@@rojalinjyotish901 right bhuta bhi jadi achanti bhagaban bhi achanti Jau mane bhagwan ku biswas karunahanti segura jou dina jibana re kebe bhi thare tie hele buta dekhibe bhagwan upere biswas karibe nahele Pura upuru ku gale janibe ao bhagwan bhuta achanti ki nahi
If that is not realy ghost go and visit in that jungeel just for one day night. Then you will come to know is that reality or fake. becouse they had been set up there since 1999 in rural aria they know what is there what is not? For speaking is very easy everybody can muck juck.
Bhai eka thare kaunasi jangala ku kimba masani ku jao rati Sara buliba janipariba bhuta achhi ki nahi .....Tamara Sabu confuse dura heijiba....all the best
Thik emiti pic amo gan toka mane gote rati re feast kariba pain gote jaga ku jaithile .....jane photo utheithila camp ra pachha pate kie gote chhida heichi taku dekhile daralagiba
1.Ghost is nothing but a hallucination. 2. Its a matter of humour that Ghosts are always female with white uniform. 3. As it is jungle there might be animals like Monkey, Palm Civet (Salia Patani in Odia) and other cat like animals. The eyes of most cats tend to glow bright when light put on it. The specific glow color varies based on the animal and amount of light puts on it. Bears are also used to eat Mahul Flowers. 4. Don't panic. Be positive. 5.Create awareness amongst people not to believe such things.
Bhai bhuta lock down manuni sethipanie kebala bhuta Ku dhariba panie emane bolu thile finally bhuta Dhara padigala au e duhinku dekhili dariki paleila au
I believe in my Bhagwat Geeta:: " ଆତ୍ମା is pure , devine ,bright , ଆତ୍ମା ପରମତ୍ମଙ୍କ ଅବତାର,it's transfer from one body to other."🤔 Bhagwat Geeta is lying or these people are lying.
Actually people are lying......dekhiba pain akhidarkar.....kama kariba pain hata darkara....AAU bhabiba pain brain darkara.....but atma deha tyaga kola pore asabu asila kuadu......atma Bina akhi re kemiti dekhi pariba......Bina brain re kemiti bhabi pariba
ଠିକ କହିଲ ବ୍ରୋ😂 ଗୀତା ରେ ଯାହା କୁହାଯାଇଛି ସେସବୁ ଶହେ ପ୍ରତିଶତ ସତ। may be se bhuta body ru body ku transfer marila bele batare mutibaku halt marithiba au ei dui toka taku disturb kale. se bichara pose deiki paleila
Otv ସେଠିକୁ ଜାଇ ଗୋଟେ ରାତି ରହି live ଦେଖାଉ ଘଟଣା ର ସତା ସତ୍ୟ ଜଣା ପଡ଼ିବ
Right
Jodi bhuta haithhiba otv asiba boli kon se dekhai heba ta time re dekha debo tikiye hele budhi nai bhai
Yes
Bhuto kn daily asibo ki
Bhai Amara right Katha Kahi chanti
ଆଜ୍ଞା ଦୁନିଆର ସବୁଠାରୁ ବଡ଼ ଭୁତ ହେଉଛି ଆମେ ବଞ୍ଚିଲା ମଣିଷ 🙏
Right 😝😝
@@rojalinjyotish901 right bhuta bhi jadi achanti bhagaban bhi achanti
Jau mane bhagwan ku biswas karunahanti segura jou dina jibana re kebe bhi thare tie hele buta dekhibe bhagwan upere biswas karibe nahele
Pura upuru ku gale janibe ao bhagwan bhuta achanti ki nahi
@@rojalinjyotish901 tor bhagwan Naina re Bhai lapata ache ja khuji aan
Right 😂😂😂
right
ଦୁନିଆ ରେ ଭୁତ ନାହାନ୍ତି ବୋଲି ଯିଏ ଭାବୁଚ
ଭଗବାନ ଅଛନ୍ତି ବୋଲି କେମିତି ବିଶ୍ୱାସ କରୁଚ
ଦୁନିଆ ରେ ଯେମିତି ଭଗବାନ ଅଛନ୍ତି
ଭୁତ ମଧ୍ୟ ଅଛନ୍ତି
ଆରେ ଭାଇ ଖରାପ ଭାବିବ ବନି please...
ଦୁନିଆରେ ଭୁତ ପ୍ରେତ କିଛି ନାଇଁ ରେ ଭାଇ
ତୁମେ ଯାହା କହୁଛ ଭଗବାନ ଯଦି ଅଛନ୍ତି ଭୁତ ମଧ୍ୟ ଥିବେ
ଅସଲ କଥା ହେଲା ଭଗବାନ ବି ନାହାନ୍ତି
ସେ ତ ନିରାକାର ବ୍ରହ୍ମ ଯାହାର ଆକାର ନାହିଁ କଳ୍ପନା ମାତ୍ର ତାଙ୍କୁ ଦେଖି ହୁଏନି ଖାଲି କଳ୍ପନା କରିହୁଏ
ପିତା ମାତା ହେଉଛନ୍ତି ଆମର ଭଗବାନ (ଦେବତା ) ଯିଏ ଆମକୁ ସୃଷ୍ଟି କରିଛନ୍ତି ଏ ଦୁନିଆ ଦେଖେଇ ଛନ୍ତି
Same thought here.
@@jaykalkiavtar732 try to be practical
@@AB-ik2qy ok sior
Bhuta Jadi thanta jeun maane murder karuchhanti semanakun mari dianta . Jail jibaku padanta nahin
Video ଦେଖି ଯେତିକି ଡର ଲାଗୁନି,sound suni ତାଠୁ ବେଶି ଡର ଲାଗୁଚି 😂😂 ଭାଇ
sate na kn?
Ok good
Sound ଶୁଣିକି ଡର କମ୍ ହସ ବେଶି ଲାଗୁଛି 😂🤣😂🤣
😂🤣😂😂😂
Hnn bhai 😂
ଏମାନେ ଭୂତ ଦେଖିକି ଫଟୋ ଉଠାଇଲେ ଆଉ ଭୂତ ଏମାନଙ୍କୁ ପୋଜ ଦେଲା👌👌 ଆସ.... ଆସ ରାତିରେ ମଶାଣି ଆଡ଼େ ଟିକେ ଆସ😂😂😂
🤣🤣🤣🤣
Khaali kanna kanna auu🤣🤣
Hn bro right 😂
@@Baby-qh5qh 😃🤣
🤣🤣
ଆଛା ତୁମେ media ଵାଲା ବି କମ ନୁହଁ.... ପୁରା background music ପକେଇକି ପୁରା ଖେଳ କରୁଛ....
Media madarchod
😂😂😂
@@arnendupradhan.6321 ...Hebar v katha....
😅
Hm hn thk khela pura alga prakar😄
ଲାଗୁଚି ଭୂତ ଫଟୋ ଉଠାଇବା ପାଇଁ ଆସି ଥିଲା ମୁଁ ରାତି ରେ କେମିତି ଦିଶୁଛି
😂😂😝😝
😂😂😂
@@sambitkumarnayak9683 hi
@@OdiaSumanVlogs hi
😂😂😂😂😂😂
👻ଭୂତ after giving a beautiful pose behind tree 🌲::- Tu kheech meri photo ... Tu kheech meri photo 😃😃😃🤣🤣🤣😂
😂😂👍
Bhaiya moj kar di 🤣🤣🤣
😁😂😂😂😂😂😂
😂😂😂😂👏👏👏
😄😄😄😄😄😄
1:39 ଏମାନଙ୍କୁ ଦେଖିକି ଭୂତ ଡ଼ରିକି ମହୁଲ ଗଛ ପଛରେ ଲୁଚିଗଲା 😄😄
😎😎😎😎
😂😂
ଆରେ ଏଟା ଭୂତ ନୁହେଁ ରେ Alien 👽 ta.
Koi mil Gaya ra jaduuu..😄😄
Thk bhai thk, 😁
Ryt ryt.. 😄
🤣🤣🤣
Pura thik😄😄😄😄
😂😂😂
ଭୁତ ନଥୀଲେ ଆମେ କେହିବି ଭଗବାନଙ୍କୁ ଡାକନ୍ତେ ନାହିଁ ଜାଣନ୍ତେ ନାହିଁ ଦୁଷ୍ଟ ଅସୁର ଶକ୍ତି କିବା ଖରାପ ଶକ୍ତି ନଥୀଲେ ଆମେ ଭଲ ଦଇବ ଶକ୍ତିକୁ ବା ଇଶୋର ଶିରାମଙ୍କୁ ଡାକନ୍ତେ ନାହିଁ ରାବଣ ଶକ୍ତି ଅଛି ବୋଲି ଶ୍ରୀ ରାମଙ୍କୁ ଡାକୁଚେ ଅର୍ଧମ ଶକ୍ତି ଅଛି ବୋଲି ଆମେ ଧରମକୁ ଡାକୁଚେ ମନ୍ଦିର ଜାଉଚେ
Jaha hau katha khande kahila bhai ❤️
ଅନେକ ଲୋକ ଭୟଭୀତ ହେଲେ ହିଁ ଭଗବାନଙ୍କୁ ଡାକନ୍ତି। ମାତ୍ର ଭଗବାନ ଙ୍କୁ ଭଲପାଇ ଆରାଧନା କରିବା ଲୋକଙ୍କ ସଂଖ୍ୟା ଖୁବ୍ କମ୍ ନିଶ୍ଚୟ।
Mui bhangban ke nai dake mui se problem ke nije samna karsi....
Right bro
ଜୟ ଶ୍ରୀରାମ 🙏💐
ଭାଇରେ ପୁରା ଡାହା ମିଛ
ଗୋଟେ ଜିନ୍ସ ନୋଟ୍ କର ସମସ୍ତେ ସେ ଭୂତ ଯୋଉ ଗଛ ପଛରେ ଥିଲା ସେ ଗଛ ବହୁତ୍ ପତଳା ଆଉ ସେ ଦୁଇ ଯୁବକ ଯୋଉ ଗଛ ଦେଖାଉଛନ୍ତି ତାହା ବହୁତ୍ ମୋଟା
ଏଥିରୁ ହିଁ ଜଣାପଡୁଛି କେତେ ସତ 👍
ଆରେ ଏମାନେ ଗଞ୍ଜେଇ ବେପାର କରୁଥିବେ ସେଥି ପାଇଁ ଲୋକ ମାନଙ୍କ ମନ ରେ ଭୟ ସୃଷ୍ଟି କରୁଛନ୍ତି
OP bro🤣
😂😂😂😂
If that is not realy ghost go and visit in that jungeel just for one day night. Then you will come to know is that reality or fake. becouse they had been set up there since 1999 in rural aria they know what is there what is not? For speaking is very easy everybody can muck juck.
@@mahendrasabar7114 ସହ ସହ କୁକୁଡ଼ାଙ୍କୁ daily ମାରିଦିଆଯାଉଛି.. କାହିଁ ଗୋଟେ ଆତ୍ମା ତ ଦେଖିବାକୁ ମିଳୁନି 😂😂
Kani tu kn ganjei bepar karuchu tahele janithibu
ଭଗବାନ ଅଛନ୍ତି ମାନେ ସଇତାନ ବି ଅଛି । ତେଣୁ ଘଟଣାଟି ସତ୍ୟ ହୋଇଥିବ
Right
Saitan achi sata katha
But saitan ama bhitare hin achi... ...taku change karibaku padiba..
ନା ଭାଇ ମିଛ
Hoi bo gadha bhut dekhlu ta kenta disu thila...
କାହାର ବି physical existence ନାହିଁ ଭାଇ।ନା ଭଗବାନଙ୍କର ଅଛି ନ ସୈତାନ୍ ର। ସମସ୍ତେ ଆମ ଭିତରେ ଅଛନ୍ତି। ଭଲ କର୍ମ ହେଲା ଭଗବାନ ଖରାପ କର୍ମ ହେଲା ସୈତାନ୍। ତେଣୁ ଏସବୁ ଫାଲତୁ ଜିନିଷ କୁ ବିଶ୍ୱାସ କରନି। ମୁଁ ବୁଝିପାରୁ ନାହିଁ ଭୂତ ଏ ଧଳା ଲୁଗା କୋଉଠୁ କିନୁଛି। ଦୁନିଆ ରେ ସବୁ ଭୂତ ଧଳା ଲୁଗା ହିଁ ପିନ୍ଧିକି ବୁଲୁଛନ୍ତି। ଆଉ ଦେଖ ଭୂତ ଡରି ବି ଗଲା। ସେ ଲୁଚିକି ଦେଖୁଛି।ଯଦି ସେ ରାତିରେ ଦେଖା ଯାଉଛନ୍ତି।୫ ଫୁଟ ଲମ୍ବାର ଭୂତ।ସେମାନେ କୋଉଠି ତ ରହୁଥିବା।😂
ଭୁତ ପୁଣି ଭୟଭୀତ ହେଇଗଲା 🤣
କି କଥା ଏଗୁଡ଼ାକ 😂😂😂
Oo bhai maro mujhe maro🤣🤣🤣🤣🤣🤣🤣🤣
@@lizaraniswain3510 🤭🤭
ଲଜ୍ଜାଜନକ🤣🤣
khali lazza.
Laja laja
ଦେଖିଲା ବେଳକୁ ଲାଗୁଛି ଭୁତ ଟି ଡରିଯାଉଛି . Epic🤣🤣🤣🤣🤣 ...
Haaaaa
@@sagarikanayakalina4025 E phuni odisha ra Main news Channel .🤣🤣🤣🤣🤣🤣🤣🤣
ଭୁତ ଖାଲି ଝିଅ... ପିଲା କାହିଁକି ଥାଆନ୍ତି 🤔🤔ମୁଁ ଆଜି ପର୍ଯ୍ୟନ୍ତ ଯେତେ story ବା real story ଦେଖିଛି ସବୁ ଥିରେ ସେ ଝିଅ ପିଲା ମାନେ ହିଁ ଥାଆନ୍ତି 😂
Bcoz jhia manakara lobha adhika se mukti paantini
@@sasmitarath577 😂😂😂😝 super
Right sister 👍
Jhia pila kebe hele santusta huantini mala pare bi tankara sabu thire lobha thaye😀😀😀😄😄😄😄😄
Jhia nunhe ..
Bhuta ta bhuta
ଡାହାଣି ହେଇପାରେ (ଫୋଟୋ ରେ ଟିକେ ଡେଙ୍ଗି ଦେଖା ଯାଉଚି)। Science ମାନେ କହୁଛନ୍ତି ଏ ସଂସାରରେ ଭୂତ ପ୍ରେତ ନାହି କିନ୍ତୁ ଏହା ସତ ଅଟେ ଯେ ବାସ୍ତବରେ ଭୂତ ଅଛି। ମୁଁ ବି ଦିନେ ରାତି ୦୩ଟାରେ ଡାହାଣୀ ଭୂତ ମୁଁ ଗୋଡ଼ ଉପରେ ହାତ ରଖି ବସିଥିବା ର ଦେଖି ଥିଲି ।ମୋ ଭାଗ୍ୟ ଭଲ ଥିଲା ପ୍ରଭୁ ଯୀଶୁଙ୍କ ରକ୍ଷା ରେ ସେ ଡାହାଣୀ ମୋତେ କିଛି କରିନଥିଲା। ସେବେଠାରୁ ମୁଁ ବିଶ୍ୱାସ କରିଥିଲି ।
ଭୁତ ଆଖି ଭଲ ଦେଖାଯାଉଛି 😜😜😜😜
🤣🤣🤣🤣🤣🤣🤣🤣🤣
Yes yes
😀😀😀😀
Pure dhala akha basta👍
🤣🤣🤣🤣🤣🤣🤣🤣🤣🤣
ଟିକେ ଲାଜେଇ ଗଲା ଭଳି ଲାଗୁଛି😂😂। ଗଛ ପାଖରେ ଭୂତ ଯେମିତି ଛିଡ଼ା ହୋଇଛି ଗୋଟେ ନିରିହ ଓ ସରଳ ଭୂତ ପରି ମନେ ହେଉଛି । ବଡ କଥା ହେଲା ଫଟୋ ଉଠାଇବା ପର୍ଯ୍ୟନ୍ତ ସେ ଛିଡ଼ା ହୋଇଥିଲା । ଏହା ନିଶ୍ଚୟ କେହି ଜଣେ ପରିଚିତ ଲୋକ ଏ ଦୁଇ ବନ୍ଧୁଙ୍କର । 😊
Bhai eka thare kaunasi jangala ku kimba masani ku jao rati Sara buliba janipariba bhuta achhi ki nahi .....Tamara Sabu confuse dura heijiba....all the best
Arabinda bhai mu bhuta preta ku biswas kare .but eithi photo uthiba ta satare confuse karuchhi..tq
@@krushnajyoti3528 are Bhai photo sata heithiba
Thik emiti pic amo gan toka mane gote rati re feast kariba pain gote jaga ku jaithile .....jane photo utheithila camp ra pachha pate kie gote chhida heichi taku dekhile daralagiba
Right
ଏ ଦୁନିଆ ରେ ଭୂତପ୍ରେତ ଏବଂ ଭଗବାନ୍ ଉଭୟ ଅଛନ୍ତି ।
ଭୂତ ଖାଲି ମୁହଁ ଦେଖିଲା କାରଣ ସେ photo utheithile ଭୂତ pose ଦେଲା 😂
😂😂🙏
😂😂😂
Kapada pindhi bhuta asichi
🤣🤣🤣🤣🤣
Thik thik😂😂😂😂
ଭୁତ ସବୁ ବେଳେ white dresh ରେ କଣ ପାଈଁ ଦେଖା ଯାଆନ୍ତି??
ଦୁନିଆଁରେ ଆହୁରି ବହୁତ colour ଅଛି!!
ଭଲ ଲାଗିଲେ like ଗୋଟେ ଗୋଟେ ଦେଇ ଦିଅ।।
Kahinki na seita ta icha😀🤣
@@krishnajal3485 bhuta ra b icha thae 🤣🤣🤣
Seita ta uniform
@@sangeetasasmal8508 tamara tahele bahut experience achi bodhe🤣🤣
Vai thikkk katha🤣🤣🤣
Background sound ଶବ୍ଦ ଶୁଣି ତା ଠୂ ବେଶୀ ଭୟ ଲାଗୁଛି, ଦୌଡ଼ରେ ଭାଇ 🏃♂️🏃♂️🏃♂️🏃♂️🏃♂️
*Emankr sange prank heiche Camera dekhi ki hy Kari dia re* 🤣
Hy
AARE PRANK NUHA
PARNK NAI SE RE REAL AAE.
Sat Katha haldiram papd magbar k baharichhan
Are sabu tama ku gela laguchi na kn
🤣🤣🤣🤣🤣🤣
ଭୂତ ମୋବାଇଲ୍ କ୍ୟାମେରା ଆଗରେ ଏତେ ଭଲ Pose ବି ଦିଏ ମୁଁ ଆଜି ଦେଖିଲି 😁
Lol
🤣
🤣🤣🤣
Soto re bhai
🤣🤣🤣🤣🤣
HAR HAR MAHADEV ❣️
Sounds ଶୁଣିକି ଡର କମ୍ ହସ ବେଶି ଲାଗୁଛି 😂😂 ଯେମିତିକି ଲାଗୁଛି ଏଇ ଗେହ୍ଲୁ ଭୂତ ଟି ଲୁଚକାଳି ଖେଳଖେଳୁଛି 🙄🙄 ହଁ ଏକଥା ସତ୍ୟ ଯେ ଦୈବୀଶକ୍ତି ଯେପରି ଅଛି ସେପରି ଆସୁରିକ ଶକ୍ତି ମଧ୍ଯ ଅଛି। ଜୟ ଶ୍ରୀରାମ 🙏💐
😃
😂😂😂😂
@@sonali5087 🤣😂
@@pravatiswain2688 😂🤣
@@LUCKY_95427 🤭🤭
Ghost uniform never changes.. Remains white as asual
LoL 😃
@@manjulatasing7235 😂😂
White dress prabala...sala mu gote white shirt khojuchi....kou dokanre nai....bhuta....Tama..... ..... .....
dark ra contrast colour white ... nahele dekhajibeni andharare😁😁😁
😁😁😁😁
1:58 "ଝିଅ ନା କଣ ବୋଲି photo ଉଠାଇଲୁ " ଭଲ କହୁଚୁ ଆଉ . ମାନେ ରାସ୍ତା ରେ ଝିଅ କୁ ଦେଖିଲେ photo ଉଠାଇବ ନା କଣ😂😂😂
😁😁😄
@@lovelyshraddhastatus8543 🙏😊
Puni kahuchi taa pachare jaiki ki photo utheilu 😂😂😂😂are bhai sie tomaku dekhiki daruchi tome taa pachare jaiki photo uthaucha ki katha eguda pura olata🤣🤣🤣🤣🤣
ହୁ.. ହା ହା.. ହା 👹
ଭୁତ କ'ଣ ଆଖି ରେ Lite ଲଗେକି ବୁଲୁଛି !!?? 😂😂😂😂¿¿¿!!!???
😂😂😂
🤣🤣🤣🤣🤣
Modern bhuta bhai
@@bidushnaik8533 Hmmm😂😂
@GANESH KUMAR 😂😂
ଭାଇ ଦୁଇଜଣ ଭୂତ ସାଙ୍ଗରେ ଗୋଟେ ସେଲ୍ଫି ନେଇଥିଲେ ଅମାନିଆ ଲୋକମାନେ ସତ ଭାବିଥାଆନ୍ତେ😉😉😉😉😉😲😲🙄🙄😄😄😎😎
Satare
Yes really🤣🤣
Bhuta ate sundra pose die buli mu pratama that's dekhuchi
Bhuta madam single bodhe..e di jananku date paini masani ki dakiba ku asithila
@@Inner.divinity 😁😁😁😁 or 😂😂😂😂😂👍
ଗଛ ପାଖରେ ଯେଉଁ ଛୋଟ ବାଡ ଦେଖା ଯାଉଛି ରାତି ଫୋଟ ରେ।। ସେଟା କଣ ପାଇଁ ଦିନ ଫଟୋ ରେ ନାହିଁ।।।
ମତେ ଲାଗୁଛି ରାତିରେ କିଏ ଗୋଟେ ଆଦିବାସୀ ଝିଅ ଝାଡ଼ା ଯିବାକୁ ବହାରିଥିବ। ଏମାନଙ୍କୁ ଦେଖି ଡରିଯାଇଥିବ।
😂😂😂
😂😂😂
Oh bhai mujhe maro🤣🤣🤣🤣
😂😂😂😂😂
PPE KIT ପିନ୍ଧି କିଏ ବସିଥିବ ଡରେଇବାକୁ 😂
🤣🤣🤣🤣
😆🙈😆
🤣🤣
😁😂
@@UttamBhoL hi
ଆମେ ଭୂତ କୁ ଡରୁ ନାହୁ ହେଲେ background music ku ଡରୁ 😂
ଏଟା ଗଟେ ଆତ୍ମା ଅଟେ ସତ କଥା ମୁବି ଦେଖି ଛି ଟାଉନ୍ ର ଲକମାନକୁ ସତ ଲାଗେନି ,,,
P
Right bro
Tume kene dekhla
सच हे
Right bro
କିନ୍ତୁ ମୁଁ ଦେଖିଛି ଫିଲ୍ମ ରେ ଭୁତ ର ଫୋଟୋ ତ ଆସେନି...🤔🤔🤔
Right
Are lockdwn boli bhoota jaiparuni..
Ta gharku😂
Are u sure
Right 😃😃😃😃
😂
Kichi news au miluni se kohila au otv news boneidela great
ହ ଭୂତ ତମକୁ ଦେଖି ଡରି ପଳାଇଲା 😂😂😂😂😂😂
👍
😂😂
Darua bhoota ta thiba😂😂😂😂
@@smitaratha 😄
@@smitaratha Hn au 😂😂
Ghost never change his dress (white)😂
😂😂
Yes bhai good question ⁉️
Yes bro, sadabele bhuta white brand pindhuchi au kichi nahi bodhe🤣🤣🤣
Uniform
👻👻👻👻
ଭାଇ ଭୁତ କୂ ଡର ଲାଗେ ନାହିଁ
Background music କୂ ଡର ଲାଗେ 🤣
Bhuta white dress hi kan pain pindhe sabu bele.. 😂😂
Wo raj b bhoot ke sath chala gaya!!
Papu pam pam creation re gote video achi jaiki dekha
😂ta fav colour
Stree loka mala bele white sharee pindheiki podanti.. So sei white sharee re bulanti😄😄😄
Fantastic questions ମୁଁ ଏଇ ପ୍ରଶ୍ନ ଛୋଟରୁ ହିଁ ପଚାରି ଆସୁଛି
Ghost look is soo amazing
Is just like bollywood films style
It looks like a cheap version of Bollywood alien jaadu..lack of creativity is disappointing
Prank😁
OTV salute to you ete badhia news dekheibaru
1.Ghost is nothing but a hallucination.
2. Its a matter of humour that Ghosts are always female with white uniform.
3. As it is jungle there might be animals like Monkey, Palm Civet (Salia Patani in Odia) and other cat like animals. The eyes of most cats tend to glow bright when light put on it. The specific glow color varies based on the animal and amount of light puts on it. Bears are also used to eat Mahul Flowers.
4. Don't panic. Be positive.
5.Create awareness amongst people not to believe such things.
You are Correct !!! .....
But still these people won't hesitate to make a fuss out of everything !!
You are right but science bhi negative angreji ku manuchi
Paranormal science namka kuch cheeze he bhaiya
Brother again see the video. If that any animal then that wii be small but it's very real like ghost.
I was not believe in ghost, until it appear infront me
ଏବେ ବିଶ୍ୱାସ ହେଲା ତ ଭୂତ ପ୍ରେତ
କଥା ,ମୋବାଇଲ ଯୁଗରେ ସବୁ ସତ୍ୟତା ବାହାରିବ ।
କଣ ବିଶ୍ୱାସ ଯେମିତି ତୁ ନା ଆଗରେ ER ଲଗେଇଦେଇଚୁ। ତ ଆମେ ବିଶ୍ୱାସ କରିବୁ ତୁ ଇଞ୍ଜିନିୟର ବୋଲି 😂।ତୁମ ଭଳି ଅଧା ପାଠୁଆ ଏସବୁ ବିଶ୍ୱାସ କରିବେ। ସମସ୍ତେ ନୁହେଁ
😂😂😂😂😂
@@jenasusil6 true
R u engineer. But don't seem to be educated
@@dkmotivation935 aare bhai aaji kali ଗାଈ ଗୋରୁ ଇଞ୍ଜିିୟରିଙ୍ଗ୍ ପଢୁଛନ୍ତି।ପଇସା ଦିଆ ଆଡ଼ମିଶନ କର। ସେର୍ତିଫିକେଟ ମିଳିଯିବ। କଣ ଟେ ବଡ଼ କଥା।
ସେହି ଜାଗା ରେ ଗୋଟେ CCTV Camera ଲଗେଇକି ଦେଖନ୍ତୁ.......
ଭୁତ ନାଁରେ ଡରେଇ କି ସେ ବାଟରେ ଯିବା ଆସିବା ଲୋକଙ୍କୁ ଲୁଟିବା ଆରମ୍ଭ କରି ଦେବେ 🙏🙏🙏🙏
ତନ୍ତ୍ରମନ୍ତ୍ର ଭୁତପେତ ସବୁ କଳିଯୁଗ ରେ ଅଛି ଆଉ ବୈଜ୍ଞାନିକ ମାନେ କହୁଛନ୍ତି ଏ ସବୁ ଅନ୍ଧ ବିଶ୍ଵାସ ମୁ କହିବି ଯେ ବୈଜ୍ଞାନିକ ହେଲେ ଅନ୍ଧ🧐
Right 👍
Thanks for shere
ଆମ ଆଖପାଖରେ ନିଶ୍ଚିତ ଭାବରେ କୋୖଣସି ଶକ୍ତି ରହିଛି । ତାକୁ ଆପଣ ଐଶରୀକ, ଭୂତ, ଅଵା ଆତ୍ମା, ବି କହି ପାରନ୍ତି ।
Sir satare kn attma ki bhuta achi???
@@devchattarjee404 achi bhai science ra language re energy kuhajae .. but they still exist ..
ମୁଁ କଲେଜ୍ ପଢ଼ା ବେଳେ ସାମ୍ନା-ସାମ୍ନି ହେଇଛି...
Ballo naa auuu
ଆଗ କୁହ lockdown ରେ ତୁମେ ଦୁଇ ଜଣ ଗୋଟେ bike ରେ କଣ ପାଇଁ ବୁଲୁ ଥିଲ
Thik katha
Sata khata
Bhai bhuta lock down manuni sethipanie kebala bhuta Ku dhariba panie emane bolu thile finally bhuta Dhara padigala au e duhinku dekhili dariki paleila au
OTV ku kichhi news miluni so ae news dekhauchhi. Good job OTV 👍
ଯିଏ sound editing କରିଛି ସିଏ ତ horror film ରେ ଯିବା ଦରକାର 😂😂😂
Right
ଭୂତ ଅଛି । ଯେମିତି ଆମ ଦୁନିଆ ସେମିତି ତାଙ୍କର ମଧ୍ୟ ଦୁନିଆ ଅଛି ।
😆😆😅😆 DEKHICHHA KI
ଭଗବାନଙ୍କୁ ବିଶ୍ଵାସ କର ଟି? ଯଦି ଭଗବାନ ଆମକୁ ସୃଷ୍ଟି କରିଛନ୍ତି ତେବେ ତାଙ୍କ ପାଇଁ କଣ ଅସମ୍ଭବ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଏଭଳି ରଖିବା? ଦୁନିଆରେ ଏମିତି ବହୁତ୍ କିଛି ଅଛି ଯାହା ଆମ ଠାରୁ ଅଗୋଚର କିନ୍ତୁ ଦୁନିଆରେ ଅଛି ।
ଭୁତ କୁ ଶୀତ, ତା କପଡା ପୁରା ସଫା ଅଛି,surf excel ର କମାଲ
ହା, ଏଗୁଡା ସବୁ ଫାଲତୁ କଥା। ପପୁ ପମ୍ ପମ୍ ର ୟୁଟ୍ୟୁବ୍ ଚ୍ୟାନେଲ ରେ ଭୂତ ଏପିସୋଡ ଦେଖ, ସବୁ ବୁଝିଯିବ😎
Hmmm asa tk rati re ki khara bele masani ki asa
ମହୁଲ ଗଛ ପାଖରେ ଭୁତ ଥିଲା ନା ତମ ମାନେ ମହୁଲି ମାରି କି ନିଶା ବାଉଳି ହେଉଛ
ଏଡିଟିଙ୍ଗ କରିକି ଭୁତ ଭୁତ ହେଉଛ
Bhai tomo ghara ta balasore na maubj
Bala na .. eka ketebele sunsan ratire bahara janiba...
@Padmalochan Mahanta ବ୍ରୋ ମୁଁ ଜଙ୍ଗଲ ରେ ରୁହେ କାହିଁ ମୋ ସାମ୍ନା ରେ କୋଉ ଭୁତ ଡାହାଣୀ ଆସିନାହାନ୍ତି
ଭୂତ ଭି ଡରେ କି ଏ ସବୁ ଜାଣଶୁଣି କରା ଯାଉଛି
ଭାଇ ଭଗବାନ ଅଛନ୍ତି ଯଦି ସୈତାନ ବି ଅଛି ଆଉ ଦୁଷ୍ଟ ଶକ୍ତି କ୍ୟାମେରା ର ରେ କଏଦୀ ହୁଏ ନାହିଁ ଏହା ଏକ ଅଜବ କଥା ଭଳି ଲାଗୁଚି
Sata hoithiba bhai
Mopakhaku asa mutumaku bhuta dekhei debi
@Manoj Manoj 😁😁
@Satyanarayan Mohanty hello satya
@Satyanarayan Mohanty thank u for nice nick name for me
This story doesn't need any sound effects isn't it 🤷♂️
True
Thik😂
Thik katha bhi recent mi sahita konark beach re same case heichi
ଦୁଇ ବନ୍ଧୁ ବଢିଆ ସୁଟିଂ କରିଛ କିନ୍ତୁ ସେ ଝିଅ ଟାକୁ ଆଉଟିକେ ଧଳା ଡ୍ରେସ୍ ଦେଇଥିଲେ ଭଲ ହୁଅନ୍ତା 😁
ଭୂତ mastt pose ଦଉଚି and ଭୂତ daily surf excel re dress ସଫା କରୁଚି . ପୁରା white and clean dress.🤣ଭୂତ ବୁଲୁଚି ସେ ଲୋକ ଦେଖିକି ଲୁଚୁଛି, ପୁରା ଲୁଚକାଳି ଖେଳ. ଲୁଚକାଳି ଖେଳୁ ଖେଳୁ ଏମାନେ ଧପା କହିକି ଭୂତ ର ଫୋଟୋ ଉଠେଇ ଦେଲେ.🤣
ଭୂତ ଆଖିରେ kajol ଲଗେଇ କି ଆସିବ next time.
ଭାଇ ମାନେ next time, ଭୂତ ସାଙ୍ଗେ selfi ନେବ, . All the best.
😂😂😂😂😀.... costume kintu mast heichi
Ata surf excel advertisement, next time iconic କାଜଲ, shapmoo advertisements b kariba 🤣
Aau..bhuta hele bhi tara gote sanskar acchi, se kana langala hei bulanta ?
Nyc story....
ଭାଇ ରେ ଟି.ଆର୍.ପି. ପାଇବା ପାଇଁ 🙄 କଣ ସବୁ ନ କରୁଜ ରେ ଓ.ଟି.ଭି ଵାଲା😂😂😂😂😂😂 ଛିଃ......... ଲଜ୍ଜା ରେ ଭାଇ ଲଜ୍ଜା.....😂😂😂😂😂🤣🤣🤣🤣🤣🤣
Ghost eyes are looking preety impressive 😂
Bhuta achhi sata katha
I believe in my Bhagwat Geeta:: " ଆତ୍ମା is pure , devine ,bright , ଆତ୍ମା ପରମତ୍ମଙ୍କ ଅବତାର,it's transfer from one body to other."🤔 Bhagwat Geeta is lying or these people are lying.
😂😂😂😂
Actually people are lying......dekhiba pain akhidarkar.....kama kariba pain hata darkara....AAU bhabiba pain brain darkara.....but atma deha tyaga kola pore asabu asila kuadu......atma Bina akhi re kemiti dekhi pariba......Bina brain re kemiti bhabi pariba
ଠିକ କହିଲ ବ୍ରୋ😂
ଗୀତା ରେ ଯାହା କୁହାଯାଇଛି ସେସବୁ ଶହେ ପ୍ରତିଶତ ସତ।
may be se bhuta body ru body ku transfer marila bele batare mutibaku halt marithiba au ei dui toka taku disturb kale. se bichara pose deiki paleila
ସହ ସହ କୁକୁଡ଼ାଙ୍କୁ daily ମାରିଦିଆଯାଉଛି.. କାହିଁ ଗୋଟେ ଆତ୍ମା ତ ଦେଖିବାକୁ ମିଳୁନି 😂😂
@@a.harshvardhan9611 🤣🤣🤣🤣🤣🤣🤣🤣🤣🤣
କିଛି ଲୋକ ଏଇ ଭଳି କଥାକୁ ହସରେ ଉଡେଇ ଥାନ୍ତି, ସେମାନଙ୍କୁ କଳାଯାଦୁରେ କଷ୍ଟ ଦେଲେ ସେମାନେ ଠିକୀ ଜାଣିବେ ଆଉ ବିଶ୍ୱାସ କରିବେ ଯାହାର ବିଶ୍ୱାସ ନାହିଁ ସେ ପରୀକ୍ଷା କରିବାକୁ ମୋ ପାଖକୁ ଆସ ଗୋଟେ ମିନିଟରେ ------କରି ଦେଖେଇବି
Tu uhkadi pake bu
Mote bi kala jadu haithila 2013
Re bhuta achanti mu sure kahuchhi
ତମେ ପିନ୍ଧୁ ଥିବା କପଡାରୁ ସୁତା ଟୀକେ, ତମ ମୁଣ୍ଡରୁ ଚୁଟି ଟୀକେ, ଆଉ ପାଦର ଧୂଳି ଟୀକେ ହେଲା ତମକୁ ବିଶ୍ୱାସ କରେଇ ଦେଇ ଦେବି ଗେରେଣ୍ଟି
ଭାଇ ନମ୍ବର ଦିଅନ୍ତୁ...... ମୋର ବହୁତ ଇଚ୍ଛା
Bhai tike corona virus ku kala jadu kariki mari dauna😀
Bhai background music ta pura perfect
Wow what a amazing bhuta sooo beautiful eyes are really amazing 😍🤩
ତମେ ତାକୁ ଏଡିଟ କରିକି ଗୋଟେ ଧନ୍ଦା ଲଗେଇଛ ମୋର ଓଟିଭି କୁ ପ୍ରଶ୍ନ କି ଆପଣ ଙ୍କ ଭିଡ଼ିଓ ରେ ଏତେ ଭୟ ସାଉଣ୍ଡ କଣ ପାଇଁ ଯୋଡୁଛ ତମେ ମିଡିୟା ଵାଲା ଅ କୁ ଛ ଲଗେଇକି କହୁଚ ନହେଲେ ତମର trp କମିଯିବ
Bhai ତୁମେ ପୁରା ପୁରି ଠିକ୍ କହୁଛ
Bhai sata katha
Naa bhai michakatha tame kuadu janibo janibo tameta sahar are rahucha gharu baharilo naa tame khali mazakk bhabicha
@@sidharthkisan5798 ଆରେ ମୁଁ ତ ମନା କରୁନି ଭୂତ ନାହିଁ ବୋଲି କାରଣ ଦୁନିଆ ରେ ଜେତେ ସବୁ ନା ଅଛି ନା ସେ ସବୁ ଅଛି ଭୂତ ଅଛି ଏ pic ମିଛ ଭାଇ ଏଇଟା ଏଡିଟ କରା ଯାଇଛି ଭାଇ 🙄🙄
@@Cseriesodia right
Nice video
Super👌👌👌👌👌👌
First time sunili manisha ku dekhi bhuta dariki paleila....🤣
😂😂😀
Aji Kali ka jamana kharab Manisa hi danger bhuta b janichi😂
Bhoota tah bhoota but yee background sound besi darauchi 😂🤣
🤣🤣🤣
😂😂😂
,🤣🤣🤣
Right
😂😂😂
Bhai bhuta achhi..mu nije dekhichi jetebele mate 5 barsa hei thila...
ଜାହାଜ ବି ହଉ Actually ଭୁତଟା ଭଲ pose Dei6i.....👌👌👍👍.....🤣🤣😅😄.
Right 😁😁😁😁
ଯା ଏବେ ଭୁତ କୁ ପୋଲିସ ଗିରଫ କରିବ😂😂😂😂
😂😂😂😂
You are a very brave man
ଯା ହଉ,, ସାହାସ କୁ ମାନିବାକୁ ପଡିବ।।।
ଭୁତ ର ଫଟୋ,,, ଏ OTV କୁ କଣ ଆଉ କିଛି ଭଲ ଖବର ମିଳୁନି କି !!!
ତମର bgm ଶୁଣି କି ମୁଁ ପୁରା ହଗି ପକାଇଲି 😂
Vita bi photo uthae badhiaa se style Mariki 😂😂😂😂😂😂😂😂 😁😁😁👍👍👍 nice video
ଭଗବାନ ଅଛି ମାନେ ଭୁତ 👻👻 ବି ଅଛି
Tama god ku dakicha kii.
rit
Seita na bhagban achhi na bhuta
Thare dui jana nka bhitare tarka chalithae. 1st pila kahila bhuta achhanti
2nd pila - kemiti janilu
1st pila- bhagabana achhanti mane bhuta achhanti
2nd pila -kemiti janilu bhagabana achhanti
1st pila- bhuta achhanti mane bhagabana achhanti
@@rakeshdash2669 tume japan dekhicha???na right.. tho japan nahin
ଭଗବାନ ଅଛନ୍ତି ମାନେ ଭୁତ ଅଛି
OTV news ର team ବାଇଆ ଗୁଡା
ଭୂତ ମାସ୍ ଲଗେଇଥିଲା ବୋଧେ😂
Ha Ha Ha 🤣🤣🤣
Welldon boys❤️
ଆପଣ ମାନଙ୍କୁ ଅନୁରୋଧ ଏହି ଘଟଣାକୁ ନେଇ ଆମେ ପୁରୀ ର କିଛି ବଛା ବଛା ଭୂତ ବହୁତ ମନ ଦୁଃଖ କଲେ ।ସେମାନେ ଆଗକୁ ଏକ ବିରାଟ ରାଲି ନେଇ ବାହାରୁଛନ୍ତି।ଏହି ଘଟଣାଟି live ହବ ତ
I love you ghost, your eyes are so impressive
Yes really🤣🤣🤣
Believe me, this ghost will reach at your home soon 😂😂
@@trackbikerindia5076 then I take selfi with this sweet ghost👻👻👻👻👻👻👻👻 🤣🤣😃😃
Thanks
I am waiting
ନିଆଳି ମେଣ୍ଡା ପରେ ଆଉ ଏକ ଗୁଜବ
ଭଲ ମାଲ ଟା। ।।।ଚଢି ଯାଅ। ।।
Ghost are never capture in camera frame b'coz they are invisible, we can only feel them we can't see -- According to paranormal
Right 🙏
Right
Yes i agree
ଭୂତ ପ୍ରେତ ଯଦି ନାହିଁ ଭେଦରେ ଭୂତ ପ୍ରେତ ଦୂର କରିବାପାଇଁ ମନ୍ତ୍ର ଲେଖା ଅଛି କଣ ପାଇଁ
Bhuta achi... Kintu tara photo nahi
Really story
ଦୁନିଆଁ ରେ କଣ ସତରେ ଭୁତ ଅଛନ୍ତି ..??
ଯଦିବି ଭୁତ ଅଛି -ତେବେ ଏତେଦିନ ଭଗବାନ କଉଠି ଅଛନ୍ତି ..???
No bro bhuta boli kehi nahanti
@Manoj Manoj full histr**a
@Manoj Manoj kuch bhi nehi bolunga tujhe kuy ki mujhe pta chal gya hai ki tu ek bda historya pagal hai😂
@Manoj Manoj 🙏🙏
କାମୁଡିବ ଲୋ ଇଏ ଭୂତ ଦଉଡି ପଳାଅ ରେ !😂🤣
Really i love ghost and bhuta really achi
ଭୂତ ତାଙ୍କୁ ଦେଖି ପଳେଇଲା😂😂😂
Omagu dara 😂
😂😂😂
Aau luchi gola🤣🤣🤣🤣