Baki diantu nanhi// part 1 //barsha special//mr gulua comedy

แชร์
ฝัง
  • เผยแพร่เมื่อ 4 ต.ค. 2024
  • #barshaspecial #odiacomedy #mrgulua

ความคิดเห็น • 1.1K

  • @BijayaKumarSahoo-v3d
    @BijayaKumarSahoo-v3d ปีที่แล้ว +84

    ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏହି କମେଡି ମାଧ୍ୟମରେ ଦୋକାନୀ ମାନଙ୍କର ହୃଦୟ ଜିଣିବା ନିମନ୍ତେ ଛୋଟ ପ୍ରୟାସ । ସେଥିପାଇଁ ପୁଣି ଥରେ ଧନ୍ୟବାଦ । ଆଗକୁ ବଢ଼ାଇବା ବଢିଆ ପ୍ରୟାସ । ଜୟ ଜଗନ୍ନାଥ 🙏

    • @AamaGaonAamaMati
      @AamaGaonAamaMati ปีที่แล้ว +2

      ଜୟ ଜଗନ୍ନାଥ 🙏🙏🙏

  • @tapankumarnayak4950
    @tapankumarnayak4950 ปีที่แล้ว +98

    ସମାଜ ରେ ଘଟୁଥିବା ବାସ୍ତବ ଚିତ୍ର କୁ ବ୍ୟଙ୍ଗତ୍ମକ ଢଙ୍ଗରେ ଉପସ୍ଥାପନ କରୁଛନ୍ତି ବହୁତ୍ ଭଲ ❤

  • @sekharrouta9908
    @sekharrouta9908 ปีที่แล้ว +97

    One like for Pariba wala😂❤

  • @benudharcreations8464
    @benudharcreations8464 ปีที่แล้ว +17

    Gulua Bhai A1 Lagila😂😂😂
    ବହୁତ ଥର ଦେଖିଲିଣି ମନ ଶାନ୍ତି ହେଉନି

  • @gangulidas9356
    @gangulidas9356 ปีที่แล้ว +39

    ମନଜ ଭାଇ ବାକି ଦେଇ ଦେଇ ପାଗଳ ହେଇଗଲେ ❤❤❤❤❤

  • @yogeshmallick5621
    @yogeshmallick5621 ปีที่แล้ว +66

    ବହୁତ ବଢିଆ ୯୦% ସାତ ଅଛି😅

    • @s2s717
      @s2s717 7 หลายเดือนก่อน

      10% ନଟର ପଟର...

  • @akhileshbehera6780
    @akhileshbehera6780 ปีที่แล้ว +46

    ବାକି ଜମା ଦବନି ସମ୍ପର୍କ ଭାଂଗିଯାଉ କିନ୍ତୁ ବାକି ଜମା ନାହିଁ 😂😂😂😅😅

  • @PapuBindhani933
    @PapuBindhani933 ปีที่แล้ว +45

    ଏତେ ଦିନ ପରେ ଗୁଲୁଆ ଭାଇ ନଣ୍ଡା ହେଇଛନ୍ତି ଦେଖିକି କାହାକୁ କାହାକୁ ଭଲ ଲାଗୁଛି 👍👍👍👍 କର

  • @mayurbhanjmasala1918
    @mayurbhanjmasala1918 ปีที่แล้ว +49

    ଝିଲ୍ ଝିଲ ନାହିଁ ପୁରା clear 😂😂😂

    • @liku105
      @liku105 4 หลายเดือนก่อน +1

      Bhai seta jhil jhil nuha seta edit kuhajae

  • @niranjanmaity8227
    @niranjanmaity8227 ปีที่แล้ว +84

    ବାକି ଦେଇ ଲୋକ ନଣ୍ଡା ହୁଅନ୍ତି.. ଏ ବାବୁ ବାକି ଖାଇ ଖାଇ ନଣ୍ଡା ହୋଇଛନ୍ତି 😄😄😄😄

  • @tarinibehera2119
    @tarinibehera2119 ปีที่แล้ว +21

    ଗୁଲୁଆ ଭାଇ ଧନ୍ୟବାଦ, ମୋ ଜୀବନରେ ବି ଏମିତି ଏକ ଘଟଣା ଘଟି ଯାଇଛି, କିଛି ଫରକ ନାହିଁ same to same. ଖାଲି ଫରକ ଏତିକି ପରିବା ଦୋକାନ ବଦଳରେ ମୋର ପାନ ଦୋକାନ. ଏହି vedio ଦେଖିଲା ପରେ ମୋର ସେ ଦିନର କଥା ମନେ ପଡି ଯାଉଛି... ଟଙ୍କା ମଧ୍ୟ same 5000😂😂😅😅, ମାଲକାନଗିରି
    ଧନ୍ୟବାଦ ଗୁଲୁଆ ଭାଇ . ସେଦିନ ମୋ ଦୋକାନ ଆଗରେ ମଧ୍ୟ same ମହାଭାରତ ହୋଇଥିଲା., 👍👍👍👍🙏

  • @petuanana
    @petuanana ปีที่แล้ว +7

    ଭାଇ ସବୁ ଠିକ୍ ଅଛି ହେଲେ ସେ day-2 ରେ ରହିଗଲା 😂😂

    • @manaskumar5127
      @manaskumar5127 ปีที่แล้ว

      Day 2 Na Lekhiki Next Day Lekhi Thile Bhala hei thanta

  • @bibhutivusannaik8608
    @bibhutivusannaik8608 ปีที่แล้ว +17

    ବାକି ନାହିଁ most speech 😊😊😊👌👌

  • @nibaspanda1902
    @nibaspanda1902 ปีที่แล้ว +12

    Cute concept video.. bhai ❤ but. barsa...didi so cute 🥰🥰

  • @mithilessbilla6138
    @mithilessbilla6138 ปีที่แล้ว +13

    The prafect example of baki khia loka😂

  • @rabindramallik2346
    @rabindramallik2346 ปีที่แล้ว +3

    B. , ବହୁତ ହସିଲି keep it up

  • @SUJITKUMAR-iq9zx
    @SUJITKUMAR-iq9zx ปีที่แล้ว +61

    ଭାଇ ମୋ ସହିତ ଠିକ ଏମିତି ହିଁ ହଉଛି ପ୍ରଥମେ ତେଲେ ମାରିଲା ଭଳି କଥା କହି ମୋ ବେପାର ବୁଡେଇ ଦେଲେ 😂

    • @RATHAJENA-j3x
      @RATHAJENA-j3x ปีที่แล้ว +1

      Mo bi ghote 😢😢

    • @biswajitmoharana3467
      @biswajitmoharana3467 ปีที่แล้ว +1

      ଭାଇ ଏବେ କଣ କରୁ ଛନ୍ତି

    • @SUJITKUMAR-iq9zx
      @SUJITKUMAR-iq9zx ปีที่แล้ว

      @@biswajitmoharana3467 ଏବେ ଗୋଟେ ଟ୍ରାକ୍ଟର କିଣି ଚଲାଉଛି ସେଥିରେ ବି ବାକି ପଡୁଛି 5min କହି 5 ମାସ ଲଗାଇ ଦେଉଛନ୍ତି

  • @Sinusahoowd2dm
    @Sinusahoowd2dm ปีที่แล้ว +9

    Papu pom pom nka puruna trick...😂" BISWHAS'' "PRASANSHA''BHABA"BHAU"😂😂😂🎉🎉🎉🎉🎉

  • @DjDj-zz5sz
    @DjDj-zz5sz ปีที่แล้ว +7

    Super dunia re emiti chalichi 😂

  • @sagarchandra5239
    @sagarchandra5239 ปีที่แล้ว +5

    Baaki nahi 🤣🤣🤣 viral hab odisha re 🤣👌👌👌

  • @walkbandartist1116
    @walkbandartist1116 ปีที่แล้ว +35

    ଏ ହାତ ରେ ଜିନିଷ ଆର ହାତ ରେ ପଇସା ......
    ନଗଦ 😂😂😂😂😂😂

  • @arjunsahoo1852
    @arjunsahoo1852 ปีที่แล้ว +1111

    ଗୁଲୁଆ ଭାଇ କାହିଁକି ନଣ୍ଡା ହେଇଛନ୍ତି , କେବଳ ଏଇ ଭିଡିଓ ପାଇଁ ନା କିଛି ବ୍ୟକ୍ତିଗତ କାରଣ ଅଛି...ସେ ଯାହା ବି ହଉ ଗୋଟେ ନୁଆ ଲୁକ ରେ ଦେଖି ଭଲ ଲାଗିଲା😂

    • @rememberourhistory4947
      @rememberourhistory4947 ปีที่แล้ว +71

      ମୁଣ୍ଡ ରେ ରୁପି ହେଇଛି ସେଥିପାଇଁ

    • @iitlovers5154
      @iitlovers5154 ปีที่แล้ว +32

      This is for Charidham shooting 😊👍

    • @sonalisahoo4020
      @sonalisahoo4020 ปีที่แล้ว +15

      So You are right 👍🙏🙏👌👌🙏👌❤❤Mu bahutu mana dukare tili
      A video daki mu tekia hasili
      🙏🙏🙏🙏🙏🙏

    • @Cheecy_chic
      @Cheecy_chic ปีที่แล้ว +13

      Hair fall hauthiba😂

    • @anilkumarjena7590
      @anilkumarjena7590 ปีที่แล้ว +24

      ବାକି ଖାଇ ଖାଇ ନଣ୍ଡା.......

  • @pradiptanarayanbarik8932
    @pradiptanarayanbarik8932 ปีที่แล้ว +49

    ସମ୍ପର୍କ କଟି ଯାଉ ପଛେ ପଇସା ଧାର ଦେବିନି...😢

  • @MrOdishagod
    @MrOdishagod ปีที่แล้ว +5

    Jai jagannath gulua bro

  • @chandipurking
    @chandipurking ปีที่แล้ว +25

    ସୁପର 🎉🎉🎉🎉

  • @thecollection2902
    @thecollection2902 ปีที่แล้ว +12

    Day 2 change heuni😂

  • @suryakanta1435
    @suryakanta1435 ปีที่แล้ว +10

    ଟିକେ ବହୁତ ଓ ଭର ହସେଇବା ହେଇଗଲା ଶେଷରେ ପମ ପମ ଭଳି ଅବବ୍ୟସ୍ଥ। ହେଇଗଲେ ଦୁଖଃ ଲାଗିବ🤣🤣🤣

  • @Daku98485
    @Daku98485 ปีที่แล้ว +316

    ଏଥିରୁ ଆମେ କଣ ଶିଖିଲେ ଜଣକୁ ଗାଣ୍ଡିମାରିବାକୁ ହେଲେ ପ୍ରଥମେ ବିଶ୍ୱସ୍ତ ହେବାକୁ ପଡିବ 🤣🤣🤣

  • @prakashchandrabehera2118
    @prakashchandrabehera2118 ปีที่แล้ว +29

    it's funny 😂😂 Gulua Bhai 😂😂

  • @jagannathsarangitravelblog7018
    @jagannathsarangitravelblog7018 ปีที่แล้ว +45

    ବହୁତ ସୁନ୍ଦର❤❤❤

  • @Anadi206
    @Anadi206 ปีที่แล้ว +17

    Bahutu sundar story 😊jhakkas comedy😂

  • @kunabehera7394
    @kunabehera7394 ปีที่แล้ว +5

    The best 👌 👍

  • @anguliamp3song763
    @anguliamp3song763 ปีที่แล้ว +7

    Golua bhai i love you. ଅନଗୁଳ ଟୋକା

  • @OdiaBoyRajesh
    @OdiaBoyRajesh ปีที่แล้ว +1

    Day 2 😂😂😂😂 ରେ ହିଁ ଭିଡ଼ିଓ ସରିଗଲା

  • @biswabhusanpradhan47
    @biswabhusanpradhan47 ปีที่แล้ว +20

    ଆକୁ କୁହନ୍ତି କଜଳ ପାତିଆ ଭଦ୍ରଲୋକ , ମହା ପଟିମରା..... ବହୁତ ବଢିଆ ହେଇଛି 😀😀😀😀😀

  • @sarathimaharaj8609
    @sarathimaharaj8609 11 หลายเดือนก่อน +2

    ସବୁ clear, ଝିଲ୍ ଝିଲ୍ ନାହିଁ😂😂😂😂

  • @jagansahoo8326
    @jagansahoo8326 ปีที่แล้ว +6

    Bhauja tume ta kamala karidela😂 Bhai ku Pachare pakheidela😅

  • @rakeshdeep4710
    @rakeshdeep4710 ปีที่แล้ว +12

    Jay Jagannath 🙏🙏🙏

  • @sthitaprakash3404
    @sthitaprakash3404 ปีที่แล้ว +4

    VIDEO PURA SUPBBB....

  • @priyadarsak
    @priyadarsak ปีที่แล้ว +11

    ୟେ ୫୦୦ ଦେଇ ୫୦୦୦ ବାକି ନେବା ଲୋକ 😂😂😂

  • @sairanjanpattanaik
    @sairanjanpattanaik ปีที่แล้ว +65

    Day 1,Day 2 ପରେ Day 3 ଆଉ 4 ଲେଖିଥିଲେ ଠିକ ହେଇଥାନ୍ତା, କିନ୍ତୁ ଗୁଲୁଆ ଭାଇ ଙ୍କ ଆକଟିଙ୍ଗ ବହୁତ ଭଲ ହେଇଚି,ଆଉ ପୁରା ଶେଷରେ ଯୋଉ ପରିବା ଦୋକାନୀ ଦୁଇ ଜଣ କଥା ହେଲେ ସେଇ scene ଟି ଭଲ କରି ପାରିଲେନି କିନ୍ତୁ ବଢିଆ Script

    • @MrKhan-ci1oz
      @MrKhan-ci1oz ปีที่แล้ว +2

      Mun b same bhabithili.... Se bhul re bhul heijaichhi 😂

    • @sairanjanpattanaik
      @sairanjanpattanaik ปีที่แล้ว +1

      Hn

    • @ratanpattanaik
      @ratanpattanaik 11 หลายเดือนก่อน +1

      Ta Mane apana Mane .....mana dhyana deiki dekhuchanti😊😊😊

    • @sairanjanpattanaik
      @sairanjanpattanaik 11 หลายเดือนก่อน +1

      Aagyan

    • @banitajena8659
      @banitajena8659 11 หลายเดือนก่อน +1

      😊😊❤❤

  • @sudhirmpm7488
    @sudhirmpm7488 ปีที่แล้ว +5

    Video real life related thila bahut bhala lagila ❤❤❤

  • @RakeshRakesh-st4ce
    @RakeshRakesh-st4ce ปีที่แล้ว +8

    😂🙌😂 ଓଃ କି ଭକ୍ତି ଝରି ପଡୁଛି 😂🙌🤣

  • @Narendra-zc5ds
    @Narendra-zc5ds ปีที่แล้ว +2

    Bhai pura ❤ Ko chhui gala

  • @SunilDehury2.0-vg5qu
    @SunilDehury2.0-vg5qu ปีที่แล้ว +8

    😂😂😂😂😂 Bhai most videos 😂😂

  • @purisarkarajayjagannath1415
    @purisarkarajayjagannath1415 ปีที่แล้ว +10

    Day 2 କଣ ବାରମ୍ବାର ଆସିଲା😂

  • @rajendramallick7554
    @rajendramallick7554 ปีที่แล้ว +7

    Video ta bohut sunder heichhi 👌 gulua bhai pura ghatidele😂

  • @suryakantasahoo3252
    @suryakantasahoo3252 ปีที่แล้ว +14

    ଗୁଲୁଆ ଭାଇଙ୍କ ପାଇଁ like, share ହଉ...🥰🥰

  • @nilayabeheravlogs535
    @nilayabeheravlogs535 ปีที่แล้ว +11

    ଭାଇ ସତ କହିଲେ. କାହାକୁ ବାକି ଦବନି..😂😂😂ହେ ମୋତେ ମାର.. ନହେଲେ ହସି ହସି ମରିଯିବି

  • @satyabratchannel2702
    @satyabratchannel2702 ปีที่แล้ว +57

    ଗୁଲୁଆ ଭାଈ ନ ଥିଲେ ହସି ହେବନି😂😂😂😂😂

  • @mrrabiraj2877
    @mrrabiraj2877 ปีที่แล้ว +9

    Super mind blowing 🤣😜

  • @divyasinghsoren9758
    @divyasinghsoren9758 ปีที่แล้ว +8

    ବହୁତ ଓଭର acting

  • @maachandimata.nuagaon3583
    @maachandimata.nuagaon3583 ปีที่แล้ว +6

    ସୁପର ହିଟ।।।

  • @bapunikumar3505
    @bapunikumar3505 ปีที่แล้ว +7

    Bhai supar comedy ❤❤❤❤❤

  • @hemanthabehera4950
    @hemanthabehera4950 ปีที่แล้ว +25

    Nice story ❤❤❤😂😂😂😂

  • @mr.skdraj8657
    @mr.skdraj8657 ปีที่แล้ว +10

    Nice comedy 👍😁😆

  • @KrupaDarsan
    @KrupaDarsan ปีที่แล้ว +1

    😂😂😂😂

  • @Zoya45945
    @Zoya45945 ปีที่แล้ว +4

    Barsha dii mu tuma bahut bada fan❤❤❤❤

  • @darklordff1686
    @darklordff1686 ปีที่แล้ว +2

    Bhai outstanding acting gulua Bhai Paisa Debini sabu khaijibi 🤣🤣🤣🤣😂🤣😂🤣🤣🤣🤣🤣

  • @SydneySpider-s9c
    @SydneySpider-s9c ปีที่แล้ว +4

    DAY 2 - sabu thara lekha heichi sabu day re 🤣🤣😇

  • @ramkrushnabhatara8326
    @ramkrushnabhatara8326 ปีที่แล้ว +2

    ଗାଲୁଆ ଭାଇନା ଆଗରେ ରାମ ରାମ ପଛରେ ଚର କାମ😅😅😅 ବହୁତ ସୁନ୍ଦର ହେଇଛି ଭିଡିଓ

  • @gulubashsahoo
    @gulubashsahoo 11 หลายเดือนก่อน +12

    Bhai pura natural story and natural acting .....bahut sundar .....thank u to entire team.....🙏🙏🙏

  • @sudhircreter
    @sudhircreter ปีที่แล้ว +1

    ଭିଡିଓ ଟା ବହୁତ୍ ଛୋଟ ହେଇଗଲା କିନ୍ତୁ ଭିଡିଓ ବହୁତ୍ ସୁନ୍ଦର୍ ହେଇଛି

  • @debasisacharya8954
    @debasisacharya8954 ปีที่แล้ว +4

    Very nice ତୁମ କମେଡି 👍👍

  • @ramakantakuanar9884
    @ramakantakuanar9884 ปีที่แล้ว +2

    Gulua bhai sabu look re jabardast ❤

  • @RksCreation143
    @RksCreation143 ปีที่แล้ว +8

    Beautiful concept vedio ❤❤❤bro

  • @KD-2020
    @KD-2020 ปีที่แล้ว +1

    Mast karicha.. keep rocking

  • @bibeknona
    @bibeknona ปีที่แล้ว +40

    Outstanding gulua bhai ❤

  • @manojkumarsahoo9895
    @manojkumarsahoo9895 ปีที่แล้ว +1

    ଯାହା ହେଉ ଆମ ଗାଁ ନେତୁଆ ଭାଈ ଭୁବନେଶ୍ୱର ରେ ଗୁଲୁଆ ଭାଈ ଙ୍କ ସହ କମେଡି କରୁଛନ୍ତି ପରିବା ଦୋକାନୀ ବାଲା ହେଇକି ଦେଖିକି ବହୁତ୍ ଖୁସି ଲାଗିଲା
    ଜୟ ଜଗନ୍ନାଥ ❤

  • @Mrramyacomedy
    @Mrramyacomedy ปีที่แล้ว +37

    ଭାଈ ଆମର ଗୋଟିଏ ଫଳ ଆମ ଫଳ ଦୋ ଜଣ ଭଦ୍ରା ବ୍ରାହ୍ମଣ ବାକି ନେଇ ମୁଁହ ନୁଛେଇ ଚାଲିଯାଉଛି ଏମିତି ଲୋକଙ୍କୁ ବନ୍ଦିକି ପିଟିବା କଥା😂😂😂

    • @Mrramyacomedy
      @Mrramyacomedy ปีที่แล้ว +1

      ଦୋକାନ ଅଛି

  • @allreport965
    @allreport965 ปีที่แล้ว +1

    ବାକି ଦିଅନା ଜମା ଭଲ ଲୋକ ନୁହ ଏଠି କାହାକୁ ଦେବେନି ବାକି 😜😜🤣🤣

  • @ashisnaik654
    @ashisnaik654 ปีที่แล้ว +14

    Odisa ଟପ୍ କମେଡି ✨⭐ golua ଭାଈ love 💕 you ❤❤❤❤❤❤

  • @onlyexplorer1882
    @onlyexplorer1882 ปีที่แล้ว +1

    ଛଅ ମାସ ହେଲା କଣ ଗୋଟିଏ ଡ୍ରେସସ.....😂😂😂

    • @diptiranjan134
      @diptiranjan134 ปีที่แล้ว

      Han ba se baki khaiba loka ta sethipain...

  • @personalvideophoto1495
    @personalvideophoto1495 ปีที่แล้ว +1

    ❤❤ ଦୋକାନୀ ଭାଇ ବୋଧହୁଏ ବର୍ଷା ମ୍ୟାଡାମ ଙ୍କ ଭାଇ ।

  • @dreamcar6682
    @dreamcar6682 ปีที่แล้ว +3

    Baki debeni❤❤😂😂😂

  • @amiatking1131
    @amiatking1131 ปีที่แล้ว +2

    Bluck buster super duper hit... Excellent, marvolous.. Unbelievable... 🙏🙏🙏 👍

  • @uhujhfhhgh8
    @uhujhfhhgh8 ปีที่แล้ว +4

    ପପୁ ପମ ପମ ଙ୍କ excuseme jaha kahibi ru concept saha match ଖାଇଲା.. Papu bhai accurate e concept hin kahithile se episode

    • @satyabratadas8486
      @satyabratadas8486 ปีที่แล้ว

      Kete no episode bhai

    • @uhujhfhhgh8
      @uhujhfhhgh8 ปีที่แล้ว

      @@satyabratadas8486 Excuse me jaha kahibi sata kahib sesion -1 ra Episode no=49

  • @jogeswarmajhi4529
    @jogeswarmajhi4529 ปีที่แล้ว +1

    ଏମିତି ବାକି ଖିଆ ଲୋକ ଆମ ଭିତରେ ପ୍ରାୟ ବହୁତ୍ ।ସତ୍ୟ ଘଟଣାବଳୀ କୁ ନେଇ ଆଧାରିତ ଏହି ହାସ୍ୟ ରସ ଭିତିକ ଭେଡିଓ ପାଇଁ ଧନ୍ୟବାଦ୍।

  • @adityapattnaik3759
    @adityapattnaik3759 ปีที่แล้ว +3

    Bahut sunder 😂😂

  • @Balaramdas7400
    @Balaramdas7400 10 หลายเดือนก่อน

    ବହୁତ ସୁନ୍ଦର ଭିଡ଼ିଓ ।

  • @thelegendtheory7194
    @thelegendtheory7194 ปีที่แล้ว +81

    What a motivation from the all groccer 😂😂😂😂😂❤❤❤❤❤

  • @surajsamal3665
    @surajsamal3665 ปีที่แล้ว +1

    Bahut sundar heichi

  • @odiashortsFunny
    @odiashortsFunny ปีที่แล้ว +17

    It is reality of our society 😂😂😂😂❤❤❤

  • @sp-patra-3455
    @sp-patra-3455 10 หลายเดือนก่อน +1

    ବାକି ନାଇଁ ବାକି ନାଇଁ ବାକି ନାଇଁ 😮😅😮😅

  • @luckyjena7117
    @luckyjena7117 ปีที่แล้ว +135

    He reveals every Indian government service men character in a smooth way 😀

  • @dharmendrabehera1999
    @dharmendrabehera1999 ปีที่แล้ว +2

    Gulua bhai ku ea getup ta pura fit 😄😀

  • @Sangita_Tripathy_01
    @Sangita_Tripathy_01 ปีที่แล้ว +16

    Nitua bhai superb acting with gulua bhai , please continue

  • @chandanbehera583
    @chandanbehera583 ปีที่แล้ว +1

    Gulua Bhai moja aasigala😅😅😅😅

  • @pksspecial1232
    @pksspecial1232 ปีที่แล้ว +3

    Nice ha ha ha ha

  • @Bibhu888
    @Bibhu888 9 หลายเดือนก่อน +1

    ଗୁଲୁଆ ଭାଇ ଆପଣଙ୍କ ସହିତ ଗୋଟେ ଭିଡିଓ କରିବାକୁ ଚାନ୍ସ ଦିଅନ୍ତୁ

  • @muktaengnieering796
    @muktaengnieering796 10 หลายเดือนก่อน +4

    So natural acting .congratulations to the entire team for such an outstanding performance .

  • @iamtheadr
    @iamtheadr ปีที่แล้ว +1

    Aji kalika kichi loka nka ijat ta ei time re bahari jae. Kintu baki khaibe😂

  • @rpotti8230
    @rpotti8230 ปีที่แล้ว +3

    Love from barampur 💕🙏

    • @rpotti8230
      @rpotti8230 ปีที่แล้ว

      😂😂😂😂😂😂😂😂😂👍

  • @ManojMamuni
    @ManojMamuni ปีที่แล้ว +2

    Fully relatable

  • @g.mssonsm7050
    @g.mssonsm7050 ปีที่แล้ว +8

    Nice story bro 🎉🎉🎉🎉🎉🎉❤❤❤❤❤❤🎉🎉🎉🎉🎉

  • @SwapnajitDas-f4q
    @SwapnajitDas-f4q 11 หลายเดือนก่อน +2

    Kana Story Day 2 ru aguku jauni 😂

  • @dj_s_98
    @dj_s_98 ปีที่แล้ว +3

    NITUA BHAI bahut badhia acting karichanti 🎉🎉❤

  • @odiaMashup-n4q
    @odiaMashup-n4q ปีที่แล้ว +2

    🤣🤣🤣🤣🤣🥰Bhai Tame Tike Sarala GA Mara 🤣🤣🤣🤣🤣🤣🤣

  • @sanjitanayak9776
    @sanjitanayak9776 ปีที่แล้ว +17

    Very nice comedy

  • @gadanayak-nr9bn
    @gadanayak-nr9bn 9 หลายเดือนก่อน

    Hasi hasi Munda garam heijaichi re galuuuuuuuu Vai ❤❤❤❤❤❤❤