"କଳା ହେଲା ବିଶାଳ ସମୁଦ୍ର, ଆଉ ମୁଁ ସେ ସମୁଦ୍ରର କାଣିଚାଏ ବାଲି ବି ହେଇନି" | Purna Chandra Histria
ฝัง
- เผยแพร่เมื่อ 22 ม.ค. 2023
- "କଳା ହେଲା ବିଶାଳ ସମୁଦ୍ର, ଆଉ ମୁଁ ସେ ସମୁଦ୍ରର କାଣିଚାଏ ବାଲି ବି ହେଇନି" | Purna Chandra Histria
#latestnews #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like Our Facebook Page
: / pratidinodisha
Subscribe To Our TH-cam Channel: / @pratidintvodisha
Subscribe To Our Hashtag Channel: / @hashtag6187
ଆମେ ସମ୍ବଲପୁରୀଆ❤️🤘😎
Jai maa manikeswari
Jai maa samaleswari
Same to you bro❤❤❤
ଖାଣ୍ଟି ବ୍ରହ୍ମପୁରୀଆ ଭାଷା ପାଇଁ ଗୋଟେ like ହେଉ।
Nahi re bapa gejre gejre hauchi kie berhampur re kahuni re
I'm from Cuttack Athgadhr ହେଲେ ମୁ ବରମପୁରିଆ କୁ ସପୋର୍ଟ କରେ
I love my berhampur
ha baa thik kahilo
😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
ବହୁତ ବଢିଆ ଦାଦା ଆମର ସମ୍ବଲପୁରୀ ଭାଷାରେ କିଛି କହିଲେ
ଭାଇ ତୁମକୁ ପୁରା ମାନିଗଲି ଜୟ ଜଗନ୍ନାଥ 🙏
Sir ଆପଣ ଯଦି ସତରେ 30 ଟି ଜିଲ୍ଲା ର ଭାଷା ଜାଣିଛନ୍ତି ଥାହାହେଲେ କନ୍ଧମାଳ ଜିଲ୍ଲା ର କୁଟିଆ ଆଦିବାସୀ ଭାଷା ଟିକେ କୁହନ୍ତୁ
Bala janithiba ea
Right kahile bhai
Thik kahicha bhai
ଆମର ଆଦିବାସୀ ସୌରା ଭାଷା ବି କୁହନ୍ତୁ sir
Hn tk kuhantu
କେତେ ବେଳେ 30 ଟି Dist ର ଭାଷା କହିଲେ, ମୁଁ ଶୁଣି ପାରିଲି ନାଇଁ ତ କିଏ ଶୁଣିଲା କି 🤣😀😂
ୟେ NEWS ୱାଲା ଙ୍କ Head Line ଗୋଟେ ଦେଖେଇବେ ଗୋଟେ 🥺
Nhi bhai mu bi suni nhi
Boycot pratidina tv
Haan bhai
ଜୟ ଜଗନ୍ନାଥ ସ୍ବାମୀ ହର ହର ମହାଦେବ 🙏🙏🙏
I am Sambalpuria 🙂I love sambalpuri voice 😍😍Kie kie sambalpuria dekhucha mor comments like kara 👇👇
Bahut bhal dada
J sambalpuri ni hela bhal
Sambalpuria
Sambalpuri bhasa ta ni hela
Sambalpurar log k chadi dele au kehi nai kahi paran
MAKHAN TUN..
ଅନଗୁଳିଆ ଭାଷା ପାଇଁ ଗୋଟେ like ହେଇଯାଉ
Jay jagannath
Sambalpuri bhasa ta gute alga mitha ❤️
please hit 1 like 👍 all sambalpur and sundargarh ❤️
ବହୁତ ଭଲ ଭୋଏସ ମିମିକ୍ରି..👌
କୁନା ତ୍ରିପାଠୀଙ୍କୁ କପି କରୁଥିବା କଥା ଯେଉଁମାନେ କହୁଛନ୍ତି ସେମାନେ ଜାଣିବା ଦରକାର ଯେ ଏକା କୁନା ତ୍ରିପାଠୀଙ୍କ ପାଖରେ କଳା ନାହିଁ, ତାଙ୍କ ଭଳି ଅନେକ ଲୋକ ସେଭଳି କଳାର ଅଧିକାରୀ। ସେ ଭିତରେ ୟେ ସୁରଜ ବି ଜଣେ। ତାଛଡା ଏଇ ସାକ୍ଷାତକାରରୁ ଯାହା ଜଣା ପଡିଲା ୟେ ୟେ ମିମିକ୍ରି ଛଡା ଅନ୍ୟ ବହୁତ କଳା ର ବି ଅଧିକାରୀ। କଥାବାର୍ତ୍ତା ଓ ବ୍ୟବହାରରୁ ସ୍ପଷ୍ଟ ଯେ ୟେ ଜଣେ ଭଲ ମଣିଷ ନିଶ୍ଚିତ। ଖୁବ୍ ଖୁସି ଲାଗିଲା ୟେ ଭିଡ଼ିଓଟି ଦେଖି। ଅନେକ ଶୁଭେଚ୍ଛା ଓ ଶୁଭକାମନା ସୁରଜ ବାବୁ। 🎉👍
ଜୟ ମା ସ୍ଵରସ୍ଵତୀ ମା 🙏❤️❤️🙏❤️
Samalpuri re pakhal ni Kahan basi bhat kahesan
ପୂର୍ଣ୍ଣଚନ୍ଦ୍ର ଭଲ ଅଭିନୟ କରନ୍ତି
ତାଙ୍କର କୋଉ ଜିଲ୍ଲା କହିଲ ? 🤔
ଅନୁକରଣ ମଧ୍ଯ ଗୋଟିଏ କଳା❤👍👍
Truly amazing...
Love from Berhampur❤️
Excellent talent 👏
There are lot of language and culture in odisha... That's only spread through our cinema... Love from berhampur 💕💕💕
Wow...Odisha Talented
Being sambalpuria ❣️jai maa samlei 🙏
Didi English dictionary ternging nauch🤣
Bhai, You are Great Artist.
ଜୟ ଜଗନ୍ନାଥ 🙏🙏🙏
ଧନ୍ୟବାଦ ସାର୍ ବହୁତ ସୁନ୍ଦର କଥାବାର୍ତ୍ତା
Thanks bhai Tamo telent
ଵହୁତ ଭଲ ଲାଗିଲା କଳା ମଣିଷ ର ଜନ୍ମଗତ।
Good Good... 😄😄😄😄ଲଗେ ରହୋ ବେଟା ❤️💙
ଭାଇ ବହୁତ୍ ବଢିୟା
❤️Lot Of Love From PuriDham 📿⭕❗⭕🚩🙏
ଭାଇ କୋରାପୁଟିଆ ର ଭାଷା ଓଡିଶା ରେ ନାହିଁ କି? 😀
Ekchuli right matter
Bhaii ko jana nahi bhodhe
Beautiful talent
Super talent bhai
🙇Jay Maa Biraja 🙇 Love from Jajpur❤️
Bahut badhia lagia sabu bhasa ....ama sambalpur katha suniki bi mate bahut Khushi lagila mate. .....ama bhai ta au bahut badhia puri bhai sa bahuta bhala lagila mate puri bhasa amiti hii hua bahuta badhia lagila mate wow
ମୁଁ ତ କହିବି ଏ ପୂର୍ଣ୍ଣଚନ୍ଦ୍ର ନୂତନ ଭାଷାକୋଷ ..👌
Out standing🙏🙏
ଆମେ ସମଲପୁରିଆ ପିଲା
❤❤❤❤❤❤❤❤
ବହୁତ ଉପକାର କଲା ଦାନ୍ୟବାଦ
Such a humble person
Jay Jagannath 🙏 swami
ଦିଦି ଭଲ ହସୁଛନ୍ତି,ତତେତ କୁତୁ କୁତୁ ଲାଗୁଛିଆଓ କୁତୁ କୁତୁ 😄😄
Histiriya babunku 🙏😁😁😁❤
ନିଜ ମୁଁହ ରେ ନିଜ ପ୍ରଶଂସା ଶୋଭାପାଉନି ରେ ଭାଈ..
Jay jagannath🙏🙏
Malike ame puri pila ama dil khola ... Jay Jagannath Swami ⭕‼️⭕
Waah 😮 ପୁରା perfect
Jai jagannath 🙏
Gajab talent
Mote ei reporter bahut pasand laguchi,😍
Bhaina dil se khanti berhampuriya wa 🥰🥰🥰
ଭଦ୍ରକ ଆଉ ବାଲେଶ୍ଵର ଭାଷା ଅଲଗା
ଭଦ୍ରକ ଆଉ ବାଲେଶ୍ଵର କୁ ସମାନ କରନି
ଭଦ୍ରକ ହେଉଛି ବହି ଲେଖିବା ଭାଷା
❤️ BHADRAK ❤️
Right bro❤😍❤
@@krishnapandab1427 Hmm Bhai ae pagala taa kichhi najani bakuchi
Language jhaa be hau ame sabu Odia naa so proud feel karantu😍Jay Jagannath 🙏❤️
I also belong to Bhadrak ..
It is completely false to say bhadrak language is pure .. It's not true ..
ଆମେ ଏମିତି କହୁ କି "ମୁଁ ଖାଇତେ ଯାଉଛି"
ବୁଲିବାକୁ==ବୁଲିତେ
ଦେଖିବାକୁ==ଦେଖିତେ
ଗୋଡ଼==ଗୁଡ଼
ଏତିକି difference ଅଛି ଆମ ଭଦ୍ରକ ରେ ।
କିନ୍ତୁ ଆମେ "କଣ କୁ କିସ" କହୁନି ଯେମିତି balesore ରେ କୁହା ଯାଏ।
ସବୁଠାରୁ ଭଲ Ganjam vasa
ମୁଇଁ ବୌଦ୍ଧ ରୁ ❤️ ସବୁ ଭାଷା ଜାଣିଛନ୍ତି ଭାଈ
Excellent bahut bhala....
Exactly 😊😊😊😊😊
Bahut ସୁନ୍ଦର sir
Nayagarh is natural language of odisha
Really great talent 👍👍👍👍
Bahut badhia
Mo Bala ta haba, Mo Bala ta haba. 😂😂😂😍😍❣️❣️❣️
Wow 😳 jabardast
Excellent Talent
Verygood
Really.... good job brother 👌....
ରାୟଗଡା ଭାଷା କେମିତି ହେବ......?
Jay tetiskoti Deva Devi 🙏🙏🙏
So telnted 🙏🙏junious 👌👌👌
ଭାଇ ବହୁତ ବଢିଆ 👌👌👌
I love Sambalpuri
ଖାଣ୍ଟି ବାଲେଶ୍ବରିଆ ❤❤❤❤
Goutami ur smile is priceless it's killing me 🤭 Love you Goutami ❤️
bedhua😂
Nice bhai 👍♥️🌷🌷🌷🌷
Puri jabardast...... 🙏🙏🙏🥰🥰
Love you from Talchar ❤❤
ହେରା ଆମ ତାଳଚେର ଆଡେ ଟିକେ ଆସ ବୁଳି ଯେ...😊😊😊
ନା ନା ଏଟା ଅନୁଗୋଳ ଭାଷା ନୁହଁ।
Bahut bahut sunder episode
I’m proud of you Suraj bhai
Hahut badhia
Great voice sir
Bahuta badia bhai.
Like କନ୍ଧମାଳ guys🙏👍👍
କଳା ସମସ୍ତଙ୍କ ପାଖରେ ଅଛି କିନ୍ତୁ ସେମାନେ କିଛି ଦେଖନ୍ତି ନାହିଁ କାରଣ ଲୋକ କଣ ଭାବିବେ,କଣ କହିବେ,ମୋର ପରିବାର ଏମିତି,ସେଥି ପାଇଁ ସେମାନେ ପ୍ରଥମ ରୁ ଡରି ଯାଇନ୍ତି। ସେଥିପାଇଁ ତାଙ୍କର କଳା ଆଉ ସେ କାହା ଆଗରେ ପରିପ୍ରକାଶ କରିପାରନ୍ତି ନାହିଁ।ଯଦି ତମର କଳା ଦେଖେଇବାକୁ ଚାହୁଁଛ ତାହେଲେ ବାରମ୍ବାର ପ୍ରୟାସ କର, ମନକୁ ହେବ। ଭଗବାନ ସମସ୍ତଙ୍କୁ ଏକ ଭଳି ଦେଖନ୍ତି କାହାକୁ ପତାର ଅନ୍ତର କରନ୍ତି ନାହିଁ।ଯିଏ କାହାର କଥା ନ ଶୁଣି ନିଜର ଲଜ୍ୟା କୁ ପରିତ୍ୟାଗ କରିକୁ କଳା ଦେଖେଇ ପାରିବ ସେ ହିଁ କଳାକାର ବନି ପାରିବ। Exp -jie କଷ୍ଟ କରିବ ସେ ଫଳ ପାଇବ
Thik kahil m 😅
T q Sow much bro best off 🔐lock My Kandhamal Team
Love 😍 from berhampur
Proud for ganjamia language
Talent ta hai bhai
Gifted by God.
Pure odia kuhanti jagatsinghpuria
😲 wow super ❤❤❤
ସୁନ୍ଦର ଉପସ୍ଥାପନା
Love you from Rayagada ❤️😊
Superb skill 🤗
Bhai amar sambalpuri bhasa suni Kari maja asi gala 😀😀👍✨👌👌
ଆମେ ସମ୍ବଲପୁରୀ ❤️
Excellent 👍
ଖାଣ୍ଟି ଓଡ଼ିଆ ବାଲେଶ୍ୱର ❤️🤗🥰fire ❤️🔥
Very good sabudin tv
ଆ ମାଳିକେ ପୁରୀ ପିଲା। ଜୟ ଜଗନ୍ନାଥ।
Nice 👍👍👍 talent, love berhampur 💖💖💖
😂😂😂
ଏମାନେ ୩୦ ଭାଷା ନୁହେ ଓଡିଆଭାଷା ଭାଷାକୁହି ୩୦ ପ୍ରକାର ରେ କହିଲେ but ମୁଁ ସତ କହିବି ଓଡି଼ଶା ରେ ବାସ କରୁଥିବା ସମସ୍ତ ଆଦିବସୀ ଭାଷା ଠାରୁ ଆରମ୍ଭ କରି ଓଡିଆ,ହିନ୍ଦୀ, English,Gujurati Language bujhipare au kohibi paribi
Kui janicha?
Sambalpuri kahi janibani😂
Thanks purna chandra dictionary
🙏🙏🙏
Superb voice
satare ki
Yes
ବଢ଼ିଆ