Kuna sir prasanta sir jadi derect kari pic karanti na mu nije picture dekhiba pai social medea through re sabhinku daki nei dekhibaku hall jibi au mora biswas bahut houseful heba
Kuna Sir, ama darshaka mananka tarafaru Prasant Sirnku tike request karantu tanka direction re gote movie karantu.Sangare SriRam Panda Sirnku nei filim tie karantu.
Ei valia interview hele bahut vala lagiba. Anya channel mane esabu dekhiki sikhiba katha. Please emiti puruna puruna artists mananku neiki interview karantu. My all time favourite Siddhanta Mahapatra nkara bi please khatti karantu
Sri.prasant Nanda my favourite hero. Tanka bisayare jete kahile Madhya Kam heba,tanka nam jemiti prasanta tanka Kama madhya semiti prasanta. Se jeteta bi film karichhanti se sabu film akasare Tara Vali sabubele sobha paiba. Odia chalachhitra Paine tanka Dan Atulaniya.
Great sense of humour Prashanta bhai❤ କେଉଁଠି ଥୋଇବି 😅
🙏🙏🙏
😍😍😍😍😍😍😍😍😍
❤❤❤❤
My favorite hero🎉
👌👌
Big fen prasanta nanda sir nka❤️🥰🥰🥰
Bhaina nice
ନମସ୍କାର ପିସା ମୁଁ ବି ନିଜକୁ ଗର୍ବ ଅନୁଭବ କରୁଛି ଯାହା ଗୀତ ଆମେ ପିଲାବେଳେ ଆମେ ଶୁଣିଛୁ ସିଏ ମୋ ପିସା ଏବଂ ମୁଁ ଯେତେବେଳେ ଯାଣିବାକୁ ପାଇଲି ପ୍ରଶାନ୍ତ ନନ୍ଦ ମୋ ସମ୍ପର୍କୀୟ ମୋ ପିସା ମତେ ବହୁତ ଖୁସି ଲାଗିଲା 🙏🏻😎
ସାର୍ ଆପଣ ପୁଣି ଥରେ ଆସନ୍ତୁ ଆମ ଓଡିଶା ଚଳଚିତ୍ର କୁ ବଂଚେଇ ବାକୁ please sir
ନଈ ଯାଏ ସାଗର ରେ ମିଶିବା ପାଇଁ ସାଗର ବି ରହି ଥା ଏ ନଈ କି ଚାହିଁ।
Prashant Nanda sir
ପ୍ରଶାନ୍ତ ନନ୍ଦ ଓଡ଼ିଆ ଚଳଚ୍ଚିତ୍ର ଜଗତ ର ଧ୍ରୂବ ତାରା, ବାସ୍ତବରେ ତାଙ୍କର ବିକଳ୍ପ ନାହିଁ।ଏହା ନିଃସନ୍ଦେହ।
He is too...... natural in his acting.Mr Kuna Tripathy is no doubt a talented actor of the present generation.
ଛୋଟେ ମିଆଁ ଓ ବଡେ ମିଆଁ ଙ୍କ ବାର୍ତ୍ତାଳାପ ଅତି ସୁନ୍ଦର।ମନ ଖୋଲି ଦି ପଦ କଥା ହେବାର ଶ୍ରେୟ ନେଉଥିବା ଶବ୍ଦ "ଖଟି" ଭାଗ୍ୟରେ ଥିଲେ ମିଳେ।
ପ୍ରଶାନ୍ତ ସାର୍ ଙ୍କୁ ମୋର ଭକ୍ତିପୂତ ପ୍ରଣାମ ଏବଂ କୁନା ତ୍ରିପାଠୀ ସାର୍ ଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା।ଜୟ ଜଗନ୍ନାଥ।
Kuna Tripathy Bhai Master Storyteller
କୁନା ଭାଈ ଙ୍କ ଉପସ୍ଥାପନା ଖୁବୁ ଭଲ ଓ ଖାଣ୍ଟି ଓଡ଼ିଆ ଭଷା ଜ୍ଞାନ ର ଭଣ୍ଡlର ତାଙ୍କ ପ୍ରୋଗ୍ରାମ ଦେଖିବାକୁ ଭଲ ଲାଗେ ❤👍🙏
Sata re Amma odia industry ra And Odisha.graba Aau gouraba....🙏
ପ୍ରଶାନ୍ତ ନନ୍ଦ ସାର୍ ପୁଣି ଥରେ ଓଡ଼ିଆ ଫିଲ୍ମ ଜଗତ କୁ ଆସିଲେ ଭଲ ହୁଅନ୍ତା।
Adhbhut charcha. 👍
2 cuttacKia ekathii❤❤full bobAl
ହେ ଏ କି ଇଣ୍ଟର୍ଭ୍ୟୁ
Stupid Bhasa sanjat Kara
@@pramodsahoo9154 sorry
Khatti with Siddhanta mahapatra nkara karantu with Kuna Tripathy.
ପ୍ରଶାନ୍ତ ନାମକ ମହାସାଗରଟା ପଶିଛି କି ସେଇ ନନ୍ଦରେ*
ସବୁ ବୟସର କୃଷ୍ଣ କୃଷ୍ଣଚୂଡ଼ା
ରୂପ କି ହୋଇବ ମନ୍ଦରେ*
ଧନ୍ଯ ସେ ତ୍ରିଭଙ୍ଗ ଛନ୍ଦରେ*
ତିନି ପାଠ ପଢା ତ୍ରୀପାଠୀ ଭାଇନା
ଖୁସିରେ ମାଡୁଚି କାନ୍ଦରେ*
Cuttack khati Zindabad
Wow....so much knowledge
Please New movie right
😂😂😂😂🙏🏽
ଉପସ୍ଥାପନା ତଥା ଉଚ୍ଚ କୋଟିରଭାଷା ପ୍ରୟୋଗ ଚାତୁରୀ ଅଦ୍ବିତୀୟ
ପ୍ରଶାନ୍ତ ଭାଇନା ଖଟିରେ ଏହା ସମ୍ଭବ ।କିନ୍ତୁ ଆଜି କାଲି ସମ୍ଭବ ନୁହେଁ
ମହାନ ବ୍ୟକ୍ତିତ୍ୱ ମୁଁ ତାଙ୍କ ସହ ପ୍ରଥମ telephonic talk ଥୁକୁଲ ଫିଲ୍ମ ପରେ କଥା ହୋଇ ଜାଣିଲି ସେ କଥା ଆଜି ମୁଁ ଭୁଲି ପାରେନା ଏମିତି ଏକ ବ୍ୟକ୍ତି ଯାହାଙ୍କ କଥା ବହୁତ ସଫ୍ଟ ସୃଜନୀ ଶକ୍ତି ଭରପୁର
No one could compare anyone to His acting and storytelling..in the world.
He is a legend. Salute to you sir .
Great 💐💐💐💐💐
Origin of podcast
ଅକ୍ଷୟ ମହାନ୍ତି ଓ ଦେବଦାସ ଛୋଟରାୟ ମଧ୍ଯ ଗୋଟେ ପାନ ଦୋକାନରେ ଖଟି କରୁଥିଲେ। ତା ଉପରେ ଗୋଟେ ଖଟି। ଆଉ ସେ ପାନ ଦୋକାନୀର interview।
Plz.
Best episode
ଜଣେ କଷି ଓଡ଼ିଆ ପ୍ରଶାନ୍ତ ନନ୍ଦ। ଓଡ଼ିଆମୟ ଜଣେ ମଣିଷ ଯାହାଙ୍କ ଦିହରେ , ଦିହ ମଳିରେବି ଅସାଧାରଣ ପ୍ରତିଭା। ଆଉ ସମସ୍ତଙ୍କ ଶିଖିବା କଥା ଏତିକି ସେ ପଢନ୍ତି । ଯାହା କରନ୍ତି ତା'କୁ ନେଇ ତା'ଆଗରୁ ଅନେକ ଦିନ ବଞ୍ଚିଥା'ନ୍ତି। ଆଜିର ମୁଁ ମାନେ କେବଳ ମୁଣ୍ଡିଆଟେ ମାରିଦେଲେ ବି ବହୁତ କିଛି ପାଇଯାଆନ୍ତି
ପ୍ରଥମ କଥାରୁ ହିଁ ପ୍ରଶାନ୍ତ ନନ୍ଦଙ୍କ ଚାତୁରୀ ଜଣାପଡିଗଲା।
"ଖାଲି ତୁ ଶୁଣିବୁ ନା ଅନ୍ୟମାନେ ବି ଶୁଣିବେ"😂👌🙏
କେଉଁ ମାନେ ଲକ୍ଷ୍ୟ କରିପାରିଲେ କି ନାହିଁ ଜାଣିନି ।ହେଲେ sir ଙ୍କ କଥା ରୁ ମୁଁ 4 ଟି ମିନି ଗଳ୍ପ ପାଇ ପାରିଲି । ଓଡିଶା ର ଗର୍ବ ଆଉ ଗୋୖରବ ପ୍ରଶାନ୍ତ ନନ୍ଦ । 💐
କୋଉ କୋଉ ୪ଟି ମିନି ଗଳ୍ପ ପାଇଲ
😊❤
Prasant Nanda my reletive
ଭାଇ ନା 🙏
କୁନା ଭାଇ, ଶତତ ନମନ।ଆପଣଙ୍କ ପ୍ରତି କାର୍ଯ୍ୟକ୍ରମ ବହୁ ହୃଦୟସ୍ପର୍ଶୀ ଏବଂ ଆନନ୍ଦଦାୟକ।
ସାର ଙ୍କ ହିନ୍ଦି ସିନେମା କୁ ଓଡିଶା ବାହାରେ ଅନେକ ବନ୍ଧୁ ଙ୍କୁ କହିଛି।
God father pasanta nadha odia film industry
Uttam sir nku dekhantu
ମନକୁ ଗଲା ଭଳି କାର୍ଯ୍ୟକ୍ରମ.... ଧନ୍ୟବାଦ..... କୁନା ଭାଇ
Beginning introduction is too long and unnecessarily dragged because Prashant Nanda doesn't introduction in Odisha.
❤❤❤❤❤🙏
Jay nabin
Kuna sir prasanta sir jadi derect kari pic karanti na mu nije picture dekhiba pai social medea through re sabhinku daki nei dekhibaku hall jibi au mora biswas bahut houseful heba
💎 Gems of ollywood
ବହୁତ ସୁନ୍ଦର
ଅତି ସୁନ୍ଦର , କୁନା ଭାଇ ...ଆଗେଇ ଚାଲ । ସମୟ ମିଳିଲେ ଅରୁଣ ନନ୍ଦ ଙ୍କ ସାଖ୍ୟାତ କାର ନିଶ୍ଚୟ ଦିଅ. God bless.
Omg
Sir, you are the best
କୁନା ଭାଇ ଇଟା ଲିଆନ ସେଲୁନ କଥା ଟିକେ ଖଟି ରେ କୁହନ୍ତୁ
ଗୌରୀ ଶଙ୍କର ପାର୍କ ସାମ୍ନା ରେ ଥିଲା ଆମ ପିଲା ବେଳେ
ପ୍ରଶାନ୍ତ ନନ୍ଦ sir। 1St। Superstar। Of। ଓଡ଼ିଆ ସିନେମା। His। Acting। S। NATURALITY FRESH। In। Odia Movies। Best। Cinema s। In। OLLYWOOD। Factory। CUTTACK city। Odisha। ସ୍ବପ୍ନ ସାଗର। ଏମିତି ଭାଇ ଜଗତେ ନାହିଁ। ସବୁ ମାୟାରେ ବାୟା। ଗୁଲାମ୍ ଗିରି। କଣ୍ଢେଇ। ଦୋରା। ବାପା। And। ଓଡ଼ିଆ।Legendary। Superstar। Sri prasanta nanda। Sir। S। DIRECTED by s। Odia। Films। କାଳୀ ଶଙ୍କର। ବାପା। ଦୋରା। ବିଧିର ବିଧାନ। ସ୍ବପ୍ନ ସାଗର। କଣ୍ଢେଇ। ବଳିଦାନ।ଓଡ଼ିଆ Hero Character Artist। Sri Prasanta nanda sir। Introduced। Actors। In। ଓଡ଼ିଆ ସିନେମା। Breaks। In। ଓଡ଼ିଆ ଫିଲ୍ମ୍। ବିଜୟ ମହାନ୍ତି। ଉତ୍ତମ ମହାନ୍ତି। ଅଜିତ ଦାସ। ସାଧୁ ମେହେର। ଶରତ ପୂଜାରୀ। And। Bollywood। Tv actor Ramayan। FEM। Arun। Govil। 1St। Acted। ଓଡ଼ିଆ ସିନେମା। ବିଧିର ବିଧାନ। 19989। ପ୍ରଶାନ୍ତ ନନ୍ଦ। Sir। Break। S। Old। Actors। Sriram panda। MIHIR DASH। ପ୍ରଦ୍ୟୁମ୍ନ ଲେଙ୍କା। ସିଦ୍ଧାନ୍ତମହାପାତ୍ର। ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ। ବାସ୍ତବ। କାହାଣୀ। ଉପରେ ଆଧାରିତ। ଫିଲ୍ମ୍। ପକା କମ୍ବଳ। ପୋତ ଛତା। ଏବଂ। ସେ। ପ୍ରଥମ ଓଡ଼ିଆ। ମେଗା ଧାରାବାହିକ। Shahhnai। ର। ନିର୍ଦ୍ଦେଶନା। ଦେଇଥିଲେ। 2015। ରେ। ତରଙ୍ଗ ଟିଭି ରେ। ପ୍ରସାରିତ। ହୋଇଥିଲା।
Excellent 👌
Good job sir❤️❤️❤️❤️❤️
Best cinema man, Best Minister&Best corrupt Politician. ତନ୍ଟିଆ ଖାଇଲା ପରେ ବି ଗେନ୍ଜି ହୋଈ ରହି ପାଦସେବା କରୁଛନ୍ତି।Best oily man also Kuna tripathi
One & only Prashanta Nanda👌🏼👌🏼👌🏼👌🏼
ପ୍ରଶାନ୍ତ ନନ୍ଦଙ୍କ ଭଳି ଜଣେ କିମ୍ବଦନ୍ତୀ ପୁରୁଷ ସହିତ ଅଧଘଣ୍ଟା ର କଥୋପକଥନ ରେ ମନ ପୁରୁ ନାହିଁ। ତାଙ୍କ ସହିତ ୩-୪ଘଣ୍ଟା ର କଥୋପକନ କଲେ ତାଙ୍କ ଅନୁଭୂତି ରୁ ଓଲିଉଡ industry kichhi ଶିଖିବ ଏବଂ ନୂଆ ପିଢ଼ି ଦିଗ୍ଦର୍ଶନ୍ ପାଇବେ
ବହୁତ ଭଲ ଲାଗିଲା ଧନ୍ୟବାଦ, ନୂଆ ଆଉ ପୁରୁଣାର ଫେଣ୍ଟ ଫେଣ୍ଟି ଅନେକ ଆନନ୍ଦ ଦେଲା, କିଛି କଥା କିଛି ଗପ ଆଉ କିଛି ଅନୁଭୂତି ସବୁ ପ୍ରେରଣା ଯୋଗାଇଲା | ଯୋଡ ହସ୍ତେ ନମସ୍କାର
Kuna Bhai Best
ଯାହା ବିଶେଷଣ ଲଗା ଇଲୋ ସମ୍ପୂର୍ଣ ଠିକ. କିନ୍ତୁ କିଛି ଦରକାର ନାହିଁ ସେ ନିଜେ ହିଁ ନିଜର ପରିଚୟ. ଅଧିକ ବିଶେଷଣ ବୋର ଲାଗୁଚି.
An excellent interview with the Ollywood legend & real Guru of our Odiya film industry. Expression of Mr Kuna Tripathy is outstanding .
Introduction is fantabulous
Jay kala Jay Aama Cuttack 💜💜💜👍🙏
The legend🙏🙏🙏 chira namasya ....
Very nice
Super 🤞 se v upper bhayaa
I love both of you.
Kuna tripathy bhaina Jay ho
pana aaga khayi sarantu ta pare interview niantu
My favorite hero prasanta nanda
ଜୟ ଜଗନ୍ନାଥ
Precious memories collected
Jay Jagannath kuna bhai
prasanta sir savi nkara bahut priya tanka thu kichhi sikhiba nihati jaruri
Raj Kapoor of Ollywood.
Legend of ollywood,🙏🙏🙏🙏💐
The Prasant Nanda
Legend.....
ଯେତେବଳେ ମୁକେଶ ଖାନ୍ନା ଭୀଷ୍ମ ରୋଲ କରୁଥିଲା ସେଟା ଲୋକ ଙ୍କ ଉପରେ ଏତେ impcat ପକେଇଲା ଯେ ସେ ମଦ କୁ ଛୁଇଁ ନଥିଲେ ସେବେଠୁ ଆଜି ଯାଏଁ... ଆଉ ଗୋଟେ ତମେ ଯିଏ ମଦ ବିରୋଧ ପାଇଁ ଟିଭି ରେ ବୋବାଏ ଆଉ ଫିଲ୍ମ ରେ ମଦୁଆ ରୋଲ କରେ... ଲୋକେ କଣ ଶିଖିବେ
Very nice . welcome super program many many thanks
Puni thare bhaina nka nirdesana re kama hau....ollywood industry puni thare hasi uthiba....
40k views bt like 1k b nuha .... Audience nku Prashant Nanda & kuna Tripathy nka natural interview bhala lagilani au kn bhala lagiba 🥺🥺
I like Prasanta Nanda in every aspect
Coffee with Karan ku copy haichhi
Popu pom pom au sabyasachi....ku dakontu
Sure, we will consider for your suggestion. Thanks a lot.
ପ୍ରଶାନ୍ତ ନନ୍ଦ The legend
Great job... Excellent interview...Keep it up.. emti agaku aagei chalantu 👍
କୁନା ତ୍ରିପାଠୀ ତ all rounder ମୁଁ ବି ତାଙ୍କ fan
Kuna bhai
So good to see you after many time .
Bhai auu thare prasanta Nanda nka sahita conversation hau
Great star of the odisha film industry 🙏🙏
The actor is Base in odia industry
Love u prasanta Namda Sir
100%love From Jajapur ♥️♥️♥️♥️♥️
Excellent sir , great personality
Kuna Sir, ama darshaka mananka tarafaru Prasant Sirnku tike request karantu tanka direction re gote movie karantu.Sangare SriRam Panda Sirnku nei filim tie karantu.
Beautiful
Ei valia interview hele bahut vala lagiba. Anya channel mane esabu dekhiki sikhiba katha. Please emiti puruna puruna artists mananku neiki interview karantu. My all time favourite Siddhanta Mahapatra nkara bi please khatti karantu
Sri.prasant Nanda my favourite hero.
Tanka bisayare jete kahile Madhya Kam heba,tanka nam jemiti prasanta tanka Kama madhya semiti prasanta.
Se jeteta bi film karichhanti se sabu film akasare Tara Vali sabubele sobha paiba.
Odia chalachhitra Paine tanka Dan Atulaniya.
🙏🙏🙏
Living legend of odia film industry
What an excellent story teller I have come across!!!