ଏମିତି ଦେଖାଯାଉଛି ନୂଆ ଲକ୍ଷ୍ମୀ ବସ୍ | Laxmi Bus Colour Will Change | LAccMI Bus Scheme | CM Mohan Majhi

แชร์
ฝัง
  • เผยแพร่เมื่อ 3 ต.ค. 2024
  • ଏମିତି ଦେଖାଯାଉଛି ନୂଆ ଲକ୍ଷ୍ମୀ ବସ୍ | Laxmi Bus Colour Will Change | LAccMI Bus Scheme | CM Mohan Majhi
    Laxmi Bus name changed. Laxmi Bus became the Chief Minister's Service Bus. Transport Minister Bibhuti Bhushan Jena gave this information. He said, there should be no partisan smell in any government scheme. A bus will come from the panchayat to the block head quarters. The priority of the BJP government was to provide bus services to the people. Laxmi Bus has now been named after Chief Minister Bus Seva. On the other hand, some of the Laxmi buses at Dhenkanal bus stand have been repainted and are now being painted orange.
    #laxmibus #naveenpatnaik #laccmibus #govtbus #mohanmajhi #cmmohanmajhi
    #bjp #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

ความคิดเห็น • 867

  • @ChhabilalGond1244
    @ChhabilalGond1244 3 หลายเดือนก่อน +204

    ବିଜେଡି ସରକାର ଙ୍କୁ କହିଥିଲେ ସ୍କୁଲ କାନ୍ଥ ରେ ରଙ୍ଗ ଦେଲେ ବିକାଶ ହୁଏ ନାହିଁ, ଲକ୍ଷ୍ମୀ ବସ ରଙ୍ଗ ଦେଇ ବିକାଶ କରୁଛନ୍ତି କି ,

    • @_mrrocky_5526
      @_mrrocky_5526 3 หลายเดือนก่อน +2

      Bala vikas karuchathi

    • @agofamily
      @agofamily 2 หลายเดือนก่อน

      Bjp kahu thila school and bus colour Dalia colour kahuchhi bele change kala bele colour ta Bala yellow bjp colour....

    • @jaydebmajhi236
      @jaydebmajhi236 2 หลายเดือนก่อน

      Thank you sir 🙏🙏🙏🙏🙏

  • @lilianaik5756
    @lilianaik5756 3 หลายเดือนก่อน +66

    ତମେ ସବୁ ବେଲଜ୍ୟା ବିଜେପି ଦଳ ନିଜର କିଛି ଯଜନା କରିବାର ଅକାତ ନାହିଁ ବିଜେଡି କରିଥିବା ଜିନିଷ ନାମ ବଦଳାଇ ନିଜ ନାମ ଦିଅ ଆରେ ବେଲଜ୍ୟା ମାନେ ତମେ କିଛି କରି କି ଦେଖାଓ ସରକାର ବଦଳାଇ ଥିଲୁ କିଛି ଉନ୍ନତି କାଯ୍ୟ କରିବା ପାଇଁ ରଙ୍ଗ ବଦଳିବା ପାଇଁ କି ଏକାଇସିଆ ନାମ କରଣ ପାଇଁ ନୁହେଁ

    • @manojdas1374
      @manojdas1374 3 หลายเดือนก่อน

      Bjd gandi maraa dhanare Kari thila

    • @KalkiAvatar-z2e
      @KalkiAvatar-z2e 2 หลายเดือนก่อน

      @@lilianaik5756 ଆରେ ମାଗିହା ତୋର ଜଦି ବିଜେପି ପ୍ତି ଆକ୍ରୁଷ୍ଟ ହଉନି ବିଷ ଖାଇକି ତୋ ଦଳର ଓଜନ ରଖୁନୁ....

  • @Ananda_giri
    @Ananda_giri 3 หลายเดือนก่อน +96

    ଏ ସରକାର ଓଡ଼ିଶା କୁ ଲୁଟିବା ପାଇଁ ଆସିଛି

    • @djsidhumusic3355
      @djsidhumusic3355 3 หลายเดือนก่อน +3

      Au pandu Kn karuthila

    • @psmutiprabha
      @psmutiprabha 2 หลายเดือนก่อน +3

      ଓଡ଼ିଶା ଲୋକ ପାଠ ପଢ଼ିକି ବି ମୂର୍ଖ ଭାଇ ,ସେଥି ପାଇଁ ତାଙ୍କ ଗୋଟେ କୁକୁର କୁ ରଖିଛନ୍ତି।

  • @nakulabehera8456
    @nakulabehera8456 3 หลายเดือนก่อน +174

    ମୁଖ୍ୟମନ୍ତ୍ରୀ ବାପା ପଇସା ରେ ବସ୍ କିଣା ହେଉଛି ମୁଖ୍ୟମନ୍ତ୍ରୀ ହେଲେ ମୋଦୀ ର ପାଦଚଟା କୁକୁର

    • @Devraj-ns5vg
      @Devraj-ns5vg 3 หลายเดือนก่อน +1

      Semiti koe ba tik nuo

    • @sabyasachi67
      @sabyasachi67 3 หลายเดือนก่อน +7

      Kahin ki kahibani ଠିକ୍ କହିଛି। ଆମେ Karnakata,ଆନ୍ଦ୍ରପ୍ରଦେଶ ରେ ବି ଦେଖିଛୁ। ସେଥି ସରକାର କବାଦଳିଗଲେ ବସ ର ରଙ୍ଗ ବଦଳି ଯାଉନି। ଲୋକଙ୍କ ପଇସା ଅଯଥାରେ ଖର୍ଚ୍ଚ ହଉଚି

    • @sisirmohan7517
      @sisirmohan7517 3 หลายเดือนก่อน +4

      କଣ ଦରକାର ଥିଲା। ରଙ୍ଗ କଣ ଫିକା ପଡ଼ିଥିଲା କି।। ତମେ ଯୋଉ ଗେରୁଆ ରଙ୍ଗ କରିଛ ଏଇଟା କଣ ଦଳୀୟ ଗନ୍ଧ ନୁହ କି। ଭଲ କାମ କର ଏ ରଙ୍ଗ ବଦଳେଇବା କାମ କଲେ ଜନତା ଆର ଥରକୁ ତମକୁ ବଦ ଲେଇଦେବେ

    • @ratikantasahoo4729
      @ratikantasahoo4729 3 หลายเดือนก่อน +1

      Modi ghara Security

    • @ratikantasahoo4729
      @ratikantasahoo4729 3 หลายเดือนก่อน +1

      Pura Pada Chata Kokora

  • @SM99955
    @SM99955 3 หลายเดือนก่อน +98

    ମୁଖ୍ୟ ମନ୍ତ୍ରୀ ବସ ସେବା ନାମ ପରିବର୍ତ୍ତନ କରି ସାଧାରଣ ଜନତାଙ୍କ ବସ ସେବା ବୋଲି କରାଯାଉ ।

    • @SurathBehera-fj1id
      @SurathBehera-fj1id 3 หลายเดือนก่อน +3

      ଆଗରୁ ସୋଇଥିଲକୀ

    • @AsitKumarSa
      @AsitKumarSa 3 หลายเดือนก่อน +1

      @@SurathBehera-fj1id ebe uthilo bodhe

    • @jamesrinku1995
      @jamesrinku1995 2 หลายเดือนก่อน

      ​@@AsitKumarSaTame uthithila bodhe 😂😂 kahilani tk

    • @SugyanKusum
      @SugyanKusum 2 หลายเดือนก่อน

      Tume right kahuchho sir...hele modi bus seva karithile keisa heithanta😂😂😂😂​@@SurathBehera-fj1id

    • @jiki.polad8642
      @jiki.polad8642 2 หลายเดือนก่อน

      Ea bi thik

  • @shyamsundarrath275
    @shyamsundarrath275 3 หลายเดือนก่อน +345

    ସ୍ତ୍ରୀ ଯଦି ଶାଢ଼ୀ ବଦଳାଇ ନୂଆ ଶାଢ଼ୀ ପିନ୍ଧେ,
    ତେବେ,ସେ କ'ଣ ଆଉ କାହାର ମାଇପ ହୋଇଯାଏ?ଏହା ଏକ ହୀନମନ୍ୟତା

    • @santoshsethi8627
      @santoshsethi8627 3 หลายเดือนก่อน +12

      Excellent comment 👍

    • @tribenipatra3213
      @tribenipatra3213 3 หลายเดือนก่อน +8

      Thik

    • @tribenipatra3213
      @tribenipatra3213 3 หลายเดือนก่อน +8

      Bjp khali name change karibo kahinki na se au kahara name dekhibaku ki sunibaku pasand kareni tebe se Jodi kichhi karibaku chahunchhi nua Karu nahanti .

    • @Dragonwarrior23
      @Dragonwarrior23 3 หลายเดือนก่อน +5

      Bhai, next level comment 🙏🙏🙏

    • @GangadharSahu-zf5zg
      @GangadharSahu-zf5zg 3 หลายเดือนก่อน

      ​@@tribenipatra3213bjd Kala ବିଜେପି kakheib

  • @hatakishoresahoo1984
    @hatakishoresahoo1984 3 หลายเดือนก่อน +74

    ଜେତେଜାହାକହିଲେ ଆମେ କହିବୁ laxmi bus. Naveen jindabad.

  • @bhabanibiswal4975
    @bhabanibiswal4975 2 หลายเดือนก่อน +10

    ସମୟକୁ ଅପେକ୍ଷା କରାଯାଉ l କଣ ଥିଲା ଆମର ଅବସ୍ଥା ଏବଂ କଣ ହେବାକୁ ଯାଉଛି ଦେଖିବାକୁ ବାକି ରହିଲା l

  • @SarojMajhi-p1g
    @SarojMajhi-p1g 3 หลายเดือนก่อน +69

    କ'ଣ କହିଲେ ? ବର୍ତ୍ତମାନ କୌଣସି ରାଜନୈତିକ ଗନ୍ଧ ନାହିଁ ? ହଇରେ ଭାଡ଼ୁଆ ମାନେ BJP ର ରଙ୍ଗ ପରା ଗେରୁଆ ରଙ୍ଗ, ଆଉ ଏବେ ସେହି ଗେରୁଆ ରଙ୍ଗକୁ ହିଁ ତ ଏହି ମାନେ ବର୍ତ୍ତମାନ ବସରେ ବୋଳିଦେଇଛନ୍ତି । ତେବେ କେମିତି କହୁଛ କି ବର୍ତ୍ତମାନ କୌଣସି ରାଜନୈତିକ ଗନ୍ଧ ନାହିଁ ବୋଲି

    • @bhagbatclick
      @bhagbatclick 3 หลายเดือนก่อน

      hayebe murkha laxmi bus re sankha chinh thila aethi kouthi padma chinna achhe be andha

    • @Dj-Daya2
      @Dj-Daya2 2 หลายเดือนก่อน +2

      Right Broo.....

    • @bhagbatclick
      @bhagbatclick 2 หลายเดือนก่อน

      @@Dj-Daya2 what right brow tumankapare faltu lokamanka paine aji Bharat barabad heuchhi

  • @tusarkantanayak6084
    @tusarkantanayak6084 3 หลายเดือนก่อน +170

    ରଙ୍ଗ ବଦଳରେ ମନ୍ତ୍ରୀ କେତେ ଟଙ୍କା ଖାଇଛନ୍ତି ହିସାବ ଦେବେ

    • @debaduttapatanaik453
      @debaduttapatanaik453 3 หลายเดือนก่อน +6

      ବସ କିଣା ରେ କେତେ ଖାଇଥିଲେ

    • @tusarkantanayak6084
      @tusarkantanayak6084 3 หลายเดือนก่อน

      @@debaduttapatanaik453 ରଙ୍ଗ କରିବା କେତେ ଠିକ ତାହା ଲୋକ କହିବେ

    • @sundargarhsng9463
      @sundargarhsng9463 3 หลายเดือนก่อน

      ​@@debaduttapatanaik453😅

    • @MadhabBhola-oo9ud
      @MadhabBhola-oo9ud 3 หลายเดือนก่อน +1

      Amana khai jiba

    • @anuragparida310
      @anuragparida310 3 หลายเดือนก่อน

      Tume lakhmi bas kina re kete khai thile se hisab tume deba na tuma bopa deba.

  • @soumyaranjanmohanty4746
    @soumyaranjanmohanty4746 3 หลายเดือนก่อน +128

    ବିଜେପି ସରକାର ର ପୁରୁଣା ଅଭ୍ୟାସ ଅଛି ନାମ ବଦଳାଇବା ଏଥିରେ କିଛି ନୂଆ କଥା ନାହିଁ 😂

    • @banamalibehera8781
      @banamalibehera8781 3 หลายเดือนก่อน

      NAVEEN KEMITI KENDRA JOJANAAKU BADALEI BIJU PAKAA GHARA KARITHILAA.

    • @pratap7254
      @pratap7254 3 หลายเดือนก่อน +2

      କଲର୍ ଆଉ ନାମ bjpସରକାରର ବସ୍ bjdସରକାର😂😂 ର

    • @GangadharSahu-zf5zg
      @GangadharSahu-zf5zg 3 หลายเดือนก่อน

      @@banamalibehera8781 Kendra r name kn thilu.janicha

    • @bhagbatclick
      @bhagbatclick 3 หลายเดือนก่อน

      asubidha kouna.....mukhyamantri nama hela kou party ba loka ku kuhahela nahi,,tapare sankha chinna v nahi...

    • @localmastitime5262
      @localmastitime5262 2 หลายเดือนก่อน

      @@soumyaranjanmohanty4746 ହଁ ଯେମିତି ବିଜୁ ପକ୍କାଘର

  • @sikakalia2234
    @sikakalia2234 3 หลายเดือนก่อน +93

    ବସ୍ ର ରଙ୍ଗ ଗେରୁଆ କାହିଁକି କଲ,,,,, ଏହା ବୋଧେ ଦଳୀୟ ଗନ୍ଧ ନୁହେଁ,, ଆ ଥୁ ଛି ହୀନ ରାଜନୀତି,,, ତମକୁ ଆଉ କଣ ରଙ୍ଗ ମିଳିଲାନି,,,, କିଛି ନୂଆ କରି ଦେଖାଅ

    • @SurathBehera-fj1id
      @SurathBehera-fj1id 3 หลายเดือนก่อน

      ଆଗରୁ କଲର କଣ ଥୀଲା ଭାଇ ମନେଅଛି ନା ମନେ ପକାଇଦେବା ଶେଇ ସରକାର କଲର ଥୀଲା ନିଳ ବସ୍ କଲର ଥୀଲା ନୀଳ

    • @Sahoo5009
      @Sahoo5009 3 หลายเดือนก่อน

      ଆଉ ବିଜେଡି ଯେତେବେଳେ ସବୁଆଡ ନେଳିଆ କରି ରଖିଥିଲା, ସ୍କୁଲ କାନ୍ଥ ନେଇ ପୋଷାକ ଯାଏ, ସେତେବେଳେ କଣ ପାଟିରୁ ଛେପ ଶୁଖି ଯାଇଥିଲା କି ? ଏବେ ଛି ଥୁ ହଉଚ୍ଛ😂

    • @TunaSahu-ip5jx
      @TunaSahu-ip5jx 3 หลายเดือนก่อน

      Au jeteble green thila koudhi morithilu tu morigoluluni seteble

    • @AsitKumarSa
      @AsitKumarSa 3 หลายเดือนก่อน +1

      @@TunaSahu-ip5jx gandha katha nije minister kahuchhanti para

    • @uttambaba6800
      @uttambaba6800 3 หลายเดือนก่อน

      ​@@Sahoo5009Sabu rango dekhibaku best thila

  • @rockstarrakesh1045
    @rockstarrakesh1045 3 หลายเดือนก่อน +10

    ବସ ଆଗରୁ ସୁନ୍ଦର ଦେଖାଯାଉଥିଲା, ଏବେ ବାଳ ଭୋଳିଆ ଦେଖା ଯାଉଚି....ଚୋର ସଳେ ପରିବର୍ତ୍ତନ କରୁଛନ୍ତି👎🏻👎👎🏿

  • @RNNANDU95
    @RNNANDU95 3 หลายเดือนก่อน +80

    ସବୁ ଯୋଜନା ନବୀନ ଙ୍କର କିନ୍ତୁ ଇଏ କାନ୍ଥ ବାଡ଼ ସବୁର Colour change କରି କହୁଛନ୍ତି କି ମୁଁ କରିଛି 😮

    • @localmastitime5262
      @localmastitime5262 3 หลายเดือนก่อน

      ବିଜୁ ପକ୍କା ଘର

    • @bhagbatclick
      @bhagbatclick 3 หลายเดือนก่อน

      kouthi kahele andha murkha

    • @bap683
      @bap683 2 หลายเดือนก่อน

      Right 👍

    • @laxmipriyasahoo1
      @laxmipriyasahoo1 2 หลายเดือนก่อน

      Bt loka ta jananti ki kiye karichhi...nija patire nijara jete prasansa kale Kan haba...jojana ta sabu bjd ra

  • @lilianaik5756
    @lilianaik5756 3 หลายเดือนก่อน +12

    ସବୁ ବେକାର କାମ କରିବ କେବେ ବୁଦ୍ଧି ଆସିବ ବିଜେପି କୁ କଣ ନାମ କରଣ କରିବା ପାଇଁ ଭୋଟ ଦେଇ ଥିଲୁ

  • @sambitkumar628
    @sambitkumar628 2 หลายเดือนก่อน +8

    ସାହସ ଅଛି ତୋ ଗଛ ପତ୍ରର ସବୁଜ ରଙ୍ଗକୁ ଗେରୁଆ ରଙ୍ଗ କରୀକି ଦେଖାଅ

  • @kalebdigal7202
    @kalebdigal7202 3 หลายเดือนก่อน +14

    ଲାଜ ଲାଗୁନି ନବୀନ ସରକାର 🚌 କୁ ତମେ BJP ବସ କରୁଚ । କହୁଛ ଯେ ସମସ୍ତଙ୍କର ବସ ।ଅଲଗା ରଙ୍ଗ ଦେଲେ ହେବନିକି ସେଇ BJP ରଙ୍ଗ କଣ ପାଇଁ । ଭାଇରି ସାଧୁ ଦେଖେଇ ହେଉଛ ଲୋକେ ଯେମିତି ଜାଣି ପାରୁନାହାନ୍ତି । ଏଇ ବସ BJD ସରକାର ର ବଲି ।

  • @swarnalatabehera9059
    @swarnalatabehera9059 3 หลายเดือนก่อน +16

    ରଙ୍ଗ ବଦଳିଲେ କଣ ହବ ରେଟ ସବୁ ବଢିଇ ଦିଆ ଗଲା ଖଟିଖିଆ ମୁଲିଆ ମଜୁ ରିଆ ମାରିବେ

  • @anilrout4620
    @anilrout4620 3 หลายเดือนก่อน +15

    ଯୋଉ ରଙ୍ଗ ଖର୍ଚ୍ଚ ହଉଚି ମୁଖ୍ୟ ମନ୍ତ୍ରୀ ତାଙ୍କ କଣ ତାଙ୍କ ବାପା ଟଙ୍କା ରେ କରୁଛନ୍ତି

    • @bhagbatclick
      @bhagbatclick 3 หลายเดือนก่อน

      LAXMI bus koauna BJD taa bapa ra PAISA ru kari thila ki na to BAPA ra paisa ru karithila...

  • @maanangseri
    @maanangseri 3 หลายเดือนก่อน +26

    ମୋ ବସ୍ ବି ସମସ୍ତ ଙ୍କ ନାମରେ ତିଲା କୌଣସି ରାଜନୀତି ନତିଲା ଗେରୁଆ ରଙ୍ଗ କଣ ରାଜନୀତି କୁ ବୁଝା ଯାଉ ନାଇଁ କି

  • @chittaranjanpanda9026
    @chittaranjanpanda9026 3 หลายเดือนก่อน +53

    ଗେରୁଆ କଣ ପାଇଁ କଲ
    ତୁମେ ତୁମ ରଙ୍ଗ ଲଗେଇଲ
    ଲୋକଙ୍କ ସହ ରଙ୍ଗ ଖେଲୁଚ
    ଆମ ଟଙ୍କାରେ ଅଦିନିଆ ହୋଲି 😢😢😢
    ଯଦି କଲ ଆମ ଓଡ଼ିଶା ର ସଂସ୍କୃତି ଆର୍ଟ କଲଣି

    • @EVILDEADNANA273
      @EVILDEADNANA273 3 หลายเดือนก่อน +1

      Right 👍

    • @bhagbatclick
      @bhagbatclick 3 หลายเดือนก่อน

      hae ho babu tume kana adha pathua Gerua ranga Sanatani Dharma Ra pratika..asubidha kouthi hela...au tume kahuchha adiniea paisa re holi je aee Mo bus Laxmi bus jao BJD sarkar kari thila kana seta tanka bopara paisa thila na au kahara seta v tuma paisa thila...

  • @sumansahu7607
    @sumansahu7607 3 หลายเดือนก่อน +31

    ହୀନ ରାଜନୀତି

    • @bhagbatclick
      @bhagbatclick 3 หลายเดือนก่อน

      ess sata re ki budhiman loka tuma....

  • @kirtangatha
    @kirtangatha 3 หลายเดือนก่อน +25

    ଗାଡି ର ରଙ୍ଗ ଖରାପ ହେଲା ପରେ ପୁଣି ରଙ୍ଗ କରା ଯାଏ, ରଙ୍ଗ ଥାଉ ଥାଉ ରଙ୍ଗ କରି ବା ଭୁଲ ନିଷ୍ପତି, ସରକାର ଅଯଥା ଟଙ୍କା ବର୍ବାଦ୍ କରୁଛନ୍ତି,,,

  • @krishnakhandagiri9887
    @krishnakhandagiri9887 3 หลายเดือนก่อน +16

    ଗେରୁଆ ରଂଗ ଵଦଲାଇ ଦେଲେ ଵି ଲୋକ କହିଵେ ଲକ୍ଷ୍ମୀ ଵସ୍ ଵୋଲି ଆଉ ଏ ଗେରୁଆ ବହୁତ୍ ଜଲ୍ଦୀ ନିପାତ ହେଵ 😅😅😅😅

  • @narayannayak6176
    @narayannayak6176 3 หลายเดือนก่อน +11

    ଆଜ୍ଞା ସେ ବସ କେଉଁ ମୁଖ୍ୟ ମନ୍ତ୍ରୀ ଆଣିଥିଲେ ଯଦି ତମର ବସ ସେବା ଦେବାର ଅଛି ଆଉ କିଛି ବସ ଆଣନ୍ତୁ

    • @narayannayak6176
      @narayannayak6176 3 หลายเดือนก่อน +3

      ଖାଲି ବସ ରଙ୍ଗ ବଦଳାଇଲେ ହେବନିଲୋକେ ଜାଣିଛନ୍ତି ସେ ବସ କେଉଁ ମୁଖ୍ୟ ମନ୍ତ୍ରୀ ଆଣିଛନ୍ତି

  • @lilianaik5756
    @lilianaik5756 3 หลายเดือนก่อน +6

    ବିଜେପି ଯେମିତି ରଙ୍ଗ ବଦଳାଇ ପରେ ସେମିତି କୋଉ ଦଳ ବଦଳାଇ ପାରିବ ନାହିଁ ସେ ସତ ରଙ୍ଗି ଏଣ୍ଡୁଅ ଠୁ ଭି ଅଧିକ ଦ୍ରୁତ ଗତିରେ ରଙ୍ଗ ବଦଳାଇ ପରେ 👌😞

  • @soren-37
    @soren-37 3 หลายเดือนก่อน +12

    ସରକାର ବସ ର ରଂଗ ବଦଳାଇ ଦେଲେ ଲୋକଂକର ବିକାଶ ହୁଏ ନାହଁ, ଏକଥା ଜାଣି ପାରୁନାହାନ୍ତି କି ମାଝୀ ସରକାର, ଖାଲି ଲୋକକଂର ପଇସା କୁ କେମିତି ଖାଇବେ ସେମାନେ

  • @edtonk6277
    @edtonk6277 3 หลายเดือนก่อน +28

    ଓଡିଶା ଏହିପରି ଲଷ୍ମୀଛଡା ହଇଯିବ ।

    • @govtjobinformation7232
      @govtjobinformation7232 3 หลายเดือนก่อน

      Laccmi bus ku BJD Laxmi lekhibaru nije Laxmi nka name re rajaniti karibaru Laxmi chhada heigala.

    • @bhagbatclick
      @bhagbatclick 3 หลายเดือนก่อน

      ess sata re laxmi bus naa change hee gale laxmi chhada heejiba...wah re wah kadhua ki katha kahilu....

  • @ChandraMohan-hh3vi
    @ChandraMohan-hh3vi 3 หลายเดือนก่อน +13

    କିନ୍ତୁ ଟଙ୍କା ତୋ ଓଡିଶା ର ବର୍ବାଦ ହୋଉଛି |

  • @revanthkumarsahu9203
    @revanthkumarsahu9203 3 หลายเดือนก่อน +6

    ଏବେ ଏଇ ଗେରୁଆ ରଙ୍ଗରେ କଣ ରାଜନୈତିକ ଗନ୍ଧ ନାହିଁ.
    କାରଣ ଆଉ କୌଣସି ରଙ୍ଗ ବାଛି ପାରିବେ ନାହିଁ B.J.P ବlଲା.

  • @milanapradhan7206
    @milanapradhan7206 3 หลายเดือนก่อน +12

    ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ବସ ଭଡା ମା ମାନଙ୍କୁ 1 ଟଙ୍କା ବାପା ମାନଙ୍କୁ 2 ଟଙ୍କା ରହିଲେ ଭଲ ହୁଅନ୍ତା

  • @MobileGuru793
    @MobileGuru793 3 หลายเดือนก่อน +9

    ସମୟ ଆସିଛ ବିଦ୍ରୋହ କରିବାର
    ଏଇ ମନମୋହନ ଜାଦୁମଲମ କିଛି କାମ କୁ ନୁହ

  • @lifeislove8138
    @lifeislove8138 3 หลายเดือนก่อน +10

    BJP ର ହୀନ ରାଜନୀତି

  • @friend9449
    @friend9449 3 หลายเดือนก่อน +9

    ନବୀନ ଯୋଜନା ସାରା ରାଜ୍ୟ ବାସୀ ଜାଣିଛନ୍ତି ତମେ କାର୍ ସେବା ଯୋଗାଇଦେବାକୁ କାର୍ ଯୋଜନା କର ତମ ପାଇଁ ମଙ୍ଗଳ ହେବ

  • @himanshuparida7011
    @himanshuparida7011 3 หลายเดือนก่อน +3

    ମୁଖ୍ୟମନ୍ତ୍ରୀ ବସ୍ ନକରି goverment of Odisha ବସ୍ ସେବା କରାଯାଉ..

  • @PrakashGouda-t8g
    @PrakashGouda-t8g 3 หลายเดือนก่อน +34

    ଏ ରଙ୍ଗ ରହୀଲେ ହେଲା

    • @Oneplayer123
      @Oneplayer123 3 หลายเดือนก่อน

      @@PrakashGouda-t8g next congress

  • @kumarkrushnarout5063
    @kumarkrushnarout5063 3 หลายเดือนก่อน +2

    ରଙ୍ଗ ବଦଳେଇବା ରେ ଯେତିକି ଖର୍ଚ୍ଚ ହେଇଚି ସେଇ ଖର୍ଚ୍ଚ ଲୋକମାନଙ୍କର ପାଇଁ ଖର୍ଚ୍ଚ ହେଇଥିଲେ ଭଲ ହୁଅନ୍ତା

  • @santoshjena5811
    @santoshjena5811 3 หลายเดือนก่อน +6

    ମୁଖ୍ୟମନ୍ତ୍ରୀ ଯଦି ସମସ୍ତ କର Laxmi bus ବି ସମସ୍ତ କର

  • @jugalkishoremohapatra7922
    @jugalkishoremohapatra7922 3 หลายเดือนก่อน +7

    CM ଙ୍କର ମାଇକିନା ର ଲୁଗା ଚେଞ୍ଜ କଲେ ସେ କଣ ନବୀନ୍ ପଟ୍ଟନାୟକ ମାଇକିନା ହେଇଯିବ ସେ ଶାଳା ଗାଲୁଆଙ୍କର ବୁଦ୍ଧି

  • @AnimationOld
    @AnimationOld 3 หลายเดือนก่อน +18

    Colour change kari faltu tax paisa waste kariba kn darkar

    • @bhagbatclick
      @bhagbatclick 3 หลายเดือนก่อน

      achha tahele LAXMI bus MO bus chaleba kaouna darkar thila AUTO bala riksaw bala emankara peta patna jao laat mara hela seta koun...

  • @drgoutambiswal6717
    @drgoutambiswal6717 3 หลายเดือนก่อน +6

    ଲକ୍ଷ୍ମୀ ବସ ହେଉ କିମ୍ବା ମୁଖ୍ୟ ମନ୍ତ୍ରୀ ବସ ସେବା ଏହା କେବେ ଉତ୍ତମ ସେବା ଯୋଗାଇ ପାରିବ ନାହିଁ 😢 କ୍ଷତି ରେ ହିଁ ଚାଲିବ

  • @santoshjena5811
    @santoshjena5811 3 หลายเดือนก่อน +9

    ଏବେ ଦଳିୟ ଗନଧ ବାରି ହେଉଛି

  • @balarampanigrahi2392
    @balarampanigrahi2392 3 หลายเดือนก่อน +6

    ଜେଗାଦିରେ ବସିଲା ସେ ନିଜସ୍ୱାର୍ଥ ଦେଖିଲା

  • @SmrutiranjanSamal-nk3dt
    @SmrutiranjanSamal-nk3dt 3 หลายเดือนก่อน +29

    Colur jahabi hau nabin babu bus chaliba seita bada katha

  • @gautamsahoo559
    @gautamsahoo559 2 หลายเดือนก่อน +2

    ରାଜନୀତି ର ଗନ୍ଧ ନାହିଁ କିନ୍ତୁ ହିଂସ୍ର ରାଜନୀତି ର ଗନ୍ଧ ବାହାରୁଛି। ଲୋକେ ବି ବୁଝି ପାରୁଛନ୍ତି କିନ୍ତୁ କିଛି ଲୋକ ବୁଝି ବି ଅନ୍ଧ ହୋଇଯାଉଛନ୍ତି।

  • @JyotirmayeeNath-tj7qf
    @JyotirmayeeNath-tj7qf 2 หลายเดือนก่อน +5

    ବସ୍ ର ରଂଗ ବଦଳାଇବାରେ ଅଯଥା ଖର୍ଚ କରିଛି ସରକାର।

  • @srikantabarik8545
    @srikantabarik8545 3 หลายเดือนก่อน +3

    ଅଜଥାରେ ଲକ୍ଷ୍ଯ ଲକ୍ଷ୍ଯ ଟଂକା ଖର୍ଚ୍ଚ ହେଉଛି

  • @bmcreation4608
    @bmcreation4608 3 หลายเดือนก่อน +2

    ଜନତା ଙ୍କ ପଇସା ରେ ରଙ୍ଗ ବଦଳା ଯାଉଛି, ସରକାର ର କଣ ଯାଉଛି, ଯାହା ଇଚ୍ଛା ତାହା କର। ରଙ୍ଗ ବଦଳେଇଲେ ଓଡ଼ିଶା ର ବିକାଶ ହେବନି, ବରଂ ଅର୍ଥ ହାନି ହେବ। ଯଦି MLA ମାନଙ୍କ ଦରମା ପଇସା ରେ ରଙ୍ଗ ହେଇଥିଲେ ଭଲ ହେଇଥାନ୍ତା।

  • @UmeshPanda-j9y
    @UmeshPanda-j9y 3 หลายเดือนก่อน +3

    ଗେରୁଆ କଣ ଦଳୀୟ ଚିହ୍ନ ନୁହେଁ କି?
    ଲକ୍ଷ୍ମୀ କଣ ଦଳୀୟ ଚିହ୍ନ କି?
    ରଙ୍ଗ କରିବାକୁ ଯେଉଁ ଖର୍ଚ୍ଚ ହେଉଛି ତାହା ଲୋକଙ୍କ ପଇସା ନୁହେଁ କି?
    Oldwine in new bottle.
    ଯଦି ନାମ ବଦଳିବ ତାହେଲେ ଜନତା ବସ ସେବା ରଖନ୍ତୁ। ମୁଖ୍ୟମନ୍ତ୍ରୀ କଣ ନିଜ ଖରଚ ରେ କିଣି ବସ ସେବା ଯୋଗୋଆଉଛନ୍ତି?

  • @bijaybarc
    @bijaybarc 3 หลายเดือนก่อน +10

    It is a waste of Public money

  • @BirenNanda-t4e
    @BirenNanda-t4e 3 หลายเดือนก่อน +2

    ନାମ ବଦଳାଇ ମୁଖ୍ୟମନ୍ତ୍ରୀ ବସ ସେବା ଟା ଚଳିଥାନ୍ତା କିନ୍ତୁ ରଙ୍ଗ ବଦଳାଇବାର କଣ ଆବଶ୍ୟକ ଥିଲା... ଏହା କି BJP ରଙ୍ଗ ନୁହେଁ...

  • @rajibdas950
    @rajibdas950 3 หลายเดือนก่อน +7

    ଗାଡିର ରଙ୍ଗ ବ୍ଲୁ ହେବା ଦରକାର

  • @raghuguru8584
    @raghuguru8584 2 หลายเดือนก่อน +1

    ମନ୍ତ୍ରୀ ଭାବୁଛନ୍ତି ଲକ୍ଷ୍ମୀ ଠାକୁରାଣୀ ବିଜେଡ଼ି ର ତେଣୁ ବସ୍ ନାମ ମୂଖ୍ୟମନ୍ତ୍ରୀ ବସ୍ ନାମ କରାଗଲା କାରଣ ସେ ତାଙ୍କ ବାପାଙ୍କ ଟଙ୍କା ରେ ନିର୍ମାଣ ହୋଇଛି। ଓଡ଼ିଶା ଲୋକଙ୍କୁ ମନ୍ତ୍ରୀ ବୋକା ଭାବୁଛନ୍ତି

  • @psmutiprabha
    @psmutiprabha 2 หลายเดือนก่อน +5

    ତମେ ଯେତେ ରଙ୍ଗ ବଦଳେଇଲେ ବି ଲୋକ କହିଛନ୍ତି ହେଇରେ ଲକ୍ଷ୍ମୀ ବସ ଆସିଲା ।

  • @PLkCuty
    @PLkCuty 3 หลายเดือนก่อน +4

    ମୁଖ୍ୟମନ୍ତ୍ରୀ ନାଁ କଣ ପାଇଁ ଦେଲା😮 ଲୋକଙ୍କ ବସ୍ ନାଁ ଦେଲନି 🙄

    • @lilianaik5756
      @lilianaik5756 3 หลายเดือนก่อน +1

      ମନ୍ତ୍ରୀ ଙ୍କ ଦରମା ପଇସାରେ କିଣା ଯାଇଛି ଆମ ମହନ ବାବୁ ନିଜ ପୌତୃକ ସମ୍ପତି ରୁ କିଣି ଦାନ କରିଛନ୍ତି 🙏

    • @laxmidharbehera1878
      @laxmidharbehera1878 2 หลายเดือนก่อน

      😁😁

  • @nabinamanatya4345
    @nabinamanatya4345 3 หลายเดือนก่อน +2

    ଲୋକ ଜାଣିଛନ୍ତି ଲକ୍ଷ୍ମୀ ବସ ବଲି, ‌ହେବେ ଲୋକେ କଇବେ ଲକ୍ଷ୍ମୀ ଛଡ଼ା ବସ ବଳି

  • @JhunuDevi-w2s
    @JhunuDevi-w2s 3 หลายเดือนก่อน +3

    ଏବେ କଣ ଆଵସିଅ କ ଥିଲା କି? ରଙ୍ଗ ଚେଞ୍ଜ କରିବା ପାଇଁ କୁହନ୍ତୁ ମୋହନ ମାଝି

  • @rimjhim5916
    @rimjhim5916 3 หลายเดือนก่อน +2

    ଜଗନ୍ନାଥ ମନ୍ଦିରର ରଙ୍ଗ ବଦଳା ଯାଉ

  • @GaganbihariBalabantaray
    @GaganbihariBalabantaray 3 หลายเดือนก่อน +2

    ଏ ହା ଏ କ ହୀନମନ୍ୟତା
    ଏ ହକୁ ଘୋର ନିନ୍ଦା କରାଯିବ କଥା

  • @SARITAGAMANGO-nq9ky
    @SARITAGAMANGO-nq9ky 3 หลายเดือนก่อน +18

    Bjp sarakar mahn sir 5 year pare out 😂😂

    • @snnirmala7374
      @snnirmala7374 3 หลายเดือนก่อน +1

      Tama Navin ra ta expiry date galani😂

    • @AsitKumarSa
      @AsitKumarSa 3 หลายเดือนก่อน

      ​@@snnirmala7374mohana kichhi janini....😅😅😅signature paruchhi

    • @dijanbag2269
      @dijanbag2269 3 หลายเดือนก่อน

      Yess

    • @saudaminimatia498
      @saudaminimatia498 3 หลายเดือนก่อน

      Nabin sigham

    • @AsitKumarSa
      @AsitKumarSa 3 หลายเดือนก่อน

      @@snnirmala7374 modi katha ethi kanhi kahuchha......

  • @PRAKASHMOHANTY-x1x
    @PRAKASHMOHANTY-x1x 3 หลายเดือนก่อน +3

    ରଙ୍ଗ ବଦଳେଇବା ଖର୍ଚ୍ଚ ତ ହାତରୁ ପଡୁନି, ଚିନ୍ତା କ'ଣ। କରଦାତା ଲୋକଙ୍କ ମାଲ ଦରିଆମେ ଡାଲ।

  • @raghunathachary3626
    @raghunathachary3626 3 หลายเดือนก่อน +6

    କୋଠୀ। ଖାଇବା ରେ। Ret। ବଢ଼ିବୋ। ନହେଲେ ଟଙ୍କା। କୋଠୀ ଖୋଚ୍ଚ। ହେବ

  • @SethyBabuthepower
    @SethyBabuthepower 3 หลายเดือนก่อน +2

    ଏ bus ସବୁ ମନମୋହନ ର ମନ୍ତ୍ରୀ ବାବୁ କହି ଦିଅନ୍ତୁ

  • @chefyakub8768
    @chefyakub8768 3 หลายเดือนก่อน +2

    Waste of money changing the bus colour, that money can give our poor people,
    Change your way of Work for poor people, We want development such as :- health, education,collage, medical college, Railway connectivity each disrt, govt school development, Youjna foor poor people, etc

  • @santoshpadhykumar9418
    @santoshpadhykumar9418 3 หลายเดือนก่อน +3

    ବିଜେପି ସରକାର ୫ ବର୍ଷ ପରେ କଦଳି ଗଛ ବାନ୍ଧ ହେବ😮😮😮

  • @RKMohapatra-n5x
    @RKMohapatra-n5x 3 หลายเดือนก่อน +3

    Extravagant expenditure by Odisha Government. Non of the people have demanded to change the colour.

  • @debashismallick8149
    @debashismallick8149 3 หลายเดือนก่อน +2

    ଦଳୀୟ ଗନ୍ଧ ନ ଆସିଲେ ବି ନବୀନ ପଟ୍ଟନାୟକଙ୍କ ପ୍ରତି ଭଲ ପାଇବା ଆଉ ସମ୍ମାନ କମେଇ ପାରିବ ନାହିଁ ଏ ଗେରୁଆ ସରକାର, କାରଣ ଏହି ସବୁ ଯୋଜନା ନବୀନ ସରକାର କରିଛି। ସେ ଯୋଜନା ର ସୁବିଧା ଯେବେ ଯାଏଁ ଲୋକମାନେ ପାଉ ଥିବେ ସେତେ ଯାଏଁ ନବୀନ ବାବୁ ସମସ୍ତଙ୍କ ହୃଦୟ ରେ ରହିବେ। ତମେ ରଙ୍ଗ ବଦଳାଇ ଦିଅ କି ନୂଆ ବସ ଚଲେଇ ଦିଅ ଯୋଜନା ତ ଆରମ୍ଭ କରିଛି ନବୀନ ସରକାର। ସଦା ସର୍ବଦା ଜନତା ଙ୍କ ମଙ୍ଗଳ ଚିନ୍ତା କରୁ ଥିବା ଦଳ BJD ଦଳ।❤

  • @Akumar....
    @Akumar.... 3 หลายเดือนก่อน +1

    ମୁଖ୍ୟ କଥା ଟା ହେଲା ଏ ସବୁ ସ୍କିମ୍ କୁ କାଟି ପାରିବ ନାହିଁ ସେଥି ପାଇଁ ବାଧ୍ୟ ହୋଇ ରଙ୍ଗ ବଦଳାଉଛି ଏବେ ଖାଲି ଅପେକ୍ଷା କରିବା କଥା bjp govt ଏମିତି କେଉଁ ସ୍ମିମ୍ ଆଣିବ ଯେଉଁଟା କି ଅନ୍ୟ କେହି କାଟି ପାରିବେ ନାହିଁ😂😂😂

  • @manashnayak2794
    @manashnayak2794 2 หลายเดือนก่อน

    ଲୋକଙ୍କୁ ସାହାଯ୍ୟ ସହ ଜୋଗ ନକରି ବାଜ୍ୟ ଜିନିଷ କରୁଛି ବେକାର ସରକାର ଙ୍କ ବେକାର କାମ 💯

  • @gospelshow5148
    @gospelshow5148 3 หลายเดือนก่อน +2

    Laxmi Bus _Name Bhala Tila 👍

  • @abhimanyudash8360
    @abhimanyudash8360 2 หลายเดือนก่อน

    ମନୁବାଦୀ, ବ୍ରାହ୍ମଣବାଦୀ ଲୋକେ ବିଜେପି କୁ ଭୋଟ ଦିଅନ୍ତି.. ଭଲ ହୋଇଛି.. ଝେଲିବା 5ବର୍ଷ.. ମହାଆନନ୍ଦ ଲାଗିବ.. ଏବେ ଯାଏ ଓଡ଼ିଶାବାସି ମୋଦିକୁ ଚିହ୍ନି ପାରିଲେ ନି...

  • @Desiboyz-n3d
    @Desiboyz-n3d 3 หลายเดือนก่อน +1

    ତମେ ଖାଲି କଲର ବଦଳେଇବାକୁ ଆସିଛ। ରଙ୍ଗ ବଦଳେଇ ବଦଳେଇ ୫ ବର୍ଷ ବିତିଯିବ ଆଉ କିଛି କାମ କୁ ନୁହଁ ସବୁ ପଇସା ବର୍ବାଦ କରୁଛ

  • @babupradhan2607
    @babupradhan2607 2 หลายเดือนก่อน

    ନବୀନ ପଟ୍ଟନାୟକ ସରକାର very good ❤

  • @mirapatra8545
    @mirapatra8545 3 หลายเดือนก่อน

    ଲକ୍ଷ୍ମିବସ୍ ନାକଣଖରାପଥିଲାମୋହନମାଝିକଣକରିଥିଲାଏରଙ୍ଗରହିଲେହେଲାରାଜନୀତିରତଗଧନାହିଆଉରଙ୍ଗବଦଳଉଥିଲକାହିକିଧର୍ମସହିଲେହେଲା

  • @debashisnayak5564
    @debashisnayak5564 3 หลายเดือนก่อน +1

    ଏବେ ଆଉ କୌଣସି ଦଳ ର ରଙ୍ଗ ଲାଗିନି..... ଲୋକ କଣ ମୂର୍ଖ ନା ହାଣ୍ଡିଆ ପିଇ ବୁଲୁଛନ୍ତି ? ରଙ୍ଗ ଜାଣି ପାରିବେନି କୋଉ ପାଟିର

  • @lopamudrarath8047
    @lopamudrarath8047 3 หลายเดือนก่อน +2

    ଆମଠୁ ଟିକସ ନେଇକି ରାଜ କୋଶ ର ଅର୍ଥ ଅପବ୍ୟୟ ହଉଚି। Laxmi bus name ta nabin ra wife name nuha so name change Kariba kan darkar ?? Colour change kn paen hela ?? Orange colour ta Completely BJP ku show kare Sethi paen BJD ra green colour ku hatei dele au aeita hin completely show kare party ra advertisement karuchanty.. ରାଜ କୋଷ ର ପଇସା ଉନ୍ନତି ଦିଗରେ ଲଗାନ୍ତୁ

  • @PLkCuty
    @PLkCuty 3 หลายเดือนก่อน +2

    ନାହିଁ ଯଧି ତାହାଲେ ଆଉ କଣ କଳର ଦେଲନି ଫୁଲ କଳର କଣ ପାଇଁ ଦେଲାରେ ତମ ଭାବୁଛ ତମ ଚାଳକ 😄😄😄😄😏😏😏ଚାଲ 😏😏

  • @bikashkumar7589
    @bikashkumar7589 3 หลายเดือนก่อน +2

    Jaha hela kichhi thik kaleni mahon maji sir

  • @KRISHNA-ek5zt
    @KRISHNA-ek5zt 2 หลายเดือนก่อน

    ରଙ୍ଗ ବଦଳାଇବା କି ଦରକାର ଅଛି ରେ ଭାଇ BJP ଫାଳତୁ ପଇସା ଖର୍ଚ୍ଚ କରୁଛି

  • @SethyBabuthepower
    @SethyBabuthepower 3 หลายเดือนก่อน +1

    ବିଭୂତି ବାବୁ ତୁମ ମାଇପ ନାଁ ରଖି ଦେଲେନି ଅସୁବିଧା କେଉଁଠି ଥିଲା

    • @govtjobinformation7232
      @govtjobinformation7232 3 หลายเดือนก่อน

      Bibhuti sir ta marriage karinahanti apana apanankara maipa name ta kahithile se rakhideithante

  • @marndi3221
    @marndi3221 3 หลายเดือนก่อน +1

    ଆମ ଓଡ଼ିଶା ସଂସ୍କୃତି ର କିଛି ଦୃଶ୍ୟ ସହ କଲର୍ ଦେଇଥାନ୍ତ । ବହୁତ୍ ଓଡ଼ିଆ ଅସ୍ମିତା କଥା କହୁଛ ତ। ଏବେ ଗେରୁଆ କଣ ପାଇଁ କରିଦେଲେ । ଆଉ କହୁଛ କୌଣସି ରାଜନୀତି ପାର୍ଟି ସହ ସମ୍ପର୍କ ନାହିଁ ।

  • @pramodchandranayak9081
    @pramodchandranayak9081 2 หลายเดือนก่อน +3

    BJP - Name changer but not game changer.
    The bus is only six months old.Why the colour is charged? Whose money is unnecessaryily spent.Moreover this bus service is a drain on public exchequer.After changing name and colour,it will not be economically viable.I doubt whether petrol cost is recovered or not.BJP is doing politics on public money.

  • @PaduBhatra-w4i
    @PaduBhatra-w4i 2 หลายเดือนก่อน

    ସରକାର ପରିବର୍ତ୍ତନ ହେଉଥିଲେ ରଂଗ ବଦଳି ଯିବ ନିୟମ କାନୁନ ବଦଳିବ, ସ୍କୁଲ ନା ମଧ୍ୟ ବଦଳିବ

  • @dilipkumarswain594
    @dilipkumarswain594 3 หลายเดือนก่อน +1

    ସାଧାରଣ ଜନତାଙ୍କ ଠିଆ ଠିଆ . ଗାଣ୍ଡୀ ମାରି ନିଜ ପେଟ ପୋଷଣ ହେଉଛି।

  • @BabaJCBBaba-e8w
    @BabaJCBBaba-e8w 3 หลายเดือนก่อน +1

    ହଁ, ଭଲ ହେଲା,,,
    ଗେରୁଆ ରଙ୍ଗ ହେଲେ ବସ୍ ଭିତରଟା ଥଣ୍ଡା ରହିବ,,,,😅
    ଆଉ ac ଦରକାର ପଡ଼ିବ ନାହିଁ,,,,🤪

  • @chikusahoo1052
    @chikusahoo1052 3 หลายเดือนก่อน

    କାଇଁ ତମେ ନୀଳ ରଙ୍ଗ ହେବା କଣ ଯୋଗୁ ନୁହେଁ ଭାଇ ସିଏ ପ୍ରଚାର କରୁଛନ୍ତି ତମେ କିଛି କରୁନ

  • @kareshkhara4714
    @kareshkhara4714 2 หลายเดือนก่อน

    Naveen Patnaik ଓଡ଼ିଶାରେ ନିଜେ ସରକାର ଥିଲେ କାର ଚାମ୍ଚା ନ ଥିଲେ ଏବର ସରକାର mahan Charan majhi ତ double ଇଜିନ୍ ସରକାର ଅନ୍ୟ ର ଚାମ୍ଚା ହଇ କାମ କରିବେ Narendra Modi ଯେମିତି କହିବେ mahan Charan majhi ସେମିତି କରିବେ

  • @prasantkumarmallick5636
    @prasantkumarmallick5636 2 หลายเดือนก่อน

    ବିଜେପି ଯାହା କରୁଛି ତାହା ଠିକ ନୁହେଁ, ଶୀଘ୍ର କାଳ ପୁରିଯିବ l

  • @Dj-Daya2
    @Dj-Daya2 2 หลายเดือนก่อน +1

    ନାମ ବଦଳେଇଲୋ ଠୀକ ଅଛି, ତ ରଙ୍ଗ କଣ ପାଇଁ ବଦଳେଇଲୋ ଭେଦ ଭାବ କିଏ କରୁଛୁ....? BJD ସରକାର ଥିଲା ସବୁଜ ରଙ୍ଗ ଥିଲା, ଏବେ ବିଜେପି ସରକାର କାମଲା ରଙ୍ଗ.........!🫡

  • @lizzadhira2124
    @lizzadhira2124 3 หลายเดือนก่อน +1

    I miss you nabin sir my god nabin sir my odisha ka number one cm nabin sir please sir come back youer cm city my heart ❤️❤️

  • @SaradaprasadNayak-l1f
    @SaradaprasadNayak-l1f 3 หลายเดือนก่อน +7

    କଂଗ୍ରେସ ଆସିଲେ କି ରଙ୍ଗ ହବ ଆଉ କାହା ନା ରେ haba

    • @Oneplayer123
      @Oneplayer123 3 หลายเดือนก่อน

      3 prakar coller heba

  • @sambitkumar628
    @sambitkumar628 2 หลายเดือนก่อน +1

    ବସ ନୂଆ ଅଛି ! ମୁଖ୍ୟମନ୍ତ୍ରୀ ରଙ୍ଗ ବଦଳାଇବାରେ ଖର୍ଚ୍ଚ ନକରି ଶିକ୍ଷ୍ୟା ସହାୟତା କିମ୍ବା ଯୁଆଡେ ମେଡ଼ିକାଲ ନାହିଁ ସିଆଡେ ମେଡ଼ିକାଲ କରିକି ଖର୍ଚ୍ଚ କରିଥିଲେ ଭଲ ହୁଅନ୍ତା କିମ୍ବା ସରକାରୀ ଚାକିରି ପଦବୀ ସଂଖ୍ୟା ଆଊ ଟିକେ ବଢିଥିଲେ ଭଲ ହୋଇଥାନ୍ତା ବେକାରେ ବାଜ୍ୟ ଖର୍ଚ୍ଚ କରୁଛନ୍ତି ମୁଖ୍ୟମନ୍ତ୍ରୀ Bjp ହଟାଅ ଓଡ଼ିଶା ବଞ୍ଚାଅ

  • @ArpitasahooArpitasahoo-rv9ow
    @ArpitasahooArpitasahoo-rv9ow 2 หลายเดือนก่อน

    ଏହା ହେଉଛି ଜନତାଙ୍କ ପଇସା ଜନତା ବସ୍ ହେବା କଥା ନ ହେଲେ ତୁମ ବାପନା ଦିଅ

  • @mr.santosh5111
    @mr.santosh5111 3 หลายเดือนก่อน

    ଓଡ଼ିଶା ରେ କାହିଁକି ଏତେ ରାଜନୀତି ଚାଲିଛି,ବିଜେଡି ଥିଲା ତା ରଙ୍ଗ ଦେଇଥିଲା, ବିଜେପି ଆସିଲା ତା ରଙ୍ଗ ଦଉଛି, କଂଗ୍ରେସ ଆସିବ ତା ରଙ୍ଗ ଦେବ ଏ କି ସରକାର,ଓଡିଶା ରେ ଗୋଟିଏ ଲଜ୍ୟା ର ବିଷୟ କେବେ ଏମିତି କରନ୍ତୁ ନାହିଁ। ଯେ କୌଣସି ଦଳ କୁ ନ ବାଧିଲା ବଳି ରଙ୍ଗ କୁ ଦେଲେ ଲୋକମାନେ ଖୁସି ହେବେ...।

  • @TibikramRout
    @TibikramRout 3 หลายเดือนก่อน +2

    ଗେରୁଆ ନୁହେଁ ପୂର୍ବ ରୁ osrtc ର ରଙ୍ଗ ଯାହା ଥିଲା ଏବେ ସେମିତି ହେଇଚି ବଢିଆ ହେଲା ବସ ଓଡ଼ିଶା ବାସୀଙ୍କ ପଇସା ରେ କିଣା ହେଇଚି କାହା ବୋପାର ପଇସା ରେ କିଣା ହେଇନି ଯେ ସେମାନେ ନିଜ ଦଳ ର ରଙ୍ଗ ସହ ନା କରିବେ abi ଠିକ୍ ନୁହେଁ କେବଳ osrtc ନା ରହିବା ଦରକାର

    • @GangadharSahu-zf5zg
      @GangadharSahu-zf5zg 3 หลายเดือนก่อน

      ତତେ ଜୁଉ ଫେରିଆସିଲା କହିଲା ଗେରୁଆ ନାହିଁ

    • @siddhesahu8462
      @siddhesahu8462 3 หลายเดือนก่อน

      Rajniti pagal

  • @gouttamarout7331
    @gouttamarout7331 3 หลายเดือนก่อน

    ଏ ସବୁ ଥିରେ ଧ୍ୟାନ ଦେବାରେ ନଥିଲା BJP Sarkar ଙ୍କୁ

  • @sundargarhsng9463
    @sundargarhsng9463 3 หลายเดือนก่อน +2

    Colour changing is totally unnecessary. Wastage of our money.

  • @krantikumar8671
    @krantikumar8671 3 หลายเดือนก่อน

    रंग ବଦଳେଇବା କିଛି ଆବଶ୍ୟକ ନଥିଲା , ରଙ୍ଗ politics BJP BJD ବାହାରନ୍ତୁ। ହଉ ଆକୁ ଆମେ ସ୍ଵାଗତ କଲୁ। ଏବେ Good Governance ଆଡେ ଟିକେ ନଜର ଦିଅନ୍ତୁ।😊

  • @tankadhargadaba1270
    @tankadhargadaba1270 2 หลายเดือนก่อน

    ମୁଖ୍ୟମନ୍ତ୍ରୀ ବସ୍ ସେବା ଆଉ କ'ଣ ପାଇଁ କରାଗଲା ମୋହନ ମାଝୀ ବସ୍ ସେବା କରିଥାନ୍ତେ .... faltu kaam waste of money

  • @guruprasadmohanty3733
    @guruprasadmohanty3733 3 หลายเดือนก่อน

    Laxmi ଛାଡିଯିବେ ହୁସିଆର