Radhanath sir and music super outstanding play with tabala Manammath sir outstanding anchoring , ,,,,,,Charana Sir with all team outstanding.........🙏 JAY JAGANNATH 🙏
Bhajan Antakhyri is my love my jaan. Can not miss. a. Jewel program. But not enjoy. Without Charan God. Bless to all participant. like. Sailabhama. Rabindra. Sudhakar. Anjali. Manasi . etc Jay Jagannath. Jay Jagannath. 🙏🙏
ଚରଣ ଭାଇ ଙ୍କ comedy ପାଇଁ ଖାସ୍ ମୁଁ ଏ show ଦେଖେ, ବାକି ରବୀନ୍ଦ୍ର ଭାଇ ଙ୍କ ସ୍ଵର ର ମୁଁ fan ❤
ଶୈଳ ଅପା, ସୁଧା ଭାଇ ଥିଲେ show ରେ ଚାର ଚାନ୍ଦ ଲାଗିଯାଏ 👌
ତୁମ ପୋଡପିଠା ଖିଆହେ ପ୍ରଭୁ ସେତିକି ଥାଉ, ଭିକାରୀ ବଳଙ୍କ ଲୋକପ୍ରିୟ ଭଜନ
ରାଧାକାନ୍ତ ସାର କେବଳ ତ ଵାଲା ବାଦକ ନୁହନ୍ତି ସେ ସମସ୍ତ ତାଳ ବାଦ୍ୟ ବଜାଇବାରେ ପ୍ରବୀଣ ବହୁତ ସୁନ୍ଦର ଭାବେ ଗୀତସହିତ ସେଟିଙ୍ଗ କରି ମଧୁର ମୂର୍ଚ୍ଛନା ରେ ସ୍ରୋତାଙ୍କ ହୃଦୟକୁ ଚହଲେଇ ଦେଉଛନ୍ତି ତେଣୁ ସାରଙ୍କୁ ଆଶେଷ ଆଶେଷ ଧନ୍ୟବାଦ ,ଚଣ୍ଡୀଦାସ ।
Jay jaganath 🙏 🙏🌼 🌼☺️ so nice Rabi Bhai very good 🙏 🙏
ଶ୍ରୀଚରଣ ଭାଇଙ୍କ ପାଈଁ ଈଛା ହୁଏ ଅନ୍ତାକ୍ଷାରୀ ଦେଖିବା ପାଇଁ, ଆଉ ମନ୍ମଥ ସାରଙ୍କ ହସ ହସ କଥା ଶ୍ରୁତି ମଧୁର, ରାଧାକାନ୍ତ ସାର ନାହାଁନ୍ତି କିନ୍ତୁ ଲାଗୁନି ସେ ନାହାଁନ୍ତି ବୋଲି
best bhajana prathana channel re pradasita heuthiba antakhyari.jay Jagannath
ସ୍ତର ରେ ସମସ୍ତ ଙ୍କ ଗାୟନ ଅତି ମଧୁର ଏବଂ ବାଦ୍ୟ ଅତି ସୁନ୍ଦର really nice
Love you Radhakanta sir♥️
ଆପଣଙ୍କ ଭଳି ତବଲା ବାଦକ ଓଡିଶାରେ କେବେ ଜନ୍ମ ନେବେ କେଜାଣି😭😭😭
Kaba haba nihe
I'm here parth 😂 ମୁଁ ଆସିଗଲି ☠️🥶
Majadar shree chana bhi
Jay Ho Rabindra Bhai....khub sundar bolile....Kaaliaa re Kaaliaa Bhajan. Jay Jagannath 💐🙏
ଭଜନ ଅନ୍ତାକ୍ଷରୀର କଳାକାରମାନଙ୍କର ଚେତନା ଶକ୍ତୀ ବହୁତ ତୀକ୍ଷ୍ଣ କାରଣ ପ୍ରତ୍ୟେକ ଅଧ୍ୟାୟର ପ୍ରତ୍ୟେକ ସ୍ତରକୁ ସହଜରେ ପାର କରିଦେଉଛନ୍ତି ଏହାଏକ ଗର୍ବ ଏବଂ ଗୌରବର କଥା ,ଧନ୍ୟବାଦ ,ଚଣ୍ଡୀଦାସ
ଯେତେ ଥର ଦେଖିଲେ ବି ନୂଆଁ ଲାଗୁଛି,ଖାସ କରି ଶ୍ରୀ ଚରଣ ଙ୍କ ଯୋଗୁ ମଜା ଆସୁଛି, ଭଜନ ତ ସମସ୍ତେ ଭଲ ଗାଇଛନ୍ତି କିନ୍ତୁ ଜୋ ଶ୍ରୀ ଚରଣ ମଜା କରୁ ଛନ୍ତି ସେ ମଜା ଗୋଟେ ଅଲଗା.
ଅତି ସୁନ୍ଦର ଭାବରେ ରଥ ଉପରେ ଭଜନ ପରିବେଷଣ କରିବା ପାଇଁ ଅଶେଷ ଅଶେଷ ଧନ୍ୟବାଦ ସମସ୍ତ ଭଜନ ଅନ୍ତାକ୍ଷର ର ସଦସ୍ୟ ଓ ପର୍ଥନା ଟିଭି କୁ
ଜୟ ଜଗନ୍ନାଥ 🙏
Jaya Sree Jagannatha Swami Jaya Ajira Pabitra Depabalime Sundar Bhajana Antakhyari Pai Pranab Sir Atithi Thibaru Asesh Asesh Dhanyabad
Bahut sundara ,all the best Jay jagarnath
ନୀଳମଣି ନାମଟି ଶ୍ରୀକୃଷ୍ଣଙ୍କ ପାଇଁ ଯୁକ୍ତିଯୁକ୍ତ ଜଗନ୍ନାଥଙ୍କ ପାଇଁ କଳାଦିଅଁ ବା କଳା ଠାକୁର ଶ୍ରୀରାମଙ୍କ ପାଇଁ ନବ ଦୁର୍ବାଦଳ ,ତେଣୁ ନୀଳମଣି ନାମ ଜଗନ୍ନାଥଙ୍କ ସହିତ ଯୁକ୍ତିଯୁକ୍ତ ଲାଗେନାହିଁ,ଚଣ୍ଡୀଦାସ ।
ଆଜ୍ଞା , ଅନେକ ଅଧ୍ୟାୟ ଦେଖିବା ପରେ ଅନୁଭବ କଲିକି ବୋଲାଯାଉଥିବା ଗୀତଭିତରେ ବହୁତ ଗୀତ ପ୍ରେମ ଭାବ ଭକ୍ତି ସମାବେଶ ର ରଚନା ଓ ଗଇବାଧାରା ହୃଦୟକୁ ଚହଲେଇ ଦିଏ କିନ୍ତୁ ଅଉକିଛି ଗୀତ ରଚନା ଓ ଗାଇବାର ଧାରା ହୃଦୟକୁ ଜମା ଛୁଏଁ ନାହିଁ ,କାରଣ ସେ ହେଉଛି ରସ ଶୁନ୍ୟ ବ୍ୟବସାୟିକ ଗୀତ ଯଦି ମୋ ମନ୍ତବ୍ୟ ଭୁଲ ହୁଏ କ୍ଷମା ଦେବେ ,ଚଣ୍ଡୀଦାସ ।
Charna Bhai excellent
ଶ୍ରୀଚରଣ ଭାଇ ❤
Je parjyanta bhajan antaskhyari achi thiba charana is always best rahibe mr ravi Mahapatra 💪
ଭଜନ ଅନ୍ତାକ୍ଷରୀରେ ଭଜନ ପରିବେଷଣ କରୁଥିବା କଳାକାର ମାନଙ୍କ ଭିତରେ କେହି କାହାକୁ ଉଣାନୁହଁନ୍ତି ହେଲେ ଜଣେ କଳାକାରଙ୍କ ଗାଇବାର ଭାବଧାରାର ଭାବଭକ୍ତି ପୂର୍ଣ୍ଣତାର ଏକ ସ୍ୱତନ୍ତ୍ରତା ତଥା ହୃଦୟସ୍ପର୍ଶୀ ଅନୁଭବ ହୁଏ ,ଧନୁବାଦ
,😃🙏🙏🙏🙏🙏
Best Super prathana Chennal
ଭିକାରି ବଳଙ୍କର ଗାଇଥିବା ଗିତ ପରିପଣ ହେଲେ ଭାରି ସୁନ୍ଦର ଲାଗେ ।
Paripana kn?
ସବୁ ଯୁଗରେ ଠାକୁରଙ୍କର ଭିନ୍ନଭିନ୍ନ ଲୀଳା , ତେଣୁ କଳି ଯୁଗର ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଲୀଳାକୁ ନେଇ ଦ୍ଵାପର ଯୁଗ ଗୋପ ଲୀଳାରେ ଯୋଡିବା ପ୍ରାସଙ୍ଗୀଙ୍କ ଲାଗୁନାହିଁ , ଏହାଉପରେ ଟିକିଏ ବିଚାର କରିବାକୁ ନିବେଦନ ,ଚଣ୍ଡୀଦାସ।
ମନମୁଗ୍ଧର କାର୍ଯ୍ୟକ୍ରମ ପ୍ରାର୍ଥନା ଟିଭି ଚ୍ୟାନେଲ ଆୟୋଜନ କରିଛନ୍ତି
Wow rabindra sir dil khus karidelo
Nice program 👌 aneka bhajan sunibaku miluchi
😊
Great program. Charan vai good
Khub Sundr bhajan🎉
Radhanath sir and music super outstanding play with tabala
Manammath sir outstanding anchoring , ,,,,,,Charana Sir with all team outstanding.........🙏
JAY JAGANNATH 🙏
Radhe radhe ❤❤❤
ଶ୍ରୀଚରଣ ଭାଇଙ୍କ ପାଇଁ ଅନ୍ତାକ୍ଷରୀ େଦଖି ବାକୁ ଭଲ ଲାଗୁଛି ।
ଆଜ୍ଞା ,କଳାକାର ମାନେ ଜଣକୁ ଜଣେ ମହା ବଳିୟାର କେହି କାହାକୁ କମ ନୁହନ୍ତି କାହାସକୁ ବା କଣ ମନ୍ତବ୍ୟ ଦିଆଯିବ ସମସ୍ତେ ମହାଧୁରନ୍ଧର ବହୁତ ଆନନ୍ଦ ଲାଗୁଛି ଆଉ ବାଦ୍ୟକାର ଓ ପରିଚାଳକ ମହାଶୟମାନଙ୍କୁ ଉପମାଦେବାକୁ ଶବ୍ଦ ନାହିଁ , ଧନ୍ୟବାଦ ,ଚଣ୍ଡୀଦାସ ।
ଚରଣ ଭାଇ , ଆପଣ ଙ୍କ ପାଇଁ ବୋଧେ ଏହି ପ୍ରୋଗ୍ରାମ ଟି ହିଟ୍ ଅଛି
ଅନେକ ଗୁଡିଏ ଅଧ୍ୟାୟ ଦେଖିବାପରେ ଅନୁଭବ କଲିକି କଳାକାର ମାନଙ୍କର ଗୀତସଙ୍ଗୀତ ତଥା ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବହୁତ ଗଭୀର ଜ୍ଞାନ ଅଛି ତେଣୁ ଏକ ନିବେଦନ ପ୍ରଶ୍ନ ଯଥା---ପ୍ରତି ରଥରେ କେତୋଟି ଲେଖାଏଁ ଅଖ ଲାଗିଛି ଏହା ଆପଣ ମାନଙ୍କ ଜ୍ଞାନ ପରି ବର୍ଦ୍ଧିତ ହେବାପାଇଁ ଏହା ନିବେଦନ ପ୍ରଶ୍ନ ,ଧନ୍ୟବାଦ ,ଚଣ୍ଡୀଦାସ
Ravindra Mohapatra a genius... sabu mane rakhanti
All singers are excellent.Tablist sir is best.
Mote bahut vval lage aau dhanyabad debi jia eta chalo Chanti...
ଆଜ୍ଞା , ଆମର ଯେଉଁ ପରମ୍ପରା ରହିଛି ସେଥିରେ କାଠରେ କୋକେଇ ହୁଏନାହିଁ କେବଳ ମାତ୍ର ବାଉଁଶ ରେ କୋକେଇ ହୁଏ ତେଣୁ ଏହାଉପରେ ଟିକିଏ ବିଚାର କରିବାକୁ ଅନୁରୋଧ ,କବି ଚଣ୍ଡୀଦାସ
Bhajan Antakhyri is my love my jaan. Can not miss. a. Jewel program. But not enjoy. Without Charan
God. Bless to all participant. like. Sailabhama. Rabindra. Sudhakar. Anjali. Manasi . etc
Jay Jagannath. Jay Jagannath. 🙏🙏
Samaste. Chir. Namasya.
Bhajan antakhyari ra only one person winner he is Charana sir sie jete - point Paile bi sei point ra kichhi mulya nahin
ଆରମ୍ଭ ଓ ଶେଷରେ ବି ପାରମ୍ପରିକ ଭଜନ
Koti koti Pranam
Charan bhai bahut bhala comedy karuchanti bhala laguchi sabu epposide
Saurav nayak sir Tini ratha word re badhia gaile
ଓଡ଼ିଶାର ଏମିତି କେଉଁ ଖ୍ୟାତନାମା କଣ୍ଠଶିଳ୍ପୀ ବାହୁଡା ଦିନ ବାହୁଡାଇ ନେବାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଭଜନ ମାଧ୍ୟମରେ ପ୍ରାର୍ଥନା କରିଥିଲେ ତାଙ୍କ ନାମ କଣ ? କବି ଚଣ୍ଡୀଦାସ ।
🙏🙏🙏🙏🙏🙏🙏Jay jagannath swami nayan patha gami prabhu bhaba tume prabhu bhaba tume🙏🙏🙏🙏🙏🙏🙏
ଚରଣ ଭାଈ ବହୁତୁ ଭାଡ଼ିଆ
Kemiti mane rakhi parucha prakrutare eita jagannath Lila ate tuma upare ,mo pain madhya blessing dia gurujana mane
1 NOMBER SRICHARAN DADA
Rabindra,u r unique,
Bhajan
Antakhasyari is
Very. Good programme
Impartially speaking Rabi Sir is the great
Shree charana sir best
Jay jaganath rabindra Bhai very good 🙏 🙏🌼 🌼☺️ so nice
Tume Jagannathe nka hrudaya Sabu Dina achha
My best favourite program bhajan Anya khyari...
Sri charan Bhai nku Mora namaskar
No, Rabi bhai. Sabuthu No 1.singer
ଆଜ୍ଞା ,ଅନ୍ତାକ୍ଷରୀ ପର୍ଯ୍ୟାୟ ରଥଉପରେ ଚାଲିଛି ହେଲେ ଏକ ନିବେଦନ କି ତିନି ରଥରେ କେଉଁ ରଥରେ କେତୋଟି ଲେଖାଏଁ ଅଖ ଲାଗିଛି ଦେଖିବା କିଏ କହିପାରୁଛନ୍ତି ?
ଚରଣ ଭାଇ ଆସିଲେ episode ଦେଖିବାକୁ ମଜା ଆଊ ଭଲଲାଗେ
Moon:Erygood0rogramme
ଅନ୍ତାକ୍ଷରୀ ପ୍ରୋଗ୍ରାମ ଭିତରେ ବିଭିନ୍ନ ଧାରାର ଅନେକ ଭଜନ ଦର୍ଶକଙ୍କୁ ବହୁତ ଆନନ୍ଦ ଦେଉଛି ହେଲେ ଦୁଖର କଥା କି ଅନେକ ଅଧ୍ୟାୟରେ ଏକାଗୀତ ପୁନରାଵୃତ୍ତି ହେବା ଦ୍ୱାରା ଟିକିଏ ଅସୂୟାବୋଧ ଲାଗୁଛି ଏହାଉପରେ ଟିକିଏ ବକଚାର କରିବାକୁ ନିବେଦନ ,ଚଣ୍ଡୀଦାସ ।
ଜମି ହାଲିଆ ଅପେକ୍ଷା "କ୍ଷେତ୍ର ହଳିଆ " ଅଧିକ ମଧୁର ଓ ପ୍ରାସଙ୍ଗିକ ଲାଗିଥାନ୍ତା ,ଚଣ୍ଡୀଦାସ ।
Jagannatha nka geeta kimbaa ratha geeta re Ravi Mohapatra nku kehi beat kari paaribeni
Mora bhagaya ki mu Manisha janma paichhi karana abhali aka Amruta pana program dekhuchhi
ଅତି ସୁନ୍ଦର ପରିବେଷଣ
Jay Jaganath🌹🙏🙏🙏🙏🙏🌹
Jay jagannath
ସାନ ଭାଇ ଚରଣ ଥିଲେ ମୋତେ ଅଧ୍ୟାୟ ଦେଖିବାକୁ ଭଲ ଲାଗେ ।
Bahut sundar bhajana.
Radhakant sir nka pari TABALABADAK aau kahanti JAGANATH SWAMI NAYAN PATHA GAMI BHABA TUME...
Really Very sad .RIP.🙏🙏🙏
ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ହାତ ଗୋଡ଼ କାନ ନାହିଁ ବୋଲି ଭକ୍ତମାନେ ବର୍ଣ୍ଣନାକରି କରି ଗୀତ ଗାଉଛନ୍ତି ଏଇଠି ମୋର ଏକ ନିବେଦନ ପ୍ରଶ୍ନ କି ତାଙ୍କର ସବୁ ଅଙ୍ଗଅଛି ପ୍ରମାଣ ଦେଇ ଗୀତଟିଏ ବୋଲାଯାଉ ,ଧନ୍ୟବାଦ , ଚଣ୍ଡୀଦାସ ।
ଆଉଏକ ନିବେଦନ କି ତିନି ରଥରେ ଯେଉଁ ବାନା ଉଡୁଛି ତାର ନାମ କଣ ? କହିବାକୁ ଚେଷ୍ଟା କରିବେ, କବି ଚଣ୍ଡୀଦାସ
श्री चरण सर महान हैं
Sricharan sir ବହୁତ ହୁସିର ଅନ🎉
Tablist re no 1radha kanta sir tankara badya manaku mohilabhali
I love songs 😍😍😍😍😍😍
I'm so much happy in this program, I'm also a bathroom singer ...And a great devotee of Lord shree Jagannath...Jai Jagannath..
ପୁଣି ଏକ ନିବେଦନ କି ପ୍ରତି ରଥରେ କେତେଖଣ୍ଡି ଲେଖାଏଁ ନେତ ଲାଗିଥାଏ କେବେ କୌଣସି ଅଧ୍ୟାୟରେ ସେଇ ନେତ ଉପରେ ଗୀତଟିଏ ଗାଇବାକୁ ଅନୁରୋଧ ଏବଂ ରଥକୁ ଚଢ଼ି ବା ଓହ୍ଲାଇବା ପାଇଁ ଯେଉଁ କାଠ ଭେଳା ରଥଉପରକୁ ପଡିଥାଏ ତାରନାମ କଣ ?କବିଚଣ୍ଡୀଦାସ ।
Rabindra bhai apananku pranaam karuchhi
Pancham team all the best
ସମସ୍ତ କଣ୍ଠଶିଳ୍ପୀ ମାନେ ବହୁତ ସୁନ୍ଦର ଭାବରେ ଶ୍ରୀଜଗନ୍ନାଥ ମହାପ୍ରଭୂଙ୍କ ଭଜନ ଗାୟନ କରିଛନ୍ତି ଏବଂ ମିଉଜିକ ମଧ୍ୟ୍ୟ ସୁନ୍ଦର ଭାବରେ ବାଦନ କରିଛନ୍ତି l ବହୁତ ସୁନ୍ଦର ଲାଗିଲା l
Charan Bhai ajika jamanara the greatest bhajana singer
very nice sri charan sir tuma staili mora bahut pasanda
My favourite chanel
Achha laga mujhe bhi
Jay jaganath swami
Nayan patha gami
Bhaba tume🙏🙏🙏🙏🙏🙏🙏
Jai jagannath swami nayan patha gami
Sricharan sir best
ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ହାତ ,ପାଦ , କାନ ,ନାହିଁ କହିବାଟା ବାହୁଲ୍ୟ ତାଙ୍କର ସବୁଅଛି ଯଥା---କାଞ୍ଚି ଵିଜୟ ,ବନ୍ଧୁ ମାହାନ୍ତିଙ୍କୁ ପ୍ରସାଦ ନେଇଦବା , ଦାସିଆ ବାଉରୀର ନଡ଼ିଆ ନବା , ସାଲବେଗଙ୍କ ଡାକାଶୁଣିବା, ଏହା କଣ ମିଥ୍ୟାକଥା କି? ନା ତାଙ୍କର ସବୁଅଛି ତେବେ ସେ କେଉଁପାଦ ? ଏ ରୂପ ତାଙ୍କର ଏକ ଦିବ୍ୟଲୀଳା , ଏଇ ପାଦ ଉପରେ ମୁଁ ଗୋଟିଏ ଛୋଟିଆ ପୁସ୍ତକ ରଚନା କରିଛି ତାର ନାମ ହେଉଛି " ଆଦେଖା ପାଦ " ତେବେ ସେ କେଉଁ ପାଦ ? କବି ଚଣ୍ଡୀଦାସ ।😊
Jay Jagannath 💐🙏
Ravi bhai tame harigala charan bhai win
I am happy for comedy of shreecharan bhai❤
Jay Jagannath.Best programme.
Voice of SriCharana is crystal clear
ମହାନ ରାଥଯାତ୍ରାରେ "ଛେଚା କଚା ' ବୋଲି କିଛି ଶବ୍ଦ ଥାଏ କି ଯଦି ଥାଏ ତେବେ ସେଇ ଶବ୍ଦ ଉପରେ ଗୀତଟିଏ ଗାଇବାକୁ ନିବେଦନ , ଚଣ୍ଡୀଦାସ ।
Rabindra mohapatra is superb among all
211
sricharan mahanty is best singer
ଦୁର୍ଗା ଚୁପଚାପ ବସିଛି
Very nice tabalist Radha kanta sir I miss you