନ୍ମବେଳା ଖରାପ ।

  • @narendrasabar2910
    @narendrasabar2910 10 ชั่วโมงที่ผ่านมา +19

    ଆଇଆଇସି ବାବୁ ମାନେ ଚୋର ସହିତ ଲିଙ୍କ ଥିବ ।

  • @amddhamaka
    @amddhamaka 10 ชั่วโมงที่ผ่านมา +16

    ପୋଲିସ କୁ ପଛ ଆଡେ କିଳା ଦରକାର

  • @gourangacharangouda6203
    @gourangacharangouda6203 10 ชั่วโมงที่ผ่านมา +23

    IIC ଚୋରି କରୁଛି , ଚୋରଙ୍କୁ ସାହାର୍ଯ୍ୟ କରୁଛି ବୋଧେ ସେ ଭାଇ ଙ୍କ କଥା ରୁ..IIC କୁ ଜେଲ ପଠେଇ ବା ଆବଶ୍ୟକ

  • @narenkumar1432
    @narenkumar1432 10 ชั่วโมงที่ผ่านมา +13

    ମ ଏ କୋଉ ନୂଆ କଥାରେ ଭାଈ ସାରା ଓଡ଼ିଶାରେ ଏକା କଥା

  • @sanjaykumarnayak3521
    @sanjaykumarnayak3521 11 ชั่วโมงที่ผ่านมา +23

    Se iic ku sabu dina pain service ru bida kar.. Mohan sarkar nku request

  • @BipinbiharirautarayMitu
    @BipinbiharirautarayMitu 11 ชั่วโมงที่ผ่านมา +20

    Vijilance tadanta karajau iic home

  • @sushantajena3042
    @sushantajena3042 11 ชั่วโมงที่ผ่านมา +11

    Income checking kora jau iic ro chakiruru kidha jau

  • @basantarout9538
    @basantarout9538 6 ชั่วโมงที่ผ่านมา +3

    ଓଡିଶା ପୁଲିସ ଥାଇକି କୋଉ ଶୀତଳ, ଶଳା ଖାଲି ପଇସା ଖାଇବାକୁ ଚାହିଁ ବସିଛନ୍ତି.. ନୂଆ ସରକାର ରେ ଭାବୁଥିଲି କିଛି ସୁଧାର ଆସିବ ହେଲେ କିଛି ହେଲାନି.. ସବୁ ଥାନା ରେ ଏଇ ଏକା ଅବସ୍ଥା 😅

  • @sanjaykumishra5186
    @sanjaykumishra5186 11 ชั่วโมงที่ผ่านมา +23

    ହେ ସରକାର ଟିକେ ଦୁଃଖ ବୁଝ

    • @anandamohakuda4943
      @anandamohakuda4943 10 ชั่วโมงที่ผ่านมา

      😅😅

    • @madanbag3358
      @madanbag3358 5 ชั่วโมงที่ผ่านมา

      ମାହେଜି ସରକାର କାଣା ଦୁଃଖ ବୁଝିବା

  • @DhrubacharanKanhar-vf1ob
    @DhrubacharanKanhar-vf1ob 10 ชั่วโมงที่ผ่านมา +5

    ଏମିତି polis ku ଧନ୍ୟବାଦ

  • @manasdas5715
    @manasdas5715 9 ชั่วโมงที่ผ่านมา +3

    ତୁରନ୍ତ ଚାକିରି ରୁ ସବୁଦିନ ପାଇଁ ଛୁଟି ଦେଇଦିଆଜାଉ, ଲାଞ୍ଚୁଆ ଚାକିରି ପାଇଁ ଯୋଗ୍ୟ ନୁହନ୍ତି

  • @manaromaswain9328
    @manaromaswain9328 8 ชั่วโมงที่ผ่านมา +3

    ଭାଈ ତୁମେ ଲୋକଲୋଚନକୁ ଆଣିଥିବାରୁ ଧନ୍ୟବାଦ୍

  • @ManojSahoo-x1e
    @ManojSahoo-x1e 10 ชั่วโมงที่ผ่านมา +4

    ଭରତପୁର ଥାନାରେ ବେଶୀ କଂପ୍ଲେନ୍ ଆସୁଛି ମୁଁ ଦେଖୁଚି ଆମ vss nagar fandi bhala sabuthu

  • @narendraknaik2374
    @narendraknaik2374 9 ชั่วโมงที่ผ่านมา +2

    ସେ ଶଳା ଭରତ ପୂର୍ ପୋଲିସ ଷ୍ଟସନ ବନ୍ଦ୍ କରିବା କଥା, ସେମିତି ପୋଲିସ ଥାଇ ଲାଭ କଣ, ଯାହା ଆମ ସରକାର କ୍ଷତି ହେଉଜି

  • @jitendraparida4950
    @jitendraparida4950 11 ชั่วโมงที่ผ่านมา +9

    Right bro

  • @LazyTurtle587
    @LazyTurtle587 6 ชั่วโมงที่ผ่านมา +2

    ଏଭଳି ପୋଲିସଙ୍କୁ ଚପଲରେ ସେକି ଦେବା ଉଚିତ....👞👞👞👞👞

  • @dilipharichandan4042
    @dilipharichandan4042 4 ชั่วโมงที่ผ่านมา +1

    ଓଡିଶା ପୋଲିସ ଡିପାଟମେଣ୍ଟ ତଳୁ ରୁ ଉପର ପର୍ଯ୍ୟନ୍ତ ସମସ୍ତେ ଅହିଭାଳି କାର୍ଯ୍ୟକ୍ରମ କରନ୍ତି

  • @niranjannayakgreatodisha2342
    @niranjannayakgreatodisha2342 5 ชั่วโมงที่ผ่านมา +1

    🙏🙏🙏🙏 ହେ ପ୍ରଭୁ ଆପଣଙ୍କ କରୁଣା ଦୃଷ୍ଟି କରନ୍ତୁ ଆପଣଙ୍କ ସୃଷ୍ଟି କୁ ନହେଲେ ଏହି ରାକ୍ଷସ ସରକାର ର ରାକ୍ଷସ ଶାସନ ଶେଷ କରି ଦେବ ମନୁଷ୍ୟ ଜଗତ

  • @sivasankarpradhani8951
    @sivasankarpradhani8951 6 ชั่วโมงที่ผ่านมา +1

    ଏଭଳି ପୋଲିସ ମାନେ ଆମ ଓଡିଶା ପାଇଁ କଳଙ୍କ ତୁରନ୍ତ ଚାକିରୀ ରୁ ବହିଷ୍କାର କରାଯାଉ

  • @GangaramRana-pr8rg
    @GangaramRana-pr8rg 10 ชั่วโมงที่ผ่านมา +7

    Magiya police llC ku turant aarest karajau nahele jaga public jaga police ku khera

  • @Skgbul470
    @Skgbul470 6 ชั่วโมงที่ผ่านมา +1

    ବାହାର ରାଜ୍ୟ ରୁ ପୋଲିସ ଆଣି ଓଡ଼ିଶାରେ ନିଯୁକ୍ତି ଦିଅ ଏଇ ମାଗିହା ମାନଙ୍କୁ ଅନ୍ୟ ରାଜ୍ୟ କୁ ବଦଳି kar

  • @chakadolafashion5205
    @chakadolafashion5205 9 ชั่วโมงที่ผ่านมา +3

    ହେଲମେଟ ଚେକ କରିବା ଛଡା ଆଉ କିଛି ହେବ ନାହିଁ l

  • @itsmebiswajit91roul37
    @itsmebiswajit91roul37 5 ชั่วโมงที่ผ่านมา +1

    ଓଡିଶା ର ଅବସ୍ଥା ଏଇଟା ହିଁ ସତ 👍

  • @govindSingh-q4p
    @govindSingh-q4p 11 ชั่วโมงที่ผ่านมา +5

    ସେ ଜାର ଜାତକ ପିଲା ଦିନା କୃଷ୍ଣ କୁ ତେରମିନଟ କରାଯାଉ

  • @BasantaKumar-dd1mq
    @BasantaKumar-dd1mq 7 ชั่วโมงที่ผ่านมา +3

    ପ୍ରାୟ ଅଧିକାଂଶ ପୋଲିସ୍ ଲାଞ୍ଚୁଆ ।

  • @romeorohit4543
    @romeorohit4543 9 ชั่วโมงที่ผ่านมา +2

    ସେ ପୋଲିସ କୁ ଗୋଟେ ଶକ୍ତ ଚାପୁଡ଼ା ଦରକାର

  • @santoshkumarmishra2620
    @santoshkumarmishra2620 7 ชั่วโมงที่ผ่านมา +1

    ବଟି ମାଗୁଥିବା ପୋଲିସ୍ ମୁହଁରେ ପରିସ୍ରା କରିଦିଅ. ସେ ଠିକ୍ ବଝିବ.

  • @sunilkumar-pq6bz
    @sunilkumar-pq6bz 7 ชั่วโมงที่ผ่านมา +1

    ଓଡ଼ିଶାର ସବୁ ଥାନା ରେ ଏମିତି କରୁଛନ୍ତି।ଟଙ୍କା ନେଉଛନ୍ତି

  • @BrundabanSahoo-ty6vq
    @BrundabanSahoo-ty6vq 9 ชั่วโมงที่ผ่านมา +1

    ସଵୁ ଥାନାର ଵାଵୁମାନେ ହେଲମେଟ୍ ଚେକିଙ୍ଗି ର ଅଛନ୍ତି ଅନ୍ୟ କେଷପାଈ ସମୟ ମିଳୁନାହି

  • @chinmayagadanayak5239
    @chinmayagadanayak5239 7 ชั่วโมงที่ผ่านมา +3

    ଓଡିଶା ପୋଲିସ୍ ❌
    ଲାଞ୍ଚୂଆ ପୋଲିସ୍ ✅

  • @jayakrushnasarangi1015
    @jayakrushnasarangi1015 7 ชั่วโมงที่ผ่านมา +1

    ସାରା ଓଡିଶା ର ପୋଲିସ ଏଇଭଳି l ମୋହନ ସରକାର କଣ କରିବେ? ଆଇନ ତା ବାଟରେ ଯିବ l ମୋହନ ମୋଦି ବାଟରେ ଯିବେ l ଟଙ୍କା ଭୋଟରଙ୍କୁ ଲଲି ପପ ବାଣ୍ଟି ବାରେ ଯିବ ପୋଲିସ ଗାଡି ଚୋରଙ୍କ ପଇସାରେ ଚାଲିବ l ଏହା ଆମ ଓଡିଶା ର ଭାଗ୍ୟ, କାହାକୁ କହିବେ?

  • @bijayakumarmohanty8180
    @bijayakumarmohanty8180 6 ชั่วโมงที่ผ่านมา +1

    ଏମାନେ ବଟି ଆଦାୟ କରି ପୋଲିସ ମାଇପ ମାନଙ୍କର ଅଳଙ୍କାର କିଣିଦେଉଥିଲେ

  • @BINDUMATINAYAK-uu8cl
    @BINDUMATINAYAK-uu8cl 11 ชั่วโมงที่ผ่านมา +5

    Good

  • @manoranjanpanda1017
    @manoranjanpanda1017 6 ชั่วโมงที่ผ่านมา +1

    IIC କୁ ଲଙ୍ଗଳା କରୀକୀ ବାଡାଅ ।

  • @kunmun9983
    @kunmun9983 9 ชั่วโมงที่ผ่านมา +2

    Maximum iic au thana rey same dialogue

  • @dillipkahnar9507
    @dillipkahnar9507 5 ชั่วโมงที่ผ่านมา +1

    iicକୁ କୁଲମ୍ କୁଲା ଗୁଳି ମାରିବା ଦରକାର

  • @nirmalabehera4724
    @nirmalabehera4724 4 ชั่วโมงที่ผ่านมา

    ଆଜିକାଲି ପୋଲିସ ର ମେନ୍ କାମ ହେଲା , ସାଙ୍ଗରେ RTO officer ଙ୍କୁ ଧରି‌ କେଉଁଠି ଗାଡି ଛିଡ଼ା ହୋଇଥିଲେ ମଧ୍ୟ ଡ୍ରାଇଭର କୁ ପାଖକୁ ଡାକି RTO officer ଙ୍କ ମାଧ୍ୟମରେ ବଡ଼ଧରଣର amount ଯେତେ ଅଧିକ ସମ୍ଭବ VCR କାଟିବା।

  • @babupati8067
    @babupati8067 10 ชั่วโมงที่ผ่านมา +2

    IIC ghare ED enquary karajau

  • @sangrampanda251
    @sangrampanda251 9 ชั่วโมงที่ผ่านมา +1

    Police ତ ନିଜେ ଚୋର ସେ କଣ ଚୋରକୁ ଧରିବ

  • @sanjaynanda992
    @sanjaynanda992 7 ชั่วโมงที่ผ่านมา

    ସବୁ ଥାନାରେ ଏପରି ଅବସ୍ଥା ଭାଈ, ପୋଲିସ ନିଜ ଡିପାର୍ଟମେଣ୍ଟ ଲୋକଙ୍କ ସାଥ ଦିଏ, ମୁଁ ବି ଏମିତି ପୋଲିସ ଦ୍ୱାରା ହଇରାଣ ହେଉଛି ବର୍ତମାନ ସମୟରେ. ତମ ଠୁ ଆମେ ବହୁତ ଥାନରେ ହଇରାଣ, ଆଜି ଯାଏ fir ରେଜିଷ୍ଟ୍ରସନ ହେଇନି. ଥାନା ବାବୁ କହୁଛନ୍ତି ଆଜି ଆସ, କାଲି ଆସ, ଦଉଡାଉଛନ୍ତି.

  • @gandharbbiswal6649
    @gandharbbiswal6649 4 ชั่วโมงที่ผ่านมา

    ତାଳଚେର ଟାଉନ ପୋଲିସ ମଧ୍ୟ ଗଣେଶ ପୂଜା ବେଳେ ଏମିତି ଗାଡି ଚେକିଂ ବାହାନାରେ ପଇସା ଆଦାୟ କରୁଛନ୍ତି

  • @surjyanarayanpatnaik6972
    @surjyanarayanpatnaik6972 10 ชั่วโมงที่ผ่านมา +1

    Ehi police mane khali na ku right kahila bhai police khali naa ku matra khali lancha nebaku

  • @santoshkumarmishra2620
    @santoshkumarmishra2620 7 ชั่วโมงที่ผ่านมา +2

    ଏ ହଉଛି ମୋହନ ସରକାର ଙ୍କ ସ୍ବଛ ଶାସନ ର ନମୂନା.😢😢😢

  • @Lifedddl
    @Lifedddl 3 ชั่วโมงที่ผ่านมา

    ମୋର ଅନୁରୋଧ ମାହାଙ୍ଗା ପୋଲିସ୍ ଷ୍ଟେସନ୍ ରେ କିଛି ବି ଭଲ କାମ ହେଉନି ଖାଲି ଲାଞ୍ଚ ନେବା କିଭଳି ଏହି ଭଳି କାମ ଚାଲୁଛି

  • @bishnuprasadmishra8830
    @bishnuprasadmishra8830 9 ชั่วโมงที่ผ่านมา

    ଭାଇ ଚୋର ନେଇଗଲା, ପଦବାବୁଙ୍କ କାର ଚଢ଼। ପୋଲିସ ଗା......... ମାରିବାକୁ ଅଛନ୍ତି

  • @jayakrishnapanda5424
    @jayakrishnapanda5424 8 ชั่วโมงที่ผ่านมา +1

    Police is only for collection of PC, not for giving safety and security.

  • @ArunaMoharana-q1e
    @ArunaMoharana-q1e 7 ชั่วโมงที่ผ่านมา

    ପ୍ରାୟ ପୋଲିସ ଙ୍କର ଏଇ ବେବ ହାର

  • @Debendradas-r8c
    @Debendradas-r8c 5 ชั่วโมงที่ผ่านมา

    ସବୁଯାକ ଗାଲୁଆ ସେହି ଥାନାରେ ଅଛନିଂ

  • @tnanda1432
    @tnanda1432 4 ชั่วโมงที่ผ่านมา

    ସିଏ ବିଜେଡି ସରକାରଙ୍କ ସମୟରେ ତା ଚାକିରୀ 2500000 ଦେଇ କିଣିଛି । ମାଗଣାରେ ଚାକିରୀ କରନି ଯେ ମାହାଳିଆ ରେ କାହିଁକି ତୁମସହ ଯିବ

  • @surjyanarayanpatnaik6972
    @surjyanarayanpatnaik6972 9 ชั่วโมงที่ผ่านมา +1

    Police mananku request ki jeun khaki posaka ra respect rakhantu

  • @shibaprasad2138
    @shibaprasad2138 6 ชั่วโมงที่ผ่านมา

    ଏମାନଙ୍କୁ ତୁରନ୍ତ ଚାକିରୀ ରୁ ବହିଷ୍କାର କରାଯାଉ, ଚାକିରୀ ଚାଲିଗଲେ ମୁଣ୍ଡରେ ଚେତା ପସିବ

  • @BenudharDas-pv4qj
    @BenudharDas-pv4qj 5 ชั่วโมงที่ผ่านมา

    ମୋର ବରମୁଣ୍ଡା ଷ୍ଟେଟ ବ୍ୟାଙ୍କ ATM ରୁ ଚଞ୍ଚକତା କରି ଅନ୍ୟ ଜଣେ ବ୍ୟକ୍ତି ୨୫,୦୦୦ନେଇଗଲା । ଏଇ କଥା ଥାନାରେ ଜଣାଇବାରୁ ବଡ଼ବାବୁ କହିଲେ, ଆମ PCR ରେ ତେଲ ନାହିଁ, ଟଙ୍କା ୫୦୦ଦେଲେ ତେଲ ପକାଇ ଯିବା । ୫୦୦ଟଙ୍କା ଦେବାରୁ ଗାଡ଼ି ବାହାର କଲେ । ପୁଣି ବଡ଼ବାବୁ କହିଲେ , ଭୋକ ହେଲାଣି କଣ ଖାଇବାକୁ ଦିଅ । ଖାଇବାକୁ ୫୦୦ଟଙ୍କା ପୁଣି ଦେଲି । ଏଇମିତି ଯିବା ଆସିବାରେ ମୋର ପ୍ରାୟ ଆଉ ୩, ୦୦୦ଖର୍ଚ୍ଚ ହେଲା । ଏତେ ଦକ୍ଷିଣା ଦେଇ ହତାଶ ହୋଇ ନିରବ ରହିବାକୁ ବାଧ୍ୟ ହେଲି । ରାଜ୍ୟ ସରକାର ପେଟ୍ରୋଲିଂ ବାବଦକୁ ଏତେ ଟଙ୍କା ଦିଆଯାଉଛି, ସେ ଟଙ୍କା ଯାଉଛି କୁଆଡେ ?

  • @user-fy1iw4nn1o
    @user-fy1iw4nn1o 10 ชั่วโมงที่ผ่านมา +1

    Sabu thana re police semiti boli paesa mage Khali...

  • @LenkaVlog-w9s
    @LenkaVlog-w9s 3 ชั่วโมงที่ผ่านมา

    ❤Nayapally police best❤

  • @Vlogsss-m6y
    @Vlogsss-m6y 5 ชั่วโมงที่ผ่านมา

    Plz government public katha sunantu plz sarkar🙏

  • @hariharpandapanda4798
    @hariharpandapanda4798 4 ชั่วโมงที่ผ่านมา

    ପୁଲିସ ଗୁଡାକ 1,ଏକ ନମ୍ବର ଚୋର୍

  • @PramodkuBasantara
    @PramodkuBasantara 10 ชั่วโมงที่ผ่านมา +2

    ଲଜ୍ଜା

  • @Abirachandramajhi
    @Abirachandramajhi 7 ชั่วโมงที่ผ่านมา

    It is the effect of former Govt.

  • @Dibyajyotitheansbook
    @Dibyajyotitheansbook 6 ชั่วโมงที่ผ่านมา

    mohan sarakar jadi next time asibare achhi ta yathu bhala paristhiti milibani ..bharat pur police station case re kathor action niantu...

  • @santoshsenapati1447
    @santoshsenapati1447 6 ชั่วโมงที่ผ่านมา +1

    Lok nk abhisap paduchi police manku jani paru nahti s mank family re kiy b santi re nahi

  • @TRILOCHANPUHAN
    @TRILOCHANPUHAN 10 ชั่วโมงที่ผ่านมา

    ତୁରନ୍ତ Action Niajau Samastanku Saspend karantu Amanka pain Aji Niriha loka Danda pauchhanty

  • @PremShilaPandey-gi5mf
    @PremShilaPandey-gi5mf 4 ชั่วโมงที่ผ่านมา

    Take more feedback from people of Bharatpur Police station

  • @PramodBhai-hf4ke
    @PramodBhai-hf4ke 4 ชั่วโมงที่ผ่านมา

    ପୋଲିସ ର ହାତ ଅଛି ଚୋର ସାଥିରେ

  • @muktikantabehera3939
    @muktikantabehera3939 3 ชั่วโมงที่ผ่านมา

    Ebe checking paniii kuhantu sange sange baharibe sabu dhila trafic jam control hauni

  • @PadmanbhoiPadman
    @PadmanbhoiPadman 4 ชั่วโมงที่ผ่านมา

    ପୋଲିସି,କୁ,ତେଲ,ପାଇଁ,ପଇସା,ଦେବନି,ଗୋଟେ,କଳା, ବାଣ୍ଡ୍, ଦେଇଦବ

  • @niladreekumar6273
    @niladreekumar6273 4 ชั่วโมงที่ผ่านมา

    All india Tamil Nadu police no 1

  • @ratnakarsethi8403
    @ratnakarsethi8403 9 ชั่วโมงที่ผ่านมา

    Police ku heavy punishment hau

  • @akpanda833
    @akpanda833 9 ชั่วโมงที่ผ่านมา

    Hope present CM may not be aware but what about DCP or Comissioner

  • @jayantadehury01
    @jayantadehury01 3 ชั่วโมงที่ผ่านมา

    Bhai a sabu thana re emiti hauchanti odisha sara ...iic sabuthu besi sandha vabuchanti nija ku..

  • @gandharbbiswal6649
    @gandharbbiswal6649 4 ชั่วโมงที่ผ่านมา

    ଭାଇ ନୂଆ ସରକାର ପଇସା ନାହିଁ

  • @Bibhishdan
    @Bibhishdan ชั่วโมงที่ผ่านมา

    ସବୁଆଡେ ଏମିତିନା ଭାଇ

  • @upendrakumarbiswal4682
    @upendrakumarbiswal4682 8 ชั่วโมงที่ผ่านมา

    ତୁମେ ପୋଲିସଙ୍କୁ ଗୁଟୁଖା, ପାନ ହେଉଥିଲ କାହିଁକି? ମୂଷାମାରି ଔଷଧ ଦେଲନି,

  • @sailendrakumarkar3592
    @sailendrakumarkar3592 6 ชั่วโมงที่ผ่านมา

    ମୋ କ୍ଷେତ୍ରରେ ମଧ୍ୟ ଏହି ଭଳି ଘଟଣା ଜୁଲାଇ ୧୦ ରେ ଘଟିଥିଲା

    • @sailendrakumarkar3592
      @sailendrakumarkar3592 6 ชั่วโมงที่ผ่านมา

      ସହୀଦନଗର ଥାନାରେ

  • @prustydibakra1835
    @prustydibakra1835 7 ชั่วโมงที่ผ่านมา

    ଆମ ଥାନାରେ ବି ସେଇଆ 😅

  • @Shkr_Bab
    @Shkr_Bab 8 ชั่วโมงที่ผ่านมา

    Good info. I am using chain lock for my bike’s safety.

  • @jalandharbehera9007
    @jalandharbehera9007 10 ชั่วโมงที่ผ่านมา

    Na na Chore lootera nku dharibaku nahi.police only loko nku Loot karibaku achhanti

  • @jayramkhatua3735
    @jayramkhatua3735 9 ชั่วโมงที่ผ่านมา

    Bahiskar vigilance both karajau

  • @ruchinandanjena2130
    @ruchinandanjena2130 9 ชั่วโมงที่ผ่านมา +1

    Jie asichi iic nua sie b seia sie nua nua ta lanka re jetika janama sabu rabana samana😂

  • @Vlogsss-m6y
    @Vlogsss-m6y 5 ชั่วโมงที่ผ่านมา

    Sabu police station ra iic mane emiti hairana karanti

  • @saratjena8475
    @saratjena8475 10 ชั่วโมงที่ผ่านมา +2

    All police station does the same. No surprise. Common people are treated like animals.

  • @sashibhusanjali558
    @sashibhusanjali558 5 ชั่วโมงที่ผ่านมา

    Police nku sethi pain kehi believe karantani

  • @somanathsethy6751
    @somanathsethy6751 10 ชั่วโมงที่ผ่านมา

    Khali Bharatpur nuha amara money frod hoithila ame mancheswar police station jaithilu aplication neleni ame online kalu kichi lava nahi sabu police station emiti

  • @swarnalatabehera8905
    @swarnalatabehera8905 8 ชั่วโมงที่ผ่านมา

    iic ସେ ଥାନାରେ ରାଣ୍ଡି ଶାଳା ଖୋଲିଚି

  • @kunmun9983
    @kunmun9983 9 ชั่วโมงที่ผ่านมา

    Laxmisagar police station rey v same

  • @TapanSahoo-r9j
    @TapanSahoo-r9j 5 ชั่วโมงที่ผ่านมา

    Right

  • @djkailash1646
    @djkailash1646 6 ชั่วโมงที่ผ่านมา

    All odisha re abhali abasta
    Mohan majhi sara kar kichi durstanta malaka padakhepa niontu nacht 2029 re congress back

  • @ruchinandanjena2130
    @ruchinandanjena2130 9 ชั่วโมงที่ผ่านมา +1

    Choro hauchi iic😂😂😂

  • @latsaheb1947
    @latsaheb1947 8 ชั่วโมงที่ผ่านมา

    ହଇରେ ଭାସ୍କର news ଵାଲା ସେ iic ର bite ନିଅ

  • @prasantapattanaik537
    @prasantapattanaik537 8 ชั่วโมงที่ผ่านมา

    Amiti police rahile jahaa odisha ra absstaa heba

  • @babupati8067
    @babupati8067 10 ชั่วโมงที่ผ่านมา

    Do not democracy.

  • @Abirachandramajhi
    @Abirachandramajhi 8 ชั่วโมงที่ผ่านมา

    Chief Minister please react like Yogi