7 arrested in Army Major, fiancée case in Bhubaneswar || Kalinga TV

แชร์
ฝัง
  • เผยแพร่เมื่อ 20 ก.ย. 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.co...
    iOS App: apple.co/2M2KhQA
    Watch Live: kalingatv.com/live
    TH-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

ความคิดเห็น • 524

  • @bijayapppradhan4563
    @bijayapppradhan4563 3 ชั่วโมงที่ผ่านมา +117

    ଖାକି ପିନ୍ଧି ଦେଲେ ଗଳା ବଦଳି ଯାଏ। ପୋଲିସ ବ୍ୟବହାର ଶିଖନ୍ତୁ। ମଣିଷ ଭଳି ବ୍ୟବହାର କରନ୍ତୁ। ତୁ ତା କଣ ପାଇଁ। ମୋ କ୍ଷେତ୍ରରେ ବି ହୋଇଛି।

    • @prangyarajput7869
      @prangyarajput7869 ชั่วโมงที่ผ่านมา +2

      Thik katha police job karichhnti kn loka nka pain Naa Gunda maobali bhali behaviour Kariba. Pain

    • @m.santoshkumar2504
      @m.santoshkumar2504 ชั่วโมงที่ผ่านมา

      100% right.

    • @m.santoshkumar2504
      @m.santoshkumar2504 ชั่วโมงที่ผ่านมา +1

      Police jete Bhalla dekhei hele b police ra atyachar ra sikar hiithhuba loka kebe Biswas karibeni.
      Mo sahita madya ebhali hoichhi.
      Police station re camera laguni. Jouthhi camera lagichhi Seithhi police door band kari Mada maruchhi police.

    • @fusion_flicks95
      @fusion_flicks95 38 นาทีที่ผ่านมา +1

      Police ra etiki chamada political backing jogun asuchi

    • @prangyarajput7869
      @prangyarajput7869 14 นาทีที่ผ่านมา

      Michhha kouta sata kouta thik kn bhul knn nyay kouta anyay kouta rule kn regulation kn
      Kichhi follow karunahanti ki camera recording rakhunahanti cctv camera sabu ade lagiba darkar
      Kie thik kie bhul sata kn michhha kn front ku asiba darkar

  • @lalit98193
    @lalit98193 3 ชั่วโมงที่ผ่านมา +86

    CP dig DCP କୁ ତଦନ୍ତ ପରିସର କୁ ଆଣ ଏମାନେ ସବୁ ନାଟର ର ଗବର୍ଧନ

  • @manoranjanmullick3487
    @manoranjanmullick3487 ชั่วโมงที่ผ่านมา +36

    ଗରିବ ଲୋକଙ୍କୁ ମାନସିକ ନିର୍ଯାତନା ଦବ, ଆଉ ଏଠି ନୀରବ ପ୍ରତିବାଦ କରିବ, ଘୋର ଲଜ୍ୟା 🖤

    • @janakinayak6576
      @janakinayak6576 ชั่วโมงที่ผ่านมา

      👍👍😄😄

  • @debendranarayandash9040
    @debendranarayandash9040 3 ชั่วโมงที่ผ่านมา +114

    ଆଇଆଇସିକୁ ତୁରନ୍ତ ଆରେଷ୍ଟ କରାଯାଉ

    • @POWER_OF_BAPPA
      @POWER_OF_BAPPA 3 ชั่วโมงที่ผ่านมา +2

      SAMASTANKARA NARCO TEST KARAJAU SATA SABU FRONT KU AASIBA ARMY VS POLICE VS STUDENTS

    • @bhabanisankarsahu3662
      @bhabanisankarsahu3662 2 ชั่วโมงที่ผ่านมา

      Au tamuku iic karajau

    • @dtandidtindiacaarun8533
      @dtandidtindiacaarun8533 ชั่วโมงที่ผ่านมา

      DCP also equally involved

    • @rajkishorsahu2314
      @rajkishorsahu2314 13 นาทีที่ผ่านมา

      Aese arrest nhi hote re babu..padha likha thoda karle😂

  • @rajmix3740
    @rajmix3740 3 ชั่วโมงที่ผ่านมา +111

    ଏମାନଙ୍କୁ ଗୋଡ଼ାଇ ପିଟ। Military ବାଲା ଙ୍କୁ ଡାକି। ସବୁ ଗୁଣ୍ଡା ଆଉ ଚୋର

    • @matrutirthamishra8208
      @matrutirthamishra8208 2 ชั่วโมงที่ผ่านมา +5

      Jana ta paduchi jhia ra dosa...

    • @smitakerketta5320
      @smitakerketta5320 2 ชั่วโมงที่ผ่านมา

      Jonkor bhul re sobu police ku kahi ki dosh deucho kuch bhi bol dete ho

    • @abhishekjena5201
      @abhishekjena5201 2 ชั่วโมงที่ผ่านมา +2

      Police Bala nka muhan re laja nahin.Culprit nku support karuchanti

    • @matrutirthamishra8208
      @matrutirthamishra8208 2 ชั่วโมงที่ผ่านมา +2

      @@abhishekjena5201 ni bhai video dekha .. jhia ra bhul

    • @matrutirthamishra8208
      @matrutirthamishra8208 2 ชั่วโมงที่ผ่านมา +1

      @@smitakerketta5320 hn j but ethi jhia ra bhul

  • @numerologistsannjoy5996
    @numerologistsannjoy5996 2 ชั่วโมงที่ผ่านมา +32

    😂😂😂 ଆରେ ଭାଇ ଦୀନକୃଷ୍ଣ ମିଶ୍ର ତ ପୁରୁଣା ଦାଗି. ତାର ପୁରୁଣା ରେକଡ଼ ଦେଖି ପାରନ୍ତି

  • @sumantakubehera5135
    @sumantakubehera5135 3 ชั่วโมงที่ผ่านมา +81

    99%ଥାନା ରେ ପୋଲିସ୍ ଙ୍କ ବ୍ୟବହାର ଏତେ କଦର୍ଯ୍ୟ ତାହା ଭାଷାରେ ପ୍ରକାଶ କରି ହବନି ଏକଥା ସମସ୍ତଙ୍କୁ ଜଣା ଆମ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ mla ଥିଲା ବେଳେ କିମିତି iic ଧମକ ଦେଉଥିଲେ ସାରା ଓଡ଼ିଶା ଦେଖିଛି

    • @sagarika234
      @sagarika234 2 ชั่วโมงที่ผ่านมา +2

      Right jia face karichi janiba

    • @madhusmitasahoo4465
      @madhusmitasahoo4465 2 ชั่วโมงที่ผ่านมา +2

      Your comment is best

    • @shibajeesingh5140
      @shibajeesingh5140 2 ชั่วโมงที่ผ่านมา +2

      Sir ame face karichu bahuta kharap Miss bihabiyara karuchanti

    • @pramodpradhan8792
      @pramodpradhan8792 ชั่วโมงที่ผ่านมา +1

      Ur right sir

    • @ajayaswain2440
      @ajayaswain2440 ชั่วโมงที่ผ่านมา

      Right

  • @DeepakMishra-yx9ng
    @DeepakMishra-yx9ng 3 ชั่วโมงที่ผ่านมา +98

    ପୋଲିସ ଓ ସୈନିକମାନଙ୍କ ମଧ୍ଯ ରୁ ଆମେ ସୈନିକମାନଙ୍କୁ ସମର୍ଥନ କରୁଛୁ ।

    • @Smile.killer.26
      @Smile.killer.26 3 ชั่วโมงที่ผ่านมา +7

      Bhai jhia rati drink kariki kn karuthula tike bhaba Odia jhia emiti karanti

    • @Santoshsahu-hv3ro
      @Santoshsahu-hv3ro 2 ชั่วโมงที่ผ่านมา +4

      ​@@Smile.killer.26ଓଡ଼ିଶା ପୋଲିସ କେତେ ଭଦ୍ର ଜନତା ଜାଣିଛନ୍ତି

    • @matrutirthamishra8208
      @matrutirthamishra8208 2 ชั่วโมงที่ผ่านมา +2

      Janiba na janiba katha nuhe... Tme army nku support kara but bhul ku nuhe.... Jhia ta mada piichi simple

    • @Santoshsahu-hv3ro
      @Santoshsahu-hv3ro 2 ชั่วโมงที่ผ่านมา

      @@matrutirthamishra8208 ଆପଣ କହିବା ଅନୁସାରେ ଜଦି ମଦ ପିଇଛି ତାର ଅର୍ଥ ନୁହଁ ପୋଲିସ ମାରପିଟ କରିବ, ମହିଳାଙ୍କ କପଡା ଖୋଲିବ

    • @nilunayak5900
      @nilunayak5900 2 ชั่วโมงที่ผ่านมา +1

      ​@@Smile.killer.26tu polic re Achu ki

  • @sorotoka9717
    @sorotoka9717 3 ชั่วโมงที่ผ่านมา +33

    ଚାଲି ଲା ଗୋଟେ ଧନ୍ଦା.... ଯୋଉ ପୋଲିସ ଵାଲା ଚୋର ପୋଲିସ ଵାଲା ଙ୍କୁ ସହାୟତା ପାଇଁ ଆସୁ ଛନ୍ତି... ତାଙ୍କୁ ବି ସସ୍ପେଣ୍ଡ କରା ଯାଉ.... ବହୁତ ଶିକ୍ଷୀତ ଯୁବକ ଯୁବତୀ ବେକାର ଅଛନ୍ତି ତାଙ୍କୁ ସୁଯୋଗ ମିଳି ବ...ସବୁ ଥାନା ର ପୋଲିସ ଵାଲା ଙ୍କ ର ବ୍ୟାଙ୍କ ଆକାଉଣ୍ଟ ଦେଖା ଯାଉ କେତେ ପୋତା ଧନ ଅଛି

    • @brightfuturevideo9165
      @brightfuturevideo9165 ชั่วโมงที่ผ่านมา

      💯 %perfect

    • @Runx314
      @Runx314 ชั่วโมงที่ผ่านมา +2

      ସସ୍ପେଣ୍ଡ ନୁହଁ ବହିସ୍କାର କରାଯାଉ ନୂଆ ପିଲା ଚାକିରି କରିବେ ମୁଁ ତ ଭାବୁଚି 5ବର୍ଷିଆ ଚାକିରି ହେବା କଥା ତୁମେ କଣ କହୁଚ୍ଛ

    • @PanbabPanda
      @PanbabPanda ชั่วโมงที่ผ่านมา

      Govt.must accept this suggestion if want to repeat election success.Pl.be sure.

    • @DipakMohanty-di2st
      @DipakMohanty-di2st ชั่วโมงที่ผ่านมา

      Sure

    • @BiswajitKar-rm3rs
      @BiswajitKar-rm3rs 57 นาทีที่ผ่านมา

      Police kebe thu protest Kalani?

  • @sudampattanaik6330
    @sudampattanaik6330 ชั่วโมงที่ผ่านมา +17

    ଦୀର୍ଘ ଦିନର ଶାସନରେ କିଛି ପୋଲିସ ନିଜକୁ ସର୍ବେ ସର୍ବା ଭାବି ନେଇଥିଲେ.. ଆର୍ମି ବୋଲି କଥାଟା ଏତେ ବାଟ ଗଲା,ନହେଲେ ଖେଳ କରିଦେଇଥାନ୍ତେ..

  • @SrikantPanigrahi-m7p
    @SrikantPanigrahi-m7p 3 ชั่วโมงที่ผ่านมา +55

    ତୁମେ ଲୋକ ମାନଙ୍କୁ କେମିତି ବ୍ୟବହାର କରୁଛ ନିଜେ ନିଜକୁ ପଚାରିଲେ ଠିକ୍ ଜାଣି ପାରିବ, ଧିକ୍

  • @angelicasoren
    @angelicasoren 3 ชั่วโมงที่ผ่านมา +15

    ଓଡିଶା ଥାନା ପୋଷ୍ଟ ଉଠା ଯାଉ, ପୋଲିସ ମାନଙ୍କ ର କିଛି କାମ ନାହିଁ, ଖାଲି ପଇସା ଗାଣ୍ଡି ମାରିବା, ପୋଲିସ ଚାକିରୀ ଉଠା ଯାଉ

  • @basantarout9538
    @basantarout9538 3 ชั่วโมงที่ผ่านมา +13

    Crime branch ର ବାଳ ତଦନ୍ତ.. ପୁଲିସ ଅପରାଧ କରିଛି ସେ Arrest ହେଇନି କି jail ଯାଇନି କଣ ଚାଲିଛି ଏ ସବୁ.. ପୁଲିସ crime କରିବ ତା ପାଇଁ କିଛି ନାହିଁ ଦଣ୍ଡ.. ଚମତ୍କାର୍ 😅ଯୋଗୀ ସରକାର ହେଇଥିଲେ ଆଜି ଏସବୁ ହୋ ହାଲl କିଛି ହେଇ ନଥାନ୍ତା.. ବାଘ ଛେଳି କୁ ଗୋଟେ ତୁଠରେ ପାଣି ପିଆଇଲା ବାଲା ଯୋଗୀ ଆଦିତ୍ୟ ନାଥ... ଜୟ ଜଗନ୍ନାଥ 🙏 🙏

  • @Santoshsahu-hv3ro
    @Santoshsahu-hv3ro 2 ชั่วโมงที่ผ่านมา +9

    ଯେଉଁ ପୋଲିସ ମାନେ ନିଜର duty କରିବା ପାଇଁ ମନା କରୁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯାନୁଷ୍ଠାନ ନିଆଯିବା ଉଚିତ

  • @sadhudas2758
    @sadhudas2758 2 ชั่วโมงที่ผ่านมา +13

    ଏ ପୋଲିସ ମାନଙ୍କୁ ବହିଷ୍କାର କରି ନୂଆ ପିଲାଙ୍କୁ ଭର୍ତ୍ତି କର

  • @arucharanpradhan5502
    @arucharanpradhan5502 2 ชั่วโมงที่ผ่านมา +8

    ପୋଲିସ୍ ମାନଙ୍କର ପୋଷାକ ସରକାର ଦେବା ବନ୍ଦ୍ କରାଯାଉ। ସେମାନେ ଡ୍ୟୁଟିରେ ନାଇଟି ଓ ହାପ ପ୍ୟାଣ୍ଟ୍ ବାନିଆନ ପିନ୍ଧିବା ବଡ଼ ଭୁଲ। ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଯେପରି ସରକାର ଟଙ୍କାଟିଏ ନଦେଇ ଡ୍ରେସ୍ କୋଡ଼୍ ଲାଗୁ କରା ଯାଇଛି, ପୁଲିସ୍ ମାନଙ୍କୁ ମଧ୍ଯ ସାଧାରଣ ରଙ୍ଗର ଡ୍ରେସ୍ କୋଡ଼୍ ବିନା ଟଙ୍କାରେ ଲାଗୁ କରାଯାଉ।

  • @bibhudendubehera1244
    @bibhudendubehera1244 3 ชั่วโมงที่ผ่านมา +20

    Odisha police natak karuchi....

  • @santhasekharbal1606
    @santhasekharbal1606 3 ชั่วโมงที่ผ่านมา +15

    This is our great india...police supporting those criminal police..

  • @sritamjena6428
    @sritamjena6428 ชั่วโมงที่ผ่านมา +6

    ମୋତେ ଯଦି ଦୁନିଆ ରେ କାହାକୁ ବିଶ୍ୱାସ କରୁଛ ବୋଲି କେରେ କହିବା ଦୁନିଆ ରେ ସମସ୍ତକୁ ବିଶ୍ୱାସ କରିବି କିନ୍ତୁ ଗୋଟେ ଲୋକ କୁ ବିଶ୍ୱାସ କରିବି ବି ସେ ହଉଛି ହାରାମ ଯାଦ୍ଦା, ନମକ ହାରାମ, ବେଈମାନ ରାଣ୍ଡି ଛୁଆଁ ଅଧ ବୟସରୁ ମାରିବା ଲୋକ ପୋଲିସ କେବେ ଭି ବିଶ୍ୱାସ କରିବିନି ଆଉ ଯୋଉ ପୋଲିସ ଵାଲା ଏଠି support karuchhanti ସେମାନେ ଜଣେ ଜଣେ ପୋଲିସ ମାନ କଣ ର ଘଇତା ଆଉ କିଏ କିଏ ମାଈପ

  • @muku2484
    @muku2484 3 ชั่วโมงที่ผ่านมา +14

    Police force cannot be indulging in protest against any government body.

  • @susantaswain-d1m
    @susantaswain-d1m 3 ชั่วโมงที่ผ่านมา +10

    ମିଲିଟାରୀ ଅଫିସର ଯେଉଁ ରେଙ୍କର,
    ପୋଲିସ ର ଡିଜ ସେହି ରେଙ୍କର,
    ପୋଲିସ କେମିତି ଜାଣିପାରିଲେନି,
    ମେଜର ଙ୍କୁ ଲକରେ ରଖିଥିଲେ।

    • @srikhetra1995
      @srikhetra1995 ชั่วโมงที่ผ่านมา +1

      For your client information . Off duty army officer heuchhanti Jane normal civilian

  • @akshayakumarbhol4132
    @akshayakumarbhol4132 2 ชั่วโมงที่ผ่านมา +9

    ଯାହା ବି ହୋଇ ଥାଉ ,ସେନା ଅଧିକାରୀମାନେ ସବୁଠୁ ଅଧିକ ଶୃଙ୍ଖଳିତ ବୋଲି ଦେଶର ମାଟି ଗୋଡି କହିବ । ଜଣେ ମିଲିଟାରୀ କମିଶନଡ୍ ଅଫିସର୍ ର କିଛି ବି ବାଳ ବଙ୍କା କରି ପାରିବନି ରାଜ୍ୟ ପୋଲିସ କିମ୍ବା କେନ୍ଦ୍ରୀୟ ପୋଲିସ ।ଆମ ଅଦାଲତ ରେ ସେମାନଙ୍କୁ ପୋଲିସ ହାଜିରା ମଧ୍ୟ କରିପାରିବ ନାହିଁ । ମିଲିଟାରୀ ପୋଲିସ ଗିରଫ କରି ତାଙ୍କୁ କୋର୍ଟ ମାର୍ଶାଲ ରେ ହାଜିର୍ କରାଇବା ପରେ ତାଙ୍କ ଅପରାଧର ବିଚାର ହେବ । ଗୁରୁୱନ୍ତ୍ ସିଂ ଭାରତୀୟ ସ୍ଥଳ ସେନାର ଜଣେ କମିଶନଡ୍ ଅଫିସର୍ ବୋଲି ପରିଚୟ ପାଇବା ପରେ ବି ତାଙ୍କୁ ଥାନା ହାଜତ ଭିତରେ କାହିଁକି ରାତିସାରା ରଖାଗଲା ? କେଡେ ମୂର୍ଖ ସେ ଥାନାର କର୍ମଚାରୀ ମାନେ ! ଏହାକୁ ଏକ ଜାତୀୟ ନିନ୍ଦା ଭାବେ ଗ୍ରହଣ କରାଯିବା ଉଚିତ୍ । ୟେ ହମାରା ଦେଶ୍ କି ଇଜ୍ଜତ କା ସୱାଲ ହୈ ହଜୁର ।

  • @chittamuni
    @chittamuni 3 ชั่วโมงที่ผ่านมา +15

    Police jadi ei bhalia team ku save karibaku protest karuchi. Then it is a shame for government

  • @bram7195
    @bram7195 2 ชั่วโมงที่ผ่านมา +8

    ଗୋଟେ army officer କୁ ସମ୍ମାନ ଦୀୟା ଯାଓ ନାହିଁ ସାଧାରଣ ଜନତା କୁ କେତେ ସମ୍ମାନ ମିଳୁ ଛି ସବୁ ଜାଣି ଛନ୍ତି।। ଓଡିଶା govt କୁ ଅନୁ ରଧ ପୋଲିସ୍ officer ଙ୍କୁ action ନେବା ଦରକାର।। ଥାନା ଭିତରେ CCTV camera ଲଗା ଜାଓ 🙏

    • @abhijitnayak-wk4rh
      @abhijitnayak-wk4rh ชั่วโมงที่ผ่านมา +1

      Army boli mada piki naataka kribaku adhikaar milini

    • @srikhetra1995
      @srikhetra1995 ชั่วโมงที่ผ่านมา

      ​@@abhijitnayak-wk4rh right bro

  • @gaharai_depth
    @gaharai_depth ชั่วโมงที่ผ่านมา +6

    ଏ ଚୋର ଗୁଡାକ କଣ ପାଇଁ ନୀରବ ପ୍ରତିବାଦ କରୁଛନ୍ତି ?

  • @Theodrider2
    @Theodrider2 ชั่วโมงที่ผ่านมา +4

    ମୁଁ ସେନା କୁ ସପୋର୍ଟ କରୁଛି, ବିଗତ ଦିନରେ ମୋ ସହ ବି ଏମିତି କିଛି ଘଟି ଯାଇଛି, ପୋଲିସ ମାନଙ୍କୁ ବ୍ୟବହାର ଜଣା ନାହିଁ ସବୁତକ ଅଭ୍ୟାସ ଗତ ଲାଞ୍ଚୁଆ, ଯଦି ଭବିଷ୍ୟତରେ ମୋ ପିଲା ମାନେ ପୋଲିସ ଚାକିରୀ ଯେମିତି ନକରି ଅନ୍ୟ ମାନଙ୍କର ଅଭିଶାପ ର ଶିକାର ନ ହେବେ ମୁଁ ଏଠି ପ୍ରତି ଧ୍ୟାନ ଦେବି

  • @bibhutibhusanacharya5635
    @bibhutibhusanacharya5635 2 ชั่วโมงที่ผ่านมา +7

    Army should take strict action against Odisha police. Army HQ should take necessary action on the issue.

  • @prabinkumarnayak5324
    @prabinkumarnayak5324 2 ชั่วโมงที่ผ่านมา +5

    Not a single man support odisha police, because of police behaviour

  • @swarnalatabehera8905
    @swarnalatabehera8905 ชั่วโมงที่ผ่านมา +5

    ସେ ଶଳାଙ୍କୁ ବାହାରକରି ନୂଆ ପିଲା ପୋଷ୍ଟିଙ୍ଗ କର

  • @ajitakumarsahoo9458
    @ajitakumarsahoo9458 ชั่วโมงที่ผ่านมา +6

    IIC ସମ୍ପତି କୁ ଭିଜିଲାନ୍ସ ତଦନ୍ତ ଦରକାର

  • @Santoshsahu-hv3ro
    @Santoshsahu-hv3ro 2 ชั่วโมงที่ผ่านมา +5

    ଆର୍ମି ଆଗରେ ଏମାନଙ୍କୁ ଛଡା ଯାଉ ସବୁ... ପୋଲିସ size ହୋଇଯିବେ

  • @Mehnat9999
    @Mehnat9999 3 ชั่วโมงที่ผ่านมา +9

    No drama of police will work .....policewale drama band karo aur justice do ush ladki ko....odisha police is very bad

    • @abhijitnayak-wk4rh
      @abhijitnayak-wk4rh ชั่วโมงที่ผ่านมา

      Ladki ko thik punishment mila hai.pike taandab kr rhi thi yeh ldki

  • @krushnachbehera2481
    @krushnachbehera2481 2 ชั่วโมงที่ผ่านมา +4

    ମେଜର କୁ misbehab କରାଗଲା ବୋଲି ଏତେ କଥା ଜଣେ ସାଧାରଣ ଜନତା କୁ ଏମିତି ହେଇଥିଲେ କଥା ତାକୁ ଚାପି ଦିଆ ଯାଇଥାନ୍ତା ବା ବା ରେ ଓଡିଶା ପୋଲିସ

  • @BijoyKumarDas-rc1ss
    @BijoyKumarDas-rc1ss 2 ชั่วโมงที่ผ่านมา +10

    ପୋଲିସ ଙ୍କୁ ନୀରବ ଆନ୍ଦୋଳନ ପାଇଁ କିଏ instruction ଦେଇ ଛନ୍ତି.

  • @navanirmankrushaksangathan9631
    @navanirmankrushaksangathan9631 3 ชั่วโมงที่ผ่านมา +5

    ବଦମାସ ପୋଲିସ କୁ ଡିସମିସ କରାଯାଉ

  • @JagannathSahoo-vb4rj
    @JagannathSahoo-vb4rj 2 ชั่วโมงที่ผ่านมา +4

    ବଟିଖିଆ ପୋଲିସ ବାଲା ଲାଇନ୍ ରେ ଅଛନ୍ତି ପୋଲିଗ୍ରାପ ଚେକ୍ କର

  • @chilleds0ul
    @chilleds0ul 3 ชั่วโมงที่ผ่านมา +7

    But my bujhiparuni jadi ete talent achi tahele sei Dina ei 7 Jana arrest heithante but 5 din pare kainki is this a way to divert the case towards these students to cool down the matter towards poliçe😂😂😂

    • @bijaybijay9926
      @bijaybijay9926 3 ชั่วโมงที่ผ่านมา

      Emanaku danda daba katha because emiti na kale kali puni semiti ladies nku hairana karibe .danda na milile suduribeni.

  • @SadhabanandaPanda
    @SadhabanandaPanda ชั่วโมงที่ผ่านมา +3

    ସର୍ବୋପରି ଭାରତ ସରକାରଙ୍କର ସୈନିକ ବିଭାଗ ଦୁର୍ନୀତି ର ଗନ୍ଧ ରୁ ବହୁତ ଉଚ୍ଚ ରେ, ତାଙ୍କୁ ସମ୍ମାନ ଦେଖାଇବା ଆମର ଦାୟିତ୍ବ

  • @Fakirdeep-p5w
    @Fakirdeep-p5w ชั่วโมงที่ผ่านมา +3

    ଏଇଟା ମିଛ, ପୋଲିସ ମାତ୍ରକେ ଖରାପବ୍ୟବହାର କରୁଛନ୍ତି

  • @laxmidharnayak2228
    @laxmidharnayak2228 3 ชั่วโมงที่ผ่านมา +4

    ଟ୍ରେନିଙ୍ଗ ନୁହେଁ କଡା ଅନୁଶାସନର ଆବଶ୍ୟକତା ରହିଛି l

  • @Wolf-so8uv
    @Wolf-so8uv 3 ชั่วโมงที่ผ่านมา +4

    Imagine army going on strike like this , then what …. What is this odisha police ? Is this there discipline to organise massive rally …. Shame on u

    • @DM-vs4ye
      @DM-vs4ye 2 ชั่วโมงที่ผ่านมา

      Se jhia mada piki pala karuthila

  • @abhiabhi2511
    @abhiabhi2511 2 ชั่วโมงที่ผ่านมา +4

    ମତେ କିନ୍ତୁ ବହୁତ ଖୁସି ଲାଗୁଛି କାହିଁକିନା ପୋଲିସ କୁ ଆହୁରି ଦଣ୍ଡ ଦେବା ଦରକାର

  • @ambikaprasadsamantaray3650
    @ambikaprasadsamantaray3650 ชั่วโมงที่ผ่านมา +2

    ପୋଲିସ ସାଧାରଣ ଜନତାଙ୍କୁ ଯେମିତି ବ୍ୟବହାର କରୁଛନ୍ତି l ସେମାନଙ୍କୁ କେବେବି
    ଲୋକମାନେ ସମର୍ଥନ କରିବେ ନାହିଁ l ସମସ୍ତେ କୋଉଠି ନା କୋଉଠି ପୋଲିସ ଦ୍ବାରା ନିର୍ଯାତିତ ହୋଇଥିବେ l

  • @bharatyoutube81
    @bharatyoutube81 ชั่วโมงที่ผ่านมา +2

    90% citizens are harassing from police/police station , need to be reviewed from top officials

  • @bijayanayak978
    @bijayanayak978 3 ชั่วโมงที่ผ่านมา +3

    ପୋଲିସ କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ?
    ଓଡ଼ିଆଙ୍କୁ ଆଉ କେତେ ଡରେଇବେ ?
    ଶାଗୁଣା ସମସ୍ତଙ୍କ ମାଂସ ଖାଏ,ମାତ୍ର ଶାଗୁଣା ନିଜ ମାଂସ ଖାଇବାକୁ ଡରେ ?

    • @pinku393
      @pinku393 2 ชั่วโมงที่ผ่านมา

      ଶାଗୁଣା ବସିଛି ____________ମେଲେଇ 😅😅😅😅😅

  • @gayatrimuduli5352
    @gayatrimuduli5352 2 ชั่วโมงที่ผ่านมา +3

    Police holding costal posting more than 5 years should be transferred to remote districts.And their property lists should be verified to ensure their honesty

    • @PanbabPanda
      @PanbabPanda ชั่วโมงที่ผ่านมา

      Yes,who will do this ,all are alike .

  • @manojkumarmohanta6514
    @manojkumarmohanta6514 ชั่วโมงที่ผ่านมา +2

    ପୋଲିସ ଭାଇ ମାନେ ନିଜକୁ ପଚାରନ୍ତୁ ସେମାନେ ସଠିକ ବେବହାର କରୁଛନ୍ତି ତ ?

  • @bhimsendas1383
    @bhimsendas1383 ชั่วโมงที่ผ่านมา +2

    Honorable Odisha Government.
    You are requested to send these police personnel to the boarder of India to change their behaviour

  • @Parthasarathi.behera
    @Parthasarathi.behera 2 ชั่วโมงที่ผ่านมา +2

    This shouldn't be tolerated by the discipline department. They all should be dismissed .

  • @manojsamantray3507
    @manojsamantray3507 ชั่วโมงที่ผ่านมา +3

    We want dismissal of the police officers

  • @RasmitaSwain-ke4tt
    @RasmitaSwain-ke4tt 3 ชั่วโมงที่ผ่านมา +3

    IIC କୁ ତୁରନ୍ତ ଗିରଫ କରାଯାଉ

  • @Fakirdeep-p5w
    @Fakirdeep-p5w ชั่วโมงที่ผ่านมา +2

    ପୋଲିସ ଅସଦ ବ୍ୟବହାର କରି ଲୋକଙ୍କ ପଇସାରେ ପେଟ ପୋଷି ଲୋକଙ୍କୁ ଅତ୍ୟାଚାର କରିବା ବୁଝିବାକୁ ଚେଷ୍ଟା କରନ୍ତୁ

    • @prangyarajput7869
      @prangyarajput7869 10 นาทีที่ผ่านมา

      @@Fakirdeep-p5w Naa bhul kahar first dekhiba darkar bhul sabubele bhul se jie bi heu kehi gajapati maharaj nuhanti. Police mane samaste kharap nuhanti

  • @SKLBB4040
    @SKLBB4040 3 ชั่วโมงที่ผ่านมา +2

    Police ସର୍ବଦା Power କୁ ଦୂର୍ପାୟୋଗ କରିଥାଏ ।I Hate police

  • @santanughibila5137
    @santanughibila5137 3 ชั่วโมงที่ผ่านมา +7

    Odisha police Army ku hairana kala sadharana loka kana karibe kuha sir

  • @NewTon009
    @NewTon009 2 ชั่วโมงที่ผ่านมา +3

    ସେନା ମଦ୍ୟପାନ କରି ଗାଡି ଚାଳନା ର ଅନୁମତି ପ୍ରଦାନ କରିଥାଏ କି?

  • @NA-jd4lx
    @NA-jd4lx 2 ชั่วโมงที่ผ่านมา +3

    Corruption starts with Police

  • @Wolf-so8uv
    @Wolf-so8uv 3 ชั่วโมงที่ผ่านมา +3

    DCP Prateek kuade gala …. The main culprit for spreading fake propaganda

  • @krushnachbehera2481
    @krushnachbehera2481 3 ชั่วโมงที่ผ่านมา +2

    ପାଠ ପଢା ନା ରେ ଏଇ ପିଲା ମାନେ ରୋଡ ଶଓ କରୁଛନ୍ତି

  • @somanathmishra4111
    @somanathmishra4111 3 ชั่วโมงที่ผ่านมา +4

    Bird of same feather flucks together

  • @sksahoo6119
    @sksahoo6119 3 ชั่วโมงที่ผ่านมา +2

    JUDICIAL INVESTIGATION IS NEEDED.

  • @nabakishorebarik24
    @nabakishorebarik24 3 ชั่วโมงที่ผ่านมา +3

    Now the case should be handed over to CBI under judicial supervision . Odisha crime barnch.police can't be trusted now ., because they are part of the system also.

  • @Krish-n4i
    @Krish-n4i 3 ชั่วโมงที่ผ่านมา +2

    ସବୁ କାମ ଛାଡ଼ି ବିନା ଟିକଟ ଯାତ୍ରା ଦେଖନ୍ତୁ

  • @binayakdas9438
    @binayakdas9438 2 ชั่วโมงที่ผ่านมา +2

    Odisha Police did a blunder mistake. It could be noticed from this massive gathering of police officers

  • @biswanatadash7993
    @biswanatadash7993 ชั่วโมงที่ผ่านมา +2

    ବିଜୁ ବାବୁ କଥା ମାନେ ପକାଅ ପୋଲିସ ର ଭୁଲଥିଲେ ପିଟ

  • @truptimayeedas8436
    @truptimayeedas8436 45 นาทีที่ผ่านมา +1

    ଏ ଓଡ଼ିଶା ପୋଲିସ ଅତି ଅଭଦ୍ର ଗୋଷ୍ଠୀ, ପବ୍ଲିକ ଏକାଠି ହୋଇ ପିଟ ଭଲ କି

  • @KHERWAL_BAZAAR
    @KHERWAL_BAZAAR 21 นาทีที่ผ่านมา +1

    ସେ ମହିଳାର ପ୍ରବଳ ଦୋଷ
    ଆର୍ମି ସେନାର ବାନ୍ଧବୀ ତ ଟିକେ ଛୋଡ଼ି ହେଉଛି ।

  • @bichitrakumar373
    @bichitrakumar373 ชั่วโมงที่ผ่านมา +2

    Next action should be suspend everyone in sitting Dharna .

  • @ashismohanty5240
    @ashismohanty5240 2 ชั่วโมงที่ผ่านมา +2

    The 7 persons should also have immediately approached the police.

  • @BaradakantaMohanta-p6k
    @BaradakantaMohanta-p6k 47 นาทีที่ผ่านมา +1

    କହିଲେ ଦେଖି ଏଭଳି କେଉ ଥାନା ଅଚ୍ଛି,ଯେଉଁଠି ଲାଞ୍ଚ ନିଅନ୍ତି ନି। ତେବେ ଦେଶୀ ମଦ ଭାଟି, ଗଞ୍ଜେଇ ବିଦେଶୀ କାହିଁକି ଚାଲିଛି। କଲେଜ ସ୍କୁଲ ସାମ୍ନା ରେ କି ପାଇଁ ଏ ସବୁ ଚାଲିଛି

  • @santhasekharbal1606
    @santhasekharbal1606 3 ชั่วโมงที่ผ่านมา +3

    Good strategy to hide a violent act..wao..chori uparse shina jori...These police officers are supporting these wrong persons...

  • @krushnachandrabehera7912
    @krushnachandrabehera7912 2 ชั่วโมงที่ผ่านมา +1

    ସଲେ ଗୁଣ୍ଡା ରାଜ ଚଳେଇବ ଆହୁରୀ ଆନ୍ଦୋଳନ କରିବ ଦୋଷ କଲେ ଦଣ୍ଡ ମିଳିବ

  • @sumantakubehera5135
    @sumantakubehera5135 3 ชั่วโมงที่ผ่านมา +1

    ଏଥିରୁ ସ୍ପଷ୍ଟ ପୋଲିସ ସରକାର ଏବଂ ମୁଖ୍ୟ ମନ୍ତ୍ରୀ ଉପରେ ଏ ଶଳା ମାଇଚିଆ ସରକାର କଣ କରୁଛି

  • @radheshyammeher4318
    @radheshyammeher4318 ชั่วโมงที่ผ่านมา +2

    ପୋଲିସ ତାଲିମ ସିଷ୍ଟମ ବଦଳାନ୍ତୁ

  • @phalitastrology5624
    @phalitastrology5624 2 ชั่วโมงที่ผ่านมา +1

    ,ସବୁ ଥାନାରେ କଣ ଚାଲେ ସମସ୍ତେ ଜାଣନ୍ତି ବାଘମାମୁଁ ଓ ପୋଲିସ୍ ମାମୁଁ ଆଉ ଏବେ ଯାହା ଦେଖାଯାଉଛି ପୁରା department ର ନୈତିକତା ଲୋପ ପାଇବାକୁ ବସିଲାଣି ଏ ପୋଲିସ ବାଲାଙ୍କୁ ପାଚ୍ଚାର ବିହିନ ଜନତା ସେବକ ବନେଇବା ଉଚିତ ପାୱ। ର ପାଇ ଏମାନେ ଉତ୍ସୃଙ୍ଖଳ

  • @AlekhaPatra-ss7pk
    @AlekhaPatra-ss7pk 2 ชั่วโมงที่ผ่านมา +1

    ଆଜିର ମୂଖ୍ୟମନ୍ତ୍ରୀ ଙ୍କୁ ପୋଲିସ ର ବ୍ୟବହାର ଓଡ଼ିଶା ଦେଖିଛି

  • @AlekhaPatra-ss7pk
    @AlekhaPatra-ss7pk 2 ชั่วโมงที่ผ่านมา +1

    ଖାକି ପିନ୍ଧିବା ପରେ ସେମାନଙ୍କ ବ୍ୟବହାର ସିସିଟିଭିରେ ପାଞ୍ଚ କରାଯାଉ!

  • @biswanathsethi8499
    @biswanathsethi8499 2 ชั่วโมงที่ผ่านมา +2

    Police nku mu kahuchi eamanku court forward Kari deantu

  • @dingarkumbhar2024
    @dingarkumbhar2024 5 นาทีที่ผ่านมา

    99% police officer, inspectors are indisciplined and unruly behaved personality.
    They need people friendly training.

  • @abinashprasadnaik6536
    @abinashprasadnaik6536 ชั่วโมงที่ผ่านมา +2

    ପୋଲିସ ଷ୍ଟସନରେ ରେ କାହିଁକି ସିସିଟିଭି ନାହିଁ

  • @SunilMahanta-y2w
    @SunilMahanta-y2w 54 นาทีที่ผ่านมา +2

    ଏ ସଵୁ ପୋଲିସ କୁ ମାଡ ଦରକାର

  • @subratakumardas5382
    @subratakumardas5382 ชั่วโมงที่ผ่านมา +2

    First police wala ku dismiss karajau

  • @surjyasamanta6961
    @surjyasamanta6961 2 ชั่วโมงที่ผ่านมา +2

    I IC କୁଂ ଜଲଦି ବିଉଫ କରାଯାଉ

  • @AlokkumarkhuntiaAlok
    @AlokkumarkhuntiaAlok 2 ชั่วโมงที่ผ่านมา +3

    Dismiss all police new join

  • @BhalSanjay
    @BhalSanjay 3 ชั่วโมงที่ผ่านมา +1

    ମେଜେର ସ୍ତ୍ରୀ ଙ୍କର କଣ ଦୁଷ ନାହିଁ. ଦୁଷି ଙ୍କୁ ଉଚିଠି ଦଣ୍ଡ ମିଳୁ. ପୋଲିସ ହେଉକି ମେଜେର ହେଉ

  • @sibaranjansahu9405
    @sibaranjansahu9405 47 นาทีที่ผ่านมา +1

    ନିର୍ଲଜ ପୋଲିସ, ସବୁ channel ରେ ତୁମ feedback ପଢ଼, ଜାଣିପାରିବ ଲୋକଙ୍କ ତୁମ ପ୍ରତି କେତେ ସମ୍ମାନ ଅଛି

  • @tapas313
    @tapas313 ชั่วโมงที่ผ่านมา +1

    Pratibad nkari iic nku arrest kari jail pathao. Anya mana nku suspend karntu

  • @manoranjanmullick3487
    @manoranjanmullick3487 ชั่วโมงที่ผ่านมา +1

    କଳିଙ୍ଗ ନିଉଜ bjp ପଇସା ଖିଆ ଚାନେଲ 🖤

  • @manasdas5715
    @manasdas5715 2 ชั่วโมงที่ผ่านมา +1

    ଭଲ ଓଡ଼ିଶା ପୋଲିସ ଭଲ ରାଜନିତି ଆରମ୍ଭ କଲେଣି, ଦୋଷୀ ପୋଲିସଙ୍କ ଉପରେ କଣ ଦଣ୍ଡ ହେବନି ?

  • @SAROJKUMARNAYAK-z3t
    @SAROJKUMARNAYAK-z3t 2 ชั่วโมงที่ผ่านมา +1

    The concerned lady and the so called army officer should be probed properly.

  • @rabindramallick718
    @rabindramallick718 2 ชั่วโมงที่ผ่านมา

    ଧନ୍ୟ ଆମ ପ୍ରଦେଶ, ଆମ ପୋଲିସ ଓ ଆମେ ସମସ୍ତେ, cry for my beloved motherland

  • @prasantapradhan7159
    @prasantapradhan7159 2 ชั่วโมงที่ผ่านมา +2

    ରାକ୍ଷସ ସବୁ ଏକାଠି ହେଲେ

  • @basantasahu3719
    @basantasahu3719 2 ชั่วโมงที่ผ่านมา +1

    ଖଣ୍ଡଗିରି ଅଞ୍ଚଳରେ ବହୁତ ନିଶା କାରବାର ବଢ଼ି ଗଲାଣି

  • @pareshsingh2273
    @pareshsingh2273 ชั่วโมงที่ผ่านมา +1

    Finally ishow the physical fitness of our police

  • @letsgetsuccessinlife
    @letsgetsuccessinlife 3 ชั่วโมงที่ผ่านมา +3

    Sabu public misiki emanaku dose dia

  • @ashismohanty5240
    @ashismohanty5240 2 ชั่วโมงที่ผ่านมา +1

    Police should have acted promptly too.

  • @ssahu6657
    @ssahu6657 2 ชั่วโมงที่ผ่านมา +1

    Why did the police arrest the miscreants after a week.?Is it not a strategy to divert the incident taken place inside the Bhartpur PS ?

  • @kanhucharanapanda7496
    @kanhucharanapanda7496 32 นาทีที่ผ่านมา

    Indian army always should be respected.

  • @abhijitnayak-wk4rh
    @abhijitnayak-wk4rh ชั่วโมงที่ผ่านมา

    Finally odisha police is united

  • @chittaranjanparida9514
    @chittaranjanparida9514 ชั่วโมงที่ผ่านมา +1

    police department ..ra kichhi absyakataa nanhi..security system ku privitastion kari daba darkar..

  • @BijoyKumarDas-rc1ss
    @BijoyKumarDas-rc1ss 2 ชั่วโมงที่ผ่านมา +3

    ଯଦି କ୍ୟାପଟେନ ଓ ତାଙ୍କ ବାନ୍ଧବୀ ପିଇ କରି ଝାମେଲା କଲେ ତା ହେଲେ ରୋମିଓ ମାନେ କାହିଁକି FIR lodge କରି ନ ଥିଲେ