JISU MO DARPA | ଯୀଶୁ ମୋ ଦର୍ପ | RITURAJ MOHANTYv| PRASAD LIMA MUSIC OFFICIAL | 2024

แชร์
ฝัง

ความคิดเห็น • 1.2K

  • @PRASADLIMAMUSIC
    @PRASADLIMAMUSIC  2 ปีที่แล้ว +77

    ଗିତସଂହିତା ୧୦୬ : ୪ - ୫
    ହେ ସଦାପ୍ରଭୁ , ତୁମ୍ଭେ ଆପଣା ଲୋକ ମାନଙ୍କ ପ୍ରତି ଯେଉଁ ଅନୁଗ୍ରହ ବହିଥାଅ, ତଦନୁସାରେ ମୋତେ ସ୍ମରଣ କର, ଆପଣା ପରିତ୍ରାଣ ଘେନି ମୋହର ତତ୍ତ୍ୱ ନିଅ ...... ତୁମ୍ଭ ଅଧିକାର ସହିତ ମୁଁ ଦର୍ପ କରିବି...... ଆମେନ୍
    *
    PRAISE THE LORD . . . .*
    ପ୍ରଭୁଙ୍କର ମହାନ ଏବଂ ପବିତ୍ର ନାମର ଧନ୍ୟବାଦ୍ *ହେଉ ......ପ୍ରତ୍ୟୋକ ମନରେ ଏକ ଭକ୍ତି ଭାବପୂର୍ଣ୍ଣ ଏବଂ ଆତ୍ମିକ ଜାଗରଣ ସୃଷ୍ଟି କରିବା ସହିତ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇ ପାରିବା ହୃଦୟସ୍ପର୍ଶୀ ସଙ୍ଗୀତ
    " ଯୀଶୁ ମୋ ଦର୍ପ " .....
    ପ୍ରଭୁ ସମସ୍ତଙ୍କ ଜୀବନରେ ଆତ୍ମିକ ଜାଗରଣ ସୃଷ୍ଠି କରି ସମସ୍ତଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ...... ଧନ୍ୟବାଦ୍ 🙏🙏*

    • @anantakumargarada9549
      @anantakumargarada9549 2 ปีที่แล้ว +1

      ସତରେ ବହୁତ ସୁନ୍ଦର ଗୀତ ହେଈଛି ସମସ୍ତଙ୍କୁ ପ୍ରଭୁ ଯୀଶୁ ଆଶୀର୍ବାଦ କରନ୍ତୁ ଆମେନ୍।

    • @sankarpriscillaodisha7805
      @sankarpriscillaodisha7805 2 ปีที่แล้ว

      Really brother heart touching song... love this song very much.

    • @Simon-k3c
      @Simon-k3c 2 ปีที่แล้ว

      Amen

    • @NanditaMisalo
      @NanditaMisalo ปีที่แล้ว

      ​@@anantakumargarada9549aare v

  • @abhiratnasingh-e8o
    @abhiratnasingh-e8o ปีที่แล้ว +3

    Awesome lyrics sir go ahead

  • @hiramajhi6702
    @hiramajhi6702 2 ปีที่แล้ว +4

    ଅତି ମଧୁର.......ଗୀତ

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Hira ଆଜ୍ଞା 👏👏👏👏👏
      ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ ❤️❤️🙏🙏

  • @amardora1744
    @amardora1744 2 ปีที่แล้ว +2

    Very nice God bless you

  • @lalitkumarbardhan1418
    @lalitkumarbardhan1418 2 ปีที่แล้ว +4

    Ruturaj ଆଜ୍ଞା ନିଜର ମନ ପ୍ରାଣ ହୃଦୟ ଦେଇ ଏହି ଗୀତଟିକୁ ଗାନ କରି ମୋର ହୃଦୟକୁ ସ୍ପର୍ଶ କରି ପାରିଛି l ପ୍ରଭୁ ତାଙ୍କ ଜୀବନ ଏବଂ ତାଙ୍କ କଣ୍ଠ ଦେଇ ଗୌରବାନ୍ବିତ ହୁଅନ୍ତୁ l Thanks to the composer as well and Limma angya for bringing out such a ମନଛୁଆଁ ସଙ୍ଗୀତ!!!

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      ବହୁତ ସୁନ୍ଦର ପ୍ରଭୁଙ୍କୁ ଗୌରବ ଦେବା ମତାମତ ପାଇଁ ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ Lalit ଆଜ୍ଞା ❤️❤️🙏🙏

  • @GhashiramBibhar-ck8bm
    @GhashiramBibhar-ck8bm 10 หลายเดือนก่อน +4

    Good song thankyou sir

  • @arunipani5425
    @arunipani5425 2 ปีที่แล้ว +5

    Really it's touching you sang excellence brother

  • @AmitBadanayak
    @AmitBadanayak 2 ปีที่แล้ว +37

    ଆମେ ଜଗତର ଧନ ସଂପତ୍ତି,ଯଶ ସମ୍ମାନ କିମ୍ବା ସୁନା ରୂପା କୁ ନେଇ ଦର୍ପ କଲେ କିଛି ଲାଭ ନାହିଁ। ଆମେ ଯୀଶୁଙ୍କ ଠାରେ ଦର୍ପ କରିବାର ଆବଶ୍ୟକତା ରହିଛି। ଦୀର୍ଘ ଦିନର ବ୍ୟବଧାନ ପରେ ଏକ ସୁନ୍ଦର ମନଛୁଆଁ ନିଚ୍ଛକ ଖ୍ରୀଷ୍ଟୀୟ ଭକ୍ତି ଗୀତ ଶୁଣିବାକୁ ମିଳିଲା। ଖ୍ରୀଷ୍ଟୀୟ ଭକ୍ତି ଗୀତ ଗୁଡ଼ିକ ଏଭଳି ଭାବେ ଲେଖା ଓ ସ୍ୱର ସଂଯୋଜନା ହେବା ନିତାନ୍ତ ଜରୁରୀ। ଋତୁରାଜ ମହାନ୍ତିଙ୍କ ଗାୟନ ଶୈଳୀ ଅତ୍ୟନ୍ତ ଉଚ୍ଚ କୋଟୀର ହୋଇଛି। ଗୀତ ଶୁଣୁଥିଲେ ବାରମ୍ବାର ଶୁଣୁଥା ଲାଗୁଛି। ପ୍ରସାଦ ଲିମ୍ମା ସାର୍ ଙ୍କ ସ୍ୱର ସଂଯୋଜନା ସର୍ବଦା ପ୍ରଶଂସନୀୟ ଅଟେ। ତିତସ୍ ପାଲ୍ ଙ୍କ ଲେଖା ବହୁତ ବାଇବଲ ଭିତ୍ତିକ ହୋଇ ହୃଦୟସ୍ପର୍ଶୀ ହୋଇପାରିଛି। ବାପି ସାମଲଙ୍କ ସଙ୍ଗୀତ ପରିଚାଳନା ଦିନକୁ ଦିନ ଉନ୍ନତି ହେବାରେ ଲାଗିଛି। ମୁଁ ସମସ୍ତ ଶ୍ରୋତା ମାନଙ୍କୁ ଅନୁରୋଧ କରେ ଏଭଳି ଗୀତ ଗୁଡ଼ିକ ଶୁଣନ୍ତୁ ଏବଂ ପ୍ରଭୁଙ୍କ ପ୍ରଶଂସା ଉଦ୍ଦେଶ୍ୟରେ ବ୍ୟବହାର କରନ୍ତୁ। ପ୍ରସାଦ ଲିମ୍ମା ସାର୍ ଏଭଳି ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ଗୀତ ଏ ଖ୍ରୀଷ୍ଟୀୟ ସମାଜକୁ ଭେଟି ଦେଇ ତାଙ୍କ ସେବା କାର୍ଯ୍ୟରେ ଲାଗି ରୁହନ୍ତୁ। ପ୍ରଭୁ ସମସ୍ତଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ।#Amitbadanayak

    • @jordanjulious5424
      @jordanjulious5424 2 ปีที่แล้ว +1

      Praise the lord

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว +3

      ପ୍ରଭୁ ଯୀଶୁ ଙ୍କ ମଧୁର ଏବଂ ପବିତ୍ର ନାମ ନେଇ ଅଶେଷ ଅଶେଷ ଧନ୍ୟବାଦ୍ ଏବଂ କୃତଜ୍ଞତା ଜ୍ଞାପନ କରୁ ମୋ ପ୍ରିୟ ଭାଈ AMIT .......👏👏👏👏
      ପ୍ରଭୁଙ୍କ ପ୍ରତି ଆପଣଙ୍କ ପ୍ରେମ , ତ୍ୟାଗ ଏବଂ ତାଙ୍କ ଗୌରବ ନିମନ୍ତେ ଆପଣଙ୍କ ପ୍ରଚେଷ୍ଟାକୁ ମୁଁ ପ୍ରଶଂସା କରେ ....
      ସମସ୍ତଙ୍କ ମନରେ ଏକ ନୂତନ ଉଧିପନା , ଭକ୍ତି ଭାବ ଏବଂ ଆତ୍ମିକ ଜାଗରଣ ସୃଷ୍ଟି କରିଲା ଭଳି ମନ୍ତବ୍ୟ ନିଶ୍ଚୟ ପ୍ରଭୁଙ୍କ ମହିମା ପ୍ରକାଶ କରିବା ସହିତ ଆନେକଙ୍କ ଆତ୍ମିକ ଜୀବନ ଅଭିବୃଦ୍ଧି ରେ ସାହାଯ୍ୟ ନିଶ୍ଚୟ କରିବ ...... ଧନ୍ୟବାଦ୍
      ପ୍ରଭୁ ଆପଣଙ୍କ ଓ ପରିବାରର ସର୍ବଦା ମଙ୍ଗଳ କରନ୍ତୁ ......👍👍

    • @mahalaxmidisari6890
      @mahalaxmidisari6890 2 ปีที่แล้ว +2

      Jisunka Bina e jiban brutha

    • @sirajkhosla7272
      @sirajkhosla7272 2 ปีที่แล้ว +1

      Amen

    • @hrudayanag2053
      @hrudayanag2053 2 ปีที่แล้ว

      Amit sir rituraj nku sujog diantu gaibaku sei bhala singer 🙏

  • @AanuNayak-v9t
    @AanuNayak-v9t ปีที่แล้ว +3

    God aap sabhi ko Ashish Karen

  • @mohandas1918
    @mohandas1918 2 ปีที่แล้ว +2

    Bahuta badhia heart touching song pravu asribad karantu Amen

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      ପ୍ରଭୁ ଆପଣଙ୍କୁ ଓ ପରିବାରକୁ ମଧ୍ୟ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👏👏👏👏👏

  • @estherlima6263
    @estherlima6263 2 ปีที่แล้ว +3

    Nice song 👍God bless you

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Thank You So So much dear Loving Sisiter Esther.......
      God bless you for your lovely Compliments 👏👏👏

  • @abrahammallick5699
    @abrahammallick5699 2 ปีที่แล้ว +4

    Praise the Lord bahi

  • @puspak3470
    @puspak3470 2 ปีที่แล้ว +3

    God Bless you sir Bohuto bholo song gai chonti amitihi agoku bodontu praisc the lord ⛪️⛪️⛪️⛪️

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      DEAR loving PUSPAAK 👏👏👏👏
      LOVELY FEEDBACK FROM A LOVELY PERSON ........ ❤️❤️🙏🙏
      GOD BLESS YOU

  • @satyaprakash8509
    @satyaprakash8509 2 ปีที่แล้ว +4

    Beautiful song rituraj sir our loving God Jesus Christ bless you

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Brother Satya ❤️❤️🙏🙏
      THANKING you so so much

  • @khushbuandkismat8765
    @khushbuandkismat8765 2 ปีที่แล้ว +4

    Very nice

  • @saulapattamajhicreation6962
    @saulapattamajhicreation6962 2 ปีที่แล้ว +2

    ପ୍ରଭୁ ତମକୁ ashirbada karantu sir

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว +1

      Saula ଭାଈ....👏👏👏👏
      ବହୁତ ଆନନ୍ଦ ଲାଗିଲା.......❤️❤️
      ପ୍ରଭୁ ଆପଣଙ୍କୁ ମଧ୍ୟ ବହୁଳ ଭାବରେ ଆଶିର୍ବାଦ କରନ୍ତୁ

    • @saulapattamajhicreation6962
      @saulapattamajhicreation6962 2 ปีที่แล้ว

      @@PRASADLIMAMUSIC thank you sir

  • @BipinNag2999
    @BipinNag2999 2 ปีที่แล้ว +38

    Praise the Lord ବହୁତ ଦିନ ପରେ ବହୁତ ସୁନଧର ଗୀତ ମିଳିଚି ପରେମଶ୍ବରଙ୍କ ମହା ନାମ ରେ ଧନ୍ଯବାଦ ହେଉ 🙏🙏🙏

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ Bipin ଭାଈ 🙏🙏🙏

  • @mitukumar6671
    @mitukumar6671 2 ปีที่แล้ว +2

    praise The Lord Bapi samal dada...Geeta ku bahut bhal kari sajeichhanti..... music 🎵🎵🎵🎵 b bahut sundar heichhi

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Really it's an amazing Music Arrengements by Bapi Samal.....👍
      God bless him as well as you Too Dear brother Mitu ❤️❤️

  • @chohanpatra2513
    @chohanpatra2513 2 ปีที่แล้ว +5

    Press the lord sir hallelujah

  • @Ankurdigalofficial
    @Ankurdigalofficial 2 ปีที่แล้ว

    Bahut sundar

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Ankur ଭାଈ.....👏👏👏👏👏👏
      THANKING you so much ❤️❤️

  • @jatindramishal7949
    @jatindramishal7949 2 ปีที่แล้ว +3

    Very good song......

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Jatindra ଆଜ୍ଞା ନମସ୍କାର ❤️❤️🙏🙏
      ଆପଣଙ୍କ ବହୁମୂଲ୍ୟ ମତାମତ ଦ୍ଵାରା ପ୍ରଭୁଙ୍କର ଗୌରବ ହେଉ 👏👏
      ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ

  • @bickynayak7471
    @bickynayak7471 2 ปีที่แล้ว +2

    Praise the lord 🙏 Prabhu samastankara managala karantu Amen bahut sundar song hrudaya Vara Gita tie thanks 🙏

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Bicky ଭାଈ........👏👏👏👏
      ପ୍ରଭୁଙ୍କର ଗୌରବ ହେଉ ଏବଂ ଆପଣଙ୍କୁ ପ୍ରଭୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍👍

  • @abashlimaabashlima7777
    @abashlimaabashlima7777 2 ปีที่แล้ว +4

    Praise the lord Prasad Lima sir gito bahuto sundaro hayichi

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      ପ୍ରଭୁଙ୍କର ପବିତ୍ର ନାମର ଧନ୍ୟବାଦ୍ ହେଉ.......
      ବହୁତ ବହୁତ ଧନ୍ୟବାଦ

  • @jangammoses1428
    @jangammoses1428 2 ปีที่แล้ว +2

    సూపర్🙏

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Moses garu chala chala thanks
      👏👏
      God bless you mightyly 👍👍

  • @sudamsagar8675
    @sudamsagar8675 2 ปีที่แล้ว +29

    ପ୍ରଭୁ ଯୀଶୁଙ୍କ ଜୟ ହେଉ ରୁତୁ ରାଜ ଭାଇ ଙ୍କୁ ମଧ୍ଯ ପ୍ରଭୁ ଯୀଶୁ ପ୍ରଚୁର ରୂପେ ଦୀର୍ଘାୟୁ ଏବଂ ଆଶୀର୍ବାଦ କରନ୍ତୁ amen

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      ବହୁତ ବହୁତ ଧନ୍ୟବାଦ ସୁନ୍ଦର ମନ୍ତବ୍ୟ ପାଈଁ ❤️❤️🙏🙏

    • @bhanjakishorebehera06
      @bhanjakishorebehera06 2 ปีที่แล้ว

      @@PRASADLIMAMUSIC wonderful song Brother God bless you abundantly

  • @rameshchara.b1988
    @rameshchara.b1988 2 ปีที่แล้ว +2

    Super song thanks to Ruturaj bhai

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Hallelujah ❤️🙏
      We Thank You and God bless you dear brother.......👍

  • @jollydas1260
    @jollydas1260 2 ปีที่แล้ว +3

    Nice composition...praise the lord...

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Thanks for watching and loving US ❤️❤️🙏🙏

  • @mahalaxmidisari6890
    @mahalaxmidisari6890 2 ปีที่แล้ว +1

    Nice bhai

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Thanks a lot dear Loving Sisiter Mahalaxmi ❤️❤️🙏🙏

  • @el-shaddaigospelmissionkur223
    @el-shaddaigospelmissionkur223 2 ปีที่แล้ว +4

    Very heart touching song lima sir nice music and nice singing ruturajmahanti sir my God bless you

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Sudam ଆଜ୍ଞା ❤️❤️🙏🙏
      ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ଦେବା ସହିତ
      ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👏👏

  • @samuelkandapan9441
    @samuelkandapan9441 2 ปีที่แล้ว +2

    God bless uh Richly ❤️ prasad lima sir

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      God bless you Too My dear Loving brother Samuel ❤️❤️🙏🙏

  • @nayakparineeta123
    @nayakparineeta123 2 ปีที่แล้ว +4

    Nice song thank you

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Thanks a lot and Our Heartly regards behalf of our whole Team ..........❤️❤️🙏🙏
      God bless you richly

  • @mohandas1918
    @mohandas1918 2 ปีที่แล้ว +2

    Praise the lord bahuta badhia song pravu asribad karantu Amen

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Amen ଆଜ୍ଞା ..........❤️❤️🙏🙏
      .......... May the mighty lord give his mighty presence in Our Life
      Thank You

  • @SBMusic123
    @SBMusic123 2 ปีที่แล้ว +7

    gito sunu thile akhiru Luho jhoruchi bohut sundor hoichi gito thank you jesus 🙏 ♥

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      I also CRIED for this meaningful Song......
      ପ୍ରଭୁ କରନ୍ତୁ ଅନେକ ହୃଦୟରେ ପ୍ରଭୁଙ୍କ ଗୌରବ ନିମନ୍ତେ ଆଶ୍ରୁ ଝରୁ....... ଆମେନ୍

    • @arunipani5425
      @arunipani5425 2 ปีที่แล้ว

      Yes it's touching my heart praise God ❤️❤️❤️ jisu tume mo darpa

  • @shyamsundarchinchani7217
    @shyamsundarchinchani7217 2 ปีที่แล้ว +2

    ଗୀତ ମାନେ ଏମିତି ଥିବା ଦରକାର ପ୍ରଭୁଙ୍କର ମହାନ ନାମ ଧନ୍ୟ ହେଉ ଗୀତ ତିଆରି କରିଥିବା ଭାଇମାନଙ୍କୁ ପ୍ରଭୁ ଯୀଶୁ ବାପା ଆଶୀର୍ବାଦ କରନ୍ତୁ.Amen

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว +2

      Shyamsundar ଆଜ୍ଞା ନମସ୍କାର ❤️❤️🙏🙏
      ପ୍ରକୃତରେ ଅନେକ ଟଙ୍କା ଅପେକ୍ଷା ଆପଣଙ୍କ ବହୁମୂଲ୍ୟ ମତାମତ ର ଦମ୍ ଅଧିକ ........... ଯାହାକି ପ୍ରଭୁଙ୍କୁ ଗୌରବ ଦେଉଛି 👏👏👏👏
      ବହୁତ ଧନ୍ୟବାଦ୍ ଆଜ୍ଞା

  • @mothinanayaknayak1023
    @mothinanayaknayak1023 2 ปีที่แล้ว +3

    👍🤗

  • @mitukumar6671
    @mitukumar6671 2 ปีที่แล้ว +2

    Praise The Lord Lima sir 🙏🙏🙏🙏🙏🙏au baki Geeta kebe asiba rituraj gaiba Geeta....rituraj sir starting re 3 ti Geeta asuchhi kahithile......

  • @mahimamusicproduction
    @mahimamusicproduction 2 ปีที่แล้ว +3

    Bahut bhalo ...
    Fantastic Lyrics and music
    Mind blowing voice...

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ ମୋ ପ୍ରିୟ ଭାଈ
      ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👏👏

  • @akashacharjya9066
    @akashacharjya9066 2 ปีที่แล้ว +2

    Rituraj always my fevret tq yesu ka gana gane ke liye

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Akash Bhai .......❤️❤️🙏🙏
      Keval prabhuki Mahima Ho
      Bahat bahat dhanyabad 👏👏👏

  • @paulabadhadhangada28
    @paulabadhadhangada28 2 ปีที่แล้ว +4

    Praise the Lord thanks very much to you director sir nice voice singer man Ritu sir may God bless you always good ,

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ ମୋ ପ୍ରିୟ ଭାଈ Paula .......❤️❤️🙏🙏
      Lots of love and Thanks for your beautiful and valuable compliments...…👏👏👏
      God bless you mightyly

    • @alokmantry5647
      @alokmantry5647 2 ปีที่แล้ว

      Heart touching song

  • @deepakofficialchannel2082
    @deepakofficialchannel2082 2 ปีที่แล้ว +3

    Beautiful song sir
    Praise the Lord

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Deepak ଭାଈ...... ବହୁତ ଖୁସି ଲାଗିଲା ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ.......

  • @abrahammallick5699
    @abrahammallick5699 2 ปีที่แล้ว +2

    Very nice song

  • @saamsunam5160
    @saamsunam5160 2 ปีที่แล้ว +4

    Nice songs🎵,Hallelujah,
    Praise the Lord.

  • @rakeshpatro3000
    @rakeshpatro3000 2 ปีที่แล้ว +1

    Woww so nice sir

  • @rajeshnayakcreations1063
    @rajeshnayakcreations1063 2 ปีที่แล้ว +7

    Praise the lord 🙏very beautiful song 👍👍very heart touching singing ❤❤❤prabhu ki mohima ho 🙏🙏jai mashi ki 🙏

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว +1

      Jai Mashi ki......🙏🙏
      AAP ko Mashi ki Nam Me bahat bahat dhanyabad 👏👏👏👏

  • @parsuramsagariaofficial1408
    @parsuramsagariaofficial1408 2 ปีที่แล้ว +2

    Bolo yeshu mashi ki ❤❤

  • @rabijamuguda6577
    @rabijamuguda6577 2 ปีที่แล้ว +3

    Praise the lord Lima sir very nice beautiful songs God bless all family

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Rabi ଭାଈ 👏👏👏
      It's a lovely feedback from you and We love to hear ALL this ❤️❤️ God bless you

  • @arunpradhan7138
    @arunpradhan7138 2 ปีที่แล้ว +2

    Thanks for new song .God bless you.sir

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Arun Bhai ......
      Thanks for your beautiful Compliments dear loving brother
      ❤️❤️🙏🙏
      God bless you abundantly

  • @SBMusic123
    @SBMusic123 2 ปีที่แล้ว +3

    sunibaku redy hoijaichi asijaichi heart touching song by prasad limma music praise the Lord all

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      THANK YOU SO SO MUCH BEHALF OF OUR WHOLE TEAM Dear SB Music .......... 👏👏👏
      ଏହି ନୁତନ ଗୀତ ପ୍ରତ୍ୟୋକ ମନରେ ଏକ ଭକ୍ତି ଭାବପୂର୍ଣ୍ଣ ଏବଂ ଆତ୍ମିକ ଜାଗରଣ ସୃଷ୍ଟି କରିବା ସହିତ ଆମ୍ଭମାନଙ୍କୁ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ପାଇଁ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରୁ ....... ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ .....
      ଧନ୍ୟବାଦ୍ 🙏🙏

  • @mantupradhan1058
    @mantupradhan1058 2 ปีที่แล้ว +2

    Outstanding song

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Mantu Bhai ........ 💕💕💕💕
      THANK YOU and Love you for your Lovely compliments 👏👏👏
      God bless you

  • @mothinanayaknayak1023
    @mothinanayaknayak1023 2 ปีที่แล้ว +3

    For the first time i see this kind of singer R .Mohanty so powerfully singing God bless you.

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Thanks a lot dear Loving brother
      ❤️🙏
      ALL glory to God and God bless you

  • @blessedsam6849
    @blessedsam6849 2 ปีที่แล้ว +7

    Praise the lord we are waiting for another masterpiece Song

  • @sudhablogs107
    @sudhablogs107 2 ปีที่แล้ว +2

    Praise the Lord 🙏 God bless you Lima babu

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      SUDHA BLOGS .....❤️❤️🙏🙏
      We LOVE to THANK YOU
      ସୁନ୍ଦର ମତାମତ ଦ୍ୱାରା ପ୍ରଭୁଙ୍କର ପ୍ରଶଂସା କରି ଥିବାରୁ ବହୁତ ଧନ୍ୟବାଦ୍ 🙏🙏
      ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ

  • @ARK-Complex
    @ARK-Complex 2 ปีที่แล้ว +3

    ଗୀତ ବହୁତ ବଡ଼ିଆ ହୋଇଛି SIR।
    ପ୍ରଭୁ ସଦାପ୍ରଭୁଙ୍କର ପ୍ରଶଂସା ହେଉ।
    #ARKCOMPLEX
    #AK56NILAGUDA
    MAY GOD BLESS YOU ABUNDANTLY!

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      ଗୀତ ଦ୍ଵାରା ପ୍ରଭୁଙ୍କର ଗୌରବ ହେଉ ଏବଂ ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ .....🙏🙏
      ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👏👏

  • @sangramproductionhouse8607
    @sangramproductionhouse8607 2 ปีที่แล้ว +4

    Praise the Lord

  • @sandhyalima9277
    @sandhyalima9277 2 ปีที่แล้ว +2

    Thank you bhaina 🙏ଆଉ ଗୋଟେ ହୃଦୟସ୍ବର୍ଶ ଗୀତ ପାଇଁ... ବହୁତ ସୁନ୍ଦର ହେଇଚି... God bless you 🙏

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      ବହୁତ ସୁନ୍ଦର ମତାମତ ଦ୍ୱାରା ପରମେଶ୍ବରଙ୍କ ଗୌରବ ହେଉ ମୋ ପ୍ରିୟ ଭଊଣି ସନ୍ଧ୍ୟା .......
      💕💕🙏🙏

  • @snkarjeeofficial8882
    @snkarjeeofficial8882 2 ปีที่แล้ว +3

    Praise the lord Very nice meaningful song sir

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ ଆଜ୍ଞା .....
      🙏🙏❤️❤️
      ବହୁତ ସୁନ୍ଦର ମତମତ ପାଇଁ ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👏👏

  • @pastormojeshpatla1457
    @pastormojeshpatla1457 2 ปีที่แล้ว +1

    Sir ବହୁତ ଧନ୍ୟବାଦ ଗୀତ ପାଇଁ vhrinic 👍👍

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Moses ଆଜ୍ଞା ନମସ୍କାର....... praise the Lord
      ବହୁମୂଲ୍ୟ ମତାମତ ଦ୍ଵାରା ପ୍ରଭୁଙ୍କର ଗୌରବ ହେଉ
      ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ 👍👍

  • @RiturajMohantyOfficial
    @RiturajMohantyOfficial 2 ปีที่แล้ว +8

    Praise the Lord 🙏❤️ thank you 🙏

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว +3

      RITURAJ SIR ..........❤️❤️🙏🙏
      A BIG ROUND OF AFLOUS AND THANKSFULL GRATITUDE TO YOU BEHALF OF OUR CHRISTIAN COMMUNITY .........👏👏👏👏
      🌹🌹 A OUTSTANDING 🌹🌹
      PERFORMANCE BY YOU
      AND WE PROUD OF YOU
      MAY GOD BLESS YOU

    • @amoskumarlima6665
      @amoskumarlima6665 2 ปีที่แล้ว +1

      Incredible Singing Sir.... Words fall short to describe my heartfelt emotions for this wonderful song and singing ❤️❣️

  • @RajuBhai-go6cd
    @RajuBhai-go6cd 2 ปีที่แล้ว +2

    Very nice lyrics bro tnq..

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Thanks a lot dear Raju Bhai ❤️❤️🙏🙏

  • @simanchalsingerofficial.5193
    @simanchalsingerofficial.5193 2 ปีที่แล้ว +3

    Very hart touching song god bless you all team 🙏🙏🙏❤❤

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว +1

      ବହୁତ ବହୁତ ଧନ୍ୟବାଦ୍ Simanchal ଭାଈ ❤️❤️❤️
      ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👍👍

  • @Naveenkumar-id4vo
    @Naveenkumar-id4vo 2 ปีที่แล้ว +2

    Praise the lord ବହୁତ ସୁନ୍ଦର ସଙ୍ଗୀତ ପ୍ରଭୁ ଆପଣଙ୍କୁ ଆର୍ଶୀବାଦ କରନ୍ତୁ।

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      NAVEEN ଆଜ୍ଞା ନମସ୍କାର .......🙏🙏
      WITHOUT JESUS LIFE IS VANITY
      ନିଶ୍ଚୟ ଅତି ଆନନ୍ଦ ମୁଲକ ମତାମତ ଦ୍ଵାରା ଆମ୍ଭମାନଙ୍କ ମନକୁ ଆନନ୍ଦ ଦେଇଥିବାରୁ ଆପଣଙ୍କ ଠାରେ ଆମେ ଧନ୍ୟବାଦୀ ଅଟୁ.........
      ବହୁତ ବହୁତ ଧନ୍ୟବାଦ୍........ ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ 🙏🙏

  • @prafullanayak9579
    @prafullanayak9579 2 ปีที่แล้ว +4

    Its a great and heart touching song.
    When a person will hear this song mindlly, he will undestand who is he(self) wher he is, wt is he is
    he will understand 100% Jesus is his way. Praise The Lord sir.
    Aachually GOD is using u correctlly for his service.

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      It's a GREAT HAPPINESS and BLESSED TIME for US dear PRAFULLA ଆଜ୍ଞା .......❤️❤️🙏🙏
      ଆପଣଙ୍କ ବହୁମୂଲ୍ୟ ମତାମତ ନିଶ୍ଚୟ ପରମେଶ୍ୱରଙ୍କୁ ଗୌରବ ମହିମା ଦେବା ସହିତ ଆମ୍ଭମାନଙ୍କୁ ଅଧିକ ମାତ୍ରାରେ ଅନୁପ୍ରାଣୀତ କରି ପାରିଛି....👏👏👏
      ପ୍ରଭୁ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @abhisuna5712
    @abhisuna5712 2 ปีที่แล้ว +3

    Praise the lord..God bless you. Amen

  • @digvijay4446
    @digvijay4446 2 ปีที่แล้ว +2

    Praise the lord 🙏🙏 gito bhahuto bholo heichiii agya nice compose

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Thanks for the lovely feedback 💕💕

  • @sishirlima9458
    @sishirlima9458 2 ปีที่แล้ว +3

    ❤❤❤Amazing composition by my Bro PRASAD ❤❤❤❤💐💐👏👏👏👏

  • @mitukumar6671
    @mitukumar6671 2 ปีที่แล้ว +3

    Praise The Lord PLima sir and thanks for your all team

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Mitu bhai ❤️❤️🙏🙏
      Proud to have your valuable Compliments 👏👏

  • @ajambarsabar6528
    @ajambarsabar6528 2 ปีที่แล้ว +1

    ମୁଁ ରୂତୁରାଜ୍ ଭାଇଙ୍କୁ ବହୁତ ଭଲ ପାଏ ଆଜି ତାଙ୍କ କଣ୍ଠରୁ ଏତେ ସୁନ୍ଦର Christian ଗୀତ ଶୁଣି ଭଲ ପାଇବା ଦୁଇ ଗୁଣ ହେଇଚି thank you and i love you God bless you

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      ପ୍ରଭୁଙ୍କର ମହାନ ନାମର ଗୌରବ ହେଉ ଭାଇ
      ❤️❤️🙏🙏
      God bless you too

  • @r.k.b.majhi.official9876
    @r.k.b.majhi.official9876 2 ปีที่แล้ว +3

    Nice 👌

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Thanks a lot dear brother ❤️❤️🙏🙏

  • @tukunasabar8598
    @tukunasabar8598 2 ปีที่แล้ว +3

    Super song lyrics and music god bless you thank you

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Tukuna ଭାଈ ❤️❤️❤️❤️❤️
      Love you for your valuable feedback

  • @philmangomango1609
    @philmangomango1609 2 ปีที่แล้ว +2

    Praise the lord,.....nice song...

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      ବହୁତ ସୁନ୍ଦର ମତାମତ ପାଇଁ ହୃଦୟ ଭରା ଧନ୍ୟବାଦ୍
      👏👏👏👏👏

  • @g.kmusicofficial6822
    @g.kmusicofficial6822 2 ปีที่แล้ว +3

    ବହୁତ୍ ସୁନ୍ଦର ହୃଦୟ ସ୍ଵର୍ଶି ଗୀତ ସାର୍ 💓💓

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Thanks for watching and loving US dear GK Music......❤️🙏
      God bless you all

  • @jeruballimma
    @jeruballimma 2 ปีที่แล้ว +1

    Wonderful!!! Ritu Raj has brilliantly sung it!!!

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Thanks a lot dear ଆଜ୍ଞା ❤️❤️🙏🙏

  • @jeebit2037
    @jeebit2037 2 ปีที่แล้ว +4

    Glory to God
    ଅତ୍ୟନ୍ତ ହୃଦୟ ସ୍ପର୍ଶୀ
    Next level.
    Excellent composition and Lyrics.
    May God bless you all the team members.

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      ମୋ ପ୍ରିୟ ଭାଇ JEEBIT.........❤️❤️🙏🙏
      ପ୍ରଭୁ ଯୀଶୁ ଙ୍କ ମଧୁର ଏବଂ ପବିତ୍ର ନାମ ନେଇ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଏ .......👏👏
      ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଯେ ତାଙ୍କ ଗୌରବ ମହିମା ନିମନ୍ତେ ସେ ପୁଣି ଗୋଟିଏ ଗୀତ ପ୍ରସ୍ତୁତ କରିବାରେ ସାହାଯ୍ୟ କଲେ.........
      ଏହି ଶ୍ରେୟ ତୁମ୍ଭ ମାନଙ୍କର ମଧ୍ୟ ଅଟେ
      ପ୍ରଭୁ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ ......👍👍

  • @sabirlima423
    @sabirlima423 2 ปีที่แล้ว +4

    Praise the LORD 🙏... very good song ,,, throughout this song we can pore out our heart to GOD...

    • @sabirlima423
      @sabirlima423 2 ปีที่แล้ว +1

      God bless you all

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Thanks a lot My loving brother Pabi.....
      💕💕
      It's a great Feeling 👏👏👏
      ଗୀତ ଦ୍ଵାରା ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ ...... God bless you

  • @jjjmusicpresents5659
    @jjjmusicpresents5659 2 ปีที่แล้ว

    Praise the Lord. Halelluya. Super super

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Our Heartly Thanks and Love 💕💕💕
      always with you.........JJJ MUSIC

  • @sadhakabebarta4751
    @sadhakabebarta4751 2 ปีที่แล้ว +6

    My beloved Prasad Sir, today I'm specially praying and begging to God to bless you infinitely because you have a big broken heart fro the kingdom of God...
    Our prayers are always with you, nice song,nice composition and nice Lyrics and amazing sung...
    AMEN

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      MY LOVING BROTHER SADHAKA .....❤️❤️ PROUDLY THANKING YOU ........👏👏
      Really I feel PROUD ......
      And always It's Your valuable LOVE AND PRAYER SUPPORT which gives COURAGE to ME......
      Thank You for your beautiful and BLESSED Compliments
      God bless you and family abundantly ......👍👍

  • @rabindrabagh8198
    @rabindrabagh8198 2 ปีที่แล้ว +2

    So nice song bro

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Thanks for watching and loving US dear brother RABINDRA ❤️❤️🙏🙏

  • @sunitabidika2120
    @sunitabidika2120 2 ปีที่แล้ว +1

    Super song 🎵🎵🎵🎵 bhai thanks ...

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Thanks for always being a good sister of Me 👏👏👏👏
      God bless you and your family 👍

  • @esauofficialmusic9024
    @esauofficialmusic9024 2 ปีที่แล้ว +2

    Very nice composition song sir

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Thanks for your beautiful love and Compliments 👏👏👏

  • @arunbadabhuyanarunbadabhuy8063
    @arunbadabhuyanarunbadabhuy8063 2 ปีที่แล้ว +3

    Beautiful songs.
    Praise the lord 🙏🙏Amen

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Thanks for watching and loving US....
      .❤️❤️🙏🙏
      May God bless you mightyly

  • @surajsunnyshortvlog2841
    @surajsunnyshortvlog2841 2 ปีที่แล้ว +1

    Praise the lord 🙏 Beautiful song

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      We love your beautiful Compliments and encouragement ❤️❤️🙏🙏
      Thanks a lot and God bless you

  • @janathansardar6138
    @janathansardar6138 2 ปีที่แล้ว +3

    Praise the Lord..🙏🏼🙏🏼🙏🏼 Rituraj Sir'nku prabhu bahut matra re aashirvad karantu...Sabubele Iswaranko mahima nimante geeto gaiba pain prabhu sahajya karantu....Praise the Lord

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Dhanyabad ଆଜ୍ଞା.........❤️❤️🙏🙏
      ପ୍ରଭୁ ଯୀଶୁ ଙ୍କ ମଧୁର ଏବଂ ପବିତ୍ର ନାମ ନେଇ କୃତଜ୍ଞତା ଜ୍ଞାପନ କରୁ .......👏👏
      ଏହି ନୂତନ ଗିତ ଆପଣଙ୍କ ମନରେ ଭକ୍ତି ଭାବ ଏବଂ ଆତ୍ମିକ ଜାଗରଣ ସୃଷ୍ଟି କରିଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦେଉ ........

    • @janathansardar6138
      @janathansardar6138 2 ปีที่แล้ว

      @@PRASADLIMAMUSIC Dhanyabad sir....Praise the Lord🙏🏼🙏🏼🙏🏼

  • @animapatmajhi2498
    @animapatmajhi2498 2 ปีที่แล้ว +2

    Ooh my God heart toughing song
    God bless you !My favourite singer Ruturaj bro.

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Dear Loving Anima......💕💕🙏🙏
      Proud to get your valuable Compliments 👏👏👏
      God bless you abundantly

  • @kgbsnews170
    @kgbsnews170 2 ปีที่แล้ว +2

    Rituraj bhai you are awesome!

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      100% .......👍👍👍👍👍👍

  • @purna2390
    @purna2390 2 ปีที่แล้ว +3

    Thank you sir

  • @dhanarjayharijandhanarjayh1529
    @dhanarjayharijandhanarjayh1529 2 ปีที่แล้ว +1

    Bohut sundor songs ta ,,,ruturaj bhai probu tomoku asirbad korontu 🙏,,,aagokubi amiti geeto gaibare sopolo korontu probu,,, praise the lord ,,,⛪⛪⛪⛪ Amen

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Dhananjay ଭାଈ.......❤️❤️🙏🙏
      ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ
      Lots of love and Thanks for your beautiful and valuable compliments...…👏👏👏
      God bless you mightyly

  • @ambrit749
    @ambrit749 2 ปีที่แล้ว +3

    So beautiful song I love jesus ❤❤❤

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Naresh brother ❤️❤️🙏🙏
      We Thank You for your beautiful Compliments 👏👏👏

  • @srmusic5004
    @srmusic5004 2 ปีที่แล้ว +1

    Praise the lord bahut sundar achhi gita

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      ବହୁତ ବହୁତ ଧନ୍ୟବାଦ ଅର୍ପଣ କରି ପରିବାରର ମଙ୍ଗଳ କାମନା କରୁ 👍👍

  • @enjoypostprem4632
    @enjoypostprem4632 2 ปีที่แล้ว +4

    Ritu raaj sir nice singing
    Praise the lord
    Mind blowing lyrics
    So beautiful god bless your all team 🙏👍👍

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Prem ଭାଈ ..... ❤️❤️🙏🙏
      ଆପଣଙ୍କ ବହୁମୂଲ୍ୟ ମତାମତ ଦ୍ଵାରା ପ୍ରଭୁ ଯୀଶୁ ଗୌରବ ମହିମା ପାଆନ୍ତୁ ......

  • @sukeshkumarbiswas3573
    @sukeshkumarbiswas3573 2 ปีที่แล้ว +1

    Supper song God bless you

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Sukesh ଭାଈ.......👏👏👏👏👏
      ଆପଣଙ୍କ ବହୁମୂଲ୍ୟ ଉତ୍ସାହ ପାଈଁ ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ

  • @ritumalik4256
    @ritumalik4256 2 ปีที่แล้ว +3

    ସଦାପ୍ରଭୁ ଆପଣମାନଙ୍କୁ ପ୍ରଚୁର ଆଶିର୍ବାଦ କରନ୍ତୁ ତାହାଙ୍କ ଗୌରବ ଉଦ୍ଦେଶ୍ୟରେ ନୂଆ ନୂଆ ଗୀତ ଭେଟି ଭାବେ ଆମ୍ଭମାନଙ୍କ ନିକଟରେ ପହଞ୍ଚାଉ ଥିବାରୁ ବିଶେଷ ଆପଣମାନଙ୍କୁ ଅନ୍ୟବାଦ।
    Lord Jesus bless you! AMEN

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      OUR dear loving sister RITU .... 💕💕🙏🙏
      It's a Tremendous Feeling and very very happy to have your valuable Compliments
      ଗୀତ ଦ୍ଵାରା ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ ......ଏବଂ ବହୁତ ସୁନ୍ଦର ମତମତ ପାଇଁ ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👏👏

  • @pilatrupamajhi53
    @pilatrupamajhi53 2 ปีที่แล้ว +3

    Praise the lord...nice voice and composition lyrics music 🎵🎵🎵🎵 God bless you all team members.....

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Thanks for your valuable feedback and God bless you more and more 👍👍

  • @sabinanaag3817
    @sabinanaag3817 2 ปีที่แล้ว +2

    Wow song what a lovely vioce

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Sabina Mam..…....❤️❤️🙏🙏
      Prabhu apananku asirbada karantu 👍

  • @chhabilapatra1803
    @chhabilapatra1803 2 ปีที่แล้ว +3

    Beautiful lyrics and beautiful song
    Praise the lord....🙏

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Thanks for your so Lovely compliments brother 🙏🙏
      God bless you mightyly

  • @ajpkd9528
    @ajpkd9528 2 ปีที่แล้ว +1

    ମୁଁ ଯେତେବେଳେ ନିଜେ କଷ୍ଟ , ଦୁଃଖ ଓ ଅବାଟରେ ଥିଲି ଏହିପରି ସୁନ୍ଦର ଗୀତ ଶୁଣି ଯୀଶୁଙ୍କ ନାମରେ ସାହାସ ପାଇଛି ଧନ୍ୟବାଦ ଲିମ୍ମା ସାର୍ ପ୍ରଭୁ ଆପଣଙ୍କୁ ଏହିପରି ସୁନ୍ଦର ଜ୍ଞାନ ଦିଅନ୍ତୁ Almighty of God Amen 🙏🙏

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว +1

      ମୋ ପ୍ରିୟ ଭାଇ .........❤️❤️🙏🙏
      ପ୍ରଭୁ ଯୀଶୁ ଙ୍କ ମଧୁର ଏବଂ ପବିତ୍ର ନାମ ନେଇ କୃତଜ୍ଞତା ଜ୍ଞାପନ କରୁ .......👏👏
      ଏହି ନୂତନ ଗିତ ଆପଣଙ୍କ ମନରେ ଭକ୍ତି ଭାବ ଏବଂ ଆତ୍ମିକ ଜାଗରଣ ସୃଷ୍ଟି କରିଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦେଉ .........
      God bless you abundantly ......👍👍

  • @BilliyamEdits
    @BilliyamEdits 2 ปีที่แล้ว +3

    Praise The Lord
    May God bless all of you 💖💖💖💖

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว +1

      Billyam ଭାଈ.......may the Lord bless you abundantly and thank You

    • @BilliyamEdits
      @BilliyamEdits 2 ปีที่แล้ว

      @@PRASADLIMAMUSIC It's Okay

  • @rashmigvlogs225
    @rashmigvlogs225 2 ปีที่แล้ว +1

    Jay Masih Ki

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Kiran brother ❤️❤️🙏🙏
      Jay MASHI ki .........👏👏👏

  • @jordanjulious5424
    @jordanjulious5424 2 ปีที่แล้ว +10

    Congratulations prasad lima sir..God bless you Rituraj mahanti. The best song ever in prasad lima official industry .we all have to hear and share this song for the praise of lord jesus. This is the wonderful song which touch the heart of all people and we have to learn from this song that how we have to praise and worship god to defeat Lucifer may god bless you prasad lima sir and all team members and specially to rituraj Mohanty for singing this wonderful spiritual song God bless you praise the lord🙏🙏🙏🙏

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      A BIG ROUND OF AFLOUS AND A BIG THANK TO YOU BEHALF OF OUR WHOLE TEAM DEAR JORDAN BROTHER..........
      👏👏👏
      Really it's all of Our BLESSED Time
      👍👍 ପ୍ରଭୁ କରନ୍ତୁ ଏହି ନୁତନ ଗୀତ ଆମ୍ଭମାନଙ୍କୁ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ପାଇଁ ସାହାଯ୍ୟ କରୁ ....... ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ .....

    • @labanyatandi4333
      @labanyatandi4333 2 ปีที่แล้ว

      EXCELLENT, Praise the Lord.Thanks to Singer and producer. May almighty God bless U all.

  • @AmitPaul7217
    @AmitPaul7217 2 ปีที่แล้ว +2

    Beautiful song

  • @neheraofficial2053
    @neheraofficial2053 2 ปีที่แล้ว +3

    Praise the Lord..

    • @PRASADLIMAMUSIC
      @PRASADLIMAMUSIC  2 ปีที่แล้ว

      Hallelujah ❤️🙏
      All glory to God and bless you richly 👍