Vastu & Sidi Ghara ବାସ୍ତୁଶାସ୍ତ୍ର ରେ ଶିଡ଼ିଘର, କେଉଁ ଦିଗକୁ ଥିଲେ ଘରର ମୁରବୀ କୁ କ୍ଷତି

แชร์
ฝัง
  • เผยแพร่เมื่อ 4 ต.ค. 2024
  • ବାସ୍ତୁଶାସ୍ତ୍ର ଓ ଠାକୁର ଘର - • Vastu & Thakura Ghara ...
    ବାସ୍ତୁଶାସ୍ତ୍ର ଓ ଡ୍ରଇଂରୁମ - • Vastu & Drawing Room ବ...
    ବାସ୍ତୁଶାସ୍ତ୍ର ରେ ପଢ଼ାଘର, କେମିତି ହେବା ଦରକାର - • Vastu & Study Room ବାସ...
    ବାସ୍ତୁଶାସ୍ତ୍ର ରେ ଶିଡ଼ିଘର, କେଉଁ ଦିଗକୁ ଥିଲେ ଘରର ମୁରବୀ କୁ କ୍ଷତି - • Vastu & Sidi Ghara ବାସ...
    ବାସ୍ତୁଶାସ୍ତ୍ର ଓ ଉପର ମହଲା - • Vastu & Up Stair ବାସ୍...
    ବାସ୍ତୁଶାସ୍ତ୍ର ରେ ଘରର ବାରଣ୍ଡା କେମିତି ହେବା ଦରକାର - • Vastusastra & Varanda ...
    ବାସ୍ତୁଶାସ୍ତ୍ର ରେ ଗାଧୁଆଘର ଓ ପାଇଖାନା କେମିତି ହେବା ଦରକାର - • Vastusastra & Bath Ro...
    ବାସ୍ତୁଶାସ୍ତ୍ର ରେ ଶୋଇବାଘର. କଣ କଲେ ପରିବାରକୁ ଧନ ଓ ଶାନ୍ତି ମିଳିବ- • Vastusastra & Bed Room...
    ବାସ୍ତୁଶାସ୍ତ୍ର ଓ ରୋଷେଇଘର, କଣ ଥିଲେ ଅସୁବିଧା ଓ ଖରାପ. - • Vastu Sastra & Kitchen...
    ଘରର ମୁଖ୍ୟଦ୍ୱାର କିପରି ଥିଲେ ଧନଲାଭ ହୁଏ.ଆଉ କେମିତି ଥିଲେ ସର୍ବନାଶ ହୁଏ - • Vastu Satra ଘରର ମୁଖ୍...
    ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଘର କେଉଁଠି ହେବ.ଏହାର ଶୁଭ ଅଶୁଭ ଏବଂ ପ୍ରତିକାର - • Vastu Sastra & Room Ma...
    ବାସ୍ତୁଶାସ୍ତ୍ର ଓ ପାଣି ଟାଙ୍କି , କେମିତି କରିବେ, କେଉଁ ଦିଗକୁ କରିବେ - • Vastu & Water tank ବା...
    ବାସ୍ତୁଶାସ୍ତ୍ର ଓ ପୋଟୀକ, ଗାଡି କେଉଁ ଦିଗକୁ ମୁହଁ କରି ରଖିବେ - • Vastu & Portico ବାସ୍ତ...
    ବାସ୍ତୁଶାସ୍ତ୍ର ଓ ସେଫଟିକ ଟ୍ୟାଙ୍କ, କେଉଁ ଦିଗକୁ ହେବ - • Vastu & Septic tank ବ...
    ଜମି ଯଦି ଗଡାଣିଆ/ଖାଲ ଥିବ. ତେବେ କଣ ସମସ୍ୟା ହେବ? ତାର ପ୍ରତିକାର କଣ - • Vastu Sastra ଜମି ଯଦି ...
    ବାସ୍ତୁଶାସ୍ତ୍ର ରେ ଭୂମି ଚୟନ. କେଉଁ ପ୍ଲଟ ବା ଜମିରେ ଘର କଲେ କି ଫଳ ମିଳିବ - • Vastu Sastra ବାସ୍ତୁଶାସ...
    ବାସ୍ତୁଶାସ୍ତ୍ର ଓ ରୁଦ୍ରାକ୍ଷ - • Vastu O Rudraksha ବାସ...
    ବାସ୍ତୁଶାସ୍ତ୍ର ଓ ଯନ୍ତ୍ର - • Vastu o Jantra ବାସ୍ତୁଶ...
    ବାସ୍ତୁଶାସ୍ତ୍ର ଏବଂ ପାଣି ଓ ଗଛ - • Vastu - Tree & Water ...
    ବାସ୍ତୁଶାସ୍ତ୍ର ଓ ଦର୍ପଣ/ଆଇନା , ବଂଶୀ, ଫୁଳକୁଣ୍ଡ, ମାଛକୁଣ୍ଡ,ପବନ ଘଣ୍ଟି - • Vastu o Darpana ବାସ୍ତୁ...
    ବାସ୍ତୁଶାସ୍ତ୍ର ଅନୁସାରେ କେମିତି ଘର ରଙ୍ଗ କରିବେ - • Vastu O Ranga ବାସ୍ତୁଶା...
    ବାସ୍ତୁଶାସ୍ତ୍ର ରେ ଦକ୍ଷିଣ-ପୂର୍ବ ଦିଗର ଦୋଷ ଓ ଏହାର ପ୍ରତିକାର - • Vastu Problem and So...
    ବାସ୍ତୁଶାସ୍ତ୍ର ରେ ଦକ୍ଷିଣ-ପଶ୍ଚିମ କୋଣାର ଦୋଷ ଓ ପ୍ରତିକାର - • Vastu - Problem & Solu...
    ବାସ୍ତୁଶାସ୍ତ୍ର ଓ ଉତ୍ତର-ପଶ୍ଚିମ ଦିଗର ଦୋଷ ଓ ପ୍ରତିକାର - • Vastu Problem & Solu...
    ବାସ୍ତୁଶାସ୍ତ୍ର ରେ ଐଶାନ୍ୟ କୋଣର ଦୋଷ ଓ ଏହାର ପ୍ରତିକାର - • Vastu - Problem & Solu...
    ବାସ୍ତୁଶାସ୍ତ୍ରରେ ପଶ୍ଚିମଦିଗର ଦୋଷ ଓ ଏହାର ପ୍ରତିକାର - • Vastu-Problem & Soluti...
    ବାସ୍ତୁଶାସ୍ତ୍ର ଓ ଘରର ଦକ୍ଷିଣ ଦିଗର ଦୋଷ ଏବଂ ପ୍ରତିକାର - • Vastu Problem & Soluti...
    ବାସ୍ତୁଶାସ୍ତ୍ର ରେ ଉତ୍ତରଦିଗ ର ଦୋଷ ଓ ଏହାର ପ୍ରତିକାର - • Vastu Problem and solu...
    ବାସ୍ତୁଶାସ୍ତ୍ର ରେ ପୂର୍ବଦିଗର ଦୋଷ ଓ ପ୍ରତିକାର - • Vastu - Problem & Solu...

ความคิดเห็น • 170

  • @jaydebsarkar3456
    @jaydebsarkar3456 7 หลายเดือนก่อน +4

    Jay Shri Jagannath 🌹🌹🌹🙏🙏🙏

  • @sureshmuduli1949
    @sureshmuduli1949 3 วันที่ผ่านมา

    ସାର୍ ନମସ୍କାର, ମୋର ପୁରୁଣା ଘର ର ପଶ୍ଚିମ ଦିଗ କୁ ଖାଲି ଜାଗା ଅଛି, ଏହାକୁ ଲଗାଇ ଘରକୁ ବଢାଇ ହେବକି‌।

  • @ManasDas-rv4mc
    @ManasDas-rv4mc 8 หลายเดือนก่อน +1

    Jay shree jagannath 🙏🙏🙏

  • @satrughanasahoo1118
    @satrughanasahoo1118 3 ปีที่แล้ว +13

    Many many thanks sir for your advice Namaste

  • @BikramSangramsingh
    @BikramSangramsingh 5 หลายเดือนก่อน +4

    Please sir latin ghara kenu digare digare heba

  • @ritiksahoo8010
    @ritiksahoo8010 ปีที่แล้ว +1

    Outstanding vdo

  • @SarojVlogs555
    @SarojVlogs555 ปีที่แล้ว +1

    Nice advice

  • @mrbkhandei5020
    @mrbkhandei5020 3 ปีที่แล้ว +14

    ନମସ୍କାର ଆପଣଙ୍କୁ ଶିଡି ଘର ଉତ୍ତର ପଶ୍ଚିମ କୋଣ ହେଲେ ଏହାର ପ୍ରତିକାର କଣ କରିବା କୁ ହେବ?

  • @rajendramoharana7211
    @rajendramoharana7211 ปีที่แล้ว +1

    Sir
    ନମସ୍କାର
    ଆପଣଙ୍କ ପରାମର୍ଶ ଅତ୍ୟନ୍ତ ଉପକାରୀ ।
    "ଶିଢି ଘର ଟି ଉତ୍ତର ଦିଗରେ ଓ left turn ରେ ଯାଇ ଛାତ ଉପରକୁ ଦକ୍ଷିଣ ଦଗକୁ ମୂଖ କରି ବାହାରି ବାକୁ ପଡ଼ିବ । ଶିଢିର base ଟି ଆରମ୍ଭ ହୋଇଛି ।ଦୟାକରି ପରାମର୍ଶ ଦେଇ ପାରିବେ କି ।

  • @mantratv4897
    @mantratv4897 ปีที่แล้ว +3

    ନମସ୍କାର,ମୋର ସିଡି ଉତ୍ତର ରୁ ଦକ୍ଷିଣ ଦିଗରେ କରିବାକୁ ଚାହେଁ ଏବଂ ତାହା ନୈରତ କୋଣରେ ଥିବା ରୁମ୍ କୁ ଲଗାଇ ପୂର୍ବ ଆଡ଼କୁ କରିବାକୁ ଚାହେଁ, ପୂର୍ବ ଦିଗରେ ମୁଖ୍ୟାଦ୍ୱାର ଅଛି, ତା ପରେ ବି ସିଡି ତଳକୁ ଏକ ଦ୍ଵାର ହୋଇପାରିବ କି, ଯାହାକି ଦକ୍ଷିଣାଭିମୁଖି, ଦୟାକରି କୁହନ୍ତୁ

  • @pratimabehera1700
    @pratimabehera1700 3 ปีที่แล้ว +2

    Very nice

  • @daitarysethi1436
    @daitarysethi1436 3 ปีที่แล้ว

    Best Channel of India. Very good Pandit. Namaskar, thanks.

  • @bibhutibhusannayak6445
    @bibhutibhusannayak6445 3 ปีที่แล้ว +4

    ଧନ୍ୟବାଦ୍ ମହାଶୟ, ।
    ସବୁ କଥା ଜାଣି ନେଲୁ । ଦକ୍ଷିଣ ପଶ୍ଚିମ କୋଣରେ ସିଡି ଘର ବିଷୟରେ ଆଲୋଚନା କରିଥିଲେ ବହୁତ ଭଲ ହୋଇ ଥାଆନ୍ତା ।

  • @jayashree.pattnaik9395
    @jayashree.pattnaik9395 3 ปีที่แล้ว +3

    ସିଡ଼ି ଯଦି ଦକ୍ଷିଣ ରୁ ଉତ୍ତର ଦିଗକୁ ହେଇପାରିବ କି? Please tell

  • @piyushcreation009
    @piyushcreation009 3 ปีที่แล้ว +2

    Good job

  • @rabindrakumarbehera7310
    @rabindrakumarbehera7310 8 หลายเดือนก่อน +2

    ଆମର ଐସାଣ୍ୟ କୋଣରେ ସିଡ଼ି ଘର ରହିଛି ବହୁତ ଅସୁବିଧା ହେଉଛି ପ୍ରତିକାର କହିବେ କି ସାର

  • @Jayeshkumar5555
    @Jayeshkumar5555 2 ปีที่แล้ว +5

    Sir namaskar, ପ୍ଲଟର ଦକ୍ଷିଣ କୁ ଅଧିକ ଫାଙ୍କା ଜାଗା ଅଛି କଣ ହେବ, ଆଉ ଘର ର ଦକ୍ଷିଣ , ପୂର୍ବ କଣରେ କୂପ ଅଛି କଣ ଅସୁବିଧା ହେବ , ଆଉ ଏହାର ପ୍ରତିକାର

  • @sarojkantadas4748
    @sarojkantadas4748 ปีที่แล้ว

    You are right

  • @biswanathmohanta3418
    @biswanathmohanta3418 5 หลายเดือนก่อน +1

    Sir 23 goti pahacha uchita ki nuha please kahibe sir

  • @Bijaypanda159
    @Bijaypanda159 3 หลายเดือนก่อน

    ଜେ

  • @puspanjalimishra7788
    @puspanjalimishra7788 6 หลายเดือนก่อน

    Thanks

  • @ugresenabastia923
    @ugresenabastia923 2 ปีที่แล้ว

    Hi vastu&Sidi ghar.

  • @sagarjal6368
    @sagarjal6368 2 ปีที่แล้ว +1

    Nairata kinare anti clock Sidi hei pariba ki

  • @Aditya34253
    @Aditya34253 ปีที่แล้ว

    ସାର୍ ଆମର ସିଡି ପାହାଚ ସଂଖ୍ୟା 14 ହେଇଛି ଭୁଲ୍ ନା ଠିକ୍ ଦୟା କରି ଜଣେଇବାକୁ ଅନୁରୋଧ 🙏🙏🙏🙏

  • @hembrampranabandhustudyoff4527
    @hembrampranabandhustudyoff4527 3 ปีที่แล้ว

    Nice information.

  • @sharatnayak5181
    @sharatnayak5181 3 ปีที่แล้ว

    Hariom prabhuji

  • @pranatiswain6943
    @pranatiswain6943 หลายเดือนก่อน

    ନିଜ ବ୍ୟବହାର ଖଟ ରେ ବାହାର ଲୋକ ବା। ବନ୍ଧୁ ବାନ୍ଧବ ଶୋଇଲେ କଣ ହୁଏ ଟିକେ କହିବେ

  • @madhuguntha9705
    @madhuguntha9705 2 ปีที่แล้ว

    Thenks sir

  • @chanchalaullaka6254
    @chanchalaullaka6254 3 ปีที่แล้ว +2

    Thank you sir

  • @puspanjalimishra7788
    @puspanjalimishra7788 6 หลายเดือนก่อน

    Sree Ram

  • @uniquesurya6026
    @uniquesurya6026 3 ปีที่แล้ว +6

    ପୂର୍ବ- ଦକ୍ଷିଣ ଦିଗ କଥା କୋଇଲ ନାହିଁ sir

  • @sankarshanpanigrahi610
    @sankarshanpanigrahi610 3 ปีที่แล้ว +4

    କେଉଁ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ଅଛି ଦୟାକରି କହିବେ।

  • @IndraniDas-r7v
    @IndraniDas-r7v 7 หลายเดือนก่อน

    Sir kitchen ku lagi bath room heipariba kee

  • @chinmayamahakud468
    @chinmayamahakud468 ปีที่แล้ว

    ସାର ସିଦ୍ଧି ଘର ଉପରକୁ ଚଢିବା ଆଉ ଉଠିବା ଦିଗ କେଉଁ ଦିଗ ରେ ଟିକେ ଗୋଟେ ନକ୍ସା ଦେଲେ ଭଲ ହୁଅନ୍ତା ସାର

  • @saikitchen328
    @saikitchen328 2 ปีที่แล้ว

    🙏

  • @planetearthindiaworldkk7708
    @planetearthindiaworldkk7708 2 ปีที่แล้ว

    Jay bhole

  • @rajendratv6073
    @rajendratv6073 ปีที่แล้ว

    Sir ମୋର plat ର କୋଣ ପୁର୍ବ, ପଛିମ୍, ଉତ୍ତର, ଦକ୍ଷିଣ ଦିଗରେ ଅଛି। ସିଢ଼ି ଟା ଉତ୍ତର ଦିଗ ବା ଉତ୍ତର କୋଣରେ ରହିଛି, ତ କଣ ଅସୁବିଧା ହବକି ? 🙏

  • @subhambindhani4916
    @subhambindhani4916 ปีที่แล้ว

    Sir mor uttara ru dakhina ku jaga achhi. Uttara pate ghara gate achhi ta pare dakhina ku au gate kari chhata misaebi kari heba ki

  • @susantakumarswain7280
    @susantakumarswain7280 2 ปีที่แล้ว +5

    Pl advise for east facing plot of a 30x50 size with ground and 1st floor.

  • @haraharidas4907
    @haraharidas4907 3 ปีที่แล้ว +1

    JAY SHREE RADHE KRISHNA

  • @sujit_sahoo
    @sujit_sahoo 2 ปีที่แล้ว +15

    ଆଗ୍ନେୟ କୋଣ ରେ କଲେ କଣ ହବ । ଆମର ଶିଡି ଘର ଆଗ୍ନେୟ କୋଣ ରେ ଅଛି

    • @Sameer-te1yt
      @Sameer-te1yt ปีที่แล้ว +1

      Amar bi.....

    • @sujit_sahoo
      @sujit_sahoo ปีที่แล้ว +1

      @@Sameer-te1yt Kichi problem hauchi ki

    • @madhusmitalenka3572
      @madhusmitalenka3572 7 หลายเดือนก่อน +1

      Agneya kona re kitchen rahiba

  • @basudevasenapati4683
    @basudevasenapati4683 6 หลายเดือนก่อน

    Sir Vidisha plot upare kuhantu

  • @santoshmajhi550
    @santoshmajhi550 3 ปีที่แล้ว +2

    Very nice line

  • @prabhujitdhal866
    @prabhujitdhal866 3 ปีที่แล้ว +2

    Aisanya agni middle re kale kana heba

  • @sushantabehera4362
    @sushantabehera4362 3 ปีที่แล้ว +1

    9

  • @foddiearray1870
    @foddiearray1870 3 ปีที่แล้ว +1

    Ete sabu dekhile Chali hueni
    .jou mana flat re rahuchanti ki jou mane duplex kinuchanti...semankara ta sabu thik direction re Nathae kahara entrance ki kahara rosei sabu epitaph sepata heithaee ..semane puni kn karibe...au ajji ka time jaga khandelwal miliba ete kasta ..sethire puni direction dekhi kiniheba..ki ghara kale kou diga re entrance ta kou diga re sidi ghara esbu kemiti heba.....sabu too better sarbemangale jai jagganatha 🙏

    • @skbehera6179
      @skbehera6179 3 ปีที่แล้ว

      Yes practical katha kahile. Cuttack, puri ba anya sabu puruna saharare Raja mananka samaya re kie bastu anusare ghara karuthila? Semane samaste kana asubidhare paduthile? Na.

  • @PrasantaSahoo-hz3tj
    @PrasantaSahoo-hz3tj 8 หลายเดือนก่อน

    Purv dakshin adhikari 🙏🙏🙏

  • @biduchhayamajhi9792
    @biduchhayamajhi9792 3 ปีที่แล้ว +1

    uttara ru dakhyina ku kalu kaemiti sir

  • @nilakanthanaik1413
    @nilakanthanaik1413 2 ปีที่แล้ว

    mara purbaruutara achhi paribartanakaribiki

  • @pradeepkumardas3121
    @pradeepkumardas3121 3 ปีที่แล้ว

    Use

  • @mamatadutta9360
    @mamatadutta9360 3 ปีที่แล้ว +1

    Pani tanki ra stana nirupan

  • @odishamanjari6218
    @odishamanjari6218 2 ปีที่แล้ว

    Paikhina kouthi kouthi.hoipariba kuhantu

  • @trinathsahu1232
    @trinathsahu1232 6 หลายเดือนก่อน

    Aesanya kona re achhi sidi 3 thaka heichhi last dakhin adaku jaichhi tahaku kana kale haba

  • @dronacharyabhaisal3085
    @dronacharyabhaisal3085 3 ปีที่แล้ว

    siding ghara tale jedi paikhana veteran achhi tara pratt kar kana please answer?

  • @sandhyaranisenapati5
    @sandhyaranisenapati5 ปีที่แล้ว

    ଉତ୍ତର ପୁବ କଣରେ ଅଛି କଣ ପରତିକାର କରାଯିଵ ସାର

  • @MamataMaharana-t6n
    @MamataMaharana-t6n 6 หลายเดือนก่อน

    Jahar besi jaga nai se kn kariba

  • @chintamanijena7885
    @chintamanijena7885 ปีที่แล้ว

    Ghar bahare kale sei sauth west Kona re kale thik heba na sir

  • @rajendranath4024
    @rajendranath4024 9 หลายเดือนก่อน

    ଆଗ୍ନିୟ କୋଣର ପଶ୍ଚିମ ରୁ ପୂର୍ବକୁ ସିଢି ଘର ହୋଇ ପାରିବକି !ଦୟାକରି କୁହନ୍ତୁ ।

  • @abinashpanda7134
    @abinashpanda7134 ปีที่แล้ว

    Sir total pahacha na adha, sidhi ra total pahacha naa plz kahibe

  • @debadattapanda2323
    @debadattapanda2323 3 ปีที่แล้ว +1

    Open staircase north east re Kana effect

  • @pradeepnandi804
    @pradeepnandi804 3 ปีที่แล้ว

    Stair case is at North West .Pl.tell the solutions

  • @sushilpanigrahy1960
    @sushilpanigrahy1960 2 ปีที่แล้ว

    South face house ra staircase kipari heba kuhantu

  • @bhagirathimunda9332
    @bhagirathimunda9332 2 ปีที่แล้ว

    ସାର ରୋଷେଇ ଘର ସମ୍ପୁର୍ଣ୍ଣ ଅଲଗା ଘର କଲେ କଣ କରିବାକୁ ପଡ଼ିବ

  • @santoshmohanty5640
    @santoshmohanty5640 3 ปีที่แล้ว +1

    ପୂର୍ବ କାନ୍ଥ କୁ ଲାଗି ଶିଡି ତିଆରି ହୋଇ ସାରିଛି କିଛି ଅସୁବିଧା ଅଛି କି ଯଦି ଅସୁବିଧା ଅଛି ତାର ପ୍ରତି କାର କଣ

    • @ratandas3993
      @ratandas3993 2 ปีที่แล้ว

      ଅସୁବିଧା ହବ,ପୃବାଳୀଝଡ଼ହେଲେ,

  • @ranjankhatua1161
    @ranjankhatua1161 11 หลายเดือนก่อน

    Sir ତ କୌଣସି ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି question ପଚାରି ଲାଭ ନାହିଁ

  • @akashsahoo4359
    @akashsahoo4359 3 ปีที่แล้ว

    Sede ghara kaeu color kale bhalaheba

  • @shushilpanigrahi3538
    @shushilpanigrahi3538 2 ปีที่แล้ว

    Kitchen garden keu digare karajiba sir

  • @satyabanbehera1694
    @satyabanbehera1694 3 ปีที่แล้ว

    Sir Ground floor aau Chata ko Sidi ra count hue ki..?

  • @chandrabhanupandey1644
    @chandrabhanupandey1644 3 ปีที่แล้ว

    Sir mo ghre sidi ghararamajhireachi tarpartikarkan

  • @dilipgochhayat7980
    @dilipgochhayat7980 2 ปีที่แล้ว

    Bayaba konare thile tara pratikara kan

  • @ranjankumarsahoo1214
    @ranjankumarsahoo1214 3 ปีที่แล้ว

    Sir 🙏 jadi sidi ghara north east digare achi ... tahele Tara pratikar kn achi

  • @lokanathmishra1711
    @lokanathmishra1711 2 ปีที่แล้ว

    Jahara bakharae ghara muladiha thae se ki pari hena

  • @ManaskumarSethy-h1c
    @ManaskumarSethy-h1c ปีที่แล้ว

    Purba,dakhina,residdigharheiparibaki

  • @rajkishorepatra5334
    @rajkishorepatra5334 3 ปีที่แล้ว

    Sir purbaru paschimakarihebaki nahi

  • @sukantakumarpradhan775
    @sukantakumarpradhan775 2 ปีที่แล้ว

    Sidighar utarpurba digare thile Kan pratikar karajiba

  • @biduchhayamajhi9792
    @biduchhayamajhi9792 3 ปีที่แล้ว +2

    🙏🙏🙏👍👍👍💯

  • @saikishnna
    @saikishnna ปีที่แล้ว

    Sare dakhilaru utara kale chirdi ghara heiparibana

  • @prateekmohanty5373
    @prateekmohanty5373 7 หลายเดือนก่อน

    purba digare hele kana pratikar

  • @modansundarpatra3855
    @modansundarpatra3855 3 ปีที่แล้ว

    Sir.bahare uter purba digare achii.ehara bisayare tike kuhantu.

  • @prabhujitdhal866
    @prabhujitdhal866 3 ปีที่แล้ว

    Sidi ghara nairatya konare subidha nahi purba digare Kari Heba ki

  • @lokanathsahoo6371
    @lokanathsahoo6371 3 ปีที่แล้ว

    Dakshina pastima ra sidi ghara tale bathroom karile kichi khati hebaki

  • @rabipandit7032
    @rabipandit7032 ปีที่แล้ว

    4 diga hele khichhi asubida nahi na sir please. Tike kahibe

  • @bijayanayak9472
    @bijayanayak9472 3 ปีที่แล้ว +2

    Jadi Manisa mitha hrudaya Ra hoithae, bhakta hoithae , su marga re
    Chaliba Jani thae , tar kichibi asubidha Nahi, shidi pain nuhen, sastra Samat Katha,

    • @Sahoo5009
      @Sahoo5009 2 ปีที่แล้ว

      ଏକଦମ ସତ କଥା କହିଲେ ଆଜ୍ଞା । ଆମ ଗାଁ ରେ ଚାରି ଜଣ ଲୋକ ଗୃହ ପ୍ରବେଶର ଉତ୍ତର ଦିଗକୁ ସିଡି ଘର କରିଛନ୍ତି । କିଛି ଅସୁବିଧା ନାହିଁ । ପରିବାର ସାରା ସମସ୍ତେ ଖୁସିରେ ଅଛନ୍ତି । ଚାକିରି, ଧନ ସଂପତ୍ତି କିଛି ରେ ଅଭାବ ନାହିଁ । ବହୁତ୍ ଭଲ ମଣିଷ । କଥାରେ ଅଛି ନା, ମନ ଥିଲେ ନିର୍ମଳ ଗାଡିଆ ପାଣି ଗଙ୍ଗା ଜଳ । ମନ ଆଉ ବିବେକ ସବୁବେଳେ ସଫା ରହିବା ହେଲେ ସବୁ ଭଲ ହେବ। ଜୟ ଜଗନ୍ନାଥ 🙏

  • @odishamanjari6218
    @odishamanjari6218 2 ปีที่แล้ว

    Rosei.ghara utara digare.hoiparina batantu

  • @ratandas3993
    @ratandas3993 2 ปีที่แล้ว

    ବାଇଶି ପାହାଚ,କଣ,ଭୁଲରେ,ତିଆରିହେଇଛି

  • @pagalpremi1955
    @pagalpremi1955 3 ปีที่แล้ว

    Bays

  • @diptiranjantarai1659
    @diptiranjantarai1659 11 หลายเดือนก่อน

    ଉତ୍ତର ଓ ଦକ୍ଷିଣ ସିଡି ଠିକ କି

  • @saratjena442
    @saratjena442 3 ปีที่แล้ว

    Purba, dakshina konare sidhi ghar karile kn. Heba

  • @raja.suryakanta3107
    @raja.suryakanta3107 2 ปีที่แล้ว

    sir mu bane ibi sidi ghar ap nk phone number tike ebe deatails jani ba pai

  • @Sunlinearts
    @Sunlinearts 3 ปีที่แล้ว

    Aghni Kona re karile patikara kuhantu

  • @tutusahoo3220
    @tutusahoo3220 6 หลายเดือนก่อน

    Sir South to North ku kan asubidha hua.

  • @priyaranjansahoo5034
    @priyaranjansahoo5034 3 ปีที่แล้ว

    Sidi ghara tale bathroom door rahile aaubidha haba ki

  • @naratampradhan7184
    @naratampradhan7184 2 ปีที่แล้ว

    Bhai ama sidi utr pahim digare heechi tara patikar

  • @rabindranayak8791
    @rabindranayak8791 3 ปีที่แล้ว

    Dakhina purba kinare hele Asubidha achi ki jananto🙏🏻

  • @suchitrabehera6089
    @suchitrabehera6089 3 ปีที่แล้ว

    K

  • @rabindrakumarkeshi6382
    @rabindrakumarkeshi6382 3 ปีที่แล้ว +2

    22 is division by 2

  • @sagarchandradas8615
    @sagarchandradas8615 2 ปีที่แล้ว

    Sidi ghar yadi majhire rhile thik na bhul

  • @kunmunsmruti6039
    @kunmunsmruti6039 3 ปีที่แล้ว

    22 is an even no., but u said it should not b even no. ....?

  • @laxmipriyapradhan1225
    @laxmipriyapradhan1225 3 ปีที่แล้ว

    ସାର୍ ଅମଘର ର ଉତ୍ତର ପୂର୍ବ କୋନପୂର୍ବ ଦିଗ ଅଟେ
    ତେଣୁ ଆମେ କୋଉ ଦିଗରେ ସିଡି ଘର କରିବା

  • @rohitjena4215
    @rohitjena4215 ปีที่แล้ว

    Dahana hati buliba ta mu bujhi paruni