BAMPHA l ଜଗତସିଂହପୁରରେ ଆଉ ଏକ ସାରଥୀଙ୍କ ଆର୍ବିଭାବ l NandighoshaTV

แชร์
ฝัง
  • เผยแพร่เมื่อ 2 ต.ค. 2024
  • Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    TH-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    #NandighoshaTV #Odisha

ความคิดเห็น • 2.7K

  • @Ckant-youtube
    @Ckant-youtube 4 ปีที่แล้ว +133

    ସେହି ଲୋକଙ୍କୁ ଧନ୍ୟ ଯେଉଁମାନେ ତାଙ୍କୁ ପୂଜା କରୁଛନ୍ତି.. ଛି ଛି

  • @chitrasenpradhanpradhan1105
    @chitrasenpradhanpradhan1105 3 ปีที่แล้ว +11

    କଳି ଯୁଗ ରେ ଏହି ସବୁ ଘଟିବ ମାଳିକା ବଚନ,
    ଅଧର୍ମ ଭଢ଼ିଲେ ବିନାଶ ଘଟିବ ହୋଇ ଯାଅ ସାବଧାନ,,
    ସତ୍ୟ କୁ ବୁଝ ସତ୍ୟ କୁ ଜାଣ ପ୍ରଭୁ ପାଦେ ଦିଅ ମନ,,
    ଜଗତ ର ନାଥ ପ୍ରଭୁ ଜଗନ୍ନାଥ ସେହି ଏକା ଭଗବାନ,,
    ଗୁରୁ ଙ୍କ ଜାଗା ରେ ଗୁରୁ ଙ୍କୁ ରଖ କର ନାହିଁ ଭଗବାନ,,
    ସ୍ବଛ ଗୁରୁ ଖୋଜି ଶରଣ ନେଲେ ପାଇବ ପରମ ଧାମ,,
    ଏ କଳି ଯୁଗ ରେ ଭଜ ହରେ କୃଷ୍ଣ ହରେ ରାମ ନାମ ସଂକୀର୍ତନ,,
    ସବୁ ଯିବ ପ୍ରତି ଦୟା ରଖି ଥାଅ ଧନ୍ୟ ହେବ ଜୀବନ,,
    ପ୍ରଭାତୁ ଉଠି ସ୍ନାହାନ ସାରି ସୂର୍ଯ୍ୟ ଙ୍କୁ କର ପ୍ରଣାମ,,
    ଜଗନ୍ନାଥ ଭଜି ନିଜ ନିଜ କର୍ମ କରି ଚାଲିବା ଜୀବନ,,
    ଜୟ ଜୟ ହିନ୍ଦୁ ସ୍ଥାନ ତୁ ସବୁଠୁ ବେଶୀ ମହାନ,,
    ତୋର ସଦା ହେଉ ଜୟ ଗାନ ମାଆ ତୋତେ ପ୍ରଣାମ,,
    ଭାରତ ମାତାକି ଜୟ ବନ୍ଦେ ଉତ୍କଳ ଜନନୀ

  • @deepaksahoo9649
    @deepaksahoo9649 4 ปีที่แล้ว +20

    ୟାଙ୍କୁ ମୁ ଚିନ୍ହିଛି,ପିଲାବେଳେ ଥିଲିବି ଯାଇକି,କିନ୍ତୁ ଇଏ ଜଣେ ନାରୀ ପ୍ରେମୀ ବାବା,ହିସାବରେ ମୋର ମଉସା ହେବେ,ଘର ଦେଉଳିଆ ପାଟଣା,ବାଳ ବାବା ଇଏ🤣

  • @priyaranjanrath9188
    @priyaranjanrath9188 2 ปีที่แล้ว +26

    କୁନା ବାବୁ ଠିକ କହିଛ । ଏମିତି ଏକ ପ୍ରସଙ୍ଗକୁ ସାମ୍ନାକୁ ଆଣିଥିବାରୁ ଧନ୍ୟବାଦ

  • @hrudayaragita7961
    @hrudayaragita7961 3 ปีที่แล้ว +41

    ତୁଳସୀ ମାଳ କେବଳ ଜଗନ୍ନାଥ ମହାପ୍ରଭୂ ଜଗନ୍ନାଥଙ୍କ ପାଇଁ

    • @shree271
      @shree271 2 ปีที่แล้ว

      Right

    • @hrudayaragita7961
      @hrudayaragita7961 2 ปีที่แล้ว +1

      @@shree271 ଜୟ ଜଗନ୍ନାଥ ମହାପ୍ରଭୁ ଭଲରେ ରଖନ୍ତୁ 🙏

  • @rishikesh4340
    @rishikesh4340 4 ปีที่แล้ว +68

    ତୁନେ ଦିୟା ମଉକା ମେନେ ଲଗାୟା ଛକା
    ବାବା ଙ୍କ ର କିଛି ଭୁଲ୍ ନାହିଁ ସବୁ ଭୁଲ୍ ଲୋକଙ୍କର

  • @aloknayak3542
    @aloknayak3542 4 ปีที่แล้ว +61

    ସାରଥି ପରି ନାମ ନବୁ ରେ ଚୋର ଶଳା ମରିବୁ ତୁଳସୀ କି କଣ ବୋଲି ଭାବୁଛୁ ମଡ ଗୁଡିଏ ଖାଇବୁ

  • @rammishra7533
    @rammishra7533 4 ปีที่แล้ว +85

    ମେଣ୍ଢା ପ୍ରକୃତିର ବ୍ୟକ୍ତି ସଂଖ୍ୟା ଆଜିର ଦିନରେ ବହୁତ ବଢ଼ିଚାଲିଛି। ଜଗନ୍ନାଥ ଭରସା।

  • @ranjayarout8592
    @ranjayarout8592 2 ปีที่แล้ว +1

    Jay Jagannath

  • @thejajpurbloggerjk5704
    @thejajpurbloggerjk5704 3 ปีที่แล้ว

    ହାରାମ୍ ଯାଦା

  • @anambehera5995
    @anambehera5995 4 ปีที่แล้ว +22

    ଏ ଲୋକମାନେ ଆଉ କେତେ ଦିନ ପରେ ସୁଧୁରିବେ ସବୁ ନିଜ ବାପା ମା ଙ୍କୁ ନାତ ମାରନ୍ତି କିନ୍ତୁ କି ବାଳ ଭଣ୍ଡ ବାବା ଶଳା ମାନକୁ ପୂଜା କରନ୍ତି

  • @sarbeswarbarik3992
    @sarbeswarbarik3992 4 ปีที่แล้ว +59

    ଆମ ଦେଶ ପାଇଁ ଏମାନେ କଳଙ୍କିତ। ଏମାନଙ୍କୁ ଚିଡିଆଖାନାରେ ରଖାଯାଉ। ଲୋକମାନେ ଏମାନଙ୍କୁ ଖଣ୍ଡିଆ ରୁଟି, ଚଣା ଭଜା ଦେବେ।

    • @user-xh6fx7ju6u
      @user-xh6fx7ju6u 4 ปีที่แล้ว +1

      😁😁😁😁😁

    • @wokaland
      @wokaland 4 ปีที่แล้ว

      🤣🤣🤣🤣😁😁😁😁😁🤪🤪🤪🤪🤪ame dekhijante Sabu..alajukia baba dala

    • @kunabaghar6797
      @kunabaghar6797 4 ปีที่แล้ว

      Aa mane hin ama desara ଗର୍ବ

    • @sanjayswain4691
      @sanjayswain4691 4 ปีที่แล้ว

      👍👍👍👍👍👍👍👍👍👍👍😂😂😂😂😂😂😂😂😂😂

    • @ayubmallick146
      @ayubmallick146 3 ปีที่แล้ว

      ଆପଣ ମାନଙ୍କୁ ଏଇଟା ହିଁ ଠିକ, କାହିଁକି ନା ଅନ୍ୟ ଧର୍ମ କୁ ଅନ୍ଧବିଶ୍ୱାସ କହୁଥିବା ଲୋକ ମାନେ ହିଁ ଏଗୁଡିକୁ ବିଶ୍ୱାସ କରନ୍ତି

  • @ranjitjena9522
    @ranjitjena9522 4 ปีที่แล้ว +85

    ସେ ଗେରୁଆ ବବାକୁ ବାଡେଇ ତା ମୁହଁ ରେ କଳା ବୋଳା ଯାଉ ,ଶଳା ଚୋର

  • @pravasinisatapathy6341
    @pravasinisatapathy6341 3 ปีที่แล้ว +19

    ବାବା ସହିତ ପୁଜା କରିବା ଲୋକ ମାନକୁ ଧରି ପିଟ

  • @sarbeswardas4207
    @sarbeswardas4207 ปีที่แล้ว

    😢 ତୁଳସୀକୁ ଅସମ୍ମାନ
    ଜୟ ଜଗନ୍ନାଥ

  • @sanyasiswain5487
    @sanyasiswain5487 4 ปีที่แล้ว +48

    ଆମ ଓଡ଼ିଶା ଲୋକ ସୁଧିରି ବେନି
    ଛି ଛି

  • @bibekranjansatapathy8737
    @bibekranjansatapathy8737 4 ปีที่แล้ว +145

    ଆମ ରାଜ୍ୟରେ ଏଭଳି ଲୋକ ଯେବେ ଯାଏଁ ରହିବେ ସେ ପର୍ଯ୍ୟନ୍ତ ଏଭଳି ଭଣ୍ଡଙ୍କ ଆସିବା ସ୍ବାଭାବିକ।

  • @vlogsbymanas4684
    @vlogsbymanas4684 4 ปีที่แล้ว +134

    ସତ କହିଲେ ଏମାନଙ୍କ ପାଇଁ ଆମ ମହାନ୍ ସନାତନ ଧର୍ମ ଆଜି ବଦନାମ୍ ହେଉଛି ।

    • @cmaru8092
      @cmaru8092 4 ปีที่แล้ว

      Han

    • @subratmishra9330
      @subratmishra9330 4 ปีที่แล้ว +1

      Esalanko mada darkar.

    • @gkteck2017
      @gkteck2017 4 ปีที่แล้ว +1

      The truth is we don't want to know the reality like a doctor won't operate his own children, unless stopped we keep doing nonsense culture.I think the Brahmin doing aarati is primarily to explain what brahma gyan is, not how to disobey the Brahma's rules.Its not his fault, all ours, better education needed not necessarily in classes , pen paper, exams nothing, just close your senses and allow HIM to enter into your mind that's ultimate brahm anubhuti and moksha.

    • @Sambubhai0005
      @Sambubhai0005 4 ปีที่แล้ว

      Bhai thik kahila

    • @basantkumarsahoo9967
      @basantkumarsahoo9967 ปีที่แล้ว

      @@gkteck2017 0

  • @purusottamnayak324
    @purusottamnayak324 3 ปีที่แล้ว +6

    ସାଇ ପଠାଣ, ବିଷୟରେ ଟିକେ ଆଲୋଚନା କରନ୍ତୁ। କେଉଁ ହିନ୍ଦୁ ଶାସ୍ତ୍ରରେ ସାଇ ପଠାଣର ନାଁ ଅଛି କୁହନ୍ତୁ। ବିଶ୍ଵାସ ର ଦ୍ୱାହି ଦେଇ ଯେଉଁମାନେ ୩୩କୋଟି ଦେବଦେବୀଙ୍କୁ ଛାଡି ସାଇ ପଠାଣ କୁ ହିନ୍ଦୁ ଦେବଦେବୀଙ୍କ ସହ ଯୋଡ଼ି ଆଜି ହିନ୍ଦୁ ଧର୍ମ ବିରୋଧରେ ନାରାବାଜି କରୁଛନ୍ତି, ତାକୁ ବି ବିଚାରକୁ ନିଅନ୍ତୁ।
    ଜୟ ଜଗନ୍ନାଥ 🙏🙏🙏

  • @chittaranjanbehera4133
    @chittaranjanbehera4133 3 ปีที่แล้ว +49

    ଧନ୍ୟ ସେ ଲୋକଙ୍କୁ ସାରଥି ଠୁକିଛି ସିଖିଲେ ନାହିଁ . ଛି ଛି ଆଉ କେତେଦିନ ପରେ ସିଖିବେ । ଘରେ ବାପା ମା ଙ୍କୁ ପୂଜା କର ଆଉ କିଛି ଦରକାର ନାହିଁ ଏହା ହିଁ ମୋର ନିବେଦନ ..

  • @ranjitsethi3674
    @ranjitsethi3674 4 ปีที่แล้ว +11

    ସାରଥି ପରି ଏତେ ବାବା ବାହାରି ସାରିଲା ପରେ ବି ଲୋକ ଏ ବାବା ଉପରେ ବିଶ୍ୱାସ କରୁ ଛନ୍ତି । ଯୋଉ ଲୋକ ମାନେ ଏ ବାବା ଙ୍କୁ ବିଶ୍ୱାସ କରୁ ଛନ୍ତି ତାଙ୍କୁ ମୂର୍ଖ ଚୋଦା କୁହା ଜୀବନୀ ଆଉ କଣ କୁହାଯିବ ?

    • @awesomemasti5479
      @awesomemasti5479 4 ปีที่แล้ว

      ଅନୁଭବ ମହାନ୍ତି/କଳିଙ୍ଗଷଣ୍ଢ ଭାଇ ଙ୍କ 😂 Roast Video ଦେଖନ୍ତୁ କେବଳ #Roastingbhaina TH-cam channel Re.... ଜଲ୍ଦି ଦେଖନ୍ତୁ..and do Subscribe.. Click Here #RoastingBhaina Carryminati Fan....🙏🙏🙏🙏🔥🔥🔥🔥sy🤣🥵🥵🥵

  • @ojhamech2792
    @ojhamech2792 2 ปีที่แล้ว +7

    ଆମ ପୂର୍ବପୁରୁଷ ସାଧୁସନ୍ଥ ମାନଙ୍କୁ ଅପମାନ କରିବା ଲାଗି ଏ ଗୋଟେ ଷଡଯନ୍ତ୍ର..କେଉଁଠୁ କେଉଁଠୁ ସବୁ ଗୋଟେ ଆସି ଏଠି ଗୋଟେ ଯାତ୍ରା ଚଲେୟିଛନ୍ତି ୟାଙ୍କୁ ଗୋଡେଇ ପିଟ...
    ଏମାନେ ଆମ ସନ୍ଥ ମାନଙ୍କ ନାମ କୁ ଖରାପ କରିବା ଲାଗି ଆସିଛନ୍ତି...

  • @prakashghose7518
    @prakashghose7518 4 ปีที่แล้ว +66

    ବାବା ଙ୍କୁ ବୟସ ଯେତେ, ଲାଗୁଛି ଆଉ ଦିନ କେଇଟା ବାକି ଅଛି . ପାପ କର୍ମ କାହିଁକି କରୁଛ??

    • @balapila2141
      @balapila2141 4 ปีที่แล้ว +4

      କିଛି ପାପ ନା ବତ୍ସ ,,, ଦିନ ରାତି କେବେଳ ଘର୍ଷଣ ହିଁ ଘର୍ଷଣ.

    • @urmilaadhikari9078
      @urmilaadhikari9078 4 ปีที่แล้ว +2

      @@balapila2141 😡😡

    • @professor6924
      @professor6924 4 ปีที่แล้ว

      🤣🤣🤣🤣🤣🤣

    • @balapila2141
      @balapila2141 4 ปีที่แล้ว +1

      @@urmilaadhikari9078 ଆରେ ବାଳ ମୁହଁ କାଇଁ ନାଲି କରୁଛୁ .

    • @wokaland
      @wokaland 4 ปีที่แล้ว

      @L N If same sex is legal then why not marriage..
      If rape is legal with domestic sex..
      If dowry murder is legal ..
      If dowry is legal..
      If Fake Sadhus are legal..
      If corruption is legal..
      Then why not LGBT MARRIAGE

  • @lightingseven5492
    @lightingseven5492 3 ปีที่แล้ว +1

    ଝାଡା ଯିବା ମନୁଷ୍ୟ କେବେ ବି ଭଗବାନ ହେବେ ନାହିଁ, ଯଉଁ ଜିନିଷ ନିର୍ଜୀଵ ଅର୍ଥାତ କଥା କୁହେ ନାହିଁ, ଏବଂ ପଥର ରେ କିମ୍ବା ଦାରୁ କାଠ ରେ ମୂର୍ତ୍ତି ହଇଥିବ ଏବଂସେହି ନିର୍ଜୀଵ ମୂର୍ତ୍ତି ଦ୍ୱାରା ଅନୁଭୂତି କିଛି ହଉଥିବ କହିଲେ ସେ ହିଁ ପରମାତ୍ମା ପରମପିତା 🙏🙏🙏🙏🌹🌹🌹🌹🌹🌹🌹🌹

  • @sushantakumarsahu100
    @sushantakumarsahu100 2 ปีที่แล้ว

    ସାଇବାବା କଣ ଭଗବାନ

  • @ramstatusstory8827
    @ramstatusstory8827 2 ปีที่แล้ว +9

    ଆମେ ସଚେତନ ହେଲେ ବାବା ମାନେ ସୁଧୁରିଯିବେ l ଭାଇ ମାନେ ଶ୍ରୀ ଜନ୍ନାଥ ଙ୍କୁ ପୂଜା କର ଠକ ବାବା ମାନଙ୍କୁ ନୁହେଁ l

  • @honeydp1716
    @honeydp1716 3 ปีที่แล้ว +5

    sala ଉପରେ ବୋମା 💣 ମାଡ଼ କର ରଙ୍ଗ ଛଡାଯିବ
    😠😠

  • @deepakkumargyt
    @deepakkumargyt 4 ปีที่แล้ว +15

    "ଧିକ ଜୀବନ ତ ସେଇ ।"
    "ଯିଏ ପ୍ରଭୁ ନାମ ଜପି ନାହିଁ ।"
    ଜଗନ୍ନାଥ ପ୍ରଭୁଙ୍କ ନାମ କୀର୍ତ୍ତନ କର,ସେ ପରା ପତିତପାଵନ।ସେ ନିଶ୍ଚୟ ସହାୟ ହେବେ।ହେଲେ ତାଙ୍କ ମଥାରେ ଶୋଭାପାଉଥିବା ତୁଳସୀ ର ଏଭଳି ଅବମାନନା କରୁଥିବା ଭଣ୍ଡ ଲୋକମାନଙ୍କୁ କେବେହେଲେ ବିଶ୍ବାସ କରନ୍ତୁନି।କାହିଁକି ନା ଆପଣମାନେ ବି ସେଇ ପାପରେ ଭାଗୀ ହେବେ।
    "ବୋଲ ରାଧାରମଣ ହରି ଗୋବିନ୍ଦ ବୋଲ"
    ଜୟ ଜଗନ୍ନାଥ

  • @SOUMYARANJANSAHOO-x4u
    @SOUMYARANJANSAHOO-x4u 6 หลายเดือนก่อน +1

    ଆମ ଓଡ଼ିଆ ଲୋକ ମାନଙ୍କୁ ଯିଏ ଯୁଆଡୁ
    ଆସିଲେ ଠକି କି ଗଲେ କାରଣ ଆମ ଲୋକ ମାନେ ସାଙ୍ଗେ ସାଙ୍ଗେ ବିଶ୍ଵାସ ରେ ଆସି ଯାଆନ୍ତି ଖାସ୍ କରି ସ୍ତ୍ରୀ ଲୋକ ମାନେ

  • @dillipsethy3373
    @dillipsethy3373 2 ปีที่แล้ว

    Wowww

  • @srikantapanda1969
    @srikantapanda1969 4 ปีที่แล้ว +39

    ଲୋକ ସଚେତନ ନ ହେଲେ କିଛି ବି କରିହବନି ସନାତନ ଧର୍ମ ପ୍ରତି ଏହା ଏକ ଅବମାନନା ।

    • @user-un7mz5tq7q
      @user-un7mz5tq7q 4 ปีที่แล้ว +1

      ଭାଇନା ଆପଣ ଜାଣିନାହାନ୍ତି ଏମାନେ ଶାଧାରଣ ନୁହନ୍ତି ଏମାନେ ଶୟନେ ଶପନେ ଆଶନ୍ତି ତନ୍ର ବଳରେ କଥା ଛଳରେ ମାହିରି ଆଛନ୍ତି ଏମାନେ ଚଖୁ ବନ୍ଧନ ଜାଣନ୍ତି ମାନେ ମେଜିକ୍ ଆଉ ମଠ ମନ୍ଦିରରେ ରୁହନ୍ତି ଆମେ ଠାକୁର ବା ଠାକୁରାଣୀଙ୍କୁ ଦଶନ କରିବାକୁ ଗଲାବେଳେ ଶେମାନେ ଆମର ଫାଇଦା ଉଠନ୍ତି

    • @srikantapanda1969
      @srikantapanda1969 4 ปีที่แล้ว +1

      @@user-un7mz5tq7q ସେଥିପାଇଁ ତ ମୁଁ ଏଇ ଭଳିଆ ଭଣ୍ଡ ବାବାଙ୍କ ଠାରୁ ଦୁରେଇ ରହିବା ପାଇଁ ଲୋକମାନଙ୍କୁ ସତର୍କ କରେଇ ଦେଉଛି ।

    • @user-un7mz5tq7q
      @user-un7mz5tq7q 4 ปีที่แล้ว

      ତାଙ୍କର କିଛିନା କିଛି ଶକ୍ତି ଅଛି ପରିଖ୍ୟା କରନ୍ତୁ ଆପଣ ନିଜେ vss ନଗର ଭୁବନେଶ୍ୱରର ହନୁମାନ ମନ୍ଦିର ତା ଉପରେ ରଘୁନାଥ ଜୁଉ ମନ୍ଦିର ଜାଆନ୍ତୁ ପୁରା ବସ୍ତିକୁ ଗୋଳ ମାଳ କରିଶାରିଲେଣି

    • @srikantapanda1969
      @srikantapanda1969 4 ปีที่แล้ว +3

      @@user-un7mz5tq7q ଯଦି ଆପଣ ଭାବୁଛନ୍ତି ତାଙ୍କ ପାଖରେ କିଛି ଅଲୈକିକ ଶକ୍ତି ଅଛି ତାହା ହେଲେ ଭଣ୍ଡ ସାରଥୀ ଆଉ ଆଶାରାମ ଆଜି ଜେଲ୍ ଯାଇନଥାନ୍ତେ ଏଣୁ ଏଥିରେ କିଛି ବି ସତ୍ୟତା ନାହିଁ କେବଳ ଭ୍ରମ ସୃଷ୍ଟି କରିବା ପାଇଁ କିଛି ହାତ କି ସଫାଇ କରି ଲୋକଙ୍କୁ ଠକୁଛନ୍ତି ଆମର ନିରିହ ଲୋକ ଏଥିରେ ବିଶ୍ବାସ କରି ଠକାମିରେ ପଡୁଛନ୍ତି ।

    • @user-un7mz5tq7q
      @user-un7mz5tq7q 4 ปีที่แล้ว

      @Mom's pragnya Creation ଆପଣ କଣ୍ କହୁଛନ୍ତି ଭଗବାନ ପଶୁରାମଙ୍କୁ ଦେଖୀବେ ତାଙ୍କର ଆଡ୍ରେଶ୍ ଦେବି

  • @biswanathsahoo1568
    @biswanathsahoo1568 4 ปีที่แล้ว +21

    ଭାଡୁଆ ଲୋକଙ୍କୁ ଯେତେ କହିଲେ ବୁଝିବେନି ଘରେ ବାପା ମା କଥା ପଚାରିଲେ ବହିବେ ଆମେ ଜାଣିନୁ କିନ୍ତୁ ଆଗେ ବାବା ଙ୍କ କଥା ପଚାରିଲେ ଭଲ ବାବା

    • @gkteck2017
      @gkteck2017 4 ปีที่แล้ว

      Jiye niyam jaani nahi se ki baba

  • @susantabharatibapi5842
    @susantabharatibapi5842 4 ปีที่แล้ว +25

    ସବୁ କ୍ଷେତ୍ରରେ ଏ ମଣିଷ ର ଭୁଲ
    ପାଗଳ ଗୁଡାକ

    • @balapila2141
      @balapila2141 4 ปีที่แล้ว +1

      ଘର୍ଷଣ କରିବାଟା କଣ ଭୁଲ.

    • @kumarbapu4148
      @kumarbapu4148 4 ปีที่แล้ว +2

      @@balapila2141 hnn...bujhaebina...

  • @pratimapradhan8481
    @pratimapradhan8481 ปีที่แล้ว

    ହିନ୍ଦୁ ଘରର ସ୍ତ୍ରୀ ଲୋକ ମାନେ ଏତିକି ବୁଝି ପାରୁନାହାନ୍ତି ଯେ ତୁଳସୀ ମାଳା କେବଳ ଜଗନ୍ନାଥ ଙ୍କର ବେକରେ ଶୋଭା ପାଏ. ଏଇ ଚୋର ଚରିତ୍ରହୀନ ଲମ୍ପଟ ବେକରେ ନୁହେଁ. କୁଷ୍ଠ ହେବ ୟା ଗୋଡ଼ରେ ନିଶ୍ଚୟ. ଛି.. ଛି... ଛି

  • @M.r.325
    @M.r.325 2 ปีที่แล้ว +9

    ଏଭଳି ଲୋକଙ୍କୁ ପ୍ରଭୁ ଜଗନ୍ନାଥଙ୍କ ର ହିଁ ସାହାରା
    ଜୟ ଜଗନ୍ନାଥ 🙏ପ୍ରଭୁ ହେ ଟିକିଏ ଆଖି ବୁଲେଇ ଦେଖ ହେ

  • @chandrakanta1310
    @chandrakanta1310 4 ปีที่แล้ว +41

    ଓଡିଆ ଏତେ ତଳକୁ ଚାଲି ଯିବେ ମୁଁ ସ୍ୱପ୍ନରେ ଭାବି ପାରୁନି। ଧିକ ମୋ ଜୀବନ ଆଉ ଧିକ ମୋ ସଂସ୍କୃତି।

    • @gourangacharanmaharana9161
      @gourangacharanmaharana9161 4 ปีที่แล้ว +3

      Swapna Kan Bhai real re Dekha emane andha Thu b andha mendha heigale sabu . Emana nka Pai ye Baba nka utpata

    • @balapila2141
      @balapila2141 4 ปีที่แล้ว +4

      ସବୁ ମୋହ ମାୟା , ମୋ କଥା ଶୁଣ ସବୁ ଛାଡି ମୋ ଶରଣ କୁ ଆସ, ଆଉ ଘର୍ଷଣ ସୁଖ ଲାଭ କର.
      କିନ୍ତୁ -ଦକ୍ଷିଣା ----2 ଟା ବୋତଲ ଆସ୍କା 40.

    • @debasissahoo5850
      @debasissahoo5850 4 ปีที่แล้ว +3

      Bhai sabu odia saman nuha,mu bi Jane odia aau apana bhi🙏🏻.Ama sanskruti jagannath sankruti, ama sanskruti ra apaman mane jagannath nkara apaman

    • @chandrakanta1310
      @chandrakanta1310 4 ปีที่แล้ว +3

      ଜଣେ ଓଡିଆ ଏଠି ଅନ୍ୟ ଜଣର କଥା ମାନୁନାହିଁ। କଥାରେ ଅଛି ଅନ୍ଧ ଥରେ ବାଡି ହଯାଏ । ଏଠି ଆମ ସମସ୍ତଙ୍କର ଆଖି ଥାଇ ଆମେ ବାରମ୍ବାର ଗୋଟିଏ ଭୁଲ୍ କୁ କେତେଥର ଦୋହରାଇବା ।
      ମୁଁ ମାନୁଛି ମୋ ସଂସ୍କୃତି ଜଗନ୍ନାଥଙ୍କ ସଂସ୍କୃତି , ମୋ ଲୋକମାନେ ଆଜି ମୋ ଜଗନ୍ନାଥଙ୍କୁ ଭୁଲି ଗଲେଣି । ଜଗନ୍ନାଥଙ୍କ ମଥାରେ ତୁଳସୀପତ୍ର ଦବାବଦଳରେ ଏ ଚୋର ମାନଙ୍କ ପାଦରେ ତୁଳସୀପତ୍ର ଦେଇ ପୂଜା କରୁଛନ୍ତି। ପୂଜା କରୁଥିବା ବ୍ୟକ୍ତିବିଶେଷ କେହି ଜଣେ ଦୁଇଜଣ ନୁହଁ ,ଶହ ଶହ ଜଣ!!!!
      କଣ ଆମ ର କିଛି ବି ଭୂମିକା ଅଛି ଏ ପ୍ରକାର କାର୍ଯ୍ୟକଳାପ କୁ ରୋକିବା ଲାଗି।

    • @AllhaSuarwala
      @AllhaSuarwala 4 ปีที่แล้ว

      @@balapila2141 ଖାଣ୍ଟି କଥାଟେ କହିଲେ 😁😂😂😂👌

  • @rakeshmalik7230
    @rakeshmalik7230 4 ปีที่แล้ว +107

    Kuna Tripathy is best anchor for these kind of shows..

    • @upendrakumarbhanja9653
      @upendrakumarbhanja9653 2 ปีที่แล้ว +1

      ଵାବାକ, ଦାମ, ବଢୁଛି ଅସାମାଜିକ ବ୍ୟକ୍ତିଙ୍କ ପାଇଁ

  • @sukantakumarbehera5085
    @sukantakumarbehera5085 3 ปีที่แล้ว +3

    ଏଥିପାଇଁ ଦାୟୀ ହେଉଛନ୍ତି ଆମ ଏ ଜନତା। ଆରେ ଘରେ ଥିବା ବାପା ମାଙ୍କ ପରି ଦିଅଁ କିଏ ଅଛି। ଏ ବେବି ସମୟ ଅଛି ବଦଳି ଯାଅ।

  • @skmhrn9342
    @skmhrn9342 3 ปีที่แล้ว +16

    ସାର୍ ଆପଣ ଯେତେବେଳେ ପୂର୍ବ show ରେ ଥିଲେ, ସେତେବେଳେ ଦେଖିବାକୁ ବଢିଆ ଲାଗୁଥିଲା । କିନ୍ତୁ ଏବେ ସେଠୁ ଖାଲି ଗୋଟିଏ ହିଁ ଘୋଷା ଶବ୍ଦ ଶୁଣିବାକୁ ମିଳୁଛି । ଆପଣ ଙ୍କ କଥା ବହୁତ୍ ବଢିଆ ଲାଗୁଛି ସାର୍

  • @sumantabaral7393
    @sumantabaral7393 3 ปีที่แล้ว

    ଗିହାଳୁପୁଅ ଛୋକାର ।

  • @anilkantapradhan8344
    @anilkantapradhan8344 4 ปีที่แล้ว +11

    Emanankara kichhi bhul nahi..... Sabu bhul ama loka manankara. Ame hi epari bhanda babanku bhagwan banei deuchanti😭😭😭😭😭😭😭

  • @alok7022
    @alok7022 4 ปีที่แล้ว +21

    Malike puri ade gote thara asa besara handi mundare kachhi Debi.

  • @rakeshdas3424
    @rakeshdas3424 4 ปีที่แล้ว +22

    Still Now days ...why stupid peoples believes in any fraud baba.

  • @b.behera1031
    @b.behera1031 2 ปีที่แล้ว +1

    ଏ ଭାଇ !!!! ସତ କଥା ଟି କହିବି ଆମ ଓଡ଼ିଆ ଲୋକଙ୍କୁ ଯେତେ ଭୂତେଇ ପାରିବ ସେମାନେ ପଛ ଦେଖେଇ ଦେବେ । ଆମକୁ ଯେତେ ମାଠିବୁ ମାଠ ମୁ ସେଇ ........
    ଲଜ୍ୟା ଲଜ୍ୟା

  • @sumitapanda5805
    @sumitapanda5805 ปีที่แล้ว +1

    ଭୁଲ୍ ଆମର ,ଆମେ କାହିଁକି ସେ ବାବାଙ୍କ ପାଖକୁ ଯିବାକି,,ଆମ ଅନ୍ଧ ବିଶ୍ୱାସ ଯୋଗୁଁ ୟେ ବାବା ସବୁ ଆବିର୍ଭାବ ହେଉଛନ୍ତି

  • @mahabharatmotivation
    @mahabharatmotivation 4 ปีที่แล้ว +7

    ସନାତନ ଧର୍ମ ଅନୁସାରେ କେବଳ ଶ୍ରୀକୃଷ୍ଣ ହିଁ ଭଗବାନ,ଶ୍ରୀମଦ୍ ଭଗବତଗୀତା ରେ ଉଲ୍ଲେଖୀୟ ଅଛି

    • @djcheeku6540
      @djcheeku6540 4 ปีที่แล้ว +2

      Bramha Bishnu maheswar🙏

    • @dr.srikantamohapatra1319
      @dr.srikantamohapatra1319 4 ปีที่แล้ว +2

      କିନ୍ତୁ ଏ ସାଇ କିଏ ? କଣ ପାଇଁ ତାଙ୍କୁ ତୁଳସୀ ଅର୍ପଣ କରାଯାଉଛି । ସବୁ ଅନ୍ଧ । କେବଳ ଶ୍ରୀକୃଷ୍ଣସ୍ତୁ ଭଗବାନ ସ୍ୱୟଂ

    • @alivakumariparida2995
      @alivakumariparida2995 4 ปีที่แล้ว +2

      Jay Sri Krishna 🙏🙏🙏

    • @alivakumariparida2995
      @alivakumariparida2995 4 ปีที่แล้ว +1

      Jay sai ram 🙏🙏🙏

    • @mahabharatmotivation
      @mahabharatmotivation 4 ปีที่แล้ว +2

      @@alivakumariparida2995Sai is not Ram
      Bcoz Lord Ram is the supreme soul bt not ur Sai
      If u want to clear doubt 8269630865 come to my WP no.

  • @narayansahoo7590
    @narayansahoo7590 4 ปีที่แล้ว +7

    33 କୋଟି ଦେବଦେବୀ ଥିଲେ ଏବେ କେତେ ବଢ଼ିଛନ୍ତି

    • @satyaabisoyii
      @satyaabisoyii 3 ปีที่แล้ว

      Sir kouthi b 33koti nahanti

  • @TiTu_CREATION
    @TiTu_CREATION 4 ปีที่แล้ว +11

    ଇଏ ତୋ ସାରଥି ଠୁ ଟିକେ ଅଧିକ

  • @skshussain3597
    @skshussain3597 3 ปีที่แล้ว +1

    ହିନ୍ଦୀ ଚୋବେଇ ପକାଉଚ୍ଛି😂🤣🤣

  • @pramodpradhanlive5639
    @pramodpradhanlive5639 3 ปีที่แล้ว +1

    ତୁଳସୀ କୁ ଯେଉଁ ଯେଉଁ ବାବା ମାନେ ଅପମାନିତ କରିଛନ୍ତି ତାଙ୍କର ପତନ ଘଟି ସାରିଛି ଇତିହାସ ସାକ୍ଷୀ ଅଛି. ଏହି ବାବାର ବି ପାଳି ଆସୁଛି...

  • @Odiaboy-Dev
    @Odiaboy-Dev 3 ปีที่แล้ว +4

    କଳି ଯୁଗିଆ ସାବିତ୍ରୀ ମାଇପେ ଦୀପ ଝୁଣା ଦେଇ ଦେହଧାରୀ ଜୀବନ୍ତ ମାଂସାପିଣ୍ଡୁଳା ଙ୍କୁ ପ୍ରଭୁ ଆସନ ରେ ବସେଇ ଟିଭି ରେଡୁଓ ରେ ଲଜ୍ଜିତ ହେଉଛନ୍ତି.. କି ଯୁଗ ହେଲା ରେ ନାରଣ ! ଜଗତସିଂହପୁର ଗୋବର ମୁଣ୍ଡିଆଙ୍କୁ ଙ୍କୁ ଜ୍ଞାନ ଦିଅ 🙏

  • @rajahii-iq5wi
    @rajahii-iq5wi 4 ปีที่แล้ว +9

    କି ଭାଗ୍ୟ ସେଇ ବୁଢ଼ା ର... ଆଉ କି ବାଳ କି ଭକ୍ତ... ସେଇ ମାଦୋରଚୁତର

  • @mrSilu-rh5nx
    @mrSilu-rh5nx 4 ปีที่แล้ว +8

    ନନ୍ଦିଘୋଷ ଟିଭି ରେ ବହୁତ୍ ସୁନ୍ଦର୍ ପ୍ରୋଗ୍ରାମ ।

  • @deepakpadhi6039
    @deepakpadhi6039 3 ปีที่แล้ว +2

    ବାବା ମାନଙ୍କର କିଛି ଭୁଲ ନାହିଁ l ଏ ଓଡିଶା ଲୋକ ସୁଧୁରିବେନି l ଏ ଭଳିଆ ବାବାଙ୍କୁ ଦେଖିଲା ମାନେ ପିଟିବା କଥା ହେଲେ ପୂଜା କରୁଛନ୍ତି l

  • @dipuninayak1123
    @dipuninayak1123 3 ปีที่แล้ว

    ଲୋକ ମାନେ ଆଉ କେବେ ସୁଧୁରିବେ କେଜାଣି

  • @sahadevsingh6814
    @sahadevsingh6814 3 ปีที่แล้ว +3

    ନିଶ୍ଚୟ କୃଷ୍ଠ ରୋଗ ହେବ ସେ ବାବା ନାମଧାରୀ କୁ ଯୋତା ପାହାର ଦରକାର

  • @balapila2141
    @balapila2141 4 ปีที่แล้ว +21

    Eire he manyabar, mo business start kalani kire. Tamaku dharma sahibani. Mo bepara budeila re.

    • @chittaranjanojha9439
      @chittaranjanojha9439 4 ปีที่แล้ว +3

      Ha ha ha ha ha

    • @ଜୟଜଗନ୍ନାଥ-ଠ8ଡ
      @ଜୟଜଗନ୍ନାଥ-ଠ8ଡ 4 ปีที่แล้ว

      ହା ହା..

    • @meherblog
      @meherblog 4 ปีที่แล้ว +1

      ବାବା, ଆପଣ ପରା ମାମୁଁ ଘରେ ଥିଲେ.. ବାହାରି ଲେଣି ସେଠୁ?

    • @balapila2141
      @balapila2141 4 ปีที่แล้ว +3

      ହଁ, ଥିଲି ଯେ ସେଠି ମୋତେ ଘର୍ଷଣ ସୁଖ ମିଳୁନଥିଲା , ସେଥିପାଇଁ ଟିକେ ମାଳି ସାହି ଆଡେ ଚାଲି ଆସି ଗୋଟେ ଶିଷ୍ୟା ଘରେ ଆଶ୍ରୟ ନଉଛି, କିନ୍ତୁ ପାଟି ଟା ପୁରା ଅରୁଚି ଲାଗୁଛି, ମାଂସ ଆଉ ଆସ୍କା 40 ଦି ବୋତଲ ହେଇଗଲେ ଜମିଯାନ୍ତା.

    • @meherblog
      @meherblog 4 ปีที่แล้ว

      @@balapila2141 ଇହି... କି କଥା ଏଗୁଡା.. ଲଜ୍ୟା ଲଜ୍ୟା 😂😂😂🤣🤣🤣🤣

  • @bisumaharana5601
    @bisumaharana5601 3 ปีที่แล้ว +4

    କଳିଯୁଗରେ ଧରାପୁଷ୍ଠକୁ ଭଗବାନ ଆସିସନ୍ତି ଏନାନକର ମୁହଟି ବହଳିଆ

  • @chandrasekharpatnaik3301
    @chandrasekharpatnaik3301 2 ปีที่แล้ว

    ଏଠି କି ପାଲା ଚାଲିଛି

  • @gaganbiharibiswal3331
    @gaganbiharibiswal3331 3 ปีที่แล้ว +1

    ଵାବା କେଵେ ପଲଙକ ସେବା କରିବେ। ଜନ୍ମାଷଟମୀ ମଧ୍ୟ।

  • @rajusethi6531
    @rajusethi6531 4 ปีที่แล้ว +8

    ଲୋକ କେବେ ସୁଧୁରିବେ କେଜାଣି.... ଆପଣ ମାନଙ୍କୁ ବହୁତ ଧନ୍ୟବାଦ ପର୍ଦାଫାଶ କରିଥିବାରୁ.... ଜୟ ଜଗନ୍ନାଥ

  • @purnendumohanty2137
    @purnendumohanty2137 3 ปีที่แล้ว +14

    You are 100% right. Thank you. Baba's last stage.

  • @debabratapujari3110
    @debabratapujari3110 4 ปีที่แล้ว +5

    ସାଇ ବାବା ବି ତ ଚାନ୍ଦ୍ ମିଆ ପଠାଣ ଲୋକ। ମୁର୍ଖ ମାନେ ପୂଜା କରୁଛନ୍ତି। ଲୋକ ହିଁ ମୁର୍ଖ।

    • @TheLipunb
      @TheLipunb 4 ปีที่แล้ว +1

      Sanatana dharma re siridi sai baba nka na nai ..se ta letas baba chand mia...fir v ame hindu tanku puja karuche...

  • @kkss9960
    @kkss9960 2 ปีที่แล้ว

    ସେ ଅଣ୍ଡିରା ମାଇକିନାଙ୍କୁ ନାଜ ଟିକେ ନାଇଁ 😀😀😀 ।

  • @r.k.rblockingvideo4811
    @r.k.rblockingvideo4811 2 ปีที่แล้ว +1

    ବାମ୍ଫ ନବେ ବାବା ସମ୍ଭାଳି କି ଟିକେ ରୁହନ୍ତୁ ନହେଲେ ଗା_ ମାରିଇବୁ

  • @fantasticchannel2295
    @fantasticchannel2295 4 ปีที่แล้ว +5

    ନା ନିନ୍ଦା ନୁହେଁ ଆମେ ଗର୍ବିତ ଆପଣଙ୍କ ପାଇଁ । କରନା ଖାଲୀରେ ଆସିନୀ।

  • @mkmusicodia1637
    @mkmusicodia1637 4 ปีที่แล้ว +5

    ତୁମ ନା କରୋନା ତୁମ ବାପା ଚାଇନା
    କମେଡି ଭିଡ଼ିଓ link👇
    th-cam.com/video/rUe3GqDfDgg/w-d-xo.html.

  • @sanjeetp77
    @sanjeetp77 3 ปีที่แล้ว +3

    High court Or supreme court should rule out all babas

  • @RajendraKumar-tf9kg
    @RajendraKumar-tf9kg 3 ปีที่แล้ว +2

    ବମ୍ଫ news nirdes anusare in thank you very very nice 👍🙏❤️🙏❤️👍 Ramakrishna ପରମହଂସ ଚର୍ଚ୍ଚା କଲେ ଶୁଣି ବହୁତ ଆନନ୍ଦ ଲାଗିଲା

  • @akshayabaral7089
    @akshayabaral7089 2 ปีที่แล้ว +1

    ପ୍ରକୃତ ଜୀବନ୍ତ ଠାକୁର ହେଲେ ବାପାବୋଉ

  • @mrutyunjayapanda5405
    @mrutyunjayapanda5405 4 ปีที่แล้ว +4

    ହିନ୍ଦୁ ଧର୍ମକୁ ଏଥିପାଇଁ ଅନ୍ୟ ଧର୍ମାବଲମ୍ବୀ ନିନ୍ଦା କରନ୍ତି

  • @harihara1958
    @harihara1958 4 ปีที่แล้ว +5

    Give punishment these people who invite this fraud Baba .

  • @d.rajeswarpatra5043
    @d.rajeswarpatra5043 4 ปีที่แล้ว +10

    Wah wah till date there is no shortage of Baba.

  • @pramodbhoi6210
    @pramodbhoi6210 2 ปีที่แล้ว

    ଆରେ ଇଏ କି ପ୍ରକାର ବାବା ଇଏ ବାବା ନୁହେ ଇଏ ଭନଡ

  • @dhiranwitarout6591
    @dhiranwitarout6591 ปีที่แล้ว +1

    ଆମ ଲୋକ ଏମିତି ବାବା ମାନଙ୍କୁ ତିଆରି କରୁଛନ୍ତି. ଅନ୍ଧ ଲୋକ

  • @pritampritam4976
    @pritampritam4976 4 ปีที่แล้ว +9

    My favourite show....

  • @Chandu1621101
    @Chandu1621101 4 ปีที่แล้ว +7

    I m from Kendrapara.. Sarathi gala aee asillgala. Ama padoshi Dist Jagatsinghpur plz godaeki badao re ae babanku

  • @rakeshbehera7658
    @rakeshbehera7658 4 ปีที่แล้ว +6

    ସାରଥି part 2

  • @sujamishra
    @sujamishra 3 ปีที่แล้ว +1

    ସାଇ ବାବା ତ ନିଜେ ମୁସଲମାନ ଥିଲେ ସେ ତୁଳସି ର ମହାତ୍ମା କେଉଁଠୁ ଜାଣିବେ

  • @jaysrirambulurakhal
    @jaysrirambulurakhal 2 ปีที่แล้ว

    Jay sri ram

  • @litanjena09
    @litanjena09 4 ปีที่แล้ว +5

    ପୁରା ବାମ୍ଫ

  • @kumarbinaya4295
    @kumarbinaya4295 3 ปีที่แล้ว +9

    If Background music will change....it will b better and attractive

  • @chandrakanta9466
    @chandrakanta9466 4 ปีที่แล้ว +8

    Aau ketuta chanel change kariba. Paisa paine emane sabu karibw

  • @nprcreations6773
    @nprcreations6773 ปีที่แล้ว

    ବଗେଶ୍ଵର ବାବା କଣ ମୁଣ୍ଡି ତା ବିଷୟରେ କହୁନ 1

  • @bisuddhakhandagiri4430
    @bisuddhakhandagiri4430 3 ปีที่แล้ว

    ଏତେ ହେଲାପରେ ବି ଲୋକ ସୁଦୁରିବେ ନାହି ଭଗବାନ ନିଜେ କହିଛନ୍ତି ମା ବାପା ସେବା କର ଲୋକ ଗୁଢାକ ଭଣ୍ଡ ବାବା ପଛରେ ପଡୁଛନ୍ତି

  • @pankajff1062
    @pankajff1062 4 ปีที่แล้ว +4

    Maagiya ku aga pito pare jaha haba dekhaajiba👊👊👊✋✋✋

  • @santoshimohanty906
    @santoshimohanty906 4 ปีที่แล้ว +5

    Yah Baba log Kaamchor Hote Hain

    • @bhimakanta
      @bhimakanta 4 ปีที่แล้ว

      Kan kahil...??

  • @stikenprusty543
    @stikenprusty543 4 ปีที่แล้ว +6

    Arrest🚨 immediately...

  • @prakashdalua6295
    @prakashdalua6295 2 ปีที่แล้ว

    Kou salamane taku tulasi mala pendhe chhanti, he prabhu,,,,

  • @ideaghorai4689
    @ideaghorai4689 3 ปีที่แล้ว +1

    Jay Hansnath.. Jay Jagannath

  • @balaramnayak9349
    @balaramnayak9349 3 ปีที่แล้ว +4

    Nonsense to the infinity 😀😂

  • @dhananjaybehera9503
    @dhananjaybehera9503 3 ปีที่แล้ว +4

    Best show thank u kuna tripathi sir👍👌

  • @gangadharpuhan6905
    @gangadharpuhan6905 4 ปีที่แล้ว +4

    It's better to chang the title.Because as a front line all-rounder artist himself

  • @jayjagannath3797
    @jayjagannath3797 3 ปีที่แล้ว

    Thik katha

  • @sambhunathmahapatra1528
    @sambhunathmahapatra1528 3 ปีที่แล้ว

    ମାଉସୀ ଲାତ ମାରିଲା ପିଇସି ପାଖରେ ପହଞ୍ଚିଲୁ ଫେର ଲାତ ଖାଇବୁ

  • @janisaralam3329
    @janisaralam3329 3 ปีที่แล้ว +3

    ❤❤❤

  • @sivasambhulenka3086
    @sivasambhulenka3086 4 ปีที่แล้ว +6

    Tulasi means only at the feet of Lord Vishnu, Lord Jagannath and all incarnation of Lord Krishna... police capture him and punish him

    • @RajuDas-fo3ke
      @RajuDas-fo3ke 3 ปีที่แล้ว

      Tulsi only on the head of lord Vishnu

  • @birendrapanda8544
    @birendrapanda8544 4 ปีที่แล้ว +5

    Brilliant presentation

  • @jhunuranitiria8065
    @jhunuranitiria8065 3 ปีที่แล้ว

    ମୂର୍ଖାମୀ ଲୁକେମାନେ..

  • @chaleswarmajhi962
    @chaleswarmajhi962 ปีที่แล้ว +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ପ୍ରଭୁ ସଦ୍ ବୁଦ୍ଧି ଦିଅନ୍ତୁ ଏହାକୁ