#Satsang
ฝัง
- เผยแพร่เมื่อ 16 ต.ค. 2024
- noSri Sri Badamaa nka Bhajan
Maa nka Bhajan
karunamayi maa
Singer - Susmita Bandita & Sangita
Lyrics and music -Bandita Sahoo
ମାଆ ଆମ କରୁଣାର ଵାରିଧାରା ଟିଏ
ମାଆ ଆମ ସେନେହଁର ତରୁଛାଇ ଟିଏ
ମାଆ ହାତ ମଥାପରେ ଶୁଭାଶିଷ ଦିଏ
ମାଆ ସାଥେ ଥିଲେ ଆମ ଡର ଭୟ ଯାଏ
ମାଆ ଆମ କରୁଣାର ....(୦)
ମାଆ ସଦା ଛାଇ ପରି ଆମ ସାଥେ ଥାଏ
ଆମରି ସୁଖରେ ସିଏ ସୁଖି ହୋଉଥାଏ
ମାଆ ଊପ ସତେ ଅବା କିଏ ଭୂଲିପାରେ
ମାଆ ଋଣ ସତେ ଅବା କିଏ ବୁଝିପାରେ
ମାଆ ଆମ କରୁଣାର.......(୧)
ମାଆ ପଦେ ଦେଉଥିବା ପୂଜା ଫୁଲ ଟିଏ
ମାଆ ପାଇଁ ଜାଳୁଥିଵା ନିତି ଦୀପ ଟିଏ
ମାଆ ଥିଲେ ଦୁନିଆଁ ରେ ସବୁ ଜିତି ହୁଏ
ମାଆ ଥିଲେ ଦରଦର କଥା ବୁଝିପାରେ
ମାଆ ଆମ କରୁଣାର.......(୨)
ଗୀତ ରଚନା - ବନ୍ଦିତା ସାହୁ ।
********************************
ମମତା ମମତା ମା'ର ମମତା
ଗଭୀରତା କେହି କେଵେ ମାପିପାରେ
ଦେଵୀ ସେ ମାନଵୀ ପରା
ଚଳନ୍ତି ପ୍ରତିମା ପରା
ଦୟାର ସାଗର ପରା
ଶୀତଳ ସମୀର ପରା
ଵଡମା' ନାମରେ ଦେଲେ ଦେଖା
ଭୂଵନ ମୋହିନୀ ମାତା (୦)
ମାଆ ଆମ ଵିପଦରେ ସାହା
ଝୁନ୍ଟି ପଡିଗଲେ କରେ ଆହା
ଦୁଃଖ ହରେ ଡାକିଦେଲେ ଥରେ
ଲୁହ ପୋଛି ଦିଏ ତା' କାନିରେ
ମଧୂର ସୁର ଟେ ସିଏ
ମନ୍ଥର ତାଳ ଟେ ସିଏ
କୋମଳ ଚାହାଣୀ ଟିଏ
କଅଁଳ ପରସ ଟିଏ
ଦୁନିଆଁ ଯାହାର ଗାଏ ଗାଥା
ପରମା ପ୍ରକୃତି ମାତା (୧)
ମାଆ ନାମ ସଵୁଠୁ ମଧୂର
ମାଆ ଲାଗେ ଭାରି ଆପଣାର
ମିଠା ଲାଗେ ତା'ର ସଵୁ କଥା
ଭୂଲାଇ ଦିଏ ମନର ଵ୍ୟଥା
ସେନେହ ଝୁଲଣା ସିଏ
ସୁନେଲି ସପନ ସିଏ
ସରଗ ଚାନ୍ଦ ଟେ ସିଏ
ଅମୂଲ ମୂଲ ଟେ ସିଏ
ଭକତିରେ ନଇଁ ଯାଏ ମଥା
ଵଡମା' ସିଏ ଆମ ମାତା (୨)
**************************************
Lyrics and music - Bandita sahoo
Voice -Pranaya Ballari sahoo
Acting - Dancer Sangita Behera & Bandita
music Arranger- Bibhu prasaad Tripathy
ଶ୍ରାବଣ ମାସରେ ଧାରା ଵରସାରେ
ମା' ମୋର ଆଵିର୍ଭାଵ
କରିଲେ ଭରସା ହେଵନି ନିରାଶା
ଜୀଵନର ଦୁଃଖ ଯିଵ (୦)
କରୁଣାର ଧାରା ସେଇ ମାଆ କ୍ରୁପାମୟୀ
ଅନାଥର ନାଥ ସେଇ ମାଆ ଦୟାମୟୀ
ମଧୂର ଵଚନ ଶୁଣି ତୋଷ ହୁଏ ମନ
ସେନେହରେ ଵାନ୍ଧିଛନ୍ତି ଭକ୍ତ ଜନମନ
ରଖିଵ ଅନ୍ତରେ, ପୂଜିଵ ଭାଵରେ
ନିତି ଲୟ କରୁଥିଵ
କରିଲେ ଭରସା ହେଵନି ନିରାଶା
ଜୀଵନର ଦୁଃଖ ଯିଵ (୧)
ପୁରୁଷୋତ୍ତମ ସଂଙ୍ଗୀନୀ ଵଡମା' ନାମ
ସ୍ୱାମୀ ଭକ୍ତି ସତୀ ନାରୀ ନାହିଁ କେହି ସମ
ପୂଜିଵା ପାଦ ପୟର ଦେଇ ପୁଷ୍ପ ହାର
ମନଭରି ଦେଖୁଥିଵା ଊପ ନିରନ୍ତର
ମଧୂର ଲଗନ କରରେ ଭଜନ
ସ୍ମରଣ ରେ ରଖିଥିଵ
କରିଲେ ଭରସା ହେଵନି ନିରାଶା
ଜୀଵନର ଦୁଃଖ ଯିଵ (୨)
**************************"**********
ହେ ମାତା ତୁମ ଚରଣରେ ନୁଆଁଇ ମଥା
ଏଇ ଅଳି ଦେଵନି ଟାଳି
ପାଶେ ଥିଵ ସଦା ଏଇ ମୋ କଥା (୦)
ପରମା ପ୍ରକ୍ରୁତି ତୁମେ
ଜଗତ ଜନନୀ ତୁମେ
ଵଡମା ଲକ୍ଷ୍ମୀ ମା' ତୁମେ
ସଭିଙ୍କ ର ପ୍ରିୟ ତୁମେ
ତୁମେ ସତୀ ସ୍ୱାମୀ ସୁହାଗିନୀ
ତୁମେ ନାରୀ ଆଦର୍ଶ ରମଣୀ
ପରମା ଆରାଧ୍ୟା ତୁମେ ଵଡମା'
ହେ ମାତା ତୁମ ଚରଣରେ. (୧)
ତୁମେ ଜାଣିପାର ମା'ଗୋ
ସଵୁରି ଅନ୍ତର କଥା
କିଵା ମୁଁ କହିବି ଆଉ
ମୋ ହ୍ରୁଦୟ ଦୁଃଖ ଵ୍ୟଥା
ତୁମ ରାହା ଦେଖୁଥିଲି
ଖୋଜୁଥିଲି ପାଇଗଲି
ନିରାଶା ଜନର ତୁମେ ଆସରା
ହେ ମାତା ତୁମ ଚରଣରେ (୨)
ଦୁଃଖ ହର ଵୋଲି ତୁମେ
ଦୁଃଖ ଵିନାଶିନୀ ନାମ
ସଙ୍କଟ ହାରିଣୀ ତୁମେ
ଶଙ୍କଟ କର ମୋଚନ
ତୁମ ଆଶା ଝାଉଁଳା ମନର
ତୁମ ଭାଷା ସାହାସ ପ୍ରାଣର
ତୁମେ ଵୁଝିପାର ସକଳ ଵ୍ୟଥା
ହେ ମାତା ତୁମ ଚରଣରେ (୩)
Singer - Swatilekha & Bandita
Lyrics and Music- Bandita Sahoo
Harmonium - Nitya Sundar (pintu)
Tabla - Debajyoti (Suraj)
****************************************
ବଡମା ତୁମ ନାମରେ ଥାଏ
ଏତେ ମମତା ଭରିଦିଏ
ଭରିଦିଏ ଶାନ୍ତି ସୁଖ ବାରତା
ତୁମ ଦରଦ ଚାହାଣୀ
ନେଇଛି ପାଖକୁ ଟାଣି
ତୁମେ ପରା ସାରା ଜଗତଜିତା (0)
ହସରେ ବରସେ
ମୁକୁତାର ଝର
କଥାରେ ମାଧୂରୀ
କରିଛ ନିଜର
ତୁମେ ମନର ମାନସୀ
ଦିଅ ଅମୃତ ବରସି
ସବୁରି ଅନ୍ତରେ ତୁମେ ସାଇତା
ଭରିଦିଏ ଶାନ୍ତି ସୁଖ ବାରତା (1
ତୁମେ ତ ଦେଇଛ
ଜୀବନର ସୁଖ
ଦରଶନେ ତବ
ଭୂଲିଯାଏ ଦୁଃଖ
ମନ ତଳ ଭକତିରେ
ଭରସାର ବିଶ୍ଵାସରେ
ସବୁରି ଅନ୍ତରେ ତୁମେ ସାଇତା
ଭରିଦିଏ ଶାନ୍ତି ସୁଖ ବାରତା (2)
🙏🙏🙏🙏🙏🙏🙏
Joy guru maa apanka kantha bahut sundar joy guru
@@BhabanishankarHansa thank you 🙏🙏
Sundar paribesan maa Joyguru 🙏🏻🙏🏻👌👌💐💐
@@namitamajhi2441 jayaguru maa 🙏
Ma jayguru 🙏🙏 suder rachana God bless u ❤❤🎉🎉🎉
@@LaxmipriyaDas-j6t thank you maa 🥰🙏
Mind-blowing performance khub sunder composition sweet voice ❤❤👌👌👌👌🙏🌹🌹
Thank you maa jayaguru 🙏🙏
Jay guru maa ❤,🙏🙏🙏
@@RinaSwain-dq6zw jayaguru maa 🙏😊
Excellent, mind-blowing and simply amazing .
💐💐💐💐💐
Thank you maa jayaguru 🙏🙏😊😊
JAYGURU MAA
@@rojalinpanda584 jayaguru 🙏🙏
Jay guru maa bahut sunder bhajan
@@AkMohaptra thank you jayaguru 🙏🙏
@@banditasahoo99 welcome
Joyguru maa 🙏🏻🙏🏻 Excellent 👌🏻💐💐💐💐
Jayaguru 🙏😊
Ati sundar.
@@prasannakumarrout3286 jayaguru 🙏
Jaya guru 🙏🙏🙏🙏
@@KrishnaNahak-h1v jayaguru 🙏
Maanka gita suni mana khusi hoigala bahuta sundar hoichhi .maa jayguru
Thank you 🙏
Bahuta bhala
@@premanandasahoo2882 thank you 🙏
Joyguru 🙏🙏🙏🌺🌺🌺
@@AkshyaKeonjhar jayaguru 🙏🙏
Jay guru ma
@@GurubaruGouda-qf2ue jayaguru 🙏
Ati sundar rachana o paribesan, jayaguru
Jayaguru Dada 🙏🙏
Beautiful lyrics n voice 💯🥰♥️🙏🙏
Thank you maa 😊🙏
🎉 ati sundar rachana sundar paribesan thakur day karantu tumea ahuri ahuri sundar bhajan rachana karuthaa🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Jayaguru maa
ଅତିସୁନ୍ଦର ସୁମଧୁରକଣ୍ଠ ସ୍ୱର ହୃଦୟସ୍ପର୍ଶୀଗାୟନ ଶୈଳୀ ଉଚ୍ଚକୋଟୀର ରଚନା ସୁନ୍ଦର ସ୍ୱର ସନ୍ ଯୋଜନା ବନ୍ଦିତା ମା ଜୟଗୁରୁ।🌹🙏👌💚👌💓👌🧡👌💜👌💙👌💛👌❣️💕💞💕💞💕💞💕💞💕💜
@@bijayalaxmidashkbj9830 ଆପଣଙ୍କୁ ହୃଦୟ ରୁ ବହୁତ ବହୁତ ଧନ୍ୟବାଦ ମାଆ 🙏🙏 ଜୟଗୁରୁ 🙏🙏🥰
ଖୁବ୍ ସୁନ୍ଦର୍ , ଖୁବ୍ ଭଲ ଲାଗିଲା ମା 😊
ଜୟ ଗୁରୁ 🙏♥️🌼
Jayaguru 🙏
Jayaguru maa 🙏khub sundar bhajan🙏👌👌❤️❤️🌹🌹🙏🙏
Thank you maa 😊🙏🙏
Excellent lyrics outstanding presentation Bandita maa, joyguru 🙏 🙏 🎉❤🎉❤🎉❤🎉❤
Jayaguru maa
JAYGURU
@@anitamohanta7167 jayaguru 🙏😊
Jay guru 🙏
@@dineshraniofficialvlogs1798 jayaguru 🙏🙏
Jaya guru 🙏🙏
🥰🥰🙏
Joyguru 🙏🙏🙏🙏🙏
@@DEEPAKMALIK-lm5xz jayaguru 🙏🙏
🙏jayaguru maa 💖 ♥
Bahuta sundar hrudaya sparsi bhajan ❤🧡💛💛❤❤💙💙💚💚❤❤🧡🧡💛💛💦
Thank you maa 😊🙏
Joyguru ma very nice voice
Jayaguru 🙏😊
🙏👌💖
@@amarsamal2977 🙏🙏
Sundar bahut sundar. God bless you.
@@pushpanjalimohapatra1791 thank you maa 🥰🙏
Jayguru
@@Anantakishorsahu 🙏🙏
@@banditasahoo99 jayguru
Joy guru,
@@GayatriBarada-nr3ec jayaguru 🙏
ATI sundar Bhajan Maa, Joy guru Maa 🙏🙏🙏
@@sasmitabiswal8744 jayaguru maa 🙏
❤❤❤❤❤❤❤❤
Jay Guru 💐🙏💐Maa
♥️♥️♥️♥️♥️♥️♥️❤️
Jayaguru 🙏😊
Parama pujania sree sree boramaa my humble pranam at ur compassionate feet. Paramakhyamamayi Maa, Pl. Excuse me from all the faults committed by me. Bande purusottamam. Jaiguru.
🙏🙏
Very nice voice
Jayaguru 🙏
Joyguru maa🎉🎉
@@julirana9890 jayaguru maa 🥰🌸
Very nice,go ahead ❤🎉😂
Thank you maa 😊🙏
🙏
Jayaguru maa
Please send me this song in written format
@@bilasakalta5370 jayaguru 🙏 Sabu gita gudika mo Chanel re achi surch karile paaijibe. Aau sabu gita ra Lyrics gita ra description re deichi
JaygurumaaJaybadmaasubhsandh6a🔥🔥🔥🌼🌼🌼🩸🩸🩸
@@PurendraNaik-y1n 🙏😊
Joy guru 🙏🏻🙏🏻🙏🏻
@@pratyushnanda416 jayaguru 🙏
Jayaguru maa
@@RameshChandraMallick-d1b jayaguru 🙏🙏
Jayaguru maa
@@RameshChandraMallick-d1b jayaguru 🙏