True information Many many thanks for your comments on NP, BJD, books written by Mr Banerjee Sr Journalists. God bless you Mr Sahu Sr Journalists and your family .
Jay Jagannath🙏Jay Nila Madhab🙏Omm🕉️Jay BJP🙏Jay Modi ji🙏Jay Yogi ji🙏.Respected Former CM Naveen Pattanaik and Pandu private LTD along with home deparment didn't obey court orders in 25 years and get involved in illegal works and earn money from it .GURRANTEE PURA HONE KA BHI GURRANTEE. SABKA SAATH SABKA VIKASH SABKA BISWAS SABKA PRAYAS MODI PARIVARR.DOUBLE ENGINE GOVERMENT.
Why the so called founding fathers of BJD could not win election? Nobody can spoil the carrier of any political person if that person is popular in his own constituency. You have become a paid journalist of BJP ,so it is your responsibility to blame BJD and defend BJP.
ନବୀନ ବାବୁ ହିଁ ନିଜ ଦଳର ପରାଜୟ ର କାରଣ । ମହାଭାରତର ଦୁର୍ଯ୍ୟୋଧନ ସହ ସେ ତୁଲନୀୟ।
ନବୀନ ହେଉଛନ୍ତି ଜଣେ ହୃଦୟହୀନ ସ୍ୱାର୍ଥପର ବ୍ୟକ୍ତି, ନା ସାଧାରଣ ଲୋକଙ୍କୁ ଭଲ ପାଆନ୍ତି ନା ନିଜ ଦଳର ଲୋକଙ୍କୁ।
ନିରାଟ ସତ କଥା, ground level ରାଜନେତା ମାନଙ୍କ ଭବିଷ୍ୟତ ନିଜ ସ୍ୱାର୍ଥ ପାଇଁ ନବୀନ ନଷ୍ଟ କରିଛନ୍ତି.
ନବୀନ ବାବୁ ହେଲେ କ୍ଷମତା ରାକ୍ଷସ ,ବିରାଡ଼ି ବଇଷ୍ଟମ୍ୱ ,
ରାଇଟ ସାର
ନବୀନ ବାବୁ ବେଇମାନ ନେତା।you are right।
Tame beyiman loka.
@samalfood5262 ମାଗଣା ଖିଆ।
Nabina gote Ajogya Aparaga ta, bada Beiman
ନବୀନ ନିଜର ନିର୍ମଳ ଭାବମୂର୍ତ୍ତି ତିଆରି କରିବା ପାଇଁ କୋଟି କୋଟି ଟଂକା ରାଜକୋଷ ରୁ ବୋପା ଧନ ଭଳି ଖର୍ଚ୍ଚ କରି ଚାଲିଥିଲା। ପ୍ରଚାର ସର୍ବସ୍ବ ରାଜନିତୀ କରୁଥିଲା ପୁରସ୍କାର ,ନଂ-୧ ସାଟିର୍ଫିକେଟ ସେ ନିଜେ ନିଜକୁ ଦେଉଥିଲା ପ୍ରାୟୋଜିତ ଢଂଗ ରେ। ଲୋକେ ବୁଝିଲେ ବିଦା କଲେ। ସୈତାନ ନବୀନ।
ନବୀନ ବାବୁ କ୍ଷମତା ଲୋଭି ,
ରାଜନୀତି ହିଁ କ୍ଷମତା ର ଖେଳ
ରାଜନୀତିରେ ସମସ୍ତେ କ୍ଷମତା ଲୋଭି । ସମସ୍ତେ ସରକାରରେ ରହିବାକୁ ଚାହାନ୍ତି | ତୁମେ ନେତା ହୋଇଥିଲେ ଏହି କଥା କହିଥାନ୍ତ ? ମୁଁ କ୍ଷମତା ଚାହେଁ ନାହିଁ I
ନବିନ ତ ଭଲ ଅଭିନୟ କରାଇବା ଶିଖିଛି ।ଅତି ମାରାତ୍ମକ ମଣିଷ ନବିନ ।।।ରାଜନିତି କିଛି ଜାଣିନି ନବିନ ।
ରାଜନୀତି ଜାଣିନଥିଲେ ୨୪ ବର୍ଷ ଧରି ଶାସନ କରି ନ ଥାନ୍ତି । ଏହି ନିର୍ବାଚନ ମିଛ କଥାକୁ ନେଇ BJP ଜିତିଛି । ସତକୁ ସାମନ୍ତା କରିବାର କ୍ଷମତା BJ୧ ର ନାହିଁ |
ନବୀନ ପଟ୍ଟନାୟକ ଅନ୍ୟଦ୍ୱାରା ପରିଚାଳିତ ନେତା। ନିଜେ କିଛି ବୁଝିବା ଲୋକ ନୁହଁ
ଠିକ୍ କଥା କହୁଛନ୍ତି❤❤❤ ସାର୍
ଆପଣଙ୍କ କଥା ସମ୍ପୂର୍ଣ୍ଣ ସତ। କିନ୍ତୁ ପାଣ୍ଡିଆନ ହେଉଛି ମୁଖ୍ୟ ଖଳ ନାୟକ। ଏକଥା ସମସ୍ତେ କହିବେ। ତାଙ୍କ ପାଇଁ ବିଜେଡ଼ି ହାରିଲା । ଓଡ଼ିଶା ର ସବୁ ଆଡେ ତାମିଲ ଲୋକ ଏବଂ contractor. ବହୁତ ନେତାଙ୍କ ଜୀବନ ବରାଦ କରିଛନ୍ତି। କିଛି ଚାମଚା ଏବେ ନବୀନ , ନବୀନ ହେଉଛନ୍ତି।
Pandian ku bula bujicha , tahahele aprajita kana karuchanti ?
True information Many many thanks for your comments on NP, BJD, books written by Mr Banerjee Sr Journalists. God bless you Mr Sahu Sr Journalists and your family .
ନବୀନ ପଟ୍ଟନାୟକ ରାଜ୍ୟ ଧ୍ରୁହି,ତାଙ୍କୁ କଠୋର ଦଣ୍ଡ ଦରକାର ।
ପ୍ୟାରୀ ପାଣ୍ଡିଆନ ଯଦି ନବୀନ ର ଗୋଟି ଥିଲେ ତା ହେଲେ ଖେଳାଳି ଗୋଟି କୁ ଖେଳେ ନା ଗୋଟି ଖେଳାଳିକୁ ଖେଳାଏ ? କାହା ଇଙ୍ଗିତରେ ନବୀନ ଲୁଙ୍ଗି ପିନ୍ଧି ଜୋକର ଭଳି ନାଚୁଥିଲା ??? କାହା ନିର୍ଦେଶ ରେ ପାଣ୍ଡିଆନ ଓଡିଶା ସାରା ବୁଲୁଥିଲା ??ଉତ୍ତର ଦିଅନ୍ତୁ ମହାଶୟ !
ନିଜ ଇଚ୍ଛାରେ
Thankyou Akhayabhai remember the past. Very painful.
🙏🙏ହୋମଗାର୍ଡ ମାନଙ୍କୁ ଗଲା ସରକାରରେ ପୋଲିସ ଡିପାର୍ଟମେଣ୍ଟ ଆମମାନଙ୍କୁ ବିଭିନ୍ନ ମିଛ କେଶ ରେ ଯୋଡି, ଜଣକ ନାମରେ କୌଣସି ଆପତ୍ତି ଅଭିଯୋଗ ନଥିଲେ ମଧ୍ୟ ଜଣକ ଭୁଲକୁ ସେଥିରେ ଆଉ ଜଣକୁ ଯୋଡି ,କିଛି କେଶ ନଥାଇ ହୋମଗାର୍ଡମାନଙ୍କୁ ଚାକିରିରୁ ବହିଷ୍କାର କରାଯାଉଛି . ହୋମଗାର୍ଡମାନଙ୍କୁ କଣ ଖାଲି ଚାକିରିରୁ ବହିଷ୍କାର କରିବାର ପ୍ରାଧାନ୍ୟ ଅଛି ବଡବଡ଼ିଆବାବୁ ମାନଙ୍କୁ କଣ ଖାଲି କ୍ଷମତା ଦିଆଯାଇଛି ହୋମଗାର୍ଡମାନଙ୍କୁ ବହିଷ୍କାର କରିବାକୁ. ମୋତେ ଲାଗୁଚି ବଦବଡ଼ବାବୁମାନେ ଖାଲି ହୋମଗାର୍ଡ ରୁଲ୍ସରେ ବୋଧେ ସେଇ ଧାଡିଟିଏ ଲେଖାକୁ ଘୋଷି ମନେରଖଇଛନ୍ତି. ଭୁଲଥିଲେ ତା ପାଇଁ କଣ ଆଉ କିଛି ଦଣ୍ଡବିଧାନ ସେଥିରେ ଲେଖା ନାହିଁ, ପୋଲିସ ରେଗୁଲାର କର୍ମଚାରୀ ଜେଲରୁ ଫେରି ଚାକିରୀ କରୁଛନ୍ତି. ଜଣଙ୍କ ନାମରେ FIR ଥିଲେ ବି ସରକାରୀ ଚାକିରୀ କରିପାରୁଛି.ହେଲେ ହୋମଗାର୍ଡମାନେ ଖାଲି ଚାକିରିରୁ ବହିଷ୍କାର ହେବେ ଆଉ କୌଣସି ଦଣ୍ଡ ବିଧାନ ହୋମଗାର୍ଡ ରୁଲସରେ ଲେଖା ନାହିଁ ଏହି ଆଇନ ଅଛି କି.ଏହାକୁ କୌଣସି ରାଜନୈତିକ ବ୍ୟକ୍ତିବିଶେଷ କିମ୍ବା କୌଣସି ନ୍ୟୁଜ ଚ୍ୟାନେଲ ଅନ୍ୟାନ୍ୟ ସଂଗଠନ କେହି ଏ ବିଷୟରେ ମୁଁହଖୋଲୁନାହାନ୍ତି କି କହୁନାହାନ୍ତି. ସେଥିପାଇଁ ପୋଲିସ ଡିପାର୍ଟମେଣ୍ଟ ମନଇଛା ହୋମଗାର୍ଡମାନଙ୍କ ଉପରେ ଜୁଲମ ଚଲାଇଛନ୍ତି. କେବେ ହୋମଗାର୍ଡମାନେ ଏଭଳି ଇଂଗ୍ରେଜ ପୋଲିସବାବୁମାନଙ୍କଠାରୁ ସ୍ୱାଧୀନତା ପାଇବ. ମୋର ସରକାରଙ୍କୁ ନିବେଦନ ଆମପ୍ରତି କରାଯାଇଥିବା ଅନ୍ୟାୟକୁ ପୁନଃ ବିଚାର କରି ସରକାର ଆମମାନଙ୍କୁ ସରକାର ନ୍ୟାୟ ଦିଅନ୍ତୁ.🙏🙏
ଆଧୁନିକ ଓଡ଼ିଶା ର ଆଉରଙ୍ଗଜେବ ହେଲେ ନବୀନ ପଟ୍ଟନାୟକ 😡
ଠିକ୍ କଥା କହୁଛନ୍ତି ❤
ଯେ ଯାହା କରଇ ସେ ତାହା ଭୁଞ୍ଜଇ,
ମିଛେ ମିଛେ ପାର୍ଥ କର୍ମକୁ ନିନ୍ଦଇ।।
ନବୀନ ସାର୍ ଯେପରି ଅନ୍ଯ ମାନଙ୍କର ରାଜନୀତିକ ଖେଳ ରଦ୍ଦ କରିଥିଲେ, ସେପରି ତାଙ୍କର ମଧ୍ୟ ରାଜନୀତିକ ଜୀବନ ଖତମ୍ ହେବାକୁ ଗଲାଭଳି ଦେଖା ଯାଉଛି।
Right sir
U r very much right Sir.
ଏହି ବଙ୍ଗଳି ଓଡିଶା ରାଜନୀତି ବିଷୟରେ କହୁଛି। ଯେପରି ଓଡିଶାରେ କେହି ଭଲ ସାମପାଦିକ୍ ବିଦ୍ୟମାନ ନାହାଁନ୍ତି | ଆମେ କାହିଁକି ଏହି ବ୍ୟକ୍ତିଙ୍କ ଉପରେ ନିର୍ଭର କରିବୁ | ସୋମୁୟ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କ ଅପେକ୍ଷା ରୁବେନ୍ ଅଧିକ ବିପଜ୍ଜନକ ଅଟେ। ଏକ ଓଡିଆ ଭାବରେ ଆମେ ନିଜକୁ ଲଜ୍ଜିତ ହେବା ଉଚିତ୍ |
Right Speaking Bhai
Very good comments sir❤❤❤❤
You are Right
You are right
Right
👌
ଚିରଦିନ ପାଇଁ ନୁହଁଇ କାହାର ପୂଣ୍ୟଭୂମି ବସୁନ୍ଧରା।
ଭାବୁଛନ୍ତି ରାୟେ ନିଜ ବାହୁବଳେ କାଳଜୟୀ ହେବେ ପରା।
ଇଚ୍ଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ ସମସ୍ତଙ୍କ ଭାଗ୍ୟଡୋରି।
ନିଜ ଭାଗ୍ୟ ଡୋରି କାଳ ହସ୍ତେ ଏହା ପକାନ୍ତି ହେଳେ ପାଶୋରି।
Bhai apanku dhanyawad
Very correct sir
ରାଜ୍ୟର ବିକାଶର ଦାୟିତ୍ବ ମୂଖ୍ୟମନ୍ତ୍ରୀ ଙ୍କ ର। କାହାର ରାଜନୈତିକ କ୍ୟାରିୟର ଗଢିବା ପାଇଁ ନୁହେଁ। ବହୁତ ବ୍ୟକ୍ତି ମାନଙ୍କ ର ରାଜ୍ୟ ନୈତିକ କ୍ୟାରିୟର ଗଢିଥିଲେ ବିଜୁବାବୁ। କଣ କଲେ ସେମାନେ ବିଜୁବାବୁଙ୍କ ସହିତ? ଅନେକ ସାଧାରଣ କର୍ମୀଙ୍କୁ ରାଜନେତା ବନାଇଛନ୍ତି, ସେ କଥା କହୁନାହାନ୍ତି
ଆପଣ କଥା ସତ୍ୟ ।
You are absolutely right. Biju Babu was betrayed by his own students.
Sir 🙏🙏🙏🙏🙏💐
Right 👍
ବେଇମାନ ରାଜନେତା। ଚୁତିଆ ବିଶ୍ୱାସ ଘାତକ କୃତଘ୍ନ ନବୀନ । ଓଡିଆ ମାନେ ଠିକ୍ ଜବାବ ଦେଇଛନ୍ତି। କାରଣ ଏ ଚୁତିଆ କୁ ଓଡ଼ିଆରେ ଆଉ କେହି ବି ରାଜନେତା ମିଳୁନଥିଲେ ପାଣ୍ଡୁ କୁ ବି ଆଣିଥିଲା ।ଏଥର ଓଡ଼ିଶା ଲୋକ ମାନଙ୍କୁ ଗାଣ୍ଡି ମାରି ଥାଆନ୍ତା , ଜଗନ୍ନାଥ ପ୍ରଭୁ କହିଲେନି ।
ଭାଇମାନେ ପାଣ୍ଡୁ ଗଲା ଆମେ ସମସ୍ତେ ଖୁସି । କିନ୍ତୁ ଓଡ଼ିଶାରେ ଆହୁରି ଅଣ ଓଡ଼ିଆ ନେତା ଅଛନ୍ତି - ସେମାନେ ବି ବାହାରିବା କଥା | ଅପରାଜିତ ସଡଙ୍ଗୀ -MP(from Bihar),ଆଶ୍ୱିନୀ ବୈଷ୍ଣବ -MP (from Rajasthan). ଏମାନଙ୍କୁ ତଡାଯାଉ ।
Okay thanks bro ❤
ଠିକ୍ କଥା କହିଛନ୍ତି
Nabin sir odisha lokanku
Thaki nije thakai hele
Jay Jagannath🙏Jay Nila Madhab🙏Omm🕉️Jay BJP🙏Jay Modi ji🙏Jay Yogi ji🙏.Respected Former CM Naveen Pattanaik and Pandu private LTD along with home deparment didn't obey court orders in 25 years and get involved in illegal works and earn money from it .GURRANTEE PURA HONE KA BHI GURRANTEE. SABKA SAATH SABKA VIKASH SABKA BISWAS SABKA PRAYAS MODI PARIVARR.DOUBLE ENGINE GOVERMENT.
ଯିଏ ଓଡିଶା ୨୪ବର୍ଷ ଓଡ଼ିଆ କହିପାରିଲା ନାହିଁ ସେ ଓଡିଶା ରହିବା ଠିକ ନୁହେଁ ଏଇଟା କଣ ଇଂଲଣ୍ଡ ଭାବିଲା ସବୁ କଥା ରେ କଣ ଇଂଲିଶ ? ଅତି କମ ରେ ଓଡ଼ିଆ ରେ କୁହ ଓଡ଼ିଆ ଲୋକ ବୁଝିବେ ପାରିବେ ବିହାରୀ,, ବଙ୍ଗାଳି ଓଡିଶା ରେ ରହି ପାରଫେକ୍ଟ ଓଡ଼ିଆ କହୁଛନ୍ତ ତୁମେ ବିଜୁ ବାବୁ ଙ୍କ ପୁଅ ହୋଇ ପେରଫେକ୍ଟ ଓଡ଼ିଆ କହିପାରିଲ ନାହିଁ ଲଜ୍ୟା ଲାଗୁନାହିଁ,,,, ଓଡିଶା ରେ ରହି ଇଂଲିଶ ଚୋଦୁ ଚ
ମୋହନ ମାଝୀ apple phone ku ଆଫୁଲୁ କହୁଛି , ଖରାପ ଲାଗୁନି cm ର କ'ଣ standard ହେବା କଥା ତାହା ମୋହନ ମାଝୀ ପାଖରେ ନାହିଁ ।
ଭାଇ ତମେ ଶୁଦ୍ଧ ଓଡ଼ିଆ କୁହ କି ?
Jay Nabeen 🙏 Jay Jagannath 🙏 ❤❤❤❤❤❤❤❤❤❤❤❤❤
Perhaps Nabin pattanaik and Pandian are equally and severally reslonsible for BJD being out voted
Nabin is best cm❤️💚💚💚
ଆପଣ କିଛି କହିଲେ ଆମେ ଶୁଣିଲୁ, ଏବେ ଆମ କଥା ଶୁଣନ୍ତୁ।ସେତେବେଳେ ପ୍ୟାରୀ ନବୀନ ଙ୍କୁ ପରାମର୍ଶ ଦେଉଥିଲେ. ବିଜୟ ମହାପାତ୍ର ଙ୍କୁ ବାହାର କରିବାକୁ କାରଣ, ବିଜୟ ମହାପାତ୍ର ଙ୍କ ଦୌରାତ୍ମ୍ୟ ବଢ଼ି ଯାଇଥିଲା, ପରେ ପ୍ୟାରୀ ବାବୁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ଥିଲେ.କିନ୍ତୁ ପାଣ୍ଡିଆନତ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନଥିଲେ, ତେଣୁ ଅପଣଂକ ଯୁକ୍ତି ପ୍ରାୟୋଜିତ ଲାଗୁଛି ..।
Naveen hero
ରାଜନୀତି ଚ୍ୟାରିଅର ନୁହଁ
Pandian comeback
ଓଡ଼ିଶାର ଅଧିକାଂଶ ସାମ୍ବାଦିକ ଓ ଜନତା ମୂର୍ଖବୋଲି ପ୍ରମାଣିତ ହୋଇଗଲା, କାରଣ ଗୋଟେ ଅଣଓଡ଼ିଆ ବେଈମାନ ନବୀନ ପାଖରେ ଆତ୍ମ ସମର୍ପଣ କରିଥିଲେ 25ବର୍ଷ ଧରି ! ଜଣେ ବଙ୍ଗାଳୀ ସାମ୍ବାଦିକ ସାହାସିକ ପଦକ୍ଷେପ ନେଇ ବେଈମାନ ନବୀନର ଖୋଳପା ଛଡାଇ ଭିତରର ଚେହେରା ଦେଖାଇବାରେ ସକ୍ଷମ ହୋଇଗଲେ ! ଏହି ସାମ୍ବାଦିକ ମଧ୍ୟ ଦିନେ ବେଈମାନର ଗୁଣ କୀର୍ତ୍ତନ କରୁଥିଲେ !
ଆମେ ସମସ୍ତେ ନବୀନ ପଟ୍ଟନାୟକଙ୍କୁ କେତେ ଦୂର ଜାଣିଛେ ? ଯେଉଁ ବଙ୍ଗାଳୀ ବାବୁ ବହି ଲେଖିଛନ୍ତି , ସେ କେତେ research କରିଛନ୍ତି , ତୁମେ ଜାଣିଛ ? ନବୀନ ପଟ୍ଟନାୟକ କ୍ଷମତାରେ ଥିଲା ବେଳେ କେହିତ ବହି ଲେଖୁ ନ ଥିଲେ, ଏବେ ଏସବୁ କାହିଁକି ?
@boblychagli5951 2018ମସିହାରେ ରୁବେନ ବାନାର୍ଜୀ ବହି ଲେଖିଥିଲେ, ଏବେକାର ବହି ତାର ଦ୍ୱିତୀୟ ସଂସ୍କରଣ ! ତାପରେ ନବୀନ ଶାସନ ହିଟଲର ଶାସନ ପରି ଥିଲା ! ସାଧାରଣ ଲୋକେ ଯଦି ବିରୁଦ୍ଧରେ କହୁଥିଲେ ତ ତାଙ୍କ ଅବସ୍ଥା ବାର ବଜାଇ ଦେଉଥିଲେ !
ସେମିତି କିଛି ନୁହେଁ । ଗଣତନ୍ତ୍ର କାହା ବାପା ସମ୍ପତ୍ତି ନୁହେଁ ଯେ ବଞ୍ଚିଥିବା ଜାହେନ୍ ରାଜଗାଦି ଭୋଗୁଥିବ।
bala katha
Really Naveen was a great Shaitaan who damaged the labour policies of agriculturists,farmers,labourers and other skilled persons.
ଅରୁଣ ସାହୁ ଏବେ ଅକ୍ଷୟ ବାବୁ ଯାହା କହୁଥିଲେ ଆପଣଙ୍କ କାନରେଶୁଣୁଛନ୍ତିନା,
Chora maagihaa nabeen pandian ku guli kara.
Nabin Patnaik is responcible for faulure 0f BJD
Semne kana bhla loka thile
Yes pyari babu nkara anasta bhogile pandian
Pandian ku sabu daruchanti
Aee sambadikaku kichi pacharani bjp loka eae
Nabin Pattnaik just like Indira Gandhi
Nabin patnayak is finest leader...in his period so many govt vacancy released but now empty
Maybe NABA Das ku Nabin out karichi
Apankar bi icha thila ame bi janichu.
All leader's u said are selfish person... Naveen done very good step..
Pandian ku daru chi a bjp
Ñabin Pattnaik best sethipain se 25 barsa sasana karithile aukehi 25 barsa sasana Kari dekhantu ❤❤jia jaha kahile bi Nabin Pattnaik best❤❤
It very sad news . Nabin not a political leader,he is administered they are directed by IAS Persons.so bjd suffering
You are correct
Your bite 100 percent ok.
Only betrayal that will be in history now clear from Ruben book
Nabin the Great, tanku charcha kari lava nahin, je lovo kala se mariba
Naveen patNayak kan. Odissa. Ra pata padi.............
Evm abong chora mananka pain BJD aji hari janichanti Nabin Pattanaik. Chaka akhi sabu dekhuchi.
ତମେ ତର୍ଜମା କରିବା ଦରକାର ନାହିଁ ତୁମ ମୁଖକୁ ମିରରରେ ଦେଖ
Naveen Indian politics re jane beiman byakti
Telamari.odissaku.bhadare.deidele.
Ehi.chess.ra.goti.bjdku.sesakari.budaile
Bjd.sabu.neta.khyamata.lovi.mudra.rakhyas.sabu.mudra.rakhyasmane.odissara.lokanku.mari.khaichhanti
Akhya bjp lok
Bangali Babu bahi lekhile odia babu tu gote bahi lekhe tu bi odia asmita kath kahuchu para to thhi dam nanhi lekhibaku
ତୁମେ OTV ର ଦଲାଲ କରିବା ଛାଡି ଦେଲ କି 😂😂😂
BJP thu Bhala payment ebe miluche…Akhaya babu bahut subidhabadi Journalist 🤫Nijaku Journalist kahiba agaru Journalist ra kama kn bujhantu
World Ra no1 selfish politician
Tunmunia Nabin patanaik
Aahuri anek bekar politician nka career kharap karibara darkar. Lage raho nabin nahele Odisha progress karibani.
Tame kaha payi bite daucha bjp payi ?
Lava ashare apana thile,na paibaru ebe birodha karuchhanti,eka pakhia katha kahuchhanti
Bjd.ra.sabu.mudra.rakhyass.mananku.eswar.dwansa.karichhanti.sara.odissa.loke.janiparile
Chora
Nabin Gote Chora, Bhrastachari Loka Tara Bhitiri Gumara Ku Jie Samarthana Kare Se Ta Pain Bhala Au Swachha Loka Ku Kadhidie
ବିଲକୁଲ ଠିକ କଥା
Nabina.babu..bansa.buda..dahuka
କିଛି ଫରକ୍ ପଡିବନି. ନବୀନ ବାବୁ ଓଡ଼ିଆ ହେରୋ ପ୍ରତ୍ୟେକ ଲୋକଙ୍କ ମୁଖାରୁ ଶୁଣ.କିଛି କହିଲେ ବୁଝା ପଡ଼ିବ ନାହିଁ
Faltu news
Why the so called founding fathers of BJD could not win election? Nobody can spoil the carrier of any political person if that person is popular in his own constituency. You have become a paid journalist of BJP ,so it is your responsibility to blame BJD and defend BJP.
ତୁମେ କି ସାମ୍ବାଦିକ?
Sabudalare bhai kshyamata lovi😅😅
Yes sir Right
Exactly 💯
Right sir