କଣ ଶ୍ରୀ କୃଷ୍ଣ ଏଵଂ ଶ୍ରୀ ଜଗନ୍ନାଥ ଅଲଗା ? | Is Lord krishna and Lord Jaganath different?

แชร์
ฝัง
  • เผยแพร่เมื่อ 10 ม.ค. 2025

ความคิดเห็น • 8

  • @SureshkumarSahu-w5r
    @SureshkumarSahu-w5r 11 วันที่ผ่านมา

    Jay shree radhey krishna

  • @Radhe_Radhe158
    @Radhe_Radhe158 หลายเดือนก่อน

    😊 Jay Shree Radhe Radhe 😊

  • @ajitkumarbarik4972
    @ajitkumarbarik4972 หลายเดือนก่อน +1

    Jay jagannath 🙏🙏

  • @maheswarapanigrahy2246
    @maheswarapanigrahy2246 หลายเดือนก่อน +3

    Jai srila Prabhupada 🙏

  • @Kamal364-c2s
    @Kamal364-c2s หลายเดือนก่อน +1

    ଏଇ ଉକ୍ତି ଟି ଯୋଉ ପୂରଣ କିମ୍ବା ଶାସ୍ତ୍ର କି ଯେଉଁଥିରୁ ଆପଣ କହୁଛନ୍ତି ସେଇ ପୁସ୍ତକ ର ଶ୍ଳୋକ ଦେଇପାରିବେ କି ?
    ନା ମନ ଗଢା ଆଇମା ଗପ କହୁଛନ୍ତି ଆପଣ l
    ଜଗନ୍ନାଥ କୌଣସି ନିର୍ଦ୍ଧିଷ୍ଟ ଦେବତା ନୁହଁନ୍ତି ସେ ପରମ୍ ବ୍ରହ୍ମ ସେ ହିଁ ରୁଦ୍ର ଚଣ୍ଡୀ ଗଣପତି ମହାବିଷ୍ଣୁ l
    ଜନ୍ମାଅଷ୍ଟମୀ / ରାମ ନବମୀ ପୂର୍ବ ଦିନ ଯଦି ଆପଣ କ୍ଷେତ୍ର କୁ ଯିବେ ଦେଖିବେ ପ୍ରଭୂ ନିଜେ ରାମ କୃଷ୍ଣ ଙ୍କୁ ଜନ୍ମ ଦେଉଛନ୍ତି l ଏହା ଦର୍ଶୁଛନ୍ତି ସର୍ବ ଅବତାର ତାଙ୍କଠୁ ଜନ୍ମ ନିଜ କାର୍ଯ୍ୟ ସାରି ତାଙ୍କ ଦେହ ରେ ବିଲୀନ ହୁଅନ୍ତି l

  • @SoumendraKumarDas-i1y
    @SoumendraKumarDas-i1y หลายเดือนก่อน +1

    ଜଗନ୍ନାଥ ଙ୍କୁ ପ୍ରତିଷ୍ଠା କଲେ ରାଜା ଇନ୍ଦ୍ରଦ୍ୟୁମ୍ନ। ଇନ୍ଦ୍ରଦ୍ୟୁମ୍ନ ହେଉଛନ୍ତି ସତ୍ୟ ଯୁଗର। ତେଣୁ ଜଗନ୍ନାଥ କଳିଯୁଗର କେମିତି ହେବେ? ଜଗନ୍ନାଥଙ୍କ ପ୍ରାକଟ୍ୟ ମଧ୍ୟ ସତ୍ୟଯୁଗରେ।
    ଆପଣ ଯେଉଁ କଥା ବର୍ଣନା କଲେ ତାର ଯଥେଷ୍ଟ ପୂର୍ବରୁ ଜଗନ୍ନାଥ ଶ୍ରୀମନ୍ଦିର ରେ ପ୍ରତିଷ୍ଠା ହୋଇ ପୂଜା ପାଉଛନ୍ତି।
    ଏଠାରେ ଗୋଟିଏ ଦୀର୍ଘ ସମୟର ବ୍ୟବଧାନ ରହୁଛି।
    ଜଗନ୍ନାଥ ରହସ୍ୟମୟ ଠାକୁର। ତାଙ୍କ ବିଗ୍ରହ କାହିଁକି ଏମିତି ହେଲା ତାହା ଗବେଷଣା ସାପେକ୍ଷ। ଯେଉଁ ଶାସ୍ତ୍ର କାର ମାନେ ଜଗନ୍ନାଥଙ୍କ ତତ୍ତ୍ଵ କୁ ବୁଝିଛନ୍ତି, ସେମାନେ ହୁଏତ କହିପାରିବେ। ତେବେ ବିଭିନ୍ନ କାହାଣୀ କୀମ୍ବଦନ୍ତୀ ଜଗନ୍ନାଥଙ୍କ ସହିତ ସମୟକ୍ରମେ ଯୋଡି ଦିଆଯାଇଛି। ଆପଣ ସେଥିରୁ ଗୋଟିଏ କଥା କହିଲେ। ଏହା ଛଡା ଆଉ ଯାହା କାରଣ ଅଛି ତାକୁ ଆମେ ସମସ୍ତେ ଶୁଣିଛନ୍ତି। କିନ୍ତୁ ସେ ସବୁ କାହାଣୀ ମାତ୍ର।
    ଜଗନ୍ନାଥ ଏବଂ କୃଷ୍ଣ ଏକ ଅଭିନ୍ନ। କିନ୍ତୁ ଜଗନ୍ନାଥ କୃଷ୍ଣ ଙ୍କ ପରିବର୍ତ୍ତିତ ରୂପ - ଏଇଟା ସମ୍ପୂର୍ଣ୍ଣ ମିଛ କଥା। କୃଷ୍ଣ ଙ୍କ ଯଥେଷ୍ଟ ପୂର୍ବରୁ ଜଗନ୍ନାଥ ଅଛନ୍ତି।
    ଜଗନ୍ନାଥ ସର୍ବଦେବମୟ। ସେ ଖାଲି କୃଷ୍ଣ ଙ୍କ ଭିତରେ ସିମୀତ ନୁହନ୍ତି।

  • @subasnayak1510
    @subasnayak1510 หลายเดือนก่อน

    କୃଷ୍ଣ ଜଗନାଥ ସମ୍ପୂର୍ଣ ଭିନ୍ନ
    କୃଷ୍ଣ ଗୋଟେ, ଚରିତ୍ର ହୀନ ଲମ୍ପଟ ବୋଲି ପୁରାଣ କହେ, ଗୀତିକାର ବି ତାଙ୍କ ରଚନା ରେ ପ୍ରତିପାଦିତ କରିଛନ୍ତି
    ଜଗନାଥ ଗୋଟେ ପରିକଳ୍ପିତ ବିଚିତ୍ର ବସ୍ତୁ
    ଇଏ ଦିନକୁ ଅନେକ ଥର ଖାଆନ୍ତି, ପିଅନ୍ତି,
    କିନ୍ତୁ ଲାଟିନ ଯାଆନ୍ତିନି
    ଖଟ ପଲଙ୍କ ଗଦୀ ତକିଆ ଅଛି
    କେବେ ଶୋଇବାର ଚିତ୍ର କେହି ଦେଖିନାହାନ୍ତି
    ନିଜକୁ ସର୍ବଶ୍ରେଷ୍ଠ ଧନୀ ବୋଲି ଲୋକେ କୁହନ୍ତି, କିନ୍ତୁ ଅନ୍ୟ ର ଦାନ କୁ ଶ୍ରଦ୍ଧାପୂର୍ବକ ନେଇଥାନ୍ତି, ଗତବର୍ଷ ଆମ ଗାଁରେ ଭିକ ମାଗୁଥିଲେ, ଚାଉଳ, ନଡ଼ିଆ, ପଇସା, ଗୁଆ ବି ନେଇଛନ୍ତି
    ତେଣୁ ଆଉ କିଛି କହିବାର ନାହିଁ

    • @SoumendraKumarDas-i1y
      @SoumendraKumarDas-i1y หลายเดือนก่อน +2

      ଯଦି ଆପଣ କୃଷ୍ଣ ଙ୍କ ବିଷୟରେ ଜାଣନ୍ତି ନାହିଁ, ତେବେ ସେ ବିଷୟରେ କୌଣସି ମନ୍ତବ୍ୟ ଦିଅନ୍ତୁ ନାହିଁ।
      ଭାଗବତ କହିଲା କୃଷ୍ଣସ୍ତୁ ଭଗବାନ ସ୍ବୟଂ।
      ଆପଣ ବ୍ୟାସଦେବଙ୍କ ରଚିତ କୋଉ ପୁରାଣରେ କୃଷ୍ଣ ଙ୍କୁ ଚରିତ୍ର ହୀନ ଲମ୍ପଟ ପଢିଲେ ଟିକେ ଜଣେଇବେ କି?
      ମନକୁ ଯାହା ଆସୁଛି କହି ଯାଉଅଛି।
      ଆଉ ରହିଲା ଜଗନ୍ନାଥଙ୍କ କଥା। ଯେଉଁ ମାନେ ତାଙ୍କୁ ଭିକ ମଗେଇଥିଲେ, ଭଲକି ନାମ ନେଇଛନ୍ତି। ତାଙ୍କର କୁଆଡୁ କୁଆଡୁ ଜଳା ପୋଡା ହେଉଛି ସେଇମାନେ ହିଁ ଜାଣନ୍ତି।