ମୋଦିଙ୍କ ପରେ BJP ଆଗକୁ ନେବେ ଧର୍ମେନ୍ଦ୍ର, ରୁବେନ କଲେ ଭବିଷ୍ୟବାଣୀ। Dharmendra Pradhan, Ruben Banerjee.
ฝัง
- เผยแพร่เมื่อ 12 ต.ค. 2024
- ମୋଦିଙ୍କ ପରେ BJP ଆଗକୁ ନେବେ ଧର୍ମେନ୍ଦ୍ର, ରୁବେନ କଲେ ଭବିଷ୍ୟବାଣୀ। Dharmendra Pradhan may get BJP president chair, Ruben Banerjee. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our TH-cam Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...
କାହିଁ ନବୀନ କାହିଁ ଧର୍ମେନ୍ଦ୍ର, ସୁନା ସହ ପିତ୍ତଳ ର ତୁଳନା କରିବା ଭୁଲ୍, ଯଦି ହୁଏ _ ଜାଗତେ କେବଳ ଜନେ ହସିବେ ଏହି ତହୁଁ ଫଳ l
ବନ୍ଧୁ , ମାଗଣା ଖିଆ ଗୋଷ୍ଠୀର କୁହୂଡି ରେ ପହଁରିବା ଭଳି ଏଭଳି ମନ୍ତବ୍ୟ , ଦିଲ୍ଲୀ ଦରବାରରେ ବହୁ ଓଡ଼ିଆ ଙ୍କୁ ଉଚିତ୍ ସମ୍ମାନ ପ୍ରଦାନ କରିଛି ବିଜେପି ଓ ମୋଦି ଙ୍କ ସରକାର , ଅବଶ୍ୟ ଏହା ନବୀନ ବାବୁଙ୍କ ଦ୍ୱାରା ଗଠିତ ଓ ପରିପୃଷ୍ଟ କିଛି ମାଗଣା ଖିଆ ଗୋଷ୍ଠୀର ହଜମି ହେଉ ନାହିଁ ।
DHARMENDRA PRADHAN ZINDABAD 🎉🎉🎉🎉
ଚାଟୁକାରିତାର ଏକ ସୀମା ଥାଏ। କିନ୍ତୁ ରୁବେନ୍ ବାନାର୍ଜୀ ଭଳି ଜଣେ ସାମ୍ବାଦିକ ଚାଟୁକାରିତାର ଏତେ ନିମ୍ନ ସ୍ତର ଓ କଦର୍ଯ୍ୟ ସୀମାକୁ ଯାଇ ପାରନ୍ତି, ତାହା ଅକଳ୍ପନୀୟ ଅଟେ ଓ ସେ ପ୍ରକାଶ କରିଥିବା ପ୍ରସଙ୍ଗ କେବେହେଲେ ବିଶ୍ବାସ ଯୋଗ୍ୟ କିମ୍ବା ଗ୍ରହଣ ଯୋଗ୍ୟ ନୁହେଁ।
Dharmendra is better than nabina
ରୁବେନ୍ ବାନାର୍ଜୀ ଜାଣିବା ଉଚିତ୍ ଯେ ବିଜେପିର ଦୁର୍ଦ୍ଦିନ ସମୟରେ ଅର୍ଥାତ୍ ୧୯୯୦ ଦଶକରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଓଡ଼ିଶାରେ ବିଜେପିର ସଭାପତି ଥିଲେ,ସେତେବେଳେ ଧର୍ମେନ୍ଦ୍ର ପ୍ରଧାନ ରାଜନୀତିକୁ ଆସି ନଥିଲେ ।
Dharma ta India ra sabu tharu behia minister
ରୁବେନ ଟାଉଟର ସାମ୍ବାଦିକ ଅଣ ଓଡ଼ିଆ ମନେ ମନ ବଡ଼ ଚାଲାକ
Karnataka Prabhari bi Dharmendra pradhan congress kemiti jitila
Dhamendra Pradhan help to win many state Bihar , U.P , Madhya Pradesh, Karnataka , Utarakhanda , Nadigrama (W.B) . Without Dhamendra BJP can't exist in Odisha .
କପିଳା
Yogi ko lao
Ruben babu tela ike adhika marila. your analysis is really erroneous, 😢 Dharmendra , for his diplomacy lot of controversy arose in ODISHA BJP.
He must be out from state politics. Unless Odisha BJP will loose its identity.
Fortunately anti incumbency made him elected MP. He is not a people centric leader but a hypocrite. 😢
EVM ମେସିନ ଚେଞ୍ଜ କରି game ଚେଞ୍ଜ
Pagal r pralap .EVM can not be hecked.How you won 37 seats than .Try to feel proud of the success of a Odia Son,may be Biju babu or Dharmendra Babu.Do not be chief
🎉🎉🎉🎉
ଚାଟୁକାରିତା ଅଧିକ ହେଇଗଲା ।
Neet babu
Biju Patnaik bhalia kaamo kari chanti ki Dharmendra. Odisha Pai sea kana kari chanti. Biju babu gote freedom fighter, Pilot, Odisha aau India bahut contribution achi. Dharmendra ra kana Contribution towards Odisha and India. Dharmendra contribution khaali BJP ku hin achi. Sea deso paai nahi BJP Pai kaamo karuchanti.