Black Truth Revealed | Face to Face with Pagala Baba | Malika Future Predictions | Satya Bhanja

แชร์
ฝัง
  • เผยแพร่เมื่อ 15 ก.ย. 2024
  • #Malika #ମାଳିକା #SatyaBhanja
    For Malika Book
    Visit: satyabhanja.in/
    ----------------------------------------------
    Subscribe Now:
    / satyabhanja
    Follow on us:
    Facebook: / satyabhanjaofficial
    Twitter: / satyabhanja
    Telegram: t.me/satyabhanja
    LinkedIn: / satyabhanja
    Instagram: / satyabhanja
    Website: satyabhanja.in

ความคิดเห็น • 514

  • @dhanurjayamaharana507
    @dhanurjayamaharana507 3 ปีที่แล้ว +31

    ସତ୍ୟ ବାବୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ବାବାଙ୍କ ସହିତ ଏଇ ଆଲୋଚନା ପାଇଁ, କିନ୍ତୁ ଆହୁରି ଗୋଟେ ଅଧ୍ୟାୟ କରି ବାବାଙ୍କୁ ଟିକେ ପଚାରନ୍ତୁ ଘିଅ ଆଉ ମହୁ ସହିତ କୋଉ ସାତ ଟା ଗଛ ର ପତ୍ର ମିଶେଇ ଖାଇଲେ ବହୁ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ? ଏତିକି ଆମର ଅନୁରୋଧ 🙏🙏🙏

  • @anjanpallai5646
    @anjanpallai5646 3 ปีที่แล้ว +26

    ବାବାଙ୍କ ଚରଣ ରେ ଅନନ୍ତ କୋଟି ପ୍ରଣିପାତ।ବାବାଙ୍କ କଥା ବସ୍ତୁ ବହୁତ ସୁନ୍ଦର ଓ ଶିକ୍ଷଣୀୟ । ଜନ ସମାଜ ଏହା କୁ ହୃଦୟଙ୍ଗମ କଲେ ସଂସାର ରୁ ଦୁଃଖ ଆପେ ଆପେ ଚାଲି ଯିବ। ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ସତ୍ୟ ବାବା।

    • @rabinarayan8882
      @rabinarayan8882 3 ปีที่แล้ว +1

      ଭଗବତ ସରଣମ ଗୋବିନ୍ଦ ମ୍ ସରଣମ୍ ଶ୍ରୀ ଗୁଋଶରଣ ମ୍,,

    • @rushinathsethy9095
      @rushinathsethy9095 ปีที่แล้ว

      Om
      Shri

    • @rushinathsethy9095
      @rushinathsethy9095 ปีที่แล้ว +1

      Gurucharane
      Nama

  • @SingarRanjitkumar
    @SingarRanjitkumar 3 ปีที่แล้ว +32

    ବାବା ଆପଣଙ୍କ ବାକ୍ୟ ଧୃବ ସତ୍ୟ ବୃକ୍ଷ ରୋପଣ କଥା କହିଲେ 🙏🙏

  • @rahulsamal522
    @rahulsamal522 3 ปีที่แล้ว +23

    Satya babu nira baba nka series banao,lagatar 10 ti bhali episode hele loka mane Malika bisaya re bahut kichhi Jani jibe.

  • @achyutasrichandansutar6865
    @achyutasrichandansutar6865 3 ปีที่แล้ว +3

    ମରଣ ବେଳକୁ ଶରଣ ତୋର ଚରଣେ ହେଵ ଅଚୁତ ବୋଲେ ପରିତ୍ରାଣ ଗତି ଆନ ନୋହିବ ଅଚୁତ ଶରଣଂ
    🙏🙏🙏❤❤🙏🙏🙏

  • @narayandalai9799
    @narayandalai9799 3 ปีที่แล้ว +8

    ଜୟ ଜଗନ୍ନାଥ 🚩🚩🌺🌲🌳🌺🌲
    ଜୟ ହନୁମାନ 🚩🚩🌲🌿☘️🌳🌱🌺
    ଜୟ ପଞ୍ଚସଖା 🚩🚩🌳🌿☘️🌲🌱
    ଜୟ ଦାଉ ମହାରାଜା 🚩🚩🌿🌿🌲🌱
    ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱
    ଜୟ ସୁଦର୍ଶନ 🚩🚩🌲🌲🌺🌺
    ଜୟ ପତିତ ପାବନ ବାନା 🚩🚩

  • @apnadesh5646
    @apnadesh5646 3 ปีที่แล้ว +11

    2022 ରେ 3 ମିନିଟ ଵାଲା ରୋଗ ଆସିଲେ ଲୋକ ମାନେ ଧର୍ମ ଆଡକୁ ଯିବେ ଆମିଷ ଭୋଜନ ଛାଡିବେ
    ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି ଆମେ ମାଂସ ଭୋଜି ନୁହେଁ ଆମେ ତୃଣ ଭୋଜି

  • @bikramkeshariparida4077
    @bikramkeshariparida4077 3 ปีที่แล้ว +11

    ପରମ ପୂଜ୍ୟ ପାଗଳ ବାବା ଙ୍କ ଚରଣ ରେ ଅନନ୍ତ କୋଟି ଦଣ୍ଡବତ।

  • @narayandalai9799
    @narayandalai9799 3 ปีที่แล้ว +2

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🚩🚩🚩🚩ରାଧେ ରାଧେ ରାଧେ ରାଧେ 🚩🚩🚩🚩🌺🌻🌳🌲☘️🌻🌲🌲🌲🏵🌴🥥🥥🍐🍑🍋🍌🍍🍒🍎🍓🍃🍈🌿☘️🌳🌱🌺🌹🌴🍀🌿🌿🌿🌿🌲

  • @SashankaSekharPatel00
    @SashankaSekharPatel00 3 ปีที่แล้ว +43

    ବାବାଙ୍କ କଥା ଗୁଡାକ ସହ ମୁଁ ୧୦୦ ପ୍ରତିଶତ ଏକମତ😊 ଜୟ ଜଗନ୍ନାଥ 🙏

  • @binodbhukta1125
    @binodbhukta1125 3 ปีที่แล้ว +2

    ଶ୍ରୀ ଗୁରୁ ସ୍ଵାମୀ ଅନାମ ବ୍ରହ୍ମ ଶରଣ, ନାମ ରତ୍ନ ଗୀତା ନୁସାରେ ରା ବୋଲିଣ ଭୂଷଣ୍ଡ ଅମର ହୋଇଲା, ମ ଅକ୍ଷର କୋଠ ଭଣ୍ଡାରେ ରଖିଲା..... ଏ ହେଉଛି ରାମ ଶବ୍ଦ ର ଅର୍ଥ। ଆଉ ଏଠାରେ ମ ଅକ୍ଷର ର ଅର୍ଥ ବହୁତ୍ ଗଭୀର

  • @indrajitmahanta7714
    @indrajitmahanta7714 2 ปีที่แล้ว +2

    🙏🙏🙏ଜୟ ଜଗନ୍ନାଥ ଜୟ ପଞ୍ଚସଖା 🙏🙏🙏 🌹🌹🌹 ସତ୍ୟ ସାର୍ ଆପଣଙ୍କ ର ନିଷ୍ଠା ପର କର୍ତବ୍ଯ ପାଇଁ ଅଶେଷ ଅଶେଷ ଧନ୍ୟବାଦ 🌹🌹🌹

  • @narayandalai9799
    @narayandalai9799 3 ปีที่แล้ว +7

    ଜୟ ମାଁ ତାରା ତାରିଣୀ 🚩🚩🚩
    ଜୟ ମାଁ ଡାଳ ଖାଇ 🚩🚩
    ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩
    ଜୟ ମାଁ ସୁଭଦ୍ରା 🚩🚩
    ଜୟ ମାଁ ଗ୍ରାମଦେବୀ 🚩🚩🚩

  • @mahendrabehera5214
    @mahendrabehera5214 3 ปีที่แล้ว +11

    🙏🙏🙏ଜୟ ଜଗନ୍ନାଥ 🌹ଜୟ ପଞଶଖା 🌹ଜୟ ସତ୍ୟବାବା🌹🙏🙏🙏

  • @abhayanayak8549
    @abhayanayak8549 3 ปีที่แล้ว +10

    ଉପଚାର ବିଧି କଣ ଅଛି କିଛି ଆଲୋଚନା କରିଥିଲେ ବା କଲେ ଭଲ ହୁଅନ୍ତା ସତ୍ୟ ବାବୁ

    • @batapattanaik3401
      @batapattanaik3401 3 ปีที่แล้ว

      Eate kattha pachari semanak ttharu aneka kattha suni , aneka nutan aaharana kari tthibe nischita,hele aapna aaji jaiye ," lanjatara woe ulka, " bhitare kana praveda taha bi jani nahanti, sabbdda' ucharana (vasha) ra byebahar ku maddhiya bujhi parunahanti, jattha mahapurush" lekhi chhanti "lanjataraa padiba, aau ulkka" padiba, ehara tafat ku bujhi paru nahanti, "lanjataraa" aakashre udaya hue aurtthat, durasta ,huba// aau Ulkka, paat, ba, padiba eahara taffat kan , taa. raa giyanta, ba praveda aapnku eajaiye jana nahi. Atthach aapna "Ancorhing" karibaku bahari chhanti, ( ehara utara aapna chinta karantu, woe nijaku samikhiya karantu) (" Alupa bidiya vayankari") "Bichha mantra naa jaani, saapa gatare hataa puraiba" / ehara aurttha ku bujhi tulana tuwka "alonkar" bujhantu !

    • @batapattanaik3401
      @batapattanaik3401 3 ปีที่แล้ว

      .

    • @batapattanaik3401
      @batapattanaik3401 3 ปีที่แล้ว

      Baba ye babunku kichhi jana nahi, jattha puri mandirake vidharmi mananku prabesh pain nirodh karajaichi, woe eaa kattha lekha kaichi je " hindu sanataninka mandir woe bigrah' jeun mana ukktta dhram, prati asastt, woe viswash nahin ba semane yetthre anugami nuhani semanku batana karajsichi. Eae sabura hiyan natthai se kipri eatthire Aanchoring.karu chhanti!

    • @batapattanaik3401
      @batapattanaik3401 3 ปีที่แล้ว

      Aapna ,nka ttharu piliyami' chhadi nahi. Sastra,,purana, tattha niza dharma, sonshkruti riti nitee bishayere maddhiya aapnakar samiyak.matr dhhrana neyiee aapna sagara lnghi baku bahari baku jaai, ye sadhu,santthanka sahitaa, semanka barana' swate jevali bhabre semanka sahita prasna.utthapan karu chhanti , taha uchit haunahi .

  • @paribhramana9499
    @paribhramana9499 3 ปีที่แล้ว +32

    ସତ୍ୟ ଭାଇ ମୁ ଚାହୁଁଚି ଯେ ଆପଣ ଥରୁଟିଏ ପ୍ରମୋଦ କୁମାରଙ୍କ ସହ ଭେଟ ହୁଅନ୍ତୁ।

    • @prafullanayak2635
      @prafullanayak2635 3 ปีที่แล้ว

      Bahuta uttam

    • @futureofhindustan6398
      @futureofhindustan6398 3 ปีที่แล้ว

      Bhai promod kumar kana baba

    • @smileywithsmita8549
      @smileywithsmita8549 2 ปีที่แล้ว

      Thik Katha

    • @smileywithsmita8549
      @smileywithsmita8549 2 ปีที่แล้ว

      ଭଗବାନଙ୍କ ଦ୍ଵାରା ପ୍ରେରିତ ଜଣେ ପ୍ରବଚକ, ଯାହା ଦ୍ଵାରା ଆମେ ସଚେତନ ହୋଇ ପାରିବା ଏବଂ ଆଗକୁ କଣ ହେବ ତାହା ସେ ବତାନ୍ତି,jay jagarnath

  • @usharanibehera9149
    @usharanibehera9149 11 หลายเดือนก่อน

    ଜୟ ଜଗନ୍ନାଥ... ଜଗନ୍ନାଥ ସବୁବେଳେ ସହାୟତା କରିବେ କରିଆସୁଛନ୍ତି ମୋ ପ୍ରଭୁ ଙ୍କର ଜୟ ହେଉ.. ସତ୍ୟବାବୁ ଆପଣଙ୍କ ମଙ୍ଗଳ ହେଉ .. ବାବା କୁ ପ୍ରଣାମ

  • @nrusinghbarik7083
    @nrusinghbarik7083 3 ปีที่แล้ว +5

    Jay Jagannath swami 🙏🙏🙏 jay panchsakha 🙏🙏 jay baba pagela 🙏🙏🙏

  • @easytrade3471
    @easytrade3471 2 ปีที่แล้ว +2

    Pranam Guruji 🙏🙏🙏
    He is real spiritual man.
    Satya Babu.
    Thank You very much for making is meet this noble soul. He has indicated so many truths.
    Jai Jagannath
    Jai Kalki Dev
    Jai Panchasakha
    🙏🙏🙏🙏🙏

  • @hukumisabar2437
    @hukumisabar2437 3 ปีที่แล้ว +14

    ପଶ୍ଚିମ ଓଡ଼ିଶା ବିଷୟରେ ମାଳିକା ରେ ଲେଖା ହୋଇଛି କିନାହି? ଦୟାକରି ଖୋଜନ୍ତୁ ଏବଂ ଆପଣ ଏକ ଭିଡିଓ କରିବାକୁ ଅନୁରୋଧ।

    • @ranjan6148
      @ranjan6148 3 ปีที่แล้ว +2

      ପଶ୍ଚିମ ଓଡିଶା ସବୁ ମରିବେ ବୋଲି ଲେଖା ହୋଇଛି ତୁ ଆଗ ମାରିବୁ ଆରେ ଭାଇ ଆଗ ଯିବ ହତ୍ୟା ବନ୍ଦ କର ଅଣ୍ଡା ଖାଇବ ବନ୍ଦ କର ସତ କାଥା କୁହ ପାର ନରି ଙ୍କୁ ଖରାପ ନଜର ଦେଖନି ଓ ସବୁ ନରି ବା ଗୋ ମତକୁ ରକ୍ଷା କର ମା ଓ ବାପ ଙ୍କ ସେବା କର ଯିବାରେ ଦୟା କର ଯଦି ମୋ କଥା ମାନିବ ତାହେଲେ କାଳର କରାଳ ମାୟା ରୁ ରକ୍ଷା କରିବି ଇଏ କଥା ମୋ ବାଣୀ ନୁହେ ଇଏ ସବୁ ମହାବହୁ କହିଛନ୍ତି

    • @maulanabakruddindeobandi6255
      @maulanabakruddindeobandi6255 3 ปีที่แล้ว +1

      @@ranjan6148 🤣🤣🤣🤣he mahaprabhu.. tumaku dandabata..🙏🙏

    • @chaitradev6150
      @chaitradev6150 3 ปีที่แล้ว

      @@maulanabakruddindeobandi6255 😅😅🤣🤣🤣🤣🤣🪔

    • @SashankaSekharPatel00
      @SashankaSekharPatel00 3 ปีที่แล้ว +3

      @@ranjan6148ଓଡିଶାର କୌଣସି ଅଞ୍ଚଳ ବିଷୟରେ (ପ୍ରଥମ ଧାଡ଼ିରେ ଯାହା କହିଛ) କଟୁବାକ୍ୟ ବା ନିନ୍ଦା କରିବା ଏହା ପ୍ରକୃତ ମନୁଷ୍ୟର ଲକ୍ଷଣ ନୁହେଁ।ଆପଣ ଯାହା କହିଲେ (ପର ଧାଡିରେ) ସିଧା ସିଧା କହିପାରିଥାନ୍ତେ, ହେଲେ ପଶ୍ଚିମ ଓଡ଼ିଶା ନାମରେ ଏଭଳି ଟିପ୍ପଣୀ ଆପଣଙ୍କ ଅଂହକାର,ବିଦ୍ରୋହ ଭାବନାକୁ ଦର୍ଶାଉଛି। ମୁଁ ଯାହା କହେ, ସିଧା ସିଧା କହେଁ। ଆପଣ ଯାହା ଭାବନ୍ତୁ ଗାଳି କରନ୍ତୁ ମୋତେ ଫରକ ପଡିବନି। ସତ ସବୁବେଳେ ସତ।। ଜୟ ଜଗନ୍ନାଥ 🙏🙏🙏🙏

    • @SashankaSekharPatel00
      @SashankaSekharPatel00 3 ปีที่แล้ว +2

      @@ranjan6148 କଣ ପଶ୍ଚିମ ଓଡ଼ିଶା ବି ଓଡିଶା ଭିତରେ ଯାଉନି କି?? ଆପଣ ଯେଭଳି ପ୍ରଥମ ଧାଡ଼ିରେ କଟୁ ଶବ୍ଦ କହିଲେ ଯାହା ଲାଗୁଛି ଆପଣ ଭାବୁଥିବେ ଓଡିଶାର ପଶ୍ଚିମ ଭାଗ ପାକିସ୍ତାନର ଅଛି ବୋଲି।। ସେ ଯାହା ପଚାରିଲେ କଣଟା ଭୁଲ୍?? ଭକ୍ତ ତ ୧୬ ମଣ୍ଡଳ ରେ ଅଛନ୍ତି। ୧୬ ମଣ୍ଡଳ ପଶ୍ଚିମ ଓଡ଼ିଶା ବି ଆସେ। ତ ଜାଣିବାକୁ ଭକ୍ତଙ୍କ ବିଷୟରେ ଇଚ୍ଛା କରିଥିବେ, ଭୁଲ୍ କଣ?? ହେଲେ ପରର ଧାଡିର ଲେଖିଥିବା କଥା ପାଇଁ କେବଳ ଆପଣଙ୍କୁ ସମର୍ଥନ କରୁଛି।। ଜୟ ଜଗନ୍ନାଥ 🙏🙏

  • @aurobindanayakgrahabipra6892
    @aurobindanayakgrahabipra6892 2 ปีที่แล้ว +1

    ପାଗଳା ବାବା ଙ୍କ ଆଶ୍ରମ/ଗାଦୀ ର ଠିକଣା ସ୍ଥାନ ପ୍ରଦତ୍ତ କଲେ ଭକ୍ତଗଣ ଉପକୃତ ହୁଅନ୍ତେ।

  • @anasuya4228
    @anasuya4228 3 ปีที่แล้ว +4

    Jay jagannath 🙏Jay panchasakha 🙏🙏🙏

  • @aswanibehera8591
    @aswanibehera8591 3 ปีที่แล้ว +6

    Jay jagannath Swami🙏🙏🙏

  • @dasnirmalkumar9999
    @dasnirmalkumar9999 3 ปีที่แล้ว +14

    Jay Jagannath 🙏 🙏 🙏 🙏 🙏 🙏 🙏 🙏 🙏

  • @skdsingerkumarsaroj655
    @skdsingerkumarsaroj655 3 ปีที่แล้ว +10

    JAY KALIKI
    JAY JAGANNATHA

  • @babulibehera3750
    @babulibehera3750 3 ปีที่แล้ว +3

    Jay Jagannath Jay panchasakha Jay baba

  • @GlimpsesWithGeeta
    @GlimpsesWithGeeta 3 ปีที่แล้ว +3

    Jay Jagannath swami nayn patha game 🙏🏻🙏🏻🙏🏻🙏🏻🙏🏻

  • @chiraggoyal9999
    @chiraggoyal9999 3 ปีที่แล้ว +4

    JAY JAGANNATH 🙏🏻🙏🏻🙏🏻🙏🏻
    PLEASE ADD HINDI OR ENGLISH SUBTITLES

  • @prasantadas4616
    @prasantadas4616 3 ปีที่แล้ว +3

    Jay jagannath 💐🙏 jay panchasakha 💐🙏 jay bhakta gana 💐🙏

  • @arunakumarbiswal3160
    @arunakumarbiswal3160 3 ปีที่แล้ว +1

    Jai Jagannath 🙏 Jai panchasakha 🙏🙏Baba nku sata koti pranam 🙏🙏Satya Bhai Pranam,Please babanku pratikara bisayare pacharithile bahut bhala Hoi thanta.Please discuss with Baba. 🙏🙏🙏🙏Bahut sundar Katha Baba aalochana kale...... 🙏🙏🙏💐💐

  • @prabirmajhi2086
    @prabirmajhi2086 3 ปีที่แล้ว +3

    Jay jagannath Jay panchasakha 🙏🙏

  • @satyajitpratap6535
    @satyajitpratap6535 2 ปีที่แล้ว

    ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ର ଜୟ 🙏
    ଜୟ ଶ୍ରୀ ପଞ୍ଚସଖା 🙏 ବୋଲ ଆନନ୍ଦେ ହରି ହରି
    ହରି କରିବେ ଭବୁ ପାରି 🙏

  • @sushantasamal7098
    @sushantasamal7098 3 ปีที่แล้ว +10

    💐🙏jay Jagannath ♥️

  • @arunsethy2829
    @arunsethy2829 3 ปีที่แล้ว +3

    Pranam Baba. Jay pancha sakha. Great Odisa

  • @sabitapanigrahi4406
    @sabitapanigrahi4406 3 ปีที่แล้ว +6

    JAI JAGANNATH 🙏🙏🙏, True prediction of Malika for our society, so we can't ignore it.

  • @pradoshnayak8198
    @pradoshnayak8198 3 ปีที่แล้ว +5

    GOD BLESS ALL 🙏🙏❤️
    JAY JAGANNATH 🙏🙏🙏😭❤️❤️😘😘

  • @lalitmohan1110
    @lalitmohan1110 3 ปีที่แล้ว +1

    ବାବା, ନମସ୍କାର, ଭାଷା ସୁନ୍ଦର ଓ ସମାଜକୁ ଶିକ୍ଷା ଅତି ଚମତ୍କାର !

  • @premchandnayak7962
    @premchandnayak7962 3 ปีที่แล้ว

    ସଦଗୁରୁ ଶ୍ରୀ ପୂର୍ଣ୍ଣାନନ୍ଦ ଗୋସ୍ୱାମୀ
    ହଂସପୁର, ଗଞ୍ଜାମ ଜିଲ୍ଲା
    ବିଷୟରେ ମାଳିକାରେ ବର୍ଣ୍ଣିତ ହୋଇଅଛି କି ନାହିଁ ଟିକେ ଅନୁସନ୍ଧାନ କରିବେ । ଅନୁରୋଧ ରହିଲା ସତ୍ୟ ଭାଇ ।
    ପ୍ରତେକ୍ ଏପିସଡ ତମର ଦେଖେ
    ବହୁତ୍ ଖୁସି ଲାଗୁଛି ।
    ଭାଷା ନାହି ମୋର କହିବା ପାଇଁ
    ବାରମ୍ବାର ଦେଖିଲେ ମଧ୍ୟ ଏ ଆଖି ମନ ବୁଝୁନାହି,ତମର ପ୍ରୟାସ କୁ ବହୁତ୍ ଧନ୍ୟବାଦ୍🙏🙏🙏

  • @sanjuktabhuyan6507
    @sanjuktabhuyan6507 2 ปีที่แล้ว

    Baba nku pranaam o Satyababunku dhanyabad. Jay Jagannath, Jay Panchasakha, Trahi Achyut nka Charanare ananta koti pranam. 🙏🙏🙏🙏🙏❤️❤️🌺🌺

  • @subratdas6633
    @subratdas6633 3 ปีที่แล้ว +4

    Jaya jaganath, Jaya pancha sakha, 🙏🙏🙏🙏🙏

  • @gourangpanda7884
    @gourangpanda7884 10 หลายเดือนก่อน

    Jai jagannaatha jai panchasakha trahimam Srihari narayan rakhya kara prabhu 🙏🏻 pranam baba satya bhai 🙏🏻

  • @sunitasarkar1262
    @sunitasarkar1262 ปีที่แล้ว

    Nice episode👌👌👌👌👍 Thank you satya vai 🙏🙏🙏🙏🙏🙏

  • @hitendradas8265
    @hitendradas8265 2 ปีที่แล้ว +1

    JayJagannathswami NayanpathaGameBhabtumea
    BhagabanSeapreamkarnaSikho..
    A.kDas

  • @jayantimallick3829
    @jayantimallick3829 3 ปีที่แล้ว +3

    Pagala babanku mora koto koto pranam satya bhai apananku Madhya🙏🙏🙏🙏🙏

  • @saritamishra292
    @saritamishra292 ปีที่แล้ว

    Jai jagannath swami jai pancha sakha 🤔🌷🙏🏻🙏🏻🙏🏻🙏🏻🙏🏻🙏🏻🙏🏻🌷

  • @manasjena2706
    @manasjena2706 3 ปีที่แล้ว +2

    Thank you Satya I love you r channel

  • @papunapattanaik4801
    @papunapattanaik4801 2 ปีที่แล้ว

    🙏🌹ଜୟ ଜଗନ୍ନାଥ ସ୍ୱାମୀ🌹🙏
    🙏🌹ଜୟ ପଞ୍ଚ ସଖା🌹🙏

  • @manasranjan5950
    @manasranjan5950 3 ปีที่แล้ว +4

    Aliens mane Pruthibi upare aakramana karibe ye bisayare
    Malikare lekha heichi ki se bisayare
    Video banao 😁 jay Jagannath..

  • @ajaykumarlenka1669
    @ajaykumarlenka1669 2 ปีที่แล้ว

    Jai jagarnatha swami nayan patha gami bhaba tume jai panchasakhaja.

  • @caravancargo7840
    @caravancargo7840 3 ปีที่แล้ว +1

    ଅତ୍ୟନ୍ତ ସତ୍ୟ ଏବଂ ହୃଦୟ ସ୍ପର୍ଶି ଆଲୋଚନା,. ବାବା ଜଣେ ଜ୍ଞାନୀ ବ୍ୟକ୍ତି, ଆଡମ୍ବର ପୂର୍ଣ୍ଣ ନୁହନ୍ତି ତାଙ୍କ ଜୀବନ.

  • @basantisingh3577
    @basantisingh3577 2 ปีที่แล้ว

    Jay,jagannathjaypanchsakha,jaybabapagala🙏🙏🙏🙏🙏🙏

  • @pradeepkumarpradhan980
    @pradeepkumarpradhan980 3 ปีที่แล้ว +2

    SATYA Babu 🙏💅 Hei Debatulya Gyani atma BABA 🙏💅
    JAI hind 🙏
    JAI Sitaram 🙏🙏
    Jai Bajrangbali 🙏

  • @44.tapankumardas56
    @44.tapankumardas56 2 ปีที่แล้ว +1

    Good🙏🏼🙏🏼🙏🏼🙏🏼

  • @krushnachbehera7406
    @krushnachbehera7406 3 ปีที่แล้ว +3

    Hari om

  • @anupamanayak8568
    @anupamanayak8568 3 ปีที่แล้ว +1

    ଧନ୍ୟବାଦ ସତ୍ୟ ବେଟା ।ଏମିତି ନୂଆ ନୂଆ ବାଵାnka ଦର୍ଶନ ମିଳୁଛି ।ଜୟ ଜଗନ୍ନାଥ ।

  • @brahmanand7584
    @brahmanand7584 3 ปีที่แล้ว +1

    Many many thanks for satya bhanja chanel Malika.

  • @manoranjansenapati-jh5wo
    @manoranjansenapati-jh5wo 17 วันที่ผ่านมา

    Jai jagannath Jai panchasakha jai Satya sanatana dharma 🚩🚩🚩🚩🚩🌴🌴🌴🌴🌴🌿🌿🌿🌿

  • @narayandalai9799
    @narayandalai9799 3 ปีที่แล้ว +1

    jay🚩☘️ shree🌴🚩 guru☘️🚩 dev🚩☘️
    jay ☘️🚩shree ☘️🚩panchasakha☘️🚩
    jay 🚩☘️shree☘️🚩 hanuman☘️🚩
    jay 🚩☘️shree☘️🚩 jagannath☘️🚩

  • @deepakkumarrath8828
    @deepakkumarrath8828 3 ปีที่แล้ว +2

    Pura sata ebam parama satya katha baba kahuchhanty.Janapaduchhi eyi baba jane sidha Jogi baba atanty

  • @bisudj6732
    @bisudj6732 6 หลายเดือนก่อน

    Jay Shri Ram Jay Jay Shri Ram Jay Shri Ram

  • @subhamofficialss
    @subhamofficialss 3 ปีที่แล้ว +5

    Jay Jagannath swami 🙏🙏🙏

  • @amrutaray8800
    @amrutaray8800 3 ปีที่แล้ว +5

    ଜୟ ଜଗନ୍ନାଥ 🙏🙏🙏,

  • @hkmrodzchannel1692
    @hkmrodzchannel1692 2 ปีที่แล้ว +1

    Jay Jagannath 🙏🙏🙏🙏🙏

  • @archanas4526
    @archanas4526 3 ปีที่แล้ว +2

    jaya jagannath🙏🙏🙏🙏🙏🙏
    jaya panchasakha🙏🙏🙏🙏🙏🙏

  • @nageswarmaharana2562
    @nageswarmaharana2562 2 ปีที่แล้ว

    Jay Jagannath.jay satsangha malika sanskriti.Bishwo hoiba akakar rahiba sanatan bichar .

  • @debendratolatiacreations4481
    @debendratolatiacreations4481 3 ปีที่แล้ว +3

    Jay jagarnnth swami 🙏🙏🙏🙏🙏🙏🙏

  • @madhusudanpradhan9956
    @madhusudanpradhan9956 2 ปีที่แล้ว +1

    Jay guruswamii

  • @sambhunanathmahalik4262
    @sambhunanathmahalik4262 3 ปีที่แล้ว

    Joy,jagannath,Jay,panchasakha
    Satyababu,Apanaka,,mission
    Gret,,,Joy,pagalababa

  • @mitaliinodisha777
    @mitaliinodisha777 3 ปีที่แล้ว +2

    Jay Jagannath saty Baba 🙏🙏

  • @narayandalai9799
    @narayandalai9799 3 ปีที่แล้ว +1

    ଜୟ 🌿🚩ମାଳିକା 🚩🌿ବଚନ🌿🚩ଜୟ 🌿🚩ମାଳିକା 🚩🌿ବଚନ🌿🚩ଜୟ 🌿🚩ମାଳିକା 🚩🌿ବଚନ🌿🚩

  • @jangyasinibhoi6201
    @jangyasinibhoi6201 3 ปีที่แล้ว +17

    He is the real monk 🙏..very glad to see him again 🙏

    • @baidyabiharigiri9439
      @baidyabiharigiri9439 2 ปีที่แล้ว +1

      Whatever happened people will not listen It is the laws of God It's the last time for all

    • @bhagatchandrabarik8948
      @bhagatchandrabarik8948 ปีที่แล้ว

      ​@@baidyabiharigiri9439❤

  • @bhanumatibehera2006
    @bhanumatibehera2006 3 ปีที่แล้ว +1

    Right Katha baba kahile. Jay jagannath 🙏🙏🙏🙏🙏🙏🙏🙏God bless him.

  • @umeshchandrarout1127
    @umeshchandrarout1127 3 ปีที่แล้ว

    ଜୟ ଜଗନ୍ନାଥ 🙏🙏🙏ପ୍ରଣାମ ଯାହାହେଉ ବାବାଙ୍କ ହୃଦୟକୁ ଛୁଇଁ ପାରିବା ଭଳି ତଥ୍ୟ ବହୁତ ଶିକ୍ଷଣୀୟ, ଆଶା ପ୍ରତ୍ୟେକ ଦର୍ଶକ ମାନେ ଏହାକୁ କେବଳ ମନେରଖିବେ, ଅତି ସୁନ୍ଦର 🙏🙏🙏🙏 ପ୍ରଣାମ

  • @jharanamallick3405
    @jharanamallick3405 3 ปีที่แล้ว +1

    🙏🙏🙏 jai jagannath swami Nayan patha gami bhaba tume 🙏🙏🙏🙏🌹🌺🪔💐🪔💐

  • @neerennayak7417
    @neerennayak7417 3 ปีที่แล้ว +1

    ଜୟ ମାଳିକା ଜୟ ଜଗନ୍ନାଥ ଜୟ ପଞ୍ଚସଖା

  • @sukantidash3489
    @sukantidash3489 3 ปีที่แล้ว +1

    Baba nka Saha aau gote episode plz jaldi anibe

  • @shantkumarojha431
    @shantkumarojha431 3 ปีที่แล้ว +1

    🙏I want to go please give address

  • @prafullapanda8169
    @prafullapanda8169 ปีที่แล้ว

    Satya bhajana sabutharu bhala

  • @sradharadhe1401
    @sradharadhe1401 3 ปีที่แล้ว +3

    ଜୟ ପଞ୍ଚସଖା 🙏🙏🙏🙏🙏🙏

  • @alokkumarparida1251
    @alokkumarparida1251 3 ปีที่แล้ว +5

    ଅନେକ ଅନେକ ଧନ୍ୟବାଦ ସତ୍ୟବାବୁ 🙏💞💞

  • @ajaysamal1195
    @ajaysamal1195 2 ปีที่แล้ว

    ଜୟ ଜଗନ୍ନାଥ ଜୟ ଅଚ୍ୟୁତନ ଜୟ ମହାପୁରୁଷ ପଂଚ ସଖା ନମଃ

  • @kndehury8388
    @kndehury8388 3 ปีที่แล้ว +1

    Very glad to see him n listen him. Jay jagannath. 🤔🙏🙏🙏.

  • @SpiritualChemistry
    @SpiritualChemistry 3 ปีที่แล้ว +1

    Ete bhakta nka saha misichhanti, kintu bahut kam original bhakta achhanti, baki sabu na pain camera samna ku ଆସନ୍ତି..... କିନ୍ତୁ ଏ ବାବା ଙ୍କୁ ଦେଖିବା ପରେ ଅହେତୁକ ଶାନ୍ତି ଅନୁଭବ ହୋଇଥିଲା. I

  • @thirdeye9492
    @thirdeye9492 2 ปีที่แล้ว +2

    ସତ୍ୟ ହିଁ ଈଶ୍ବର..
    ସତ୍ୟ ହିଁ ଧର୍ମ
    ସତ୍ୟ ହିଁ ଜୀବନ
    ବହୁତ ଭଲ ଲାଗିଲା 🙏❤❤

    • @badajingalashrma.
      @badajingalashrma. 2 ปีที่แล้ว

      ବ୍ରହ୍ମ ସତ୍ୟ ଜଗତ ମିଥ୍ୟା

  • @munabiswal6715
    @munabiswal6715 3 ปีที่แล้ว

    ଚରମନାଥ କି ଜୟ ଠାକୁର କେଶବ ଠାକୁଙ୍କର ଆଶ୍ରମ ମାହାଙ୍ଗା ବଗାର ସାହି କଳ୍କୀ ପୁରୁଷ ଗୁରୁ ସ୍ଵାମୀ 🙏🌺🙏🌺🙏

  • @urmilasahoo5807
    @urmilasahoo5807 3 ปีที่แล้ว +2

    Biswabasinku Saha his Prabhu Jagannath 🙏🙏🪔Jay Panchasakha 🙏🙏🙏🙏🙏🪔🪔🪔🪔🪔

  • @dharanidharasahoo8064
    @dharanidharasahoo8064 3 ปีที่แล้ว +1

    Baba sabu satya jai jagarnatha

  • @arundhatibiswal8460
    @arundhatibiswal8460 3 ปีที่แล้ว +1

    Jay jagannath swami Nayan patha gami bhaba tume❤️🙏

  • @chinmayakhuntia613
    @chinmayakhuntia613 2 ปีที่แล้ว

    Joy Jagannath🌸🌷🌺🌼🕉📿🙏🏻

  • @Gopabandhu91
    @Gopabandhu91 3 ปีที่แล้ว +1

    ବାବାଙ୍କୁ ପ୍ରଣାମ ଜୟ ପଞ୍ଚସଖା ଜୟ ଜଗନ୍ନାଥ

  • @simanchalbaghasingh3878
    @simanchalbaghasingh3878 3 ปีที่แล้ว

    ସତ୍ୟଭଞ୍ଜ ଚ୍ୟାନେଲ୍ ଏଭଳି
    ମାର୍ମିକ ତଥା ଆଗତ ଅବଶ୍ୟମ୍ଭାବି
    ବାଣୀ ଲୋକଲୋଚନକୁ ଆଣିବାର
    ପ୍ରୟାସ ସ୍ବାଗତଯୋଗ୍ୟ,,
    ତେଣୁ, ଅଶେଷ ୨ ଧନ୍ୟବାଦ୍ ।

  • @debaramkrishnasethy6180
    @debaramkrishnasethy6180 3 ปีที่แล้ว +1

    Jay Jagannath Jay panchasakha

  • @jitendriyabehera9525
    @jitendriyabehera9525 3 ปีที่แล้ว

    ଏଇ ଆଲୋଚନାରୁ ପ୍ରମାଣ ମିଳୁଛି- ବାବା କହୁଛନ୍ତି ତାଙ୍କର କିଛି ପ୍ରତିକ୍ରିୟା ନାହିଁ କିନ୍ତୁ ସତ୍ୟବାବୁ ଶୁଣିକରି ବାରମ୍ବାର ଝାଳ ପୋଛୁଥିବାର ଦେଖାଯାଉଛି।

  • @nigamanandapandactc
    @nigamanandapandactc 2 ปีที่แล้ว

    Satya babu,
    It is a nice educative video.

  • @sitaaram_Creations_1982
    @sitaaram_Creations_1982 11 หลายเดือนก่อน

    ଜୟ ଜଗନ୍ନାଥ,, ଜୟ ପଞ୍ଚ ସଖା 👏👏👏

  • @pradeepdash2004
    @pradeepdash2004 2 ปีที่แล้ว

    Hare Krishna hare Krishna Krishna Krishna hare hare Hare ram hare ram ram ram hare hare 🙏🙏🌹🌹👌👍🍒🇨🇮

  • @freetimefun4320
    @freetimefun4320 3 ปีที่แล้ว +1

    Thank you satay Babu eimiti bahutu video karntu

  • @narayandalai9799
    @narayandalai9799 3 ปีที่แล้ว +1

    ଜୟ🚩🌿 ହନୁମାନ🌿🚩🥥🥥🍌🍌🌻🌻🍍🍎🍒🍀🚩🌿☘️🌴🌺🍀🌱🌳🌲🌻🍍🍎🍒🍀🚩🌿☘️

  • @SamSam-cg5mw
    @SamSam-cg5mw 2 ปีที่แล้ว +1

    Extraordinary knowledge. Thanks for sharing the video

  • @sanjaynayak5417
    @sanjaynayak5417 3 ปีที่แล้ว +1

    ଜୟ ଜଗନ୍ନାଥ ଜୟ୍ ପଞ୍ଚଶାଖା, କୋଟି କୋଟି ପ୍ରଣାମ