🔵Exclusive Interview Gajapati Maharaja Dibyasingha Deba On Sri Mandira, Ratna Bhandara

แชร์
ฝัง
  • เผยแพร่เมื่อ 28 ก.ย. 2024

ความคิดเห็น • 165

  • @damodarmohanty8987
    @damodarmohanty8987 2 หลายเดือนก่อน +36

    ପୁରୀ ଗଜପତି ମହାରାଜା ଜଣେ ଅପ୍ରତିଦ୍ଵନ୍ଦୀ ମାନବ ତାଙ୍କ ସହତି ସମାନ ହେଲା ଭଳି ମାନବ ଟିଏ ଏ ଦୁନିଆ ରେ ବିରଳ ଯଦି ଓଡିଶା ର ସାଢେ ଚାରି କୋଟି ଲୋକ ଆଜି ଚାହିଁବେ ତାଙ୍କୁ ଏ ରାଜ୍ୟ ର ଶାସନ ଭାର ଦେଇ ଦେଲେ କେତେ ସୁନ୍ଦର ହୁଅନ୍ତାନି |

    • @mohannayak7922
      @mohannayak7922 2 หลายเดือนก่อน +3

      ଅତି ସୁନ୍ଦର କଥାଟିଏ ମୋର ଆପଣଙ୍କ ମତରେ ଏକମତ

  • @aksahoo346
    @aksahoo346 3 หลายเดือนก่อน +2

    Ganapati maharajanku mo tarFaru mo paribara tarafaru koti koti pranam jay jaganath

  • @anantaprasad1195
    @anantaprasad1195 3 หลายเดือนก่อน +6

    Joy gajapati maharaja

  • @PrativaMohanty-in1ti
    @PrativaMohanty-in1ti 3 หลายเดือนก่อน +3

    Ratna Bhandar getting opened under the directive of Honble Odisha high court.

  • @BhagabanDas-yg2py
    @BhagabanDas-yg2py 2 หลายเดือนก่อน

    ଶ୍ରୀ ଶ୍ରୀ ଗଜପତି ମହାରାଜାଙ୍କର ଜୟ ହେଉ 🌹🙏ଜୟ ଜଗନ୍ନାଥ 🌹🙏

  • @BijayPradhan-dn8ui
    @BijayPradhan-dn8ui 2 หลายเดือนก่อน +1

    Jay jaganatha

  • @pujabehera5685
    @pujabehera5685 3 หลายเดือนก่อน +12

    ଦୟା କରି ସବୁ ତଥ୍ୟ କୁ ଏମିତି ଖୋଲା ମେଲା ରେ ନ କହିବା ଭଲ ଆଜ୍ଞା....କାରଣ ବାହ୍ୟ ଶତ୍ରୁ କଁ ର ଅଭାବ ନାହିଁ 🙏 ବାହ୍ୟ କ'ଣ ଏବେ ତ ଭିତର ଲୋକ କଁ ର ବି କିଛି ଅଭାବ ନାହିଁ.....ଯିଏ ବି ହେଉ ପ୍ରଭୁ 🙏 କଁ ର ଆଜ୍ଞା ନହେଲେ କାହାରି ଦମ୍ ନାହିଁ ସେ ଜାଗାକୁ ହାତ ବି ଲଗେଇ ପାରିବେନି। ପ୍ରଭୁ 🙏 ତୁମ ଓଡିଶା ମାଟି କୁ ବଞ୍ଚେଈ ରଖ କାରଣ ଏଈ ବୋକା ଓଡିଆ ଲୋକ ହିଁ ଆଜି ସରକାର ବଦଳେଈ ନିଜ ବୋକାମି ର ପ୍ରମାଣ ପରିଚୟ ଦେଇଦେଲେ ତଥା ଏବେ ନୂଆ ଚୋର ମାନଂକୁ ଜୟ ଜଗନ୍ନାଥ ନାମ ରେ ଲୁଟି ବାକୁ ସୁବିଧା ହେଇଗଲା

  • @sajaypattnaik-re6oc
    @sajaypattnaik-re6oc 3 หลายเดือนก่อน

    Jay jagannath

  • @anusayamohanty1775
    @anusayamohanty1775 3 หลายเดือนก่อน +3

    Am gajapati maharaja😢🎉

  • @shyambandhudas99
    @shyambandhudas99 2 หลายเดือนก่อน

    ଶ୍ରୀ ଶ୍ରୀ ଗଜପତି ମହାରାଜଙ୍କ ଶ୍ରୀଚରଣେ ଅନନ୍ତ କୋଟି ଦଣ୍ଡବତ 🙏🏻🙏🏻🙏🏻ଜୟ ଜଗନ୍ନାଥ 🙏🏻ରାଧେଶ୍ୟାମ 🙏🏻🙏🏻🙏🏻

  • @ShyamprasadDas-c7n
    @ShyamprasadDas-c7n 3 หลายเดือนก่อน

    Jay jaganatha jay gajapati maharaj🎉🎉🎉🎉🎉🎉🎉🎉🎉🎉❤❤❤❤❤❤❤❤❤❤

  • @dipakmahapatra5301
    @dipakmahapatra5301 2 หลายเดือนก่อน

    Jay Jagannath 🙏

  • @basantakumarpradhan7606
    @basantakumarpradhan7606 2 หลายเดือนก่อน

    Jay Jagannath, Jay Gajapati Maharaja

  • @jyotimayeesahoo5264
    @jyotimayeesahoo5264 2 หลายเดือนก่อน

    God bless you Maharaj ji

  • @sudamsahu6111
    @sudamsahu6111 2 หลายเดือนก่อน

    GoodNews

  • @bikrampiroi4588
    @bikrampiroi4588 3 หลายเดือนก่อน

    Jay jagannath🎉🎉🎉

  • @diptirath2858
    @diptirath2858 2 หลายเดือนก่อน

    ବହୁତ ଭଲ ଲାଗିଲା.

  • @JayantaNayak-cj9hn
    @JayantaNayak-cj9hn 2 หลายเดือนก่อน

    Salut sir

  • @sitakantapanda9204
    @sitakantapanda9204 2 หลายเดือนก่อน

    Sab ka sath sab ka bikash.…….Hon'ble Prime Minister, INDIA

  • @durgacharanpradhan5309
    @durgacharanpradhan5309 2 หลายเดือนก่อน +1

    Key is in Tamilnadu. What is in collectorate is duplicate key planned by Pandian. Ganapati is silent about Kamiya Jani, 4200 crore expenditure for Parikrama Road and why it is so late to open inside Ratnabhandar.

  • @jnanadiptasamantaray1562
    @jnanadiptasamantaray1562 2 หลายเดือนก่อน

    ରତ୍ନଭଣ୍ଡାର ର ଦାୟିତ୍ଵ ନେବା ବା ବୁଝିବାରେ ଆମର ଗଜପତି ଅକ୍ଷମ ନୁହଁନ୍ତି । ରାଜା ଏକାଧାରରେ ସେବକ ଓ ଭକ୍ତ । ଏତେ ଅବିଶ୍ବାସ କାହିଁକି ? ସରକାରୀ କଳ(ନିର୍ବାଚିତ ବା ଅମଲାତନ୍ତ୍ର)ଓ ମିଡିଆ ବାଲାଙ୍କ । ରାଜା, ଶଙ୍କରାଚାର୍ଯ୍ୟ ପ୍ରଭୃତି ମୁଖ୍ୟ ମାନଙ୍କ ସହିତ କଥାବାର୍ତ୍ତା ହେଲା ବେଳେ ଅଭିଜ୍ଞ ଓ ଅଭ୍ୟାସ କରି ପାରୁଥିବା ବ୍ୟକ୍ତି ନିଯୁକ୍ତି ଦେବା ଆବଶ୍ୟକ ।

  • @UsharaniParida-x2z
    @UsharaniParida-x2z 2 หลายเดือนก่อน

    Gajapati maharaj clearly mentioned kala je Nabeen babu nispati neithile 2023 August masare Ratna Bhandardara khola jaithanta

  • @yoursnihar
    @yoursnihar 3 หลายเดือนก่อน +1

    ⭕️‼️⭕️

  • @yudhisthirsahu6289
    @yudhisthirsahu6289 2 หลายเดือนก่อน

    ସବୁ ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛାରେ ପ୍ରକଟିତ ହୋଇଥାଏ ନଚେତ ବଳ ପୂର୍ବକ କଲେ ସଫଳ ହେବ ନାହିଁ ପ୍ରଭୁ ଏବଂ ମାଆ ଙ୍କୁ ନପଚାରି ତାଙ୍କ ରତ୍ନ ଘର ଖୋଲିବା ଉଚିତ୍ ନୁହେଁ କାରଣ ପ୍ରଭୁ ଜଗନ୍ନାଥ ଙ୍କରତ୍ନ ଭଣ୍ଡାର

  • @thingsabouttoknowthat6039
    @thingsabouttoknowthat6039 2 หลายเดือนก่อน

    ଚଳନ୍ତି ବିଷ୍ଣୁଙ୍କୁ ମୋରୋ କୋଟି କୋଟି ପ୍ରଣାମ ❤❤❤

  • @laduliparida
    @laduliparida 3 หลายเดือนก่อน +9

    ରତ୍ନଭଣ୍ଡାର ଫାଟ ଅଛି ବୋଲି ଜାଣିବା ପରେ 2016 ରୁ 2024 ହେଲାଣି ସମସ୍ତେ ଚୁପ୍ କାହିଁକି, ମହାରାଜ କହିବେକି

  • @gyanendrakumardas6221
    @gyanendrakumardas6221 3 หลายเดือนก่อน +1

    Kichi katha rakh natini. Sabu bele Munhare Tala lagi thae. Subu bele mija swarthy pain.

  • @dashbirenchandra1770
    @dashbirenchandra1770 2 หลายเดือนก่อน

    ମହାଶୟ, ମନ୍ଦିର ଭିତରେ ଧାଡ଼ି କାହିଁକି ନକରି ଲୋକଂକ ଜୀବନ ସହିତ ଖେଳୁଛନ୍ତି !

  • @UAreNext
    @UAreNext 3 หลายเดือนก่อน

    Kou sarkar? Puruna news emti chaluacha boli TH-cam re hazar hazar news channel kholigalani

  • @NabikushMahakul-es2lk
    @NabikushMahakul-es2lk 2 หลายเดือนก่อน

    Kounosiekodhormoresorokaropurahosthokhepokoriparibenahi.orthatkebologotiedhormopai.sobunispotineiparibenahi.

  • @milupani6631
    @milupani6631 3 หลายเดือนก่อน

    ଏମା'ର ମଠରୁ ମିଳିଥିବା ୭୦୦ଖଣ୍ଡ ରୂପା ଇଟା କୋଉଠି ଅଛି ଟିକେ କହିପାରିବେ କି?

  • @rajeshkumarpanda7057
    @rajeshkumarpanda7057 2 หลายเดือนก่อน

    Raja tk bjd premi bodhe.. 500yrd pura gajapati jiye ama Kalinga pai ladhuthule se heithile mandir katha sasta kahithnte aku pachara taku pachara kahinathnte

  • @assisjena1633
    @assisjena1633 2 หลายเดือนก่อน

    BJP ବି ଖୋଲି ପାରିବ ନାହିଁ ରତ୍ନ ଭଣ୍ଡାର, ଖାଲି ଭାଷଣ ମାରିବ.

  • @lingarajdas211
    @lingarajdas211 3 หลายเดือนก่อน +106

    Shree shree Gajapati Maharaja nku koti koti pranam.

  • @AjayKumar-qp2qy
    @AjayKumar-qp2qy 2 หลายเดือนก่อน

    Jay Jagannath 🙏🙏🙏🙏🙏

  • @sipramishra4703
    @sipramishra4703 3 หลายเดือนก่อน

    Jay Jagannath 🙏🏻🙏🏻

  • @surathachandrajena9514
    @surathachandrajena9514 3 หลายเดือนก่อน +27

    ମହାମାନ୍ୟ ଭକ୍ତ ଶ୍ରେଷ୍ଠ ଶ୍ରୀ ଶ୍ରୀ ଗଜପତି ମହାରାଜାଙ୍କୁ ସଭକ୍ତି ପ୍ରଣାମ, ଶରଣଂ ।।
    ଆପଣଙ୍କ ଭଦ୍ରୋଚିତ ନମ୍ରତା ପୂର୍ଣ୍ଣ ସୁନ୍ଦର ବ୍ୟବହାର , ଅତ୍ୟନ୍ତ ମନୋମୁଗ୍ଧକର ଓ ପ୍ରେରଣା ଦାୟକ ।।ଆପଣ ଆମ ଉତ୍କଳ ମାଟିର ଗର୍ବ ଓ ଗୌରବ ଅଟନ୍ତି । ମହାପ୍ରଭୁଙ୍କ ଅସୀମ କୃପା ଆପଣଙ୍କ ଉପରେ ତଥା ସମଗ୍ର ଜନ ସମାଜ ଉପରେ ଥାଉ ।
    ଆପଣଙ୍କ ଦୀର୍ଘ ନିରାମୟ ଜୀବନ କାମନା କରୁଛି । BktS.🎉🎉🎉

  • @pujabehera5685
    @pujabehera5685 3 หลายเดือนก่อน +2

    ନଜଗିଲେ ତମକୁ ସବୁ ଲୁଟି ନେବାକୁ ସୁବିଧା ହବ ନାଁ କ'ଣ.....ଚାରି ଦୁଆର ଖୋଲିଲ ସିନା କିଛି ଠିକ୍ କଲନି..... ମନଇଛା ଦୁର୍ନୀତି ଚାଲିଲାଣି ଓଡ଼ିଶା ରେ

  • @pujabehera5685
    @pujabehera5685 3 หลายเดือนก่อน +4

    ଯାହା କର କିନ୍ତୁ ସାର୍ 🙏 ନିନ୍ଦା କରନି ସେଈ ନବୀନ ସାର୍ ବି ଜଣେ ମହାପୁରୁଷ ସଂଗେ ସମାନ.....ସବୁ ରାଜ୍ୟ କୁ ଦେଖ ଆଜି ଓଡ଼ିଶା କୁ ଦେଖ?..... ବର୍ତମାନ ର ସରକାର୍ ଦୃତ ଗତିରେ ବୁଡ଼େଇ ଦେବେ ଅପେକ୍ଷା କର

    • @rasmikantanayak4780
      @rasmikantanayak4780 3 หลายเดือนก่อน

      ସେଇ ଗେଣ୍ଡା ଦଳ ଆଉ ପାଣ୍ଡୁ ତତେ __ ମାରିଛି ତତେ ଜଣା ପଡୁନି ଓଡ଼ିଶା ସବୁ ରାଜ୍ୟ ଠାରୁ କେତେ ତଳେ ଅଛି ଗରିବ ରେ ୨୫ ବର୍ଷ ରହିଲା ପରେ ବି ନବିନ ଓଡ଼ିଶାରୁ ପ୍ରାୟ ୫୦ ଲକ୍ଷ୍ୟ ରୁ ଅଧିକ ଯୁବକ ଓ ଯୁବତୀ ମାନେ ଦାଦନ ଖଟୁଛନ୍ତି ଅନ୍ୟ ରାଜ୍ୟ ରେ । ନବିନ ୨୫ ବର୍ଷ ରହିଲା ପରେ ବି ଛି ଛି ଫିର ନବିନ

  • @surajpatnayak1743
    @surajpatnayak1743 3 หลายเดือนก่อน +5

    Jay Shri Jagannath Jay Shri gajapati Maharaj

  • @padmacharanchhotray5432
    @padmacharanchhotray5432 3 หลายเดือนก่อน +5

    Gajapati Maharaj nku Pranaam

  • @basudevbehera2209
    @basudevbehera2209 2 หลายเดือนก่อน +3

    ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ , ହରେରାମ ହରେରାମ ରାମ ରାମ ହରେ ହରେ ❤

  • @karunakarmallick5854
    @karunakarmallick5854 3 หลายเดือนก่อน +10

    ଜୟଜଗନ୍ନାଥ 🙏 ଠାକୁରେ ସବୁ ଦେଖୁଛନ୍ତି

  • @saikrishnagm09
    @saikrishnagm09 2 หลายเดือนก่อน +2

    ଶ୍ରୀ ଶ୍ରୀ ଗଜପତି ଗରୁଡେଶ୍ଵର ନବକୋଟି କର୍ଣ୍ଣାଟକଳବର୍ଗେସ୍ଵର ଶ୍ରୀ ଶ୍ରୀ ବୀରାଧି ବୀରବର ଶ୍ରୀ ଗଜପତି ମହାରାଜଙ୍କର ଜୟ ହେଉ 🙏 ଜୟ ଜଗନ୍ନାଥ 🙏💐

  • @reenaranisethi1276
    @reenaranisethi1276 3 หลายเดือนก่อน +4

    Jay Jagannath 🙏🙏 🙏 shree Gajapati maharaja pranam 🙏

  • @subashpani2629
    @subashpani2629 3 หลายเดือนก่อน +9

    Jay Jagannath Swami Nayan pataha gami

    • @anantaprasad1195
      @anantaprasad1195 3 หลายเดือนก่อน

      Maharaj ku eadu sadu pacharani se pratima

  • @BharatiSahoo-lj5fl
    @BharatiSahoo-lj5fl 3 หลายเดือนก่อน +1

    Maharaja apan Jagannath nkar chalanti pratima. E sambadik Indirectly apank muhnaru BJP kam bhal boli loka nku jane i baku cha hnu chhi. Kintu ame jana sadharana apan nk muhnaru jaha sunilu old sarkar jaha karu thile bha bi chinti karu thi le. Kintu e sar kar michh kahi sasan ku asi chhi. E samba dik Thakur raja nk katharu tu bi jani paru thibu, Nabin and Pandian and old sarkar was 100℅ right. Next ele ction re Odisha basi tar jabab debe. Wait kaar Odisha godi media.

  • @NabikushMahakul-es2lk
    @NabikushMahakul-es2lk 2 หลายเดือนก่อน

    Gojoporisir.jone.mohanadhyatmik.badiotonti.semanejahakohuchonti.seivolikorajau.rotnovondarokothaebechadonyujatraporejahakoribakothakoribe.

  • @sskamalnaina7031
    @sskamalnaina7031 3 หลายเดือนก่อน

    ଚାରି ଦ୍ୱାର ଖୋଲିଲେ କଣ ହେବ, ଭିତରେତ ଠେଲା ପେଲା, ତେଣୁ ଭିତର ପର୍ଯ୍ୟନ୍ତ baricade କରାଯାଉ

  • @janmejayadash9898
    @janmejayadash9898 3 หลายเดือนก่อน +2

    Jayjaganathh ñama o namah

  • @basudebapradhan3828
    @basudebapradhan3828 2 หลายเดือนก่อน +1

    Jay jagarantha Prabhu Apana Bichara karantu Apana Saha Bharasa jay jagarantha

  • @bhagabanpradhan4787
    @bhagabanpradhan4787 3 หลายเดือนก่อน +3

    Jai shree Ram

  • @rasmiranjanmoharana6779
    @rasmiranjanmoharana6779 3 หลายเดือนก่อน +3

    Jay Jagannath

  • @prafullasahu9731
    @prafullasahu9731 3 หลายเดือนก่อน +3

    Jai jagannath jai ganpati maharj

  • @sbkalabikashkendrahariharm7565
    @sbkalabikashkendrahariharm7565 3 หลายเดือนก่อน +2

    Aama Mahaprabhu nka gharaku thik re rakhiba, Aame Vala re rahiba. Jay Jagannath 🕉 🕉 🕉

  • @kanjiaranjitkumar3824
    @kanjiaranjitkumar3824 3 หลายเดือนก่อน +2

    Jai Shree. Parambrahma. Jai. Jai Shree. Jagannath

  • @niranjansenapati8478
    @niranjansenapati8478 2 หลายเดือนก่อน +1

    Omm shanti

  • @prasnnamaharan5745
    @prasnnamaharan5745 2 หลายเดือนก่อน

    ମୁ ଜଣେ ସାଧାରନଲୋକ ଚ ଳନ୍ତି ପ୍ରତିମା ଶ୍ରୀ ଗଜପତି ମହାରାଜ ଙ୍କୁ କୋଟିକୋଟି ପ୍ରଣାମ ମୁଗଜପତି ମହାରାଜ ଙ୍କୁ ଦର୍ଶନ କରିପାରିବି କି ମୋର ଅନୁରୋଧ

  • @susilpanda8652
    @susilpanda8652 2 หลายเดือนก่อน

    ଆମର ଚଳାନ୍ତିବିଷ୍ଣୁ 🙏ଦଣ୍ଡବତ ପ୍ରଣାମ 🙏ନମ୍ର ସ୍ଵଭାଵ ବହୁ ପ୍ରତିଭା ର ଧନୀ ଦୀର୍ଘ ବର୍ଷ ଧରି ଜଗନ୍ନାଥ ମହାପ୍ରଭୁ ଙ୍କ ସେବା କରିଆସୁଛନ୍ତି ବାଲ୍ୟ ରୁ ବୃଦ୍ଧବସ୍ଥା ଆଜୀବନ ସେବା ର ସୌଭାଗ୍ୟ ପାଇଥିବା ଗଜପତି ବୋଲି ମୁଁ ଭାବୁଛି ଏ ପରି ବିଲକ୍ଷଣ ପ୍ରତିଭା ର ଧନୀ ଆଉ କେହି ଗଜପତି ପାଈଥିବେ ମୁଁ ଭାବିପାରୁନି ଜଗନ୍ନାଥ ଙ୍କ ଆଶୀର୍ବାଦ ଗଜପତି ଙ୍କ ଉପରେ ବିଶେଷ ରହିଛି 1980ମସିହାରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ର ଜଗନ୍ନାଥ ମନ୍ଦିର କୁ ଯାଇଥିଲେ ସେସମୟରେ ମୁଁ ଦର୍ଶନ କରିଥିଲି 🙏 25:25

  • @Surya-narayan990
    @Surya-narayan990 3 หลายเดือนก่อน

    Satru bidesi nka thu prabhunku rakhya kari jagannatha nka sampati ku gupta rakhiba abasyak a

  • @TarakMohanty
    @TarakMohanty 2 หลายเดือนก่อน

    ଯେଉଁ ପ୍ରଶ୍ନର ଉତ୍ତର ଜନତା ଖୋଜୁଛନ୍ତି, ତାହା ଗଜପତି ଦିଅନ୍ତି ନାହିଁ. ସେ ଆଉ ଗଜପତି ଭଳି ଭୂମିକାରେ ନାହାନ୍ତି. ସେ ଯଦି ଶ୍ରୀମନ୍ଦିର ଦାୟିତ୍ୱ ଠିକ ବୁଝୁଥାନ୍ତେ, ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ରତ୍ନଭଣ୍ଡାରକୁ ନେଇ ଏତେ ବିବାଦ ନଥାନ୍ତା. ସେ କେବଳ ତାଙ୍କ କର୍ତ୍ତବ୍ୟ ପାଳନ କରି ସରକାରୀ ସୁବିଧା ଚିନ୍ତାରେ?

  • @chakradharmohanta8751
    @chakradharmohanta8751 2 หลายเดือนก่อน

    ଶିରିଡି ସାଇ ଓ ତିରୁପତିଙ୍କ ଭଳି ଦର୍ଶନ ପାଇଁ ଅନ୍ ଲାଇନ ବ୍ୟବସ୍ଥା ଅନୁଶରଣ ନ ଥିଲେ ଏ ଭିଡରେ ଦର୍ଶନ ହେବା ସହଜରେ ସମ୍ଭବ ନୁହେଁ। ଦଳଚକଡାରେ ଅଘଟଣ ଘଟିବାର
    ଆଶଙ୍କା ରହିବ‌ ! ସରକାର ଏହାକୁ କାର୍ଯ୍ୟକାରୀ କରନ୍ତୁ !

  • @GaneshJena-mr1hf
    @GaneshJena-mr1hf 2 หลายเดือนก่อน

    ରାଜା କିଛି ସତ୍ୟ ପ୍ରକାଶ କରୁ ନାହିଁନ୍ତି । କାରଣ ରତ୍ନଭଣ୍ଡାର ଗଣତି ପାଇଁ ଯେତେ ବେଳେ ଆବଶ୍ୟକତା ପଡ଼ିଲା,ସେତେ ବେଳେ Meeting ପାଇଁ ଯେଉଁ BJD Agenda ପ୍ରସୁତ ହୋଇଥିଲା ସେଥିରେ କ'ଣ କ'ଣ ଆଲୋଚନା ହେବ ମାତ୍ର ପରିତାପର ବିଷୟ ଯେ ସେ meeting Agenda ରେ ନଥିଲା ରତ୍ନ ଭଣ୍ଡାର ଖୋଲିବା ପାଇଁ, ତେଣୁ ଆଲୋଚନା ହୋଇ ନ ଥିଲା |

  • @santoshpradhan2509
    @santoshpradhan2509 3 หลายเดือนก่อน +3

    ଗଜପତି ମହାରାଜା ମହୋଦୟ କମିଶନ ରିପୋର୍ଟ ଯଦି ବିଜେଡି ସରକାର ସାର୍ବଜନୀନ କଲେନାହିଁ ,ଆପଣ ସେତେବେଳେ ନିରବ ରହିଲେ କାହିଁକି , ଆପଣ ସେତେବେଳେ ନବୀନ ପଟ୍ଟନାୟକ ଙ୍କ ସହିତ ହାତ ମିଳାଇ ଥିଲେ ।

  • @jnanadiptasamantaray1562
    @jnanadiptasamantaray1562 2 หลายเดือนก่อน

    ମାଇକ୍ ଟିକେ ଭଲ ଦିଅ, ବା ଭଲରେ ସେଟିଂ କରିବା ଦରକାର । କଥା ହେବା ପୂର୍ବରୁ ପ୍ରସ୍ତୁତି ବିଲକୁଲ ନାହିଁ ମିଡିଆ ବାଲାଙ୍କର । ଶବ୍ଦ କମ୍ ଥିବାରୁ, ନା ଅଭ୍ୟାସ ନଥିବାରୁ ବାରମ୍ବାର ଗୋଟିଏ ଶବ୍ଦର ବା ବାକ୍ୟର ବ୍ୟବହାର ବା ପ୍ରୟୋଗ ହେଉଛି । ତେଣୁ ମିଡିଆ ବାଲାଙ୍କ ସୁଧାର ଆବଶ୍ୟକ । ଏଭଳି ଶବ୍ଦ(ଟିକେ ଉଚ୍ଚ ମାନର) ବ୍ୟବହାର ରେ ଆଣିବାକୁ ଯାହା ଓଡ଼ିଶାର କୋଣ-ଅନୁକୋଣରେ ଅତି ନିମ୍ନ ବର୍ଗର ଲୋକେ, ଏମିତି କି ଛୋଟପିଲା ମାନେ ବି ଯେମିତି ଶୁଣି ପାରନ୍ତି, ବୁଝି ପାରନ୍ତି ।

  • @BharatiSahoo-lj5fl
    @BharatiSahoo-lj5fl 3 หลายเดือนก่อน +1

    Maharaja apan nk pad tale koti juhar.

  • @RAlok687
    @RAlok687 3 หลายเดือนก่อน

    ରତ୍ନଭଣ୍ଡାରରେ ଜଦିସାପ ଅଛି ତାହେଲ ସ୍ନେକେ ଧରାଳିଙ୍କି ଡକାଜାଉ ସେମାନେ ଖୋଲିବେ କହିଲେଚାବି ହଜିଛି ହାତୁଡା ଅଦ୍ଭାବନାହିଁ ବାଡେଇଦ୍ଭାଙ୍ଗିବା ପାଇଁ ପ୍ରହଚନଲଇଛନ୍ତି ଓଡିସା ବାସିଙ୍କୁ ଦ୍ଭାବିଛନ୍ତି ଭୋକୁଆ ଏମାନେ କିଛି ନାହିଁ ଭଣ୍ଡା ରରେ ମିଛ କଥା ସବୁ😄😄😄😄🤫🤫🤫

  • @UsharaniParida-x2z
    @UsharaniParida-x2z 2 หลายเดือนก่อน

    Ethire bjp sarkar kichhi babhduri naba darkar nahi

  • @bkmb47
    @bkmb47 2 หลายเดือนก่อน

    झूट बोलना या supressed facts दोनों गलत है।

  • @pravakarswain2804
    @pravakarswain2804 2 หลายเดือนก่อน

    ଏପ୍ରକାର ଭିତି ଓ କେତେ ଦେଖି ୨ ସବୁ ମିଛ ବୋଲି ଲାଗୁଛି

  • @satyasandu
    @satyasandu 3 หลายเดือนก่อน +1

    जय श्रीजगन्नाथ, जय जय श्रीजगन्नाथ ।🙏🙏🙏

  • @parsuramnayak4093
    @parsuramnayak4093 2 หลายเดือนก่อน

    Pandu chorikari nelabele sapa ta kanhi baharila nanhi ?

  • @satrughanasahoo1118
    @satrughanasahoo1118 2 หลายเดือนก่อน

    Very nice valuable discussion, Jay shree Jaganath

  • @prabhatswain4367
    @prabhatswain4367 3 หลายเดือนก่อน +1

    🙏🙏Jay Shree jagannath

  • @jyotiprakashparida7049
    @jyotiprakashparida7049 2 หลายเดือนก่อน

    Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏😭😭

  • @yudhisthir123
    @yudhisthir123 2 หลายเดือนก่อน

    Pranam manima🙏🙏🙏🙏🙏🌹🌹🌹🌹🌹

  • @MeghaBehera-ug9yb
    @MeghaBehera-ug9yb 2 หลายเดือนก่อน

    Apana jhaha sir kun question karuchanti best kanak news.jay jagannath 🙏🙏🙏

  • @rupsinggond552
    @rupsinggond552 2 หลายเดือนก่อน

    Jay Jagannath Jay Jagannath MITUGUDA

  • @RajendraMajhi-p2s
    @RajendraMajhi-p2s 3 หลายเดือนก่อน

    ହରି ତା ମାଆ ର ବିଅl ଭିତରେ ଅଛି ଚାବି mg ହରି

  • @RajendraMohanty-v4e
    @RajendraMohanty-v4e 3 หลายเดือนก่อน +1

    Jayjagannthjaygajapati

  • @Pramila-ie1fb
    @Pramila-ie1fb 2 หลายเดือนก่อน

    ମୁ ଦିମିଛ କହିଛନ୍ତି ଏତେ ମିଛ

  • @baikunthabehera3971
    @baikunthabehera3971 2 หลายเดือนก่อน

    bjp asila pare swar sunhili . sankarachajya nk swar sunhithile je dheba bhumi bhoga bhumi parinhata heuchhi .

  • @sudamdas1320
    @sudamdas1320 2 หลายเดือนก่อน

    Jay Jaganth Jay Jaganth Jay Jaganth

  • @GangadharaPanda-io9qg
    @GangadharaPanda-io9qg 3 หลายเดือนก่อน

    Gajapati maharaj jaha kou chanti right

  • @PramodDash-xn2cm
    @PramodDash-xn2cm 2 หลายเดือนก่อน

    Jay Jay Jagannath koti koti naman

  • @sachitrakumardash8485
    @sachitrakumardash8485 2 หลายเดือนก่อน

    Puri Raja nuhe se .sara odisha basinka raja see .se hau chanti 2 nd bhagwan.tankra baktikta b bhagwan bhali

  • @UsharaniParida-x2z
    @UsharaniParida-x2z 2 หลายเดือนก่อน

    Aa sabu election purburu tike discussion hebara thila

  • @ambikasankardas5740
    @ambikasankardas5740 2 หลายเดือนก่อน

    ଜୟ ଶ୍ରୀ ଜଗନ୍ନାଥ

  • @DamodarFatesingh-nw5zf
    @DamodarFatesingh-nw5zf 3 หลายเดือนก่อน +1

    Jai Jagannath

  • @prakrutiranipati81
    @prakrutiranipati81 3 หลายเดือนก่อน

    Bhitar katha pakha re line kara jau

  • @biswanathmallick8110
    @biswanathmallick8110 2 หลายเดือนก่อน

    GAJAPATI M7AHARAJA MANIMA NKA PADA PADMA KU MORA PRANAM, MORA PRATHANA ASANTA 7TH JULY RATHA JATRA RA AGAMANARE TINI THAKURA NKA DHARYA NITI KANTI HEBA SAHITA AGANITA VAKTA MANAKU APANAKA SRADHA O ASHRIBAD RAHU.
    .JAY JAGANATH JAY GAJAPATI , JAY ODISHA ♥ ❤ ❤

  • @saibalinipati9411
    @saibalinipati9411 2 หลายเดือนก่อน

    Jay ga

  • @DolagovindaPattnayak-rs4ur
    @DolagovindaPattnayak-rs4ur 2 หลายเดือนก่อน

    ଜୟ ଜଗନ୍ନାଥ 🙏

  • @maheshkumarbag5464
    @maheshkumarbag5464 3 หลายเดือนก่อน

    See Jagarnath Mahaprabhunka Padarabindare Anantako Dandabata Karibasange Gajapatinku Namaskar 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏💛🚩🪷🇮🇳

  • @sandhyaranimohanty7877
    @sandhyaranimohanty7877 2 หลายเดือนก่อน

    🙏🌹🙏ଜୟ ଜଗନ୍ନାଥ🙏🌹🙏ଜୟ ଶ୍ରୀଗଜପତି ମହାରାଜ🙏🌹🙏ଭଗବାନ ଆପଣଙ୍କୁ ଖୁସିରେ ରଖିଥାନ୍ତୁ🙏🌹🙏ପ୍ରଣାମ🙏🌹🙏

  • @rajendrasahu4199
    @rajendrasahu4199 2 หลายเดือนก่อน

    Jay Jagannath Mahaprabhu Koti Pranam 🙏🙏🙏🙏 Gajapati Maharaja nku sadare pranam 🙏🙏🙏

  • @GourangachandraNayak
    @GourangachandraNayak 2 หลายเดือนก่อน

    Jai jagannatha swami

  • @RashmitaNayak-zt3id
    @RashmitaNayak-zt3id 2 หลายเดือนก่อน

    🙏🏻Jay Jagannath 🙏🏿

  • @Harekrishna....947
    @Harekrishna....947 2 หลายเดือนก่อน

    pranam

  • @subhamSubi-p6c
    @subhamSubi-p6c 2 หลายเดือนก่อน

    Tu kana bandara mundi