Satare Nana aji ra ehi samayare pita mata kebala income source sahita tulana karuchanti education ku. But kebe bi prakruta Gyan oba sat Gyan deunahanti. Jahara parinam aji samaj re dekhibaku milichhi...emiti bohut kichhi. Thank you so much for this real story.
ସୁନ୍ଦର ଉପସ୍ଥାପନା କୁନା ଭାଇ
ଯୁଗ ଉପଯୋଗୀ
Really touched my heart.. ମନେ ପଡିଗଲା ବାପାଙ୍କ କଥା। ସେ ସବୁବେଳେ କହୁଥିଲେ ଯେ ମନିସତ୍ଵ ବହୁତ୍ ବଡ଼। ପଇସା ସମସ୍ତେ ରୋଜଗାର କରୁଛନ୍ତି ହେଲେ ଖୁବ୍ କମ୍ ଲୋକ ନିଜ ବାପା ମା ଙ୍କ ସେବା କରୁଛନ୍ତି। ବାପା ଆଜି ମୋ ପାଖରେ ନାହାନ୍ତି ସତ ହେଲେ ଆପଣଙ୍କ କଥା ଶୁଣି ଆଜି କାଇଁ ବାପାଙ୍କ କଥା ବହୁତ୍ ମନେ ପଡୁଛି।
ସମ୍ବଲପୁରୀ ଭାଷାରେ ଟିକିଏ କହିବେ କାରଣ ଆପଣଙ୍କ ପାଟିରୁ ସମ୍ବଲପୁରୀ ଭାଷା ଶୁଣିବା ପାଇଁ ବହୁତ ଭଲ ଲାଗେ।
Jay maa samalei
Jay tetiskoti Deba debi 🙏
କୁନା ତ୍ରୀପାଠୀ ଙ୍କ ଚମତ୍କାର ଉପସ୍ଥାପନା ପାଇଁ ଧନ୍ଯବାଦ। ଏହା ନିଶ୍ଚିତ ଯେ ଏ ପରିସ୍ଥିତି ପାଇଁ ପିଲାମାନେ ଯେତିକି ଦାୟୀ ବାପାମାଆମାନେ ମଧ୍ଯ ସମପରିମାଣରେ ଦାୟୀ କାରଣ ଯଦି ପିଲାମାନଙ୍କୁ ଦେଶ ମାତ୍ରୁକାର ସେବା କରିବା ପାଇଁ ସୈନ୍ଯ ବାହିନୀ ରେ ଯୋଗ ଦେବାପାଇଁ ଉସ୍ଚାହିତ କରିବା ତେବେ ପିଲା ଶହୀଦ ହେଲେ ତାକୁ ସହିବାର ଯୋର୍ ମନରେ ଥିବା ଦରକାର।
Kahani ati sundar.Dhanyabad
ATI SUNDAR UPASTAPNA MAHASAYA PRANAM. JAY JAGANNATH JI.
ପ୍ରଣାମ ସାର୍ 🙏🙏🙏 ।
ସତରେ ବହୁତ ସୁନ୍ଦର, ଉପାଦେୟ ଓ ହୃଦୟସ୍ପର୍ଶୀ ।
ବହୁତ ବହୁତ ଧନ୍ୟବାଦ ସାର୍ ।
ଧନ୍ୟବାଦ କୁନାଭାଇ। ଆଜିର ଜୁବପିଢି ପାଇଁ ନିଶ୍ଚୟ ଦରକାର।
Jai Jagannath ....🙏🙏🙏bohut sundar upostapona....sir...
ଯୁଗୋପଯୋଗୀ ବିଷୟବସ୍ତୁ 👌👌🙏🙏ଭଲ ଲାଗିଲା।
Darun vidio(khub valo laglo)sir
Big fan sir , ଆପଣଙ୍କର କଥା ସୁଣିଦେଲେ ମନ ଖୁସି ହୋଇ ଯାଏ
ବହୁତ ଭଲ କଥା କହିଲେ କିନ୍ତୁ ବୁଝି ଲେ ହେଲା. ଜୟ ଜଗନ୍ନାଥ.
ଖୁବ୍ ମନଛୁଆଁ କାହାଣୀ, ମୋର ଗୋଟିଏ ରମ୍ୟ ରଚନା ମାଲେସିଆ ପ୍ରକାଶିତ ହୋଇଥିଲା, ଏଇ ଭଳି ଗୋଟିଏ କାହାଣୀ ନେଇ। କାହାଣୀ ରେ ମାଆ ର କଥା ରେ ପାଠ ପଢ଼ି ବଡ଼ ଲୋକ ହେବା।
ବହୁତ ଭଲ ଲାଗିଲା। ନିଛକ ସତ କଥାଟିକୁ ଉପସ୍ଥାପନା କଲେ । ହୃଦୟରୁ ଧନ୍ୟବାଦ।🙏
ବଡ଼ ଭାଇ ଆପନଙ୍କ ଉପସ୍ଥାପନା ସହିତକମେଡି ଯେତିକି ହୃଦୟ ସ୍ପର୍ଷୀ ତା ଠାରୁ ବେଶୀ। ସାର ଗର୍ଭକ୍ ଅକ୍ଷୟ ମହାନ୍ତି ଙ୍କ ସ୍ମୃତି ଏକ ଯେଉଁ ଗୀତଟି ଆପଣ ଗାଇଲେ ଲାଗିଲା ଅକ୍ଷୟ ମହାନ୍ତି ବୋଧେ ଆପ ନଙ୍କ ଭିତରେ ଆସିଲେ
You are unparalleled and pillar of Odia Language.🙏🙏🙏
ଅତି ସୁନ୍ଦର ଉପ୍ଥାପନା 🙏
Thanks bro and sisters
Everyone will know lessons, alarmed to make there future pills of theirs own
100% true.
Beautiful sweet voice
କୁନା ବାବୁ 🙏.. ଓଡ଼ିଆ industry ପାଇଁ ବିଶେଷ କିଛି କରି ପାରିଲନି। ଲଜ୍ୟା
Thank You Sir Ur this is not story this is today our reality of society Love u Sir
ସୁନ୍ଦର ଗଳ୍ପ।
Wonderful
Now Value base Education has gone. Only competitive education has come.
Needs revolution in Education
ୱାଃ ବହୁତ ବଢିୟା ଆମେ ସବୁ ପିଲା ଖୁସି ।
We are waiting for you sir....❤️
ଏହି ଆମେରିକାରେ ରହୁଥିବା ପୁଅର ଚିଠି ବୟସ୍କଙ୍କ ପାଇଁ ଅତି ମର୍ମସ୍ପର୍ଶୀ, ଆଗାମୀ ପିଢ଼ି ପାଇଁ ଶିକ୍ଷଣୀୟ ଧନ୍ଯବାଦ।
ସୁନ୍ଦର ଉପସ୍ଥାପନ।ସତ୍ୟ କଥା।ଧନ୍ୟବାଦ।ଶୁଭେଚ୍ଛା।
Kuna babu ur a very good singer. Thank u a lot. Lord Jagannatha bless u always.
Bada bhai bahut bhai lagila,real fact🙏🙏🙏
ଖୁବ୍ ସୁନ୍ଦର ଉପସ୍ଥାପନା ଟିଏ ଭାଇନା
Unique thought au badhia gayana kuna bhai।
ଭାଇନା ଅତି ସୁନ୍ଦର କଥା ବହୁତ ଲୋକ କାନ୍ଦୁଛନ୍ତି
ଖୁବ୍ ସୁନ୍ଦର ଉପସ୍ଥାପନା। ସତ କଥା।
Khub sundar swara apanankara
Major P.K.D. Kuna, Iam happy that you are a complete man.
.mr,kuna,trlpathyoura, varl,like,thaklng, you
ଆଜ୍ଞା ଆଖିରେ ଲୁହ ଆସିଗଲା
Satare Nana aji ra ehi samayare pita mata kebala income source sahita tulana karuchanti education ku. But kebe bi prakruta Gyan oba sat Gyan deunahanti. Jahara parinam aji samaj re dekhibaku milichhi...emiti bohut kichhi. Thank you so much for this real story.
ବହୁତ ସୁନ୍ଦର କାହାଣୀ ଟିଏ sir,,,, ଆଉ ହଁ ଆମ ପିଢ଼ି ଏଥିରୁ ବହୁତ୍ କିଛି ଶିଖିପାରିବେ l😍
Sooooooooo talented 👏👌❤
Reality of life,great presentations🙏,
Beautiful practical facts stated by my heartist friend Kuna Tripathi.
Jay Jagannath sir right katha
ନିରାଟ ସତ କଥା... 👌
Sir mu apana nku bahut bhala paye. Sir apana nku commitment Kariba ku bhaya laguchhi kichhi mistek hei jiba ta gala. I love you❤ sir🙏
Sir khub sundar barta
Wah wah wah
ଖୁବ ସୁନ୍ଦର ବିଷୟ ବସ୍ତୁ 👍
ସାର୍,,,ଆପଣ ପୁରା ଭେଦିଛନ୍ତୀ,,,
truely profound bhaina
Very nice,Kuna Babu,Still we do not understand ourselves.
ମୁଁ ମଧ୍ୟ ପଢିଛି.ଏସବୁ ପାଇଁ ଆମେ ହିଁ ଦାୟୀ.
Sir bahut Bhala katha
So beautiful words. I saw this episode in Spain, far from my parents and I could feel this. Anyway life has its own way of happening.
Ati sundar sir..
ଅକ୍ଷୟ ମହାନ୍ତି ବୋଧହୁଏ କୁନା ତ୍ରିପାଠୀ ଙ୍କ ଠାରୁ ଗୀତ ଶିଖୁଥିଲେ।
ବହୁତ ସୁନ୍ଦର ଉପସ୍ଥାପନା କୁନା ସାର ଠିକ୍ କଥା କହି ଲେ କିନ୍ତୁ ବାପା ମା ମାନେ ନିଜ ର ସୁଖ ଦେଖନ୍ତି ନାହିଁ ପୁଅ ଆମର ସୁଖରେ ରହୁ ଏହାହିଁ ଚାହାନ୍ତି ।
Bahut sundar heichi
Kuna bhai u r always my favorite ❤
Kuna Bhai 💐🙏💐🙏💐🙏💐 it's fact. Most of the parents are happy in this environment .
Valuable presentation.
Bahut Dina pare kichhi bhala Kala sunibaku paili sir ... apana nka Pari emiti aau odia TV industry re kehi Milibeni jiye ete sundar katha kahu thiba
Kuna vai mate bahuta vala lagila
Truth exactly I was going to typ that
ବହୁତ ସୁନ୍ଦର
Sir khati with kuna tripathy ra nua episode aanantu please 🙏🙏🙏
ସୁନ୍ଦର କଥାଟିଏ କହିଛନ୍ତି ଏବଂ ତା ସହିତ ସୁନ୍ଦର ବାର୍ତ୍ତାଟିଏ ମଧ୍ଯ ଦେଇଛନ୍ତି । ଧନ୍ୟବାଦ । ଟିକିଏ ଚିନ୍ତା କରି ଦେଖନ୍ତୁ ତ ଆମର ଏଇ ଯେଉଁ ଶିକ୍ଷା ବ୍ୟବସ୍ଥା ଆମକୁ କଣ ଶିଖାଉଛି ? ନା ଏ ବ୍ଯବସ୍ଥା ଆମକୁ ସଂସ୍କାର ଶିଖାଇଛି ନା ଆମକୁ ସ୍ୱାବଲମ୍ବୀ ହେବା ଶଖାଉଛି। ଆଜିର ଶିକ୍ଷା ବ୍ଯବସ୍ଥା କେବଳ ଶିଖାଊଛି " କେବଳ ସ୍ଟାଟସ ତିଆରି କର"। ଏଥିରେ ଅଭିଭାବକମାନଙ୍କର ଦୋଷ ରହିଲା କେଉଁଠି? ବିଦେଶୀମାନଙ୍କର ଏ ଅବ୍ୟବସ୍ଥାକୁ ତ ଆମେ ମୂଣ୍ଡେଇ ଚାଲିଛେ ଦୀର୍ଘ 75 ବର୍ଷ ଧରି। ଏବେ କିନ୍ତୁ ପରିବର୍ତ୍ତନର ସମୟ ଆସିଛି ଓ ପରବର୍ତ୍ତନ ହେବ। କାରଣ ଭାରତ ହେଉଛି ଲଜିକ, ଗଣିତ ଓ ବିଜ୍ଞାନର ଦେଶ।
Kuna bhai pronam
Bahut heart touching story.
Heart Touching Episode
Sir you are multi talented
ଆଜିର କାହାଣୀ ଆଜିର ସମୟ ପାଇଁ ଠିକ୍
Kuna bhai namaskar, apank story ku jetejana sunile bahut comment asichhi taha bodhahua samasta bapa &puanka keshtrare thhik na au kichhi achhi.
"ବସୁଧୈବ କୁଟୁମ୍ବକମ୍" ବସୁଧାରେ ସବୁ ଆମେ ଗୋଟେ ପରିବାର ଏହି ପରିବାରର ବାପା(ମୁରବି) ଯିଏକି ଭଗବାନ ଧରାପୃଷ୍ଠକୁ ଆସି ସାରିଛନ୍ତି, ଏହି ବାର୍ତ୍ତାକୁ ଶୁଣନ୍ତୁ ଏବଂ ବୁଝନ୍ତୁ ll
Pilabelu sanskar darkar sir....jaha kahile 100% true
Bahut Sundar
Ati uttam facts
Kuna Bhai you are really ghanti Gua ghee . Really a hero of our family.
Bahut badia video
Very nice and true.
ଏବେ ବି କୋଉଠି ନା କୋଉଠି ଆମ ପିଢ଼ିର ଯୁବକ ଯୁବତୀ ମାନଙ୍କ ମଧ୍ୟରେ ମାନବିକତା ଅଛି । ହଁ ମାହୁଁଛି ଟିକେ କମି ଯାଇଛି ହେଲେ ଏବେ ବି ଅଛି। ମନ ଦୁଃଖ କରନ୍ତୁନି ଆଜ୍ଞା, ଏଇ ମଣିଷ ପଣିଆ ଟିକକ ପାଇଁ ତ ୟେ ଦୁନିଆ ଚାଲିଛି।🙂🙏
apanka nama jemiti chinta dhaara bii semitic 🙏🙏🙏🙏
@@pkmasti6066 🙏🙏🙏
I too agree with you but the average attitude of the parents (now it's ours) is exactly what has been discussed and it ought to be changed.
Bahut badhia katha pura thik kahichanti
ଓଡ଼ିଆ ଜାତି ଯା ମାତି ... ଖୁବ ବଢିଆ..... ଆପଣଙ୍କ ଉପସ୍ଥାପନା ଶୈଳୀ ଅତି ଭାବଗର୍ଭକ.... ହେଲେ 1976 ଶରତ ପୂଜାରୀଙ୍କ ଫିଲିମ ଭାଇ ଭାଉଜ... ରେ ବି ଦେଖିବାକୁ ମିଳି ଥିଲା ଯେ... ଆଜି କାଲି କ"ଣ ଆଉ ମୁରବି ମାନୁଛନ୍ତି.... ଆଉ ସେ ବେଳ ନାହିଁ.... ଏଵେ ଆଧୁନିକ ହେଲାଣି ବୋଲ ସେ ଫିଲିମ ରେ ମୁଁ ଦେଖିଛି . ସେ କେତୋଟି ସଂଳାପ... ତେଣୁ ଯାହା ହେଉନା କାହିଁକି... ଯୁଗ ପିଢ଼ି ଯେ କେବଳ .. ଆପଣ ଏକଥା କହୁଛନ୍ତି.... ଏହା ଅଆପଙ୍କ ସମାସାମୟିକ ପୂର୍ବରୁ ବି ଥିଲା.... କିନ୍ତୁ ଏହା ସତ ଯେ... ପୂର୍ବ ପାରି ଯେଉଁ ଭଳି ସମାଜ ଗଠନ ଶୈଳୀ ଥିଲା ତାହା ଏଵେ ... ଅତି ଅଲଗା.. ଯାହା କି ପୂର୍ବ ସହିତ ତାଳ ମେଳ ହେଉନି ଯାହାକି ଆପଣ ବା ଆମ କୁ ସୁହାଉନି... ତେଣୁ ତାହା ଆମକୁ କଷ୍ଟ ଲାଗୁଛି ଯେ ଏ ସବୁ କୁଆଡ଼େ ଗଲା..... ଯାହାକୁ କହନ୍ତି .. ଏ ସମୟ ବି କିଛି ସମୟ ପରେ ଚାଲି ଯିବ..... ତେଣୁ ଏଥିରେ ମନ କଷ୍ଟ କରିବାର ନାହିଁ.... ସବୁ ଅସ୍ଥାୟୀ...... ଜୟ ଜଗନ୍ନାଥ ବଗରସା
ଆପଣ ସଠିକ୍ କଥା କହୁଛନ୍ତି ସାର୍।
ମୁଁ କିଛି ଏମିତି ଲେଖା ଦେବାକୁ ଚାହୁଁଛି।
କିପରି ଯୋଗାଯୋଗ କରିବି।
Thanks a lot for your reply. Sure, you can contact our Team - 933887734
Excellent. Mostly people are materialistic. Crazy to be very rich. So the suffering.
Absolutely right word's
ବହୁତ ଭଲ ଲାଗିଲା🙂
Bahut bhala Katha kahichhanti sir 🙏🙏🙏
Odisha 365 ru ae idea asila bodhe..🤔
Bhala lagila
Outstanding... Advuta
Kuna Bhai 🙏💐
Badhia dear Kuna babu.l always like your mode of talking. A good motivational message to the society. Thank you.
Sir, you are a fantastic talented person
Great 😃👍 sir.
Very well stated. Soul stirring.
Jay Jagannath Bhai
Bahut sundar....
This is the reality of our society.
Natural true. 🙏
Sir bhoota mananka katha bhala lge plzz upload🙏🙏