The person who offered the sacrifice became a Christian. | AD odia.

แชร์
ฝัง
  • เผยแพร่เมื่อ 10 ธ.ค. 2024

ความคิดเห็น • 486

  • @umakantasingha7625
    @umakantasingha7625 ปีที่แล้ว +6

    ଲିଙ୍ଗରାଜ ଭାଇ,
    ଯେଉଁ ମାନେ ଏ କଥା କହୁଛନ୍ତି ସେମାନେ ଖ୍ରୀଷ୍ଟିଆନ୍ ମାନଙ୍କର କିଛି ଭୁଲ୍ ପାଉନାହାନ୍ତି ,ପ୍ରଭୁଙ୍କର ରାଜ୍ୟ ବୃଦ୍ଧି ନ ହଉ, ଖ୍ରୀଷ୍ଟିଆନ୍ ମାନଙ୍କୁ ବଦନାମ୍ କରିବା ପାଇଁ ଏ ସବୁ ମନ୍ଦ କଥା କହୁଛନ୍ତି।
    ଭାଇ ଆପଣ ପ୍ରଭୁଙ୍କୁ ଲକ୍ଷ୍ୟ କରି ଆଗନ୍ତୁ ତାଙ୍କ ପାଇଁ।
    God bless 🙏.

  • @sarojkhantikandhamalia1713
    @sarojkhantikandhamalia1713 ปีที่แล้ว +4

    ଏ ସବୁ କଥା ବତେଇ ଶିଖେଇବାକୁ କେତେ ଦିନ ଲାଗିଲା ଭାଇ

  • @mrnanduvideos5087
    @mrnanduvideos5087 ปีที่แล้ว +4

    ଜଣେ ଜଦି ଭଗବାନ ସତରେ ବିଶ୍ୱାସ କରେ ତାହା ହେଲେ ସିଏ କେବେ ହେଲେ ନିଜର ଧର୍ମକୁ ପରିବର୍ତ୍ତନ
    କରିବନି । କାରଣ ଭଗବାନ ହେଉଛନ୍ତି ଜଣେ ହଜାରେ ନୁହନ୍ତି। କଣ ତୁମକୁ ଧର୍ମ ପରିବର୍ତ୍ତନ କଲେ ଜାଇକି ତମ ପରମେଶ୍ବର ତମକୁ ଭଲପାଇବ ନ ହେଲେ କଣ ଭଲ ପାଇବନୀ । ଜଦି ତମେ ସତରେ ପରମେଶ୍ବର କଣ ଜାଣିଥାନ୍ତ ତାହାହେଲେ କେବେବି ନିଜ ଧର୍ମ କୁ ପରିବର୍ତ୍ତନ କରି ନ ଥାନ୍ତ । ଜଦି ତମେ ସତରେ ପରମେଶ୍ବରଙ୍କୁ ପାଇବାକୁ ହେଲେ ଦୁନିଆ ରେ କିଛି ଭଲ କାମ କର । ନିଜ ଖୁସି ପାଇଁ କାହାକୁ କେବେ କଷ୍ଟ ଦିଅନି । କିଛି ଭଲ କାମ କର ।
    ଖାଲି ଧର୍ମ ପରିବର୍ତ୍ତନ କରିଦେଲେ ପରମେଶ୍ବର ମିଳି ଜୀବକି।କଣ ଧର୍ମ ନ ପରିବର୍ତ୍ତନ କଲେ ପରମେଶ୍ବର ତୁମକୁ ଭଲ କରିବନି କି । କଣ ପରମେଶ୍ବର ହିନ୍ଦୁ ଲୋକ ମାନଙ୍କୁ ପସନ୍ଦ କରୁନାହାନ୍ତି କି ସେଥି ପାଇଁ କଣ ଧର୍ମ ପରିବର୍ତ୍ତନ କରୁଛନ୍ତି କି କଣ ହିନ୍ଦୁ ଲୋକ ମାନେ ମନୁଷ୍ୟ ନୁହଁନ୍ତି କି। ଧର୍ମ ନୁହେଁ କର୍ମ ପରିବର୍ତ୍ତନ କର । ଯେମିତି କର୍ମ ସେମିତି ଫଳ । ଜଦି କିଛି ଭୁଲ ଲେଖି ଥାଏ ହେଲେ କ୍ଷମା କରିଦେବ । କଉ ଜାତି ଧର୍ମ କୁ ମୋର ଖରାପ କହିବା ଉଦେଶ୍ୟ ନୁହେଁ🙏🙏🙏🙏🙏🙏🙏..

  • @sunilspl7898mdl
    @sunilspl7898mdl ปีที่แล้ว +13

    ଆମ ଈଶ୍ବର ସତ୍ଯ ଆରୋଗ୍ଯ ଈଶ୍ବର, praise the Lord sir

  • @storyteller8249-j3h
    @storyteller8249-j3h ปีที่แล้ว +16

    We Are Sanatani and Our lord Jagannath and happy to say jay Jagannath.

  • @gangadharviralentertainment
    @gangadharviralentertainment ปีที่แล้ว +13

    ଭଲ ଅଭିନୟ କରାଉଛନ୍ତି,ଏ ନିରିହ ଲୋକଙ୍କୁ..!?

    • @prakashanaik2080
      @prakashanaik2080 ปีที่แล้ว

      ହିନ୍ଦୁ ଧର୍ମ ରେ ବେଶୀ ଠକୁଛନ୍ତି ପୂଜା ବୁଦା କୁକୁଡ଼ା ରିଷ୍ଟ ଖଣ୍ଡନ ଇତ୍ୟାଦି ସେଥିପାଇଁ ଲୋକ ଯୀଶୁଙ୍କ ରାସ୍ତାରେ ଯାଉଛନ୍ତି କିନ୍ତୁ ଭଗବାନ ହିଁ ଜଣେ

    • @cobrabs742
      @cobrabs742 ปีที่แล้ว

      Thik katha😅sata kn seita samastanku jana..

    • @SamasingPurty
      @SamasingPurty 4 หลายเดือนก่อน

      Om poncho ghatay nomoh . praise the God and Jesus

  • @timepasswithguruji3636
    @timepasswithguruji3636 ปีที่แล้ว +1

    କ୍ରିଷ୍ଟିୟନ୍ ଶଳା ପାଗଳ ମାନେ ପୁଜନ୍ତି ପ୍ରଭୁ ନା ବାଳ

  • @esminimandal788
    @esminimandal788 ปีที่แล้ว +2

    ଏହି ଖବର ସାରା ପୃଥିବୀରେ ପଞ୍ଚୀବା ଦରକାର

  • @lalitbag8079
    @lalitbag8079 ปีที่แล้ว +7

    ଇ ମାନଂକୁ ଚାଉଳ ଚିନି ଗୁଢାଖୁ ବି ନାଁ ଇ ମୀଳବାରକଥା ମୋର ବାଣ ର ଖ୍ରୀଷ୍ଟିଆନ ଧରମ ,(ହିନ୍ଦୁ ଘରେ ଜନମ ହେଳ ମୁଁନସ ହେଳ ଇହାଦେ ଖ୍ରୀଷ୍ଟିଆନ ଘରେ ଗିହା ଦେଲ

    • @nayanpurohit9505
      @nayanpurohit9505 ปีที่แล้ว +1

      Yupp.. Right.
      Pahela madd pia kharcha di kari pache video banei thiba.

    • @cobrabs742
      @cobrabs742 ปีที่แล้ว

      Jane 2, 3ta marriage karuchanti ..kharap kama karuchanti .... Eade kahuchanti ame jisu ku puja karuchu.... Church re basiki line mara mari hauthibe.. meckup neiki lipstick au deo mariki church jauchati...

    • @Gendua081
      @Gendua081 ปีที่แล้ว

      To pakhore poisa nahi

  • @lazarmandalmusic8105
    @lazarmandalmusic8105 ปีที่แล้ว +41

    ଟଙ୍କା ଲୋଭରେ ଯିଏ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବ ସେ କେବେ ବି ଈଶ୍ୱର ଙ୍କୁ ଚିହ୍ନିବ ନାହିଁ 🙏

    • @babulapatra8079
      @babulapatra8079 ปีที่แล้ว

      Iswaranka bisayare keun patya pustakare lekha jaichhiki jadi aamara sikhyadata aamaku jaha bisayare padhai nanhanti taku aame maniba murkhami

    • @M.S.B.T_Bapu
      @M.S.B.T_Bapu ปีที่แล้ว

      Bhaib kichhi no janiki,kichhi kohontu nahin hela.
      Kono video bholoki dekhile ni ki..

    • @M.S.B.T_Bapu
      @M.S.B.T_Bapu ปีที่แล้ว

      King of the world jesu... God is great

    • @babulapatra8079
      @babulapatra8079 ปีที่แล้ว

      @@M.S.B.T_Bapu bharatra muladharma Kan mula savyata Kan ea desara adhibasi kie janichha jebe teke kahiba

    • @sidhantagaming1871
      @sidhantagaming1871 ปีที่แล้ว

      ତୁ ଆସିଲୁ ବାଣ୍ଡ ରୁ ମାଗିହା

  • @sudarshankhara9840
    @sudarshankhara9840 ปีที่แล้ว +3

    ବହୁତ ବହୁତ ବଲ ଲାଗିଲା Sir ଦାନ୍ୟବାଦ 🙏🙏🙏

  • @ChittaGoureeOffcial
    @ChittaGoureeOffcial ปีที่แล้ว +4

    ହିନ୍ଦୁଧର୍ମରେ ତୁମେ ଥିଲା ବେଳେ କେତେ ଥର. ପୁରାଣ. ଭଗବତ. ଗୀତା. ହନୁମାନ ଚାଳିଶା. କେବେ ପଢ଼ି ଛ.. ଯିଏ ପ୍ରକୃତ ହିନ୍ଦୁ ସେ କେବେ ଅନ୍ୟ ଧର୍ମ କେବେ ଗ୍ରହଣ କରିବ ନାହିଁ. ଆଦିବାସୀ ଲୋକ କିଛି ବୁଝି ପର ନ୍ତିନାହିଁ ସେତିପାଇଁ ସେମାନେ ଧର୍ମ ପରିଵର୍ତନ କରୁଛନ୍ତି. ମୁଁ ସେମାନଙ୍କୁ କହିବା କୁ ଚାହୁଁଚି. ଇଶ୍ୱର ଚାହିଁଥିଲେ ତୁମେ ଖିଷ୍ଟିଆନ ପରିବାର ରେ ଜନ୍ମ ହୋଇ ପାରିଥାନ୍ତ. କାହିଁକି ତୁମେ ଜନ୍ମ ହୋଇ ପାରିଲ ନାହିଁ. ବାଘ ଦଳ ରେ ସିଂହ ରହିଲେ ତାକୁ ବାଘ କୁହାଯାଏନିସେହିପରି ତୁମ୍ଭେ ମାନେ ହିନ୍ଦୁ ହୋଇ କହୁଛ ଆମେ ଖ୍ରୀଷ୍ଟିଆନ. ତୁମର ପୂର୍ବ ପୁରୁଷ ହିନ୍ଦୁ ତୁମେ କେମିତି ଖ୍ରୀଷ୍ଟିଆନ.. କହିପାରିବ?

    • @lalitbag8079
      @lalitbag8079 ปีที่แล้ว

      ଜାହା କହିଳ ପୁରା ଠୀକ୍

    • @mrnanduvideos5087
      @mrnanduvideos5087 ปีที่แล้ว

      ଠିକ କହିଲ ଭାଇ

    • @mrnanduvideos5087
      @mrnanduvideos5087 ปีที่แล้ว

      ଜଣେ ଜଦି ଭଗବାନ ସତରେ ବିଶ୍ୱାସ କରେ ତାହା ହେଲେ ସିଏ କେବେ ହେଲେ ନିଜର ଧର୍ମକୁ ପରିବର୍ତ୍ତନ
      କରିବନି । କାରଣ ଭଗବାନ ହେଉଛନ୍ତି ଜଣେ ହଜାରେ ନୁହନ୍ତି। କଣ ତୁମକୁ ଧର୍ମ ପରିବର୍ତ୍ତନ କଲେ ଜାଇକି ତମ ପରମେଶ୍ବର ତମକୁ ଭଲପାଇବ ନ ହେଲେ କଣ ଭଲ ପାଇବନୀ । ଜଦି ତମେ ସତରେ ପରମେଶ୍ବର କଣ ଜାଣିଥାନ୍ତ ତାହାହେଲେ କେବେବି ନିଜ ଧର୍ମ କୁ ପରିବର୍ତ୍ତନ କରି ନ ଥାନ୍ତ ।

  • @nareshjitumallik5483
    @nareshjitumallik5483 ปีที่แล้ว +14

    ଜୟ ଜଗନ୍ନାଥ 🙏🙏🙏🙏🙏

  • @Aditya-hp5tj
    @Aditya-hp5tj ปีที่แล้ว +10

    Jay shree Ram 🕉️🚩📿⚔️💪❤❤❤❤❤❤❤❤❤❤❤❤Jay Hanuman ❤❤❤❤jai mata di ❤❤❤❤❤❤❤

  • @lajarmajhi
    @lajarmajhi ปีที่แล้ว

    ବହୁତ ସୁନ୍ଦର ବିଷୟ ଈଶ୍ୱରଙ୍କ ଗୈାରବ ହେଉ ଆଜ୍ଞା

  • @lazarmandalmusic8105
    @lazarmandalmusic8105 ปีที่แล้ว +4

    ମୁଁ ବି ବହୁତ ଲୋକଙ୍କ ଠାରୁ ଶୁଣିଛି ଯେ ଖ୍ରୀଷ୍ଟ ଧର୍ମ ଗ୍ରହଣ କଲେ ବହୁତ ଟଙ୍କା ମିଳିବ ଆଉ ଘର ମିଳିବ କିନ୍ତୁ ମୁଁ ସବୁ କଥା ସେମାନଙ୍କୁ ମିଛ ବୋଲି କହିଲି। କେବଳ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଦ୍ୱାରା ଜୀବନର ଶାନ୍ତି ମିଳିବ।🙏।

  • @dhirendralima4880
    @dhirendralima4880 ปีที่แล้ว +1

    Nice video Brother Gotd be with you.go ahead

  • @soumyaranjanbehera8329
    @soumyaranjanbehera8329 ปีที่แล้ว +9

    ସ୍ୱ ଧର୍ମ ରେ ମୃତ୍ୟୁ ବି ଶେୟକ୍ସର ପର ଧର୍ମ ଭୟାବହ

    • @kiskutech9335
      @kiskutech9335 ปีที่แล้ว +1

      right

    • @DUNIAKIHAL12
      @DUNIAKIHAL12 ปีที่แล้ว

      Kie kahila ? Bhayabaha boli .kemiti janila ,?

  • @momdad5757
    @momdad5757 ปีที่แล้ว +4

    ଭାଇ ଭଲ ଅଭିନୟ କରାଉଛନ୍ତି, ଏ ନିରୀହ ଆଦିବାସୀ ଲୋକ ମାନଙ୍କୁ।

    • @mrrrr430
      @mrrrr430 ปีที่แล้ว

      Bhai mu b cristian tanka pain nuhe

    • @deepakk981
      @deepakk981 9 หลายเดือนก่อน

      Bhai tume tike jana se bisyare thare beleive kariki jesus kie kn kariparnti tike perikya kara sie kie tama ku janai debe mo bhai

    • @KaranAljing
      @KaranAljing 3 หลายเดือนก่อน

      ତୁ ବଉତ ଜାଣିବା ବଲା ମୁବି ହିନ୍ଦୁ ଧର୍ମ ରେ ତିଲୀ ଆମେ ପ୍ରଭୁ ଜାଣିଲୁ ତାହା ସତ୍ୟ ଅଟେ

  • @subarnakumarho2748
    @subarnakumarho2748 ปีที่แล้ว +2

    ଖ୍ରୀଷ୍ଟିଆନ ମାନେ ପ୍ରାଏ ମରୁନାହାନ୍ତି। ତେଣୁ ସବୁ ଖ୍ରୀଷ୍ଟିଆନ ହେଇଯାଅ।ଅମର ହେଇଯିବ।

  • @anil_kumar6902
    @anil_kumar6902 ปีที่แล้ว +1

    Praise the LORD 🙏

  • @DavidKoushalya
    @DavidKoushalya ปีที่แล้ว

    God bless you sir, Prabhu apananku prachura maatrare asirbaad karantu, Amen🙏🙏🙏🙏

  • @kailashchandrapolai9466
    @kailashchandrapolai9466 ปีที่แล้ว +11

    ମିଥ୍ୟା କଥା କହି ଧର୍ମ ପରିବର୍ତନ କରିବାକୁ ଚେଷ୍ଟା ଚଳାଇଥିବାରୁ ଧନ୍ୟବାଦ ଭାଇ

  • @bikramsoren199
    @bikramsoren199 9 หลายเดือนก่อน +1

    Praise the Lord ✝️

  • @sipaniyamajhi6849
    @sipaniyamajhi6849 ปีที่แล้ว +2

    Sir tq and see bapa maa nku b tq and God bless you semane finally Prabhu jishunku janile 🥰🙏🙏🥰🌄🙏🙏🙏🙏🙏🙏 mu bahuta khusi achhi

  • @murmumurmu728
    @murmumurmu728 ปีที่แล้ว +3

    Supper bhai, for Ground reporting.

  • @surajpadiami5594
    @surajpadiami5594 ปีที่แล้ว +1

    ଆମେନ ଆମେନ ଯୀଶୁ ରାଜା ସତ୍ୟ jisu

  • @Laxman_STbro_officials
    @Laxman_STbro_officials 10 หลายเดือนก่อน +1

    Nice video " tanka pain Kia kebe christian hua nahin.parmeswarku biswasa Kari atmika jibana Japan Kariba pain " o paparu mukti heba pain

  • @subalabindhani6958
    @subalabindhani6958 ปีที่แล้ว +7

    ଜୟ ଜଗନ୍ନାଥ , ଭାଇମାନଙ୍କୁ ମୁଁ ମତରେ,,, ମୁଁ କହି ନିଜକୁ ଅହଂକାର ଗର୍ବ କରି ସେମାନେ ଧନ ପ‌ଇସା ମିଳେ ବୋଲି ପାପ କଥା କରନ୍ତି ,ଵୁଢାଵାପା କହିବା ଠିକ୍ ନୁହେଁ,ନୀରାକାର ନିରଯନ‌ଅବତାର ନାହିଁ ଭକ୍ତ ରକ୍ଷା ପାଇଁ ଆସୁ ନରଦେହଵହି ଯେମିତୀକୀ,,,,, ଯୀଶୁ କୃଷ୍ଣ ରାମ ବୁଦ୍ଧ ମାର୍କଣ୍ଡେୟ ଆଲା ଯେତେକ ନିରାକର ଅବତାର ସବୁ ,,ଭେଦ,‌ଶୀମଦଭଗଵତତଗୀତା,କେରନ, ବାଇବେଲ ବହୁତ ପୁସ୍ତକ ଗୁଡ଼ିକ ମଧ୍ୟରେ ଲେଖା ଅଛି, ପାପର ବିନାଶ ଯନମର ବିନାଶ,,ଖୀଟାନ ହୁଅ ଯୀଶୁ ଖ୍ରୀଷ୍ଟ ଆଵାପରି ହୁଅ ,ବା ହିନ୍ଦୁ ପୂଜା କର କୃଷ୍ଣ ରାମ ପରିହୁଅ , ଓମ୍ ଶାନ୍ତି

    • @dhoneshnag2022
      @dhoneshnag2022 ปีที่แล้ว

      ଓମ୍ ଶାନ୍ତି🙏🙏

  • @jenajena626
    @jenajena626 ปีที่แล้ว +1

    Thanks bhai thanks very good message

  • @munhakumar613
    @munhakumar613 ปีที่แล้ว +34

    ଆମର ପ୍ରଭୁ ଯୀଶୁ ଛଡା କେହିବି ଉଦାର କରି ପାରିବନାହିଁ ଆମ ପ୍ରଭୁ ଯୀଶୁ ହିଁ ସତ୍ୟ ଇଶ୍ୱର

    • @bikashmarkey7347
      @bikashmarkey7347 ปีที่แล้ว

      Rgt bro

    • @bikrammunda9462
      @bikrammunda9462 ปีที่แล้ว

      Purbaru jeesu nathile loko mane banchunathile 💖 purbaru anya darmaore thili kipari banchuthile 💘jeuura loko mananka jhada khai banchuchnti jeesu bhala 🌹🌞🌙✨au bapa maa bagaban

    • @baikunthabehera3971
      @baikunthabehera3971 ปีที่แล้ว +1

      Aji hela ki satapurusu hoithila .jannma hebathharu jisu ku janhicha .papare kanhi ki ghanti haucha

    • @Sourav6503
      @Sourav6503 ปีที่แล้ว +3

      @@bikrammunda9462 I respect Jesus..Kya Krishtian Dharm mei hindu jesa Jib Hatya ki Meat khane ki ak aparad mante hai ... Ya phir Krishtian mein ap kisi bhi meat Goat,Ghos khane ki Izazat di gayi hai

    • @basudevdas1453
      @basudevdas1453 ปีที่แล้ว

      Sala lancha khauch micha kahucha bidesi dharma neucha😡😡😡

  • @yajnadattapurty9654
    @yajnadattapurty9654 ปีที่แล้ว +6

    ଦୁଃଖ ହଉନି ତୁମକୁ ସଳାଗୋଡାକ ପୂର୍ବଜ ବାପା ମାଂକୁ ଛାଡି ଅନ୍ୟକୁ ଘରେ ପୂଜା କରୁଛ ।ସଳା reporter ବି ଖ୍ରୀଷ୍ଟିଆନ ସେଥି ପାଇଁ ଏହି ଭଳି ପଚାରି ପାରୁଛି।ଭଲ ହେଇଛି ଖ୍ରୀଷ୍ଟିଆନ ମାନଂକୁ ସରକାରୀ ସୁବିdha ସୁଯୋଗ କାଟି ଦିଆଯାଉଛି।

    • @sunilkumardigal607
      @sunilkumardigal607 ปีที่แล้ว +1

      Sabu meluchi bhai
      Ta ma jane naho
      ST Christan ST no change Bhai

  • @BadBoy-ik4od
    @BadBoy-ik4od ปีที่แล้ว +1

    ଯୀଶୁ ଗୋଟେ mg ବେଧ ଜାରଜ

  • @esminimandal788
    @esminimandal788 ปีที่แล้ว +10

    ସାର ଆପଣଙ୍କର ସେବାଗୁଡିକୁ ପରେମଶ୍ବର ଆଶୀର୍ବାଦ କରନ୍ତୁ।

  • @sanjibmohanty3017
    @sanjibmohanty3017 ปีที่แล้ว +2

    ଧନ୍ୟବାଦ ଭାଇ

  • @peter1611-j9z
    @peter1611-j9z ปีที่แล้ว +1

    Thank you so much ad odia bhai bahut badia god bless you

  • @inoshdigalministry1141
    @inoshdigalministry1141 ปีที่แล้ว +1

    Praise the Lord Lingaraj Sir.
    May God bless you for revealing the reality of Christianity .....
    Keep it up .......

  • @llkantheswarmajhi5332
    @llkantheswarmajhi5332 ปีที่แล้ว +1

    Praise the lord , Lingaraj sir
    Apana ,niriha gaa ku jai ,semanankara mata bujhi thibaru apananku bishesh Thanks, God bless you, Amen....

  • @tiriabarsharani67
    @tiriabarsharani67 ปีที่แล้ว +4

    ଖ୍ରୀଷ୍ଟିଆନ ଧର୍ମ ଯେଉଁ ଲୋକମାନେ ନେଇଛନ୍ତି ସେ ମାନେ ବୋଧେ ଆଉ କେବେ ବି ଡ଼ାକ୍ତରଖାନା ଯିବେନି,କି କେବେ ବି କରିବେନି

  • @jitendrabiswal8608
    @jitendrabiswal8608 ปีที่แล้ว +1

    Jai jagannath Swamy

  • @momdad5757
    @momdad5757 ปีที่แล้ว +1

    ଯୀଶୁ ଯଦି ସବୁ ଭଲ କରିଦେଉ ଥାନ୍ତେ ତାହାହେଲେ ପ୍ରତେକ ରାଜ୍ୟ, ଜିଲ୍ଲା,... ଏମିତି କି ଗାଁ ରେ ମିଶା ଖ୍ରୀଷ୍ଟିଆନ୍ ମେଡିକାଲ ଯାକ ତିଆରି ହୋଇ ନଥାନ୍ତା

  • @singhsaluram
    @singhsaluram 9 หลายเดือนก่อน

    ମୁଁ କହୁଣସି ଦର୍ମକୁ ଗୃଣi କରେନାହିଁ ଧନ୍ୟବାଦ

  • @novalin8129
    @novalin8129 ปีที่แล้ว +4

    God is one....only Jay Jagannath ... 🙏🏻

  • @jonathonraito8239
    @jonathonraito8239 ปีที่แล้ว +4

    Baina cemara samanare ନ ରହି, ଗାଁ ଗହଳି ରାସ୍ତାରେ ପ୍ରଚାର କରିଥିଲେ ଭଲ ହୁଅନ୍ତା Thankyou

    • @hrudayanag2053
      @hrudayanag2053 ปีที่แล้ว

      E bhainka kaamare aapana tathapi khusi nuha ki

  • @soumyaranjanbehera8329
    @soumyaranjanbehera8329 ปีที่แล้ว +1

    ଟଙ୍କା ପଇସା ଲୋଭରେ ଶବୁ convart ହେଇଛନ୍ତି

  • @cpanda8945
    @cpanda8945 ปีที่แล้ว

    Tanks A ❤D news...

  • @anilkujur4221
    @anilkujur4221 ปีที่แล้ว +1

    Thanks sir apne bardi mehnat se yekam kar rahe hain jo area me log bahut hi pichhe hain unko ap seva me suport de rahe hain.

  • @aashiq585gamang
    @aashiq585gamang ปีที่แล้ว +3

    Thank you Bhai good message 👍👍

  • @mrdigalkumar6833
    @mrdigalkumar6833 ปีที่แล้ว

    ଲିଙ୍ଗରାଜ ଭାଇ thank you

  • @salmansabar82
    @salmansabar82 ปีที่แล้ว +2

    Thank you so much Sir Uralpadar you video

  • @pradeepmadkami3217
    @pradeepmadkami3217 ปีที่แล้ว +9

    Joi Sri Ram

  • @kailashchandrapolai9466
    @kailashchandrapolai9466 ปีที่แล้ว +2

    ସରଳ ଲୋକ କୁ ଆପଣ ମାନେ ଧର୍ମ ପରିବର୍ତନ କରିବାକୁ ହେଉଛି

  • @DeepaRaaniMallick
    @DeepaRaaniMallick หลายเดือนก่อน

    Preis the lord sir, thank you 🙏♥️

  • @RupeshKradika
    @RupeshKradika ปีที่แล้ว

    Nice 👍👍 praise the lord

  • @selinadigalselina.
    @selinadigalselina. ปีที่แล้ว +5

    Praise the lord 🙏 God bless all Cristina family and pastor Sri

  • @RajanPradhan-p3c
    @RajanPradhan-p3c ปีที่แล้ว

    Jai shree Ram ling Raj Bhai I am very happy Jai jagannath bye

  • @dusmantakhurana1760
    @dusmantakhurana1760 ปีที่แล้ว +2

    Thank you brother lingaraj bring more testimony from believers. May God bless you 🙏🙏🙏🙏

  • @romeosada1432
    @romeosada1432 ปีที่แล้ว +4

    Praise the Lord

    • @SPPP1688
      @SPPP1688 ปีที่แล้ว

      @parsuramnayak7554 💩🐕🚩💩🐕🚩💩🐕🚩💩🐕🚩💩🐕💩🐕🚩

  • @phinoshraita195
    @phinoshraita195 ปีที่แล้ว +3

    ଯେଉଁମାନେ ପୂର୍ବରେ ଅନ୍ଧକାରରେ ଥିଲେ ଏବେ ସେମାନଙ୍କ ନିକଟରେ ପ୍ରଭୁ ଯୀଶୁ ଆଲୋକ ସ୍ୱରୂପ ହୁଇଛନ୍ତି, ଯେଉଁମାନେ ସତ୍ୟ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣନ୍ତି ସେମାନେ ସମସ୍ତ ପାପରୁ ପରିତ୍ରଣ ପାଇବେ, ଆମେନ

  • @bikashmarkey7347
    @bikashmarkey7347 ปีที่แล้ว

    ଯେଉଁ ଲୋକ ସଇତାନ ର ବନ୍ଧନରେ ପଡିଥିବ ବିଭିନ୍ନ ପ୍ରକାର ରୋଗରେ ପୀଡିତ ହୋଇ ପଡିଥିବ ସେ ହିଁ ପ୍ରଭୁଙ୍କୁ ର ସତ୍ୟ କୁ ଜାଣି ପ୍ରଭୁଙ୍କୁ ସ୍ୱୀକାର କରିଥାଏ .
    ଆକାଶ ପୃଥିବୀ ସୃଷ୍ଟି କର୍ତ୍ତା ପିତା ପରମେଶ୍ୱର କେବଳ ପ୍ରଭୁ ଜୀଶୁ
    ଜୀଶୁଙ୍କୁ ନାମ ରେ ସବୁ ଉଦ୍ଧାର ଅଛି ଆମେନ .

  • @mrdigalkumar6833
    @mrdigalkumar6833 ปีที่แล้ว +3

    ହିନ୍ଦୁ ଧର୍ମ ସବୁ ବେକାର ମଉସା ଯୀଶୁଙ୍କୁ ଜାଣିଲା ସେଥିପାଇଁ thank you ପ୍ରଭୁ ଆପଣ କୁ bless କରନ୍ତୁ

    • @dhoneshnag2022
      @dhoneshnag2022 ปีที่แล้ว +1

      ଓମ୍ ନମଃ ଶିବାୟ

    • @sushantkishan3846
      @sushantkishan3846 ปีที่แล้ว +1

      Jay Jagannath 🙏

    • @dhoneshnag2022
      @dhoneshnag2022 ปีที่แล้ว

      ଭାଇ ଯିଶୁ.ଆଲାହା.ଭଗବାନ ସବୁ ସମାନ କାହାକୁ ବେକାର କୁହନି🙏🙏🙏

  • @trinathkuldip6050
    @trinathkuldip6050 ปีที่แล้ว +4

    Jai sanatani jai Sri Ram 🥰🥰🙏🏼🙏🏼🚩🚩🚩🚩

  • @deepakgarnayak6115
    @deepakgarnayak6115 ปีที่แล้ว

    ଏ ଆଦିବାସୀ ମାନେ ଵଡ ଟାଉଟର ଆଉ ଧୋକାବାଜ ଲୋକ
    ଵଡ ଜାତୀ ଲୋକ ମାନଙ୍କ ଟାଇଟେଲ ଦେଇ କି ଉଚ୍ଚ ଯାତି ବୋଲି ଦେଖେଇ ହୁଅନ୍ତି ଆଉ ST କୋଟା ନିଅନ୍ତି ଆଉ khristian ହୁଅନ୍ତି ଗଣ୍ଡ ଆଦିବାସୀ

  • @bikymunda1333
    @bikymunda1333 ปีที่แล้ว

    Very good Lingraj bhai jesus God bless you🙏

  • @abashlimaabashlima7777
    @abashlimaabashlima7777 ปีที่แล้ว +4

    Well done brother good job prais the lord

  • @bijayakumar7764
    @bijayakumar7764 ปีที่แล้ว +1

    ସରକାର ଟିକ ନିଷ୍ପତ୍ତି ନେଇଛନ୍ତି ଆଉରି ଆଗୋକୁ ମଧ୍ୟ ନେବ। ଯେଉ ମାନେ କ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି ସେମାନେ ସରକାରଙ୍କ ର କୌଣସି ସୁବିଧା ନ ପାଆନ୍ତୁ।।🚩🚩🚩🚩🚩

  • @basantbisoi916
    @basantbisoi916 ปีที่แล้ว +2

    Mahabart, ରେ, ଅର୍ଜୁନ, ବ୍ରାହ୍ମଣ ପରିବାରରେ ଜନ୍ମ ହୋଇ, ଥିବା, ପୁଅ, ମାନଙ୍କୁ, ନିରାକାରଙ୍କ,ଓ, ଟାରୁ, ରକ୍ଷା କରି ଥିଲେ,ଦୋୟରିକରେ, ଜୟ ଜଗନ୍ନାଥ

  • @sunaramtudu8920
    @sunaramtudu8920 ปีที่แล้ว +1

    Praise the lord satya Ku samana ku anithibaru L Bhai

  • @sidhantagaming1871
    @sidhantagaming1871 ปีที่แล้ว

    କେତେ ପଚାରୁଛୁ ଥରେ କହିଲା ନାହିଁ ଆଉ ସବୁ ଲୋକଙ୍କ ପଚାରୁଛୁ ତ ମା ବିଆ ମାଗିହା 😡😡

  • @sanjeevdash1287
    @sanjeevdash1287 ปีที่แล้ว

    କାହାର ଧର୍ମ କୁ ଖରାପ କହିବା ଉଚିତ୍ ନୁହଁ କିନ୍ତୁ ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରିବା ଦଣ୍ଡନିୟ ଅପରାଧ। ମୁଁ ଜଣେ ବ୍ରାହ୍ମଣ ବ୍ଯକ୍ତି ମୁଁ କୌଣସି ଧର୍ମ କୁ ଘୃଣା ବା ଆକ୍ଷେପ କରେନାହିଁ ଯାହାର ଜାତି,ଧର୍ମ ତା ପାଇଁ ବଡ। ତାଙ୍କର କର୍ମ ତାଙ୍କର ଧର୍ମ ଆମେ କିଏ କହିବା ପାଇଁ ଦୟାକରି ବାଧ୍ଯ କରନ୍ତୁ ନାହିଁ ଭଗବାନ ଚରନ୍ତନ କେବଳ ଭକ୍ତ ହିଁ ଭଗବାନ କୁ ପାଏ।

  • @sirishamadkami1933
    @sirishamadkami1933 ปีที่แล้ว +1

    Praise the lord
    May god bless you all....

  • @balarsanpradhan2865
    @balarsanpradhan2865 ปีที่แล้ว +2

    U did good job sir

  • @narayanasisa4722
    @narayanasisa4722 ปีที่แล้ว +1

    ଅନ୍ଧ ବିଶ୍ବାସରେ ବୁଡି ଯାଉଛନ୍ତି କେବେ ସୁଦୁରିବେ ଏମାନେ

  • @pramodkumarnanda8293
    @pramodkumarnanda8293 ปีที่แล้ว

    Very good. Naik sir I supporting you. Continue your ministry

  • @nikhilthakur2209
    @nikhilthakur2209 ปีที่แล้ว +3

    ଆମ ଗାଁ ରେ ଦିଆ ଯାଇଛି

    • @trinathbhuyan
      @trinathbhuyan ปีที่แล้ว

      ଭାଇ ତାଙ୍କୁ ସବୁ ପ୍ରଥମ ରୁ ହିଁ tution କରାହେଇଛି

    • @sukumar8513
      @sukumar8513 ปีที่แล้ว

      ଆମ ଗାଁ ରେବି

  • @krishinasanjay9205
    @krishinasanjay9205 ปีที่แล้ว

    ଯାହା ହଉ ପରବୁପା କୁ ବୁପା ଡାକୁଛ
    ହିନ୍ଦୁ ହେଇ ନିଜର ଧର୍ମ ଚେଞ୍ଜ କରୁଛ
    ଭଲ କରୁନ

  • @chabillaharijan9625
    @chabillaharijan9625 ปีที่แล้ว

    Wow nice advice bro..amen

  • @tonalddrump1
    @tonalddrump1 ปีที่แล้ว +3

    ଧରମଛଡା ଗୋମାଂସଖିଆ ମ୍ଳେଚ୍ଛ ମାନଙ୍କର ପତନ ଅବଶ୍ୟମ୍ଭାବୀ

  • @raghunarhkarjee947
    @raghunarhkarjee947 ปีที่แล้ว

    ଏବେ ସେହି ବୁଢ଼ା ମରିବ ନାହିଁ, ଗାଣ୍ଡିରେ ଆଙ୍ଗୁଠି ମାଡି ବଂଚିବ!ଯିଏ ଖ୍ରୀଷ୍ଟିଆନ ସେ ଶାନ୍ତିରେ ରହିବେ !ଆଉ ଯଉମାନେ ମୁସିଲିମ, ହିନ୍ଦୁ, ବୌଦ୍ଧ, ଶିଖ ଧର୍ମ ରେ ଅଛନ୍ତି ଖାଲି ଦୁଃଖ ପାଉଛନ୍ତି !ଏମିତି ବେକାର ନିୟୁଜ଼ ପ୍ରସାର କରି ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ !ଆଉ ମେଡିକାଲ ଯାଅନି ପ୍ରାଥନା କରି ଅମର ହୋଇଯାଅ !ସବୁ ଫାଲୁତୁ କଥା

  • @sumanpatnaik5184
    @sumanpatnaik5184 ปีที่แล้ว

    ନମସ୍କାର ଆଜ୍ଞା ଆଗ କାଳରେ ପ୍ରତ୍ୟେକ ଧର୍ମ ପ୍ରତି ପ୍ରତ୍ୟେକଙ୍କ ସନମାନ ଥିଲା ସେନେହ ପ୍ରେମ ଶାନ୍ତି ଆନନ୍ଦ ଭାଇଚାରା ଥିଲା । ଏବେ କାମଧାମ ନାହିଁ ଭଡୁଆ ଦଳ ସବୁ ଅଛନ୍ତି ସରକାରଙ୍କ ମାଗଣା ଚାଉଳ ପାଞ୍ଚଟଙ୍କିଆ ଡାଲମା ଭାତ ଖାଇ ସମସ୍ତ ଧର୍ମ ବିରୋଧୀ କାର୍ଯ୍ୟରେ ଲିପ୍ତ ରହି ନାନା ପ୍ରକାର ଗଣ୍ଡଗୋଳ ସୃଷ୍ଟି କରୁଛନ୍ତି ଯାହାକି ରାଜନୀତିଜ୍ଞ ମାନଙ୍କ ଦ୍ଵାରା ପ୍ରୋତ୍ସାହନ ପାଇ କରୁଅଛନ୍ତି। ଦୟାକରି ମୋର ପ୍ରିୟ ଭାଇ ଭଉଣୀ ମାନେ କିଛି ନ ବୁଝି ନ ଶୁଝି ଏହି ସବୁ ରାଜନୀତି ଧର୍ମ ବିରୋଧୀ କାର୍ଯ୍ୟରେ ଲିପ୍ତ ହୁଅନ୍ତୁ ନାହିଁ ଧନ୍ୟବାଦ।

  • @sonubhuyan2262
    @sonubhuyan2262 ปีที่แล้ว

    ଏମାନେ ସବୁ prepare ହେଇକି ଗୋଟେ video ପ୍ରସ୍ତୁତ କରିଛନ୍ତି

  • @rajanikantapradhan668
    @rajanikantapradhan668 ปีที่แล้ว +3

    ଘରେ ଘରେ ପଶି ଧର୍ମ ପରିବର୍ତନ କରିବାକୁ ପ୍ରବର୍ତ୍ତାଇ ବାଇବେଲ ବାଣ୍ଟି ଲୋଭୋ ଦେଖାଇ ଶେଷରେ ନିରାଶ ହେଇ ଗଲେ ଆମ ଘରୁ ଏହା ବିଷୟରେ କଣ କହିବେ

  • @golakgopinathdas7768
    @golakgopinathdas7768 ปีที่แล้ว

    bahuta chalak

  • @deepakkachhap613
    @deepakkachhap613 ปีที่แล้ว +1

    May God bless you🙏 keep it up

  • @tonalddrump1
    @tonalddrump1 ปีที่แล้ว +2

    ଏମାନଙ୍କୁ ବ୍ରେନୱାସ୍ କରାହୋଇଛି। ଟଙ୍କା, ଚାଉଳ କଥା ସେ ଆଦୌ ମାନିବେ ନାହିଁ।

  • @anilbaliarsingh6475
    @anilbaliarsingh6475 ปีที่แล้ว +4

    It's excellent job that you are doing sir. May God be with you always and strengthen you to spread true message of God to every part of world.
    It's true that Government of India is declining some facilities of poor people in the name of religion.
    It will never work out.

  • @trinathkuldip6050
    @trinathkuldip6050 ปีที่แล้ว +3

    Christian ak Dharma nuhe aha gati pantha janina bodhe Dharma kebe manusya prachar karntinahi ok 😂😂😂Dharma duniyare kebala gatia se Sanatan dharma jai Sri Ram 🚩🚩🚩🚩

  • @tanujatanu886
    @tanujatanu886 ปีที่แล้ว +1

    ଏକ ବ୍ରହ୍ମ ଦିତୀୟ ନାସ୍ତି

    • @dhoneshnag2022
      @dhoneshnag2022 ปีที่แล้ว

      ୟା ଅର୍ଥ ଏମାନେ କଣ ବୁଝି ପାରିବେ କି

  • @bhanjabirua5553
    @bhanjabirua5553 ปีที่แล้ว +2

    Sure you video

  • @bansibehera5194
    @bansibehera5194 ปีที่แล้ว

    Lingraj mashi brother you are doing a great job 💖🙏💖🙏💖🙏💖💖🙏praise the lord jesus 💖🙏💖🙏💖🙏💖🙏💖🙏💖🙏💖🙏💖

  • @ParsuramSabar-oo5ro
    @ParsuramSabar-oo5ro ปีที่แล้ว

    Jay jagannath 🙏🙏🙏🙏

  • @usercomingsoon
    @usercomingsoon ปีที่แล้ว

    😆😆😆ମୁଁ ଯଦି ପ୍ରାର୍ଥନା କରିକି ଭଲ ହେବି l ତାହେଲେ ସବୁ ମେଡିକାଲ କୁ ବନ୍ଦ କରିବା ଦରକାର l 🤣 science ଯୁଗରେ ଏସବୁ କଣ ଭାଇ l 😆😆 ବୃଦ୍ଧମାନଙ୍କୁ ବୋକା 😂😂😂

  • @deepakdas4824
    @deepakdas4824 ปีที่แล้ว +1

    ତମ ପୁର୍ବଜ ମାନେ କଣ ଥିଲେ . ହିନ୍ଦୁ ନା ଖ୍ରୀଷ୍ଟିଆନ

  • @manojsagar8568
    @manojsagar8568 ปีที่แล้ว +2

    Well presented Sir🌹🙏🌹

  • @Rajumadkami258
    @Rajumadkami258 ปีที่แล้ว +2

    ଆଗୀଆ ମୁଁ ରାଜୁ ମୁ ଜଣେ ପାଲକ ଏବେ ପାଇଁ ଜାଉ ଅଛି ମୁଁ ଅପଡା ଟିକେ ଟିକେ

  • @kailashrout3447
    @kailashrout3447 ปีที่แล้ว

    Bite ନେଉଥିବା ସାମ୍ବାଦିକଙ୍କର ପଚାରିବାର ଶୈଳୀ ଠିକ୍ ନାହିଁ । ଭିଡିଓ ବିଲକୁଲ୍ ଭଲ ଲାଗିଲା ନାହିଁ ।

  • @sonubhuyan2262
    @sonubhuyan2262 ปีที่แล้ว

    ସମସ୍ତେ ତ ମିଶିକି କହିବେ ଆମେ କିଛି ଟଙ୍କା ,ଚାଉଳ ପାଇନୁ ବୋଲି, କାହିଁକି ନା ଚୋର କେବେ ହେଲେ ଚୋରି କରିଛି ବୋଲି କହିବନି ।ଠିକ୍ ସେଇ ପରି ସମସ୍ତେ ମିଶିକି ମନା କରୁଛନ୍ତି ଆମେ କିଛି ଟଙ୍କା ପାଇନୁ ବୋଲି

  • @gurugguru
    @gurugguru ปีที่แล้ว +3

    RAM🕉️🕉️🕉️

  • @udayanathnayak3153
    @udayanathnayak3153 ปีที่แล้ว +3

    Jesus Christ is only living God 🙏❤️🙏🙏❤️🙏❤️❤️❤️❤️❤️

  • @hemantakanhar8637
    @hemantakanhar8637 ปีที่แล้ว

    🙏 गुड मॉर्निंग
    जय येशु मसीह के नाम
    ऐसी वीडियो और भी भेजना चाहिए भी जाती लोगों के लिए