'ବାଇବେଲ, ଗୀତା ଉଭୟ କହୁଛନ୍ତି ରକ୍ତ ବିନା ପାପ ମୋଚନ ଅସମ୍ଭବ'

แชร์
ฝัง
  • เผยแพร่เมื่อ 5 ก.พ. 2025
  • ଧରାବତରଣ କରିବେ ପ୍ରଭୁ ଯୀଶୁ, ସବୁଆଡେ ଉତ୍ସବର ମାହୋଲ । ତେବେ ଏହି ଦିନରେ କଣ ରହିଛି ରୀତିନୀତି ଏବଂ କାହିଁକି ଏହି ଦିବସ ପାଳନ କରାଯାଏ ଏହାକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନ ।
    #christmas #chiristian #christmas2024 #2024christmasmessages #2024christmas #celebration #suchanatv24x7
    Dear Viewers,
    We have painstakingly prepared unique videos which have been carefully edited keeping in mind TH-cam policy and guidelines and the taste of our beloved viewers be it breaking news, national news, international news, videos or #shorts.
    Thank You for watching #suchanatv24x7
    Our social media platforms:
    Website - suchanatv.com/
    Twitter - / suchanatv24x7
    Facebook- / suchanatv24x7
    TH-cam - / @suchanatv24x7
    Whatsapp- whatsapp.com/c...
    For trade queries please contact us:
    E-mail: suchanatv@24x7@gmail.com

ความคิดเห็น • 485

  • @parikhitanayak8248
    @parikhitanayak8248 5 วันที่ผ่านมา +2

    ଜୟ ଜଗତର ନାଥ ଜଗନ୍ନାଥ

  • @sajangarada4249
    @sajangarada4249 วันที่ผ่านมา

    Praise,the,lord❤❤❤ଜୟ,ଯୀଶୁ❤❤❤,Amen❤❤❤

  • @Ranjit-w4p
    @Ranjit-w4p หลายเดือนก่อน +14

    ଅତି ଉତ୍ତମ ପରିପ୍ରକାଶ ସାର୍ ବହୁତ ଧନ୍ୟବାଦ

  • @kalebdigal7202
    @kalebdigal7202 หลายเดือนก่อน +14

    ବହୁତ୍ ସୁନ୍ଦର ପ୍ରୋଗ୍ରାମ ସାର୍ ଆପଣଙ୍କ ବହୁତ୍ ବହୁତ୍ ଧନ୍ୟବାଦ।

  • @RameshChandraHembram-b5k
    @RameshChandraHembram-b5k หลายเดือนก่อน +17

    ଖ୍ରୀଷ୍ଟ ଧର୍ମ ଏକ ଏମିତି ଧର୍ମ ଏଠି ସମସ୍ତଙ୍କ ପାଇଁ ସମସ୍ତ ଧର୍ମ ର ଲୋକଙ୍କ ପାଇଁ ଦୁୱାର ଖୋଲା ଅଛି | praise the lord, Amen, Merry christmas |

    • @parbatibhuyan6686
      @parbatibhuyan6686 หลายเดือนก่อน +1

      Ag go hatya bando karo ta pare kahib

  • @ManaranjanDas-xe7uj
    @ManaranjanDas-xe7uj หลายเดือนก่อน +11

    Praise,the,lord,sir

  • @Laxmansoy-g9k
    @Laxmansoy-g9k หลายเดือนก่อน +14

    ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ❤❤❤❤❤

  • @Lipsun-k3p
    @Lipsun-k3p หลายเดือนก่อน

    Praise the lord provuki Gaurav heu

  • @SajanMajhi-k8i
    @SajanMajhi-k8i หลายเดือนก่อน +14

    Happy birthday Jesus,❤❤

  • @Draniofficial
    @Draniofficial หลายเดือนก่อน

    Yes amen hallelujah sir

  • @pradeepbepari6717
    @pradeepbepari6717 หลายเดือนก่อน +4

    Very nice sir

  • @sajangarada4249
    @sajangarada4249 วันที่ผ่านมา

    ବହୁତ୍, ଧନ୍ୟବାଦ, ସାର୍❤❤❤,ଅତି ସୁନ୍ଦର,❤❤ବୁଝେଇ, ଛନ୍ତି,

  • @movieblockbuster9692
    @movieblockbuster9692 หลายเดือนก่อน +2

    Jai jagannath 🙏🙏🙏🙏

  • @NamitaRani-g5j
    @NamitaRani-g5j หลายเดือนก่อน +1

    Great sir.. Praise the Lord

  • @JibluDigal-i9v
    @JibluDigal-i9v วันที่ผ่านมา

    Jisus is ours God . praise the lord.

  • @AkhilRaita-z6v
    @AkhilRaita-z6v หลายเดือนก่อน +20

    ଯୀଶୁ ହିଁ ସୃଷ୍ଟି କର୍ତ୍ତା

  • @balramkaram7710
    @balramkaram7710 หลายเดือนก่อน +3

    ଜୟ ଖ୍ରୀଷ୍ଟିଆନ

  • @siblalping5954
    @siblalping5954 หลายเดือนก่อน +1

    Right sir kahi le katha ti❤❤❤

  • @bhima241
    @bhima241 หลายเดือนก่อน +2

    ବ‌ହୁତ ଉତ୍ତମ ପରିପ୍ରକାଶ ସାର

  • @rangiaflutestar6972
    @rangiaflutestar6972 28 วันที่ผ่านมา +1

    God massage sir l

  • @arujena7187
    @arujena7187 หลายเดือนก่อน +2

    Love Jesus 💝

  • @LaxmanHembram-l3k
    @LaxmanHembram-l3k หลายเดือนก่อน +19

    ଯୀଶୁ ହିଁ ସୃଷ୍ଟି କତା

    • @SanatiEntertainment
      @SanatiEntertainment หลายเดือนก่อน +1

      ମୋ ମତରେ ସୃଷ୍ଟି କର୍ତ୍ତା ସିଏ ଯିଏ ବ୍ରୋମହାଣ୍ଡ କୁ ସୃଷ୍ଟି କରିଥିବ କିନ୍ତୁ ସୃଷ୍ଟି ଭିତରେ ନଥିବ 🙏

    • @prabhudannaik3467
      @prabhudannaik3467 หลายเดือนก่อน

      ​​a god or creature can be everywhere..tame tanku kaunasi baundri re rekhi paribani ..he can ve man he can be god its his wish @@SanatiEntertainment

    • @SureshBhuyan-t8y
      @SureshBhuyan-t8y หลายเดือนก่อน

      @@LaxmanHembram-l3k jisu Srishti karta hele agaruto manish mane tile

    • @BhadangaH
      @BhadangaH หลายเดือนก่อน

      Right bro❤❤❤❤

    • @LaxmanHembram-l3k
      @LaxmanHembram-l3k หลายเดือนก่อน +2

      @@SanatiEntertainmentକୃଷ୍ଣ ସୃଷ୍ଟି କତା ନୁହେଁ ଆଚରଣ ଖରାପ ଶୈତାନୀ

  • @sudishtechnical9527
    @sudishtechnical9527 หลายเดือนก่อน +1

    Praise the LORD 🙏🙏🙏 Amen ❤❤❤

  • @manojkumarpatamajhi8969
    @manojkumarpatamajhi8969 หลายเดือนก่อน +18

    ସମସ୍ତ ଦେବା ଦେବୀ ବିବାହ କରିଥିଲେ କରିଛନ୍ତି ମଧ୍ୟ କେବଳ ସତ୍ୟ ସନାତନ ତ୍ରାଣକର୍ତ୍ତା ପ୍ରଭୁ ଯିଶୁ ଖ୍ରୀଷ୍ଟ ହିଁ ବିବାହ କରିନାହାନ୍ତି ବିବାହ କରିବେ ନାହିଁ ମଧ୍ୟ
    ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଏକ ବ୍ରହ୍ମ ଦ୍ବିତୀୟ ନାସ୍ତି ସେ ହିଁ ଏକ ମାତ୍ର ତ୍ରାଣା କର୍ତ୍ତା ପବିତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି right 👍🏿

    • @jubalapradhan8441
      @jubalapradhan8441 หลายเดือนก่อน

      ​@@DEEPANJALIPALEI 👆comment bhalare padha, bujha, au reply kariba

    • @PrasantaPradhan-xr2on
      @PrasantaPradhan-xr2on หลายเดือนก่อน

      @@DEEPANJALIPALEI bibaho koribaku mona kori nahi amo sastro,hele tumo baba mane kono koruchonti tike bhabiki dekho..

    • @cuteshort418
      @cuteshort418 หลายเดือนก่อน +2

      ​@@DEEPANJALIPALEIଈଶ୍ୱର କେବେ ବିବାହ କରନ୍ତିନି ଭାଈ। ତମର ଭଗବାନ ସବୁ ଈଶ୍ୱର ନୁହଁନ୍ତି ତେଣୁ ବିବାହ କରିଛନ୍ତି। କାରଣ ମନୁଷ୍ୟ ଇଚ୍ଛା ଅନୁସାରେ ବିବାହ କରେ କିବା ନ କରେ।

    • @The_one_and_onlyyyy
      @The_one_and_onlyyyy หลายเดือนก่อน

      @@manojkumarpatamajhi8969 ଆଜ୍ଞା ଯୀଶୁ ନିଜେ ନିଜକୁ ଭଗବାନ ବୋଲି କହିନାହାନ୍ତି.. ସେ ନିଜକୁ ଭଗବାନ ଙ୍କ ପୁତ୍ର ବୋଲି କହିଛନ୍ତି ( john 5.18)
      ତମେ Christian ମାନେ, ଭଗବାନଙ୍କୁ ପୂଜା ନକରି ତାଙ୍କ ପୁତ୍ରଙ୍କୁ ପୂଜା କରୁଛ.. 😂😂

    • @manojkumarpatamajhi8969
      @manojkumarpatamajhi8969 หลายเดือนก่อน

      @DEEPANJALIPALEI ଭାଇ ତୁମ ହିନ୍ଦୁ ମାନଙ୍କୁ ଯେତେ ବୁଝାଇଲେ ବୁଝିବ ପାରିବ ନାହିଁ କାରଣ ତୁମେ ହିନ୍ଦୁ ମାନେ ପରା
      ପଶୁ ଗାଈ ପେଟରେ ପଶୁ ବଳଦ ଷଣ୍ଢ ରକ୍ତରୁ ଜନ୍ମ ହୋଇଛ
      ଏଥିପାଇଁ ତୁମେ ହିନ୍ଦୁ ମାନେ ତୁମର ମାଇଣ୍ଡ୍ understanding ଲେସ୍ ବା ବହୁତ କମ୍ ଅଛି ଏଥିପାଇଁ ତୁମେ ହିନ୍ଦୁ ମାନେ ବୁଝିପାରୁନାହଁ
      କାରଣ ତୁମେ ଗାଈ ଗୋରୁ ଷଣ୍ଢ ପେଟରେ ଗାଈ ଗୋରୁ ବଳଦ ଷଣ୍ଢ ରକ୍ତରୁ ଜନ୍ମ ହୋଇଛ 😆😆 ଏଥିପାଇଁ ବୁଝିପାରୁନ 😆😆 ତୁମର ଗାଈ ପରା ମାତା ଷଣ୍ଢ ପରା ପିତା 🐐 ଛେଳି ତୁମର କକା ମଇଁଷି ତୁମର ଅଜା ମାଙ୍କଡ଼ 🐒 ତୁମର ମାମୁଁ 😆😆 right 👍🏿
      କେବଳ ଆମ ପ୍ରଭୁ ସଦା ପ୍ରଭୁ ପବିତ୍ର ପରମେଶ୍ବର ଯୀଶୁ ଖ୍ରୀଷ୍ଟ ସେ ନିଜେ ବିବାହ କରନ୍ତି ନାହିଁ କିବା ସେ ନିଜେ ବିବାହିତ ନୁହନ୍ତି ନାହିଁ ଏଥିପାଇଁ ସଦା ପ୍ରଭୁ ପବିତ୍ର ପରମେଶ୍ବର ଯୀଶୁ ଖ୍ରୀଷ୍ଟ ତାଙ୍କରି ଗୋଉରବ ନିମନ୍ତେ ତାଙ୍କ ହସ୍ତରେ ଆମ୍ଭମାନଙ୍କୁ ପୁରୁଷ ସ୍ତ୍ରୀ କରି ନିର୍ମାଣ କରି ଅଛନ୍ତି ସେହି ପୁରୁଷ ସ୍ତ୍ରୀ ଆମ୍ଭେମାନେ ତାଙ୍କରି ଗୋଉରବ ନିମନ୍ତେ ବିବାହ କରି ଆମେମାନେ ବହୁ ବଂଶ ପ୍ରଜା ବଂଶ ହୁଉଛୁ
      ସେ ହିଁ ସଦା ପ୍ରଭୁ ପବିତ୍ର ପରମେଶ୍ବର ଯୀଶୁ ଖ୍ରୀଷ୍ଟ ସେ ହିଁ ଏକମାତ୍ର ତ୍ରାଣକର୍ତ୍ତା ବ୍ରହ୍ମା ଦ୍ବିତୀୟ ନାସ୍ତି right 👍🏿
      ତୁମ ସମସ୍ତ ଦେବା ଦେବୀ ତ ବିବାହ କରିଥିଲେ ନାରା ମାନଙ୍କ ଜହ୍ନି ପାଇଁ ବାୟା କୁକୁର 🐕 ପରି ପାଗଳ ହୋଇ ନିଜ ରକ୍ତର ଝିଅ ମାନଙ୍କୁ ନାରି ମାନଙ୍କୁ ଅତ୍ୟାଚାର ଭ୍ୟବିଚାର ଦୁଷ୍ଟ କାମ କରୁଥିଲେ ସେହି ଦେବତା ମାନେ ବିହାହ ମଧ୍ୟ କରି ଥିଲେ
      ସେ କି ମିଥ୍ୟା ବାଦି ଦୁଷ୍ଟ ଦେବତା ଗୁଡ଼ିକ ବ୍ରହ୍ମା ହୋଇପାରିବ 😀😀😀😀
      ଭାଇ ତୁମେ ସବୁ ଶୋଇତନ ଫାନ୍ଦରେ ପଡ଼ିଛ ଶୋଇତାନ ଫାନ୍ଦରେ ପଡ଼ି ପାଗଳ କୁକୁର 🐕 ପରି ହୋଉଛ ବାହାରି ଆସିବାକୁ ଚେଷ୍ଟା କର
      ଭାଇ ସତରେ ତୁମେ ପଶୁ ମାନଙ୍କ ରକ୍ତରେ ଜନ୍ମ ହୋଇଛ ଗାଈ ପେଟରେ ବଳଦ ଷଣ୍ଢ ରକ୍ତରେ ଜନ୍ମ ହୋଇଛ ଏଥିପାଇଁ ତୁମର ବୁଦ୍ଧି ଶୁଦ୍ଧି କିଛି ନାହିଁ ଏଥିପାଇଁ ତୁମେ ଶଇତନ ଫାନ୍ଦରେ ପଡ଼ିଛ କୁକୁର 🐕 ପରି ପାଗଳ ହୋଇ ପାହାଡ଼ ଜଙ୍ଗଲ ଗଛ ବୁଦ୍ଧା ପଥର ମୂର୍ତ୍ତି ସବୁ ପୂଜାର୍ଚ୍ଚନା କରୁଛ
      ଗାଈ ପେଟରେ ଗୋରୁ ଷଣ୍ଢ ରକ୍ତରୁ ଜନ୍ମ ହୋଉଛ
      ଗାଈ ଗୋରୁ ଷଣ୍ଢ ତୁମର ପିତା ମାତା ବାଛୁରୀ ମାନେ ତୁମର ଭାଇ ଭଉଣୀ କୁକୁର ମାଙ୍କଡ଼ 🐒 ତୁମର ମାମୁଁ ବଡ଼ଞ୍ଜ ଛେଳି 🐐 ମଇଁଷି ତୁମର କକା ଅନେକ ପଶୁ ପକ୍ଷୀ ତୁମର reletive 😆😆😆😆

  • @kanhukhosla69
    @kanhukhosla69 หลายเดือนก่อน

    Bahut badhiya upadesh

  • @chitrasentv
    @chitrasentv หลายเดือนก่อน +10

    ଏମିତି ମଧୁର କଥା କେବଳ chiristian ଲୋକ ହି କହି ପାରିବେ

  • @jayabpaska1022
    @jayabpaska1022 หลายเดือนก่อน +4

    ❤❤❤❤ jesus love you

  • @Tabiasmusical13
    @Tabiasmusical13 หลายเดือนก่อน +2

    ଅତି ସୁନ୍ଦର ବାର୍ତ୍ତା Sir

  • @ITZ_Shajan_XD
    @ITZ_Shajan_XD 24 วันที่ผ่านมา

    Hallelujah

  • @kumarphiroj3569
    @kumarphiroj3569 หลายเดือนก่อน

    ପ୍ରଦୀପ ସାର୍ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର କହିଛନ୍ତି ଧନ୍ୟବାଦ

  • @BulubadaraitaBulubadaraita
    @BulubadaraitaBulubadaraita หลายเดือนก่อน +7

    Happy birthday jesus

  • @RamachandraHansdah-k4p
    @RamachandraHansdah-k4p หลายเดือนก่อน +3

    Praise the lord

  • @RanjitSwalsingh
    @RanjitSwalsingh หลายเดือนก่อน

    Thank you sir for your good speach

  • @rangiaflutestar6972
    @rangiaflutestar6972 28 วันที่ผ่านมา

    Bhut vala sir

  • @dhanyabadsirdalai3217
    @dhanyabadsirdalai3217 หลายเดือนก่อน

    ବହୁତ୍ ସୁନ୍ଦର ଭାବରେ କହିଲେ ସାର ବହୁତ୍ ବହତ୍ ଧନ୍ୟବାଦ୍ praise the lord 🙏

  • @MistyHial
    @MistyHial หลายเดือนก่อน +4

    Happy birthday Jesus 🎉

  • @pr.sanatanpradhan8196
    @pr.sanatanpradhan8196 หลายเดือนก่อน +35

    ଯୀଶୁ ଈଶ୍ବର ଅଟନ୍ତି, ଏବଂ ମାନବର ମୁକ୍ତି ପାଇଁ ମନୁଷ୍ୟ ରୂପରେ ଜନ୍ମ ହୋଇ,କୃଶରେ ପ୍ରାଣ ଦେଲେ ଏବଂ ମୃତ୍ୟୁଞ୍ଜୟୀ ହେଲେ। ଯୀଶୁ ପରିତ୍ରାଣ କର୍ତ୍ତା ଏବଂ ପ୍ରଭୁ ଅଟନ୍ତି। ଯେ ବିଶ୍ଵାସ କରେ ସେ ବିନଷ୍ଟ ନ ହୋଇ ଈଶ୍ବର ଓ ସ୍ଵର୍ଗ ଲାଭ କରେ।
    ଖ୍ରୀଷ୍ଟିଆନ ଏକ ଧର୍ମ ନୁହେଁ,ଏହା ଏକ ଈଶ୍ବର ପ୍ରାପ୍ତି ନିମନ୍ତେ ସତ୍ୟ ମାର୍ଗ ଅଟେ।ସବୁ ଧର୍ମ ଗ୍ରନ୍ଥ ଯୀଶୁଙ୍କ ସମ୍ବନ୍ଧରେ ପ୍ରକାଶ କରେ। କିନ୍ତୁ ଧର୍ମ/ସମ୍ପ୍ରଦାୟ ହେତୁ ଯୀଶୁଙ୍କୁ ବୁଝି ପାରୁ ନାହାଁନ୍ତି, ଧର୍ମର ଉର୍ଦ୍ଧ୍ବରେ ରହି ବୁଝିବାକୁ ଚେଷ୍ଟା କଲେ ସତ୍ୟ ଜ୍ଞାତ ହେବ।

    • @pabitra586
      @pabitra586 หลายเดือนก่อน +2

      Jisu jane manisa

    • @The_one_and_onlyyyy
      @The_one_and_onlyyyy หลายเดือนก่อน

      @@pr.sanatanpradhan8196 ଆଜ୍ଞା ଯୀଶୁ ନିଜେ ନିଜକୁ ଭଗବାନ ବୋଲି କହିନାହାନ୍ତି.. ସେ ନିଜକୁ ଭଗବାନ ଙ୍କ ପୁତ୍ର ବୋଲି କହିଛନ୍ତି ( john 5.18)
      ତମେ Christian ମାନେ, ଭଗବାନଙ୍କୁ ପୂଜା ନକରି ତାଙ୍କ ପୁତ୍ରଙ୍କୁ ପୂଜା କରୁଛ.. 😂😂

    • @jhingrajrana9462
      @jhingrajrana9462 หลายเดือนก่อน

      Jisu son of god otherwise nothing, what does say jisu kill and eat meat of every animals this is write

    • @jhingrajrana9462
      @jhingrajrana9462 หลายเดือนก่อน

      If you obey to jisu is the god why are u killing other animals which has not any wrong you all of you giant no any body man

    • @pabitra586
      @pabitra586 หลายเดือนก่อน

      @@jhingrajrana9462 jisu nku kemiti janila bideshi asile boli janila sina

  • @KastuKastuKumar
    @KastuKastuKumar หลายเดือนก่อน +1

    Prabhu jesus Mashi ki Jai ho Amen 🙏🏾🙏🏾

  • @sanandabag-gm5dw
    @sanandabag-gm5dw หลายเดือนก่อน +2

    Satare sir bahuth Sundar bhabare kahuchhanti akatha samate janiba darba 🎉

  • @akashdigal9445
    @akashdigal9445 หลายเดือนก่อน +6

    Jesus Christ is great God of the world 🌎

  • @rameshnayak531
    @rameshnayak531 หลายเดือนก่อน +6

    JAYMASIKI ✝️✝️✝️✝️ AMEN ❤❤❤❤

  • @BhuyanPramila
    @BhuyanPramila หลายเดือนก่อน +2

    ବହୁତ ସୁନ୍ଦର ବାକ୍ୟ ପ୍ରଭୁ ଅପଣଂକୁ ଆଶୀର୍ବାଦ କରନ୍ତୁ

  • @SivaBag-y3n
    @SivaBag-y3n หลายเดือนก่อน +9

    Praise the lord sir
    Merry Christmas 🎄🎁❤

  • @BapunKisku-h7b
    @BapunKisku-h7b หลายเดือนก่อน +1

    Praise the lord Jesus , sir 🙏

  • @ArjunPujari-zy5bx
    @ArjunPujari-zy5bx หลายเดือนก่อน +5

    ଜୟ ଶ୍ରୀ ରାମ ❤❤❤❤❤

  • @BiswaBhusanLima-of9vt
    @BiswaBhusanLima-of9vt 3 วันที่ผ่านมา

    Joy Jisu❤❤

  • @JikaniyaRaito-x1w
    @JikaniyaRaito-x1w หลายเดือนก่อน +2

    ମୋର ବିନୀତ ଅନୁରୋଧ ଏହି କର୍ମ ହିଁ ଧର୍ମ ମୁଁ ଦେଖିଥିଲି ସନ୍ତୁଷ୍ଟ ଏବଂ ହିଁ
    ଧର୍ମ ବିଷୟରେ ଲୋକ ଜାଣିନାହାନ୍ତି । ଏହି କର୍ମ ଫଳରେ ଧର୍ମ ଠାରୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଏହା ଦେଖିଥିଲି ବୋହୁତ ସୁନ୍ଦର । ମହାଶୟ ଉତ୍ତମ ଭାବରେ ଉତ୍ତର ଦେଇଥିଲେ । ସେଥିପାଇଁ ଯୀଶୁ ଖ୍ରୀଷ୍ଟ ନାମରେ ଧନ୍ୟବାଦ ଦିଏ ବୋହୁତ ଭଲ ଲାଗୁଛି ଆହୁରି ଧନ୍ୟବାଦ ଦିଏ

  • @naxiscoyang-chu5219
    @naxiscoyang-chu5219 หลายเดือนก่อน

    ଅତି ଉତ୍ତମ ବାର୍ତ୍ତା

  • @DeepakBabu-f6q
    @DeepakBabu-f6q หลายเดือนก่อน +2

    Press the lord hallelujah ❤❤❤

  • @BaluPelmal-i9c
    @BaluPelmal-i9c หลายเดือนก่อน +2

    Happy Christmas sir,very good advice,God bless you sir

  • @TrilochanPradhan-hw9gu
    @TrilochanPradhan-hw9gu หลายเดือนก่อน +37

    ପବିତ୍ର ବାଇବଲ ରେ ଲେଖା ଅଛି । ଯୀଶୁ ଖ୍ରୀଷ୍ଟ ନିଜେ କହିଲେ ମୁଁ ପଥ ସତ୍ୟ ଓ ଜୀବନ ମୋ ଦେଇ ନ ଗଲେ କେହି ପିତା ଙ୍କ ନିକଟକୁ ଯାଏ ନାହିଁ ।(ଯୋହନ-୧୪:୬) ତାହା ମାନେ ସ୍ବର୍ଗ ଯିବାପାଇଁ ଯୀଶୁ ହିଁ ଏକ ମାତ୍ର ପଥ..... ଆଲୋକର ସନ୍ତାନ ଆଲୋକ ଅନ୍ଧାର ର ସନ୍ତାନ ଅନ୍ଧାର ୨କରିନ୍ଥିୟ ୬:୨୪ ଆଲୋକ ସହିତ ଅନ୍ଧାରର କୌଣସି ସମ୍ପର୍କ ନାହିଁ ।

    • @The_one_and_onlyyyy
      @The_one_and_onlyyyy หลายเดือนก่อน +5

      @@TrilochanPradhan-hw9gu ଆଜ୍ଞା ଯୀଶୁ ନିଜେ ନିଜକୁ ଭଗବାନ ବୋଲି କହିନାହାନ୍ତି.. ସେ ନିଜକୁ ଭଗବାନ ଙ୍କ ପୁତ୍ର ବୋଲି କହିଛନ୍ତି ( john 10:36)
      ତମେ Christian ମାନେ, ଭଗବାନଙ୍କୁ ପୂଜା ନକରି ତାଙ୍କ ପୁତ୍ରଙ୍କୁ ପୂଜା କରୁଛ.. 😂😂

    • @hkwritingmaster1696
      @hkwritingmaster1696 หลายเดือนก่อน +1

      ​@@The_one_and_onlyyyy Tote to bappa ro sampoti mili boni !

    • @The_one_and_onlyyyy
      @The_one_and_onlyyyy หลายเดือนก่อน

      @@hkwritingmaster1696 Already mili sarichhi be

    • @ashiskumarjr307
      @ashiskumarjr307 หลายเดือนก่อน +1

      Tame ସ୍ଵର୍ଗରୁ ତଡ଼ା ଖାଇଥିବା saitan and ta ra ଚେଲା ମାନଙ୍କୁ ଧାରଣ କର ମର।

    • @Inner.divinity
      @Inner.divinity หลายเดือนก่อน

      ​​@@The_one_and_onlyyyyJesus Christ nija ku Ishwar nka eka matra janmita putra kahithile , Ishwar nka putra bhi Ishwar ..jemiti manyush ra putra manyush, Bagha ra chhua Bagha, chheli ra chhua chheli, hati ra chhua hati , semiti ishwar nka eka matra janmita putra bhi Ishwar nka bhalia divya o papa shunya....

  • @DisayaDuburuka
    @DisayaDuburuka หลายเดือนก่อน +3

    ଯୀଶୁହିଁ ପଥ ଓ ସତ୍ୟ ଅନନ୍ତ ଜୀବନ ଅଟନ୍ତି

  • @arttacharan9662
    @arttacharan9662 29 วันที่ผ่านมา

    God bless you paster

  • @SurendraSurendra-ym8mi
    @SurendraSurendra-ym8mi หลายเดือนก่อน

    Thank you sir praise the lord
    God bless you 🙏

  • @jikhangamang
    @jikhangamang หลายเดือนก่อน +4

    ଅତି ସୁନ୍ଦର message sir

  • @MANABODHNAG
    @MANABODHNAG หลายเดือนก่อน

    ବହୁତ୍ ବଢିଆ

  • @banisdharjayasingh3928
    @banisdharjayasingh3928 หลายเดือนก่อน

    Omhi Srishti

  • @RiyazKumar-q1u
    @RiyazKumar-q1u หลายเดือนก่อน

    Dhanyawad sir Prabhu apanku asirbad karantu

  • @rangiaflutestar6972
    @rangiaflutestar6972 28 วันที่ผ่านมา

    God bless you sir

  • @simitirapradhan4331
    @simitirapradhan4331 หลายเดือนก่อน +5

    Praise the Lord sir ପ୍ରଭୁଙ୍କ ନାମ ଗୌରବ ହେଉଁ... ଆମେନ...

  • @UmakantaDigal-l7p
    @UmakantaDigal-l7p หลายเดือนก่อน +2

    Praise the lord Sir

  • @RahulaMallick-zu9fn
    @RahulaMallick-zu9fn หลายเดือนก่อน +2

    ବହୁତ ସୁନ୍ଦର

  • @RusmitaK
    @RusmitaK หลายเดือนก่อน +4

    Yes sir

  • @s.subhasish1432
    @s.subhasish1432 หลายเดือนก่อน +4

    ବହୁତ୍ ସୁନ୍ଦର୍ ଉଦାହରଣ ଦେଇଛନ୍ତି ସାର୍ । ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ 🤲🏻🙌🏻

  • @RebecaToppo-c4w
    @RebecaToppo-c4w 21 วันที่ผ่านมา

    God bless✝️

  • @NewSuperMusicofficial
    @NewSuperMusicofficial หลายเดือนก่อน +7

    ବଡ଼ ଦିନର ଅଭିନନ୍ଦନ ଜଣ।ଏ Happy Christmas ( Suchana tv ) ପ୍ରତିନିଧିଙ୍କୁ '
    କେତେ ଅତି ସୁନ୍ଦର ବାକ୍ୟ କହୁ ଅଛନ୍ତି ଧନ୍ୟ ' ହଳେଲୁୟା hoshaanaa''''''''''''

  • @Pustamhikoka777
    @Pustamhikoka777 27 วันที่ผ่านมา

    ପାପରେ ହଜିତିବା ଲକ ପାଇଁ ପ୍ରଭୁ ଯୀଶୁ ଆଶିଶିତିଲେ ସେ ଏକ ମାତ୍ର ମହାନ ପ୍ରଭୁ

  • @Salukaho-gr3rj
    @Salukaho-gr3rj หลายเดือนก่อน

    God bless you

  • @jubeldalabehera7630
    @jubeldalabehera7630 หลายเดือนก่อน +6

    Happy Christmas 🎉🎉🎉

  • @surendramandangi1137
    @surendramandangi1137 หลายเดือนก่อน

    Ameen 🙏🙏🙏

  • @SandhyaBhuyan-q4k
    @SandhyaBhuyan-q4k 29 วันที่ผ่านมา

    Good news

  • @raghabapradhan7088
    @raghabapradhan7088 หลายเดือนก่อน +4

    Volo kohilo sir aapono thank u God bless u haleluya aamen

  • @binayjatarma2997
    @binayjatarma2997 หลายเดือนก่อน +1

    Good.very nice speech ❤

  • @GobindaMunda-y7t
    @GobindaMunda-y7t หลายเดือนก่อน +1

    Very very thank you sir, happy Christmas

  • @jharanaminichhatria300
    @jharanaminichhatria300 หลายเดือนก่อน +2

    Amen

  • @Aditya-vc3ox
    @Aditya-vc3ox หลายเดือนก่อน +3

    ଭାଇ ଆପଣ ମାନେ ସମସ୍ତେ ଧର୍ମ ଧର୍ମ ହୋଇ ମାଡ ଲାଗି ଅଧର୍ମ ହିଁ କରୁଛନ୍ତି ସବୁଠୁ ବଡ ହେଲା ମାନବିକତା।

  • @MNEWSodishatv
    @MNEWSodishatv หลายเดือนก่อน +4

    Good News ❤

  • @DEOGAMBABU-ub5ff
    @DEOGAMBABU-ub5ff หลายเดือนก่อน

    Jesus is god 🙏❤️ amen

  • @BalabhdraMajhi
    @BalabhdraMajhi หลายเดือนก่อน +1

    Very nice Sir

  • @MismaSunamajhi
    @MismaSunamajhi หลายเดือนก่อน

    JoyJesus for ever.🎉...❤...

  • @bidyasagarpradhan2846
    @bidyasagarpradhan2846 หลายเดือนก่อน

    Tumoro kotha bahut bahut bahut sundar dhanyabad

  • @samuelnayak1373
    @samuelnayak1373 หลายเดือนก่อน

    Praise the lord 🙏

  • @john6382
    @john6382 หลายเดือนก่อน +1

    ବହୁତ ଭଲ ।

  • @jesuscomingsoon2
    @jesuscomingsoon2 หลายเดือนก่อน +3

    Happy Christmas 🙏🎄🎄🌲🌲💐💐💐

  • @balabhadranayak-ey9ki
    @balabhadranayak-ey9ki หลายเดือนก่อน +1

    amen🙏

  • @Suresh-kj7ky
    @Suresh-kj7ky หลายเดือนก่อน +4

    Thans Merry Christmas

  • @bibhupradhan2569
    @bibhupradhan2569 หลายเดือนก่อน

    Yes right ❤❤❤ may God bless you 🎉🎉🎉

  • @TKNayak-yj6ns
    @TKNayak-yj6ns หลายเดือนก่อน +5

    Sir praise the lord 🙏
    ଆପଣ ବଲ୍ ପ୍ରିଚିଂ କରିଛନ୍ତି

  • @GsjsjndjHsjs
    @GsjsjndjHsjs 6 วันที่ผ่านมา

    Very nice

  • @ISAKGAMANGO
    @ISAKGAMANGO หลายเดือนก่อน

    Amene ✝️✝️✝️✝️

  • @raibariaraita8093
    @raibariaraita8093 หลายเดือนก่อน +2

    What a beautiful presentation. .

  • @govindakusulia7741
    @govindakusulia7741 หลายเดือนก่อน

    Thank you sir ❤❤❤❤

  • @dominicka3311
    @dominicka3311 หลายเดือนก่อน

    Believe in Jesus Christ and receive Him then you will be saved from all your sins.
    Jesus is only one way to get Salvation because He is holy God

  • @PremBhatra-y7d
    @PremBhatra-y7d หลายเดือนก่อน +3

    Jisu satiya

  • @subratpanda7712
    @subratpanda7712 หลายเดือนก่อน +2

    ଜୟ ଶ୍ରୀ ରାମ 🙏🙏🙏🙏🙏🌺

  • @jimamallick
    @jimamallick หลายเดือนก่อน +1

    ଏହି ସାର ଠିକ କହିଛନ୍ତି 🙏🙏🙏🙏🙏✝️✝️✝️✝️✝️✝️

  • @ushamisal9919
    @ushamisal9919 หลายเดือนก่อน +1

    Thank you so much suchana TV and acharyaSiry🙏🏻y🙏🏻y🙏🏻

  • @TapaswiniShanti-q1b
    @TapaswiniShanti-q1b หลายเดือนก่อน

    Jay Jagannath

  • @localdanceunit5992
    @localdanceunit5992 หลายเดือนก่อน +1

    Papa ru udhara kariba paein jishu kueari mariyam garbha ru janama nele amen🎉 happy Christmas 🎄🎁🎁

  • @cheemsbazigaming
    @cheemsbazigaming หลายเดือนก่อน +1

    Jesus said I'm truth, way, life
    Amen