Wah wah kede gyani ma tame.....evm ta machine sethipai tampering heipariba ....ballot paper re tampering hebani😂😂😂 24 yrs kau ballot paper vote re jitithilu
Hara Sahu is a wholesaler of Country Liquor in Ganjam. Is it social service? Madam please dont refer your father. You have joined BJD to get political safety, but your plan backfired.
ନବୀନ ଗଧ ଠାରୁ ହୀନ l
ମଦ ବେପାରି ସମାଜ ସେବା କରିବା😢
Sir 🙏, କଣ ପାଇଁ ଏଭଳି ଲୋକଙ୍କୁ ଆଣି interview କଲେ ଅନ୍ୟ କେହି ମିଳିଲେ ନାହିଁ କି?
ପୁରାପୁରି ମିଛ କହୁଛନ୍ତି ମାଡାମ। ଜନସେବା କରିବାକୁ କଣ ରାଜନୀତି କରିବା ଜରୁରୀ କି।
ବିନା ମୂଳ ଧନର ବ୍ୟବସାୟ 🎉
ମିଛ କହୁଛନ୍ତି ମେଡମ
ଜିତିଲେ EVM ପୁରା ଠିକ୍ ଚାଲିଛି
ହାରିଲେ EVM ଟାପଂରିଙ୍ଗ୍ ହୋଇଯାଉଛି....
ହାୟରେ ରାଜନୈତିକ ନେତାବର୍ଗ
ତୁମପରି ନେତା ପାଇଁ ଆମେ ଧନ୍ଯ
☀️💠 Thank you so much for your Truth Analysis.🙏👌🌹 ସତ୍ୟର ସ୍ୱର...NIRVAYA GUMARA KATHA କୁ ଅନେକ ଅନେକ ଅଭିନନ୍ଦନ❣️💐🌸💠⭐⭐🏵️⭐⭐🏵️⭐⭐🏵️⭐⭐🏵️
ସାର ନମସ୍କାର, ମାଡାମଙ୍କ ଅନୁଯାୟୀ ଆସିକାରୁ ହାରିବା ପାଇଁ ଯଦି ସେ ନିଜେ ଦାୟୀ, ତେବେ ବିଜେଡି ଦଳର ପରାଜୟ ପାଇଁ ନବୀନ କାହିଁକି ଦାୟୀ ନୁହଁନ୍ତି? ଧନ୍ୟବାଦ
ସାର୍ ନମସ୍କାର ଆପଣ ଙ୍କ ର ସଠିକ୍ ପ୍ରଶ୍ନ ର ଉତ୍ତର ପାଉ ନାହାଁନ୍ତି
ଯେଉଁଠି ବିଜେଡି ବିଧାୟକ ଜିତିଛନ୍ତି,ସେଠି ସବୁ ଇ ଭି ଏମ୍ ଠିକ୍ ଥିଲା ତ? ଏହି ପ୍ରଶ୍ନ ଟି ତାଙ୍କୁ ପଚାରନ୍ତୁ।ଖାଲି ନବୀନ ନବୀନ ହେଉଛି।ଆଉ କିଛି ବି ଜଣାନାହିଁ।
ନବୀନ ପଟନାୟକ ବିଜୁ ବାବୁ ଙ୍କର ପୁଅ ହିସାବରେ କ୍ଷମତା କୁ ଉପଭୋଗ କରୁଥିଲେ ସେ ନେତା ନୁହଁନ୍ତି କି ନେତୃତ୍ୱ ନେବାର quality ଵି ନାହିଁ
Yes
ପ୍ରଣାମ ମହାଶୟ, 24 ବର୍ଷ ହେଲା ନବୀନ ସରକାର କଣ ଇଭିଏମ ସହାୟତା ନେଇ ଜିତି ସରକାର ଗଠନ କରି ଥିଲେ। ଏ ପାଣ୍ଡୁଙ୍କ ମିଛେଇଙ୍କୁୁ କାହିଁ କି ନବୀନଙ୍କର ଚର୍ଚା କୁ ଡାକୁଛନ୍ତି ।
ଘଣ୍ଟ ଘୋଡାଉଛନ୍ତି
ସାର ଆମେ ବୁଝି ପାରୁନୁ ଆପଣ ଏପରି ଜଣେ ଲୋକ କୁ କାହିଁକି ନବୀନଂକ ଚର୍ଚ୍ଚା କୁ ଡାକିଲେ?
ହାରି ଯାଇଥିବା ଲୋକର କି ଅଛି .....ଆସିଲେ ଆସିଲା ନହେଲେ ନାହିଁ.....😂
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏🏻🌹🙏🏻🌹
ନବୀନ ବାବୁ କେବେ ହେଲେ ଜଣେ ରାଜନେତା ନୁହନ୍ତି. ସେ ଥଇଥାନ ହିସାବ ରେ ଏ ସ୍ଥାନ ମାଡି ବସିଲେ.
Nabina gote chora thhaka tauter.
ପୋଷା ଶୁଆ ଭଳି ପ୍ରାଞ୍ଜଳ ଭାବରେ EVM ବିଷୟରେ ବୁଝେଇକି କହିଦେଉଛି 🦜
ଆଉ କଅଁଳ ବୟସ ନାହିଁ ଫୁଲେଇ ହେଇ କଥା କହିବା ପାଇଁ।ବୟସ୍କା ମହିଳା ହେଇ କଲେଜ୍ ଝିଅ ଙ୍କ ପରି ଫୁଲେଇ ହେଇ ଡହରା ମିଛ କଥା ସବୁ କହିଲେ କଣ ହବ ! ଲୋକ ଠିକ୍ ଜାଣନ୍ତି ବିଜେଡି ନିଜ ଦୌରାତ୍ମ୍ୟ ଯୋଗୁଁ ହାରିଲା।
ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ଲୋକ ସମାବେଶ ସମ୍ବଦ୍ଧରେ ଏତିକି କୁହାଯାଇପାରେ,, ଯେହେତୁ ଚବିଶି ବର୍ଷରେ ଲକ୍ଷାଧିକ କୋଟି ଟଙ୍କା ହରିଲୁଟ କରିଛନ୍ତି, ସେଥିରୁ ଦଶ ପନ୍ଦର କୋଟିଟଙ୍କା ବାଣ୍ଟି ଜନସାଧାରଣଙ୍କୁ ଏକାଠି କରିବା ବଡ଼କଥା ନୁହେଁ / ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ /
ମ୍ୟାଡମ ସମସ୍ତ କଥା ସମ୍ପୂର୍ଣ ମିଥ୍ୟା ତଥ୍ୟ 👍। ଏଥିରେ ମୁଁ ସହମତି ନୁହେଁ।ଜୟ ଶ୍ରୀ ଜଗନ୍ନାଥ 🙏🌺
Correct
ମହାଶୟ, ନମସ୍କାର l
ଏ ଭଦ୍ର ମହିଳା କେଉଁ ଭାଷାରେ କଥା ହେଉଛନ୍ତି?
ଆଗାମୀ ଦିନରେ ଏଇପରି ନେତାମାନେ ଆମ ମାତୃଭାଷାର ଅବସ୍ଥା କ'ଣ କରିବେ?
ସତରେ ଏହା ଚିନ୍ତାର ବିଷୟ l
ଜ୍ଞାନରଞ୍ଜନ ନାୟକ
ଗୋଟିଏ କଥା ମୁଁ ବୁଝିପାରୁନାହିଁ ଯେ ନବୀନ ପଟ୍ଟନାୟକଙ୍କ ପରି ଜଣେ ଅହଂକାରୀ ଓ ପରବୁଦ୍ଧିରେ ପରିଚାଳିତ ବ୍ୟକ୍ତିଙ୍କର ଚର୍ଚ୍ଚା ସବୁବେଳେ କରୁଛନ୍ତି।ଅଥଚ ଅନ୍ୟ ଅନେକ ନେତା ଅଛନ୍ତି ଯେଉଁମାନଙ୍କୁ ନେଇ ଚର୍ଚ୍ଚା କରିହେବ।ତାହା କରନ୍ତୁ।ଗୋଟେ ରୁଚିର ପରିବର୍ତ୍ତନ ହେବା ଆବଶ୍ୟକ।
ସବୁ ମିଛ କଥା କହିଲେ ।
EVM ର ଭୁଲ ନାହିଁ ପୁରାତନ ରୋଗର ଡ୍ରାମା। ହୋଇ ଥିବା ପରାସ୍ତ ପାଇଁ ମନକୁ ସାନ୍ତ୍ଵନା ଦେବାର ମେଡିସିନ୍ । ଯେତିକି ଭୋଟ ଠିକ୍ ହୁଏ ପୋଲିଙ୍ଗ ଅଫିସର ରେକର୍ଡ ଖାତାରେ ଲିପିବଦ୍ଧ କରି ହିସାବ ଦିଅନ୍ତି। କିନ୍ତୁ ସମୟର ଶେଷରେ ଯଦି ରାଗିଙ୍ଗ ଭୋଟ ହୋଇ ଯାଏ ତ ସେ ଭୋଟ ରେକର୍ଡକୁ ଯାଇପାରେ ନାହିଁ। ଏବଂ ଇ ଭି ଏମ୍ ରେ ରହିଥାଏ। ଏଣୁ ରେକର୍ଡ ଠାରୁ ମେସିନ୍ ଗଣନା ଅଧିକ ହେବା ନିଶ୍ଚିତ। ଭୋଟ ଦାନ ଆରମ୍ଭରୁ ଏଜେଣ୍ଟ ମାନେ ୫୦ ଭୋଟ ପକାଇ ଥାନ୍ତି ମକ୍ ପୋଲରେ।ଟେମ୍ପେରିଂ ହେଲେ ତ ଏଜେଣ୍ଟ ମାନେ ମେସିନ୍ କୁ ଏଲାଉ କରି ଥାନ୍ତେ କି?
ଆମ ରାଜ୍ୟର ଭବିଷ୍ୟତ।
ତାଙ୍କୁ ଆମର ସୁସ୍ଵାଗତ।।
ଜ଼ୟ ଜଗନ୍ନାଥ!!!
Thanks
ସାର ପ୍ରଣାମ 🙏🌹
ଓକେ
ରଞ୍ଜିତା madam sabu ରାଜନୈତିକ ବ୍ୟକ୍ତି ଅବା ନେତା ନେତ୍ରୀ maneyy ନିଜକୁ public seva karibaku arpana କରିଦେଇଛନ୍ତି ବୋଲି ଭାଷଣ ବଜିରେ ଶୁଣିବାକୁ ମିଳୁଛି , ଏଥିପାଇଁ କେହି ସେମାନଙ୍କୁ ନିମନ୍ତ୍ରଣ କରି ନା ଥାନ୍ତି ,କିନ୍ତୁ ଜନତାଙ୍କ ଦ୍ଵାରା ନିର୍ବାଚିତ ହେଲାପରେ ସେମାନେ salary demand Kariba ati ଲଜ୍ଜ୍ୟା ଜଣକ କଥା , ଯଦି salary jogyata anusare posaunahin tahele nomination କରନ୍ତୁ ନାହିଁ ,
ଯୁଦ୍ଧ ଆଉ ହେବ ନାହିଁ, ଲଢ଼ିବ କାହା ସାଙ୍ଗରେ 🎉
Jay Jagannath nibin nka charcha ku namaskar excellent 🙏🙏
କେବଳ 52 ଜଣ bjd MLAଙ୍କର Evm machine temparing ହୋଇନଥିଲା ବାକି sabu Evm temparing ହୋଇଥିଲା ଏଭଳି ଗାଲୁଆ ବିଶ୍ୱ ଦରବାର ରେ ମିଳିବେନି
ଧନ୍ୟବାଦ ଝିଅ ଆଶା କରେ ବାବାଙ୍କର ଆଶୀର୍ବାଦରେ ଆଗକୁ ବଢ଼ l
ରଞ୍ଜିତା ସାହୁ ଏକ ବୃହତ୍ ନାରୀ ଶକ୍ତି ବିଜୁ ଜନତା ଦଳ ପାଇଁ। ସେ ସମ୍ଭବ ର ସ୍ଵର୍ଣ୍ଣ ସଂକଳ୍ପ। ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରୁଛି।
24 ବର୍ଷ ରେ ଆସିକା ରେ କଣ କରିଛ, ବେସି ବଡ଼ ବଡ଼ କଥା କହୁଛୁ ଖାଲି ନାଟକ, ଡକାୟତ ଓଡ଼ିଶାକୁ ଲୋଟିବା
Pls, Khaira simulia constituency M.l.A Padmalochan panda nku invite karntu ❤❤❤❤
ଆରେ ମମ୍ politics କେବେ ବି gambling ନୁହେଁ ତାହା ଲୋକ ଙ୍କ କାମ କର ଏବଂ ଅପେକ୍ଷା କର result ପାଈଁ
New person in politics madam, bright future, may settle how she strengthen in politics by showing calibre.
ଆଞ୍ଜା ସାକ୍ଷାତକାର ଭଲ ଥିଲା କିନ୍ତୁ ଅଣ ଓଡିଆ ପାଣ୍ଡୁ କୁ ଘଣ୍ଟଘୋଡାଇବା ଜମାରୁ ଭଲଲାଗିଲା ନାହିଁ 👌🙏
One and only Nabin pattanaik.
Now people think what Wrong they did.
Paisaa pain raajaniti.Lokanka sebaa baahaanaa.
Next Sanjukta Mahala.
😂😂😂😂😂😂😂
🎉🎉
These days, Jio leaders are not coming to politics to serve the people, they are doing politics for pocket money.
Sir, ରଂଜିତା mam ପାଣ୍ଡିଆନ ର ନାମ ଵି ନଉ ନାହାନ୍ତି ଏତେ ଭୟ ଏବେବି ଅଛି
ଆପଣ କୁହନ୍ତୁ sir, ପାଣ୍ଡିଆନ ପାଇଁ ବିଜେଡି ଡୁବିଲା ସେ ଯେ ପର୍ଯ୍ୟନ୍ତ ପାଣ୍ଡୁ ଅଛି ବିଜେଡି ହବନି
She will never blame to Pandian for poll mismanagement. Because Ranjita knows who is responsible for debacle.
Eita khali michhiri ta, mu bhalse jane aama gaon jhia pa... Gaon re kebe ruheni khali election pain aasithile, election sarila yanke chhuu, khali paitaa nka parichay nei election ladhile hoijiba ki...
Please nabin das, respect our watching time at ur channel , she is unsuitable, immature and a kiddo just. So please donot waste our time.
ମିଛେଇ
nabin das babu.... ye kahaku dakidele😂 !!!!! iye pagelii ta bhalia gapuchi😂
Mandira pare aau kichi kuhantu nahi Thakur thik ta pare aau kichi kuhantu nahi 😮
ସଲମାନଖାନ ର କୁକୁର ଆସିଲେ ଵି ଲୋକ ଠୁଳ ହେବେ ସେଇଟା ବଡ କଥା ନୁହେଁ
Thumbnail ରେ ନାମ ଠିକ କରି ଲେଖନ୍ତୁ କବି ଓ ସୂର୍ଯ୍ୟନଗର ଲାଗିକି ରହିବ
Madam jute bag kana development activity?
Her against candidates capable women's represent to aska
ମାଡାମ ଓଡିଶା ରାଜନୀତି ଇତିହାଷ ବିଷୟରେ ଟିକିଏ ଜାଣିବା ଉଚିତ୍ତ. ମାଡାମ ଙ୍କ ବୟସ ହିସାବରେ ସେ କେବଳ ନବୀନ ଙ୍କୁ ଚିନି ଛନ୍ତି. ପାଣ୍ଡୁ ଙ୍କ ହିସାବରେ ନବୀନ ଙ୍କ ନା ରେ କୁକୁର ଛିଡା ହେଲେ ଜିତିବା ନିଶ୍ଚିତ ଭାବି ନେଇଥିଲେ.
Nabin sir kn pain BJD neta,netri mananku dakuchanti emane sabu diha galua😕
5 years re 50 Thousand rupees debe boli ki kahithile SUBHADRA YOJANA tanka . Tharake debe boli ame kehi suninu . Michha kahuchhanti .
Stage ଉପରେ ଆମେ କହନା, ପାଣ୍ଡୁ କହୁଥିଲା କହ
Ganjam gastatre kete karmi nku buha jaithila?
Wah wah kede gyani ma tame.....evm ta machine sethipai tampering heipariba ....ballot paper re tampering hebani😂😂😂 24 yrs kau ballot paper vote re jitithilu
Kala paisa dhala karibapain rajanitiki asichhanti
Madam nkara answer diga hara
୨୦୧୯ ରେ ଡ଼ରି ଯାଇଥିଲେ ହରବବୁ
ଚିଟଫଣ୍ଡ କ୍ଷତିଗ୍ରସ୍ତ ଙ୍କୁ
Liquor tycoon of ganjam
😅😅😅😅
Madam knows that her political carrier is over .she loves tamilians.
She is not fit to be in your Charcha. Very immature statements.
Camapane olamba panchayat he asinathi
Hara Sahu is a wholesaler of Country Liquor in Ganjam.
Is it social service?
Madam please dont refer your father.
You have joined BJD to get political safety, but your plan backfired.
First time lm disputing the choice of yours in terms of inviting a person to your podcast.
ମୋର ବିନମ୍ର ଅନୁରୋଧ ଏଭଳିଆ ଗାଲୁଆ ଲୋକ କୁ ନବୀନ ଚର୍ଚ୍ଚା କୁ ଡାକନ୍ତୁ ନାହିଁ ନଚେତ ଆପଣଙ୍କ youtube ଚାନେଲ କୁ ଶନିବାର କେହି ଦେଖିବେ ନାହିଁ
Sudha odia kuha mam
Bjd kebe sata kahena
Today's episode is one of worst episode of Naveen nka charcha .....daya kari emiti ka loka nku dakantuni sir
Pandian panthi
According to madam, my son is beautiful to me, your son is beautiful to you.
Asis Singh dareiba ra mada bepari ku. Sethi pahni 2019 re stand kaleni. Jadi dum thila independent stand kaleni 2019 re
Mam you are totally unfit for politics at least in odisha