ମହାଭାରତ/କୀର୍ତ୍ତନ ଗାୟିକା ମନୋରମା ବେହେରା ପୂରୀ ବ୍ରହ୍ମଗିରି/ଗୋପାଳପୁର କାଳୀପୂଜା/ଅଭିମନ୍ୟୁ ଚକ୍ରାବିହ୍ୱ

แชร์
ฝัง
  • เผยแพร่เมื่อ 26 มิ.ย. 2024
  • ମହାଭାରତ/କୀର୍ତ୍ତନ ଗାୟିକା ମନୋରମା ବେହେରା ପୂରୀ ବ୍ରହ୍ମଗିରି/ଗୋପାଳପୁର କାଳୀପୂଜା/ଅଭିମନ୍ୟୁ ଚକ୍ରାବିହ୍ୱ #kirtan
    ଏହା ସାହିତ୍ୟିକ, ଆଧ୍ୟାମ୍ବିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ
    ପରିଗଣିତ, ପାଲାର ବିଷୟବସ୍ତୁକୁ ଯିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ, ସେ ପୁରାଣ ଅଷ୍ଟଦଶପୁରଣ, ଭାଗବତ,ରାମାୟଣ ଇତ୍ୟାଦିର
    ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବାବିଷୟକୁ ଆଲୋଚନା କରନ୍ତି |
    ଗୋଟିଏ ପାଲା ଦଳରେ ଜଣେ ହେଲେ ବାୟକ ଯିଏକି ମୃଦଙ୍ଗ
    ବଜାନ୍ତି, ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ ଭଜନ ଏବଂ ଓଡିଶୀ
    ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ
    ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକାଙ୍କୁ ସହାୟତା କରନ୍ତି, ୩ ଜଣ ଙ୍କ ଦ୍ଵାରା କୀର୍ତ୍ତନ ହେଇପାରେ ଓ ତା ଠାରୁ ଅଧିକ ଜଣ ଲୋକଙ୍କୁ ନେଇ ବାଦି କିର୍ତ୍ତନ ହେଇଥାଏ l ପାଲା ରେ ମଧ୍ୟ ସେଇପରି ପୌରଣିକ ବିଷୟ ଗୁଡ଼ିକୁ ଆଲୋଚନା କରାଯାଏ l

ความคิดเห็น • 1