Au pintu bhalia bhai jahat thibe Sethi se bhumi nije nije ra protect karipariba se jhia sabu karipare darakar padile pintu ku bi TH-cam ru katibi daba pintu khali kn aka paisa kamriba suna didi knkharap tanka paribar ku chalebaku se video karuchanti Sethi kharap kn ..sidha katha pintu sahi paruni suna didi nku kale tanka ra bhala paisa heijba au suna didi nka ra fan's badhibe .Sethi pai happy bhai , Anil bhai samaste au tanka ghara ku jau nahanti, mote agaru bhala laguthila ai video kintu Pintu ra asli Rupa aji Jana gala thare jai ki suna didi ra reply video dekha pintu ku chhi katidaba sabu...se chahuchi ta pada tale ta bhai bhauni ruhantu jadi se ate chinta karuchi suna didi pai bhala Ghar kari bhala gadi khande dei paranta ni nije di di ta gadi dhati buluchi..badmass
Tk luha banchei rakhi dia, nija ku vala pauthiba Lokamananka pai . E vaki youtuber mane tama vali inocent loka mana kr sentiment ku use karanti views pain. 🙏
Para kathhare pachheijiba thhik nuhen semane anyara khusi aou aou kehi agaku jibe semane sahi parantini hela so you carry on bro..... By . i miss all of you
ଭାଇ ପ୍ଲିଜ କାହା କଥା ରେ ବ୍ଲଗ୍ ବନ୍ଦ କରନ୍ତୁ ନାହିଁ। ବ୍ଲଗ୍ ଶେଷରେ ବନ୍ଦ କରିବିନି କହିଲେ ବହୁତ୍ ଖୁସି ଲାଗିଲା। Love u bhai,bhauja, khushi maa & all femily members. Love u so much.
Bhai apanka video re mu ama gaan ra paribesa dekhibaku pae.....apananka paribara mate mo paribara pari Lage.....bohuta snehi samaste.....bohut bhala Lage apanka video ...please don't stop making vlogs ....
Plz Pintu Bhai Vlog Band karibani Bhai tama Vlog Bahuta Bhala Lage Pintu Bhai Au Bhauja Khusi ma Au All Family Ku mu Bahuta Bhala Pai I Miss You Pintu Bhai
କେତେ ଜଣ ଚାହୁଁଛ ପିଣ୍ଟୁ ଭାଇ vlog କରନ୍ତୁ ତାହେଲେ like କରନ୍ତୁ
Pin2 Bhai tumo ପରିବାର ର ଖୁସି ଦେଖିକିଛି ଲୋକମାନେ ଶୋଇପାରୁନାହାନ୍ତିall the best Bhai..
ଯାହା କିଛି ବି ହେଇଚି ତାକୁ ଠିକ କର ଭାଇ ତୁମେ ସୁନା ଦିଦି ଘର କୁ ଯାଅ 🙏🏻🙏🏻 ଭାଇ ଓ ଭଉଣୀ ଙ୍କୁ ଆମେ ଏକାଠି ହସ ଖୁସି ରେ ଦେଖିବାକୁ ଚାହୁଁଚୁ
ଏମିତି କିଏ କିଏ ଚାହୁଁଚ like କର 🥺☺️ଜୟ୍ ଜଗନ୍ନାଥ 🙏🏻❤️
Tue besi heu6
@@sibajhanka6737 hn basi houchi se aji se ta Maa nka muhanku tk dekhu ta pare janiba kasta ka ku kia daichi (pintu bhai ❤)
😭😭😭😭😭😭😭😭😭😭😭😭😭😭😭😭😭
7@@chumkidash9002
5
ପିଣ୍ଟୁ ଭାଇ ତମ ବିଡିଓ ନଦେଲେ ମନ ଭଲ ଲାଗେନି ଆଉ ଖୁସି ମା କୁ ନ ଦେଖିଲେ ମନ ପଡିବ😢😢😢😢😭😭😭😭
ନା ଭାଇ ବ୍ଲକ ବନ୍ଦ କରନି ତୁମ କଥା ଆମର ବହୁତ ମନେପଡ଼ିବ mis you oll 😭😭😭😭😭😭😭
ଆପଣଙ୍କ ପରିବାରକୁ ଆଉ ରୂପା ଭାଉଜ ଖୁସି ଆପଣଙ୍କୁ ଦେଖି ଆମେ ବହୁତ ଖୁସି ଭାଇ । ଦୟାକରି ଭିଡ଼ିଓ ବନ୍ଦ କରନ୍ତୁ ନାହିଁ।
ଯାହା କିଛି ବି ଦୁଃଖ କଷ୍ଟ ଆସିଛି ବର୍ତ୍ତମାନ ତାହାକୁ ସମାଧାନ କରିବାକୁ ଚେଷ୍ଟା କର ଆଉ ଏମିତି ଭିଡିଓ ଅପଡେଟ କରିଚାଲ ଭଗବାନ ଆପଣଙ୍କ ପରିବାର କୁ ଖୁସି ରେ ରଖିଥାନ୍ତୁ ଜୟ ଜଗନ୍ନାଥ
ଯିଏ ନିଜ ସାନ ଭଉଣୀ ସୁନା କୁ ସହିପାରୁନି ସେ ବ୍ଲଗ କରି ସଫଳତା ପାଉଛି ବୋଲି
ଯେ ନିଜ ଗରିବ ସାନ ଭଉଣୀ ସୁନା ଘରକୁ କେବେବି ଯାଉନି ପ୍ରେଷ୍ଟିଜ ଲିକ୍ ହୋଇଯିବା ଭୟରେ
କହୁଛି କି ସେ ଯଦି ଭଲ ଅବସ୍ଥାରେ ଥାନ୍ତା ତେବେ ମୁଁ ତା ଘରକୁ ଯାଅନ୍ତି ।ଛି ଏଭଳି ଧନଗର୍ବୀ ଭାଇକୁ
ଯେ ନିଜ ସାନ ଭେଣେଇ ମାନେ ସୁନା ର ସ୍ୱାମୀ ଅରୁଣ କୁ ହୀନ ଦୃଷ୍ଟିରେ ଦେଖେ କେବେବି ଭେଣେଇ ବୋଲି ହସ ଖୁସିରେ ମିସେନି
ଯେ ନିଜ ସାନ ଭଉଣୀ ସୁନା ନାମ ରେ ମିଛ ସତ କହି ୟୁଟ୍ୟୁବ ସୋସିଆଲ ମିଡିଆରେ ନିଜ ସାନ ଭଉଣୀର ସମ୍ମାନ ଉଛାଳେ ।କହେ କି ସେ କଣ ପାଇଁ ବ୍ଲଗ କରୁଛି ତାକୁ ମନା କରିଥିଲି ବ୍ଲଗ କରିବା ପାଇଁ କିନ୍ତୁ ସେ ନ ମାନି ବ୍ଲଗ ବନେଇ ଚାଲିଲା ସେଥିପାଇଁ ମୁଁ ତା ସହ କିଛି ସମ୍ପର୍କ ରଖୁନି । ଏଭଳି ଇଏ ଭାଇ ଯିଏ ସାନ ଭଉଣୀ କୁ ସହି ପାରୁନି ଯିଏ ତା ହାତରେ ରାକ୍ଷୀ ବାନ୍ଧେ ତାକୁ ରକ୍ଷା କରିବା ପାଇଁ ।ରକ୍ଷା କରିବା ତ ଦୂରର କଥା ସେ ନିଜ ସାନ ଭଉଣୀର ସଫଳତା କୁ ହିଁ ହିଂସାରେ ଗର୍ବରେ ସହିପାରୁନି
ଛି ଛି ଏଭଳି ଭାଇ କୁ
ଏଭଳି ଭାଇ କୋଉ ଭଉଣୀ କୁ ନ ମିଳୁ
ଯିଏ ପ୍ରଶାନ୍ତ ବୋଲି ପିଲାଟିକୁ ଗୁପ ଚୁପ ବାଲା କହି ଧିକାର କଲା ।ଯୋଉ ପ୍ରଶlନ୍ତ ଭାଇ ପିଣ୍ଟୁ ଭାଇ ରୂପା ଭାଉଜ ବୋଲି ପାଣି ପାଏନି ସେଇଭଳି ସ୍ନେହୀ ସାନ ଭାଇଟିକୁ ପିଣ୍ଟୁ ବେଇଜତ କରି କହିଲା କି ତୁ ଗୋଟେ ଗୁପଚୁପ ଵାଲା ତୁ କି ଆଲବମ କରିବୁ ଯେତିକିର ଲୋକ ସେତିକିରେ ରହ କହି ପ୍ରଶାନ୍ତ ର ଔକାତ୍ ତାକୁ ଦେଖାଇ ଅତି ଗର୍ବେ ଅହଙ୍କାରରେ ପିଣ୍ଟୁ ପ୍ରଶାନ୍ତ କୁ ବେଇଜତ କଲା
ଛି ଛି ଏଭଳି ମଣିଷ କାହା ଭାଇ ବନ୍ଧୁ ହେବାର ଯୋଗ୍ୟ ନୁହେଁ ।
ଯେଉଁ ହାପି କ୍ୟାମେରା ଧରେ ପିଣ୍ଟୁକୁ ସବୁ ପ୍ରକାର ସାହାଯ୍ୟ କରେ ସେଇ ହାପି କୁ ନିଚା ଦେଖାଇ ସୋସିଆଲ ମିଡିଆ ରେ ଜାଛା ତା କହି ଅପମାନିତ କଲା ।
ଏଭଳି ଲୋକ କାହାର ନୁହେଁ କେବଳ ନିଜ ସ୍ୱାର୍ଥ ନିଜ ଉନ୍ନତି ଦେଖିଥାନ୍ତି ।
ଏଭଳି ରୂପେ ପିଣ୍ଟୁ ଆଉ ରୂପା କଳା ମୁଖା ଖୋଲିଯାଇଛି ସେ ଦୁହେଁ କେତେ ଗର୍ବୀ ଅହଙ୍କାରୀ ନିଜ ସ୍ୱାର୍ଥୀ ଛୋଟ ଚିନ୍ତାଧାରାର ମଣିଷ ବୋଲି ।ସେମାନେ ଚାହାନ୍ତି ସେମାନେ ହିଁ କେବଳ ବ୍ଲଗ କରି ୟୁଟ୍ୟୁବ ରେ ଲୋକମାନଙ୍କୁ ବୋକା ବନାଇ ପଇସା ରୋଜଗାର କରି ଉପରକୁ ଉଠିବେ
ଆଉ କିଏ ସତ୍ ପଥରେ ଚାଲି ବ୍ଲଗ କରିବେ ନାହିଁ କାରଣ ଆଉ କିଏ କଲେ ତାଙ୍କ ଲୋକଦେଖାଣିଆ ବ୍ଲଗ ଚାନେଲ ଆଉ ସେତେ ଚାଲିବନି ଭିଉସ ଆସିବନି ଲୋକମାନେ ସବୁ ତାଙ୍କୁ କିଏ ପଚାରିବେନି ସେଇ ଭୟରେ ସେମାନେ ଅନ୍ୟ କିଏ ବ୍ଲଗ କଲେ ସହିପାରୁନାହାନ୍ତି ରୁପାପିଣ୍ଟୁ ।
ଛି ଛି
ଲଜ୍ୟା ଏଭଳି ସ୍ୱାର୍ଥ ଅତି ଗର୍ବୀ ଲୋଭୀ ଲୋକଙ୍କୁ ।
ଏମାନଙ୍କ ଭାଉ ନ ଦେଲେ ଏମାନେ ଜାଣିବେ ଏମାନଙ୍କ ର ଔକାତ୍ କେତେ ।
ଏମାନଙ୍କ ୟୁଟ୍ୟୁବ ବ୍ଲଗ କିଏ ବି ଦେଖନ୍ତୁ ନାହିଁ unsubscribe କରନ୍ତୁ
ଏମିତି କଲେ ହିଁ ଏମାନଙ୍କ ର ଗର୍ବ ଖର୍ବ ହେବ
ଆଉ ନିଜ ଔକାତ୍ ଏମାନେ ଜାଣିବେ ଆଉ ଭଲ ବାଟକୁ ଆସିବେ ।
ଜୟ ଜଗନ୍ନାଥ ସ୍ୱାମୀ 🙌
ଆପଣଙ୍କୁ କିଏ କଣ କହୁଛନ୍ତି ସୁଣନ୍ତୁନି ଆପଣ ଆଗକୁ ବଢ଼ି ଚାଲ 💖 ଜୟ ଜଗନ୍ନାଥ 🙏✨💖
Thanks Bhai ଆଗକୁ ମାଡ଼ି ଚାଲୋ love you Khushi maa ❤️ ପ୍ରଭୁଙ୍କ ପାଖରେ ଏତିକି ପ୍ରଥାନା ପିଣ୍ଟୁ ଭାଇ ଓ ସୁନ ଦିଦି ର ଜଲଦି ବୁଝାମଣା ହୋଇ ମିଶିଯାନ୍ତୁ କାରଣ ଭାଇ ହେଉଚି ଭଉଣୀ ର ସୁରକ୍ଷା କବଜ । ଆପଣଙ୍କ ପରିବାର ସମସ୍ତଙ୍କର ମଙ୍ଗଳ ହେଉ ଜୟ ଜଗନ୍ନାଥ 🙏🙏🙏❤️❤️❤️
Au pintu bhalia bhai jahat thibe Sethi se bhumi nije nije ra protect karipariba se jhia sabu karipare darakar padile pintu ku bi TH-cam ru katibi daba pintu khali kn aka paisa kamriba suna didi knkharap tanka paribar ku chalebaku se video karuchanti Sethi kharap kn ..sidha katha pintu sahi paruni suna didi nku kale tanka ra bhala paisa heijba au suna didi nka ra fan's badhibe .Sethi pai happy bhai , Anil bhai samaste au tanka ghara ku jau nahanti, mote agaru bhala laguthila ai video kintu Pintu ra asli Rupa aji Jana gala thare jai ki suna didi ra reply video dekha pintu ku chhi katidaba sabu...se chahuchi ta pada tale ta bhai bhauni ruhantu jadi se ate chinta karuchi suna didi pai bhala Ghar kari bhala gadi khande dei paranta ni nije di di ta gadi dhati buluchi..badmass
ଭାଇ ଙ୍କ ପରିବାରରେ ଯାହାବି ହେଉ, ଭିଡିଓ ତ ଦେଖିବାପାଇଁ ଭଲ ଲାଗୁଛି, ଭାଇ ଭିଡିଓ ବନ୍ଦ କରନି ♥️
Bhai please band karanti 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭bhari mana dukha hauci
ଏ ସବୁ କଥା ମିଛ କହୁଚୁ video ରୁ ଲକ୍ଷ ଲକ୍ଷ ଟଙ୍କା ପାଉଛୁ ଗାଡ଼ି ଘର ସାବୁ କଲୁ ଠିକ୍ ଅଛି ଗର୍ବ ଯେଏ କରିବ ଭଗବାନ ସହିବେନୀ
ଭାଇ 10 ଜଣ ଲୋକ ରୁ ଜଣେ ଖରାପ ଥିବ ସେଇ ଜଣ କଣ ପାଇଁ କଣ ଭିଡ଼ିଓ ବନ୍ଦ କରି ଦେବ କି... ଭାଇ ଆମେ ପୁଣି 9ଜଣ ତୁମୋ କୁ ହିଁ ଭଲ ପାଉ.... Love u pintu bhai
ମୋର ବୟସ ଛପନ ବର୍ଷ, ମୁଁ ବୋଧେ ତମ ମାଆ ବୟସର । ତମ ପରିବାରକୁ ମୁଁ ଦେଖି ବହୁତ ଖୁସି
ପାଏ। ବହୁତ ମାନସିକ ଶାନ୍ତି ପାଇଥାଏ। ଯାହା
କରୁଛ ଏବଂ କିଛି ପରିଚୟ ପାଇଛ,ତାକୁ କେବେ
ବନ୍ଦ କରନି। ସବୁ କଥାରେ କିଛି ନା କିଛି କଥା ଉଠିଥାଏ। ତା ମାନେ ତମ ବ୍ଲଗ୍ କାହିଁକି ବନ୍ଦ କରିବ। ତମ ପାଇଁ ବହୁତ ଲୋକ ମାନସିକ ଶାନ୍ତି
ପାଉଛନ୍ତି। ତମେ ଏବଂ ତମ ପରିବାର ଅନ୍ୟର
ଏବଂ ଅନ୍ୟ ପରିବାରର ଆଦର୍ଶ।
ଜଗନ୍ନାଥ ଙ୍କ ରାଣ ବ୍ଲଗ୍ ବନ୍ଦ କରନି।
ଠିକ୍ କହିଛନ୍ତି ମାଉସୀ
Thik kahile maa
Na vai
ମୋ ସହିତ କେଉଁମାନେ ଏକମତ plz Bhai vlog ବନ୍ଦ କରନ୍ତୁ ନାହିଁ 🙏🙏🙏🙏🙏😭😭😭 ଆଖିରେ ଲୁହ ରହୁନି 😔😔😔 ଭାଇ ଭଗବାନ ଅଛନ୍ତି ସବୁ ଠିକ୍ ହୋଇ ଯିବ 😢😢😢😢
Tk luha banchei rakhi dia, nija ku vala pauthiba Lokamananka pai . E vaki youtuber mane tama vali inocent loka mana kr sentiment ku use karanti views pain. 🙏
ମୁଁ ତମ ସହ ଏକମତ
I am
Mu bi akamata
Para kathhare pachheijiba thhik nuhen semane anyara khusi aou aou kehi agaku jibe semane sahi parantini hela so you carry on bro..... By . i miss all of you
ତମ ପରି ବାର ର ଏକ ସୁନ୍ଦର ପରିବେଶ ମୁଁ ଫାଷ୍ଟ କମୋଟ🎉🎉 କରୁଛି ମୁଁ ପୁରା ଡରି ଗଲି ତାପରେ ମୋତେ ବହୁତ ଭଲ ଲାଗିଲା ମାଡିଚାଲ😅😅🙏🙏🙏
Love u bhai ❤️place vlog ବନ୍ଦ କରୋନି. 😭😭😭ଆମେ ତୁମେ ସହ ଅଛୁ. ଜୟ ଜଗନାଥ
ପିଣ୍ଟୁ ଭାଇ ଓ ରୂପା ଭାଉଜ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତଙ୍କୁ ଭଗବାନ ଭଲରେ ରଖନ୍ତୁ 🙏🙏♥️💕💞
ତମର video ବହୁତ ଭଲ ଲାଗେ ପିଣ୍ଟୁ ଭାଇ ବନ୍ଦ କରନ୍ତୁ ନାହିଁ video ବନ୍ଦ କରିଦେଲେ ଆମେ ଖୁସି ମା କୁ କେମିତି ଦେଖିବୁ ଆଉ ଅପଙ୍କର ପରିବାର କୁ କେମିତି ଦେଖିବୁ please ଭାଇ ବନ୍ଦ କରନ୍ତୁ ନାହିଁ ମତେ ବହୁତ ଦୁଃଖ ଲାଗୁଛି😭😭😭 ସମସ୍ତଙ୍କୁ miss you
❤❤❤❤❤❤❤❤❤
ମୁଁ କିଛିଦିନହେଲାଦେଖୁଛି। ଭଲଲାଗୁଥିଲା। ।ଏହିଳିପରିବାର ଦେଖିବାକୁମିଳିବନି ବଦକରନି
😭😭😢😢😢
@@khanunayak3051 କୁଶିଲାଗିଲା କହିଲବଦକରିବିନି ତମେକର ଲୋକକଥାଛଢ
ମୁଁଭାରୀଖୁଶି😚😚😚😁😁
Suicide karidia
ଆପଣଙ୍କ ର ତ ମାସକୁ 15 ଲକ୍ଷ ଆସୁଛି କଣ ପାଇଁ ମିଛ କହୁଛନ୍ତି ମିଛ କହିକି ଭଲପାଇବା ନେବେ ମତେ ଗୃଣା ଲାଗୁଚି ଛି ଛି
ଦିନ ଥିଲେ ରାତି ଅଛି
ରାତି ଥିଲେ ଦିନ
ଏଇତ ଜୀବନ।
ତମ ଭିଡିଓ ରେ ବୋହୁତ କିଛି ଶିଖିବାକୁ ମିଳେ
ଯଦି କିଛି ଭୁଲ ହେଇଛି
ତାହେଲେ ତାର ସମାଧାନ ଅଛି
ସତ୍ୟ ର ସବୁ ବେଳେ ଜୟ ହୁଏ
ଧର୍ୟ ର ସହ ସବୁ କର ଠିକ୍ ହେଇଯିବ
ଜୟ ଜଗନ୍ନାଥ 🙏🙏🙏🙏
ଭାଇ ପ୍ଲିଜ କାହା କଥା ରେ ବ୍ଲଗ୍ ବନ୍ଦ କରନ୍ତୁ ନାହିଁ। ବ୍ଲଗ୍ ଶେଷରେ ବନ୍ଦ କରିବିନି କହିଲେ ବହୁତ୍ ଖୁସି ଲାଗିଲା। Love u bhai,bhauja, khushi maa & all femily members. Love u so much.
ସୁନା ଦିଦି ଗୋଟିଏ ଥର ପାଇଁ ତମେ ତମ ଘରକୁ ଆସ ସବୁ ଠିକ୍ ହେଇଜିବ
Suna tate Paisa deichi bodhe suna maru
ଭାଇ ଦୁନିଆ ରେ ହଜାର ଲୋକଙ୍କ ହଜାରେ ମନ ଥାଏ କିଏ ଭଲ ଆଉ କିଏ ଖରାପ କୁହନ୍ତି କାହା କଥା ଶୁଣି କେବେ ପଛକୁ ଜୀବନି ନିଜେ ଠିକ୍ ଥିଲେ ସବୁ ଠିକ୍ 🙏🙏🙏ଜୟ ଜଗନ୍ନାଥ🙏🙏🙏
ପିଣ୍ଟୁ ଭାଇ ମୁଁ ସମ୍ବଲପୁର ରୁ ଗୀତା ଦିଦି... Fast ରୁ ଭିଡ଼ିଓ ଦେଖି ବହୁତ ଦୁଃଖ ଲାଗୁଥିଲା ଯେ ଆଉ ତୁମ family କୁ ଦେଖି ହେବନି ବୋଲି.. ହେଲେ last ଯାଏ ଭିଡ଼ିଓ ଦେଖି ଖୁସି ଲାଗିଲା... ଭାଇ ତୁମ ପରିବାର ବହୁତ ସୁନ୍ଦର... ଥରେ ତୁମ ଘରକୁ ଯିବାକୁ ଭାରି ଇଚ୍ଛା ମୋର... ଭାଇ ଆଗକୁ ବଢିବାକୁ ହେଲେ ବହୁତ କଣ୍ଟା ଝଣ୍ଟା ଡେଇଁ କି ଯିବାକୁ ପଡେ... ସବୁ ଭୁଲି ଯାଇ ଆଗକୁ ବଢ଼... ଆଉ ଗୋଟିଏ କଥା ଭିଡ଼ିଓ ଯେମିତି କରୁଥିଲ ସେମିତି ଖୁସିରେ କର ଆଉ ସେଇ ପୁରୁଣା କଥା କୁ ଘାଣ୍ଟ ନାହିଁ... ଯିଏ ଯାହା ବି କହିଲେ ତାର ଉତ୍ତର ରଖନି... ଆଗ ଭଳି ଭିଡ଼ିଓ କର... ଜୟ ମା ସମଲେଶ୍ୱରୀ 🙏
ପିଣ୍ଟୁ ଭାଇ 🙏 ନମସ୍କାର
ମୁଁ କେନ୍ଦୁଝର ଆନନ୍ଦପୁର ନଦୁଆଁ ଗ୍ରାମ ରୁ
କୋହୁଚି। ଭାଇ ମୁଁ ଆପଣଙ୍କ ର ଗୋଟେ ଛୋଟ ଭାଇ ହିସାବରେ ଆପଣଙ୍କୁ ଗୋଟେ ଛୋଟ କଥା କହିବି
ଭାଇ ଏଇ ଜୀବନର ଚଲାପଥରେ କେତେ ଖାଲ ଢିପ ପଡ଼େ ଆଉ ପ୍ରତିବନ୍ଧକ ସୃଷ୍ଟି ହୁଏ କଣ ତାବୋଲି କଣ ଆମେ ଚାଲିବା ଛାଡି ଦେବା
ସେହିପରି ଆଜି ଦୁଃଖ ଅଛି କାଲି ସୁଖ ଆଜି ରାସ୍ତା ଉଠାଣୀ ତ କାଲି ଖସାଣୀ
ପିଣ୍ଟୁ ଭାଇ ଆପଣଙ୍କୁ ଯଦି କୁହାଯାଏ ଆପଣଙ୍କ ବାପା ମା ଖରାପ ଆପଣ କ'ଣ ଆପଣଙ୍କ ବାପା ମା ଙ୍କୁ ସବୁଦିନ ପାଇଁ ଛାଡ଼ିଦେବ।
ସେହିପରି ଆମର ଦୈନଦିନ କାର୍ଯ୍ୟ କେବେ ଛାଡି ପାରିବା ନାହିଁ ସବୁ ବେଳେ ଆଉ ସବୁ ସମୟରେ ଆମକୁ ଆମ ଲକ୍ଷ୍ୟ ସ୍ଥଳରେ ପହଁଚି ବାର ଅଛି।
ଆପଣଙ୍କ ସହିତ ଦେଖା କରିବାକୁ ବହୁତ ଇଚ୍ଛା କିନ୍ତୁ ଦେଖା କରି ହଉ ନାହିଁ ମା ତାରିଣୀ ଙ୍କ ଇଛା କେଉ ଦିନ ଦେଖା ହେବ।
ଯଦି ମୋ ଲେଖା ଆପଣଙ୍କୁ କି ଆପଣଙ୍କ ପରିବାର କୁ କିଛି କଷ୍ଟ ଦେଇ ଥାଏ ତାହେଲେ ଆପଣ ମୋତେ ଛୋଟ ଭାଇ ଭାବି କ୍ଷମା କରିବେ।
ରହୁଚି ଜୟ ମା ତାରିଣୀ, 🙏💐
I miss you Pintu bhai and Rupa ଭାଉଜ ଖୁସି ମା 🥺🥺🥺
ବାଳ ନା
କଣ ପାଇଁ ଭାଇ ଏମିତି କହୁଛ ସବୁ ଠିକି ହେଇଯିବ କିଏ କଣ କହିଲେ କଣ ତୁମେ ଭିଡ଼ିଓ ଛାଡି ଦେବ love you all family 💞
ଭାଇ ଆଜି ଖୁସି ମା କଥା ଶୁଣି ମୁଁ କାନ୍ଦି ପକେଇଲି 😭କାରଣ ମୁଁ ତୁମକୁ ବହୁତ love କରେ 😭କଲି vlog କୁ wait କରିବି 😭miss you khusi maa🤗😭
Satara dii 😭😭😭
Pintu ra rakhita heiki rahuna au dukha lagiboni
Bhai Suna aeta tumara bhulu tume vlog close kale kan sabu solve heijiba ki
ଭାଇ khusi entertainment କଣ ପାଇଁ ୫ ତାରିଖ ବ୍ଲଗ୍ ଛାଡ଼ିଲେଣି। ଅମୁକୁ କଣ ଭୁଲିଗଲ ,ଆମେ କଣ ତମକୁ ଭଲ ପାଉନୁ।
I miss you khusi maa😭😭😭😭
Imiss,you,khusi,maa
ଭାଇ ଲୋକମାନେ କଣ କହିଲେ ବୋଲି ନିଜ କ୍ୟାରିଅରକୁ ବଳିଦାନ ଦେବାଟା ଠିକ୍ ନୁହେଁ ଆମେ ସପୋର୍ଟ କରିବୁ କାହା କଥା ସୁଣନହିଁ.
ଲୋକ ତ ବହୁତ୍ କଥା କହିବେ ତାଙ୍କ କଥା ଶୁଣନି ତୁମେ vdo କର ସବୁ vlogger ମାନଙ୍କୁ ଠୁ ତୁମ vlog ସବୁଠୁ ଭଲ ❤️
ଭାଇ ଆପଣଙ୍କୁ ଆମେ ଚିହ୍ନିଚୁ ଆପଣ ବହୁତ୍ ଭଲ ଆଉ ଆପଣ ଙ୍କ family'members ସହିତ ଖୁସି ରେ ରୁହନ୍ତୁ
ଭାଇ ବୋଉ ଙ୍କ ଦୁଃଖ ଜଣାପଡ଼ୁଛି ସେ ବହୁତ୍ ଦୁଃଖ ରେ ଅଛନ୍ତି ଆଉ ଥରେ ସମସ୍ତେ ମିଶିଯା ଦୟାକରି ଆପଣ ଚାହିଁଲେ ସବୁ ହେଇ ପାରିବ ଭାଇ pls misi ja
Pintu bhai loka nk katha sunile manisa banchi paribani a duniare
ଭାଇ ତମେ ଭଦ୍ରକ ଜିଲ୍ଲା ପିଲା ଟି ନା ଭାଇ ଆଗକୁ ଜାଆନୁ ତାଙ୍କ ମାନଙ୍କ ପାଇଁ ତମ କମ ଦାରିଦ୍ର୍ୟ
Love you bhai ☺️ vlog ଚାଲୁ ରହିବ like ଗୋଟେ hou ❤️❤️❤️❤️❤️❤️❤️❤️
Tama ପରିବାର ଲୋକ ବହୁତ ଭଲ ମୋ ଭାଇ ତମେ କାହା କଥା ଶୁଣନି ତମେ ଆଗେଇ ଚାଲ ଆମେ ତମ ସାଥୀ ରେ ଅଛୁ। ମୋ ଭାଇ ♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️
ଭାଇ ଆପଣ ଆଗକୁ ବଢ଼ି ଚାଲନ୍ତୁ। ଭଗବାନ ଶ୍ରୀକୃଷ୍ଣ ଆପଣ ଙ୍କ ସାଙ୍ଗରେ ଅଛନ୍ତି। ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ ❤️❤️❤️
Please.pintu.bhai.ameti.kichi.nuhe..volg.karantu.
😆😆😆
Love.u.bhai.placemiss.you.khusi.maab.bhai.ama.tomo.sathira.achu.❤❤❤❤❤❤❤❤❤❤
ବହୁତ୍ ଭଲ ଲାଗେ ପିଣ୍ଟୁ ଭାଇ ବ୍ଲଗ୍ କିନ୍ତୁ କିଛି ଶଳା ଙ୍କ ପାଇଁ ଏତେ ହଇରାଣ ହେଇଛନ୍ତି😪😪😪
ଭାଇ ଭିଡିଓ ବନ୍ଦ କରନ୍ତୁ ନାହିଁ 🙏 ଯିଏ ଯାହା ଭାବୁଛି ଭାବୁ ଆମେ ସବୁବେଳେ ତମ ସେଥିରେ ଅଛୁ ଆଉ ରହିବୁ love you Khushi maa 😘 jay jagannath 🙏
ତମର ଭିଡିଓ ବହୁତ ଭଲ ଲାଗେ ତମେ ଭିଡିଓ ବନ୍ଦ କର ନାହିଁ ପିଣ୍ଟୁ ଭାଇ ଭିଡିଓ ନ ଦେଖିଲେ ଆପଣଙ୍କ ପରିବାରକୁ ମିସ କରିବୁ ପ୍ଲିଜ ଭିଡିଓ continue କରନ୍ତୁ ❤️❤️❤️
Thanks for your starting block video ☺️☺️☺️☺️☺️😘😘❤️❤️❤️
ମତେ ତୁମ vlog ହି ଭଲ ଲାଗେ ସତରେ ଭାଇ ମୁଁ ଵିଶ୍ଵାସ କରୁନି ଭାଇ ତୁମେ ଏମିତି କହିଥିଵ ଵୋଲି ତୁମେ କାହାରି କଥା କୂ ନଶୁଣ ଆଗକୁ ଵଢିଚାଲ ମୁଁ ତୁମ ର ଗୋଟିଏ ଭ ଉଣି କହୁଛି ❤️🥰❤️👌👌
ଏସବୁ ଦେଖି ଗୋଟିଏ କଥା ଆସୁଛି youtube ଭାଙ୍ଗି ଦେଲା ଭାଇ ଭଉଣୀଙ୍କ ସମ୍ପର୍କ😭
ଆପଣଙ୍କୁ ହାତ ଯୋଡ଼ି କହୁଚି 🙏 ଭାଇ
ସୁନା ଦିଦି ଙ୍କୁ ବୁଝେଇକି ତାଙ୍କ ସହ ପୁଣି ମିଶି ଯାଆନ୍ତୁ ଆଜି ବୋଉ ଙ୍କୁ dekhilaku ମତେ ବହୁତ୍ କଷ୍ଟ ଲାଗିଲା ଭାଇ ବୋଉ ବହୁତ୍ କଷ୍ଟରେ ଅଛନ୍ତି 😢ଭାଇ ବୋଉକୁ ବୁଝାଇ କି କୁହ କାହା କଥା ଶୁଣିବା ଦରକାର୍ ନାହିଁ ସବୁବେଳେ ଆପଣଙ୍କ ସହ ପରିବାର ଖୁସୀରେ ରୁହନ୍ତୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି prathana 🙏🙏🙏
Rt
So beautiful family member ❤ love you all family I miss you Khushi maa😭😭😭😭
MAA ଯାହା କହିଲେ ସେ ଠିକ୍ pintu bhai କଣ ଆମେ ଜାଣିଛୁ ଆପଣକfamily ଉପରେ ସବୁବେଳେ ଭଲପାଇବା ଅଛି ଆଉ ରହିଥିବ💗💗
ନମସ୍କାର ଭାଇ 🙏 । ମୁଁ ଆପଣଙ୍କୁ ସତରେ କେବେବି ମେସେଜ କରେନି । But aji mu ମେସେଜ ରେ ଏତିକି କହିବି କି ଆପଣ କାହାର ବି କଥା ନଶୁଣି କି vlog banantu plzzzzzzzzzz🙏🙏🙏🙏 ଏଇଟା ମୋର apananku request ରହିବ BHAI 🙏 gote Sana bhauni boli jadi bhabu thine ତ ନିଶ୍ଚିନ୍ତ ଭାବରେ vlog ଆରମ୍ଭ କରିବେ 🙏🙏🙏Bhai mu apananku ଆପଣଙ୍କ ପରିବାର ର ପ୍ରତେକ ଟି ସଦସ୍ୟ ଙ୍କୁ ବହୁତ୍ ଭଲପାଏ ।♥️ ସତରେ ଆପଣ ଯଦି vlog ନକରିବେ ନା ମୁଁ ବହୁତ୍ miss karibi😭😭😭 Really miss you to all family mambres😭😭😭
Vlog ବନ୍ଦ କଲେ ଦୁଃଖ ଲାଗିବ ନିଶ୍ଚୟ। କିନ୍ତୁ ନିଜର ଭଉଣୀ କଥା ଓ happy ସହ ଝଗଡ଼ା କଥା social media ରେ ନ କହି ବୁଝାମଣା ପରେ vlog ବନେଇ ଥିଲେ ଭଲ ହେଇଥାନ୍ତା। କାହା ମନ କୁ ଆଘାତ ହେଲା ବୋଲି ସିନା ଏତେ କଥା ଉଠିଲା । ଏବେ ବୁଝି ବିଚାରି କାମ କର।😁👍😁keep smiling 😁
Right
Right
Bhai apanka video re mu ama gaan ra paribesa dekhibaku pae.....apananka paribara mate mo paribara pari Lage.....bohuta snehi samaste.....bohut bhala Lage apanka video ...please don't stop making vlogs ....
ଭାଇ କାହା କଥା ରେ କଣ ମିଳୁଚି। ନିଜେ ଠିକ୍ ଅଛ ଦୁନିଆ ଠିକ୍,ତୁମ ପରିଶ୍ରମ ଫଳ କେବେ ବୃଥା ଯିବନି ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ତୁମ ପାଇଁ ସବୁବେଳେ ଅଛି।ବାକି ରହିଲା ଲୋକ ଙ୍କ କଥା ଲୋକ ତ କହିବେ ଏଠି କହିଲା ବାଲା ବହୁତ୍ ସହୁବା ବାଲା ତୁମେ ସହି ଯାଇ ଆଗକୁ ବଢ଼ି ଚାଲ।ଜୟ ଜଗନ୍ନାଥ
ଭାଇ ଶୁଣନ୍ତୁ ଲୋକ କେତେ କଥା କହିବେ ଏମାନେ ଗୋଟେ ଗୋଟେ ସମସ୍ତେ କଙ୍କଡା ନିଜେ ଉପରକୁ ଉଠି ବେନି କି ଯଦି କିଏ ଉପରକୁ ଉଠୁଚି ତା ର ଗୋଡ଼ ଟାଣିବେ ଭାଇ ଆପଣ ବହୁତ ଭଲ ଯିଏ ଯାହା କହୁଛନ୍ତି କୁହନ୍ତି
ପିଣ୍ଟୁ ଭାଇ କାଲି। Vlog ଦେଖିବୁ ଆପଣ ଆସିବେ ଅପେକ୍ଷା ରେ ରହିଲୁ 🙏🙏😍😍
I love u rupa Khushi pintu tam video sabudin dekuthilu aame khusire Rahibu nahi mu kalahandi ra ❤😂❤😂❤😂❤😂❤❤😂❤😂❤😂❤😂
ପିନ୍ଟୁ ସେମିତି କୁହନି ମିଶି ଜାଓ ମୁଁ ଭଗବାନ ଙ୍କୁ ଡାକୁଛି ସବୁ ଠିକ୍ କରି ଦିଅନ୍ତୁ 🙏 ❤️❤️
ଭାଇ ତମର ଚାନେଲ no-1 ଓଡ଼ିଶା ରେ ସେଥିପାଇଁ ସମସ୍ତେ ଚାହୁଁଛନ୍ତି ତମକୁ down କରିବା ପାଇଁ ତମେ କାହା କଥା ନଶୁଣି ଆଗକୁ vlog କରିଚାଲ 😭😭😭😭😭😭
Please Banda karani vlog
Kehi chahunahanti sia nije chahuchi
Right now
Right
@@bhagirathikhanda tu kiebe
Bahut miss karibu family ku Jay Jaganath 🙏🙏 😭😭
Miss u khusi maa 😘😘😘😘love u khusi baby
Bahut Miss karibi ame. Khusi maa ku dekhi paribini ame. Plz vlog band karani🙏😍❤️
Pintu Bhai Mu Apana nka pani
Vagabana nka pakare mu. Pratana
Karuchi Sabu bale khusire Samaste ruhantu ❣️❣️❣️❣️🙏🙏🙏🙏🙏🙏🙏🙏So all family members samaste khusire ruhantu
Pintu Bhai nka kata sunile
Bahutu duka lagile
ଭାଇ vlogs କରନ୍ତୁ ଆଉ ଆଗକୁ ଯାଆନ୍ତୁ ଆମେ ଆପଣଙ୍କୁ ସବୁବେଳେ ଖୁସି ରେ ଦେଖିବାକୁ ଚାହୁଁଚୁ 😘
ପିଣ୍ଟୁ ଭାଇ ତମେ ଯଦି ସତରେ ଜଗନ୍ନାଥ ଙ୍କୁ ଭଲ ପାଉଥିବ କାଲି 4 ଟା ବେଳକୁ ଆମେ ସମସ୍ତେ ଯେମିତି vlog ଦେଖିବାକୁ ପାଇବୁ। ଭାଇ ଦୟା କରି ଏମିତି କରନା vlog channel ବନ୍ଦ କରନ୍ତୁ ନାହିଁ। 🥺 ଭାଇ ଆମୁକୁ ସତରେ କନ୍ଦେଇ ଦେଲ 😭
ଭାଇ ତୁମେ କାହା କଥା ଶୁଣ ନାହିଁ ।
@kanha creations Tu ta besi janichhu harami
Don't worry se blog baneiba
Bhai tame mana dukha karani mutama video mote bhaut bhala lage Tama paribara sabu loka bhala lage tame video
Mu b wait karibii..
ଭାଇ ଯିଏ ଭଲ ଲୋକ ତାକୁ ଭଗବାନ ସବୁବେଳେ ବହୁତ କଷ୍ଟ ଦିଅନ୍ତି..
Plz Pintu Bhai Vlog Band karibani Bhai tama Vlog Bahuta Bhala Lage Pintu Bhai Au Bhauja Khusi ma Au All Family Ku mu Bahuta Bhala Pai
I Miss You Pintu Bhai
ତମ ଭାଇ ଭାଉଜ ଠିକ୍ କଥା କହିଲେ ଭାଇ ତମେ video କରି ଚାଲ ଭାଇ ତମ ପରିବାର ଲୋକେ ବହୁତ ଭଲ ଭାଇ miss you so much ❤️❤️❤️❤️❤️❤️
ବହୁତ ବହୁତ ଧନ୍ୟବାଦ ଭାଇ ପରି ଶେଷରେ ଆପଣ ପୁଣି ଥରେ video କରିବାକୁ ମନ ବଳେଇବେ ଏବଂ ଗୋଟିଏ କଥା କହିବି କି ଲୋକଙ୍କ କଥାରେ କେବେ ବି ଭିଡିଓ ବଂଦ କରନ୍ତୁ ନାହିଁ ଘର ପରିବାରରୁ କିଛି ଅସୁବିଧା ନାହିଁ ଆପଣଙ୍କୁ ଲୋକଙ୍କ କଥାରେ କ'ଣ ମିଳିବ ଲୋକମାନେ କହିବେ ସେମାନଙ୍କ କଥାକୁ ଧରିଲେ କିଛି ଲାଭ ନାହିଁ ଏମିତି ବହୁତ ଆଗକୁ ବଢ ଏହା ହିଁ ଆମର ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛୁ
ତମେ ଆମ ଓଡ଼ିଶା ର ଗର୍ବ। ଆମେ ତମ ସାପଟ୍ ରେ ସାରା ଜୀବନ ରହିବୁ ମୋ ଭାଇ👍👍👍👍👍👍👍👍👍👍👍👍👍👍👍👍👍👍👍👍
ଭାଇ ଲୋକ ଙ୍କ କଥା ତମେ ଶୁଣାନି ଲୋକ ଙ୍କ କାମ ହେଲା କହିବା..ଭଲ କଲେ କହିବେ ଖରାପ୍ କଲେ କହିବେ. ତମେ କାହା କଥା ଶୁଣନି ତମେ ଭିଡିଓ ବୋନାଉ
ଏମିତି କରନି ଆମ କେମିତି ଖୁସୀ ମା'କୁ ଭାଉଜ ଭାଇ ତମ ପରିବାର କୁ କେମିତି ଦେଖିବୁ ଏଇଟା ଆଗ କୁହ ତାପରେ ବଂଦ କରିବେ ଆମ ଭଲପାଇବା ରେ କିଛି ଭୁଲ୍ ହେଇଗଲା ଏମି ଦୁଃଖ ଦିଅନି ଛାଡ଼ିକିଜାଅନି ପିଜ୍ ଭାଇ ଆମେ ତମକୁ ଆମ ପରିବାର ନା ତମେ କୁହ 😭😭😭😭😭😭
5 years old my favourite rupa bhauja pintu bhai I really miss you so much. ...😢😢😢😢 ....... Miss you pintu bhai aur family
Good decision 👍keep it up
ଆହୁରି ଆଗକୁ ବଢ଼ି ଚାଲ
ପିଣ୍ଟୁ ଭାଇ ଭିଡିଓ ବନ୍ଦ କରନି please 🙏🙏
Please ପିଣ୍ଟୁ ଭାଇ vlogs ବନ୍ଦ କରିବେନି 🙏🙏 ଭିଡିଓ ବନ୍ଦ ହେଇଗଲେ ଭଉତ୍ କଷ୍ଟ ହବ 😢😢😭 ସତରେ ଆପଣ, ଆପଣ ଙ୍କ ପରିବାର ଆମ ହୃଦୟରେ ରହିଯାଇଛନ୍ତି ଖୁସି ମା ଙ୍କୁ ଭଉତ୍ ମିସ୍ କରିବୁ ❤️🥰 ଜୟ ଜଗନ୍ନାଥ 🙏🙏🙏 ଜୟ ମା ତାରିଣୀ 🙏🙏🙏 କେଉଁମାନେ ଭାଇଙ୍କ ପିଣ୍ଟୁ ଭାଇ ଙ୍କ ପରିବାର କୁ ଆଉ ଭିଡିଓ କୁ ଭଲ ପାଉଛନ୍ତି 👍👍👍👍👍👍👍👍👍l
ଭାଇ ଆପଣଙ୍କ ସାଙ୍ଗରେ ଆମେ ଅଛୁ ତମେ ଆଗେଇଚାଲ ମୋ ଭାଇ ♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️
ପ୍ରଭୁ ଆମ ଖୁସି ଆମପାଖର ଥାଉଁ
ପୀଣ୍ଟୁ ଭାଇ ତମକୁ କୀଏକଣ କହୀଛୀ ତମକୁ ଆମେ ମାନେବହୂତ ମୀସୀକରୀଵୂ
ଭାଇ ବ୍ଲୋଗ ବନ୍ଦ କରିବା କଥା କେବେ କହିବେ ନାହିଁ ଆମକୁ ବହୁତ କଷ୍ଟ ଲଗଇଥାଏ ଆଉ ସବୁବେଳେ ଖୁସି ରେ ରୁହ ଭଲରେ ରୁହ ଜେ ଜଗନ୍ନାଥ 🙏🙏🙏🙏
,.
ଭାଇ ଏମିତି କିଛି କରନି ତୁମ ପାଇଁ କିଛି ଲୋକଙ୍କ ମୁହଁ ରେ ହସ ଫୁଟିଚି ଆଗକୁ କରି ଚାଲ ଜୟ ଜଗନ୍ନାଥ ଭାଇ
ପିଣ୍ଟୁ ଭାଇ ତୁମେ ଯଦି ବ୍ଲକ ବନ୍ଦ କରି ଦବ ଆମେ ମାନେ ବ୍ଲକ ନ ଦେଖି ଆମ ମନ ଦୁଃଖ ତମେ ବ୍ଲକ ନ କରି ପାରି ତମର କିଛି ଲାଭ ନାହିଁ ତେଣୁ ପିଣ୍ଟୁ ଭାଇ ତମେ ଦୟା କରି ବ୍ଲକ ବନ୍ଦ କରନି ଯଉଁ ମାନେ କହୁ ଛନ୍ତି ତାଙ୍କ ର ପଇସା ପାଁଇ କିଛି ଭି କରି ପରିବେ ଏମେତି ବି ମାରି ବାକୁ ଏମାନେ ପଛଇ ବେନି ତେଣୁ ପିଣ୍ଟୁ ଭାଇ ତମେ ଆଗଇ ଚାଲ ଆମ୍ଭଏ ମାନେ ତମ ସାଥିରେ ଅଛୁ ଯାହା ହବ ଦେଖା ଯିବ 👍👍👍🙏🙏🙏😂😂😂 କାହା କଥା ଶୁଣନି ସେମାନେ ଛାଉଁ ଛନ୍ତି ପିଣ୍ଟୁ ଭାଇ ଙ୍କର ବ୍ଲକ ବନ୍ଦ ହଉ ତମେ ବି ତାଙ୍କ କଥାକୁ ବିଶ୍ୱାସ କରି ସେଇଆ କରୁଛ ତାଙ୍କ କଥା ଶୁଣନ୍ତ ନାହିଁ ତମ ବ୍ଲକ ଷ୍ଟାର୍ଟ କର ବ୍ଲକ କେଏଲ ସେମାନେ ଜାଣି ପାରିବେ ସମାନ ଜାଣିବା କାହା ସହ ପଙ୍ଗା ନେଲେ 😊😊😊😊😊😊😊😊😊🙏🙏🙏🙏🙏🙏🙏🙏
ତମର video ବହୁତ ଭଲ ଲାଗେ ପିଟୁ ଭାଇ ବଦ କରତୁ ନାହିଁ
ଜାହା ହେଲା ହେଲା ସବୁ ଭୁଲି ଯାଓ ଭାଇ ଭଉଣୀ ମିସିଯାଓ ସମସ୍ତ ଭିଡିଓ ବନାଓ ଆମ ସମସ୍ତ ଙ୍କୁ ହସାଓ love you all 🙏🙏🙏👍👍
ଭାଇ ଓ ଅପା ଏଣ୍ଡେ ଖୁସି ମା ଏମିତି କରନି ମୋର ଆନୁ ରୋଧ ରହିଲା ଭାଇ ଚାଳ ଘର ଟିଏ କରିବା କିଛି ଦିନ ଗଲେ ଟିକିଏ ଗଳିଲେ କଣ ଆମେ ସେ ଘରକୁ ଭାଗି ଦବା ନା ନଢା ଦେଇ ଛେଇ ଦବା ସେମିତି କିଛି ଲୋକ ମାନଙ୍କ ପାଇଁ ତମେ ସେମିତି କରନି ଭାଇ ଭଲ ଲାଗିବନି ଭିଢିଓ କର ତମ ଦୁହିଁଙ୍କୁ ତମ ସାନ ଭଉଣିର ରାଣ
ଆପଣଙ୍କ ବ୍ଲୋଗ ସବୁବେଳେ ଦେଖେ ବହୁତ ଖୁସି ଲାଗେ,please vlog end କରନ୍ତୁ ନାହିଁ,all family members i miss ୟୁ.....
ପିଣ୍ଟୁ ବାବୁ ସିଦ୍ଧାର୍ଥ ମିଉଜୀକ୍ ରେ chance ପାଇଲେକି
ଆଖିରେ ଏତେ ଲୁହ ଭାଇ 😭😭 ଯାହା ସ୍ପଷ୍ଟ ଦେଖା ଯାଉଛି,,ହୃଦୟ ର ଅଭିମାନ ଲୁହ ରେ ପରିଣତ ହୋଇସାରିଲାଣି ଭାଇ ତଥାପି ଆପଣ ନିଜକୁ Control କରୁ ଛନ୍ତି ଏଇଟା ଆପଣକଂ Great ହୃଦୟ ର ପରିଚୟ,, ମୁଁ ଭଉଣୀ ଟିଏ ହିସାବରେ କହୁଛି Plz ଭାଇ Struggle କରିକି ଏଯାଏ ଆସିଛନ୍ତି ଆଉ ଆଗକୁ ବି ଯାଆନ୍ତୁ ,ପ୍ରଭୁ ଜଗନ୍ନାଥ ଅଛନ୍ତି ,ଆପଣକଂ ର ସବୁ ସମ୍ପର୍କ ସମୟ ହିସାବରେ ଫେରିଆସିବ Sure,,,,New vlog ପାଇଁ ସ୍ବାଗତ 🌹Jay Jagannath 🙏💞🙏
Tuma garba au God sahi Leni sabu sei jagannath ichha bahut better heba au vedio na kariba 😂😂😂😂😂
Tumar view payn aei Vedio karicha kebe stop kariba payn nuha
Right
Right
Bhai ଲୋକ ଉପରକୁ ଗଲେ ଏଠି ବହୁତ୍ ଲୋକ ଥାନ୍ତି ଗୋଡ଼ ଟାଣିବାକୁ ତେଣୁ କାହା କଥା ଶୁଣନ୍ତୁନି
ଭାଇ ତମେ ବି ଟିକେ ଭାବ ତୁମେ ଏ ଭିଡିଓ କରିକି ଆସିଛ ତୁମେବି ଉତ୍ସାହ କର ତୁମ ଭାଇ ଭଉଣୀ ସେମାନେ ବି ଆଗକୁ ଯାଆନ୍ତୁ ତମେ ମାନେ ସମସ୍ତେ ଭିଡିଓ କର ବହୁତ ଭଲ ଲାଗୁଛି 🙏🙏🙏
Nice
@@Mamta88842 thanks 😊
Pintu mu tumaku fast tami pai kahuchi tume agaku jaa
ମୁଁ.. ଆମ ଗାଁ ରେ always . Rupa di ଙ୍କ କଥା କୁହେ.. 😊କି.. ରୁପା di ଙ୍କୁ ଦେଖ. ଆଉ ତାଙ୍କଠୁଁ କିଛି ଶିଖ.. 😊ତାଙ୍କ ଭଳି ବହୁ ହେବା ପାଇଁ ଚେଷ୍ଟା କର... ସତରେ ଆପଣ ବହୁତ ଭଲ God bless you
Bhai plz vlog band karanti nahi , jana nka pai tme vlog band Kara nahi , plz bhai ..... Miss u Rupa pintu khusi 🥰
ସବୁ କଥା ଭୁଲି ଆଗକୁ ବଢନ୍ତୁ ପିଣ୍ଟୁ ଭାଇ vlog ବଦ୍ କରନି ଆହୁରି ଆଗକୁ ଜାଅ ଜୟ ଜଗନ୍ନାଥ 🙏🙏
ଭାଇ ତମେ ଏମିତି କିଛି କରନି, ଆମେ ମାନେ ତୁମ ବିନା ଆଉ ଖୁସି ମା ବିନା ରହି ପାରିଵୁନୀ ତୁମ ଖୁସି ଯାହା ଆମେ ସେଇଥୀରେ ଖୁସି ତମ ପାଇଁ ଆମେ ହସୁଥିଲା ଆଉ ଖୁସି ମା ର ଗୁଲୁଗୁଲିଆ କଥା ଶୁଣୁ ଥିଲୁ ,ହ ଉ ଭାଇ🙏🙏🙏🙏🙏🤣🤣🤣
Nai bhai please khusi maa ku ame dekhi paribuni please 🙏🙏🙏🙏😭🥺😭😭😭
ଭାଈ ଆମେ ଆପଣକଂ ସହ ଅଛୁ ଆଉ ଆଗକୁ ବି ରହିଥିବୁ ଆପଣ କାହା କୋଥା ନ ଶୁଣି ଆଗକୁ ଚାଲନ୍ତୁ 🙏
ସବୁକଥାପଛକୁ ଫୋପାଡି ଆଗକୁ ମାଡିଚାଲ ସେମିତି କଟା ପକାଇଵେ
ମଣିଷ ରାଗ mind ରେ ଥିଲା time ରେ କେବେବି କିଛି ନିଷ୍ପତ୍ତି ନବା କଥା ନୁହେଁ l ସେ ଭୁଲ୍ ହେଉ କି ଠିକ୍ ନିଷ୍ପତ୍ତି 😊 ଜୟ ଜଗନ୍ନାଥ 🙏🙏🙏
Good
ଭାଇ ଆଜିର vlog ରେ କନ୍ଧେଇ ଦେଲ
ପ୍ରଭୁ ଜଗନ୍ନାଥ କରନ୍ତୁ ଆହୁରି ଆଗକୁ ଯାଅ ଭାଇ
🙏🙏🙏🙏🙏🙏🙏
Nahi Bhai please karani
I miss you Khushi maa and I miss you all family members Jay Jagannath
ଭାଈ ମିଛ କାହିଁ କହୁଛ ପବ୍ଲିକ କୁ, TH-cam Money re ଯାହା ସବୁ achive କରିଛ ପୁଣି କହୁଛ ଲୋନ୍ ରେ ଆଣିଛି, ବୁଝିଲ ଭାଈ ଜଣେ ମଣିଷ ଆଗକୁ ବଢ଼ିଲେ ଲୋକ ତାଙ୍କୁ ଦେଖି Inspire ହେବେ but aamiti ମିଛ କହି ନୁହଁ।
ଆପଙ୍କ View Ru Jana jaae je ଆପଣଙ୍କ monthly earning କଣ ପୁଣି କହୁଛନ୍ତି 😑😂
ଭାଇ ଦୟା କରି ବ୍ଲଗ୍ ବନ୍ଦ କରନ୍ତୁ ନାହିଁ ...
ଆମେ ସବୁବେଳେ ତମ ସହ ଅଛୁ ଭାଇ 😍😍😍
ବହୁତ ଭଲ ଲାଗୁଛି ବ୍ଲଗ୍ ❤️😘
ମାଆଙ୍କ ମୁହଁ ଦେଖିଲେ ଜଣାପଡୁଛି ବହୁତ ଦୁଃଖରେ ଅଛନ୍ତି । କିନ୍ତୁ ଶେଷରେ ଖୁସି ଲାଗିଲା ଯେ vlog ବନ୍ଦ କରୁନାହାନ୍ତି।
Tq ଭାଇ ଆପଣ ଭାଇ ଙ୍କୁ ସପଟ୍ କରୁଥିବାରୁ
ଖୁସି ମା କଥା ବହୁତ୍ ମନେ ପଡିବ ଭାଈ
ତାଙ୍କର ଯତ୍ନ ନେବ। ଭଗବାନ ଆପଣଙ୍କୁ ଖୁସି ରେ ରଖନ୍ତୁ 🙏🙏😭😭
Na bhai band Karatnu nahni jia bi jaha kahunti palz🙏🙏🙏bhai
Vala
Video kar bhai
Naa Naa pls pls bandh karantuni
Pintu tume video karichala ghra katha ghare rahibaku dia
Miss u pintu Bhai Rupa bhauja 😢😢khusi maa plz bhai puni thara video karo