କିପରି ବିଜେପି ପାଇଲା ଏତେ ଭୋଟ ? ସାମ୍ନାକୁ ଆସିଲା ଭୋଟ ହେର ଫେରର ସତ ! Dinanka TV |

แชร์
ฝัง
  • เผยแพร่เมื่อ 25 ต.ค. 2024

ความคิดเห็น • 260

  • @prabodhapanda5184
    @prabodhapanda5184 2 หลายเดือนก่อน +121

    ନିଶ୍ଚୟ ଭୋଟ ହେରଫେର କରି ବିଜେପି ଜିତିଛି.

    • @rameshsethi1280
      @rameshsethi1280 2 หลายเดือนก่อน

      🤣🤣🤣, ଯେତେବେଳେ ଜିତୁ ଥିଲା, ସେତେବେଳେ ଠିକ ଥିଲା,

  • @ranajitjena4668
    @ranajitjena4668 2 หลายเดือนก่อน +109

    ବିଜେପି ଦଳ ପାଇଁ ନିର୍ବାଚନ କମିଶନର ଗୋଟେ ଦଲାଲ ସାଜି ନିର୍ବାଚନ ପ୍ରସ୍ତୁତି କରିଥିଲେ

    • @felixnayak6317
      @felixnayak6317 2 หลายเดือนก่อน +1

      ଆଘ EVM କଂଗ୍ରେସ କୁ ଟର୍ଗେଟ କରୁଥିଲା, ଏବେ ଅନ୍ୟ ଦଳକୁ ମଧ୍ୟ ଟାର୍ଗେଟ କରୁଛି

  • @niranjannayakgreatodisha2342
    @niranjannayakgreatodisha2342 2 หลายเดือนก่อน +44

    ବିଜେପି ଚୋର କୁ ତୁରନ୍ତ ଧରାଯାଉ .

  • @RupNarayanMajhi
    @RupNarayanMajhi 2 หลายเดือนก่อน +106

    EVM ହଟାଇ ballet paper କୁ ପ୍ରଚଳନ କରାଯାଉ ।

    • @Chandinia-qn4hh
      @Chandinia-qn4hh 2 หลายเดือนก่อน

      ଠିକି୍ କହିଛନ୍ତି ଆପଣ Evm ଗଡବଡ ହେଇଥିବ

    • @silverdevil7407
      @silverdevil7407 2 หลายเดือนก่อน

      EVM America Bholi deso Banned korichhi India sei EVM ku neiki lokonku Gandi maruchhi

  • @jagannathbhagwan9385
    @jagannathbhagwan9385 2 หลายเดือนก่อน +31

    ପୁରା ହେରଫେର କରିଛି ବିଜେପି election commission କୁ ଆଉmeidida କୁ କିଣି ଛି ବିଜେପି

  • @adikandasahoo5169
    @adikandasahoo5169 2 หลายเดือนก่อน +58

    ସତ କଥା

  • @gitarani2831
    @gitarani2831 2 หลายเดือนก่อน +104

    ପୁଣି, ଇ ଲେସନ୍, କରିଲେ, ଭଲ, ହବ

    • @techisha1747
      @techisha1747 2 หลายเดือนก่อน

      Ayodhya re v hele vala haba😂😂😂😂😂😂

    • @silverdevil7407
      @silverdevil7407 2 หลายเดือนก่อน

      ​@@techisha1747 Ajodhya re hele bi Haribo BJP

  • @pnathlon9240
    @pnathlon9240 2 หลายเดือนก่อน +24

    Evmହଟାଅ ବାଲଟ ଭୋଟ କରାଯାଉ

  • @biswajitgiri9750
    @biswajitgiri9750 2 หลายเดือนก่อน +41

    absolutely correct

  • @hareshsahoo.1236
    @hareshsahoo.1236 2 หลายเดือนก่อน +19

    Please vote again.❤❤❤❤

  • @sarjagannath9
    @sarjagannath9 2 หลายเดือนก่อน +1

    ଏହା‌କୁ ତଦନ୍ତ କରିବା ଆବଶ୍ୟକ ❤❤❤❤❤❤❤

  • @bidyabhusanmohanty387
    @bidyabhusanmohanty387 2 หลายเดือนก่อน +12

    ଓଡ଼ିଶାର ଚାରୋଟି ପର୍ଯ୍ୟାୟ ମତଦାନ ଏହି ସନ୍ଦେହ କୁ ପୃଷ୍ଟ କରିଛି କାରଣ ଅଧିକ ଆସନ ଥିବା ଆନ୍ଧ୍ର ପ୍ରଦେଶରେ ଗୋଟିଏ ପର୍ଯ୍ୟାୟ ରେ ମତଦାନ ହୋଇଛି

  • @ramakantasahoo5597
    @ramakantasahoo5597 2 หลายเดือนก่อน +14

    VFDର ରିପୋର୍ଟରୁ ନିର୍ବାଚନ କମିଶନରଙ୍କ ଉପରେ ସନ୍ଦେହ ସୃଷ୍ଟି ହେଉଛି । ତେଣୁ ନିର୍ବାଚନ କମିଶନର ଭାରତବାସୀଙ୍କର ସନ୍ଦେହ ଦୂର କରିବାକୁ ଉପଯୁକ୍ତ ପଦକ୍ଷେପ ନେବା ଉଚିତ।

  • @Nayanadeipradhan99
    @Nayanadeipradhan99 2 หลายเดือนก่อน +8

    ଓଡ଼ିଶାରେ ଚାରୋଟି ପର୍ଯ୍ଯାୟରେ ଭୋଟ ବଡ ଅଫିସର ମାନଙ୍କୁ ସ୍ଥାନାନ୍ତର ସନ୍ଦେହ ସୃଷ୍ଟି କରୁ ଥିଲା ।

  • @NarayaniTraders-pt3kx
    @NarayaniTraders-pt3kx 2 หลายเดือนก่อน +23

    EVM Hatao.

    • @Chandinia-qn4hh
      @Chandinia-qn4hh 2 หลายเดือนก่อน

      ଧନ୍ଯବାଦ ଆପଣ ଠିକି୍ କହିଛନ୍ତି

  • @sanjaynath6217
    @sanjaynath6217 2 หลายเดือนก่อน +4

    ବିଜେପି ର ଦଲାଲ ଥିଲା ନିର୍ବାଚନ କମିଶନ

  • @mrutyunjayaacharya
    @mrutyunjayaacharya หลายเดือนก่อน +1

    ଧର୍ମ ସହିଵ ନାହଁ ବିଜେପି କୁ

  • @manojkumardash9465
    @manojkumardash9465 2 หลายเดือนก่อน +1

    ଆଉ,ଥରେ, ଭୋଟ ହେଉ,ସାରେ,

  • @rajeshdigal6234
    @rajeshdigal6234 2 หลายเดือนก่อน +3

    ସତରେ କହୁଛନ୍ତି ଠକେଇ ଜିତିଲା bjp ସରକାର

  • @RupNarayanMajhi
    @RupNarayanMajhi 2 หลายเดือนก่อน +17

    କିନ୍ତୁ ଏ ନିର୍ବାଚନ ରେ ମୁଁ ଧନ୍ୟବାଦ ଅର୍ପଣ କରିବି Anti EVM movement କୁ, ଏଇ movement ହେବାରୁ BJP ର 100 ରୁ 150 ଆସନର ଜାଲିଆତି କୁ ରୋକିଦେଲା, ଯାହା BJP କୁ ବହୁମତ ରେ ଆଣି ପାରିଲା ନାହିଁ ।
    BJD କଣ ପାଇଁ କିଛି କହିବ, କହିଲେ ଅମିତ୍ ଶାହା BJD ନେତାଙ୍କ ଘରେ ED ପସେଇଦେବେ । ସେଇଥିପାଇଁ ଚୁପ୍, BJP କହୁଥିଲେ ପାଣ୍ଡିଆନ୍ ବିରୋଧରେ ତଦନ୍ତ ହେବ, କାଇଁ କିଛି ଘଟିଲାନି ।

  • @MonaramaNayak-s5i
    @MonaramaNayak-s5i 2 หลายเดือนก่อน +1

    ଏହା ବିରୋଧରେ ଆନ୍ଦୋଳନ ଜୋରଦାର ହେବ ଦରକାର

  • @omcodisha967
    @omcodisha967 2 หลายเดือนก่อน +1

    ଆଉ ଥରେ ଇଲେକ୍ସନ ବାଲଟ ପେପର ଦ୍ୱାରା ହେଉ,
    ମେସିନ ଦ୍ୱାରା ନୁହେଁ

  • @brajasundarsahoo1590
    @brajasundarsahoo1590 2 หลายเดือนก่อน +25

    Fake government ଆସିଛି

  • @maushumisoy904
    @maushumisoy904 2 หลายเดือนก่อน +1

    ସମସ୍ତେ ଜାଣିଛନ୍ତି , EVM ମାଧ୍ୟମରେ ଭୋଟ ଚୋରି କଲେ , ତଦନ୍ତ ହୁଏ ନାହିଁ,

  • @maakitchenette
    @maakitchenette 2 หลายเดือนก่อน +22

    ଓଡିଶା ସାର BJP jaumal evm votes କରଚି

    • @prakasrout2636
      @prakasrout2636 2 หลายเดือนก่อน

      Rulling party bjd thila how is it possible

  • @karunakarmohanty89
    @karunakarmohanty89 2 หลายเดือนก่อน +1

    ପୁଣି ଥରେ ଭୋଟ ହେଉ ଜୟ ଜଗନ୍ନାଥ

  • @SinuDasOdiaVlogs
    @SinuDasOdiaVlogs 2 หลายเดือนก่อน +3

    ବିଜେପି ହଟାଅ

  • @sricharansamal1243
    @sricharansamal1243 2 หลายเดือนก่อน +1

    ବହୁତ ବଡ଼ ସଡ଼ଯନ୍ତ୍ର କରିଛି ବିଜେପି ତାର ଇଲେକସ୍ସନକମିସନ ଲଗାଇ ଇଭିଏମ୍ କୁ ଟେମ୍ପରିଙ୍ଗ୍ କରି ଏମ୍ପି ୨୦ନେଇଛି ଏମେଲ ୭୮ନେଇଛି ଓଡ଼ିଶାରେ କେବେ ସରକାର କରିପାରିନଥାନ୍ଥା ବିଜେପି ନା କେନ୍ଦ୍ରରେ ଭୋଟ୍ ଦେବା ଗଣତନ୍ତ୍ର ଅଧିକାର ପାକୁ ଛଡ଼ାଇ ନେଉଛି ବିଜେପି ଦଳ

  • @prafullakumardalei8045
    @prafullakumardalei8045 2 หลายเดือนก่อน +1

    ଏଇଟା ନିଶ୍ଚିତ ଭାବେ ଏକ ଭୟଙ୍କର ଜାଲିଆତି ଭାରତୀୟ ନିର୍ବାଚନ କମିଶନର ଭାଇ, ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସ୍ଵର ଉତ୍ତୋଳନ କରିବା ଉଚିତ୍ ହେବ.

  • @Hemantameher-br8me
    @Hemantameher-br8me 2 หลายเดือนก่อน +1

    ନିର୍ବାଚନ କମିଶନର ଟଙ୍କା ଖାଇଛି

  • @Skgbul470
    @Skgbul470 2 หลายเดือนก่อน +16

    4:12 ଗଣ ତନ୍ତ୍ର ରାଷ୍ଟ୍ର ଯିଏ କହୁଛି ତା ଠାରୁ ମୂର୍ଖ କେହି ନାହିଁ, ଜନତା ମୋତ ଦାନ କରି ସରକାର କୁ କ୍ଷମତାକୁ ଆଣିବ
    କିନ୍ତୁ ଜନତା ର କିଛି ହକ୍ ପାଇଁ କିଛି ଅଧିକାର ନାହିଁ, ବେଶୀ କିଛି କହିଲେ ମିଛ ରେ ଜେଲ୍ ଦେବାରେ ସରକାର ର ଅଧିକାର ଅଛି,

  • @sureshdhalshorts4221
    @sureshdhalshorts4221 2 หลายเดือนก่อน +2

    ଆଉ ଥରେ ଭୋଟ🙏 ଗଣତି କଲେ ଭଲ ହବ
    ଭୋଟ ଭୁଲୁ ଅଛି ଥରେ ଭୋଟ ଗ୍ରହଣତ କରା ଯାଉ 🙏🙏🙏 Odisha bjp noha bjd 🐚🐚no 1

  • @herambanarayanpradhan3075
    @herambanarayanpradhan3075 2 หลายเดือนก่อน +1

    ନିର୍ବାଚନ କମିଶନର ବି ଭାଜପା ଟଙ୍କାରେ କିଣା ବିକା ହୋଇଥିଲେ।ଏହା ସମଗ୍ର ଦେଶ ପାଇଁ ବହୁତ ବଡ଼ ଲଜ୍ଜାର ବିଷୟ।

  • @prasantakumar1523
    @prasantakumar1523 2 หลายเดือนก่อน +5

    BJD ତୁରନ୍ତ ଆଇନ ର ଆଶ୍ରୟ ନେବା ଉଚିତ ।

  • @satyabhamagiri7982
    @satyabhamagiri7982 2 หลายเดือนก่อน +4

    ବିଜେପି ଚୋର 😂😂😂

  • @bharatsahoo1954
    @bharatsahoo1954 2 หลายเดือนก่อน +6

    Absolutely true

  • @narayanavlogs1621
    @narayanavlogs1621 2 หลายเดือนก่อน +1

    ସେ ଜାଣି ଶୁଣି ନିର୍ବାଚନ ଆଗରୁ କହୁ thile ଆମେ 4 ତାରିଖ ରେ ସବୁ ଜିତିବୁ

  • @bijayakumarmohanty8180
    @bijayakumarmohanty8180 2 หลายเดือนก่อน +3

    ଆଗରୁ ବିଜେଡି 25 ବର୍ଷ ଏଇ କାମ କରୁଥିଲାତ ସେଥିପାଇଁ

  • @saratkumarsahoo1595
    @saratkumarsahoo1595 2 หลายเดือนก่อน +1

    ସେମାନେ ଜାଲିଆତି କରିଛନ୍ତି... କିନ୍ତୁ ଆମେ ଓଡ଼ିଆ ଚୁପ ରହିଛୁ

  • @KutanSabar-yw6nk
    @KutanSabar-yw6nk 2 หลายเดือนก่อน +1

    Evm ହଟାଇ ballet paper କୁ ପ୍ରଚଳନ କରା ଯାଉ

  • @AmrutDash
    @AmrutDash 2 หลายเดือนก่อน +11

    ଏହା ଯଦି ବାସ୍ତବ ଏବଂ ପ୍ରମାଣିତ କରି ପାରିବେ ନବୀନବାବୁ ତାହେଲେ କୋର୍ଟରେ କେଶ କରନ୍ତୁ ତତ୍ ସହିତ ନିର୍ବାଚନ କମିଶନଙ୍କ ପାଖରେ ଆବେଦନ କରନ୍ତୁ

  • @sashikantabehera3686
    @sashikantabehera3686 2 หลายเดือนก่อน +3

    ବିଜେପି ବେଈମାନ.

  • @dipusahoo3400
    @dipusahoo3400 2 หลายเดือนก่อน +4

    Right

  • @ranajitkumarmohanty9740
    @ranajitkumarmohanty9740 2 หลายเดือนก่อน +18

    ଏତେ ପଇସା ଖର୍ଚ୍ଚ କରି ନିର୍ବାଚନ କରି ଲାଭ କଅଣ?

  • @sarojkumarpradhan1917
    @sarojkumarpradhan1917 2 หลายเดือนก่อน +4

    Absuletlly right

  • @ramachandrapanda5349
    @ramachandrapanda5349 2 หลายเดือนก่อน +4

    ବର୍ତମାନ ନିର୍ବାଚନ କମିଶନ କହୁଛି,ପୂର୍ବରୁ କଣ କରୁଥିଲା,ବୋଧେ ନିର୍ବାଚନ କମିଶନ କୁ କିଛି ମିଳିଲା ନାହିଁ ସେଥିପାଇଁ ବର୍ତମାନ କହୁଛି

  • @DeepakKumar-lv4li
    @DeepakKumar-lv4li 2 หลายเดือนก่อน +13

    ଆଉଥରେ ଭୋଟ ହେବା ଦରକାର ଭୋଟ ହେଲେ ବିଜେପି କେମିତି ଜିତୁଛି ଓଡିଶାବାସୀ ଦେଖନ୍ତୁ

    • @RabiMishra-qs5mn
      @RabiMishra-qs5mn 2 หลายเดือนก่อน

      Right kahicha

    • @Official_B.kanhar
      @Official_B.kanhar 2 หลายเดือนก่อน

      ଏଥର ଭୋଟ ହେଲେ ବିଜେଡି କୁ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିବ।

    • @sunitakumarijena5580
      @sunitakumarijena5580 2 หลายเดือนก่อน

      ଦେଖିବା ମୋଦି କୁ ​@@Official_B.kanhar

  • @debendranarayandash9040
    @debendranarayandash9040 2 หลายเดือนก่อน +1

    ବିଜେଡି ଜାଲିଆତି କରି ଜିତୁଥିଲା ଏଥର ଜାଲିଆତି କାମ କଲାନି ସାଇ ଲେନ୍ସ ଭୋଟର ବିଜେପିକୁ ବିଜୟ କରାଇଛି ଲୋକେ ପରିବର୍ତ୍ତନ ମୁହାଁ ଥିଲେ ଏ କଥା ବିଜେଡି ଜାଣିଥିଲା ସେଥିପାଇଁ ମେଣ୍ଟ ଚାହୁଥିଲା

  • @AnsaraParween
    @AnsaraParween 2 หลายเดือนก่อน +3

    Bjp ko hatayo des bachao Election commission Rajiv Kumar ko hatayo des bachao

  • @bibhisanpatra5226
    @bibhisanpatra5226 2 หลายเดือนก่อน +7

    Re election haba darkaar❤❤❤❤

  • @sayedfaruquealictc1255
    @sayedfaruquealictc1255 2 หลายเดือนก่อน +1

    ଦେଖନ୍ତୁ ଜନ ସମର୍ଥନ କେବଳ ରାଜ୍ୟ ରେ ନୁହେଁ ଏହା ସାରା ଭାରତର ଭାଜପା ବିରୁଦ୍ଧରେ ଦେଖିବାକୁ ମିଳିଥିଲା। ତେଣୁ କରି ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନୁହେଁ, EVM ଓ ଏପରି ଅନିୟମିତ କାରି ନର୍ବାଚନ କମିସନର ଯେଉଁ ପଯ୍ୟନ୍ତ ଅଛନ୍ତି ସେ ପଯ୍ୟନ୍ତ ଜନମତ ର ତନ୍ଟି ଚିପା ଯିବାର ଦେଖାଯିବ। କିନ୍ତୁ ଏହାର ସତ୍ୟତା ଜାଣିବା ସମ୍ଭବ ନୁହେଁ। କାରଣ ସମସ୍ତଙ୍କୁ ଜଣା।

  • @rajkishoreswain2253
    @rajkishoreswain2253 2 หลายเดือนก่อน +1

    By Eilection karajau

  • @SirajKhan-fm9jg
    @SirajKhan-fm9jg 2 หลายเดือนก่อน +5

    System se jeet gaya BJP BJP out off

  • @Official_B.kanhar
    @Official_B.kanhar 2 หลายเดือนก่อน +1

    ଲୋକ ଏତେ ବୋକା ନୁହଁନ୍ତି ଗୋଟିଏ ସରକାର କୁ ୨୪ ବର୍ଷ ଶାସନ ଗାଦିରେ ବସେଇ ଜାଣିଛନ୍ତି ସରକାର କେମିତି ଶାସନ କରୁଥିଲେ । ସେଇଥି ପାଇଁ ଏଥର ଉଚିତ୍ ଶିକ୍ଷା ଦିଆଯାଇଛି ସରକାର ଙ୍କୁ । ଅନ୍ଧ ଥରେ ବାଡି ହଜେଇଲେ ଯେଉ ଶିକ୍ଷା ପାଏ ସେମିତି ବିଜେଡି ଏଥର ଶିକ୍ଷା ପାଇଛି ।

  • @Pramod-v1s
    @Pramod-v1s 2 หลายเดือนก่อน +1

    Supreme court should take action on ECI, If Supreme court is afraid of ECI, alternative way is revolution.

  • @deepakpradhan3738
    @deepakpradhan3738 2 หลายเดือนก่อน

    ନିଶ୍ଚିତ ଭୋଟ ହେର୍ ଫେର୍ ହେଇଛି

  • @Official_B.kanhar
    @Official_B.kanhar 2 หลายเดือนก่อน

    ଭୋଟର ମାନେ ଠିକ୍ ଲୋକଙ୍କୁ ଠିକ ଚିହ୍ନରେ ଭୋଟ ଦେଇଛନ୍ତି ।କିନ୍ତୁ କିଛି ହୀନ ପ୍ରକୃତି ଲୋକ ମାନଙ୍କ ଯୋଗୁଁ ଆଜି ସମସ୍ୟା ସାଜିଛି।

  • @AntaryamiParida-m2r
    @AntaryamiParida-m2r หลายเดือนก่อน

    ବିଜେପି ଚାଲାକ ହେଲା ଆଉ ବିଜେଡି ଓ କଂଗ୍ରେସ କଣ ମାଇଚିଆ ଏମାନଙ୍କ ମଧ୍ୟରୁ କେତେ ଜଣ ସୁପ୍ରିମକୋର୍ଟ ଗୁହାରି କରିଛନ୍ତି ଓ କେତୋଟି ସଂଗଠନ ଛାତ୍ରସଂଗଠନ ରାଜରାସ୍ତା କୁ ଓଲ୍ହାଇ ଛନ୍ତି ଏହାର ଜୋରଦାର ବିରୋଧ ହେବାର ଆବଶ୍ୟକତା ଅଛି କିନ୍ତୁ ଯେପରି ଜଣା ପଡୁଛି ବିରୋଧୀ ସଂଗଠନ ଓ ନେତା ଚୁଡି ପିନ୍ଧି ଅଲଜ୍ୟା ଙ୍କ ଭଳି ଘର କୋଣରେ ଲୁଚିକାରୀ ସ୍ଥାଣୁ ପାଲଟି ଯାଇଛନ୍ତି ଯା ଫଳରେ ବିଜେପି ଓ ଇଲେକ୍ସନ କମିଶନର ମନ ମୁଖି ଓ ଔଦ୍ଧତ୍ୟ ବଢ଼ି ଯାଉଛି ତେଣୁ ଏହାର ଜୋରଦାର ବିରୋଧ ହେବା ଆବଶ୍ୟକତା ରହିଛି 🌹👍🙏ଧନ୍ୟବାଦ

  • @BansidharSeth
    @BansidharSeth 2 หลายเดือนก่อน +2

    ହାରିଲେ ସମସ୍ତ କୁ ଏମିତି ଲାଗେ

  • @premanandaparida-ln5tx
    @premanandaparida-ln5tx 2 หลายเดือนก่อน

    ବିଜେପି ଠିକ କରିଛି

  • @latsaheb1947
    @latsaheb1947 2 หลายเดือนก่อน

    ଜନସାଧାରଣ ଚାହିଁଲେ ଆଉ ଥରେ ଭୋଟ heipariba

  • @anantamurmuvlogs3307
    @anantamurmuvlogs3307 2 หลายเดือนก่อน +7

    ବିଜେଡି ହେରଫେର କରି ୨୫ ବର୍ଷ ଜି ତିଲା,,,ଏବେ ବିଜେପି ର ପାଳି,,

  • @srisaidesignvastu9209
    @srisaidesignvastu9209 2 หลายเดือนก่อน +4

    ବିଜେପି କୁ ଜଗନ୍ନାଥ ଜିତାଈଦେଲେ

  • @asutoshraj3651
    @asutoshraj3651 2 หลายเดือนก่อน +2

    ସବୁ ପାର୍ଟି କିଏ ଭଲ ନୁହନ୍ତି

  • @prakashkumarpattnayak5911
    @prakashkumarpattnayak5911 2 หลายเดือนก่อน +4

    Re election karajau

  • @jitendas6522
    @jitendas6522 2 หลายเดือนก่อน

    ବାବୁରେ
    ଯାହା କହୁଛୁ ଭଲକି ବୁଝି କହ. ଅନ୍ୟ ରାଜ୍ୟ କଥା ମୋତେ ଜଣାନାହିଁ . ଯଦି ଓଡିଶା ରେ ରହୁଥିବ ନିଶ୍ଚୟ ଆମ ନିର୍ବାଚନ କଥା ଜାଣିଥିବ , ନହେଲେ ଲୋକଙ୍କଠାରୁ ବୁଝିକି କୁହ .
    ପାଗଳଙ୍କ ପରି ବାକିଲେ କଣ ଲୋକ କହିବେ ?

  • @bhagabanpanda1162
    @bhagabanpanda1162 2 หลายเดือนก่อน +1

    କେତେ ଟଙ୍କା ପାଇ ଏହା ପ୍ରଚାର କରୁଛ

  • @bipindutta9364
    @bipindutta9364 หลายเดือนก่อน

    Right bro

  • @PramodDas-hn4ow
    @PramodDas-hn4ow 2 หลายเดือนก่อน

    ଏକଜିଟ ପୋଲ ଭୋଟ ପୂର୍ବରୁ କହିଥିଲା କୋଡିଏ ଆସନ ପାଇଁ , ଇଲେକ୍ସନ ସେମାଙ୍କୁ କହିବା ପାଇଁ , ତମେସବୁ ଦେଶରଗରଦାର,

  • @biibekmahattam2303
    @biibekmahattam2303 2 หลายเดือนก่อน +1

    Thik

  • @hadibandhusamal3924
    @hadibandhusamal3924 2 หลายเดือนก่อน +1

    Truefact

  • @DibakarPrusty-rb7ry
    @DibakarPrusty-rb7ry 2 หลายเดือนก่อน

    ହଁ ମୁଁ ନିଜେ ଭୋଟ ଦେଲାବେଳେ ଫୁଲ ଚିହ୍ନ ପାଖରେ ଲାଇଟ୍ ଭଲ ଜଳୁଥିଲା ଜହା ଲୋକସଭା ଆସନ ପାଇଁ ଥିଲା କିନ୍ତୁ ରାଜ୍ୟ ସଭା ଆସନ ପାଇଁ ଥିବା evm mecien ପାଖରେ ଜମା disunathila

  • @Vijaydebrazdash
    @Vijaydebrazdash 2 หลายเดือนก่อน +2

    Bjp chora

  • @growwithme3148
    @growwithme3148 2 หลายเดือนก่อน

    EVM setting sarkar

  • @sashibhusanpradhan5691
    @sashibhusanpradhan5691 2 หลายเดือนก่อน

    ବିଜେପି ର ରାଜା ଚୋର ପ୍ରଜା ମଧ୍ୟ ଚୋର ରାଜାଯଉବାଟରେ ଗମନ ପ୍ରଜା ସେହି ବାଟରେ ଗମନ😊😊

  • @jatmirmallick7719
    @jatmirmallick7719 2 หลายเดือนก่อน

    ପୁଣି ଥରେ ହେଇ ଯାଉମତଦାନ

  • @dingambarsahoo3043
    @dingambarsahoo3043 2 หลายเดือนก่อน

    Plese vote again❤

  • @rabindraraita6455
    @rabindraraita6455 2 หลายเดือนก่อน

    BJD 25 ବର୍ଷ ଭୋଟ ହେରପେର କରିଥିଲାକି? କିଛି ଲୋକ କହୁଛନ୍ତି BJP 1ବର୍ଷ କରିଛି କି? ତାହା ହେଲେ vote ଦେବଦରକାର ନାହିଁ.କଂଗ୍ରେସସ ସରକାର ଆସିଲେ ବି କଣ vote ହେରପେର କରିବକି?

  • @bijanshil9584
    @bijanshil9584 2 หลายเดือนก่อน +2

    BJP ko hatao

  • @RanjanBeura-h5z
    @RanjanBeura-h5z 2 หลายเดือนก่อน

    ଇଏ ଜୁମଲା ପାର୍ଟି ଭୋଟରେ ହେରଫେର କରି ଶାସନ କୁ ଆସିଛି

  • @NakulDash-dv6xj
    @NakulDash-dv6xj 2 หลายเดือนก่อน

    Navin patnayak jindabad ♥️♥️♥️👍

  • @balarampadhan8104
    @balarampadhan8104 2 หลายเดือนก่อน +5

    A katha agaru janagalani aji 2masanuhe

  • @chandandash8369
    @chandandash8369 2 หลายเดือนก่อน

    We want re-election

  • @MonajBehera-im2py
    @MonajBehera-im2py 2 หลายเดือนก่อน

    It's true

  • @kanhudas3308
    @kanhudas3308 2 หลายเดือนก่อน

    ଆଉ ଥରେ vot ହବା ଦରକାର bjd vot ବିଜେପି ଗଲା କେମିତି ଚାଲୁ ବାଜ ସରକାର 😜😜

  • @bhagyadharanayak
    @bhagyadharanayak 2 หลายเดือนก่อน

    ଗଣତନ୍ତ୍ର ବିପଦରେ

  • @GokulMeher-x5h
    @GokulMeher-x5h 2 หลายเดือนก่อน

    Satha katha

  • @Official_B.kanhar
    @Official_B.kanhar 2 หลายเดือนก่อน

    ୫ବର୍ଷ ଯାଉ ଆହୁରି ବି ଏମିତି ହେବ।

  • @mihirkumarbarik6867
    @mihirkumarbarik6867 2 หลายเดือนก่อน +5

    Vote aau thare heba utchit

  • @GopalChandraDas-kg8ki
    @GopalChandraDas-kg8ki 2 หลายเดือนก่อน +5

    ଯେତେବେଳେ ଯିଏ ହାରନ୍ତି ସେତେବେଳ ସିଏ କହନ୍ତି EVmରେ ଭୁଲଏସବୁ ଉଡ଼ୁଆ ଗା-

    • @jitendrasenapati2392
      @jitendrasenapati2392 2 หลายเดือนก่อน

      Madarchod AME kahunu election commission report kahuchi

    • @Official_B.kanhar
      @Official_B.kanhar 2 หลายเดือนก่อน

      Right

    • @nrusinghcharanpalei8938
      @nrusinghcharanpalei8938 2 หลายเดือนก่อน

      Seta thik je manekara eka nirbachana mandlire 500000 vote deichhanti voter ganilapare keunthi coma o besi kemiti heba
      Evm re ta nakacha habera nahin vote kuade hala kuhantu?

  • @sabitapradhan154
    @sabitapradhan154 2 หลายเดือนก่อน

    Vote again

  • @kapuranaik3738
    @kapuranaik3738 2 หลายเดือนก่อน

    🌹👌👍🌹🙏♥️

  • @odiatechiegirl
    @odiatechiegirl 2 หลายเดือนก่อน

    😢😢😢😢😢😢😢😢😢 bring back to Naveen sir

  • @AshokKumarBhoi-g3t
    @AshokKumarBhoi-g3t 2 หลายเดือนก่อน +2

    Sabu michha katha

  • @debasishpatra1366
    @debasishpatra1366 2 หลายเดือนก่อน

    This is the Game of Mr Modi PM BJP

  • @manojjena7608
    @manojjena7608 2 หลายเดือนก่อน +1

    Puni thare vote heba abasyaka

  • @ashoktripathy6975
    @ashoktripathy6975 2 หลายเดือนก่อน

    ଲୋକ ମତ ସତ ଆଉ ସବୁ ମିଛ

  • @antarjyaminayak6833
    @antarjyaminayak6833 2 หลายเดือนก่อน

    Evm ହଟାଇ ଦେଖ BJP ସରକାର ଆଉ ଆସିବ ନାହିଁ। ଭାରତ election commission ଅଛି ସେ ପକ୍ଷ ପତିତ କରୁଛି । କାହିଁକି ନା ଭୋଟ ବେଳେ EVM macine କେତେ ଥର ଯେ ବନ୍ଦ୍ ହେଇଚି କହିଲେ ନ ସରେ । ୫ ବର୍ଷ କୁ ଥରେ ଯେଉଁ ମତଦାନ ସମୟ ଆସେ ମତଦାନ ବେଳେ EVM macine ବନ୍ଦ୍ ହେବ କଣ ପାଇଁ ?
    ତାର ଜବାବ୍ ଦିଅନ୍ତୁ ।
    ନହେଲେ ଖରାପ EVM macine କୁ କି ଭରସା । କାରଣ ଖରାପ ଲୋକ ଠୁ ତ ଆମେ ଭଲ ଆଶା କରିବା ମିଛ କଥା ।ଯଦି କେହି ଆଶା କହୁଚି ତେବେ ସେ ଭକୁଆ ହେଇଥିବ। ତେଣୁ EVM ହଟାଯାଉ ।

  • @AjayMalik-ql1cw
    @AjayMalik-ql1cw 2 หลายเดือนก่อน

    ବାଳ na ନା 👍👍😡😡

  • @sanjuktamohanty9668
    @sanjuktamohanty9668 2 หลายเดือนก่อน

    It's very tru 😔. BJP may go to any extend to protect their interests.