Tike bi kharab laaguni????? Ei bhali injustice kaha sahita bi heipare . Tame Mane sabu gote politician ku pujiba kebe band Kariba? Se dinabandhu jau mana nka upare nirjatana karichi semane ebe sabu dhire dhire media samna ku asiki kahuchanti. Aji kali gote middle class loka police station ku jiba ku daruchi au taa paai Tama ri bhaliya loka bi doshi , karana semana nku bhi jana achi loka guda ta murkha semane first victim ku blame karibe .
@@AMohapatra apana Mane hin puja karuchanti, emane sabu hele public servant ama seba paiin semanaku nijukta Kara jaichi. Jadi hata jodi ki Naya paiin bhika maagibaku paduchi ta hele bhabantu gote sadharan loka paiin eita kete kharab.
Thik achhi sir abe normal Loko ro v kichi asibidha hele thik apri nispati nebe no hele agami dino bahut kharap hebo jemiti bodo Loko manko ra asibdha bujhile thik apari normal Loko ra v amiti bujhibe no hele mohon majhi mukhiya mantri na au kn ame mane dekhidebu
2day re hend bone spinal bone fackchar joint heigala Aji janila mahan majhi kia Aji odia be janila bedha Aji jinse au bra be pindi ki asini Mada be peni Amiti katha sedina heitilay bharatpuu police station heithilay apari hei nathanta S
Police station re se hangama kari samastanku darei deithila tapare mejar bi se pakhare thile kemiti gote mejar nka samnare police baalamane taku mariparibe au mejar kichhi kahile nahi sabu michha kahuchhi
ଇଏ ହେଉଛନ୍ତି ସେଇ ଭଦ୍ର ମହିଳା ଯିଏ କି କହୁଥିଲେ ମୋହନ ମାଝୀ କିଏ ମୁଁ ଚିହ୍ନି ନାହିଁ। 😂
ମୂର୍ଖ ମନ୍ତ୍ରୀ ର ଭଣଜା କହି ତାକୁ ରାତିରେ ସେ ଟୋକା ଧମକ ଦଉଥିଲା ସେଥିଲାଗି ସେ କହିଲା। ସେ ଶଳା ଟୋକା ଏଡିଟିଂ ଭିଡିଓ କାହିଁକି ଭାଇରାଲ କରୁଛନ୍ତି।
Hee hoo haa haaa haaaaaaa......😂
Riii8 bro
Right ✅️
ଝିଅ କଣ ଭୁଲ କହିଲା? ମୋ ଘର ପାଖରେ ଗୋଟେ ପିଲା ଅଛି, ତା ନାଁ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ସେ ଝିଅ ଜାଣିଥାନ୍ତା।
Sem comments mubi deithanti hele dei deicha Bhai 👍👍👍
Bapa jhia sabu role adhika
Kichi role nahi
Jabardast role bro
ୟେ ଶଳା ବାର ବେଧେଇ ଛତରୀ ର କୁମ୍ଭୀର କାନ୍ଦଣା ରେ ଓଡିଶା ଲୋକ ଭାସି ଗଲେ 😂😂😂😂
ୟେ ସରକାର only for one gender, ମୋର FIR ବର୍ଷେ ହେଲାଣି lodge ହଉନି, CM କୁ ଭି letter ଲେଖୁଛି, କେହି ବାସୀ ବାଳ ରେ ପଚାରୁ ନାହାଁନ୍ତି, କାରଣ ମୁଁ ମହିଳା ନୁହେଁ
ଯଦି ଝିଅ ଟି ମିଛ କହୁଛି ବୋଲି prove ହୁଏ ତେବେ କି ପ୍ରକାରର punishment ବ୍ୟବସ୍ଥା ଅଛି
Madam ଆପଣ ଆଉ ଏକ୍ଟିଂ କରନ୍ତୁନାହିଁ.... ଯଦି ପାରୁଛନ୍ତି ସତ କଥା କହି.. ନିଜ ଭୁଲ ମାନି ନିଅନ୍ତୁ.. ଏବଂ କ୍ଷମା ପ୍ରାର୍ଥନା କରନ୍ତୁ.. କିଛି ଦିନ ହେଲାଣି ଆପଣ ଓଡ଼ିଶା କୁ ବଦନାମ କରୁଛନ୍ତି,.. ଏବେ ବନ୍ଦ କରନ୍ତୁ.. ନିଶାଶକ୍ତ ଅବସ୍ଥା ରେ ଆପଣ କଣ କରିଦେଲେ.. ଏବେ ପର୍ଯ୍ୟନ୍ତ ଆପଣ ବୁଝି ପାରି ନ ଥିବେ। ଆମେ ମଧ୍ୟ ଆପଣଙ୍କ ପରି ଝିଅ.. ଯଦି ନିଶା ଉତୁରି ଗଲା ତେବେ ଟିକେ ଧ୍ୟାନ ଦିଅନ୍ତୁ ??
ଆଜି ଓଡିଆ କହୁଛନ୍ତି ଏ ଭଦ୍ର ମହିଳା ଆଜି ମୋହନ ମାଝିଙ୍କୁ ଚିନିଲେ ସେଦିନ ଜାଣିନ ଥିଲେ ଅଭି ନୟକୁ ମାନିବାକୁ ପଡିବ
ତା ହାତ ଯଦି ଭାଙ୍ଗିଥିଲା ଏତେ ଶୀଘ୍ର ଭଲ ହେଲା କେମିତି 😂😂😂😂😂 ଆଜି ମଦ ପିନି ବୋଲି ଠିକ୍ ଅଛି😂😂😂 ଭଲରେ କଥା ହଉଚି 😂😂 ବହୁରୂପୀ ନାରୀ ଟା 😂😂😂
Thik kathha mane pakeilaa
ବହୁରୂପୀ କୁହନି।ନହେଲେ ସେ ତମକୁ ବି ତା ବାଳ ଦେଖେଇ ଦେବ। ତା ଭିଡିଓ ଦେଖିଚ ଟି। ଅପନା ପେର ଦିଖାଉ ,ଅପନା ବାଲ ଦିଖାଉଁ କହିଥିଲା। ତା ବାପା ପୁଣି ଆଜି କହିଛନ୍ତି ତାଙ୍କ ଝିଅ ସୀତା ଙ୍କ ଅନ୍ୟ ରୂପ ରାମ ଚଣ୍ଡୀ।
ଯଦି ମିଛ ହେଇଥାଏ ତ ନାମ ନେବୁ,
Bilkul bro
କିଛି ହବନି, only major ku ଧରିବେ, ୟେ lady କୁ maaf, ମହିଳା ପାଇଁ ସରକାର ଙ୍କ ଛାତି ଫାଳ ଫାଳ ହୋଇଯିବ
କାଲି ହିନ୍ଦୀ, ଇଂଲିଶ କହୁଥୁଲେ ଆଉ ମୋହନ ମାଝୀ କିଏ ଜାଣି ନ ଥିଲା ଆଜି ଭଲ ଉତ୍ତର ଦେଉଛି !!!!! ଦଣ୍ଡ ଯାହା କୁ ବି ଦିଆଯାଉ... ହେଲେ ସେ ମହିଳା କୁ ଏଭଳି ସବକ ଶିଖା ଯାଉ ଯେମିତି ରାତି 3 ଟା ରେ ମଦ ପି ଆଉ ଗାଡି ଚଳେଇବନି..... କାନ୍ଦିବା କେବଳ ଇମୋସନାଲ କରିବା ପାଇଁ
Bro କିଛି ହବାନି କାରଣ ସିଏ ମହିଳା, no punishment
@@susantanayak9728 ସେ ମହିଳାର ବାପକୁ ବି ଲଜ୍ୟା ନାହିଁ,
ଅଙ୍କିତା ଆଜି ଓଡିଆ କହିଲେ wow
ମଦ ନିଶାରେ ଓଡ଼ିଆ ଭୁଲି ଯାଇଥିଲେ 😂
@@Seturam789 right bro
ନିଶା ଉତୁରିଲା ରାମଚଣ୍ଡୀ ର। ବାପା ଭଲ ସଂସ୍କାର ଦେଇଥିବାରୁ ଝିଅ କେତେ ସୁନ୍ଦର ଚୁଡ଼ିଦାର ଡ୍ରେସ୍ ପିନ୍ଧି ଛାତି ରେ ଓଢ଼ନି ପକେଇ ଘୋଡେଇ ହୋଇ ଆସିଛନ୍ତି।ଏମିତି ଆସିଲେ ଆଉ ଟିକେ ସିମ୍ପାତି ମିଳିବ।
@@subratmaharathy435 ଭାଇ ଠିକ୍ କହିଲ
ବୁଝିବା ଲୋକ ଠିକ୍ ବୁଝିବ
Ok ebe JANILE KOUN HE MOHAN MAJHI
"Who is Mohan Majhi?" ru "Mohan Sir mate nyaya diantu". Samaya bada balabaan. 🔥
Tike bi kharab laaguni????? Ei bhali injustice kaha sahita bi heipare . Tame Mane sabu gote politician ku pujiba kebe band Kariba? Se dinabandhu jau mana nka upare nirjatana karichi semane ebe sabu dhire dhire media samna ku asiki kahuchanti. Aji kali gote middle class loka police station ku jiba ku daruchi au taa paai Tama ri bhaliya loka bi doshi , karana semana nku bhi jana achi loka guda ta murkha semane first victim ku blame karibe .
@@Subhalaxmi-q6y Video re dekha politician ku kie puja karuchi.
@@AMohapatra apana Mane hin puja karuchanti, emane sabu hele public servant ama seba paiin semanaku nijukta Kara jaichi. Jadi hata jodi ki Naya paiin bhika maagibaku paduchi ta hele bhabantu gote sadharan loka paiin eita kete kharab.
@@Subhalaxmi-q6y Seta aapana bhabantu. Governor ASO bele kou nyaya milila? Governor pua mada marila. Case rafa dafa hela. E bhauni nka katha suni dela thu sange sange Mohan Majhi mahaan.
ଆରେ ଝଗଡା ବେଳେ ତୋ କହୁଥିଲା kn hai mohan majhi 😢😢😢
😂😂😂😂😂
ମୂର୍ଖ ମନ୍ତ୍ରୀ ର ଭଣଜା କହି ତାକୁ ରାତିରେ ସେ ଟୋକା ଧମକ ଦଉଥିଲା ସେଥିଲାଗି ସେ କହିଲା। ସେ ଶଳା ଟୋକା ଏଡିଟିଂ ଭିଡିଓ କାହିଁକି ଭାଇରାଲ କରୁଛନ୍ତି।
Laja nahi se ledy ku
Jhagada ble sabu emiti kuhanti be
ସେତେବେଳେ ତାକୁ 18 ବର୍ଷ ହେଇ ନଥିଲା।ଆଜି 17 ପୁରି 18 ଚାଲିଲା । ଏଥର ଭୋଟ ଦେବାକୁ ପଡ଼ିବ।ସେଥିପାଇଁ ତା ବାପା କହିଲେ ମୋହନ ମାଝୀ ଓଡ଼ିଶା ର ମୁଖ୍ୟମନ୍ତ୍ରୀ। ସେ କହିଲା ବାପା ଚାଲ ଯିବା ମୋହନ ମାଝୀ ପାଖକୁ। ମେ ଉନକୋ ଅପାନା ପେରା ଦିଖାଉଁ, ଅପନା ବାଲ ଦିଖାଉଁ।
ସେ ଶଳା iic କଟକରେ ଚୋରୀ କରି ଧରା ପଡି ଥିଲା। କଟକର ଚୋରକୁ ପୂଣି ଭୂବନେଶ୍ବରର ସବୁଠୁ ବଡ ଥାନାରେ କଣ ଲାଗି ରଖାଗଲା। ଚୋରୀ କରି ସେ ଭାଗ କାହାକୁ ଦଉଥିଲା। ତା ଲାଗି ବଡ ପୋଲିସ ବାବୁଙ୍କର ଏତେ ଦରଦ କାହିଁକି ।
ପୀଡିତା ଙ୍କ ବାପାଙ୍କୁ ଅନୁରୋଧ ଏଭଳି ଝିଅ କୁ ସଂସ୍କାର ଶିଖାନ୍ତୁ,, ଖୋଲା ଛାଡି ଦିଅନ୍ତୁନି,, ଯେମିତି ବାର ରେ ମଦ ପି ରାତି 3 ଟା ଯାଏ ବାହାରେ ମାତାଲ ହୋଇ ରାସ୍ତା ରେ ବୁଲିବାକୁ
ଖାଲି ଝିଅ ମାନେ ସଂସ୍କାର ଶିଖିଲେ ତ ହବନି ପୁଅ ମାନକୁ ବି ସଂସ୍କାର ସିଖେଇବର୍ ଅଛି । ସଦାବେଳେ ଗୋଟେ ଝିଅ ଦୋଷୀ ନୁହଁ । ପୁଅ ମାନେ ତାଙ୍କୁ ହଇରାଣ କରିଛନ୍ତି ସେଥି ପାଇଁ ଆଜି ଲଜ୍ଜିତ ସାରା ରାଜ୍ୟ।
Justice for Odisha police
ଓଡ଼ିଆ କହିଲେ 😀😀😀head line
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କିଏ କହୁଥିଲେ ଏବେ କଣ ହେଲା
👍👍👍👍
ନାଟକ ଚାଲିଛି ରାଜଧାନୀରେ ଦର୍ଶକ ଦେଖି ତାଯୁବ
ଓଡ଼ିଆ ତ କହି ପାରୁନଥିଲ ଏବେ କେମିତି କହିଲ
Show off କରୁଥିଲା 😂 , ଏମିତି ହିନ୍ଦୀ ଇଂରାଜୀ କହି ଛଇ ଦେଖେଇ ହେବା ବହୁତ ଅଛନ୍ତି ଓଡ଼ିଶାରେ
ସେତେବେଳେ ଓଡ଼ିଆ କହିବା ବେଳେ ତା ଜିଭ ଲାଖୁ ଥିଲା।ମେଡିକାଲ ରେ ବିରଳ ଅସ୍ତ୍ରୋପ୍ରଚାର ପରେ ଆଉ ଜିଭ ଲାଖୁନି।ଏବେ ସେ ପୁରା ଓଡ଼ିଆ କହି ପାରିବ। ତା ପରେ ବିଜେପି ସରକାର ଙ୍କ ପାଖକୁ ଯିଏ ଯିବ ଓଡ଼ିଆ ଶିଖି ଯିବ। କାରଣ ତାଙ୍କ ପାଖରେ ଓଡ଼ିଆ ଅସ୍ମିତା ର ପବନ ବହୁଚି
EBE DRESS TA PINDHI ...KEMITI DISHUCHHI ...ANKITA ...EBE NIGHT SHOOT NUHE SALBAR SHUT KAHIN PINDHILE 🎉
BAPARA. SANSKAR ASILAKI😅
C m sir koti koti pranam 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
एक सेकंड में जज्बात बदलदी, कायनात बदल दिया ...କଣ କଲା ସେ ଟୋକି । ତା ମୁହଁ ରୁ ଓଡ଼ିଆ ଶୁଣି ଜୀବନ ଧନ୍ୟ ହେଇ ଗଲା।
ତମ ଭାଗ୍ୟ ବି ବଦଳେଇ ଦେବ😂😂। ସାରା ଭାରତ ରେ ଏବେ ତା ଫିଲ୍ମ ହିଟ୍। ହାଉସଫୁଲ।
ଓଡ଼ିଆ ଆସିଛି ତାହେଲେ, ହଉ ଓଡ଼ିଆ ଟିକେ କୁହ.ଅତିକମରେ ଓଡ଼ିଶାରେ ରହିଲା ସମୟ ରେ 🙏
ଆଲୋ ତୁ ସେଇ ଟି କହୁ ଥିଲୁ ମୋହନ ମାଝୀ କିଏ. ଆଜି ଫୁଣି ଏ କି ରୁପ. ନାରୀ ଲୋ ତୋହର ହଜାରେ ରୁପ 🙏🙏🙏ଠାକୁର ଙ୍କୁ ପଛରେ ତତେ ଆଗ ମୁଣ୍ଡିଆ 🙏
Odisha pai ae jhia kalnko
Who is mohan majhi😂😂
ଓଡ଼ିଶାର ହାତଭଙ୍ଗା ରୋଗୀମାନେ ଜାଣିବାକୁ ଚାହୁଁଛନ୍ତି ସେ medicine ର ନାଁ ଜାହା ତାଙ୍କ ହାତକୁ 5 ଦିନରେ ଠିକ୍ କରିଦେବ?
Hata ok
ସେ ଯାହା ହଉ ଜୁଲିଏଟ
ଜୀବନ ରେ ଆଉ କେବେ ମୋହନ ମାଝୀ ଙ୍କୁ ଭୁଲିବେନି !!
😮😮😮
ହିନ୍ଦୀଛାଡ଼ି ଗଲା ତୋର ? 😂 ଶେଷରେ ତତେ ଓଡ଼ିଆ କହିବାକୁ ପଡ଼ିଲା ହିଁ
AIIMS କି ମେଡ଼ିସିନ ଦେଲେକି 5 ଦିନ ରେ ଭଙ୍ଗା ଗୋଡ,ହାତ ବେକ ଠିକ ହେଇଗଲା...😂😂😂
Aree waah aji odia re katha 😂😂😂😂
Aga kuha ta hata hada bhagitjila ete jaldi kemiti thik hela, beka kemiti thik hela, pura sustha ete jaldi kemiti hela
Docter kala kamal 2dinara bhala kala deha.😂😂
ତମକୁ ମୁଁ ଗୋଇଠା ମାରିବି, ତମ ହାତ ଗୋଡ ଯଦି ନ ଭାଙ୍ଗେ ତାହେଲେ ମୁଁ ଗୋଇଠା ମାରିନାହିଁ କି ?
@@The_one_and_onlyyyy tama beka modibi tame kn 5 dinare thik heijiba
Vip loka. .vip doctor. Vip treatment vip medicine ta bhala heba na. Publicity payi ki nata .
ଖଞ୍ଜା ଖସି ଯାଇଥିଲା। ସେଟ୍ କରା ହେଲା ।ବିରଳ ଅସ୍ତ୍ରୋପଚାର ପରେ ବେକ ଠିକ୍ ହେଲା।ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପଇସା ରେ ସବୁ ଠିକ୍ ହେଇଗଲା।ବିଜୁ ସ୍ବାସ୍ଥ୍ୟ କାଡ ରେ ହେଇନି।ହଉ ଏଥର ସେ ଝିଅ ମିଠା ଦେବ ସମସ୍ତ ଙ୍କୁ
2dina re hata beka vala heigala Kan film Na real life
Majar babu kala kamal goda hatha bhala hela 2 Dina ra.😂😂😂
Jay mohan sir
ଯଦି ଭକୁଆ ମୁଖ୍ୟମନ୍ତ୍ରୀ ତାହେଲେ ତାର କାନ୍ଦ କଥା ଶୁଣିବେ l ଆଉ ଯଦି ଶିକ୍ଷିତ ମୁଖ୍ୟମନ୍ତ୍ରୀ ହେଇଥିବେ ତାହେଲେ ପ୍ରକୃତ ସତ କୁ ଦେଖିବେ l
False complain.
Role prabala
Se jhea ku odisha ru ବାହାର karidea 😢
Hospital re hata bhangi thila ebe bhala hei gala ki ??? Wow 😂
ମନ୍ଥରା.. ଇଏ ସବୁ ନାଟର ଗୋବର୍ଦ୍ଧନ
WHAT ,.WE HAVE SEEN IN VIDEO , WE. TAKE NEGATIVE VIEW ABOUT CASE .
Salute to our government, Jay BJP🙏
Like father, like daughter 😂😂😂
Thik achhi sir abe normal Loko ro v kichi asibidha hele thik apri nispati nebe no hele agami dino bahut kharap hebo jemiti bodo Loko manko ra asibdha bujhile thik apari normal Loko ra v amiti bujhibe no hele mohon majhi mukhiya mantri na au kn ame mane dekhidebu
Take drinks together father & doughter in army family.
Ye ta kahuthile Mohan Majhi kiye? Good .. bahurupi mu aji pura news re dekhi deli.
Aji kana odia baharila patiru
Police. Ioc. Ku. Hablidar. Post. Dioo
Se Dina Rati re odia baharu nathila aji nisha chadigala bodhe
2day re hend bone spinal bone fackchar joint heigala
Aji janila mahan majhi kia
Aji odia be janila bedha
Aji jinse au bra be pindi ki asini
Mada be peni
Amiti katha sedina heitilay bharatpuu police station heithilay apari hei nathanta
S
Ta bapa ra sarada au bhala payiba ru sabu thik hoyi gala . Ta bapa ra sabu bhul tar jhia ku mada piebaku rati re pathei thila .
ନିଶାଟା ଛାଡ଼ିଗଲା ତ ସେଇଥିପାଇଁ 😂🤣😂..
ତା ମୁହଁ କାହିଁକି ଦେଖା ଯାଉନି
Are ete jaldi hata judigala.... Tu true sense re...... Mandu pi ratire marau6u...
Se kahuthile mohan Majhi kia ebe kn pain tanka pakhaku jaichhanti aji janila se kia ?
Aji kana odhani pakei ki asichi
ଓଡ଼ିଶାରେ ଚୋର ଓ ନେତାଙ୍କର ମଧୁଚନ୍ଦ୍ରିକାରେ ସାଧାରଣ ଲୋକ ଅତିଷ୍ଠ। ଶଳା ଲୋକଙ୍କ ଟ୍ୟାକ୍ସରେ ଦରମା ନେବେ। ସରକାରୀ ପଇସା ଚୋରୀ କରିବେ। ଲୋକଙ୍କ ପଇସା ଚୋରୀ କରିବେ। ଆପତି କଲେ ଲଙ୍ଗଳା କରି ଥାନାରେ ବାନ୍ଧି କି ବାଡେଇବେ। ମିଛ କେଶରେ ହାଜତରେ ଭର୍ତି କରିବେ। ନୁଆ ସରକାରଠୂ ଲୋକଙ୍କର ବହୁତ ଆଶା ଥିଲା ।ହେଲେ ଏଗୁଡିକ ବି କୋଉ କାମର ନୁହଁ।
ପୁଲିସ୍ ତ ଗୁଣ୍ଡା, ଏ ଭଳି ଉଦଣ୍ଡି ଝିଅ ପାଇଁ କେତେ ମିଛ କେସ୍ ରେ ଲୋକେ ଫସୁଛନ୍ତି ତୁ ଜାଣିଛୁ ତ?
ବାପା ଏହି କୁଳାଙ୍ଗାର ଝିଅ କୁ ପୁଣି support କରୁଛି.. ଛି ଛି.. ସେ media ସାମ୍ନା କୁ ଆସିବା କଥା ହିଁ ନୁହଁ
ଯଉ ଝିଅ ମଦ ପିଇ ରାତି 2ଟା ଯାଏଁ ବାହାରେ ବୁଲେ ସେଥିରୁ ହିଁ ତାର ପରିବାର ର ସଂସ୍କାର ଜଣାପଡୁଛି
ତାପରେ poilce ଵାଲା କଣ misbehave କଲେ ନ କଲେ ସେଟା ଅଲଗା କଥା
ହସ ଲାଗୁଛି ଆଜି କାଲି ଲୋକଙ୍କ ମାନଙ୍କ mentality
ଏପରି ଉଦଣ୍ଡି ଝିଅ ପାଇଁ ସମସ୍ତଙ୍କୁ ଏତେ ସହାନୁଭୂତି 😂
Ye jhia odisha ra heiki khauthila mohan majhi kie janini au aji kahuchi cm ...means sedina kete nisha re thila inner dekheiki chaluthila 😂
Jie kahuthila MOHAN majhi ku chihnini se ta pakhaku jaichi guhari kariba paeen ebe nisha chhadigala badhe
Are ya hata ta bhangi jaithila ete jaldi bhala heiki hata jodiki katha kahuchi
BJD BBSR bandh😂 moye moye
Agaru kahu thila who is mohan majhi
ଓଡ଼ିଆ ଲୋକ ସରକାରଙ୍କଠୁ ଭିକ ନେଇ ଖୁସି। ରାଜ୍ୟର ଶାସନ କେମିତି ଚାଲିଛି ଲୋକମାନଙ୍କର କିଛି ଯାଏ ଆସେ ନାହିଁ।
ଇଂରେଜ ସରକାରଙ୍କ ଅପେକ୍ଷା ଭଲ ଚାଲିଛି
Hata bhala heigala 😂 hele mukhyamantri sir ku ta janina boli sedina kahithilu
Ahi mahila samaj ku nitishikhyadeb and police charit padare bahari parib or police kete emmandar jana padib
😂 ମଦ ପିଇବା ... ରାତିରେ ଗଣ୍ଡଗୋଳ କରିବାର ନିତିଶିକ୍ଷା ଦେବ 😂
Sea miss yousing the name of indianarmy .
Mohana majhi nku dine amiti police krithile
Bapa jhia Khali role
Mamita meher ,tiki,pari sfo n mahanga double murder etc,so many cases pending since bjd govt
Naya milu pabulik bahut khusi hebe jana padib mahilaku kibhali nerjyatana diyajauchhi odisa thanare bhagman tanku maf karibe nahi.police muh dekhaiba pai rajya apang pangu heijaichhanti naya mili se jhia ku ame bahut khusi hebu bjp sarkar odishare kichhi nua margdarshan .aha ak kimbdanti lipibadha hoijeeb
Prove heigola jee Garibo loka kia nahi se major boli ta katha sunagola , semane bi gote nari thile na
Rolar lady
Aji kana payi chuni dharichu lo maa adha dekha cm sir ku v dekhaeba katha . Se dina ta mohan majhi. Kon kahuthilu. Natak Bali maduani .
Tama jhia drink Kari let night re kn paie bhulu thile
Setebele kohuthilu Kia mohan majhi cm ku kiebe kohuthilu ebe kohuchhu mo kotha sunile bodmas matali ledy
ପୋଲିସ କୁ ଏମିତି ଦରକାର ଆଉ ଗୋଟେ ସାଧାରଣ ଲୋକ ତ ଯାଇପାରିବ ନାହିଁ
Chopa ta ki janicha
@@CHUNY999 ତୁ ବାଳ ଟା ଜାଣିଚୁ
@@suvransujena5310 hmmm dekhithili... Se spot upare thili.... Bala jadi janiba ku chanchu debi raha
Sabu media bhai mananku anurad ama odisaku badnam karatnu nahi se jhianku jai pacharantu ate jaldi kemiti bhalaheigale bali
Police station re se hangama kari samastanku darei deithila tapare mejar bi se pakhare thile kemiti gote mejar nka samnare police baalamane taku mariparibe au mejar kichhi kahile nahi sabu michha kahuchhi
Democracy country re daru peeba tar maulika adhikar
କିନ୍ତୁ ମଦ ପିଇ ଲୋକଙ୍କ ସହ ଝଗଡ଼ା କରିବା, କିମ୍ବା ଖରାପ ଭାଷାରେ କହିବା ତାହା ଭୁଲ୍
😂😂😂😂😂😂 jhagda time re kahu thila who is mohan majhi 😂😂😂😂😂😂😂
Justice for victim
Ooo complen dele odia language abhdrami kale English language 😮😳
PS :- hindi language 😂 , ହିନ୍ଦୀଛୋଡ଼େଇ 🤣
@@Seturam789 😡😡😡
@@BibasiniNayak ଆପଣଙ୍କୁ ମୁଁ କହୁନି, 😂 ସେଇ ହିନ୍ଦୀଛୋଡ଼େଇ ମାନଙ୍କୁ ମୁଁ କହୁଛି ..
Eba janila ta mohan majhi kia
Mahan majhi kn he muje pata nhi 😂😂😂
Bedhei ku jail ku nia
Cm mahon majhi matali jhion
ku help karuchanti.🤬
Ta hata gada anta sabu thick heigala 5.6. dina re
Victim card stree loka odia bhi Jani chhanti
Mal pibu ki o y Mal pibu ki
madam ra ghare c v i tadanta karajau
Pandian syndrome କେବେ ହଟିବ
Jabata bedha tokita dhandabali valia dekhajauchi
😅
Satare e bhali loka nku kn kuhajibo ete odisha loko kahibe
Ye hi sati savitree... aau baki sabu bhul...
A jhio drama bali
Sabu. Michha. Bandhabi. Kahuthile. Mohan. Majhi. Kiye. Ebee. Dabi
ଏ ମଦୁଆ gf ଆସିଗଲା ଓକାଟ୍ କୁ?
ଲଙ୍ଗୁଳୀ ଟୋକୀ ଉଦଣ୍ଡି ସୃପନରେଖା ।।
ଓଡ଼ିଶା ର ନାକ କାଟିଦେଲା ବଦନାମ୍ ଝିଅ
ବାପ ଝିଅ ମିଶି ଓଡିଶା କୁ ରାଜ୍ୟସ୍ତର ରେ ବଦନାମ କରିଦେଲେ ...ଛି !!
Fulabani kandha tanka prabala hai jaichi ta manisa manuni