Praise the lord sir... ପ୍ରଭୁଙ୍କ ମହତ୍ ନାମରେ ମୁଁ ଆପଣଙ୍କୁ ଓ Rev Amit pani sir ଙ୍କୁ ହୃଦୟ ସହ ଧନ୍ୟବାଦ ଜ୍ଞାପନ କରେ କି ଆପଣ ମାନଙ୍କ ପରିଶ୍ରମ ଓ ଯୀଶୁଙ୍କ ନିମନ୍ତେ ନିଜକୁ ସମର୍ପଣ ଜୀବନ ପାଇଁ ପ୍ରଭୁ ଅନୁଗ୍ରହ ଓ ଅଶ୍ରିବାଦ ପ୍ରଦାନ କରନ୍ତୁ, ଏଭଳି ଗୀତଟି ଆମକୁ ଭେଟି ଦେବେ ତାହା ମୁଁ ଭାବି ନ ଥିଲି, ଗୀତଟି ବହୁତ୍ ହୃଦୟ ସର୍ଶି ଏବଂ ପ୍ରକୃତ କାରଣ ମାନ ଦର୍ଶାଇ ଦେଇଥିବାରୁ ମୁଁ ଧନ୍ୟବାଦ ଜଣାଏ,,, Thank you so much sir ❤❤❤.. God bless you Both of you... AMIT & AMIT
Bohut sundar heichi gitati prabhunka nama mahima Christian jibanare bohuta dukha kasta asiba thare sunile puni icha heuchi sunibaku Karana sehi samaya upastita helani He jishu amaku daya karo
@Amit Pani. Dear Sir, I literally cried 😢😢😢😢😢😢after watching this song, Thank you Sir, for raising voices, your every words in this song is related to the current Christian situation and problems. Sir, let us all be strong, by his words and crucification. Amen, Best regards from Germany, Amit Kumar
ଯୀଶୁ ଙ୍କ ପାଇଁ ଆମେ ସବୁ ସହିବା କାରଣ ସର୍ଗ ରେ ମହାଁ ପୁରସ୍କାର ଅଛି
ମରିଗଲେବି ଯୀଶୁଙ୍କୁ ଛାଡ଼ିବୁନି ଯୀଶୁ ହିଁ ଆମର ଜୀବନ 🎉❤
ସଦା ସର୍ବଦା ଯୀଶୁ ଆମ ସଙ୍ଗରେ ଅଛନ୍ତି ଆମେ ପ୍ରାର୍ଥନା କରିବା ଭୟ କରିବା ନାହଁ ❤️❤️❤️
ପ୍ରଭୁଙ୍କ ନାମେ ମହିମା ହେଉ ଅତି ସୁନ୍ଦର ହେଇଛି ଗୀତ ଖ୍ରୀଷ୍ଟିୟ ମାନଙ୍କ ପାଇଁ ବହୁତ ତାଡନା ଆସେ ସବୁ ସହିବାକୁ ପଡ଼ିବ ଜୀବନ ର ସନ୍ଧ୍ୟା ପର୍ଯ୍ୟନ୍ତ ❤❤❤
ପ୍ରଭୁ ଯୀଶୁଖ୍ରୀଷ୍ଟ ଶକ୍ତି ଆମ୍ଭମାନଙ୍କ ସହିତ ସଦା ସର୍ବଦା ଥାଉ, ଯେପରି ଯୀଶୁଙ୍କଠାରୁ ପୃଥକ ନ ହୋଉ ଆମେନ୍
ଗୀତ ଶୁଣି ମୋତେ ବହୁତ ଦୁଃଖ ଲାଗୁଛି, କଷ୍ଟ ଲାଗୁଛି 😢😭😭😢ପିତା ପରମେଶ୍ଵର, ଆପଣଙ୍କର ମେଷ ମାନଙ୍କ ପ୍ରତି ଘଟୁଥିବା ତାଡନା , ନିନ୍ଧା ଅପମାନ ସହିବା ପାଇଁ ବଳ, ଶକ୍ତି ଏବଂ ଧୌର୍ଯ୍ୟ ଦିଅ ପ୍ରଭୁ ଯୀଶୁ ବାପା । ଆମେନ🙏⛪⛪✝️✝️✝️✝️
ଏହିଥି ପାଇଁ ଆମେ ସଦା ସର୍ବଦା ପ୍ରାର୍ଥନା ରେ ରହିବା ଏବଂ ପ୍ରଭୁଙ୍କ ସହ ଜୁଡ଼ିତ ରହିବା ଆମେନ
In the world you have troubles, but have courage. I have conquered the world.” truly blessed to be part of this beautiful number ❤️
Hallelujah ✝️🛐✝️
Thank you dear Amit sir for this soul melting song...... Please pray for us!!!
🙇🕯️🎈🙏✝️🙏🎈🕯️🙇
AMEN
⛪
🙇🕯️🎈🙏✝️🙏🎈🕯️🙇
⛪
AMEN
Thank you ସୁନ୍ଦର ଭାବରେ ଗୀତ gaithibaru
ଖୁବ ସୁନ୍ଦର ଗୀତ ହୃଦୟ ସର୍ଶୀ 😢😢😢😢 ଯେତେ ଥର ଶୁଣିଲେ ବୀ ଆଉ ଶୁଣି ବାକୁ ଇଛା ଲାଗୁଛି ଏହି ସମୟ ବିଷୟ ଗୀତ ହେଇଛି ଜାଗୃତି ହେବା ସମୟ ଉପସ୍ଥିତ। ❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉❤God bless you sir ❤
ପ୍ରକୃତରେ ବାକ୍ୟ ଅନୁସାରେ ଖ୍ରୀଷ୍ଟିଆନ ମାନଙ୍କ ଠାରେ ତାଡନା ଘଟୁ ଛି ପ୍ରଭୁ ଯୀଶୁ ଆମପାଇଁ ଅଛନ୍ତି ପ୍ରଭୁ ସେମାନ ଙ୍କୁ କ୍ଷମା କର aman
ପ୍ରଭୁଙ୍କ ମହିମା ହେଉ ଏହି ଗୀତ ଦ୍ୱାରା ପ୍ରଭୁ ମହିମାନ୍ଵିତ ପାଆନ୍ତୁ ଆମେନ
ଅମିତି ଭାଈ ଆପଣଙ୍କ ଲେଖା ସତରେ ଭାରି ହୃଦୟ ସ୍ପର୍ଶ ଏହି।। ଅତି ନିଆରା।। ଆମ ମାନଙ୍କୁ ଏହି ଲେଖା ମାଧ୍ୟମରେ, ଅଧିକରୁ ଅଧିକ ପ୍ରାର୍ଥନା କରିବା ପାଇଁ ଶକ୍ତି ଯୋଗାଇ ଛି।। ଅମିତ୍ sir ବହୁତ ସୁନ୍ଦର ଗାଇଛନ୍ତି ।
ଏହି ଗୀତ ଶୁଣିବା ବେଳେ ମୋତେ ଅନୁତାପର ଲୁହ ଝରି ଯାଉଛି 😢😢😢
ଗୀତ ଟି ବହୁତ ଭଲ ହୋଇଛି ସାର୍
ପ୍ରଭୁଙ୍କ ମହିମା ହେଉ
ପ୍ରଭୁଙ୍କ ନାମେ ମହିମା ହେଉ ଗୀତ ଆମେନ 🙏✝️
Prabhunka name mahima heu jahabi hau jetebi tadana aasu kebebi daribanahi ki pachhaku jibanahi❤amen
Praise the lord sir...
ପ୍ରଭୁଙ୍କ ମହତ୍ ନାମରେ ମୁଁ ଆପଣଙ୍କୁ ଓ Rev Amit pani sir ଙ୍କୁ ହୃଦୟ ସହ ଧନ୍ୟବାଦ ଜ୍ଞାପନ କରେ କି ଆପଣ ମାନଙ୍କ ପରିଶ୍ରମ ଓ ଯୀଶୁଙ୍କ ନିମନ୍ତେ ନିଜକୁ ସମର୍ପଣ ଜୀବନ ପାଇଁ ପ୍ରଭୁ ଅନୁଗ୍ରହ ଓ ଅଶ୍ରିବାଦ ପ୍ରଦାନ କରନ୍ତୁ,
ଏଭଳି ଗୀତଟି ଆମକୁ ଭେଟି ଦେବେ ତାହା ମୁଁ ଭାବି ନ ଥିଲି, ଗୀତଟି ବହୁତ୍ ହୃଦୟ ସର୍ଶି ଏବଂ ପ୍ରକୃତ କାରଣ ମାନ ଦର୍ଶାଇ ଦେଇଥିବାରୁ ମୁଁ ଧନ୍ୟବାଦ ଜଣାଏ,,,
Thank you so much sir ❤❤❤..
God bless you Both of you...
AMIT & AMIT
ମାଥିଉ:- ୫:୧୦ ଧାର୍ମିକତା ନିମନ୍ତେ ତାଡ଼ନାପ୍ରାପ୍ତ ଲୋକେ ଧନ୍ୟ,
କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର †††
ଆଜି ବି ସନାତନୀ ନାମକ Hindu movie Christian ମାନଙ୍କୁ ଶିକାର ହେଉଛି ବଡ଼ ଦୁଃଖର କଥା😢😢😢😢
ପ୍ରଭୁ ଯିଶୁଙ୍କ ନାମ ଗୈାରବ ହେଉ ଆମେନ୍
ହେ ପବିତ୍ର ପିତା ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ପବିତ୍ର ଆତ୍ମାଙ୍କ ଶକ୍ତି ସାହସ ଆମ୍ଭମାନଙ୍କୁ ଦିଅ ଯେପରି ସମସ୍ତ ନିନ୍ଦା, ତାଡନା, କଷ୍ଟ, ବାଧା, କ୍ଳେଶ ସହି ତୁମ୍ଭର ସାକ୍ଷୀ ହେବୁ ଶେଷ ଯାଏ ତୁମ୍ଭଠାରେ ବିଶ୍ୱାସରେ ଦୃଢ଼ ଭାବରେ ସ୍ଥାପିତ ହୋଇ ରହିବୁ, ଆମେନ୍।
ଅତି ହୃଦୟ ସ୍ପର୍ଶ ହୋଇଛି ବହୁତ ବହୁତ୍ ଧନ୍ୟବଦ୍
ପ୍ରଭୁଙ୍କ ଗୌରବ ପାନ୍ତୁ
Praise the lord Jesus Christ amen amen amen amen amen
ଯୀଶୁ କହିଲେ ମୁ ପଥ ସତ୍ୟ ଓ ଜୀବନ,
ପ୍ରଭୁଯୀଶୁ ଖ୍ରୀଷ୍ଟ ଙ୍କ ନାମ ଗୌରବ ହେଉ, କାରଣ ବର୍ତ୍ତମାନ ସମୟରେ ଯେଉଁ ପ୍ରକାର ଦିନମାନଙ୍କରେ ବାଇବଲ ଅନୁସାରେ ଯାହାସବୁ ଘଟି ଆସୁଅଛି ସେ ସବୁ ଠାରୁ ଆମକୁ ବଞ୍ଚେଇ ଆଣୁଛନ୍ତି !ଆମ୍ଭେମାନେ ଏସବୁ କୁ ଆଖିଆଗରେ ରଖି ପ୍ରଭୁଙ୍କ ଠାରେ ରହି ମନପରିବର୍ତ୍ତନ କରିବା ଆବଶ୍ୟକ ! କାରଣ ଯେଉଁମାନେ ପ୍ରଭୁଙ୍କ ଠାରେ ଅଛନ୍ତି ସେମାନଙ୍କୁ ନିନ୍ଦା. ତାଡନା. କ୍ଳେଶ ଏବଂ ନିର୍ଯାତନା ଆସିବ ! ବାଇବଲ ରେ ଲିଖିତ ଅଛି, କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର,
ମାଥିଉ 5:44 ଏହି ଗୀତ ବହୁତ ସୁନ୍ଦର ସହିତ ଲେଖା, ସ୍ୱର, ସଂଯଜନା ରୁଦୟ ସ୍ବର୍ଶୀ ହୋଇଛି ଏବଂ ଗୀତ ପାଇଁ ମୁ ବଡ଼ନାୟକ ଭାଇନା ଙ୍କୁ ମୋର ରୁଦୟରୁ କୃତଜ୍ଞତା ସହିତ ଧନ୍ୟବାଦ ଜଣାଇବା ସହିତ ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ପାଣି ଭାଇନା ଙ୍କୁ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ! ଏହି ଗୀତ ପାଇଁ ଯେଉଁମାନେ ସମୟ ଦେଇଛନ୍ତି ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରିବା ସହିତ ଆଗକୁ ବଢିବାରେ ସହାୟ ହୁଅନ୍ତୁ ଆମେନ ❤❤❤🙏🏻🙏🏻🙏🏻
ଅତି ସୁନ୍ଦର ଗୀତ ହୃଦୟ ସ୍ପର୍ଶ ଏହି ନୂତନ ବର୍ଷ ରେ ଦେଇଥିବାରୁ AB music କୁ ଏବଂ amit ଭାଇ ଙ୍କୁ ଅନେକ ଅନେକ ଧନ୍ୟବାଦ ପ୍ରଭୁ ଆପଣମାନଙ୍କୁ ଆଶ୍ରିବାଦ କରନ୍ତୁ
Ame je prakar morono porjyonto bishwasta thibhu ethipain daya Koro jisu bapa.pabitra Aatma ambhamanonkoro sahajyo korontu 🙏
Bohut sundar heichi gitati prabhunka nama mahima
Christian jibanare bohuta dukha kasta asiba thare sunile puni icha heuchi sunibaku
Karana sehi samaya upastita helani
He jishu amaku daya karo
ଆମ ପାଇଁ ପ୍ରଭୁ ଯୀଶୁ ଅଛନ୍ତି paise the lord ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ଅପେକ୍ଷାରେ ଅଛୁ ପ୍ରିୟ ଭାଇନା 🙏✝️❤️❤️
ପ୍ରଭୁଙ୍କର ମହିମା ହେଉ ✝️🙏🙏
ସାର୍ ଗୀତ ବହୁତ ଭଲ ଲାଗୁଛି ପ୍ରଭୁଙ୍କ ମହିମା ହେଉ God bless you all the time
Amen amen amen only Jesus is our hope and strength
ବହୁତ ଭଲ ହେଇଛି ସାର୍ ଗୀତ ଓ ଲେଖା ପ୍ରଭୁ ଯୀଶୁ ସମସ୍ତ ଖ୍ରୀଷ୍ଟିୟ ପରିବାର କୁ ସାହାସ ଦିଅନ୍ତୁ ଆମେନ୍❤❤❤❤❤❤❤❤❤❤
ପ୍ରଭୁ ନାମର ଗୌରବ ହେଉ
ଅତି ସୁନ୍ଦର ଗୀତ ଟିଏ ଅମିତ ଭାଈ ❤ ମଧ୍ଯ ଏକ ଉତ୍ତମ ଦାସଙ୍କୁ ଗୋ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ 🙏 ମାଥିଉ 24:13🙏
Geeta bahuta sundara hai achi Prabhu jisunkara dhanya bada heu juge juge amen
ବହୁତ ଭଲ ହେଇଚି ଅମିତ ସାର prieas the lord
ଈଶ୍ବରଙ୍କ ମହାନ ନାମ କୁ ଧନ୍ୟ ହଉ ❤🙏🏻🙏🏻
ପ୍ରଭୁ ଯୀଶୁ ଧୈର୍ଯ୍ୟ ଦିଅନ୍ତୁ ସମସ୍ତ ତାଙ୍କର ସନ୍ତାନ ସନ୍ତତି ମାନଙ୍କୁ!
ଜଗତରେ ପ୍ରକୃତ ଘଟଣା ଘଟୁଛି praise the lord nice 👍song
ଆଉ, ସେ ମୋତେ କହିଅଛନ୍ତି, “ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ।” ଅତଏବ, ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଂ ମୋହର ଦୁର୍ବଳତାରେ ଦର୍ପ କରିବି।
୨ କରିନ୍ଥୀୟ 12:9
Amen Praise the LORD Hallelujah Hallelujah Hallelujah 🙏🏻
ପ୍ରଭୁ ଯୀଶୁଖ୍ରୀଷ୍ଟ ଆମର ସହାୟକ
Praise the lord Jesus
Bahut bhala sundara achi video 📷 song ❤❤❤❤❤🎉🎉🎉🎉🎉
ବାସ୍ତବରେ Really " ଗୀତଟିକୁ ଶୁଣିଲେ ଆଖିରୁ ଲୁହ ଝରି ଯାଉ ଛି
ବର୍ତ୍ତମାନ ଆମ ଖ୍ରୀଷ୍ଟିଆନ ମାନଙ୍କୁ " ବହୁତ ଘଟୁଛି ତାଡ଼ନା ନିର୍ଯାତନା ନିନ୍ଦା ଅପମାନ ସେ କଥା ଚିନ୍ତା କଲେ ବହୁତ ଦୁଃଖ ଲାଗେ ବହୁତ କଷ୍ଟ ମଧ୍ଯ ଲାଗେ " ହେ ଯୀଶୁ ତୁମେ ସାଥେ ଥିଲେ ଆମକୁ କି ଭୟ ସହିବାକୁ ଆମକୁ ସାହାସ ଦିଅ " Very beautiful Lyrics ବହୁତ ସୁନ୍ଦର ଲେଖା ଏମିତି ନୂଆ ନୂଆ Topic ରେ ଗୀତ ଲେଖିବା ପାଇଁ ପ୍ରଭୁ ଆପଣଙ୍କୁ ଆହୁରି ଅଧିକ ରୁ ଅଧିର ନୂଆ ନୂଆ ଜ୍ଞାନ ଦିଅନ୍ତୁ।।
Praise the lord✝️✝️ଗୀତ ଟି ବହୁତ ଭଲ ହେଇଚି 👍👍👍
Well done AB music. Praise the Lord
ଧର୍ଯ୍ୟ ଧର ଜଗତର ଶେଷ ପର୍ଯ୍ୟନ୍ତ ମୁଁ ତୁମୋ ସହିତ ଅଛି.
ବାସ୍ତବ ରେ ଅତି ଉପଯୁକ୍ତ ସଂଗୀତ
Praise the lord ଜୟ ଯୀଶୁ
Dear Lord please protect us from all the Evils!!! Thank you so much dear Lord Jesus Christ for everything! Amen!!!!😢😢😢😢😢😢😢😢😢😢😢
Praise the Lord song is very emotional 😭😭
ଆସୁ ତାଡ଼ନା କି କଷ୍ଟ ପ୍ରଭୁଙ୍କ ପାଇଁ ଡରି ବି ନାହିଁ। କିନ୍ତୁ ପ୍ରାର୍ଥନା ଯୀଶୁ ରାଜା ଆମ୍ଭମାନଙ୍କ ସହିତ ସବୁବେଳେ ରହନ୍ତୁ
ଜଉମାନେ ପ୍ରଭୁଙ୍କ ଲୋକ ମାନଙ୍କୁ ତାଡନା କରନ୍ତି ସେମାନଙ୍କୁ ପ୍ରଭୁ ଯୀଶୁ କ୍ଷମା କରନ୍ତୁ ସେମାନେ ଦିନେ ପ୍ରଭୁଙ୍କ ନିକଟରେ ଅନୁତାପ କରିବେ 😢😢😢😢
Jesus Love us, So much, Keep Praying Come back to God
ପ୍ରଭୁ amoku sahajyo koro
ଏମିତି ତାଡ଼ନା ଦୁଃଖ କଷ୍ଟ ପାଉଥିବା ଲୋକମାନଙ୍କୁ ପ୍ରଭୁ ଯୀଶୁ ଆଶୀର୍ବାଦ କରନ୍ତୁ, ଯୀଶୁଙ୍କ ନାମରେ ଆମେନ୍ ll
ପ୍ରିୟ ପ୍ରଭୁ ଯୀଶୁ ଖୀଷ୍ଟ ହିଁ ଆମ ସାହା ଭରସା ,ତାଙ୍କ ଚରଣ ତଳେ ବସି ପ୍ରାର୍ଥନା କରିବା ଆବଶ୍ୟକ ରହିଛି ,😢😢
Praise the lord ✝️ very nice song ❤ hallelujah hallelujah Chorus ✝️ AMEN
Please the 😢lord Nice song Amit Pani Sir God bless you ଜୟ ଯୀଣୁ ❤
Bahut sundar geeta 🎉🎉
Praise the lord sir 🙌🙏
ବହୁତ ବହୁତ ବହୁତ ସୁନ୍ଦର ହୃଦୟସ୍ପର୍ଶୀ ଗୀତ ପ୍ରଭୁ ଆପଣଙ୍କୁ ପ୍ରଚୁର ମାତ୍ରାରେ ଆଶୀର୍ବାଦ କରନ୍ତୁ। AMEN ☦️✝️🛐🛐
ପ୍ରଭୁଙ୍କର ଗୌରବ ହେଉ ବହୁତ ସୁନ୍ଦର ଗୀତ sir 🙏🙏✝️✝️
Praise the lord glory of God hallelujah hallelujah
Ati sundar Gita praise the lord
Dhanyabad sir praise the Lord sundaro gito
😢😢😢😮😢
Bahut dukha laguchi gito ti sunila pare
Maind Blowing Song Lyrics Tunes Voice music really really Nice Heart Touching Odia Song God Bless You Amit & Amit Sir 🙏🎉💐
Very nice songs God bless you all ♥️♥️♥️♥️✝️✝️✝️🌹🌹🌹🌹
Hallelujah hallelujah hallelujah hallelujah hallelujah hallelujah hallelujah hallelujah hallelujah...... Amen Amen Amen
Praise the lord super song 🙏
ହେ ଈଶ୍ୱର ପରମେଶ୍ବର
ମହାମାରୀରୁ ରକ୍ଷା କର ....ହୋ
ଏ ଜଗତ ଆଉ ନାହିଁ ସୁରକ୍ଷିତ
ଲାଗେ ଭୟଭୀତ ଭାରି ଅସ୍ତବ୍ୟସ୍ତ
ବଞ୍ଚିବାର ଆଶା ନାହିଁ କାହାର ...
ମହାମାରୀରୁ ରକ୍ଷା କର .......=୦=
Praise the lord ✝️🙏 Ameen ❤❤❤❤
ମହାମାରୀରୁରକ୍ଷାକର ର ଗୀତ ସୋଇତ ସମାନ ହୋଇଛି ବୋହୁତ ଭୋଲୋ ହୋଇଛି❤❤❤🎉🎉🎉🎉 very nice god bless you ,Amit badanayak sir & Amit pani sir❤❤❤
Praise the Lord ❤.... Really it's heart touching...song for everyone✝️
ପ୍ରଭୁ ଶ୍ରୀ କ୍ରିଷ୍ଣା ଖ୍ରୀଷ୍ଟିଆନ ମାନଙ୍କୁ ଭଲରେ ରଖନ୍ତୁ ❤🚩🙏🙏
Prabhu kna gauraba heu bhaut sudar Gita hechi amen ❤❤👌👌👌👌👌😭😭😭😭😭😭😭😭😭😭😭😭
Ama pain Prabhu jisu achanti, amen samaste prathana re jagi rahiba, badhia heichi Gita t, God bless you sir
@Amit Pani. Dear Sir, I literally cried 😢😢😢😢😢😢after watching this song,
Thank you Sir, for raising voices, your every words in this song is related to the current Christian situation and problems.
Sir, let us all be strong, by his words and crucification. Amen,
Best regards from Germany,
Amit Kumar
Bahut bhala hauchii. ❤prabhu nko mohima hau🙏
As always the golden voice and composition is great.
Very very heart breaking video.our Lord Jesus said that I am with you till end of this age, yes Lord give us strength to face all these things ✝️🛐🛐🛐✝️
Prabhu anugraha karantu 🙏🙏🙏🙏
Hallelujah ❤️Hallelujah ❤️Hallelujah ❤️ praise the lord ❤️ Jai masih ki ❤️Amen❤️❤️❤️
Lord jesus christ bless us all ❤❤❤
ଜଗତରେ ତୁମ୍ଭମାନଙ୍କ ନିମନ୍ତେ ଅନେକ କ୍ଲେଶ ଅଛି, କିନ୍ତୁ ସାହାସ ଧର ମୁଁ ଜଗତକୁ ଜୟ କରିଅଛି। ବହୁତ ସୁନ୍ଦର ଲେଖା ବାବୁ ବାଇବଲ ଆଧାରିତ ହୋଇଛି । ଅନେକ କ୍ଲେଶ ଦେଇ ତାହାଙ୍କ ରାଜ୍ୟ କୁ ଯିବାକୁ ହେବ । ପ୍ରଭୁ ତାଙ୍କ ଲୋକ ମାନଙ୍କୁ ସାହସ ଏବଂ ଧର୍ଯ୍ୟ ପ୍ରଦାନ କରନ୍ତୁ ।
Hallelujah 🙌 Hallelujah 🙏 Hallelujah 🙌 praise the Lord 🙌 I Love you forever Jesus papa 🙏
Praise the lord sir 🙏🙏🙏
Praise The Lord❤ ବହୁତ ଭଲ ହୋଇଛି ଗୀତ Very Nice Song 😂🎉❤🎉
ହାଲେଲୁୟା ପ୍ରେସ୍ଥାଲୋର୍ଡ
Praise the lord jesus
Ati sundar heichi geeta
PRAISE THE LORD ❤
Yes lord yes amen 😢 Jesus is coming soon 🙇🙇🥺
ନିଶ୍ଚିତ ଆମ ଖ୍ରୀଷ୍ଟ ବିଶ୍ବାସୀ ବଶ୍ବାସୀନିମାନଙ୍କୁ ଏହି ଗୀତ ପ୍ରଭୂଙ୍କ ନିକଟବର୍ତ୍ତୀ କରାଇବା ସହିତ ସାନ୍ତ୍ବନା ଦେବ। ଆମେନ
ବହୁତ୍ ହୃଦୟ ସ୍ପର୍ଶି ଗୀତ ଗଟେ ଗଟେ ଶ୍ୱବ୍ଦ ଶୁଣି ଆଖିରୁ ଧାର ବହୁଥିଲା।ଭାରି ଭଲ ହେଇଚି ଗୀତ
Praise the lord Amen ✝️✝️
Praise the lord Amen
AMEN
Glory to god
Bahut dina pare apananka chhanel re Amit pani sir nka song suniki bahut ananda laguchhi🎉🎉
Bohut sundar lyrics bhai