Maa tu aji mor bahut mane paduchi.maa tu mor sabu janmare maa hebu.tu ama pakhaku pheri aa maa.mo maa pari kie heba? Apananku bahut dhanyabad siba nana
Ati sundar Kahani a sansarara pratyek pua ra akhi kholideba a sundar kahani. Koti koti dhanyabad Siba nana, ahipari sansara ku sudhariba kama karuthantu. Thakure apananku khusi re rakhithantu. 💐💐💐🙏🙏🙏
ଜୀବନ ରେ କିଛି ହୁଅ ବା ନହୁଅ
ବାପା-ମାଆଙ୍କ ବୃଦ୍ଧ କାଳେ ତାଙ୍କର ସାହାରା ନିଶ୍ଚିତ ହୁଅ😊
#ଜୀବନ ❣️
ଏ କଥା ଶୁଣି ମୋ ଲୁହ ଯେତେ ପୋଛିଲେ ବି ସରୁନାହିଁ । ଯେତେ କୋଟି ଟଙ୍କା ରୋଜଗାର କଲେବି ମାକୁ ଯଦି ଟିକିଏ ଖୁସିରେ ନରଖି ପାରିବା। ଏ ଜୀବନ ତୁଛ ।ଧିକ ଏ ଜୀବନ, ମାର ମମତା କେତେ ସୁନ୍ଦର। ମୋ ମାଠୁ ସରଗ ରାଇଜେ କେହି ନାହିଁ
ବାପା ମାଆଙ୍କ ପରି ଏ ଦୁନିଆରେ ଆଉ କେହି ନାହାନ୍ତି ,ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ 🙏🙏🙏
Right
ଶିବନନା, ଅତିସୁନ୍ଦର ଭଜନ,ମାଆ,ଓ,ବାପା,ପରିକିଏହବ୍,🙏🙏
ଅଶେଷ ଧନ୍ୟବାଦ ନନା ଆପଣଙ୍କୁ 🙏🙏🙏
ଶିବ ବାବୁ ଆପଣଂକୁ କୋଟି କୋଟି ପ୍ରଣାମ 🙏🙏🙏🙏 ଆପଣଙ୍କ ନୀତି ଶିକ୍ଷା ସମାଜ କୁ ପରିବର୍ତନ କରି ପାରିବ ଜୟ ଜଗନ୍ନାଥ 🙏🙏🙏🙏🙏
Right
❤️❤️❤️maa❤️❤️
@@khuntia724no 1:07 .😮 hi
ଆପଣଙ୍କର ଏହି ନୀତି ବାଣୀ ଉଚ୍ଚିତ ମାର୍ଗକୁ ନେବା ପାଇଁ ସହାୟକ ହେବ, ସତରେ ଆଜ୍ଞା ଜନ୍ମଦାତା ମାତା ପିତା, ସେତ ଅଟନ୍ତି ପ୍ରତ୍ୟକ୍ଷ ଦେବତା, ଭକତିରେ ପୂଜା କଲେ ହୋଇବରେ ତୋ କଲ୍ୟାଣ
ସତେ ରେ ମା ପରି କିଏ ହେବ ।ମା କେତେ ରାତି ରାତି ଅନିଦ୍ରା ହୋଇ ଖିରପାନ କରାଚି ।ଆଜିର ପୁଅ ମା ମକୁ ବୃଦ୍ଧଶ୍ରମ୍ । ସିବନନା ମାର କଷ୍ଟ ତାକୁ ମର୍ମେମାର୍ମେ ଅନୁଭବ କରିଛନ୍ତି।ଢନ୍ୟବାଦ ।
ସତ କହିଛନ୍ତି ମହାରାଜ ମାଁ ବଚନ ଟା ଏତେ ସୁନ୍ଦର ଯେ ୟେ ମଣିଷ ଯଣିପରେନି
ବାପା ମାଙ୍କୁ ଯିଏ ଦୁଃଖ ଦିଏ ସେ କେବେବି ଭଲ ରେ ରୁହେନି କେବେ ମା ବାପା ଙ୍କୁ ଦୁଃଖ ଦିଅନି ବନ୍ଧୁ ଗଣ
Right
Iloveyoumaa
Sorry bro mu ma bapa nku bahutu dukha daisarelini 😭😭😭😭😭 mu kharap bataku paeilu au feri parilini au Abe ferila besiki sabu sari jaini 😭😭😭
ଏଇ ବାପା ମାଙ୍କୁ ମୋର କୋଟିକୋଟି ନମସ୍କାର 🙏🙏🙏🙏🙏🙏🙏
ହେ ଭଗବାନ ତମ କଥା ଟା ମୋମନକୁ କନ୍ଦାଇଦେଳ😂😂😂😂😂😂❤❤❤❤❤❤
ନନା ଆପଣ ଏଇ ସମାଜକୁ ଗୀତ ମାଧ୍ୟମରେ ଶିକ୍ଷା ଦେଉଛନ୍ତି ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏😭😭😭😭😭😭😭😭
ବାପା ମା ଙ୍କ ଠାରୁ ଏ ସଂସାର ରେ ଆବୃତ ସମାନ ଆଉ କିଛି ନାହିଁ ଆପଣଙ୍କ ଏ କଥା ଶୁଣି ହୃଦୟ କୋହଭରା ହୋଇଉଠୁଛି ଆଉ ଆଖିରୁ ଲୁହ ଚାଲିଆସୁଛି ଆଜିକା ଯୁଗରେ ଏ କିଛି କମ୍ ନୁହେଁ ପିତା ମାତା ଙ୍କୁ ଏଉଠୁ କୋଟି କୋଟି ପ୍ରଣୀପାତ କରୁଛି ଜୟ ଜଗନ୍ନାଥ 🙏❤️🙏❤️🙏❤️
👍👍👍ଆଜ୍ଞା ତୁମୁକୁ ବହୁତ ବହୁତ ଧନ୍ୟବାଦ 🙏🙏🙏🙏
ହୃଦୟ ଷ୍ପର୍ଶୀ ଗିତ । ବାବା ମାଆଙ୍କୁ ଯିଏ ବୁଝିଛି ସିଏ ଭଲରେ ଅଛି । ଶିବନାନାଙ୍କୁ ବହୁତ ବହୁତ ଧନ୍ୟବାଦ୍ । 🙏🙏🙏🙏🙏
Gy
Right
Hu bi@aratiswain6880 qqqq😮😅 mm
😢 aen hu cc ko😅 hu or hu cc ft ni
Mu bi RR c vi bu 14:05 14:05
🪔Right bro⭕‼️⭕🙏🙏🙏
ON
NNNN
.
B
Duniare sabuthu bada bhagaban bapa maa 😭😭💖
ମୁ ଛେଉଣ୍ଡ ମୁ ମାଆ କୁ ଖୋଜୁଛି କୋଜୁଥିବି କାନ୍ଦୁଥିବି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଡାକୁଥିବି କାନ୍ଦୁଥିବି 76 ବର୍ଷ ହେଲା ଜୟ ଜଗନ୍ନାଥ
Guruswami bhai💅💅💅💅
ସତରେ ମନକୁ ଆଖିରୁ ଲୁହ ଆସୁଛି ଆପଣଙ୍କ ଏ କଥା ଶୁଣିଲେ 🙏
😅😅❤❤❤ 14:05
ମା' ପରି କିଏ ହବ 🙏🙏🙏 ସତରେ ମା' ବିଷୟେରେ ଆପଣଙ୍କର ଏହି ବାଣୀ ଶୁଣି ଆଖିରୁ ଆପେ ଆପେ ଲୁହ ଝରି ପଡୁଛି।
He maa tume mahana maa
Right sir
❤️
Maa tu aji mor bahut mane paduchi.maa tu mor sabu janmare maa hebu.tu ama pakhaku pheri aa maa.mo maa pari kie heba? Apananku bahut dhanyabad siba nana
th-cam.com/users/shorts5K93mpm-rtA?feature=share 🙏 ଜୟ ଜଗନ୍ନାଥ
ମା ପରି କିଏ ହବ ସଂସାର ରେ
Maa jaga Kia neiparibani maa sabubele maa♥️
@@munasahoo7066 ଶୁଭ ରାତ୍ରି 🙏
Bhaina tumaku koti pranam 🙏🙏🙏
🙏 ଏ ଦୁନିଆଁର ମା ପରି କିଏ ଆଉ ହେବ 😢 ମୋ ମା ମୋ ପାଇଁ ଚଳନ୍ତି ଦେବି🙏
ଜୟ ଜଗନ୍ନାଥ 🙏
ମା ପରି କିଏ ହବ ସଂସାର ରେ 🙏
File a
Hii and you
@@ahalyabal6868 ମାନେ ବୁଝି ପାରୁନି
ଆଜି ର ଦୁନିଆ କୁକୁର ପାଇଁ ଘର ମା ବାପା ବୃଦ୍ଧା ଆଶ୍ରମ ରେ କୁକୁର ପାଇଁ ମାଂସ କ୍ଷୀର ବାପା ମା ଉପବାସ ଧନ୍ୟ ଆଜିର ଶିକ୍ଷିତ ମଣିଷ
Fact katha
ଏ ଦୁନିଆରେ ମାଆ ବାପା ଝଡା ଆଉ କିଛି ଦରକାର ନାହିଁ ରେ କାଳିଆ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ବାପା ମା କୁ ଯିଏ ବୁଝିଛି ଦୁନିଆ ରେ ଆଉ କିଛି ଦରକାର ନାହିଁ 🙏 🙏 🙏
Bapa maa ama pain bada debata
ନମସ୍କାର ନନା 🙏🙏🙏🙏ମୋ ଜୀବନରେ ଏମିତି ଜଣେ ଗୁରୁଙ୍କୁ ଜାଣିଲି. ଯିଏ କି ମଣିଷ ସମାଜ ପାଇଁ ସଠିକ ରାସ୍ତା ଦେଖେଉଛନ୍ତି.. ପ୍ରୟାସ ଏମିତି ଜାରିରହୁ. ଜଗନ୍ନାଥ ଆପଣଙ୍କୁଜ୍ଞାନ ମାର୍ଗ ଦିଅନ୍ତୁ..🙏🙏🙏🙏🙏🙏🙏🙏🙏
Radhe Radhe Jay sri Krishna.
th-cam.com/users/shorts5K93mpm-rtA?feature=share 🙏 ଜୟ ଜଗନ୍ନାଥ
ମା ପରି କିଏ ହବ ସଂସାର ରେ
ଆପଣଙ୍କୁ କୋଟି କୋଟି ପ୍ରଣାମ🙏🙏🙏🙏😭😭😭😭
ଆଜିର ସମାଜ ପାଇଁ ଇଏ ଗୋଟେ ଶିକ୍ଷା,,,,ଜୟ ଜଗନ୍ନାଥ
ନିରାଟ ସତ୍ୟ ଆଜ୍ଞା ଆଖିରୁ ପାଣି ବାହାରି ଆସୁଛି। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ।
Sata Katha bhi aakhira luha ku 🥺 chapi hauni 😭😭
Mo maa🙏🙏🙏🙏❤️
😊@@manaspanda5392
Prasannapujari
ମା ପୋରି ଆଉ ଏହି ସଂସାର ତ୍ୟାଗ କରିପାରିବେନି,,i love you ମା
ପ୍ରକୃତରେ ଆଖିରୁ ଲୁହ ଆସିଗଲା 🙏
Right 😭😭😭😭
ବଡ଼ ଭାଇ ଉପରେ ଆଧାରିତ ଅଛି କି
Waaaaaaahhhaaaahhhaaahhhaaaahhhh👍👍👍👍👍👍👍👍,,, bohut sundar guru ji pranaam🙏🙏🙏🙏
Omg 😭😭😭😭😭🙏🙏jay Jagannath... really heart touching.... 😭😭😭
Pua thu papi kehi nahi.... parents is god
ଆମେ ସମସ୍ତେ ସଚେତନ ହେଲେ ବୃଦ୍ଧା ଶ୍ରମ ଆବଶ୍ୟକ ପଡ଼ିବନି। really heart touching
EveryBapa Maa always evergreen for each and every person for every day .
Every Bapa maa always everygreen for each and every person for every day Namaskar Jay jagannth
ବା କି ଷ୍ଟୋରୀ ❤ lick story 👌 ମନକୁ ଛୁଇଁ ଲା
ମାରିବା ପାଇଁ ଅନେକ ବାଟ ଅଛି ହେଲେ ଜନ୍ମ ଦେବା କୁ ଜଣେ ଅଛି ସିଏ ହଉଚି ମା ❤️❤️❤️
Right 👍
ଜୟ ଶ୍ରୀ ସୀତା ରାମ ହେଭାଇ ଅଦୁନିରେ ମା ଠାରୁ ବଡକେହିନାହିଁ ମୁ ଅନୁରୋଧ କରୁଚି ମା କୁକେବେକଷ୍ଟ ଦିଅନି କୋଟି କୋଟି ପ୍ରଣାମ କରୁଚି 🙏🙏🙏🙏🙏
ହେ ପ୍ରଭୁ ଏ ମଣିଷ କୁ ସଦ୍ ବୁଦ୍ଦି ଦିଅ ।
ବୂଉ
ବାପା ମା ପରୀ କେହୀ ହେବେନୀ ଏଇକଥାଟା ମୋହୃଦୟରୁ ନୀରଞନ ମଲୀକୀ
Miss you moo maa.Mu to pakharu durare acchi hele mo mana to pakhare acchi..bahut mane paduchu maa...😭😭😭😭
ମା ଠୁ କିଏ ଆଉ ସୁନ୍ଦର ହବ, କିଏ ଆଉ ଜ୍ଞ୍ୟାନି ହବ
Rajanikantanayak
ମା ପରି କିଏ ହେବ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Ati sunder sir thank you tume ahuri ahuri amiti ka story kuha satare athi sundar 🙏🙏🙏🙏🙏🙏
Jay 🌺jagannth he madhaba samsta bhaktanku sehi patha dekhao prabhu🌺 nana pranama🙏🙏 bahut kasta barta dhany bad sir samastanku bujiba darkar 🙏
ଆଜିର ଦୁନିଆ ରେ ଶିକ୍ଷିତ ସଭ୍ୟତାରେ ଏହିପରି ଘଟଣା ସବୁଦିନ ଦେଖିବାକୁ ମିଳୁଛି।ଏଥିରୁ ଆମେକଣ କହିବା ଯେତେ ଶିକ୍ଷିତ ହେଲେ ମଧ୍ୟ ଅଶିକ୍ଷିତ ର ପରିଚୟ ଦେଉଛେ।ପ୍ରକୃତ ଠିକ କଥାକୁ ଉପସ୍ଥାପନ କରିଥିବାରୁ ହୃଦୟ ରୁ ଆପଣ କୁ ସାଧୁବାଦ
000qq000qq0
0
Atisudararttohig
Oooooo
Che èfdgg
Maa akhira luha bapa hrudar koha santan payidukha Dayak ate.lordzrmji
ଆଜିର ଦୁନିଆରେ ଠିକ ଏହି ଭଳି ହେଉଛି, ସତ କହିବାକୁ ଗଲେ, ଶୁଣିଲା ବେଳକୁ ହୃଦୟ ରୁ କୋହ ଚାଲି ଆସୁଛି
Right
Right
Maa Yuga asigala maayuga asigala. Satadharm kahidela satadharm Barta Della .rama
ନନା ପ୍ରଣାମ ବାପା ମା ତାଠାରୁ ବଡ଼ ଦେବତା ସରଗରାଇଜେ ନାହିଁ ତେଣୁ ବାପା ମା ଚଳନ୍ତି ପ୍ରତିମା ତାଙ୍କୁ ଆନ୍ଧ୍ର କରିବାଟା ନୁହଁ । ଜୟ ଜଗନ୍ନାଥ ନନା
Waw 🙏🙏🙏🙏🙏 ଆଖିରେ ଲୁହ ଆସିଗଲା 🙏🙏🙏ବହୁତ ସୁନ୍ଦର
କହିବାକୁ ମୋର ଭାଷା ନାହିଁ । ଏଇ ଶଦ୍ଦ ଗୁଡ଼ିକୁ ଶୁଣିଲା ବେଳେକୁ ମୋର ଛାତି ଫାଟି ଯାଉଛି । ଜୟ ଜଗନ୍ନାଥ।
ମାଆ ପରି କିଏ ହବନୀ ବାପା ଦେବତା ଜୟ ଜଗନ୍ନାଥ ମନ୍ଦିର ଜେମିତି ଦେବତା ନ ରହିଲେ ମନ୍ଦିର ଖାଲି ଲାଗେ ଷେମିତୀ ବାପା ମାଅ ନ ରହିଲେ ଘର ଖାଲି ଜୟ ଜଗନ୍ନାଥ🙏🙏🙏🙏🙏🙏🙏🙏
Siba nana nka bhajan heu प्रवचन हृदय ku kandeidiye 🙏🙏🙏🙏बहुत सुंदर
🎼🎼🎼🎼🎼very nice ❤❤🙏👌❤🎼🎼🎼🙏ଜୟ ଜଗନ୍ନାଥ 🙏
the great maa🙏🏻🙏🏻🙏🏻🙏🏻🙏🏻
Bapa maa ❤️ nka thu kehi bada nahanti, Jay Jagannath 🙏 Siba nana Nice ❤️
ସତରେ ଭାଇ ବହୁତ କଷ୍ଟ ଲାଗିଲା ଆରେ ଏ ଅଧମ ମଣିଷ ମାଁ କୁ କେବେ ଭୁଲନିରେ ମାଁ ର ରୁଣ ସାତ ଜନ୍ମ ରେ ସୁଝିପାରିବନି
Sorry mu mo maa ku khusi deiparelini 😭😭😭😭 mu gote ku putra 🙏🙏🙏🙏🙏
ଏମିତି ଗିତ ଆଜିର ସମାଜ କୁ ସଚେତନ କରାଇ ଦିଆଯାଇଛି ଶିଵନନାକୁ ଅଶେଷ ଧନ୍ୟବାଦ
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ ପ୍ପ୍ରଭୁ🙏 ଶିବ ନନା
Nana pranam 🙏🙏🙏
Heart touching kahani
⁰
Maa nku mora koti koti pranam Jay jagannath swami 🙏🙏🙏🙏🙏
Dayaakari jeu mane sunuchhanti bapa maa nku kebe hairana karibeni
thanks you sair right mining veery veery petheting song....jay jaganath hari om...🙏🙏🙏
ଆପଣ ଆଜି କାର ଏହି ସମାଜକୁ ଏହି ଗୀତ ଗାଇ ଚେତନା ଦେଇଛନ୍ତି ଯେ ମା କୁ କେବେ ହେଲେ ଦୁଃଖ ଦେବନି। ତେଣୁ ମୁଁ ଆପଣଙ୍କ ଠାରେ ଚିର ଉପକୃତ।
ଯାହା ପାଖରେ ବାପା ମା ଅଛନ୍ତି ତାଙ୍କୁ ଜଣା ପଡୁନି କିନ୍ତୁ ଗଲା ପରେ ଜଣା ପଡ଼ିବ ମା ବାପା ପରି ଆଉ କିଏ ନାହିଁ କାରଣ ମୋ ପାଖରେ ବାପା ନାହାଁନ୍ତି
ଭାଇନା ଆପଣଙ୍କ ବାପା ମା ଙ୍କୁ କୋଟି ପ୍ରଣାମ
Sir namashkar apanaka vision sabu Amara jibano ki Chaya mane karuchi sir good advice
Love you Nana thanks 👍👍👍👍👍 love you maa 🙏🙏🙏
बहुत सुंदर वीडियो राधे राधे
Maa/mata Seva amrut.amara Seva yehi Seba surgar Seva .lordzrmji
☺Blessing of my father and mother☺ ( i love😘 you sir )
Jai jagannath🙏🙏🙏🙏
Jay shree jagannath 😢😢😢😢😢😊😊😊😊😊😊😊😊❤
Ati sundar Kahani a sansarara pratyek pua ra akhi kholideba a sundar kahani. Koti koti dhanyabad Siba nana, ahipari sansara ku sudhariba kama karuthantu. Thakure apananku khusi re rakhithantu. 💐💐💐🙏🙏🙏
My father, Mother is my god.
Very Good message to youth.
Bahut Sundar nana 🙏🙏
ଡ଼ହ ଡ଼ହ ଖରା ବେଳଟାରେ
ଲୁହ ଝରେଇ ଦେଲ ଭାଇ,,,,
🙏🙏🙏🙏🙏🙏🙏
Thankyou siba bhai for the song
🙏🌷🙏 Jay Sri Jagannath🙏🌷🙏Mata SriCharne Sata Sata Pranam Maa ❤️🙏🙏🙏❤️
Ajikali Sabu pua semitika
Sikhita asikhita parichay maa ati sundar presentation daicjanti jete kahile emane sudhuribini
ବାପା ମାଆ ଙ୍କ ସ୍ନେହ ଶ୍ରଦ୍ଧା ଭଲ ପାଇବା ଯେତେ କହିଲେ ବି କମ ହବ...ପ୍ରଭୁ ସମସ୍ତ ବାପା ମାଆ ଙ୍କୁ ଭଲରେ ରଖନ୍ତୁ...ପ୍ରଭୁଙ୍କ ପାଖରେ ଏତିକି ନିବେଦନ... ଜୟ ଜଗନ୍ନାଥ ମହାପ୍ରଭୁ 🙏♥️🙏♥️🙏♥️🙏
Bapa maa tharu aduniare kehi badda nahanti tanka bhali kehi sehamamat
I miss you maa 🙏🙏🙏
Bhagaban sukha, dukha duitijako diyanti ,kebala maa bapa sukha diyanti dukha nuhen.joy pita Mata ,joy pita Mata..........
Thanks for this video 😔❤️💝
Mo bapa au nahanti he bhagaban mo bapanka atamaku santire rakha missyoupapa
ସତ କଥା ନନା 😢😢😢😢😢😢😢😢😭😭😭😭👏🏻👏🏻👏🏻👏🏻👏🏻👍🏻👍🏻
ଜୟ ଜଗନ୍ନାଥ ମହାପ୍ରଭୁ
ଜୟ ଜଗନ୍ନାଥ ମହାପ୍ରଭୁ
ଜୟ ଜଗନ୍ନାଥ ମହାପ୍ରଭୁ
ଜୟ ଜଗନ୍ନାଥ ମହାପ୍ରଭୁ
ମୋ ଜୀବନରେ ନିସ୍ବାର୍ଥପର ଭଲ ପାଇବା ବାପା ❤️ମା❤️ ଠୁ ହିଁ ପାଇଛି 🥺। ଅନ୍ୟ ଭଲ ପାଇବା ସ୍ଵାର୍ଥରେ ବନ୍ଧା ନାରୀଙ୍କୁ ସମ୍ମାନ ଦିଅନ୍ତୁ 🙏। ଏବଂ ଏଇଟା ମନେ ରଖିବା ଆବଶ୍ୟକ ଜାହା ଫଳରେ ତୁମେ ପୃଥିବୀକୁ ଉପଭୋଗ କରୁଛ।♥️
A gita ta sunile akhi re luha ao chati re koha ao Loma tankuri uthuchi 😭😭😭😭😭
I lov maa❤❤❤ନିରାଟ ସତ ❤❤❤❤
maa nku mora koti koti pranam Jay guru deba
Apana nkara a video re samaj ku bahut lesson miliba..
Heart touching video.. Thank u🙏
ଧନ୍ଯବାଦ୍ ନନା
Akhiru luha sukhuni sunile jay Jagannath I proud for mo bapa maa
Nana apanku koti koti namaskara amiti apana samajaku vala vala upadesa diantu