ଜଳ ବାପ୍ତିସ୍ମ - Water Baptism , Odia Christian Message
ฝัง
- เผยแพร่เมื่อ 2 ธ.ค. 2024
- Three types of water baptism.
[ What is Water Baptism...??? Importance of Water Baptism.... click on the link • ଆମ୍ଭେ କାହିଁକି ବାପ୍ତିସ୍... ]
#waterbaptism #christianbaptism #odiachristianmessage
Watch and Be Blessed.
Thank You for Watching.🙏
God Bless You All 😇
---------------------------------------------------------------------
Copyright Disclaimer :
NOTE: ALL THE IMAGES/PICTURES, VIDEOS, AND MUSIC SHOWN IN THE VIDEO BELONGS TO THE RESPECTED OWNERS AND NOT ME... I AM NOT THE OWNER OF ANY PICTURES SHOWED IN THE VIDEO.
Copyright and 'Fair Use' Disclaimer:-
Copyright Disclaimer Under Section 107 of the Copyright Act 1 976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in the favor of fair use.
---------------------------------------------------------------------
On our channel we help our Christian brothers and sisters to know about their faith and grow spiritually according to the word of God.
Acts-2:38. right babtism 🙌 amen only Jesus
Dhanyabad Prabhu Aau dhanyabad Prabhu nko dasa utama bisaya kihile dhanyabad amen ,🙏🙏🙏 God bless you
Praise the lord jesus
Amen🙋🙋🙏🙏🙏✝️✝️
Amen amen amen
Thank you
Almighty god
Nice
Acts 2:38 correct babtism
God bless you and your family
Praise the lord . brother eita keun mane deiparibe
Amen
ଭାଇ ଆପଣ କହିଲେ ପରିତ୍ରାଣ ପାଇଲା ଉତ୍ତାରେ ବାପ୍ତିଷ୍ମ ନେବା ଦରକାର କିନ୍ତୁ ମାର୍କ 16:16 ରେ ଲେଖା ଅଛି ବିଶ୍ୱାସ କରି ବାପ୍ତିଜିତ ହେଲେ ପରିତ୍ରାଣ ପାଇବ l ଏହାର ଅର୍ଥ ଟିକେ ବୁଝେଇବେ
ହଁ ଭାଇ, Mark ୧୬:୧୬ ଶିକ୍ଷା ଦେଉନି ଯେ ପରିତ୍ରାଣ ପାଇବାକୁ ହେଲେ, ଜଳ ବାପ୍ତିସ୍ମ ନେବାକୁ ବାଧ୍ୟ ବୋଲି ।
କାରଣ : 1. ଏହି ପଦର ଶେଷ ଅଂଶରେ "ଦଣ୍ଡ" ର ସର୍ତ୍ତ ହେଉଛି ' ଅବିଶ୍ବାସ ', ଜଳ ବାପ୍ତିସ୍ମ ନୁହେଁ ।
2. ବାପ୍ତିସ୍ମ ଏକ କର୍ମ ଅଟେ, ଏବଂ ପରିତ୍ରାଣ କର୍ମ ଦ୍ଵାରା ହୋଇ ନ ଥାଏ, କେବଳ ବିଶ୍ୱାସ ଦ୍ଵାରା ଅନୁଗ୍ରହରେ ପାଇଥାଉ ( Ephi ୨:୮-୯, Titus ୩:୫ & so on ).
3. ସୁସମାଚାରରେ ଜଳ ବାପ୍ତିସ୍ମ ଅନ୍ତର୍ଭୁକ୍ତ ନୁହେଁ । ( 1 Cor 1:17 )
ତେଣୁକରି ଜଣେ ବ୍ୟକ୍ତି ପରିତ୍ରାଣ ପାଇଲା ପରେ ଯୀଶୁଙ୍କ ମହାନ୍ ଆଦେଶ ଅନୁସାରେ, ବାପ୍ତିସ୍ମ ହେଉଛି ଆଜ୍ଞାବହତାର ଗୋଟିଏ ମୁଖ୍ୟ କର୍ମ ।
ପରିତ୍ରାଣ ପାଇଲା ପରେ ବାପ୍ତିଷ୍ମ ନେବା ବିଷୟରେ ତୋ ବାଇବଲ କୁହେ ନାହିଁ ।। ବରଂ ଏହା କୁହେ ଯେ; ଯେକେହି ବିଶ୍ୱାସ କରି ବାପ୍ତିଜିତ ହୁଏ ସେ ପାଇବ ପରିତ୍ରାଣ...
ଏଠି ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ଯେ: ପ୍ରଥମେ ବାପ୍ତିଷ୍ମ ତା’ପରେ ପରିତ୍ରାଣ ।। ମାର୍କ- ୧୬:୧୬ ପଦରେ ଉଲ୍ଲେଖ ଥିବା ବାପ୍ତିଷ୍ମ ପରିତ୍ରାଣ ସହିତ ସମ୍ବନ୍ଧିତ ଅଟେ‚ କିଛି ଲୋକ ଏହାକୁ ପାଉଲଙ୍କ ଲେଖନୀ ସହିତ ମିଶ୍ରିତ କରି ଅର୍ଥର ବିକୃତ କରନ୍ତି କିନ୍ତୁ ଆମକୁ Rightly Dividing କରି Study କରିବା ଆବଶ୍ୟକ ।। ପାଉଲ Spiritual Baptisms ବିଷୟରେ କୁହନ୍ତି ଏବଂ ମାର୍କ- ୧୬:୧୬ ପଦ Water Baptism ଅଟେ‚ ଯାହା ମନୁଷ୍ୟ ଦ୍ଵାରା Perform ହୁଏ ।।
@@miltonsuna2649
ମାର୍କ- ୧୬:୧୬ ପଦ ସ୍ପଷ୍ଟ ଭାବେ ପରିତ୍ରାଣ ପୂର୍ବରୁ ବାପ୍ତିସ୍ମର ଆବଶ୍ୟକତା ବିଷୟରେ କ’ଣ କୁହେ ?? ପରିତ୍ରାଣ କିଏ ପାଇବ ??
ଯିଏ ବିଶ୍ୱାସ କରି ବାପ୍ତିଜିତ ହୁଏ ସିଏ ପାଇବ ଏବଂ ଯିଏ ବିଶ୍ୱାସ କରେନାହିଁ‚ ସିଏ ପାଉନି ।। ଅର୍ଥାତ୍ ଏହି ପଦ କୁହେ: ପରିତ୍ରାଣ ନିମନ୍ତେ ବାପ୍ତିଷ୍ମ ହେଉଛି Compulsory...
ଓଡ଼ିଆ ତର୍ଜମାରେ ଅନୁବାଦ ଟିକେ ବିକୃତ ରହିଛି‚ Look at the KJV Scriptures...
-Mark 16:16 (KJV)
“He that believeth and is baptized shall be saved; but he that believeth not shall be damned.”
ଏହି ପଦର ଦଣ୍ଡର ସର୍ତ୍ତ ହେଉଛି ଅବିଶ୍ବାସ କିନ୍ତୁ ପରିତ୍ରାଣ ନିମନ୍ତେ ବିଶ୍ୱାସ ଏବଂ ବାପ୍ତିସ୍ମ ଆବଶ୍ୟକ...
@@apliyanpangi4479 ପରିତ୍ରାଣ ସମ୍ବନ୍ଧୀୟ ବାଇବଲର ଅନ୍ୟ ପଦ ଗୁଡ଼ିକ ସହିତ ଯଦି ତୁଳନା କରିବା, ତାହେଲେ କେବଳ ବିଶ୍ୱାସ ଦ୍ଵାରା ହିଁ ପରିତ୍ରାଣ ମିଳିବ । ତେଣୁକରି, ଏହି ମାର୍କ ୧୬:୧୬ ଦ୍ଵିତୀୟ ଅଂଶକୁ ସମ୍ମୁଖରେ ରଖି ଏହା ସ୍ପଷ୍ଟ ହୁଏ ଯେ, ଜଣେ ଅବିଶ୍ବାସକାରୀ ଦଣ୍ଡାଜ୍ଞାରୁ ବଞ୍ଚିବାକୁ ହେଲେ ବିଶ୍ୱାସର ଆବଶ୍ୟକ କରୁଛି, ତେଣୁକରି , ଯେ ବିଶ୍ୱାସ କରେ ସେ ପ୍ରଥମରେ ପରିତ୍ରାଣ ପାଇଥାଏ, ତାପରେ ସେ ବାପ୍ତିସ୍ମ ନେଇଥାଏ ।
@@apliyanpangi4479 ଏବଂ ପାଉଲ କେବେ ମଧ୍ୟ କହି ନାହାନ୍ତି ଯେ, Spiritual Baptism , Water Baptism ର ବିକଳ୍ପ ବୋଲି, ଏବଂ ହଁ ତାହାଙ୍କ ପତ୍ର ଗୁଡ଼ିକରେ water baptism ର ଘଟଣା ସବୁ mention ହେଇନି କିନ୍ତୁ ଏହା ମଧ୍ୟ କେବେ ଦେଖିବାକୁ ମିଳେ ନାହିଁ ଯେ - Water Baptism Replace ହେଇକି Spiritual Baptism ହୋଇଅଛି । କାରଣ କର୍ଣ୍ଣିଲିୟ ହୁଅନ୍ତୁ କି ପାଉଲ, ସେମାନଙ୍କ କ୍ଷେତ୍ରରେ ମଧ୍ୟ Spiritual Baptism କଥା ଦେଖୁଛୁ ଏବଂ Water Baptism କଥା ମଧ୍ୟ ଦେଖୁଛୁ ।
ମୋତେ ଲାଗୁନି ଯେ, ଏହା ବିକୃତ ଅର୍ଥ ଭଳି ।
Thank u bro for message. I want to know, salvation is before bsptism or after baptism ? If so why JC says ( he who believes and is baptized will be saved. Mk 16:16, Ananias said to Saul, arise and be baptized and wash away your sin. Acts 22:16 ) so forgiveness of sin will be after baptism or before bsptism ?
Salvation is before baptism.
Praise the lord sir 🙏🙏
Thank you sir for this good message 👍👍👍👍👍👍
God bless you brother
Praise God... 🙌🙌🙌🙌
Thank you very much for this blessed vdo Dear Brother Milton Suna..
Keep it up...
God bless you abundantly...
👍👍👍👍👍👍👍👍
Msg deba purbo ru bholse preparation korontu then you can preaching now'
Baptism ro meaning baptaizo Greek word ta artho sopurna jalore budiba ...babtism 7 prokar ro. Chincha, doli bhotore posiba ,sopurno jolore budiba , etc.
Praselite Ortho kono
ଧର୍ମାନ୍ତରିତ ବ୍ୟକ୍ତି
John koro Baptism bhul hele prabhu kahinki Baptism nele
Hele bhai prabhu kahinki Baptism nele john ko tharu
Praise the Lord
ki gopa re bhai
Amen
Praise the lord