‘ଜଗତରେ ପାଇବୁନି ଏମିତି ଠାକୁରଟିଏ’ ଗାଇଲା ବେଳେ ଆଖିରୁ ଲୁହ ବାହାରିଆସୁଥିଲା | Satyajit Pradhan | Odia Singer
ฝัง
- เผยแพร่เมื่อ 3 ธ.ค. 2024
- ‘ଜଗତରେ ପାଇବୁନି ଏମିତି ଠାକୁରଟିଏ’ ଗାଇଲା ବେଳେ ଆଖିରୁ ଲୁହ ବାହାରିଆସୁଥିଲା | Satyajit Pradhan | Odia Singer
#latestnews #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like Our Facebook Page
: / pratidinodisha
Subscribe To Our TH-cam Channel: / @pratidintvodisha
Subscribe To Our Hashtag Channel: / @hashtag6187
ବହୁତ ଦିନ ପରେ ଗୋଟିଏ ଭଜନ ଶୁଣିଲା ପରି ଲାଗିଲା। ଯେତେ ଥର ଶୁଣିଲେ ବି ମନ ହେଉଛି ଆଉ ଶହେ ଥର ଶୁଣିବା ପାଇଁ ।
Right
Ekdam right. Bhai
Thik katha bhai
Jagata ra natha para sie....Ta gita re bi anuvab achhi
Really ଗୀତ ଟା ଖୁବ ସୁନ୍ଦର composition ହେଇଛି ଆଉ ଆପଣ 100%ଜୀବନ୍ତ କରିଛନ୍ତି କଣ୍ଠ ରେ. ମୁଁ ଟ୍ରେନ ରେ ଆସୁଥିଲି ଏଇ ଗୀତ ଜଣେ ବଜେଇଦେଲା ମୁଁ ଶୁଣିକି ଆଚମ୍ବିତ ହେଲି ଏଇଟା କେବେ ଆସିଲା ମୁଁ ଜାଣିନି ସାଙ୍ଗେ ସାଙ୍ଗେ ନିଜେ ୟୁଟ୍ୟୁବେ ରୁ ଶୁଣିଲି. ଭଲ ଭଜନ.
Malaya Mishra is great
Ma saha bi semiti heichi mu bi train re asila bele a Gita 1st time pai Sunili mu bi TH-cam re check karithili
Malaya Mishra is a Great Composer...
ଜୟ ଜଗନ୍ନାଥ ସ୍ଵାମୀ
ମୋ ସହିତ ବି ସେମିତି ହୋଇଥିଲା ପରନ୍ତୁ ଟିକିଏ ଅଲଗା ଜଣଂକର କଲର୍ ଟ୍ୟୁନ୍ ବାଜିଲା ମୁଁ ବି ଆବାକ ହୋଇଗଲି କାହାର ପୁଣି ଆସିଥିଲା ସେ ହେଲେ ଓଡ଼ିଆ ନୁହଁନ୍ତି କିନ୍ତୁ ସତରେ ମୁଁ ଆବାକ୍ ହୋଇଗଲି ଏବଂ ତୁରନ୍ତ ସଂମ୍ପୂର୍ଣ୍ଣ ଗୀତ ଶୁଣିଲି ସତରେ ମୁଁ ମଧ୍ଯ ଧନ୍ଯ ହୋଇଗଲି 🙏
ଜୟ ଜଗନ୍ନାଥ 🙏🙏🙏ସାରା ଓଡିଶା ରେ ଚହଳ ପକାଇଛି ଏହି ସୁନ୍ଦର ଭଜନ 🙏ସତ୍ୟଜିତ ଙ୍କ voice really asm 💐💐
ମଳୟ ମିଶ୍ର ସାର୍ ଙ୍କ ସ୍ଵର ସଂଯୋଜନା।
Really a song re ta pura miracle 🤗ଯେତେ ଶୁଣିଲେ ବି ମନ ବୁଝୁନି ମାନେ ଏତେ ମାତ୍ରାରେ ହୃଦୟ କୁ ଆନନ୍ଦିତ କରିଦେଉଛି । ଜୟ ଜଗନ୍ନାଥ 🙏😍❣️
Thik kahile
ସତରେ ସତ୍ୟଜିତ ଭାଇ ତୁମକୁ ବହୁତ ବହୁତ ଧନ୍ୟବାଦ 🙏🏾
ଜୟ ଶ୍ରୀ ଜଗନ୍ନାଥ 🙏 ସତରେ ମୁ ଏଇ ଭଜନ ସବୁ ବେଳେ ସୁଣେ, ଶୁଣିଲେ ସତରେ କାନ୍ଦ ମାଡ଼ୁଛି ♥️♥️♥️♥️♥️
ଏତେ ଭଲ ସିଙ୍ଗର ଥାଉ ଥାଉ, ଜଗନ୍ନାଥ ଭଜନ ଗାଇବାକୁ ହୁମାନ ସାଗର କୁ ଖୋସାମତ କାହିଁକି,
Bhai taku ame hin mundare chadheichanti
Odisha ra singer Sonu Nigam...jemiti....heart touching jaganath Bhajan bhai
Se magya humane Sagar Christian maghya ku khosamati kahinki karuchha
satyajit Bhai best singer..
se mg human Sagar ku boycut kara jaau...
You are right 🖒🖒🖒❤❤
ବା ଭାଇ ବା ପ୍ରଭୁ ଜଗନ୍ନାଥଙ୍କ ଭଜନ ଙ୍କୁ କେମିତି ଭାବ ଭକ୍ତି ରେ ବୋଲା ଯାଏ ଅନ୍ୟ ଶିଙ୍ଗରେ ମାନେ ଶିଖନ୍ତୁ ପ୍ରଭୁ ଜଗନ୍ନାଥ ଆପଣ ଖୁସି ରେ ରଖନ୍ତୁ ଜୟ ଜଗନ୍ନାଥ
ଭାଇ ସେ ଦାରୁବ୍ରହ୍ମ ନୁହଁ , ଚଳନ୍ତିବ୍ରହ୍ମ 🙏 ନିଶ୍ଚୟ ଆଖିରୁ ଲୁହ ଆସିବ, ❤ଜୟ କାଳିଆ ଗୋସେଇଁ ❤
ଭାବ ପୂର୍ଣ୍ଣ ଭଜନ 🙏
😭😭😭
☺️🙏🏼
Right bhai 🙏🙏🙏🙏 se daru brahma nuhanti......kaliyug re se chalanti thakura
@@monalinasatapathy5992 🙏🙏
❤ନମସ୍ତୁତେ ବ୍ରହ୍ମନେତ୍ରାୟ ଶ୍ରୀଜଗନ୍ନାଥ 🙏❤
❤❤❤❤❤❤❤❤❤❤❤❤
ଆଜି ପ୍ରଥମ ଥର ଜାଣିଲି ଏ ପ୍ରସିଦ୍ଧ ଗୀତର ପୃଷ୍ଟଭୂମି।
ପ୍ରତି ଦିନର ଆରମ୍ଭ ଏଇ ଗୀତର ଶ୍ରବଣରେ ହୁଏ। ଧନ୍ୟବାଦ
ସତରେ ଗୀତଟି ଏତେ ସୁନ୍ଦର ହେଇଛି ଯେତେଥର ଶୁଣିଲେ ବି ମନ ବୁଝୁନି. ଗୀତର ସ୍ୱର ଏବଂ ତାଳ ବହୁତ ସୁନ୍ଦର. ମଲୟ ମିଶ୍ର ସାର ବହୁତ ସୁନ୍ଦର କମ୍ପୋଜିସନ କରିଛନ୍ତି. ସତରେ ଏ ଗୀତକୁ ଯିଏ ବି ମନଧ୍ୟାନ ଦେଇକି ଶୁଣିବ ତା ଆଖିରୁ ନିଶ୍ଚୟ ପାଣି ବାହାରିବ. ଏମିତିକା ଭଜନ ଆଗକୁ ଆହୁରି ତିଆରି କରିବେ ବୋଲି ମୋର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା. Nice
ବହୁତ ସୁନ୍ଦର ଗାଇଛନ୍ତି ଆପଣ ବହୁତ ବହୁତ ଧନ୍ୟବାଦ ଆପଣ ଙ୍କ ମନ ରେ ଟିକେ ବି ଅହଂକାର ନଥିବା ରୁ
ବହୁତ ସୁନ୍ଦର ଗୀତଟି ଲେଖିବା ସହ ଗାଇଵା ଶୈଳୀ ଭି ହୃଦୟ କୁ ଛୁଇଁଛି଼ . Heart ❤️ Touching song
ହୃଦୟସ୍ପର୍ଶୀ ଗୀତ ଟିଏ, ଜୟ ଜଗନ୍ନାଥ 🙏🙏🙏
ସତ୍ଯଜିତ ର ଏଇ ଭଜନ ର ସ୍ବର ମା,ସରସ୍ବତୀର ବରଦାନ❤
ଧନ୍ୟବାଦ ପୁଅ ତୁମର ଗାଇକି ଏବଂ ଲେଖକ ଙ୍କୁ କୋଟି ପ୍ରଣାମ
Wow... Thank u satyajit bhai.. Song ta bahut sundar heichi.... Really heart touching....
ସତରେ ଏ ଭଜନ ମୁଁ ଯେତେବେଳେ ଶୁଣିଲି ଆଉ ମୋ କାନକୁ ମୁଁ ବିଶ୍ବାସ କରିପାରିଲିନି ଯେ ଏମିତି ଭଜନ ଗୋଟେ ଏତେ ଦିନ ପରେ ଶୁଣିଲି really ଆଉ କିଛି କହିବାକୁ ଭାଷା ନାହିଁ
ଭାଇ ସତରେ ଜୟ ଜଗନ୍ନାଥ 🙏🙏🙏
ଭାଇ ସତରେ ହୃଦୟ ସ୍ପର୍ଶ।🙏🙏🙏
ଏ ଗୀତ ପାଇଁ ଭାଇଙ୍କୁ state award ଦିଆ ଯାଉ
କହିବା କୁ ସବ୍ଧ ନାହିଁ,,ଖାଲି ଏତିକି କହିବି,, ଜୟ ଜଗନ୍ନାଥ🙏🙏🙏🙏
ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ 🙏 ଭାଇ ଏତେ ସୁନ୍ଦର ଭଜନ କୁ ଏତେ ବଢିଆ ଭାବରେ ଗାଇଥିବାରୁ Really i love this song
ଭାଇ ସତରେ ଭାହୁତ ଭଲ ହୋଇଛି ଭୋଜନ ଟା 🙏🙏🙏🙏🙏 ଜୟ ଜଗନ୍ନାଥ ❤❤
ଏ ଗୀତ ଶୁଣି ଆଖିରେ ଲୁହଆସିଯାଉଛି ବହୁତ ସୁନ୍ଦର ଗୀତ
What an excellent and heart-touching performance ! Satyajit bhai...May you progress more and more ! JAY JAGANNATH ..JAY JAGANNATH..JAY JAGANNATH !
Really it's a nice Bhajan. Thanks satyajit for your melodious voice. May lord Jagannath pour blessings on you.
ସତରେ ଏ ଗୀତ ଟି ଅତି ଉଚ୍ଚ କୋଟିର
ଶୁଣିଲେ ଲୋମ ଟାଙ୍କୁରେଇ ଦ ଉଛି
Bahut sundar Gita bhai hrudaya swarsi...❤️🙏
ଧନ୍ୟବାଦ ଭାଇ ବହୁତ୍ ସୁନ୍ଦର ଭଜନ ମନ ଆନନ୍ଦ ଲାଗେ ଏହି ଭଜନ ଶୁଣି ଜୟ ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ 🙏🙏🙏🙏🙏
ସତ୍ୟଜିତ ଭାଇ ଜୟ ଜଗନ୍ନାଥ 🙏🌹
ପ୍ରଭୁ ଜଗନ୍ନାଥ ଙ୍କୁ କୋଟି କୋଟି ଓଡ଼ିଆ ଙ୍କ ହୃଦୟ ରେ ସ୍ଥାପିତ କରିଥିବାରୁ ଆପଣଙ୍କୁ ଶତକୋଟି ନମସ୍କାର।।
ଯଦି ମୁଁ ମୁଖ୍ୟ ମନ୍ତ୍ରୀ ହେଇଥାନ୍ତି sure bhai nku award ଦେଇଥାନ୍ତି 💖jay Jagannath 🙏🏻
Abe kn home minister ki 😁😁😁😁😁
@@exploreodishatoday2102 hn 😂😂😂😂
Is your husband is a soldier 🪖
Real life hero⚔️⚔️⚔️
Tume sure heb
ସତରେ ଏତେ ସୁଦଂର ଭଜନ କହିଲେ ସରିବନି । ମୁଁ ସବୁଦିନ ଶୁଣେ । ତୁମର ଭଏସ୍ ବଢିଆ ସତ୍ଯ ଜିତ୍ ଭାଇ ।
If you are getting goosebumps while listening to this Song ....truly You are an Odia ❤ Jay Jagannath
Not only odia bro others too get goosebumps for sure jai jagannath
Jagannathanka ashirwad sabu bele tumara mundare rahi tha u prabhunku eatiki prathana👍👍👍👍👍
One of my favorite🌍🌎
A biggest achievement for satyajit bhai💐💐
I have literally got goosebumps after hear this song 🥲😇
ମୋ ଭାଇ ତମକୁ ହୃଦୟରୁ ଧନ୍ୟବାଦ। ଜୟ ଜଗନ୍ନାଥ 🙏🙏
Satyajit Bhai Jagannath bhajan bahut sundar gauchhanti
Satyajeet Bhai thank you very much for this beautiful Jagannath Bhajan
Magical........ Mesmerizing voice.......
Bahuta Khushi lagila
Heart touching song 👍🌹 Jay Jagannath 🙏🙏
I love you ପ୍ରଭୁ. ସତ୍ୟଜିତ ଭାଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣ ଭଲରେ ରଖନ୍ତୁ।
Pura loma tankura vajan bahut sundar 🙏🙏😭😭
Jete sunile bahut ichha hue ao thare sunanti ao di topa luha gadeidabaku 👌🙏😭😭 Jay jagannath🙏🙏🙏
Prabhu jagannath ka ei bhajan ti sunile akhi re luha bhari jai, satyajit bhai ku dhanyabad tanka swara re bhajan ti bahut bhala laguchi, jai jagannath.
ଯେଉଁଠି ଭାବ ଅଛି। ଆନ୍ତରିକତା ଅଛି। ସେଇଠି ହିଁ ସେ ଅଛି।
ଭାଇ ତମେ ଏମିତି ହିଁ ଭଜନ ଗାଉଥାଅ.. ଜଗନ୍ନାଥ ତୁମକୁ ଆଗକୁ ବଢିବାକୁ ସାହାର୍ଯ୍ୟ କରନ୍ତୁ.... ମୂଁ ବି ଭଗବାନ ଙ୍କୁ ତମ ପାଈଁ ପ୍ରାର୍ଥନା କରୁଛି ଏବଂ କରୁଥିବି... Jai jagannath 🙏🙏🙏👍👍
ମହାଶୟ ,ଆପଣ ଗାଇଥିବା ଜଗନ୍ନାଥ ମହାପ୍ରଶଭୁଙ୍କର ଗିତଟି ରାଚନାଟି ବହୁତ ଉଚ୍ଚ କୋଟୀର ହୋଇଛି ଏବଂ ମଳୟ ସାରଙ୍କ କମ୍ପୋଜ ଓ ଆପଣଙ୍କ ଗାଇବାର ଭାବଧାରା ତା ଠାରୁବି ବଳିଯାଇଛି ତେଣୁ ଆପଣ ମାନଙ୍କୁ ସମସ୍ତଙ୍କୁ ଅଶେଷ ଅଶେଷ ଅଶେଷ ଧନ୍ୟବାଦ ସହିତ ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରୁଛି , ହେଲେ ଆଜ୍ଞା ମର୍ସ ଗୋଟିଏ ଛୋଟ ଆପଣମାନେ ରଖିବେକି ?ମୁଁ ଜଣେ କ୍ଷୁଦ୍ର ଲେଖକ ଗୁରୁ ବନ୍ଦନା , ମାତୃବନ୍ଦନା ଠାରୁ ଆରମ୍ଭକରି ବିଭିନ୍ନ ଦେବାଦେବୀଙ୍କରମିସି ୭୦୦ ପୃଷ୍ଠା ସମ୍ବଳିତ ୬୬୦ ଭଜନ ଓ ଜଣାଣ ରଚନାକରିଛି ଏଣୁ ଅନୁରୋଧ ଲକରେକି ଆପଣମାନେ ସମସ୍ଥେ ମିଶି ସେ ଗୀତଗୁଡିକୁ କମ୍ପୋଜକରି ପ୍ରଚାର ପ୍ରସାର କରିପାରିବେକି ? ସମସ୍ତେ ବିଚାର କରି ସ୍ଵୀକୃତି ସହିତ ଠିକଣାଟି ପଠାଇଲେ ବହିଟିଏ ଉପହାର ଦେବୀ, ଅନୁରୋଧ ବିଚାରକରି ଏଇ ନମ୍ବରକୁ ମେସେଜ ଦେଲେ ଉପକୃତ ହେବି ,ଧନ୍ୟବାଦ, ମାତୃକୃପା ଗୁରୁକୃପା ଶ୍ରୀତ ସାହିତ୍ୟ ସଂସଦ ଆନୁକୂଲ୍ୟଦ୍ଵରା ସ୍ଵୀକୃତି ପ୍ରାପ୍ତ ଭକ୍ତକବି ଚଣ୍ଡୀଦାସ ଢେଙ୍କାନାଳ
(ବିଷ୍ଣୁ କୁମାର ବରାଳ
Really heart touching song Jay Jagannath 🙏
ସତରେ କହିବା ସହଜ ନୁହେଁ...ଗୀତର composition jemiti au really heart touching
ବହୁତ ସୁନ୍ଦର ଭଳି ଗୀତଟି ହେଇଛି
Jete sunile b mono maneni..very nice song.jagannath bless u always
Right mam
ବହୁତ ସୁନ୍ଦର ଲେଖା ଆଉ ଅତି ସୁନ୍ଦର ସିଂଗିଙ୍ଗ... ଜୟ ଜଗନ୍ନାଥ 🙏🙏🙏
Wow superb Pura Golden Voice 🙏🙏🙏🙏🙏🙏🙏🙏🙏🙏🙏🙏
❤Very very heart teching voice Bada bhai❤jay Jagannath❤
I could not able to sleep if not listening this bhajan, deeply heart touching bhajan, hats off to you Mr Satyajit
ଅତି ସୁନ୍ଦର ଭାବରେ ଗାଇଛନ୍ତି ଭାଇ❤️❤️
Oh really heart touching
Jete sunile bi mana bharuni a gita bahut sundara heichi heart touching song ❤❤❤❤
ସତରେ ସୁଣି ଲାକୁ ବି ଲ୍ଲୋମୋ ମୂଳ ଟାନକୁରି ଉଠୁଛି 🙏🙏🙏🙏🙏🙏🙏
Jie lekhichhanti fist tanku dhanyabaad, vai ta gaiichhanti, lekhila bele b semiti vaba nathile lekha hei paaribani, thanks to both writer and singer
No word to explane ...thanks to odia singer bhai
U r really eminent singer of odisha
Congratulations. It's a big achievement. We want more like this.Jay Jagannath .
ଜୟ ଜଗନ୍ନାଥ ପ୍ରଭୁ, ସମସ୍ତଙ୍କୁ କୃପା ପ୍ରଦାନ କରିବା ହେଉ ମହାବାହୁ..ଅତି ଭାବର ଗୀତଟି କେବଳ ଦୁଇ ଟୋପା ଲୁହ ଗଡ଼ାଇବାକୁ ଇଛା ହୁଏ.. ଗୀତ ବି ତୁମେ ସଂଗୀତ ବି ତୁମେ ପ୍ରଭୁ.. ଜୟ ଜଗନ୍ନାଥ 🙏
Jay Jagannath swami
Everyday I listen this song.... every night & every morning 🌅...my morning start from this song 🥺🥺🥺🥺 seriously this song is heart touching ❤️😍🥰thank u 🙏for your dedication 💕
Mee too
ଯାହା ହେଇଛି ସେଇ ଜଗନ୍ନାଥ ଙ୍କ ପାଇଁ, ଆଉ ଏଇ ଗୀତ ପାଇଁ ଭଗବାନ୍ ତମକୁ ବାଛିଛନ୍ତି।
Atti sundar❤
ବାଃ ବାଃ ବାଃ ସତରେ ଚମତ୍କାର ପ୍ରଭୁ ଜଗନ୍ନାଥଙ୍କ ଲୀଳା।।। ଅତି ସୁନ୍ଦର କଣ୍ଠ ଦାନ, ସୁନ୍ଦର ଲେଖା, ସୁନ୍ଦର ଶବ୍ଦ ପରିବେଷଣ, ସୁନ୍ଦର ସ୍ୱର ସଂଯୋଜନା।।। ଏହି ଗୀତ ର ସମସ୍ତ ସଦସ୍ୟ ଙ୍କୁ ମୋର କୋଟି ପ୍ରଣାମ। ଜଗନ୍ନାଥଙ୍କ ଆଶୀର୍ବାଦ ଆପଣଙ୍କ ସମସ୍ତଙ୍କ ପରିବାର ଉପରେ ରହୁ।। ପ୍ରତିଦିନ ଶୁଣେ, ଆଖି ରୁ ଲୁହ ଝରିବା ନିଶ୍ଚିତ। ଏତେ ଭାବ ଭକ୍ତି ପୁର୍ଣ୍ଣ ଗୀତ ଟି, ଆହା ହୃଦୟସ୍ପର୍ଶୀ।।। ଶେଷ ରେ ଅନୁରୋଧ ଏମିତି ଆଉ ଗୋଟିଏ ଗୀତ ରଚନା ପାଇଁ।।।ଜୟ ଜଗନ୍ନାଥ।।।
Jay jagannath. 🙏🏻 I love this song. ❤️
Bartaman jou samaya chalichi e gita hi e samayaku puni thare sundara karideichi...mo jagannatha savinkara sarvabyapi..
Beutiful song Jay Jagannath 🙏🏾🙏🏾🙏🏾🙏🏾
ଭଲ ଲାଗୁଛି👍ଗୋଟେ ତର 100💖ତର ଶୁଣିଵାକୁ
I am feeling exploring love for my lord Jagannath while listening this song
You are a great singer
ସତରେ ବହୁତ ଭଲ ଭଜନ
Vajan ti apanka kantha re ekdm jibanta hoijaichi prana ku dohalai deuchi. Lekhaka nku dhanyabad maha pravu nku koti koti pranam....🙏
Satyajeet bhai apana jete Geeta ajiparyanta gaichhanti e gita apananka life change karideichi...satare..mu bahut khusi
ଜୟ ଜଗନ୍ନାଥ ତୁମେହିଁ ସାହା ଭରଷା
Malaya Mishra sir ମୋର favourite composer. ପିଲା ଦିନରୁ ରେ ତାଙ୍କ ଗୀତ ଶୁଣି ବଡ଼ ହୋଇଛି. ସେ ହିଁ real music scientist. ମୋର inspiration. ମୁଁ ତାଙ୍କ ଠାରୁ inspire ହୋଇ composition କରୁଛି. #RajeebLochanMishra #ShivaanshMusic
ତମ ପାଦତଳେ କୋଟି ପ୍ରଣାମ 🙏🙏🙏❤❤❤🌹🌹
ବହୁତ ସୁନ୍ଦର ଗୀତ ହେଇଛି🙏🙏🙏
As Odia...We all are proud of your voice...keep it up Satyajeet bhai... ❤
Really heart touching songs Jai jagannath 🙏🙏🙏🙏
Amazing song by my Brother ☺️ Satyajeet Pradhan 🤗 JAY JAGNNATH ❤️🙏
Really heart touching song. Thanks Satyajit Bhai, you made this song so wonderful.
Mora morning start hua ae bhajan suniki Jay Jagannath 🙏🙏🙏🙏
Good Singer
Ae gita jia lekhi chanti tanku bahuta bahuta dhanyabad au singer nku b dhanyabad bahuta vala gaichhanti
ଖୁବ୍ ସୁନ୍ଦର
Congrats Satyjit babu , ur voice is very powerful , Jai Jagannath Swami 🌼🌼🌼🌼🌼🌼🌼🌼🌼🌼🌼🌼🙏🙏🙏🙏🙏🙏🙏🙏🙏🙏🙏
Beautiful voice satyajit
Satyajeet bhai many manythanks...for this type of song...gitara lekha Sangeeta ati sundar...manisa ete bhangijiba pare e gita sunila pare nua Jeevana milijaichi
Beautiful song 🥰 jay Jagannath 🙏🥰
ବହୁତ ସୁନ୍ଦର
Excellent singer
Amazing song ❤️Jay Jagannath 🙏
Heart touching 💖 song love u bro
Eii song jete bar sunuchi sete bar mo akhiru luha asuchi..,Jay jagannath 🙏🙏