ମୋ ବସ ପରେ ଆହାର କେନ୍ଦ୍ରର ପାଳି | ଆଉ ୫ ଟଙ୍କାରେ ମିଳିବନି ଆହାର !
ฝัง
- เผยแพร่เมื่อ 8 ก.ค. 2024
- ମୋ ବସ ପରେ ଆହାର କେନ୍ଦ୍ରର ପାଳି | ଆଉ ୫ ଟଙ୍କାରେ ମିଳିବନି ଆହାର !#dinankatv #mobus #aharakendra#odishabjp #mohanmajhi #cmo #cmodisha #bjpgovt #bjpodisha #naveenpatnaik #5rupess #food #laxmibus #mukhyamantri #odianews #latestupdate #colourchallenge #odia #dinankatv DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.
ବନ୍ଦ କଲେ କିଳା ନେବେ
ଭଲ ବିକଳ୍ପ ଆସିବ.... ସେଥିପାଇଁ ତ ବିଜେପି ସରକାର ଅଣାଗଲା
Orange color karahebo😂 tume bjd Bala market ru Burnol kiniki rakhithao. Color politics bjd start karithila ebe tuma bidya tuma upare apply karaheba
Amba ,orange miliba 😂
Se pela ta karibo gareebo ku lootivo @@rranjitsahu2131
Chalibata nama kn nebe
ନବୀନ ପଟ୍ଟନାୟକଙ୍କ ସବୁ ଯୋଜନା ବହୁତ ଭଲ
Naveen sir nka ଯୋଜନା ବହୁତ୍ ସୁନ୍ଦର ଜୟ ନବୀନ ପଟ୍ଟନାୟକ ସାର୍ ❤❤❤❤❤
ନବୀନ ଯୋଜନାକୁ ବନ୍ଦ୍ କରିବାର ସାହାସ BJP ପାଖରେ ନାହିଁ। କେବଳ ରଙ୍ଗ ମାରିବେ, PRICE ବଢିବ। ବନ୍ଦ୍ କଲେ BJP ନେବା ବ୍ରହ୍ମ କିଳା ।😂😂😂। ଜୟ ନବୀନ
Hn bhaiya ji 😂😂😂😂😂😂
BJP Hatao😊
Aau bjd bala jitiba sabu neta arrest hebe ed lagai
ନୂଆ କିଛି ଯୋଜନା ନ ଆଣି ନାମ ପରିବର୍ତ୍ତନ କରିବାରେ ଲାଗିଛି ,କଣ୍ ନବିନ ଯୋଜନା ର ନାମ ପରିବର୍ତ୍ତନ ପାଇଁ ଲୋକେ ଭୋଟ ଦେଇଥିଲେ
Kichi Bodhi nahi para
ଜlଗୋ ଭାଇ ଜlଗୋ
Kahi jagibu
24 varsh hela Jagunnathila abe ja gussa
😅@@sanghamitradas371
ଆଜି ମାସେହେଇଚି ହେଲେ ଲୋକମାନେ ୨୫ ବର୍ଷର ସରକାର ସହ ତୁଳନାକରୁଛନ୍ତି 😂 ନଇ ନ ଦେଖୁଣୁ ଳଙ୍ଗଳା ହେଲେଣି ଧର୍ଯ୍ୟ କାହାରବି ନାହିଁ l
Sarkar hatiba odia lokanku hairan kale
Jago grahak jago
Cm Mohon majhi ranga badala sarakar
BJP ହଟ।ଓ ରାଜ୍ୟ କୁ ବଞ୍ଚାଅ।
ରାଜ୍ୟ ପରିବହନ ନିଗମର ବସ୍ ସବୁ ପୁରୁଣା ଦିନରେ କମଳା ବା ନାରଙ୍ଗୀ ବା ଗେରୁଆ ବା ଅରେଞ୍ଜ୍ ରଙ୍ଗର ଥିଲା । ଆପଣ ସବୁ ମନେ ପକାନ୍ତୁ ୧୯୭୫ ରୁ ପ୍ରାୟତଃ ୨୦୦୦ ମସିହା ମଧ୍ୟରେ ଚାଲୁଥିବା ସରକାରୀ ବସ୍ ମାନଙ୍କ ବିଷୟରେ । ସେହି ବସ୍ ସବୁରେ ଯାତ୍ରା କରିଥିବା ଯାତ୍ରୀମାନେ ମନେ ରଖିଥିବେ ନିଶ୍ଚୟ । ସୁନ୍ଦର ବସ୍ ରେ ପୁଁଙ୍ଗୀ ହୋର୍ନ ବାଜୁଥିଲା । ବସ୍ ରହିବା ପାଇଁ ଭିତରେ ଘଣ୍ଟି ଠିଁନ ଠିଁନ ବାଜୁଥିଲା । ନଡ଼ିଆ କତାର ସିଟ ସବୁ ଥିଲା । ପରେ ପରିବର୍ତ୍ତନ କରି ଅଲଗା ରଙ୍ଗ ହୋଇଥିଲା । ଏବେ ପୁଣି ଆଉଥରେ ନାରଙ୍ଗୀ ରଙ୍ଗ ହେଲା । ସବୁଜ ବି ସୁନ୍ଦର ଦିଶୁଥିଲା ଓ ନାରଙ୍ଗୀ ରଙ୍ଗ ବି ସୁନ୍ଦର ଦିଶୁଛି । ବସ୍ ତ ଚାଲୁଛି । ସମସ୍ତେ ଖୁସି । ଆହାର ତ ସମସ୍ତଙ୍କୁ ଆବଶ୍ୟକ । ଏହା ଚାଲୁଛି, ଓ ଚାଲିବ ।
ନା ଭୁଲ କଥା ତାହା ଲାଲ ରଙ୍ଗର ଥିଲା
Bhae Sabu thhiki chalichhi kintu keteta bhadua news o loka Mane tikia pagal heuchhanti
100 cr. Re new development heiparithanta... Color re kn achii.... Sadhe. Change kale kn waif aukahar heijibani😂 bjd 💚
ଆମେ ମନେ ରଖିଛୁ ଭାଇ ଆଉ ଏଇଟା ବି ମନେ ରଖିଛୁ.. ଡାଲି କିଲୋ 4 ଟଙ୍କା ଥିଲା ଆଉ ଆଳୁ 50 ପାଇଁସସ ଏବେ ମୋଦି ଦେବେ ତ ସେଇ ରେଟ ରେ.. କହୁନ. କୁହ
ସରକାର ଜନତାଙ୍କୁ ଭୂୟାଁ ବୁଲାଇ ବାରେ ବ୍ୟସ୍ତ ଗାଟିଏ ପରେ ଗାଟିଏ କଥା କହୁ ଛନ୍ତି ହେଲେ ଗାଟିଏ ବି କାମ କରି ନାହାନ୍ତି
ଏଇଟା ପରମ ବେହିଆ ଟା ଯାହା ଦେଖାଯାଉଛି ?
Bjp sarkar darkar nahi
Aahar ro menu change korontu ..
Aau 20/- korontu . Pl 1curry,1 veg fry add korontu....
bhai tu hotel ru khaunu.. tama manka lagi ahara kendra nuhe..
Laxmi thu bada Mukhya mantri...sethi pain naa change kari dele.......Baah re sarkaar.....
BJP ମାନେ ଜନ୍ଦା ଗୋଡ଼ରୁ ଗୁଡ଼ ଆଣି ନିଜେ ବଞ୍ଚିବା ଆଉ କାହାକୁ ଦେବାନି, ଖାଲି tax ଲଗେଇ ଲଗେଇ ଅମ୍ବାନୀ, ଆଦାନୀ କି ଦେଇ ସବୁ ସରକାରୀ ସଂସ୍ଥା କୁ privatisation କରିବା.................. ଖାଲି ଦେଖ ସେ 75yr ଚାଲିଥିଲା ଏ 15yr ରେ କେତେ development କରୁଛି, ଖାଲି BJP ବାଲାଙ୍କ ପୁଷ ମାସ ଆଉ ସବୁ ସର୍ବନାଶ
ତୋ ଭଲି ମୁର୍ଖ କୁ ଆଉ development ଦେଖାଯିବ କି
@@rranjitsahu2131 ଆରେ ବିଜ୍ଞ ମହାଶୟ, ଆଜି ତମ ଭଳି ଲୋକଙ୍କ ପାଇଁ ଅନ୍ୟ ମାନେ ଭୋଗୁଛନ୍ତି, ମୁଁ କୌଣସି ପଲିଟିକାଲ ପାର୍ଟି ର ନୁହେଁ ତୋ ଭଳି ଅନ୍ଧ ଭକ୍ତି, ବାଜପେୟୀ ଅମଳରେ ଯଦି ତୁ ଜନ୍ମ ହେଇଥିବୁ, ବା ତୋ parents' ଙ୍କୁ ପଚାର କେତେ ସୁନ୍ଦର ଦିନ ଥିଲା। mental ଭଳି 500/1000 ପାଇଁ କାହିଁକି commet କରୁଛୁ
ଠିକ୍ କହିଛନ୍ତି ସାର ବହୁତ୍ ଭଲ ଲାଗିଲା
Odia loka jagare ..puni thare naveen pattnaik nku ana ..nahele e sarkar ama odisha ku bikidebe
ବସ୍ ର ରଙ୍ଗ ନିଲ୍ ହେବା ଦରକାର। BJP party ନିଜ ରଙ୍ଗ ଦେଇଛି।
ଏଠା ସବୁ ରଙ୍ଗ ବଦଳିବ କେବଳ
BJp ର 5 ବର୍ଷ ପାଇଁ
ଫାଲତୁ ସରକାର ର ଆଉ କାମ କଣ କି,ଖାଲି ରଙ୍ଗ ବଦଳାଇ,ସ୍କୁଲ ଡ୍ରେସ୍ ବଦଳାଇ ଟଙ୍କା ଗୁଡ଼ିକ ସାରୁ
BJP JEALOUS ABOUT THE POPULARITY OF SRI NAVEEN PATTNAIK
ମାଗଣା ଯୋଜନା ଏବଂ subsidy ବନ୍ଦ ନ ହେବା ପର୍ଯ୍ୟନ୍ତ ଆମ ରାଜ୍ୟରୁ କିମ୍ବା ଦେଶରୁ ଦୁର୍ନୀତି ହଟିବ ନାହିଁ।
Right , ମାଗଣା ଯୋଜନା ବନ୍ଦ ହେବା ଦରକାର
ରଙ୍ଗ ସରକାର
BJD PURI JAGANNATH MANDIR AU SAMALESWARI MANDIR PARIKRAMA PRAKALPA KARICHHI TAKU B BADALEI DAU B J P BALA TAMAKU AU KICHHI DEKHAJAUNI B JD PILA JANAM KARIBA BJP TAKU KHELEIBAKU BHALA LAGUCHHI
ମାଗଣା ଆହାର କେନ୍ଦ୍ର କରାଯାଉ,
Navin sarkaar to sabutoka ranga maritthile setebele aapankautgi thile
ମାଗଣା ଆଉ BJP...ଭୁଲିଯା😅
Jojana bandaa hele b j p jiba
Wheather free food or begger food,stop it immediately.
Bjpkharap sarkar
ହଉ ତମେ ଖାଲି ନବୀନ ବାବୁ ଙ୍କ ଜିନିଷ ରେ ରଙ୍ଗ ମାରି 5 ବର୍ଷ କାଟେ ବାପା ପଇସା ଖର୍ଚ୍ଚ ହେଉଛି
ବନ୍ଦ ହେଲେ 5ବର୍ଷ ପରେ bjp ର ଆଉ ନା ନ ଥିବ
Old is gold. So the bus colour should be red and white in the early period 1980 to 90; Odisha Transport Corporation OTC.
AAHAR SHOULD BE 20 rupees . No discount
ରଙ୍ଗ ପରିବର୍ତନ ପାଇଁ ଯାହା ଖର୍ଚ୍ଚ ହେଉଛି ସେ ଟଙ୍କା କେଉଁଠୁ ଆସୁଛି. ଏହା କେବଳ ନିଜ ଦଳର ଡିଣ୍ଡିମ
ଓଡ଼ିଶା ନବୀନ ପାଣ୍ଠି
Pandian kaha paisa re helicopter re bulu thila aau kharcha 60crore tk kuhantu
Majhi mahaji banei gehubu jadi natangi kale
Durbal sarkar.
ଆମ ରଙ୍ଗ ମର ମନ୍ତ୍ରୀ ଆପଣ ମାନେ ଖୁସି ତ ଏମିତି ପାରିବର୍ତ୍ତନ ଚାଲିଛି 5 ବର୍ଷ ରଙ୍ଗ ମାରି ନାମ କରଣ କରି କାଟି ଦେବେ 🤣👌❤
Ranga sarakar..😂😂😂
ମୋହନ ସରକାର ଆହାର କେନ୍ଦ୍ରରେ ରଙ୍ଗ ନ ମାରି, ଭାତ ଡାଲମା ବଦଳରେ ସପ୍ତାହରେ ଥରେ ଅଣ୍ଡା ଦେବା ପାଇଁ ଯୋଜନା କରାଯାଉ
Naveen patnaik ku voot Delanahi ihade mara
Banda Sarkar. Chaula rang kara
Se au kana kari pariba
Laccmi bus profit pain nunhe loko nka subidha pain heithila ,sabuthire profit khojile habani, bjd sarkar a sabu ama tax ru kichhi tanka rakhi lokonka kamare lagauthila, loko bujhiparileni 😢😢😢😢
Nabin sarakaar kichhi karini karini kahuthibaa loka dekha ..........✍️
Jiye Naveen bhala kam karichhi kahuchhanty semane bjd ku vote deichhanty jiye BJP bhala karichhi kahuchhanty semane BJP ku vote deichhanty Naveen jaha karichhanty 25 Barsa re sabu karichhanty aau 5 barsa bhitare ate sabu jojana kau sarkar b kariparibeni BJP b besi barsa sasana re rahile se b Amit kete karichhi kahibe aau Gujarat b jaha bhala karichhi kahuchhanty long time sasana re rahiba jogun
😢😢😢😢😢 ame Mane maribu ...garib Ku kia pachare ..
Gachhar ra patra ranga sabuja takubi badalei diantu?? Badalei paribe... 😭
ଆହାର କେନ୍ଦ୍ର ର ଖାଦ୍ୟ ପାଞ୍ଚ ବଦଳରେ 10/- ହେବା ଉଚିତ | ଲକ୍ଷ୍ମୀ ବସ ସେହି ରୁଟ ରେ ଚାଲିବା ଉଚିତ ଯେଉଁ ରୁଟ ରେ ଯାତ୍ରୀ ହେଉଛନ୍ତି | ବସରେ ଦୁଇ ଜଣ ଯାତ୍ରୀ ଥିବେ ବସ ଚାଲିବ? ଏହା ହେଉଛି ଚାରିଣୀ କିଆ ସାମ୍ବାଦିକ ଙ୍କ ମତ |
10 kn pain re mg
Kain 50 karuna ...gariba Mane kuade jibe tuma gharaku
@@prabhatkumarpradhan3370 ଆରେ ମଘୀୟା ତୋ ଘରକୁ ଯିବେ ରେ ମାଦର ଚୋଦ |
ବସ ରେ ଲୋକ 2ଜନ ବସ ଚାଲୁଛି ପୁରୀ ଜିଲ୍ଲା ପିପିଲି ରେ ଆ ମାଘିଆ ଦେଖିବୁ କେତେ ଲୋକ ଶାନି ହଉଛି କୋଉଠି ଦରକାର ଚାଲୁ
ଆରେ ଭାଇ 10କାଇଁକି 50ଟଙ୍କା କରୁନାହାନ୍ତି କିଏ ମନା କଲା ଯେ. କିନ୍ତୁ ଟିକେ ଦେଖିକି ବଢ଼େଇବ ନ ହେଲେ ଆରଥରକୁ ପେ.. କଟିଯିବ ବିଜେପି ର ମୋ କଥା ଟିକେ ମନେ ରଖିବେ...
Livelihood Mission, Mission Shakti ku pura band Kari nua ru start Kariba ku uchit Tata Power ku bhi Odisha ru Tata by by khiba ra time aasi gala
ଦେଖାଯାଉ ଆଉ କେତେଦିନ ରଙ୍ଗବୋଳା ନବକଳେବର ଚାଲିବ?
ପ୍ରତ୍ୟକ ଜିନିଷ ଉପରେ ଦରବୃଦ୍ଧି କେବେ କମ ହେବ? ସେ ଉପରେ ନବକକେବର ପାଇଁ ଦୃଷ୍ଟି ଦିୟନ୍ତୁ
Jumla sarkar Bhai sabu bekaar okay ❌💯
BJP odisharea chalibani
More Rs 10/_ not stop
ଏ ସରକାର କେବଳ ରଙ୍ଗ ବଦଳା ସରକାର ୫ବର୍ଷ ଯାକ ଏମିତି ପଳାଇବ କିଛି ବିକାଶ ମୂଳକ କାର୍ଯ୍ୟ କରିପାରିବେ ନାହିଁ
Next time dekhaibu... election re
ranga paribartan hele Rs - kamibaki
mohon majhi indyrect nija nanare bus na delani
ଏଇଟା ଗୁଟେ ନିଉଜ
ନା ମନମୋହନ ଆହାର କେନ୍ଦ୍ର ହେବ
5 rs re transport tik nuhn atleast 10 rs nia jau...loss hle sarkar anibe kouthu
Bhala heba loke BJD Govt jetik subidha pauthile aai bala paibe sikhya chakiri dekha reporter babu ebe student sabu form pay karibe,kete chakiri debe dekha,
Nabin Pattnaik ra sange saman hebaku hele pachas barsa lagiba
Sarkar hatao Odisha ru
sab centre kaa direction.
Mutton chicken ad karanti chiken 10 tanka mutton 20 tanka
Naveen patnayak jindabad.bjd jindabad
Laxmi bus ru komda bus naa hela
ଭାଲତୁ କଥା
5rs meal ku minimum 20rs kariba darkar
ଲଷ୍ମ ବସ୍, ଯତି
# comback nabin sarkar
ଆହାର କେନ୍ଦ୍ର ବନ୍ଦ ହେଲେ ମାଡ଼ ଖାଇଵେ
Tame Tama kamra kebala no nbin odisha only sir jagannath odisha
Sei ranga thile kana batha hauthila ki
Banda sarkar. Ranga mara sarkar
Thik katha kahile bhai...
Next time BJP asibani....
Au b.j.p ra nua jojona kichi nahi
Bjp sarkar darkar nai BJD good
jaha kar 5 year aau gerua rahiba nahi
5 five years ପରେ BJD ରହିବ ନାହିଁ
Michha sarkar bjp sarkar
Kichi kari paribe nahi BJP sarkaar.. Michua sarakaar "bekaar"... Tu kana karubu ame dekhubu...
Magana khia magana khaiba chada,kama kara Paisa rojgar kara❤❤❤❤
ହ ତୁ ଆମ ରାଜ୍ୟର ଗୋଟେ ବାଳ କୋଟିପତି ଟେ ତ,ତୋର କିଛି ଅଭାବ ନାହିଁ,ଗରିବ ଲୋକଟେ ହସ୍ପିଟାଲ ରେ ପଡ଼ିଲେ ତାର family 5 ଟଙ୍କା ମିଲ୍ ଖାଇ ବଞ୍ଚି ଯାଉଥିଲା,ତୁ ଶଳା ଯେତେବେଳେ ଭୋଗିବୁ ତୋ କୋଟିପତି ଗିରି ଛାଡିଯିବ,😂
ଆହାର କେନ୍ଦ୍ର ବନ୍ଦ କରାଯାଉ ।
Tor karta jauchhi Tora bapa dauchhi sala
ଖା ଏଥର ଖା । ଖାଇ ଖାଇ ନବୀନଙ୍କୁ କିଳା ଖୋଇଲ । ଏବେ ନିଜେ କିଳା ଖାଇବ । ନାମ ନବ । ଯିବ କୁଆଡେ । ପ୍ରଭୁ ପ୍ରଭୁ । ରକ୍ଷା କର ।
Cm kan tanka ghara paisa re bus kichhanti ta na kain rahiba
Mohan Majhi chalei thila bus
Rangabadalabadhangabadaleba
Sabu bada loka khauchanti
Ama mahon majhi odisha ku ranga re badalai debe , ebe unka pakhare kama kichi nahi sabutao Nabben sarkar Kari diechi au konta karibar achi , abe odisha ku modi sangare lutibar samaya ashichi !
ଓଡ଼ିଶାର 2nd ବୃହତମ ବ୍ଲକ ରେ ଗୁଟେ ଆହାର କେନ୍ଦ୍ର ନାହିଁ ସରକାର
Bjp ku kanpai bhadela kuha sir
CSR fund re naveen pattnaik aahar yojana karithile.
Taku band kara najau...bahut loka bhoka re marijibe
Nabin😂
Sabhu project re nua Loko maane ra recruitment haba uchit aau sabhu Purna kaamo karithi BJD ra Loko maane ku Tata by by kahiba uchit
ମୁର୍ଖ ଓଡ଼ିଆ କହିବେ ଆମେ ବସିକି ଖାଉଥିଲୁ,ଏବେ ଆଉ ଖାଇ ହେବନି । BJP ସରକାର ଖରାପ । ଯୋଜନା ଏମିତି ହଉ ଯୋଉଥିରେ ରାଜ୍ୟ ବି କ୍ଷତି ନାହାଉ ।
ଆରେ ଭାଇ ତମ ସରକାରଙ୍କୁ ପଚାର ଆଉ ପାଣି ନାହିଁ ରାଜ କୋଶରେ ଟିକେ ତମ ମୋଦି କି ପଚାର.. ଯାହା କହିଥିଲେ.. ଆଉ ଦେଇ ପାରିବେନି ଲୋ ଧନ 😘😘😘😘😂😂😂😂
@@dipakking2121ଓଡ଼ିଶାର ରଜକୋଶ କୋଉ ଫୁଲ ଅଛି କି ଦେଖିନିଆ ।ଭାରତ ର ରଜକୋଷ ଅଛି କି ନାଇ ତମେ GDP ru dekhinia
ଆରେ ଭାଇ ମନେ ରଙ୍ଗ ଦୋକାନ ବି ଗୋଟେ ଖୋଲି ଦବ ସେ ଆହାର କେନ୍ଦ୍ର ରେ ଭଲ ବେପାର ହବ ମୋଦି ର 😂😂😂😂😂😂
Aabesallamohansarkar. Tamegandicallakinakari. Bussebaaharasebaramenufestchangekarilokankuaahuribhalasubidhadi. Anahellesarkar chhadapublictatillekanahuajNichanamohansarkar. Jadipartybesichuduhuatahelleamereelectionkaribu. Isthat-learsp
କିଛି ତ ଗୋଟେ କର ନୂଆ ମନ୍ତ୍ରୀ ନା ମୋଦି କିଛି ଆଦେଶ ଦେଇନାହାନ୍ତି 😅