ରୁପା ରୁନାଙ୍କ ଜୀବନର ଲକ୍ଷ୍ୟ / Rupa Pin2 Khushi

แชร์
ฝัง
  • เผยแพร่เมื่อ 19 ม.ค. 2025

ความคิดเห็น • 1.5K

  • @pankajbiswal1238
    @pankajbiswal1238 2 ปีที่แล้ว +177

    ଯେଉଁମାନେ ନିଜର ବାପା ମାଆଙ୍କୁ ଭଲ ପାଆନ୍ତି ସେମାନେ ଗୋଟିଏ like କରନ୍ତୁ, କାରଣ ବାପା ମାଆଙ୍କୁ ଠାରୁ ଜୀବନରେ ଆଉ ବଡ କେହି ନାହାନ୍ତି।

  • @debasishvlogchannel6708
    @debasishvlogchannel6708 2 ปีที่แล้ว +71

    ଏମିତି ଲକ୍ଷ୍ୟ ରଖିକି ଆଗକୁ ଚାଲଥାନ୍ତୁ ଭଗବାନ ଙ୍କ ଆଶ୍ରିବାଦ ଆପଣଙ୍କ ସହ ରହୁଥିବ 🙏🙏🙏

  • @smitapatra4827
    @smitapatra4827 2 ปีที่แล้ว +31

    ରୁନା ଙ୍କ reply 100% ଠିକ୍ । ଭିଡ଼ିଓ ଦେଖି actually ଅନ୍ୟ ମାନଙ୍କୁ inspiration ମିଳି ଥାଏ ସେମିତି କାମ ପାଇଁ । Good Runa

  • @mathuramahakur5994
    @mathuramahakur5994 2 ปีที่แล้ว +8

    Hn ପିଣ୍ଠୁ ଭାଇ ଗୁଡ ସାଙ୍ଗେ ପିଠା ବହୁତ ବଢିଆ ଲାଗେ ସତରେ ପିଣ୍ଠୂ ଭାଇ ଆପଣ ଠିକ୍ କହିଲେ ଦୁଃଖି ର ଦୁଃଖ ଚିହ୍ନଲେ ଆମକୁ ଭଗବାନ ଚିହ୍ନଵେ ❤️❤️❤️❤️

  • @pinkibhuyan2831
    @pinkibhuyan2831 2 ปีที่แล้ว +247

    ଭଗବାନ ସମସ୍ତ ଙ୍କ ଜୀବନର ଲକ୍ଷ୍ୟ ପୂରଣ କରନ୍ତୁ 🙏🙏🙏 ଏ ଧରା ପୃଷ୍ଠରେ ଯେତେ ଦିନ ପର୍ଯ୍ୟନ୍ତ ଆମେ ଅଛନ୍ତି ହସଖୁସିରେ ଚାଲିଥାଉ ହିଂସା ଅହଂକାର ଏସବୁ କେବେ କରିନି ମିଳିମିଶି ରହିବା 🥰🥰🥰🥰🥰🥰👌👍👍👌

  • @ssashikantaparidapate8380
    @ssashikantaparidapate8380 2 ปีที่แล้ว +3

    ରୂପା ଭାଉଜଙ୍କ କଥା ଶୁଣି ବହୁତ ଖୁସି ଲାଗିଲା love you rupa,pin2,khushi express all members

  • @sangitaharijan337
    @sangitaharijan337 2 ปีที่แล้ว +60

    ରୁନା ଦିଦି ଠିକ୍ କଥା କହିଛନ୍ତି I am proud of you di🙏🏻🥰😍

  • @suravikavita
    @suravikavita 2 ปีที่แล้ว +21

    ରୂପା ଜନ୍ମ ଦିନ ଏଥର କୌଣସି ବୃଦ୍ଧାଶ୍ରମ ରେ ପାଳନ କର ବହୁତ ଭଲ ଲାଗିବ

  • @onlinenarendrabhai5477
    @onlinenarendrabhai5477 2 ปีที่แล้ว +339

    ଖୁସି ମାଙ୍କୁ କଉ ମାନେ ଭଲ ପାଉଛ ଲମ୍ଵା like କରନ୍ତୁ

    • @Saisona143odiavlogs
      @Saisona143odiavlogs 2 ปีที่แล้ว

      👍👍👍👍👍👍👍👍👍👍👍👍👍

    • @sanjibrkofficial
      @sanjibrkofficial 2 ปีที่แล้ว +2

      👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍

  • @sairam3230
    @sairam3230 2 ปีที่แล้ว +17

    ଭଗବାନ ଆପଣଙ୍କୁ ଏମିତି ହସ ଖୁସିରେ ରଖନ୍ତୁ ଆଉ ଭଗବାନ ଙ୍କ ଆଶୀର୍ବାଦ ସବୁ ବେଳେ ଆପଣଙ୍କୁ ମଇଳଉଥଆଉ God bless you

  • @cutemanju
    @cutemanju 2 ปีที่แล้ว +148

    ଯିଏ ଖୁସିରେ ରହିବା ଶିଖିଛି ସିଏ ହିଁ ଜୀବନ ର ଅସଲି ମୂଲ୍ୟ ବୁଝି ପାରିଛି ❤️❤️ ତେଣୁ ସବୁବେଳେ ହସ ଖୁସିରେ ରହିବା ଶିଖ 😍😍 ଜୟ ଜଗନ୍ନାଥ🙏🙏

  • @hrudanandasankhua5824
    @hrudanandasankhua5824 2 ปีที่แล้ว +24

    ପିଣ୍ଟୁ ଭାଇ ସତରେ ରୂପା ଭାଉଜ ଙ୍କ କଥା ଶୁଣି ମନ ପୁରା ଖୁସି ହେଇଗଲା ମୋ ଗେଲି ରୂପା ଭାଉଜ ଲକ୍ଷ୍ୟ ପୂରଣ ହଉ ଜଗନ୍ନାଥ ମହାପ୍ରଭୁ ଙ୍କ ପାଖରେ ପ୍ରାର୍ଥନା କରୁଛି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ରୁନା ଦିଦି ପରିବାର ସମସ୍ତ ଙ୍କର ଜୀବନର ଲକ୍ଷ୍ୟ ପୂରଣ ହଉ‌ ମୋ ପିଣ୍ଟୁ ଭାଇ ରୂପା ଭାଉଜ ପରି କିଏ ହେବ ମୋ ଭାଇ ଭାଉଜ ବହୁତୁ ଭଲ ପିଣ୍ଟୁ ଭାଇ ସତରେ ଗେହ୍ଲେଇ ଖୁସିମା ର ଗୀତ ଶୁଣି ବହୁତୁ ସୁନ୍ଦର ଲାଗିଲା ଆମ ଗେହ୍ଲେଇ ଖୁସିମା ର କଥା ଶୁଣି ବହୁତୁ ବଢ଼ିଆ ଲାଗେ ଆମ ଗେହ୍ଲେଇ ଖୁସିମା ପରି କିଏ ହେବ ଟିପୁ ଗୋଡ଼ ଶିଘ୍ର ଭଲହେଇଯାଉ ଟିପୁ ଆମର ବହୁତୁ ଭଲ ଟିପୁ ଆମର ସବୁ କଥା ମାନେ ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ମାତାଜୀ ମା ରୁନା ଦିଦି ମାମୁନି ବାପୁନି ପରିବାର ସମସ୍ତ ଙ୍କ ହସ ରେ ମୁଁ ସବୁବେଳେ ବହୁତୁ ଖୁସି So Cute Khusimaa 😘 Love you Bhai Bhauja Khusimaa Runa Didee Mamuni Bapun and all Family members 💞❤️❤️❤️❤️❤️❤️❤️❤️❤️❤️❤️❤️
    ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 Good bless you 👍 all

  • @mamitanag8344
    @mamitanag8344 2 ปีที่แล้ว +75

    ଆଜିର ଏ ଭିଡିଓ ରେ ରୁନା ଯାହା କହିଛନ୍ତି ତାଙ୍କ କଥା ରେ କିଏ କିଏ ଏକମତ ପ୍ଲିଜ୍ କୁହନ୍ତୁ 🙏🙏🙏
    ଏମିତି ଅସୁବିଧାରେ ଥିବା ଲୋକଙ୍କୁ କିଏ କିଏ ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି।

  • @deepakswain5953
    @deepakswain5953 2 ปีที่แล้ว +7

    ଭାଇ ଆପଣଙ୍କ ଚିନ୍ତା ଧାରା ବହୁତ ଭଲ ଲାଗିଲା ଆପଣ ସବୁବେଳେ ଏମିତି ଅନ୍ୟ ମାନଙ୍କୁ ସାହାଯ୍ୟ କରନ୍ତୁ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା କରୁଛୁ ଆପଣ ସବୁବେଳେ ଖୁସିରେ ରୁହନ୍ତୁ ❤❤❤❤

  • @chandinipintusahu6652
    @chandinipintusahu6652 2 ปีที่แล้ว +29

    ମାଡ଼ି ଚାଲ ରୁଣା ଦୀଦୀ। ଖାଇବା ବି ଗୋଟେ talent 👍। ସବୁବେଳେ ଆପଣ ମାନ ଙ୍କ video ଦେଖିକି କିଛି ଶିଖିବା କୁ ମିଳେ। Jay jagannath 🙏। ତମେ କୁ ଭାଇ hudaya ରୁ 🙏🙏🙏🙏।

  • @Siva_736
    @Siva_736 2 ปีที่แล้ว +3

    Sabubele samastanku sahajya kara... Khushi re ruha....Apananku ku God sabubele khusire rakhithantu Bhai Didi....🙏🙏🙏

  • @nikitasahu9674
    @nikitasahu9674 2 ปีที่แล้ว +5

    Bhauja nka katha suni ki bahut khusi lagila , love you bhauja ❤️❤️

  • @seemamanimajhi3670
    @seemamanimajhi3670 2 ปีที่แล้ว +7

    ସତରେ ବହୁତ ଭଲ ଲାଗିଲା ସବୁ କଥା ଶୁଣିକି ଜୟ ଜଗନ୍ନାଥ🙏

  • @chandinipintusahu6652
    @chandinipintusahu6652 2 ปีที่แล้ว +16

    Super 👍👌❤️। Jay jagannath 🙏 ଖୁସି ମା କଥା ବହୁତ୍ ସୁନ୍ଦର୍। ମୁଁ କଥା ଶୁଣି କି ବହୁତ୍ 😂😂 ଲି। Ilove you Khushi maa❤️❤️

  • @supriyagoodlife
    @supriyagoodlife 2 ปีที่แล้ว +1

    Pintu Bhai 👌🥰 aji ra video bahuta bhala lagila Rupa bhauja 🥰🥰 satare tuma chinta bahuta Sunder lagila 😍🥰 khushi maa ka suniba ku bahuta Sunder laguchi khushi maa ka Tali ha 😃😉🥰🥰🥰🥰🥰🥰🥰🥰🥰🥰 Runa ☺️☺️☺️☺️☺️Guda au pitha garam garam jabardast khaiba 👌👌👌👌👌👌👌👌

  • @Sandip_kumaar583
    @Sandip_kumaar583 2 ปีที่แล้ว +10

    ଖୁସି ମାଆ ସବୁବେଳେ ଖୁସିରେ ରହୁ ଏବଂ ଆପଣଙ ପରିବାରର ସମସ୍ତ ସଦସ୍ଯ ମଧ୍ଯ ଭଲରେ ଥାଆନ୍ତୁ ଏତିକି ଜଗନ୍ନାଥଙ୍କ ପାଖରେ
    ଗୁହାରି 🥰🥰🥰🥰🥰👍👍🙏🙏.

  • @jagadishsingh9703
    @jagadishsingh9703 2 ปีที่แล้ว +21

    ମଜା ଆସିଗଲା ଭାଇ , ଭଗବାନଙ୍କର ଆର୍ଶୀବାଦ ସବୁ ଦିନ ତୁମ ଉପରେ ଥାଉ ।

  • @pagiligouda7912
    @pagiligouda7912 2 ปีที่แล้ว +9

    Aji amiti Katha suniki bhuti Khushi lagila Bhai I love you all members bhagaban Bhai ka family ku Sabu bele bhala re rakhatu ♥️♥️♥️♥️

  • @prabiramajhi1583
    @prabiramajhi1583 2 ปีที่แล้ว +4

    ଯିଏ ଖୁସିରେ ରହିବା ଶିଖିଛି ସିଏ ହିଁ ଜୀବନ ର ଅସଲି ମୂଲ୍ୟ ବୁଝି ପାରିଛି ତେଣୁ ସବୁବେଳେ ହସ ଖୁସିରେ ରହିବେ ଶିଖ ❤️❤️ଜୟ ଜଗନ୍ନାଥ 😘😘😘😘😘❤️

  • @bapungelhiexpress1879
    @bapungelhiexpress1879 2 ปีที่แล้ว +47

    ଆପଣଙ୍କ ସବୁ ଆଶା ପୂରଣ ହେଉ ଏମିତି ସବୁ ବେଳେ ହସ ଖୁସି ରେ ରୁହନ୍ତୁ ଆପଣଙ୍କ ପରିବାର ସବୁ ଠାରୁ ଭଲ ପରିବାର। ମତେ ଆପଣଙ୍କ ପରିବାର ବହୁତ ଭଲ ଲାଗେ, ଯେଉଁ ମାନେ ଏ ପରିବାର ଭଲ ପାଆନ୍ତି ଗୋଟିଏ ଗୋଟିଏ ଆଶୀର୍ବାଦ ପୂର୍ବକ ଲାଇକ୍👍👍👍 ଦିଅନ୍ତୁ

    • @giridharipanda7432
      @giridharipanda7432 2 ปีที่แล้ว

      ଭାଇ, ମତେବି,ଗୁରପିଠା,ଭଲନାଗେ

  • @biswajitdas720
    @biswajitdas720 ปีที่แล้ว +1

    Rupa bhauja is best ❤❤😊

  • @1x-abinash-07
    @1x-abinash-07 2 ปีที่แล้ว +53

    ଭାଇ ଆପଣ ମାନେ କବେ ଅନାଥ ଆଶ୍ରମ ଯାଆନ୍ତୁ
    ଆଉ ଗରିବ ପିଲାଙ୍କୁ କିଛି ସାହାଯ୍ୟ କରନ୍ତୁ

  • @mb_1633
    @mb_1633 2 ปีที่แล้ว +3

    ସତରେ ଆଜି ସମସ୍ତଙ୍କ ମନକଥା ଜାଣିକି ବହୁତ ଭଲ ଲାଗିଲା । ଆଜି ସମସ୍ତଙ୍କ ସ୍ୱର (voice) ବି ପୁରା ହୃଦୟରୁ ବାହାରିବାପରି ଲାଗିଲା। ଏମିତି ସବୁବେଳେ ଥାଅ ପୁରା ପରିବାର।

  • @sangitaharijan337
    @sangitaharijan337 2 ปีที่แล้ว +30

    ଖୁସି ମା ଭଲ ଗୀତ ବୋଲୁଛନ୍ତି 💙🥰😍😊god bless you beta🙏🏻☺️

  • @snigdhamahakud8982
    @snigdhamahakud8982 2 ปีที่แล้ว

    Runa dii au bhauja nka katha bahut sundar lagila Bhai.❤️❤️love u all of you bro..🤗🤗❤️❤️😘😘❤️❤️

  • @priyaranjansamantaray4059
    @priyaranjansamantaray4059 2 ปีที่แล้ว +39

    ଭାଇ ଆପଣ January 26 କୁ ଝିଲି shooting set କୁ ଆପଣ ଆସିବେ ବୋଲି କହୁଥିଲି ଖୁସି ମା ଆଉ ରୁପା ଭାଉଜଙ୍କୁ ଆଣିବେ ଆମେ ଆପଣଙ୍କ ଅପେକ୍ଷାରେ ରହିଲି 🥰

  • @soumya_star7588
    @soumya_star7588 2 ปีที่แล้ว +1

    So cute khusi mama cute cute voice sunile bahut badhiya lage god bless you khusi mama bahut badhiya lagila aaji ra vlog Bhai happy family 🥰🥰🥰

  • @sanjurani2827
    @sanjurani2827 2 ปีที่แล้ว +48

    ଭଗବାନଙ୍କ ପାଖରେ ଏତିକି ପ୍ରାଥନା ଯେ ଆପଣ ମାନଙ୍କ ସମସ୍ତଙ୍କ ର ଜୀବନ ର ଇଛା ପୂରଣ ହେଉ ଜୟ ଜଗନ୍ନାଥ 🙏💞💞

  • @pramitabhoi571
    @pramitabhoi571 2 ปีที่แล้ว +1

    Bahut sundar lagila samasta nka chinta dhara Bhai bhauja nka chinta dhara suni manare bahut khushi lagila God bless you 🙏🙏🙏🙏🙏 samasta nka manaskamana purana heu 🙏🙏🙏🙏🙏🙏💓💕💞🥰👌💯 khusi ma nka natkhati super bahut sundar lage love you Khushi ma 🙏🌹🌹🌹🌹🌹 agaku nichhaya bada manisa heba God bless you 🙏🙏🙏🙏🙏🙏🙏🌹🌹🌹🌹

  • @mpujadswain9662
    @mpujadswain9662 2 ปีที่แล้ว +14

    ରୁପା ଦିଦି କ୍କ ଜିବନର ଲକ୍ଷ୍ଯ ବହୁତ ସୁଦ୍ଦର। ତାଙ୍କ ଚିନ୍ତାଧାରା ବି ବହୁତ ଭଲ ଲାଗିଲା। ବୋଉ କ୍କର ପଢିବା ପାଇଁ ଇଚ୍ଛା । ସେ ସମୟ ରେ ଅଧାରୁ ଅଧିକ ପାଠ ପଢିବା କଣ ଜାଣି ନଥିବେ। ବୋଉ ଜାହା ବି ପଢିଛନ୍ତି ବହୁତ ଭଲ। ତାଙ୍କ ପାଇଁ ପିଣ୍ଟୁ ଭାଇ ଏଜାଗାରେ ଅଛନ୍ତି। ରୁନା ଦିଦି ଖାଇବା କଥା କହିଚନ୍ତି। ସେମିତି କିଛି ନାହିଁ ସେ ବି ଭାବୁଛନ୍ତି ରୁପା ଦିଦି, ପିଣ୍ଟୁ ଭାଇ ସବୁବେଳେ ସମସ୍ତ କ୍କୁ ସାହାଯ୍ୟ କରନ୍ତୁ। ମାମୁନି ର ଲକ୍ଷ୍ଯ ଜାହାବି ଅଛି ସେ ବହୁତ ଭଲ ପାଠ ପଢିବେ । ପିଣ୍ଟୁ ଭାଇ ଆପଣଙ୍କ ସବୁ ଈଛା ଜଗନ୍ନାଥ ମହାପ୍ରଭୁ ପୁରଣ କରିବେ। ସବୁବେଳେ ଏମିତି ହସ, ଖୁସି ରେ ରୁହ🥰🥰🥰🥰 ଜୟ ଜଗନ୍ନାଥ🙏🙏🙏🙏 ଖୁସି ମା ବି ବହୁତ ପାଠ ପଢିବେ ତାପରେ ଶାଷୁ ଘରକୁ ଯିବେ। ବୋଉ ଦେଖିବେ। 🥰🥰🥰🥰🥰🥰love you all family members😍😍😍

  • @gitanjalientertainment1919
    @gitanjalientertainment1919 2 ปีที่แล้ว +1

    Satare Rupa bhaujo bahut volo se samastanka ra dukha ku bujhi paranti.ame bahut khusi Rupa vaujo nka ra ei jibana re lakhya ti ku suni 😃😃😃.sata re amo Rupa vaujo katie re gatie ❤️❤️ love u khusi maa 💕

  • @susantapradhan8129
    @susantapradhan8129 2 ปีที่แล้ว +55

    ଭଗବାନ୍ କରନ୍ତୁ ତୁମ ପରିବାର ର ସମସ୍ତଙ୍କ ଲକ୍ଷ୍ୟ ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ପୂରଣ ହେଉ, ଏତିକି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା। ଜୟ ଜଗନ୍ନାଥ,ଜୟ ଓଡ଼ିଶା।

  • @ambikaswainsanu.9515
    @ambikaswainsanu.9515 2 ปีที่แล้ว +1

    ମତେ ରୂପା ଭାଉଜ କଥା ଟା ବେଷ୍ଟ୍ ଲାଗିଲା।। Gret bro 🙏

  • @lipukumar9491
    @lipukumar9491 2 ปีที่แล้ว +27

    So happy family members 💖
    So cute ama gelhi khusi maa 😍 love you vai vauja ❤️😍❤️
    Love you all 💓 jai jagannaatha 🙏🙏🙏❤️

  • @Duzzulsworld
    @Duzzulsworld 2 ปีที่แล้ว

    I think Rupa nkara bahut kichi dream already full filled aau jaha achi kichi year re heijiba ❤

  • @kalpanapinky9154
    @kalpanapinky9154 2 ปีที่แล้ว +11

    Bhaii bohut badhiia ... love you all ...Jay Jagannath

  • @sunakarmallck1685
    @sunakarmallck1685 2 ปีที่แล้ว

    Satare bahutu vala laguchi rupa Bhauja pintu Bhai khusi ma kahar najra nalagu 😍😍😍😍

  • @jhunudashjhunudash4776
    @jhunudashjhunudash4776 2 ปีที่แล้ว +17

    Rupa bhauja ra bhabanaku koti koti pranam... Love you bhauja.. ❤❤

  • @jyotsnamayeemohanta4946
    @jyotsnamayeemohanta4946 2 ปีที่แล้ว

    Bohut sundar video bhai🥰🥰. Apananko family sabudino khusi re ruhantu❤️❤️ love you all family members 😘😘🎈 Runa didi👍👌🥰 superb

  • @shrabanidash2167
    @shrabanidash2167 2 ปีที่แล้ว +62

    ଭାଇ ଆପଣମାନେ ଏମିତି ସବୁବେଳେ ଖୁସିରେ ରୁହନ୍ତୁ ❤️ ମୋତେ ପିଠା, ଗୁଡ଼ ଭଉତ୍ ପସନ୍ଦ 😁 ଜୟ ଜଗନ୍ନାଥ 🙌🏻🙏🙏 ଜୟ ମା ତାରିଣୀ 🙏🙏🙏

    • @bidusahu2206
      @bidusahu2206 2 ปีที่แล้ว

      Satare bhauja tame Kate bhala bhagwan tama family ku sabu bele khusi re rakhantu ❤️❤️❤️❤️❤️❤️💯💯💯💯💯💯💯👌👌👌👌👌👌👌👌

  • @pinkubarik5854
    @pinkubarik5854 2 ปีที่แล้ว +3

    ମଙ୍ଗଳା ମନ୍ଦିର ଭୁଲିୟାକୁ ଆଶିବେ ରୁପା ଭାଉଜ ଖୁସି ମା ,ରୋନା ଦିଦି ମାମୁନି ଆଶିବେ ବୁଲିବାକୁ🙏🙏🙏🙏

  • @pragyanbehera2756
    @pragyanbehera2756 2 ปีที่แล้ว +6

    So happy family💕💕💕❤❤❤ରୁନା ଦିଦି ବହୁତ ଭଲ 🥰🥰🥰💞💞💞💞💓💓💓💓❤❤❤

  • @chinmayaparida7174
    @chinmayaparida7174 ปีที่แล้ว

    Best best odisha ra no 1 family and best video God khusira rakhinthantu samastanku

  • @ranjitajena2422
    @ranjitajena2422 2 ปีที่แล้ว +4

    Bahut khusi laguchi apananka video dekhi Jay jagannath 🙏🙏🙏sabu bele pura village khusire ruha🥰🥰🥰

  • @skajij7516
    @skajij7516 2 ปีที่แล้ว +1

    Apanko bhavona ku thanks bhaujo 😍😍😍😍😍 so very cute

  • @babyjuli9606
    @babyjuli9606 2 ปีที่แล้ว +7

    God bless you🙏🙏❤❤ all family members ❤❤❤ rupa vhuja au runa didi bohut badiya katha kahilo maaa biiii samathsnkara asa puruno hauuu khusi maa so sweet

  • @diptiranjansahoo9982
    @diptiranjansahoo9982 2 ปีที่แล้ว +1

    Khusimaa nk ki sundor gita ate chhoto belu kete sundar gita gauchhnti love ❤khusimaa God bless🙏 you jay gaganatha🙏

  • @tinanayak8986
    @tinanayak8986 2 ปีที่แล้ว +13

    So beautiful khusi maa sweet voice 👌👌👌👌❤️❤️❤️❤️❤️

  • @rpcreation8604
    @rpcreation8604 2 ปีที่แล้ว +14

    ରୂପା ଦିଦି ବହୁତ୍ ଭଲ କଥା କହିଲେ ମୋର ବି ଛୋଟ ବେଳୁ ହି ଆପଣଙ୍କ ପରିକା ସେମ୍ ସ୍ବପ୍ନ । ଆପଣଙ୍କ କଥା ଶୁଣିକି ବହୁତ୍ ହି ଭଲ ଲାଗିଲା ଦିଦି କାରଣ ଗୋଟେ ମଣିଷ ର ଦୁଃଖ ସମସ୍ତେ ଜାଣିପାରନ୍ତି ନାହିଁ ।

  • @rinulatajena484
    @rinulatajena484 2 ปีที่แล้ว +29

    ମୋ ଜୀବନରେ ମୁଁ ସେ ଦିନ କୁ ଅପେକ୍ଷା କରିଛି କି କେବେ ଭାଇ ଆଉ ଭାଉଜ ଙ୍କ ସହ ଦେଖା ହେବ❤❤❤❤🥰🥰🥰🥰🥰

  • @hariharsutar4590
    @hariharsutar4590 2 ปีที่แล้ว

    Vhai tame ଭାଉଜnku ate khusi re rakhi chha ଯେ କୌଣସି ଇଚ୍ଛା ସେ କହି ପାରୁ ନାହାନ୍ତି .bahuta khusi lagila aei Video dekhi Ki .i love you Bhai Vhauja😍😍😍😍

  • @subhadraodiavlog7124
    @subhadraodiavlog7124 2 ปีที่แล้ว +10

    ଖୁସୀ ଭଲ ଗିତ ।ଗାଉଛି ଭଲ ଲାଗୁଛି ଜୟ ଜଗନ୍ନାଥ🙏🙏🙏🙏🙏🙏 ଭଦ୍ରକ

  • @snehasethi4978
    @snehasethi4978 2 ปีที่แล้ว

    Bohut khusi lagila aji rupa bhauja nka katha suni bhagban sabubele amiti Khusi re rakhi thantu

  • @sumitswain8436
    @sumitswain8436 2 ปีที่แล้ว +7

    Beautiful family 💞 mu bahuta thar ichha karithili adhare rahigala ❤️ god bless you Rupa didi Runa didi ❤️ love you khusi mama 💕 Jay Jagannath 🙏🙏🙏🙏🙏🙏🙏🙏🙏🙏

  • @ayeshaalwayskhushi6762
    @ayeshaalwayskhushi6762 2 ปีที่แล้ว

    Pintu Bro, Rupa Di & All family members are great super hero ❤️❤️ love you so much ❤️❤️❤️

  • @saratmahanta6014
    @saratmahanta6014 2 ปีที่แล้ว +3

    Bhai bhauja nkara swapna Katha suni bahut bhala lagila .bhauja thike hin kahile majamastire tanka Sariba apekhya gariba dukhihku dana kale khusi mile .bhagabana Tamara mangala karantu jay Jagannath 🙏❤️❤️

  • @deepikakumaribehera
    @deepikakumaribehera 2 ปีที่แล้ว

    Rupa nka bahut bada au great dream 👏👏👏👏👏👌👌👍👍👍

  • @diptimayee7597
    @diptimayee7597 2 ปีที่แล้ว +17

    ପୁଅ ଟିଏ ହଉ ଏହା ଆମର ଇଛା ଭାଇ ଭାଉଜ♥️♥️

    • @anupravamallick1302
      @anupravamallick1302 2 ปีที่แล้ว

      Jhia kn tanka ichha purna Kari paribini pua darkar ps amiti demotivate karantu nahi

    • @asmrshivani6976
      @asmrshivani6976 2 ปีที่แล้ว +1

      Kou duniya re achhanti madam.. Pua pua.. Apana nije jhia

    • @RamasundariPanda
      @RamasundariPanda ปีที่แล้ว

      Kuadu sabu asucha be...tankara pua heba ki jhia sethire tumara ichha kn purana heba 😂😂😂kichhi bhi 😂😂

  • @kunumunubal4230
    @kunumunubal4230 2 ปีที่แล้ว

    Happy family members 👌👌👌👌👌 so cute khusi maa bhagabana bhout khusi ra rakha ntu bhai bhauja nku

  • @laxmipriya9349
    @laxmipriya9349 2 ปีที่แล้ว +6

    Bohot bhala lagila vlog love you Khushi mama ❤️❤️❤️❤️ so beautiful family ❤️❤️❤️

  • @pankajbiswal1238
    @pankajbiswal1238 2 ปีที่แล้ว +12

    କାହାକୁ କିଛି ଦାନ କରିବା ଦ୍ବାରା ଭଗବାନଙ୍କ ଆଶୀର୍ବାଦ ଆମ ଉପରେ ନଥାଏ, ଭଗବାନଙ୍କ ଆଶୀର୍ବାଦ ଆମକୁ ସେତେବେଳେ ଥାଏ ଯେତେବେଳେ ଆମେ କିଛି ଦାନ କରିବା ସହିତ ତାକୁ ଭଲ ବାଟକୁ ଆଣି ଥାଉ।

  • @padmashrirout1384
    @padmashrirout1384 2 ปีที่แล้ว +7

    So cute khushi ma😍😍 love you all jay jagannath🙏🙏🙏

  • @pallabisethi807
    @pallabisethi807 2 ปีที่แล้ว

    Isss runa di❤️ Katha ta bahutu vala lagila sata re bhai bhauja bahutu vala 🥰

  • @seemapatra-f4v
    @seemapatra-f4v 2 ปีที่แล้ว +7

    So cute khushi maa ❤️❤️❤️❤️❤️ jay jagannatha 🙏🙏🙏🙏🙏 happy family ❤️😘😘😘😘😘❤️❤️❤️

  • @saisouravparida3942
    @saisouravparida3942 2 ปีที่แล้ว

    Very nice comment of Rupa, Always God bless you

  • @sasmitapanda3688
    @sasmitapanda3688 2 ปีที่แล้ว +13

    Great feelings of Rupa..👌👍 be happy n blessed always

  • @subaschandrasahoo7106
    @subaschandrasahoo7106 2 ปีที่แล้ว +1

    All Time My Favourite Jodi Rupa Bhauja,Pintu Bhai and Khushi Maa❤️❤️❤️❤️.......

  • @village_girl_mama
    @village_girl_mama 2 ปีที่แล้ว +3

    Happy family ❤️ sabu bele Khushi re ruha ❤️ love you Khushi maa 😘 jay jagannath 🙏

  • @rojalinsha212
    @rojalinsha212 2 ปีที่แล้ว

    Bhai bht Sundar vlog 😍😍🥰😍😍😍 so cute khusi maa Amara ❤️🥰🥰🥰 sabubele emiti khusi re ruha bhagaban tumar mangala karantu 😍❤️🥰😍😍❤️🥰❤️❤️

  • @nareshlaxmipriya2875
    @nareshlaxmipriya2875 2 ปีที่แล้ว +4

    🙏 all family ବହୁତ ଖୁସି ଲାଗିଲା ଆପଣ ମାନଙ୍କ video ଦେଖି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଆପଣ ମାନଙ୍କ ସବୁ ଲକ୍ଷ୍ୟ ପୁରଣ ହେଉ ଆଉ ସବୁବେଳେ ହସ ଖୁସିରେ ରୁହନ୍ତୁ 🙏 jay jagannath 👌👌👍👍

    • @Chamber646
      @Chamber646 ปีที่แล้ว

      ଲୋକ କଥାଛାଢ।।ଲୋକକହିବେ

    • @Chamber646
      @Chamber646 ปีที่แล้ว

      ଲୋକ କଥାଛାଢ।।ଲୋକକହିବେ

  • @durlabhabhatra8868
    @durlabhabhatra8868 2 ปีที่แล้ว

    Pin2 Bhaina bapankar kn ichha achhi tike pachar love you form Nabarngpur ❤️❤️❤️❤️❤️❤️❤️❤️❤️❤️❤️❤️❤️ kushima

  • @ajuartentertainment
    @ajuartentertainment 2 ปีที่แล้ว +5

    Bhai video bahutu sunder lagila ❤ 🙏 pravhu jagannath tuma family ku sabu bele khushi re rakhantu ❤ 🙏❤❤ love you khushi maa jay jagannath swami 🙏 ❤ 😘 💖 💙 ♥

  • @rsdpandiyageming3037
    @rsdpandiyageming3037 2 ปีที่แล้ว +1

    Khusi maa Tipu friendship bhaut bhala

  • @sudamrana753
    @sudamrana753 2 ปีที่แล้ว +4

    ତୁମ ପରିବାରର ସମସ୍ତ ସଦସ୍ଯଙ୍କର ଲକ୍ଷ୍ଯ ପୂରଣ ହେଉ ଜୟ ଜଗନ୍ନାଥ ଭାଇ

  • @HemantPradhan-x8p
    @HemantPradhan-x8p 3 หลายเดือนก่อน

    Pintu Bhai and Rupa bhauja Tama family dekhi.bahut khusi laguchi happy family Tama paribar ku bhal re rakha tu Jay jagannath

  • @bibekkanu7377
    @bibekkanu7377 2 ปีที่แล้ว +7

    Bahut sundar gita gauchi khusi maa😍😍

  • @soumyadas5968
    @soumyadas5968 2 ปีที่แล้ว

    Rupanka answer re mu bahut Khushi a sabu vabana re banchuthiba pratyak manisara ra jivan Sarthak hoithae.love you Khushi maa.

  • @dipunmama9616
    @dipunmama9616 2 ปีที่แล้ว +3

    ଭାଇ ଆପଣ ବହୁତ ଭଲ ଆଉ ଆପଣଙ୍କ ପରିବାର ବହୁତ ସୁନ୍ଦର ଭାଇ ଆପଣଙ୍କ ମନ ବହୁତ ବଡ ସବୁବେଳେ ଏମିତି ହସ ଖୁସି ରେ ରଖନ୍ତୁ ଜୟ ଜଗନ୍ନାଥ ଭାଇ 🙏🙏🙏❤🌹💕💞

  • @himanshubehera6222
    @himanshubehera6222 2 ปีที่แล้ว +5

    So beautiful 💕 family cute 😻😻 Khushi maa loveyou

  • @sandhya6961
    @sandhya6961 2 ปีที่แล้ว

    Wow 😲bhauja wow tama ichha suniki mate bhari bhala lagila satare tama parti ahuri bhala paiba badhigala ❤love you bhai bhauja ❤

  • @deepataria1867
    @deepataria1867 2 ปีที่แล้ว +7

    So beautiful family👪 members🙏🙏🙏 love you khushi maa❤❤ love you all family

  • @naikamar7082
    @naikamar7082 2 ปีที่แล้ว

    So sweet Rupa bhauja mu v bhabe 💕💕🙏🙏 whao Bhai bhauja Kiya telent apki ur best

  • @shrabanikar5824
    @shrabanikar5824 2 ปีที่แล้ว +11

    So cute 🥰 family members 😍 God bless you all family 😍

  • @tapanjenaliku9412
    @tapanjenaliku9412 2 ปีที่แล้ว +2

    Bhai bhauja nka ate bada chitadhara suniki bhauta khusi lagila aapan nka paribaraku kaha najara nalagu love you all jay Jagannath❤❤❤❤❤❤❤

  • @sangramcreation8827
    @sangramcreation8827 2 ปีที่แล้ว +7

    ତମେ ସମସ୍ତେ ସମସ୍ତଙ୍କର ଇଚ୍ଛା ପୁର୍ଣ ହେଉ ଏହା ହିଁ ମୋର ପ୍ରଭୁ ଜଗନ୍ନାଥ🙏🙏🙏🙏🙏🙏 ଙ୍କପାଖରେ ପ୍ରାଥନା । ସମସ୍ତଙ୍କର ଇଚ୍ଛା ପୁରଣ ହେଉ,ତୁମର ଯୋଉ ଲୋକଙ୍କୁ ସାହାଯ୍ୟ କରିବା ର ମନୋବତୀ ଏମିତି ଆଗକୁ ଆଗକୁ ବଢ଼ି ଚାଲୁ।ତମେ ଯେଉ କଥା କହିଲ ଭାଇ ଠିକ କଥା, ତୁମେ ଯେତେ ଲୋକଙ୍କୁ ସାହାର୍ଯ୍ୟ କରିବା ଭଗବାନ ତମକୁ ସେତେ ଦେବେ।ତମକୁ ଭଗବାନ ସବୁବେଳେ ଖୁସିରେ ରଖନ୍ତୁ, ଭଲରେ ରଖନ୍ତୁ।🙏🙏🙏ଜୟ ଜଗନ୍ନାଥ

  • @biswaranjansahoo7495
    @biswaranjansahoo7495 2 ปีที่แล้ว +2

    ❣️ ରୁନା ଦିଦି ଠିକ୍ କଥା କହିଛନ୍ତି ଭଗବାନ ତୁମକୁ ଭଲ ରେ ରଖୁନ୍ତୁ full ❣️ enjoyment ❣️ vlog ❣️ sabubele ❣️ dekhe ❣️ tamr ❣️ vlog ❣️ gote ❣️ bi ❣️ miss ❣️ kareni ❣️ vlog ❣️ satre ❣️ Bhai ❣️ all ❣️ time ❣️ favourite ❣️ jodi ❣️ pin2 ❣️ bhai ❣️ au ❣️ rupa ❣️ bhauja ❣️ au ❣️ Khushi ❣️ maa ❣️❣️❣️ love from Jajpur road

  • @tribikrampatel7021
    @tribikrampatel7021 2 ปีที่แล้ว +9

    Very nice Khushi maa ra song 👌👌👌🥰🥰🥰 beautiful all members 🙏🙏🙏

  • @sanjuktarath2249
    @sanjuktarath2249 2 ปีที่แล้ว +1

    Runa is perfect 👍 god bless you bhauni khushi re ruha

  • @saktiprasadmohanty8761
    @saktiprasadmohanty8761 2 ปีที่แล้ว +4

    Bhai.. Please take Tipu to a veterinary doctor ... Find the actual cause for his pain.. And help him to recover 🙏🏻🙏🏻

  • @jhillibalarout5940
    @jhillibalarout5940 2 ปีที่แล้ว

    Rupa ra aim bahuta bhala
    Great you r aim
    Love you Rupa

  • @purnami6879
    @purnami6879 2 ปีที่แล้ว +5

    Very nice khushi maa song😃😃

  • @kuhuali6377
    @kuhuali6377 ปีที่แล้ว

    Runa didi nka au ruapa didi nka katha bhautu bhala lagila kichhi bi sikhya milila❤❤🙏🙏

  • @mamatarout176
    @mamatarout176 2 ปีที่แล้ว +5

    ସବୁଦିନ ଏମିତି ଖୁସି ରେ ruha🙏

  • @kasturitripathy3371
    @kasturitripathy3371 2 ปีที่แล้ว

    Bhaujanka chinta dhara bahuta badhia ❤❤ bhai lucky tame abhali bhauja tame pakhare achanti👍👍