Barnali Said How She's Scared At Mumbai's Station At That Day | EP - 38 | Podcast With Barnali Hota
ฝัง
- เผยแพร่เมื่อ 15 ก.ย. 2024
- ' ରିଆଲିଟି ଶୋ' ରେ କେତେବେଳେ କଣ ହୁଏ କିଛି ଜଣା ପଡେ ନାହିଁ '
#ArgudPodcast #arguspodcastwithsangram #SangramwithArgus #KichiKathaKichiBarta #ArgusDigital #Barnalihota #Singer #InterviewWithBarnaliHota
Follow us on Instagram :
/ argustvdigital
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argustvdigital
TH-cam- / @argusdigital.official
Instagram: / argustvdigital
ଚମତ୍କାର ବାର୍ତ୍ତାଳାପ।ବିରଳ, ହୃଦୟଛୁଆଁ ଓ ମନମୁଗ୍ଧକର। ଉଭୟଙ୍କର ଶାଣିତ , ଶୁଦ୍ଧ ଓ ସୁରଭିତ ଭାଷା ଓ ଶବ୍ଦ ଜ୍ଞାନ ବଡ଼ ପ୍ରଭାବଶାଳୀ। ସଂଗ୍ରାମ ବାବୁ ଜଣେ ନିଆରା ଉପସ୍ଥାପକ,ଓଡ଼ିଶାର ଓ ଓଡିଆଭାଷାର ଗର୍ବ ଓ ଗୌରବର ମଣିଷ ଜଣେ।
ବର୍ଣାଳୀ, ତୁମେ ଅନନ୍ୟା।
ଅମୃତ କଳସରେ ତୁମର ପ୍ରଦର୍ଶନ ସର୍ବଦା ଅଭିଭୂତ କରେ।
ଆଗକୁ ମାଡି ଚାଲନ୍ତୁ, ଆପଣଙ୍କର ସଚ୍ଚା ପ୍ରୟାସ ସମସ୍ତଙ୍କ ପ୍ରେରଣାଦାୟକ ।
ଜଗନ୍ନାଥ ଆପଣଙ୍କ ଯାତ୍ରା ଏହିପରି ଜାରି ରଖନ୍ତୁ।
❤❤❤❤
ପ୍ରକୃତ ଓଡ଼ିଆ.... ର ❤❤❤ ପରିଚୟ, ବର୍ଣାଲି ହୋତା..... ଏହା authentic ❤❤❤
ହମ ଗୋପବନ୍ଧୁ, ଫକୀର ମୋହନ ଙ୍କ ଠୁ ଅଧିକ ଲୋକ ଆକୁ ଜାଣନ୍ତି, ମୁଁ kintu🇳🇪ଆକୁ ଜାଣିନି, କାରଣ ସେ ବାଳ show ମୁଁ ଦେଖେନି ବାଳ ଖାଲି ଗୀତ ଗାଇଦେଲେ ଓଡିଶା ଉଧାର ହେଇଯିବ
ଆଗରୁ ଓଡ଼ିଆଙ୍କ ଗୀତକୁ ଏତେ ପରିମାଣରେ ଜାତୀୟ ସ୍ତରରେ ପହଂଚାଇବା ପାଇଁ କେହି କେବେ ଚେଷ୍ଟା କରିନଥିଲେ.... ଧନ୍ୟ ସେ ପିତାମାତା ଙ୍କୁ
ଶ୍ରୀଜଗନ୍ନାଥଙ୍କ କୃପା ତୁମ ଉପରେ ବରଷୁଥାଉ, ବର୍ଣ୍ଣାଳୀ !
ଓଡ଼ିଆ ଙ୍କ ଗର୍ବ ଓ ଗୌରବ ମା ବର୍ଣ୍ଣାଳୀ। ଜଗନ୍ନାଥ କୋଟି ପରମାୟୁ ଦିଅନ୍ତୁ
Odisha government should take special arrangements for Barnali Hota (honour/prize)
So enchanting, mesmomorizing Barnali, I have seen Revered santilata Ma'am's Bhajan group to have organized Bhajan many places like in front of kedargouri temple to many Bhajan mandaps at Bbssr, Puri , she always picked up small children, forgot about the stardom she enjoyed them when she was immensely popular, I would reckon her as 'the Lady Bhikari Bal" for LORD JAGANNATH, SHE WAS SO GROUNDED what I have marked, she used to get importance to little taughts who could better be nurtured and whose learnings could better be refined, she used to lay great foundation before building a huge edifice like you people, Barnali, you also happen to be much obliged to your teachers, Basant patra happens to be one of the living legends too, he is so affectionate both of them did a commendable task to have created a shining star ⭐ for Odisha, MAA Chandi bless you.
Sangram babu, thanks for your beautiful brilliant presentation it's lively and thought-provoking. Namaste
I am overwhelmed with the performance of Barnali. It's a nice interview. Wishing her a blissful life ahead. Odia Asmita ra Jwalanta Udaharana.❤🎉
Ur an awesome singer. Proud of Odisha nd odia asmita. Lord Jagannath is always with u.May Lord bless you nd wish ur long, prosperous nd happy progressive life in future
ଶେଷ ଭଜନଟିରେ ଶାନ୍ତିଲତା ବାରିକ ଙ୍କ ଛାପ ଅନୁଭବ ହେଲା ❤❤❤
ବର୍ଣ୍ଣାଳି.. ସପ୍ତ ରଙ୍ଗର ବର୍ଣ୍ଣବିଭା ❤️💚
ଧନ, ମୁଁ ତୁମକୁ bahuuuuut ଭଲ ପାଏ, ମୁଁ Rtd କଲିଣି, HM ଥିଲି M. E School ରେ, ଏବେ ଯେତିକି ସମୟ ମିଳୁଛି, ମୁଁ ତୁମର ଗୀତ ହିଁ ଶୁଣୁଛି, ଭଗବାନ କରନ୍ତୁ, ଏମିତି ଚାଲୁ ଧନ, ଜଗନ୍ନାଥ ଙ୍କ ଆଶୀର୍ବାଦ ସର୍ବଦା ରହୁ ଆଉ ରହିବ ବି
ଆମ ଓଡ଼ିଆ ଭାରି ବଢିଆ❤
ବହୁତ୍ ବହୁତ୍ ଶୁଭ ଆଶିଷ ବର୍ଣାଲୀ ।ପୂର୍ବ ରୁ କିଛି ଶୁଭ କାମନା ଜଣାଇ ଥିଲି।ଏବେ ଏଇ କଥାରୁ,ବା ସାକ୍ଷାତ କାର ରୁ କିଛି ଜାଣିଲି।ଓଡ଼ିଆ ର ମାନ,ମହତ୍ ଦୁନିଆ ଦରବାର ରେ ଶୁଦ୍ଧ ଭାବେ ପହଞ୍ଚିବା ପାଇଁ ଆଗ୍ରହୀ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ବାରି ଝରି ଯାଉ ଆମର ଆଶା।ତୁମେ ବି ଜଣେ ଶାନ୍ତ ପିଲା ,ଏବଂ ଗୁଣୀ ମଧ୍ୟ।ଯାହାବି ହେଉ ତୁମେ ଆମ ଓଡ଼ିଶା ର ଓଡ଼ିଆ ବୋଲି ନିଜର ପିଲା ଭଳି ଆଶିଷ ରହିଛି।ନିଜେ ଶ୍ରୀଜଗନ୍ନାଥ ଙ୍କୁ ସ୍ମରଣ କରି ଆଗକୁ ବଢ଼ିବାରେ ମାନ ରଖିବ ଆମର ଆଶା।
I am watching this podcast in Canada. I am a mumbaikar and odiya senior citizen. Whenever Barnali beta need any support, please don’t hesitate to contact me. I stay very near to Goregaon west metro station, very near to Malad. God bless you beta.
Wawo..barnali odisha prati tumara bhal paiba bahut khusi lagila
Very good ବହୁତ୍ ଆଗ କୁ ଯାଓ ଜୟ ଜଗନ୍ନାଥ
Ki Gita gaucha maa ....
Akhire luha asigala 😢
Bahut madhura swara ❤
ଶାନ୍ତିଲତା ଭଲ ଶିଷ୍ୟା ଜଣକୁ ରଖି ଯାଇଛନ୍ତି । ଶାନ୍ତିଙ୍କ ଆତ୍ମା ର ଶଦ୍ଗତି କାମନା କରେ। ବର୍ଣ୍ଣନାଳୀ ଶାନ୍ତି ଙ୍କୁ ଟପି ଯାଆନ୍ତୁ ।
Barnali hota is a proud personality for our odisha
ପ୍ରଭୁ ଜଗନ୍ନାଥଙ୍କ ବନ୍ଧନ ତୁମକୁ ବହୁତ ଉଚ୍ଚ ସ୍ତର ରେ ପହୁଞ୍ଚାଉ, ଏଇ ପ୍ରାର୍ଥନା।
Sata katha sri amebi ebe rajesthan re achu ebebi loke bibhinna up hau jiba Bihar hau tankebi pacharanti je Odisha kouthi ta amesethi sabudina sakalu kamre pahanchile kahu jay Jagannath 🙏 tanka manare prathame Odisha amadesha tannka manare rahu❤
ଆପଣ ପିତା ମାତା ଙ୍କୁ ଧନ୍ୟ ଏପରି ଝିଅ କୁ ଜନ୍ମ ଦେଇଛନ୍ତି।ଜୟ ଜଗନ୍ନାଥ 🙏
Barnali is the proud of Odisha🎉🎉
ବହୁତ ଉତ୍ତମ ଉପସ୍ଥାପନ ।
ବର୍ଣାଳୀ ମାମା ,
you are great
Barnali odianka pain garba. Tuma pain Prabhu Jagannatha nka pakhare prathana tume ahuri agaku jiba sahita Odishara nama ujjwal kara.
Barnali Hota proud of odisha 💛
Barnali looks like Kangana of Odisha…You have definitely a bright future ahead. Jagannathnk asirbad sadabele tuma sathire rahu
ବର୍ଣ୍ଣାଳି ତୁମେ ହିଁ ଜଣେ ଉତ୍କଳ ର କନ୍ୟା ସେଥିପାଇଁ ଆମେ ଗର୍ବିତ ବନ୍ଦେ ଉତ୍କଳ ଜନନୀ ❤🎉
ଗେଲ୍ଲୀ ଝିଅ ଟି ସୁନ୍ଦର କଣ୍ଠ , ସୁନ୍ଦର ସଂସ୍କାର ପାଇଛି ଝିଅ ଟି, ତୁମର ପଥ ସୁଗମ ହେଉ . ଜୟ ଜଗନ୍ନାଥ
Go ahead Barnali..whichever way and whatever things suits you to portray odisha in international stage plz go ahead. crab mentality we have always been thru. so dont worry. good luck from an unknown brother.
Vision line i too think the same ,bahut namra swabhaba ,you deserve the best in life ,you are the actual winner ,the result is little biased ,its ok , trophy is not everything,you are actual winner as you win everyone's heart in india .God bless you 🎉🎉
Barnali is just like a rainbow on the singing sky.
Iam proud feel my odisha state odia girl Odisha represent Odia song banali hota jay jagannath
Wonderful presentation..Wish Barnali a bright future ahead❤
ଏହି ସାକ୍ଷ୍ୟାତକରଟିକୁ ଶୁଣିବା ଯାଏ ବର୍ଣାଳୀ ଜଣେ ଜାତୀୟ ସ୍ତରର କଣ୍ଠଶିଳ୍ପୀ ବୋଲି ଜାଣିଥିଲି . ବର୍ତ୍ତମାନ ଜାଣି ଖୁସି ହେଲି ଯେ ସେ ବହୁ ବିବିଧ ପ୍ରତିଭାର ମୂର୍ତ୍ତିମନ୍ତ ଚଳନ୍ତି ପ୍ରତିମା . ଓଡ଼ିଆ ଅସ୍ମିତା ର brand ambassoder. କୋଟି ଓଡ଼ିଆ ଙ୍କର ଆଗାମୀ ଦିନର ଆଶା ବର୍ତ୍ତିକା . ଉଠ କଙ୍କାଳ କବିତାର ପ୍ରକୃତ ଧ୍ବଜାଧାରୀ ଆଗ୍ରଦୂତ. ଅନେକ ଶୁଭେଚ୍ଛା.
We're so Proud of You Barnali ❤
ଜଗନ୍ନାଥଙ୍କ ଆଶ୍ରିବାଦ ସବୁବେଳେ ତୁମ ଉପରେ ଥାଉ 🙏
I am proud feel my Odisha state odia girls Odisha present Odia song International represent Odia song bonali Hota sister Jay Jagannath I am from Odisha Rayagada district
Barnali Hota is really a good singer who showed the culture and tradition of Odisha to get people of Bharat.Lord bless you for your bright future.
Bahuta sundra❤❤
Good mentally Barnali...no bestfriend....only parents advice...be independent 👍
Bahut badhia podcast sir nkara❤
ନିଜ କାମ ଠିକ କର ଭଗବାନ୍ ତୁମକୁ ନିଚିନ୍ତ ସାହାଯ୍ୟ କରିବେ
Bahut ❤sundar barnali tame jetiki sundar setiki gelhi au tama mana bi setiki sundar 😊
Whatever you pointed out in conversation and suggestions that is very acceptable and admirable and salute you for your accurate thought about Odisha & Odias. Thank U.
SIR APANANKARA PROADCAST SABHUTU BEST
Odisha ra gelhi jhia❤
❤Lot Of Love From PuriDham 🚩⭕❗⭕🚩🛕🔔🙇🙏
ସ୍ବଚ୍ଛ କଳାକାରଟିଏ । ସଂସ୍କାର ସମ୍ପନ୍ନା ଝିଅଟିଏ .... ବର୍ଣ୍ଣାଳୀ ।
ଅତି ସୁନ୍ଦର ଝିଅଟି .....
ସଂଗ୍ରାମଙ୍କୁ ଅନୁରୋଧ ଶ୍ରୀକାନ୍ତ ଗୌତମ ଙ୍କୁ podcast ରେ ଡାକନ୍ତୁ
Jay jagannath khub sundar kala katha barta ❤
Barnali hota ❤🙏
From Saregamapa Little Champ 2011 she is very reached in classical music.
ଆମ ଓଡିଆ ଝିଅ ❤❤❤❤
❤ବର୍ଣାଳୀ ହୋତା ଓଡ଼ିଶାର ସମ୍ମାନ।ଆହୁରି ଆଗକୁ ଯିବେ।
ଆପଣ ଓଡ଼ିଶା କୁ ଏମିତି represent କରନ୍ତୁ we are all with you
Sangram Sir It is always pleasure to listean you.
ଜୟ ଶ୍ରୀରାମ ଜୟ ଜଗନ୍ନାଥ
Great pardarshita dekhei paricha dear❤
Great u r... keep it up 💞👍👍
Odisha ra jhia...god bless you sister
ଧନ୍ୟବାଦ୍ ଭଉଣୀ ତମକୁ ଓଡିଶା ର କଳା କୁ ଜାତୀୟ ସ୍ତର ରେ ପହଞ୍ଚାଇ ଥିବାରୁ
Mahaprabhu nka ashirbad rahichhi bahut agaku jiba nischinta.
Artist ra price achi au haba b katha
Jebe barnali market jauthube se b kaha too kiniba aguru bargain karuthube ..aeta ta part and parcel of life
ଓଡ଼ିଶାର ପରିଚୟକୁ ସଙ୍ଗୀତ ମାଧ୍ୟମରେ ଉଚ୍ଚ ସୋପାନ କୁ ନେଇଯାଅ
ଅନେକ ଅନେକ ଶୁଭେଚ୍ଛା ଆପଣଙ୍କୁ
'ଉଠ କଙ୍କାଳ' ତ ଠିକ୍ ଅଛି;ତେବେ ମଧୁ ସୂଦନ ଦାସଙ୍କର'ମା ମା ବୋଲି କେତେ ମୁଁ ଖୋଜିଲି...:କବିତାଟି ଗାଇଥିଲେ କେମିତି ହୋଇଥାନ୍ତା?ଏହାର ଉତ୍ତର ବର୍ଣ୍ଣାଳୀ ଦେଲେ ଖୁସି ହୁଅନ୍ତି?ଶ୍ରୋତା ତଥା ଦର୍ଶକଙ୍କ ଉତ୍ତର ମଧ୍ୟ ସ୍ବାଗତ ଯୋଗ୍ୟ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ହେଲେ ଆଗକୁ ଚେଷ୍ଟା କରିବେ
@@sivanandaemporium3688 ବର୍ଣ୍ଣାଳୀ ତୃତୀୟ ସ୍ଥାନରେ ରହିବା ମଧ୍ୟ ମୋ ମତରେ ଅପାର କରୁଣାମୟ ଜଗନ୍ନାଥଙ୍କ ଇଚ୍ଛା।କାରଣ ସେ ପୁଣିଥରେ ସଙ୍ଗୀତ କ୍ଷେତ୍ରରେ ସଂଗ୍ରାମ କରିବା ପାଇଁ ନିଜକୁ ପ୍ରସ୍ତୁତ କରି ପାରିବେ ଓ ଆପଣଙ୍କ ମତରେ 'ମା ମା ବୋଲି....' କିମ୍ଵା 'ପାଇକ ବଧୂର ଉଦ୍ ବୋଧନ' କବି କୃଷ୍ଣଚନ୍ଦ୍ର ତ୍ରିପାଠୀ କବିତା ଗାଇ ଓଡ଼ିଶାର ନାମ ଉଜ୍ଜ୍ୱଳ କରିବେ।
ତୁମେ ସତରେ ଜଣେ ସଙ୍ଗୀତର ବର୍ଣାଳି....!
I agree with you Barnali, the same thing happened with me in Delhi also.
Barnali really you are the best 👌👍👍🙏
Great Barnali our proud❤❤
Great host with mature discussion 🙏
Jay Jagannath Barnali mam I proud of uhh.god bless u🌹♥️♥️🌹
ଚମତ୍କାର ପ୍ରତିଭା ❤
I love singing of Barnali❤️
Kichhi byakti achhanti bhala re khuna bahar karantu sesabuku dhyana nadei kalakar satarkata saha agei jiba darkar Samalochana ku bhrukhep naakar.Dhanyabad Barnali n Bhabani Babu.
Jay Jagannath
Both Host and guest are awesome 👏👏👏
Bahut touche ❤️
Se show insta channel mane viral karila pare ebey news channel tanku dakucha aguru support kai karunathula
ବର୍ଣ୍ଣାଳୀ ଓଡ଼ିଶାର ଗର୍ବ ଓ ଗୌରବ
ସତରେ ଉଠ କଙ୍କାଳ ଗୀତ ଯିଏ ଥରେ ଶୁଣିବ ତାର ଲୋମ ଟାଙ୍କୁରି ଉଠିବ
Very good Barnali
ଭଉଣୀ ଵର୍ଣାଳୀଙ୍କୁ ଅଶେଷ ଧନ୍ୟବାଦ, ଓଡ଼ିଆ ଓ ଓଡ଼ିଶାର ସ୍ଵତନ୍ତ୍ର ପରିଚୟ ଦେଇଛନ୍ତି ।
Sangram sir your voice pura alga ❤
Proud of odisha
ବହୁତ ସୁନ୍ଦର ✍🏻🌹😍extremely beautiful interaction as a writer i appreciate the talk
Sir mam apanaku jagannath bhalare rakhantu
She is awesome ❤
Jay Jagannath❤❤❤❤❤
U r great
24:53 Sir aethi tk pabana karideele saula bhama madam jebe asithile apana gita gaibaku kahithile micha kai kahuchanti
Jay Jagannath, god bless u dear ❤
VERY NICE. KEEP IT UP. YOU ARE THE PROUD OF ODISHA.
Bernali didi is the best 👍❤️❤️💗💗💗
Bagha Nisa ha na la is actual 7th Colour indradhanu ra.
Jay Shree Jagannath ❤ 🙏
Bahut sundara voice🎉🎉🎉🎉
Ma'am apana ama odisha ra garba
Very good broadcast
Barnali, Excellent! One suggestion; 'Mama' doesn't sound sweet in your articulation. Ma' would be appropriate.