ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ବହୁତ ସୁନ୍ଦର ଭାବରେ ମୃଦଙ୍ଗ ବାଦ୍ୟ କୁ ସଂଚାଳନ କରୁଛନ୍ତି ଭାଇ 👍ମନୋରମା ମାମ୍ ଙ୍କ ଗାୟନ ଶୈଳୀ ଖୁବ୍ ମନୋମୁଗ୍ଧ କର 🙏🙏🙏🙏👍
ଲୀଳା ଲାଗିଚି ରେ, ଜୟ କୃଷ୍ଣ, ବହୁତ ସୁନ୍ଦର ରେ ମା 🤚🏻, ଜୟ ଜଗନ୍ନାଥ 🙏
ଧନ୍ୟ ଧନ୍ୟ ତୁମ ପିତାମାତା, ଧନ୍ୟ ତୁମ ଜନ୍ମ, କେତେ ସାଧନା କରିଛନ୍ତି ଆପଣ , ଆମ କେନ୍ଦ୍ରାପଡ଼ା ଜିଲ୍ଲାରେ ଅନେକ ପାଲା ଅନୁଷ୍ଠିତ ହୁଏ କିନ୍ତୁ ଆପଣଙ୍କର ପରିବେଷଣ ଭିନ୍ନ, ଜଗାକାଳିଆ ଦୀର୍ଘ ଆୟୁ ପ୍ରଦାନ କରନ୍ତୁ, ଜୟ ଜଗନ୍ନାଥ
ବହୁତ ଖୁସି ଅନୁଭିତି ହେଉଛି କି ଆମ ବ୍ରହ୍ମଗିରି ମାଟି ରେ ଏମିତି ସଂକୀର୍ତନ ଗାୟିକା ଏବଂ ବାୟକ ଭାଇ ଅଛନ୍ତି ଏବଂ ତାଙ୍କର କଳା ମନମୁଗ୍ଧକର ହେଇଚି..,❤
Truly true.. thanks.
ଖୁବ୍ ସୁନ୍ଦର ମନୋରମା ବେହେରା ଙ୍କ ପ୍ରଦର୍ଶନ।ଝିଅ ର ଭବିଷ୍ୟତ ଉଜ୍ଜ୍ୱଳ
ଆପଣଙ୍କର ଆଉ ବାୟକ ଭାଇ ଙ୍କର ପରିବେଷଣ ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇଛି, ଭଗଵାନ ଆପଣଙ୍କୁ ସବୁବେଳେ ଭଲରେ ରଖନ୍ତୁ
ମୁ ପିଲା ବେଳୁ ପାଲା ଦେଖୁଛି କିନ୍ତୁ ଦିଦି ଆପଣଙ୍କ ଭଳିଆ ଗାୟିବା ଶୈଳୀ ଆଉ ଆପଣ ଦେଉଥିବା ସାମାଜିକ ଶିକ୍ଷା କୁ ମୋତେ ବହୁତ ସୁନ୍ଦର ଲାଗିଲା
Aeta pala nuhn sankritan hela 🤭😂🤭
Balasore,,, district khaira block, Haripur ଗାଁ କୁ ଆସିବେ ଯଦି କୁହନ୍ତୁ,, ame ଆପଣଙ୍କୁ ଆମ ଗାଁ ଯଜ୍ଞ ଙ୍କୁ ଡାକିବାର ପ୍ରଯତ୍ନ କରିବୁ... 🙏
ବହୁତ ଉଚ୍ଚ କଟିର କୀର୍ତ୍ତନ ଗାଇବା ଶୈଳୀ ଏହା ସଙ୍ଗେ ସଙ୍ଗେ ପାଲା ଗାଇଲେ ଅଧିକ ଭଲ ହୁଅନ୍ତା ଧନ୍ୟବାଦ
Yeh maa pala gayika hi
Gayaika Manorama Behera bhauni nkar kirtan ati sundar. God 🙏🙏 bless you.
କହିବା ଶୈଳୀ and ବୁଝେଇ ବା ଶୈଳୀ ଭାରି ଭଲ ଲାଗୁଚିଜୟ ଜଗନ୍ନାଥ
ଜୟ ଜଗନ୍ନାଥ ହେ ପ୍ରଭୁ ବଳିଆର ଭୁଜ ବହୁତ୍ ସୁନ୍ଦର ବିଶେଷ କରି ବାଦ୍ୟ କାରଙ୍କୁ ବହୁତ୍ ଧନ୍ୟବାଦ୍
ଅତି ସୁନ୍ଦର ପାଲା, ଜୟ ଜଗନ୍ନାଥ 🙏💐
Are aeta pala nuhn sankritan hela 🤭😅🤭
ବହୁତ ସୁନ୍ଦର.... ଦୁଇଜଣ ଙ୍କ ପାଲା
ବହୁତ ସୁନ୍ଦର ପରିବେଷଣ ଧନ୍ୟବାଦ
God bless you my sister monorama behera sweet voice And tarunu Bhai apanaku more pranam
ଅତି ସୁନ୍ଦର ବାଦକ ଭାଇ ଏବଂ ଗାଇକା ଧନ୍ଯବାଦ
ବହୁତ୍ ସୁନ୍ଦର, ମନମୁଗ୍ଧକର ହୋଇଛି।
Excellent sisterBoth of u r a good combination .
🙏ଜୟ ଜଗନ୍ନାଥ 🙏 ଶେଷ ଗୀତ ବହୁତ୍ ସୁନ୍ଦର୍❤
ସବୁଠୁ ଭଲ ଗାୟକ
ଅତି ସୁଦ୍ଦର ହୋଇଛି ଭଊଣି
ବ୍ରହ୍ମଗିରି ଅଲାରନାଥଙ୍କ ପୀଠ ର ଝିଅ। ପରିବେଷଣ ଶୈଳୀ ଶବ୍ଦ ବିଷୟବସ୍ତୁ ଓ ଅଂଗ ଭଂଗୀ ସହ ନୃତ୍ୟ ର ସମାହାର ଅତ୍ୟନ୍ତ ପ୍ରଶଂସନୀୟ।ଜାରି ରହୁ।
ସଙ୍ଗୀତରେ ସାତ ସୁର ଅଛି ହେଲେ ବାୟକ ଭାଇ ଅଷ୍ଟମ ନବମ ଦଶମ ସୁରରେ ଗାଉଛନ୍ତି.... ଜୟ ଜଗନ୍ନାଥ...🙏
ଭଗବାନଙ୍କର ସୁନ୍ଦର ସୃଷ୍ଟି ❤
Khub sundor paribesan heuchhi.
🙏ଜୟ ଜଗନ୍ନାଥ 🙏ମନୋରମା ଦିଦି ଜଗନ୍ନାଥ ଙ୍କ କୃପାରୁ ଆପଣ ଆହୁରି ଆଗକୁ ଯାଆନ୍ତୁ ତୁମ ଚଲା ପଥ କୁସୁମିତ ହେଉ
ମାଡମ ଙ୍କ ର ସ୍ଵର ସଂଯୋଜନା ଅତି ସୁମଧୁର ଓ ବାୟକ ଙ୍କ ର ମଧ୍ୟ ବହୁତ ସୁନ୍ଦର
ବହୁତ ସୁନ୍ଦର ଆପଣଙ୍କ କଣ୍ଠ ସ୍ବର ବହୁଭଲଲାଗିଲା
Manorama Didi is tha best singer of Odisha culture kirtan thanks to Didi for save this culture well done Didi 🙏🙏🙏
Gaika vauni sahita bayaka bhaiAtisundar vabare paribesana karuchhanti amananku mora koti koti parnam
Am speechless....what a voice really we r proud of you
High voltage gay ko 👏👏👏👏 all Odisha superstar thank 💐💐💐💐💐
ଅତି ସୁନ୍ଦର ଉପସ୍ଥାପନା
ଵହୁତ ସୁନ୍ଦର ରେ ମା ଠାକୁରେ ତୁମକୁ ଦୀର୍ଘାୟୁ କରନତୁ
Haribola haribola bahuta bhala lagila jhhia manorama God bless u
ଭାଇଙ୍କ ର,ପାଳିଆ ବହୁତ ଭଲ
ପାଲା ପରିବେଷଣ କର,ଅତି ସୁନ୍ଦର୍ ହେବ ।ତମର ପ୍ରଶଂସା, ପ୍ରତିଷ୍ଠା ଓ ଅର୍ଥ କେଉଁଥିରେ ଅଭାବ ରହିବନି ।
Ati sundar ❤❤ Jay jagannath 🙏🙏
ବହୁତ ବଢିଆ ଲାଗିଲା
Wow Ete Sundar gauchha Jay jagannath
Gayika ebmu bayaka nka gita gaiba bahut Sundar laguchi Jay Jagannath 🙏🙏🙏
ବହୁତ ସୁନ୍ଦର କଳା
Mahabharat. Ra. Amrakosha. Abhijan. Kothi. Paribesana. Karile. TH-cam. Re. Chadibe.bahut. Badhiya. Gayika. . Jay shree Krishna
ଜୟ ଜଗନ୍ନାଥ ଅତି ସୁନ୍ଦର
ବିଶ୍ଵନାଥ ସ୍ୱାଇଁ ଆଉ ଶିଶିର ପାଢ଼ୀ ଦୁଇ ଜଣଙ୍କ ଭଳି ଗାୟନ ଶୈଳୀ
Narayan he Narayan bahut bhala laguchhi
Really a very good performance of Bayaka bhai.... Gayeeka madam is also good.It brings pleasure and relaxes the mind.... Jay Jagannath..... 🙏🙏🙏🙏🙏🙏
Bahut sunder paribeshan Sankirtana Bayaka Bijay Kumar
Bahut sundar opastapana❤❤❤❤
ସବୁ video ପ୍ରଥମରୁ ଶେଷ ଯାଏଁ, ଛାଡ଼ନ୍ତୁ, ସୁନ୍ଦର ପରିବେଷଣ 🌹♥️👍
Actually ae bhali pala ki kirtana haba darkar... Jay jagannath.. Manorama bhauni nku sat sat naman
Really you both are very hard working thank you all the best 👍👍👌👌
Madam pranam Mu e video ku contineously 5times dekhila pare bi e video ku bhuli hauni ati sundar .
ଆପଣ ଙ୍କ ପରିବେଷଣ ବହୁତ ଭଲ ଲାଗୁଛି ସତ୍ୟ ନାରାୟଣ ଙ୍କ ଆବାହନ ଗୀତ ଟି ଏ ପରିବେଷଣ କରିବାକୁ ଅନୁରୋଧ
Bahut sunder pala jay jagannath🙏🏼🙏🏼🙏🏼
God bless u , vala paribesana
Didi tama pala dekhiki mana pura mora khusi
ସୁନ୍ଦର 💙💙💙💙💙💙💙💙💕💕🇦🇮💕💕💕💕💕
ମୃଦଙ୍ଗ ବାଦକ ଭଲ ଏବଂ ଝିଅ ଟି ମଧ୍ୟ ଭଲ ଗାଉଛନ୍ତି ❤
ଭଉଣୀ. ମନୋରମା କଣ୍ଠ ଉପରେ presure ଦେଲା ଭଳି ଚିଲା ଚିଲି କରି ଗାଇବ ନାହିଁ.କାହିଁକି ନା ସମୟ ଓ ପରିବେଶ ବଦଳି ଗଲାଣି. ମୋର ପ୍ରିୟ ଗାୟକ ପ୍ରଭାତ ସାହୁ ଚାଲି ଗଲେ. ମୁଁ Bangalore ରେ ଶୁଣି 2 ଦିନ ପର୍ଯ୍ୟନ୍ତ କିଛି ଖାଇଲିନି. ମୋର ଏ ଛୋଟ ଅନୁରୋଧ ଟିକୁ ଭାଇ ଗଟେ ଭାବି ରଖିବ ବୋଲି ଆଶା ଓ ବିଶ୍ୱାସ.
Dedi Tamar kathara mu bahut Khushi.hali Tamar 2 pads Katha ra ice .Maa Bhudijagulai varasa ra tama davelmant Kara .
ମୁଁ ଛୋଟ ବେଳୁ ପାଲା ଦେଖୁଛି ହେଲେ ଆପଣଙ୍କ ପରି ଗାୟକ କୋଉଠି ଦେଖିନି |ଆପଙ୍କ ପାଲା ଗାଇବା ଶୈଳୀ ଆଉ ସ୍ୱର ଅତି ଜୟ ଜଗନ୍ନାଥ
Se katha michaa kede kede sunama dhanya gayaka achhanti bt abe vala galaa achi karuchanti
Good communication
Aeta pala nuhn sankritan hela 🤭😅🤭
Apana pala chota belu dekhichanti mote laguni gayak ratna prabhat shou nka pala tikie dekhibe angya 👏
@@santanukumarnayak8233 khali atiki jagannath behera auu balavadra panda datakrushuna panda nursingha ch hota madanamohan parida amt kete achhanti baa
Bahut sundar
Good education for all odia people ❤❤❤
Perfect 👌 very nice 👍pala gayaka huo didi mst laguchi
Didi bahut gayaka dekhichi kintu apananka swor aou saili super sabu sei prabhunka ichha prabhu tri sakti sai natha baba apanka upare sabubele krupa rakhithantu Jay tri sakti saibaba
ସୁନ୍ଦର କଣ୍ଠ ଓ ପରିବେଶ ନଶୈଳୀ । ଆପଣ ଘୋଡାନାଚ କରନ୍ତି କି? ଦୟା କରି ଜଣାଇବୋ ଭଗବାନ ଆପଣକୁ ଦୀର୍ଗଜୀବୀ କରନ୍ତୁ।
Bahut sundar gaika🙏🙏
Jay jay Jagannath mahaprabhu radhe radhe jay jay shree radhe radhe bol hari bol 🙏🙏🙏🙏🙏
ସୁପର 🙆
Very nice presentation n nice voice also
Bahut sundar 🙏🙏🙏
ମନୋରମା ଭଉଣୀ ମୁଁ ଆପଣଙ୍କ କାର୍ଯ୍ୟକ୍ରମ ନଶୁଣି ଲେ ମୋତେ ରାତିରେ ଭଲଭାବରେ ନିଦ ହୁଏ ନାହିଁ।
1:17 ନଜ
ଆଗୋରୁ କେମିତି ସୋଉ ଥିଲୋ ଭାଈ
870hi@@user-Tapan-143
@@monalisabehera501 llg
Bhai jay shree krishna
Namaste 🙏 male singer, outstanding
Great mam
Excellent Performance...!!!👍👍👍👍
Bahut sundar. Bhabuchhi asanta chauprahariku mu apananku amara Jagannath mandir, Bharuch, Gujarat asibaku nimantran debapain. 🙏jay Jagannath 🙏
Good
Bahut sundar paribesana ebang sundar kantha
ଅତିସୁନ୍ଦର
Mu sure gote program ku invite karib but excellent
She's not less than a class-- 1 'pala gayaka'.Jai Jagannath, Jai Jagannath, ... ... ...
Hari bola 🙏🙏🙏
Super didi
Nice vdo
Maa Jay jagannath
Bahut bhal laguchi bhagaban mangal karantu
Very nice presentation.and dress code and topic explanation is very gentle and clear. Your sweet voice is very impressive.god bless u
🎉 Hari om
Bahut sundar barta maa ❤❤❤🙏🙏🙏
Bayaka Bhai oppppp
Jay Jagannath
Excellent pala Jay jagannath swami
Very nice
୪ପଦିଆ ୧୪ ଅକ୍ଷରୀ ଗାଇଲେ ସୁନ୍ଦର ହେବ ଗାୟକଭାଇ ପାଳି ସହିତ ବାଦ୍ୟ ଠିକ୍ କରୁଛନ୍ତି
Jai shree radhe krishna Jay shree Jagannath
BAHUT SUNDAR 🙏
Didi tuma pala bhala laguchi
ହରି ହରି ବୋଲ 🙏🙏🙏🙏🙏🙏
ବହୁତ ସୁନ୍ଦର ଭାବରେ ମୃଦଙ୍ଗ ବାଦ୍ୟ କୁ ସଂଚାଳନ କରୁଛନ୍ତି ଭାଇ 👍
ମନୋରମା ମାମ୍ ଙ୍କ ଗାୟନ ଶୈଳୀ ଖୁବ୍ ମନୋମୁଗ୍ଧ କର
🙏🙏🙏🙏👍
ଲୀଳା ଲାଗିଚି ରେ, ଜୟ କୃଷ୍ଣ, ବହୁତ ସୁନ୍ଦର ରେ ମା 🤚🏻, ଜୟ ଜଗନ୍ନାଥ 🙏
ଧନ୍ୟ ଧନ୍ୟ ତୁମ ପିତାମାତା, ଧନ୍ୟ ତୁମ ଜନ୍ମ, କେତେ ସାଧନା କରିଛନ୍ତି ଆପଣ , ଆମ କେନ୍ଦ୍ରାପଡ଼ା ଜିଲ୍ଲାରେ ଅନେକ ପାଲା ଅନୁଷ୍ଠିତ ହୁଏ କିନ୍ତୁ ଆପଣଙ୍କର ପରିବେଷଣ ଭିନ୍ନ, ଜଗାକାଳିଆ ଦୀର୍ଘ ଆୟୁ ପ୍ରଦାନ କରନ୍ତୁ, ଜୟ ଜଗନ୍ନାଥ
ବହୁତ ଖୁସି ଅନୁଭିତି ହେଉଛି କି ଆମ ବ୍ରହ୍ମଗିରି ମାଟି ରେ ଏମିତି ସଂକୀର୍ତନ ଗାୟିକା ଏବଂ ବାୟକ ଭାଇ ଅଛନ୍ତି ଏବଂ ତାଙ୍କର କଳା ମନମୁଗ୍ଧକର ହେଇଚି..,❤
Truly true.. thanks.
ଖୁବ୍ ସୁନ୍ଦର ମନୋରମା ବେହେରା ଙ୍କ ପ୍ରଦର୍ଶନ।ଝିଅ ର ଭବିଷ୍ୟତ ଉଜ୍ଜ୍ୱଳ
ଆପଣଙ୍କର ଆଉ ବାୟକ ଭାଇ ଙ୍କର ପରିବେଷଣ ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇଛି, ଭଗଵାନ ଆପଣଙ୍କୁ ସବୁବେଳେ ଭଲରେ ରଖନ୍ତୁ
ମୁ ପିଲା ବେଳୁ ପାଲା ଦେଖୁଛି କିନ୍ତୁ ଦିଦି ଆପଣଙ୍କ ଭଳିଆ ଗାୟିବା ଶୈଳୀ ଆଉ ଆପଣ ଦେଉଥିବା ସାମାଜିକ ଶିକ୍ଷା କୁ ମୋତେ ବହୁତ ସୁନ୍ଦର ଲାଗିଲା
Aeta pala nuhn sankritan hela 🤭😂🤭
Balasore,,, district khaira block, Haripur ଗାଁ କୁ ଆସିବେ ଯଦି କୁହନ୍ତୁ,, ame ଆପଣଙ୍କୁ ଆମ ଗାଁ ଯଜ୍ଞ ଙ୍କୁ ଡାକିବାର ପ୍ରଯତ୍ନ କରିବୁ... 🙏
ବହୁତ ଉଚ୍ଚ କଟିର କୀର୍ତ୍ତନ ଗାଇବା ଶୈଳୀ ଏହା ସଙ୍ଗେ ସଙ୍ଗେ ପାଲା ଗାଇଲେ ଅଧିକ ଭଲ ହୁଅନ୍ତା ଧନ୍ୟବାଦ
Yeh maa pala gayika hi
Gayaika Manorama Behera bhauni nkar kirtan ati sundar. God 🙏🙏 bless you.
କହିବା ଶୈଳୀ and ବୁଝେଇ ବା ଶୈଳୀ ଭାରି ଭଲ ଲାଗୁଚି
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ହେ ପ୍ରଭୁ ବଳିଆର ଭୁଜ ବହୁତ୍ ସୁନ୍ଦର ବିଶେଷ କରି ବାଦ୍ୟ କାରଙ୍କୁ ବହୁତ୍ ଧନ୍ୟବାଦ୍
ଅତି ସୁନ୍ଦର ପାଲା, ଜୟ ଜଗନ୍ନାଥ 🙏💐
Are aeta pala nuhn sankritan hela 🤭😅🤭
ବହୁତ ସୁନ୍ଦର.... ଦୁଇଜଣ ଙ୍କ ପାଲା
ବହୁତ ସୁନ୍ଦର ପରିବେଷଣ ଧନ୍ୟବାଦ
God bless you my sister monorama behera sweet voice
And tarunu Bhai apanaku more pranam
ଅତି ସୁନ୍ଦର ବାଦକ ଭାଇ ଏବଂ ଗାଇକା ଧନ୍ଯବାଦ
ବହୁତ୍ ସୁନ୍ଦର, ମନମୁଗ୍ଧକର ହୋଇଛି।
Excellent sister
Both of u r a good combination .
🙏ଜୟ ଜଗନ୍ନାଥ 🙏 ଶେଷ ଗୀତ ବହୁତ୍ ସୁନ୍ଦର୍❤
ସବୁଠୁ ଭଲ ଗାୟକ
ଅତି ସୁଦ୍ଦର ହୋଇଛି ଭଊଣି
ବ୍ରହ୍ମଗିରି ଅଲାରନାଥଙ୍କ ପୀଠ ର ଝିଅ। ପରିବେଷଣ ଶୈଳୀ ଶବ୍ଦ ବିଷୟବସ୍ତୁ ଓ ଅଂଗ ଭଂଗୀ ସହ ନୃତ୍ୟ ର ସମାହାର ଅତ୍ୟନ୍ତ ପ୍ରଶଂସନୀୟ।ଜାରି ରହୁ।
ସଙ୍ଗୀତରେ ସାତ ସୁର ଅଛି ହେଲେ ବାୟକ ଭାଇ ଅଷ୍ଟମ ନବମ ଦଶମ ସୁରରେ ଗାଉଛନ୍ତି.... ଜୟ ଜଗନ୍ନାଥ...🙏
ଭଗବାନଙ୍କର ସୁନ୍ଦର ସୃଷ୍ଟି ❤
Khub sundor paribesan heuchhi.
🙏ଜୟ ଜଗନ୍ନାଥ 🙏
ମନୋରମା ଦିଦି ଜଗନ୍ନାଥ ଙ୍କ କୃପାରୁ ଆପଣ ଆହୁରି ଆଗକୁ ଯାଆନ୍ତୁ ତୁମ ଚଲା ପଥ କୁସୁମିତ ହେଉ
ମାଡମ ଙ୍କ ର ସ୍ଵର ସଂଯୋଜନା ଅତି ସୁମଧୁର ଓ ବାୟକ ଙ୍କ ର ମଧ୍ୟ ବହୁତ ସୁନ୍ଦର
ବହୁତ ସୁନ୍ଦର ଆପଣଙ୍କ କଣ୍ଠ ସ୍ବର ବହୁଭଲଲାଗିଲା
Manorama Didi is tha best singer of Odisha culture kirtan thanks to Didi for save this culture well done Didi 🙏🙏🙏
Gaika vauni sahita bayaka bhai
Atisundar vabare paribesana karuchhanti amananku mora koti koti parnam
Am speechless....what a voice really we r proud of you
High voltage gay ko 👏👏👏👏 all Odisha superstar thank 💐💐💐💐💐
ଅତି ସୁନ୍ଦର ଉପସ୍ଥାପନା
ଵହୁତ ସୁନ୍ଦର ରେ ମା ଠାକୁରେ ତୁମକୁ ଦୀର୍ଘାୟୁ କରନତୁ
Haribola haribola bahuta bhala lagila jhhia manorama God bless u
ଭାଇଙ୍କ ର,ପାଳିଆ ବହୁତ ଭଲ
ପାଲା ପରିବେଷଣ କର,ଅତି ସୁନ୍ଦର୍ ହେବ ।ତମର ପ୍ରଶଂସା, ପ୍ରତିଷ୍ଠା ଓ ଅର୍ଥ କେଉଁଥିରେ ଅଭାବ ରହିବନି ।
Ati sundar ❤❤ Jay jagannath 🙏🙏
ବହୁତ ବଢିଆ ଲାଗିଲା
Wow Ete Sundar gauchha Jay jagannath
Gayika ebmu bayaka nka gita gaiba bahut Sundar laguchi Jay Jagannath 🙏🙏🙏
ବହୁତ ସୁନ୍ଦର କଳା
Mahabharat. Ra. Amrakosha. Abhijan. Kothi. Paribesana. Karile. TH-cam. Re. Chadibe.bahut. Badhiya. Gayika. . Jay shree Krishna
ଜୟ ଜଗନ୍ନାଥ ଅତି ସୁନ୍ଦର
ବିଶ୍ଵନାଥ ସ୍ୱାଇଁ ଆଉ ଶିଶିର ପାଢ଼ୀ ଦୁଇ ଜଣଙ୍କ ଭଳି ଗାୟନ ଶୈଳୀ
Narayan he Narayan bahut bhala laguchhi
Really a very good performance of Bayaka bhai.... Gayeeka madam is also good.It brings pleasure and relaxes the mind.... Jay Jagannath..... 🙏🙏🙏🙏🙏🙏
Bahut sunder paribeshan Sankirtana Bayaka Bijay Kumar
Bahut sundar opastapana❤❤❤❤
ସବୁ video ପ୍ରଥମରୁ ଶେଷ ଯାଏଁ, ଛାଡ଼ନ୍ତୁ, ସୁନ୍ଦର ପରିବେଷଣ 🌹♥️👍
Actually ae bhali pala ki kirtana haba darkar... Jay jagannath.. Manorama bhauni nku sat sat naman
Really you both are very hard working thank you all the best 👍👍👌👌
Madam pranam Mu e video ku contineously 5times dekhila pare bi e video ku bhuli hauni ati sundar .
ଆପଣ ଙ୍କ ପରିବେଷଣ ବହୁତ ଭଲ ଲାଗୁଛି ସତ୍ୟ ନାରାୟଣ ଙ୍କ ଆବାହନ ଗୀତ ଟି ଏ ପରିବେଷଣ କରିବାକୁ ଅନୁରୋଧ
Bahut sunder pala jay jagannath🙏🏼🙏🏼🙏🏼
God bless u , vala paribesana
Didi tama pala dekhiki mana pura mora khusi
ସୁନ୍ଦର 💙💙💙💙💙💙💙💙💕💕🇦🇮💕💕💕💕💕
ମୃଦଙ୍ଗ ବାଦକ ଭଲ ଏବଂ ଝିଅ ଟି ମଧ୍ୟ ଭଲ ଗାଉଛନ୍ତି ❤
ଭଉଣୀ. ମନୋରମା କଣ୍ଠ ଉପରେ presure ଦେଲା ଭଳି ଚିଲା ଚିଲି କରି ଗାଇବ ନାହିଁ.କାହିଁକି ନା ସମୟ ଓ ପରିବେଶ ବଦଳି ଗଲାଣି. ମୋର ପ୍ରିୟ ଗାୟକ ପ୍ରଭାତ ସାହୁ ଚାଲି ଗଲେ. ମୁଁ Bangalore ରେ ଶୁଣି 2 ଦିନ ପର୍ଯ୍ୟନ୍ତ କିଛି ଖାଇଲିନି. ମୋର ଏ ଛୋଟ ଅନୁରୋଧ ଟିକୁ ଭାଇ ଗଟେ ଭାବି ରଖିବ ବୋଲି ଆଶା ଓ ବିଶ୍ୱାସ.
Dedi Tamar kathara mu bahut Khushi.hali Tamar 2 pads Katha ra ice .Maa Bhudijagulai varasa ra tama davelmant Kara .
ମୁଁ ଛୋଟ ବେଳୁ ପାଲା ଦେଖୁଛି ହେଲେ ଆପଣଙ୍କ ପରି ଗାୟକ କୋଉଠି ଦେଖିନି |ଆପଙ୍କ ପାଲା ଗାଇବା ଶୈଳୀ ଆଉ ସ୍ୱର ଅତି ଜୟ ଜଗନ୍ନାଥ
Se katha michaa kede kede sunama dhanya gayaka achhanti bt abe vala galaa achi karuchanti
Good communication
Aeta pala nuhn sankritan hela 🤭😅🤭
Apana pala chota belu dekhichanti mote laguni gayak ratna prabhat shou nka pala tikie dekhibe angya 👏
@@santanukumarnayak8233 khali atiki jagannath behera auu balavadra panda datakrushuna panda nursingha ch hota madanamohan parida amt kete achhanti baa
Bahut sundar
Good education for all odia people ❤❤❤
Perfect 👌 very nice 👍pala gayaka huo didi mst laguchi
Didi bahut gayaka dekhichi kintu apananka swor aou saili super sabu sei prabhunka ichha prabhu tri sakti sai natha baba apanka upare sabubele krupa rakhithantu Jay tri sakti saibaba
ସୁନ୍ଦର କଣ୍ଠ ଓ ପରିବେଶ ନଶୈଳୀ । ଆପଣ ଘୋଡାନାଚ କରନ୍ତି କି? ଦୟା କରି ଜଣାଇବୋ ଭଗବାନ ଆପଣକୁ ଦୀର୍ଗଜୀବୀ କରନ୍ତୁ।
Bahut sundar gaika🙏🙏
Jay jay Jagannath mahaprabhu radhe radhe jay jay shree radhe radhe bol hari bol 🙏🙏🙏🙏🙏
ସୁପର 🙆
Very nice presentation n nice voice also
Bahut sundar 🙏🙏🙏
ମନୋରମା ଭଉଣୀ ମୁଁ ଆପଣଙ୍କ କାର୍ଯ୍ୟକ୍ରମ ନଶୁଣି ଲେ ମୋତେ ରାତିରେ ଭଲଭାବରେ ନିଦ ହୁଏ ନାହିଁ।
1:17 ନ
ଜ
ଆଗୋରୁ କେମିତି ସୋଉ ଥିଲୋ ଭାଈ
870hi@@user-Tapan-143
@@monalisabehera501 llg
Bhai jay shree krishna
Namaste 🙏 male singer, outstanding
Great mam
Excellent Performance...!!!
👍👍👍👍
Bahut sundar. Bhabuchhi asanta chauprahariku mu apananku amara Jagannath mandir, Bharuch, Gujarat asibaku nimantran debapain. 🙏jay Jagannath 🙏
Good
Bahut sundar paribesana ebang sundar kantha
ଅତିସୁନ୍ଦର
Mu sure gote program ku invite karib but excellent
She's not less than a class-- 1 'pala gayaka'.
Jai Jagannath, Jai Jagannath, ... ... ...