ଇସ୍କନ ବାଲା କୃଷ୍ଣଙ୍କୁ ଯୀଶୁଙ୍କ ସହ ତୁଳନା କରନି ! ISKCON shouldn't confuse Jesus with Krishna.
ฝัง
- เผยแพร่เมื่อ 5 ก.พ. 2025
- ଇସ୍କନ ବାଲା କୃଷ୍ଣଙ୍କୁ ଯୀଶୁଙ୍କ ସହ ତୁଳନା କରନି ! ISKCON shouldn't confuse Jesus with Krishna. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our TH-cam Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...
ପ୍ରଭୁ ଆପଣଙ୍କୁ ବହୁତ ବହୁତ ଆଶୀର୍ବାଦ କରନ୍ତୁ
tate Asir bada karantu😂😂😂😂
ବହୁତ ବଡ଼ିଆ ଲାଗିଲା ଆଜ୍ଞା ଆପଣଙ୍କ ସତ୍ୟ କଥା ଶୁଣି। ଜ୍ଞାନୀ ବ୍ୟକ୍ତି ଏହି ଭଳି ହେବା ଉଚିତ୍।
ସଦା ପ୍ରଭୁ ସମସ୍ତଙ୍କୁ ଜ୍ଞାନ ଦିଅନ୍ତି
Prabhu pati topabana
Amen 🙏
ପୁରାତନ ନିୟମ ବହି ଟା ପଢ଼ିଲେ ସବୁ ନିଶା ଉତୁରି ଯିବ
ଧନ୍ୟବାଦ ସାର୍ ଯୀଶୁ ଖ୍ରୀଷ୍ଟ ବିଷୟରେ ଆଲୋଚନା କରିଥିବା ରୁ God bless you sir
❤❤
❤❤❤
ସୁର ଆଜ୍ଞା ଆପଣଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ 🙏
Praise the lord 🙏🙌
Se hindu
😅thau
Praise the lord
ବହୁତ ବହୁତ ଧନ୍ୟବାଦ ସାର୍
ଭହୁତ ଭଲ ଆଜ୍ଞା 👍 ମୋତେ ମନକୁ ଛୁଇଁ ଲା
'ଜେଜେ' ଈଶ୍ୱର ଆପଣଙ୍କୁ କୋଟି କୋଟି ଆଶୀର୍ବାଦ କାରଣରୁ!!!ଯୀଶୁଙ୍କୁ ଉତ୍ତମ ଭାବରେ ଜାଣିଛନ୍ତି 🎉🎉🎉
ଅଜା ଙ୍କୁ କୋଟି କୋଟି ପ୍ରଣାମ ❤❤❤
ବୁଦ୍ଧି ସୁର ଆଜ୍ଞା ଙ୍କ ଠାରୁ ଶିଖ ❤❤
ସୁର sir ଆପଣଙ୍କୁ ପ୍ରଭୁ ଆଶିର୍ବାଦ କରନ୍ତୁ 🙏🙏🙏
ପରମେଶ୍ବରଙ୍କର ଧନ୍ୟବାଦ ହେଉ 🙏🙏
ପ୍ରକୃତ ସତ୍ୟ କଥା ଟେ କହିଛନ୍ତି ❤❤❤❤ ଯୀଶୁ ଖ୍ରୀଷ୍ଟ ପାପୀ ମାନଙ୍କୁ କ୍ଷମା, ପ୍ରେମ,ପରିତ୍ରାଣ, ଅନନ୍ତ ଜୀବନ, ଦେବାକୁ ସ୍ବର୍ଗ ଛାଡ଼ି ଧରା ପୃଷ୍ଠରେ ଅବତରଣ କରିଥିଲେ l❤❤
Au kn krushna bhala lokanku maribaku asithile ki
Au kn krushna bhala lokanku maribaku asithile ki
Sala kan bated au suduribeni
Christianity re bht andhaviswas achhi
ଆରେ କୃଷ୍ଣ ହେଉଛନ୍ ସ୍ଵୟଂ ଭଗବାନ ଙ୍କ ଅବତାର । ଆଉ ଯୀଶୁ ହେଉଛନ୍ତି ଜଣେ ଧର୍ମ ପ୍ରଚାରକ । ଇସ୍କନ ବାଲାଙ୍କ ମତିଭ୍ରମ ହେଲାଣି । ଶଳା କାହାକୁ କାହା ସହିତ ତୁଳନା 😂😂😂😂
Praise the lord hallelujah
Sala Gananga tate Khali mada converted Christian
ସୁର ବାବଙ୍କୁ ମୁଁ ଭାବୁ ଥିଲି ପାଗଳ ଏବେ ଭାବୁଛି ସେ ସତ୍ କଥା କହୁଛନ୍ତି,ଧନ୍ୟ, ଜୟ ଜଗନ୍ନାଥ
Same to you 🎉
@JERAMIYASOfficial ଜୟ ଜଗନ୍ନାଥ
ଜୟ ଶ୍ରୀକୃଷ୍ଣଙ୍କ । ସୁର ବାବାଙ୍କୁ ଧନ୍ୟବାଦ
apana krushna bhakta nuhanti
ସତ କଥା କହିଛନ୍ତି ଅଜା, ଜୟ ଶ୍ରୀ କୃଷ୍ଣ
😂😂
ଧନ୍ୟବାଦ sir ଆପଣଙ୍କୁ ଆଶୀର୍ବାଦ କରନ୍ତୁ,Amen
Amen ❤
ବହୁତ୍ ଭଲ କହିଛନ୍ତି ସୁର ଦାସଙ୍କ ପରିବାର ବର୍ଗ ସମସ୍ତଙ୍କୁ ପ୍ରଭୁ ଯୀଶୁ ଆଶ୍ରିବାଦ କରନ୍ତୁ
ବହୁତ ଦିନ ପରେ ସୁର ଅଜା ଭଲ କଥା କହିଲେ 👍 god blesse you 🙏
ଯୀଶୁ ନାମ ଜୟ ❤❤❤
ଧନ୍ୟବାଦ୍ ନମସ୍କାର ଆଜ୍ଞା ❤🎉🎉
ଏ ମାଗୀହା ଇସ୍କନ ବାଲା ଆମ ସନାତନ ଧର୍ମ କୁ ବଦନାମ୍ କରୁଛନ୍ତି ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ନାଁ ରେ ଲୋକ ଙ୍କୁ ଠକି ଐଶ କରୁଛନ୍ତି ଅଦିନ ରେ ରଥଯାତ୍ରା କରି ଜଗନ୍ନାଥ ସଂସ୍କୃତି ର ଅପମାନ କରୁଛନ୍ତି ସରକାର ଏଇ ଇସ୍କନ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ 🙏🏻
ଜୟ ଶ୍ରୀ ରାମ ❤
@@SudhasmitaDas-im3zi absolutely right 💯💯💯
👍
@@SudhasmitaDas-im3zi bhaiii khallii iskcon balla nuho auu jouane v insta auu kn facebook re jesus ro namore ,gittore noheba reels bonouchanti semane v ethire samil achanti kukuro solla gudako..
@@SudhasmitaDas-im3zi ଇସ୍କନ କଣ କରୁଛି ନ କରୁଛି ତାହା ଛାଡ଼, ତୁ ମଣିଷ ହୋଇ ଆସିଛୁ, ତୁ ଭଲ କାମ କରିକି ଯା. ଯେଉଁ ଶବ୍ଦରେ ଆରମ୍ଭ କଲୁ, ସେଇଟା ପଢ଼ିଲେ ତୋ ଘର ଲୋକଙ୍କୁ ଵି ଲାଜ ଲାଗିବ, ପର କଥା ଛାଡ଼, ନିଜ ଘର ସଦସ୍ୟଙ୍କ ମର୍ଯ୍ୟାଦା ଚିନ୍ତା କର. ଇସ୍କନ ମାଗିହା ହେଉ ବା ନ ହେଉ ତୁ କିନ୍ତୁ ପରମ ମାଗିହା.
धन्यवाद सुर sir आपका ज्ञान युक्त संदेश के लिए.. सब को प्रभु ase बुद्धि de
Bohut volo kotha ❤❤❤✝️✝️✝️🙏🙏🙏
Jai shree Krishna🚩
Jay shree Krishna.🙏😊❤️❤️
Bala krishna gote tira re morigale
କୃଷ୍ଣ ଭଗବାନ 🙏🏻
@@sadhubani1085 ଯେଉଁ ଯୀଶୁବାଦୀ ମାନେ ସୁରଙ୍କ କଥାରେ ଡିଆଁ ଡେଇଁ କରୁଛନ୍ତି , ସେମାନେ କିଛି ଦିନ ଅପେକ୍ଷା କରନ୍ତୁ, ପାଗଳ ସୁର ପୁଣି କହିବ, " ଯୀଶୁ କିଏ ବେ. ଭଗବାନ ଶ୍ରୀକୃଷ୍ଣଙ୍କୁ ବଦନାମ କରୁଛ ଆଁ.... ଥୁ.
Kana proof achi hindu Satya boli? Mu prove Kari dei paribi hindu mithya au Prabhu Jisu Christa Satya parameshwar boli. Lanka setu is fake proved by ASI
@bikramic abe, tu hauchu fake. To ajaa khanti hindu thila, tu mal pai khristian heichu. Koi nan ku baha heichu ki, gandu .
Abe convert haiki asiki amaku kahuchuna kn hindu micha sala 😂@@bikramic
Achhi bhai@@bikramic
❤❤❤ praise the lord 🙏 Amen 💖💖💖
Praise the Lord. ନିଶ୍ଚୟ ଅତି ମଧୁର କଥା କହିଲେ sir.
Jai shree Ram
Hallelujah praise the lord Jaya mashi ki @@Suryanayak_
@@MituDalabehera-jz8wd Jay Shree Krishna 🙏
@@MituDalabehera-jz8wd😂😂😂😂 Jay shree shyam siv ram
@@Suryanayak_ hallelujah hallelujah
ସୁନ୍ଦର ଉପସ୍ଥାପନା କଲେ ସୁର ଭାଈ
ପ୍ରଭୁ ଏମିତି ସମସ୍ତଙ୍କୁ ଜ୍ଞାନ ପ୍ରଦାନ କରନ୍ତୁ
First time sura bhai nka katha thik lagila Jay Jisu ❤🙏
ସୁର ବାବୁ ଏତେ ଦିନ ପରେ ଗଟେ କଥା କହିଲେ ଲକ୍ଷ ଲକ୍ଷ ହିନ୍ଦୁ ଙ୍କ ହୃଦୟ କୁ ଛୁଇଁ ଗଲା 🙏🕉️🙏
ସୁର ଅଜା ଠିକ୍ କହିଛନ୍ତି
Tomo kotha bohuto sundoro lagila bapa ...amen
Praise the lord ❤❤❤❤
✝️♥️ ପ୍ରିୟ ପ୍ରଭୁ ଯୀଶୁ କହିଲେ ମୁଁ ପଥ ସତ୍ୟ ଓ ଜୀବନ ♥️ ଆଦି ଅନ୍ତ ଓ ପୁନରୁତ୍ଥାନ🙏 ଆମେନ୍ 🙏🙏🙏🙏🙏🙏🙏🙏
🎄
🙏ଈଶ୍ୱର ସ୍ଵୟଂ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦି ରଦି ଗୋବିନ୍ଦ ସର୍ଭୋ କାରଣମ୍ କାରଣମ୍ ❤️❤️
କୃଷ୍ଣ ସ୍ଵୟଂ କହିଥିଲେ ମୁଁ ହିଁ ଭଗବାନ୍ ମୁଁ ହିଁ ପରମାତ୍ମା ଏହି ସଂସାରରେ ସବୁ କିଛି ମୋ ଦ୍ଵାରା ହିଁ ହଉଛି ଯେତିକି ସବୁ ପ୍ରାଣୀ ଉଦ୍ଭିଦ ଜଳ ବାୟୁ ଗ୍ରହ ନକ୍ଷତ୍ର ସୂର୍ଯ୍ୟ ଚନ୍ଦ୍ର ମୋ ଦ୍ଵାରା ହିଁ ଚାଲେ ମୁଁ ହିଁ ସଂସାରରେ ପରମାତ୍ମା ବୋଲି କହିଥିଲେ
Thank you sir ❤❤❤
Well said Sura Sir about Jesus the true God
Excellent sir, god bless you
ବହୁତ ଭଲ ଆଜ୍ଞା, ଏଥିପାଇଁ ଲୋକମାନେ ଆପଣଙ୍କୁ ବହୁତ ଭଲ ପାଆନ୍ତି❤❤❤👌👌👌👏👏👏
Praise the lord
😂😂
ସୁର ସାରେ ଙ୍କୁ ପ୍ରଭୂ ଯୀଶୁ ସଦା ସର୍ବଦା ଆଶୀବାଦ କରନ୍ତୁ ତାଙ୍କ ପରିବାରକୁ ପ୍ରଭୁ ଆନନ୍ଦ ରଖିଥାନ୍ତୁ ପ୍ରଭୁ ଙ୍କ ମହା ନାମରେ ଧନ୍ୟବାଦ୍ ଆମେନ
ସତ କଥା ଭଗବାନ ଶ୍ରୀକୃଷ୍ଣଙ୍କର ସହ ଜିଶୁ କୁ ତୁଳନା କରନୀ
Hmmm thik kotha krushnaku Jesunko sohito tulona koriba joma thik nai..
ଆଜ୍ଞା ବହୁତ ସୁନ୍ଦର କଥା କହିଲ ❤
Really Katha Kahicha Sir❤❤❤
Thank you sir 🙏🙏🙏🙏🙏💖💖💖💖😇😇😇😇🙏🙏🙏
ଠିକ, କହିଛନ୍ତି ସୁର ବାବୁ, ଧନ୍ଯବାଦ।
ଆପଣ ଆହୁରି ରାଜନୀତିରେ ଜିତିବେ ❤❤❤❤❤
ଇସ୍କନ୍ ମାନେ କେବେ ଏହି କଥା କହିଥିଲେ ଏମିତି କଥା କେବେବି କହିନାହାନ୍ତି ଆଉ ତୁମେ କେମିତି ଏହି କଥା କହିକି ଆମ ଭଗବାନ ଶ୍ରୀ କୃଷାନ ଙ୍କୁ ଅପମାନ କରିବେ ଏହା ଠିକ ନୁହେଁ
Tume iskon TH-cam account jai dekho jana padiba👈👈👈
th-cam.com/video/nlBvKmZ6ArI/w-d-xo.htmlsi=TL_ObKRIIfoAmpZh
ଜୟ ଶ୍ରୀ କୃଷ୍ଣ , ତତେ ମୋ ବାଳ ଜଣା ସୁର , ଭଗଵାନ ଶ୍ରୀ କୃଷ୍ଣ ଙ୍କ ଠାରୁ ସବୁ ସୃଷ୍ଟି ଯୀଶୁ ବି ସୃଷ୍ଟି, ଶ୍ରୀ କୃଷ୍ଣ ହେଉଛନ୍ତି ସର୍ବ ବ୍ୟାପୀ ଆଉ ତମେ କଣ କହୁଛ
Manash babu tuma mobile no ta dia.
ବହୁତ ଭଲ କହିଲୋ ସୁର ଭାଇ...
Praise the lord ❤❤❤🙏i love you Jesus ❤❤❤
ତୁମପରି କଂସ ମଧ୍ୟ ଭାବୁଥିଲା ଏବଂ ଭକ୍ତ ମଧ୍ୟ କୃଷ୍ଣ ଙ୍କ ଭକ୍ତ, ତୁମେ କଣ କୃଷ୍ଣ ଙ୍କ ସାଥିରେ ଯୀଶୁ କୁ ତୁଳନା କରନି
Hallelujah... praise the Lord sir 🙏🏻🙏🏻🙏🏻
God bless you sura sir ❤❤
God bless you 🙏🙏🙏
Jay shree krishan
Praise God 🙏
ସନାତନ ଧର୍ମ କି ଜୟ ଜୟ ଶ୍ରୀ ରାଧେ କୃଷ୍ଣ
Mu to kohuchi sanatan dharama ki Jaya no houuuu...
Jai jagannath..
@ShreyanshMohapatra-k2v ଆମ ସନାତନ ଧର୍ମ କୁ ଏତେ ଘୃଣା କଣ ପାଇଁ ଭାଇ ଜୟ ଶ୍ରୀ ଜଗନ୍ନାଥ
@jitendrasahoo4757 bhaii se reell dekhilla poree apono v nijoku ghruna koribe...
Karono semane christian to semane nijo bhagavan ro jonmashtomi celebrate koruchanti ta mojhire jaiki bahare etee hal chal mocheillle kn bhabibe ...
Mote to agoruu semiti kichi hounothilla but ebe kn dekhuchi amo hindu bhaii mane jesus namore jouu prakar ro video bonouchanti auu kichi sohi houni ...semane dhiree rohuchanti kohiki kichi houni Jodi semane v sehiporii korithante kn heithanta amo dharma ku...
Seithi paiin tike dukho v rago v laguchi...
Jodi kichi bhull kuhe to I am extremely sorry for that...
Jai jagannath...
@@ShreyanshMohapatra-k2v ଯାହା ହେଲେ ବି ଭାଇ ଆମେ ସନାତନୀ ଯିଏ ଯାହା ଭାବୁ ଆମ ଆରାଧ୍ୟ ହେଲେ ମହାପ୍ରଭୁ ଜଗନ୍ନାଥ। ଜୟ ଶ୍ରୀ ରାଧେ କୃଷ୍ଣ ଜୟ ଜୟ ଶ୍ରୀ ରାମ
@@jitendrasahoo4757 seita apononko bhabona bhaii somostonkoro nuhe seithi paiin amo dharma re ame limit anusare rahille bhalla huonta...
Jai jagannath...
ବହୁତ ସୁନ୍ଦର କଥା କହିଛନ୍ତି ସ୍ୱର sir
Very good 👍 answer 💯🙏🙏🙏🙏
Very very thanks Father
Praise the lord God bless you suro sir
ଯୀଶୁ ଆସି ଭାରତରେ 10 ବର୍ଷ ରହିଥିଲେ ଆଉ ସେ ଜଗନ୍ନାଥଙ୍କୁ ଭକ୍ତି କରୁଥିଲେ ଯୀଶୁ ଜଣେ ସନାତନୀ ଥିଲେ 🚩🚩🚩🚩🇮🇳🇮🇳🇮🇳🧡
Amen 🙏🙏🙏
Jay shree krishna
Thank you lord amen 🙏🙏
ସୁର ରାଉତରାୟ ଯାହା କୁହନ୍ତି କେବଳ ନିଜ ସ୍ୱାର୍ଥକୁ ଆଗରେ ରଖି କୁହନ୍ତି. ଗତ ନିର୍ବାଚନରେ ଏ ନିଜ ପୁଅକୁ ଵି ଗାଳିଦେଲେ ଆଉ ନିର୍ବାଚନ ପରେ ସେଇ ପୁଅକୁ ପ୍ରଂଶସା କରିଥିଲେ. କେବେ ନବୀନଙ୍କୁ ପ୍ରଂଶସା ତ କେବେ ମୋହନଙ୍କୁ. ସୁର ଏକ ରଙ୍ଗ ବଦଳୁଥିବା ଆଫ୍ରିକୀୟ ପ୍ରଜାତିର ଏଣ୍ଡୁଅ.
Chameleon
ଠିକ କଥା କହିଲେ ଜେଜେ ମନ କୁ ଛୁଇଁଲା ପ୍ରଭୁ ଆପଣକୁ ଆଶ୍ରିବାଦ କରନ୍ତୁ ❤
This is true . praise the lord in jises Christ name .God bless you too all❤❤❤
JAYMASIKI AMEN JAYMASIKI AMEN JAYMASIKI AMEN JAYMASIKI ✝️✝️✝️✝️✝️✝️✝️✝️ AMEN ❤❤❤❤❤❤❤
ଗୋଟେ ସାଧାରଣ କଥା ଆଜ୍ଞା, ଆମେ ସମସ୍ତେ ମନୁଷ୍ୟ କିନ୍ତୁ ବୁଦ୍ଧି ବିବେକ ସମାନ ନୁହନ୍ତି ସେମିତି କିଏ କାହାର ଉଣା ଅଧିକ ରହିବ, ତେଣୁ ଯୀଶୁ ଆଉ କୃଷ୍ଣ ତୁଳନା କରିବା ଠିକ ହେବ ନାହିଁ ❤️❤️❤️✝️👌🌹👍
କୃଷ୍ଣ ଅବତାର ନେଇଥିଲେ ପାପୀ ଓ ଦୁଷ୍ଟ ଙ୍କ ବିନାଶ କରିବା ନିମନ୍ତେ କିନ୍ତୁ ଯୀଶୁ ଆସିଥିଲେ ପାପ ରୁ ଉଦ୍ଧାର ନିମନ୍ତେ, ଦୟା , ପ୍ରକୃତ ପରମେଶ୍ୱର ଙ୍କୁ ଜାଣିବା ଓ ତାଙ୍କ ସହ ଆତ୍ମିକ ସମ୍ପର୍କ ରଖିବା ଦ୍ୱାରା ପାପ ରୁ ଉଦ୍ଧାର ପାଇ ହେବ |...
@@Inner.divinityJay sri krisna❤❤❤
Ekdum right 100% God apananku Bless karantu.Apananka ahuri Ayusha Badhu
ମୂର୍ଖମାନେ ଯୀଶୁଙ୍କୁ ଭଗବାନ୍ କହୁଛନ୍ତି,ଯେତେ ଭାଇମାନେ ସବୁ coment କରିଛନ୍ତି ପ୍ରଥମେ ଜାଣନ୍ତୁ ଯୀଶୁ କିଏ, ଆଉ ଖ୍ରୀଷ୍ଟ କିଏ
Bhai kia re tu number tk deuna tamara
Good information sir Super Sir❤❤❤
ସତ୍ୟକୁ ସମସ୍ତେ ଜାଣନ୍ତୁ
ଏହି ମୋର ପ୍ରାର୍ଥନା ।
ସତ୍ୟ କଣ?
@@subhanarayan3158 କୃଷ୍ଣ ଅବତାର ନେଇଥିଲେ ପାପୀ ଓ ଦୁଷ୍ଟ ଙ୍କ ବିନାଶ କରିବା ନିମନ୍ତେ କିନ୍ତୁ ଯୀଶୁ ଆସିଥିଲେ ପାପ ରୁ ଉଦ୍ଧାର ନିମନ୍ତେ, ପ୍ରକୃତ ପରମେଶ୍ୱର ଙ୍କୁ ଜାଣିବା ଓ ତାଙ୍କ ସହ ଆତ୍ମିକ ସମ୍ପର୍କ ରଖିବା ଦ୍ୱାରା ପାପ ରୁ ଉଦ୍ଧାର ପାଇ ହେବ |
@@subhanarayan3158....satya yeha ate...J Prabhu Jisu human flesh re ...earth ku asi thile ...manisha manaku papa ru paritrana deba paie...au se crusha re balidana dele kana History kuhe...jiye crusha re tanka jai maru thile se abhisapta ate boli...aama papa ,aama ra abhisap sabu ru prabhu aama manaku mukta kariba paie o eternal life deba paie...prabhu crusha re balidan dele puni 3 dina re kabara ru uthile..au swarga rahana kale...ta .Bible kuhe jiye prabhu nku biswas kariba j ...mo papa paie balidan dei chhnti..au tanka agyan mani ki chaliba sehi paritrana paiba....Jisu christa hi..satya, atanti...au kehi nuha....ama papa paie se hi balidan deichhnti au kehi nuha..se hi mariki jibita hei chhnti au kehi nuha..eha hi satya ate...
ଯୀଶୁ ସହିତ କାହାକୁ ତୁଳନା କରି ପାରୀବାନି
ଧର୍ମ କୁ ନେଇ କାହିଁକି ରାଜନୀତି କରୁଛ ବେ
Jay ISKCON ଏ ସବୁ srila Prabhupada ଙ୍କର ଅବଦାନ ,ସେ ଖାଲିରେ ସାରା ପୃଥିବି ପ୍ରଚାର କରିନାହାନ୍ତି, ସେ ସମସ୍ତଙ୍କୁ ପରାସ୍ତ କରି କୃଷ୍ଣ ଚେତନା ପ୍ରଚାର କରିଛନ୍ତି ଜୟ ଜଗନ୍ନାଥ 💐💐🌹🙏
Harekrishna Haribool 🙌😂😂
😂
HareKrishna HareRama
ତଥାକଥିତ ଖ୍ରୀଷ୍ଟି ୟାନ ଯୀଶୁଙ୍କୁ ହିଁ ଭଗବାନ୍ ଖ୍ରୀଷ୍ଟ ମାନୁଛନ୍ତି,ଯେମିତି ଆପଣ ମାନେ ସାଇବାବା, ସାରଥିବାବା, କେଶବ ବାବା ଇତ୍ୟାଦି ଇତ୍ୟାଦି ବାବା ମାନଙ୍କୁ ଭଗବାନ୍ ମାନୁଛନ୍ତି,ମୂର୍ଖ ଶାଲେ କିଛି ଜାଣ ତାପରେ କୁହା କାହିଁକି ମୂର୍ଖାମିର ପରିଚୟ ଦେଉଛ
Ame only jagannath nku hi manuchu, auu joumane baba nku mananti semane thaka, but sabu kharap nuhati
ଯେ ନିଜକୁ ଭଗବାନ୍ କହୁଛି ସେ ଖରାପ🙏@@askprasad4554
ଜୟ ଜଗନ୍ନାଥ ଜୟ ଶ୍ରୀ ରାମ 🙏🙏🙏
ତୁ ବେଧ ପିଲା ପଣ୍ଡିତ ଖ୍ରୀଷ୍ଟିଆନ ଜ୍ଞାନ ଦେନା ଆମର ଭଗବାନ କେବଳ ଜଗନ୍ନାଥ ଜାଣିଲୁ କୋଉ ଯୀଶୁ ପେସୁ ଆମେ ଜାଣିନୁ ବେ 😡
King of king only one jesus christ lord
ଆମିନ🙏✝️🙏❤️
Biaa
Nali bia
ବାଣ୍ଡ୍
J s biaa
@KunalRoul-g2d ତୋ ମା ର ଥିଲା ତ ଦେଖିଦେଇଚୁ😅👍
ବହୁତ ବଲକତା କୃଷ୍ଣ ବୋଲେ ଖିୟେ ସେତ ଆମର ପରୀ ଲକ ସିୟେକଣ ପ୍ରଭୁ ସିଏ ପ୍ରଭୁ ନୁହେଁ ଆମର ଯୀଶୁ ରାଜା ମାନଙ୍କ ରାଜାଏଟାମୁ ଜାଣିଛି
କୃଷ୍ଣ 🙏
Dhaynwad Prabhu Apana ku Ashish Dean tu
ଯୀଶୁ ହିଁ ସତ୍ୟ, ପଥ,ଓ ମାର୍ଗ ଅଟନ୍ତି
ତୁ କେମିତି ଜାଣିଲୁ ???
ଦିନ ଥିଲା ରେ ଭାଇ , ତୋର ପୂର୍ବ ପୁରୁଷ ବି ହିନ୍ଦୁ ଥିଲେ , ଧର୍ମ ପରିବର୍ତ୍ତନ କରିଦେଲେ କଣ ହବ ।
ତୋର ଭିତରେ ଥିବା ସେ ହିନ୍ଦୁ ର ରକ୍ତ କଣ ବଦଳି ଯିବ କି .....???
@@Babubhaipatrapurbo puruso andharo re thile ebe Mangata Bhai aluore achanti ethire asubidha kon houchi apononkoro??apono b andharo chadi aluoku asontu💐
@Babubhaipatra ଆମ ବାପା, ମା ମାନେ କୁକୁଡ଼ା, ଛେଳି, ମେଣ୍ଢା ବଳି ଦିଅନ୍ତି ହିନ୍ଦୁ ମାନେ ନୁହେଁ । ଆମ ଅଞ୍ଚଳ ର ପାତ୍ର ଲୋକ ମାନେ ମନ୍ଦିର ଯାଆନ୍ତି ନାହିଁ
@@MangataJarika-xe5td ମୁଁ ବି ମନ୍ଦିର ଯାଏ ନାଇ କି କୋଉ church ବି ଯାଏ ନାଇ ।
@@prabadhdas7213 କିଏ ଅନ୍ଧାରରେ ଅଛି କିଏ ଆଲୁଅ ରେ ଅଛି ,, ସେଇ କଥା ଯୀଶୁ କରି ପାରିବେ କି ତମର ସେ paster ନିଷ୍ପତି ନେଇ ପାରିବେ ନାଇ ।
ମଣିଷର ଧର୍ମ ତାହାର କର୍ମ ଉପରେ ସୀମିତ ।
ପାପ ର କ୍ଷମା ନହିଁ , ଯଥା ମର୍ତ୍ୟ ମଣ୍ଡଳେ ଜାତ ହୋଇ, ଦେବତା ହେଲେ ବି ମରଇ ।
ପାପ ଯଦି କ୍ଷମା ଥାନ୍ତା , ସମସ୍ତେ ପାପ କରନ୍ତେ , କାହା ପାଖରେ ଦୟା ନ ଥାନ୍ତା ,,, କାହା ପାଖରେ ପରିବାର ପ୍ରତି ଚିନ୍ତା ନ ଥାନ୍ତା ।
ଜୟ ଜଗନ୍ନାଥ
Thank you sir
Right sura babu
God bless you sir
Good bless you🙏sir
Budhimontha satya
Jay Sri Krishna...
✝️God Bless You✝️ AMEN ✝️
ଯୋହନ-14:6-ଯୀଶୁ ତାହାଙ୍କୁ କହିଲେ, “ମୁଁ ପଥ, ସତ୍ୟ ଓ ଜୀବନ; ମୋʼ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ।
Coret sir thank you
Excellent 👌👌👌 sir ❤❤❤
Thanks 👍👍🙏
ସବୁ ଭଗବାନ୍ ଏକ ରୂପରେ ଅନେକ ❤️
Praise the lord sir God bless you sir