Don't give wrong information Sambit Babu: Srikant Jena || ONA KHABAR ||
ฝัง
- เผยแพร่เมื่อ 2 ก.ค. 2024
- #congress #bjp #bjd #bjpodisha #bjdodisha #onakhabar
Don't give wrong information Sambit Babu: Srikant Jena
About Channel:
Ona Khabar is Odisha's One advanced Odia News channel. Ona Khabar News Channel Covers The Latest News, Breaking News, Politics, Entertainment News, Business News, and Sports News. Stay tuned for all the News in Odia.
ଚ୍ୟାନେଲ୍ ବିଷୟରେ....
ଓଏନ୍ଏ ଖବର ହେଉଛି ଓଡ଼ିଶାର ଏକ ପ୍ରମୁଖ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଓଏନ୍ଏ ଖବରରେ ସର୍ବଶେଷ ସମ୍ବାଦ, ବ୍ରେକିଂ ନ୍ୟୁଜ୍, ରାଜନୀତି, ମନୋରଞ୍ଜନ, ବ୍ୟବସାୟ ଏବଂ କ୍ରୀଡ଼ା ପ୍ରଭୃତି ଖବର ଓଡ଼ିଆରେ ପ୍ରଶାରଣ କରାଯାଇଥାଏ ।
Odisha News Agency is a digital media house, streaming and broadcasting from Bhubaneswar, Odisha.
For the latest Odisha News:
Visit our Website: onakhabar.com
Twitter: / onakhabar
Facebook: / onakhabara
ଅପଣଂକୁ ଅଶେଷ ଧନ୍ୟବାଦ, ସାର ଆପଣଙ୍କ ଶାଣିତ ସ୍ୱର ଏ ସମାଜକୁ ଦିଗଦର୍ଶନ ଦେବ l
ଲୋକସଭାରେ ଏ କଥା ଆଲୋଚନା ନିହାତି ଦରକାର ଓଡ଼ିଶାରେ ଜାତି ପ୍ରଥା ଅଛି
ଓଡିଶାରେ ଜାତିପ୍ରଥା ଅଛି,
ପ୍ରାୟତଃ ଅର୍ଦ୍ଧ ଶିକ୍ଷିତଙ୍କ ଦଳ ବିଜେପି। ଏମାନଙ୍କ ଠାରୁ କଣ ଆଉ ଆଶା କରାଯାଇ ପାରିବ। ଏମାନେ ତ ନିଜେ ବିଭ୍ରାନ୍ତ ଦେଶସାରା ମଧ୍ୟ ଏମାନେ ବିଭ୍ରାନ୍ତ କରି ସାରିଲେଣି।
Absolutely rightly said bro
Thanks sir exposing the reality
All right sir 👍👍👍👍👍👍
Explanation is correct.
Thank you sir. Sei mananka pain aaji ei byabastha ra abastha.
ଆପଣ please parliamentରେ ଏ କଥା କହିବା ଉଚିତ୍
ସମ୍ବିତପାତ୍ର ଜଣେ ପାଗଳ
Ocid pagla
Most beautiful analysis and presentation of Sri srikanta jena before the media to the public in a very Very big way 🎉🎉.thanks sir ,for clear and truthful presentation in a systematic way 😊
Right Sir
Sreekant babu is a great🎉
Wonderful analysis 🎉🎉 all can understand
ଶ୍ରୀକାନ୍ତ ଜେନା ଠିକ କହୁଛନ୍ତି।ଯଦି ଭାରତରେ ଜାତିପ୍ରଥା ନାହିଁ ସମ୍ବିତ ନାମ ଆଗରେ ପାତ୍ର ଲେଖିବା କଣ ଦରକାର?ମନ୍ଦିର ରେ ମଧ୍ୟ ଭୀଷଣ ଜାତିପ୍ରଥା ଥିବାରୁ ପୂର୍ବ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଙ୍କୁ ମଧ୍ୟ ମନ୍ଦିର ଭିତରକୁ ପ୍ରବେଶ ନିଷେଧ ଥିଲା।ରବୀନ୍ଦ୍ରନାଥ ଟାଗୋର ଓ ମୋହନ ଦାସ ଗାନ୍ଧୀ ଏହା ବହୁତ ପୁରୁଣା ବିଷୟ ଅଟେ।ଭାରତରେ ଯଦି ଡାକ୍ତର ବାବା ସାହେବ ଆମ୍ବେଦକର ଜନ୍ମ ଗ୍ରହଣ କରି ନଥାନ୍ତେ,ତାହାହେଲେ ଆଦିବାସୀ,ଦଳିତ,ପଛୁଆବର୍ଗ ବର୍ତ୍ତମାନ ସୁଦ୍ଧା ମୁହଁ ରେ ହାଣ୍ଡି ଓ ପଛରେ ପହଁରା ବାନ୍ଧି ଆଜି ମଧ୍ୟ ଜୀବନ ଯାପନ କରୁ ଥାନ୍ତେ।ଆଉ ଏକ ଆଶ୍ଚର୍ଯ୍ୟ ର କଥା ଆଜି ପୁରା ଭାରତରେ ଯେଉଁ ବର୍ଣ୍ଣ ବ୍ୟବସ୍ଥା ରହିଛି ଯେପରିକି ବ୍ରାହ୍ମଣ,କ୍ଷତ୍ରିୟ, ବୈଶ୍ୟ,ସୁଦ୍ର।ଉକ୍ତ ଚାରି ବର୍ଣ୍ଣ ବ୍ୟବସ୍ଥା ମଧ୍ୟ ରୁ ହିନ୍ଦୁ କେଉଁ ମାନେ? କାରଣ ଉକ୍ତ ଚାରି ବର୍ଣ୍ଣ ଜଗନ୍ନାଥଙ୍କ ମନ୍ଦିରରେ ପ୍ରବେଶ କରନ୍ତି।ତେଣୁ ଯଦି ଚାରି ବର୍ଣ୍ଣ ହିନ୍ଦୁ,ତାହାହେଲେ ଏହି ହିନ୍ଦୁ ମାନଙ୍କ ମଧ୍ୟରେ ସାମାଜିକ ରୂପେ ପୁଅ,ଝିଅ ମାନଙ୍କର ବାହାଘର ପାଇଁ ଅନୁମତି କେବେ ଓ କିଏ ପ୍ରଦାନ କରି ପାରିବେ? ଏବଂ ଦୁଖ ର ବିଷୟ ଯେ ଏ ଜାତିବାଦ ଭାରତରେ ଅନେକ ପୂର୍ବରୁ ପ୍ରଚଳିତ,ଯାହାର ଜ୍ୱଳନ୍ତ ଉଦାହରଣ ଦାସିଆ ବାଉରୀ ଓ ବନ୍ଧୁ ମହାନ୍ତି।କଣ ଏମାନେ ହିନ୍ଦୁ ନ ଥିଲେ?
@@baishnabcharansahoo9119 Semananka jukti anujae, Katha godika thik O khub khatiba ni ki ?
@@baishnabcharansahoo9119 se prakrutare Vedanta dharma kuhajiba
Sri Mandir is open to all Hindus. Former President, Ramanath Kovinda is a Hindu. It is clearly a misleading comment.
@@suryakantarath2537 Sir what about Dasia Bauri?He was not Hindu?
ମହା ଗାଲୁଆ ପାର୍ଟି ହେଉଛି ବିଜେପି
ତଳୁ ଠାରୁ ଉପର ପର୍ୟ୍ଯନ୍ତ ସବୁ...
Sambit patra always utters meaningless version n baseless language to come to front himself An egoistic. Person
Thank you sir
ସମ୍ବିତ ପାତ୍ର କଣ ଜଣେ ଐତିହାସିକ କି ୟୁପି ସ୍କୁଲରେ ପାଠ ପଢାନ୍ତୁ
କଥାରେ ଅଛି ପୁରୀ ରେ ଜାତି ନାହିଁ କଲି କତା ରେ ରାତି ନାହିଁ
Right
ଯିଏ ଜାତି ପ୍ରଥା ପାଳନ କରନ୍ତି ସେମାନଙ୍କ ପାଖରେ ମାନବିକତା ନାହିଁ. ସେମାନେ ସବୁ ସ୍ୱାର୍ଥପର ମନଭାବ ଅଟନ୍ତି
Thank you for this video, please share it properly
This much authenticity we need as a ppl of Odisha i hope Sambit Patra seeing this interview.
Best speech and analysis, thank you sir.
ପ୍ରଥମେ ମନ୍ଦିରରେ ବ୍ରାହ୍ମଣ ଅଛନ୍ତି ଲୋକେ ପୁଜା ପାଠରେ ଜାତି ଖୋଜୁଛନ୍ତି
Ryt
Next cm ଶ୍ରୀକାନ୍ତ ଜେନା
Thanks sir🙏🏻
Srikant sir correctly explaining
Very nice
Sambit patra tauter every time pagala ta Jagannath name re politics karuchi MODI .
Sir you are absolutely right 👍👍👍👍
ସବୁ କଂଗ୍ରେସ ସମୟ ର କଥା କହୁଛନ୍ତି
ଏବେ କଥା କୁହ. ୧୯୪୭ ପୂର୍ବର କଥା କାହିଁ କହିଛନ୍ତି
Very good analysis.
ଜାତି ପ୍ରଥା ରହିବା ଆବଶ୍ୟକ ନହେଲେ ବର୍ଣ୍ଣସଂକର କଣ ରାସ୍ତାରେ ବୁଲିବେ ??
Very good jena sir,for your strong and correct voice
We have faith on Lord Jagannath but not on brahmanbad. Thanks.
ମୁଁ ଆଉ ଥରେ କହୁଛେ. ବିଜେପି ଧର୍ମ ନା ରେ ନିର୍ବାଚନ ଜିତିଛି. ଦଳିତ ଲୋକ ଜଗନ୍ନାଥ ମନ୍ଦିର ରେ ପଶିବା ର କାରଣ. ( ଟଙ୍କା ଆଦାୟ କରୁଛିନ୍ତି.) ଜାତି ପ୍ରଥା କଥା କହିଲେ ଅନେକ କଥା ଅଛି.ସମ୍ବିତ ପାତ୍ର ବାଳ ଟା ଜାଣିଛି.
Good
Jadi Tathya Janinahanti Chup Rahile Bhala Sambit babu Bharat ra Unnati karjyare Lagantu Abisayare Bidesa charcha nakaribaku Anurodha Srikanta Sir Dhanyabada Jai Jagannatha 🙏
Perfect Said Sir 🙏🏻
Informative
❤❤❤
I may request all intellectuals to raise their voice for the state.
Guruswami ❣️❣️❣️.
Jatipratha 100,%
Balabata rahiachhi.
Ramakant AP.
Odisha re jati pratha ghor bhabare achi
Apana thik kahichanti srikanta jena babu
ଆପଣା ଆଜିର କଥା କୁହନ୍ତୁ,ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥାରେ ଆଜି କିନ୍ତୁ ପ୍ରାୟ ଜାତି ପ୍ରଥା ପୁରୀ ରେ ନାହିଁ,ପଥର ରେ ଖୋଡା ହୋଇଥିଲା କେବେ? ସେତେବେଳେ ଯାହା ପ୍ରଥା ଥିଲା ସେତେବେଳେ ତାହା ଲେଖା ଯାଇ ଥାଇ ପାରେ,ଆପଣଙ୍କ ଭଳି କିଛି ଲୋକଙ୍କ ପାଇଁ ପ୍ରତ୍ୟେକ ବିଷୟ କୁ ଜିରା ରୁ ଶିରା କାଢି ସମାଜକୁ ବିଭ୍ରାନ୍ତ କରନ୍ତି,ଆଜିର ଜଗତୀକରଣ କଥା କୁହନ୍ତୁ,ଜଗନ୍ନାଥ ଙ୍କୁ ବିବାଦୀୟ କରନ୍ତୁ ନାହିଁ ଦୟା କରି
🙏🙏🙏🙏🙏
😂😂😂TA JANMA RU SE MICHA KUHE😂😂SAMBIT MICHUA❤❤❤
ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩ଶ୍ରୀକାନ୍ତ ଜେନା ଜଣେ ଉଚ୍ଚ ଶିକ୍ଷିତ ସଠିକ୍ ଭାବେ ସତ୍ୟ ବୁଝେଇଦେଲେ ବିଜେପି ସାଧାରଣତଃ 80% ମନ୍ତ୍ରୀ ଆଉ ଏମପି MLA ଅଶିକ୍ଷିତ ତେଣୁ ସେମାନେ ମହାପ୍ରଭୁ ଙ୍କୁ ନେଇ ଭୁଲ୍ ରାଜନିତୀ କରୁଛନ୍ତି
ଯେତେ ତଥ୍ୟ ପଥ୍ଯ ଦେଲେ କ'ଣ ହେବ ।ସେ ଯା ବୁଝିଛନ୍ତି ତା ଚୁଡାନ୍ତ। ତଥାପି ସାମାଜିକ ନ୍ୟାୟ ପାଇଁ ବଳବତ୍ତର ରହୁ ଉଚ୍ଚାରଣ।5:57
ସମ୍ବିତ ପାତ୍ର କିଛି ନ ଜାଣି କହିଦିଅନ୍ତି
Tame hinsak
Thanks alot ONA khabar.. Many many thanks toSrikanta jena. Opposed sambit patra who don't knows how many zeros in a trillion. a brute liar
Bhul mata diantu nahi
Right, sambit patra jane pagala au on educated
ଗୋବର ପାତ୍ର ଗୋଟେ ପାଗଳ
Gapa kahibare bjp ekk number 😂😂
Patra Puri bhanga khai kahuchanti
सर मैं आपको नमन करता हूं ए विषय पर मैं भी सोचा था
U.r.right sir expose the reality.sambit is a jumlle baji leader.
""ଜାତି ଖୋଜିଲେ ମୁକ୍ତି ନାହିଁ
ମୁକ୍ତି ଖୋଜିଲେ ଜାତି ନାହିଁ ।।""❤
@@surathachandrajena9514 prachalita O Vedanta alaga alaga
Jati nathile prabhu laxmichhada heinathante
Some politicians exploit Caste and Religion for their political gain, which is not accepted by the people of Odisha. They are frustrated now.
Srikanta (Chakranta) jane parama Galua Toutor.
Sethipain name ta ............... Patra😂😂😂
ରାହୁଲ ଗାନ୍ଧିଜୀଙ୍କ ପାଗଳାମି ବିଷୟରେ କିଛି କୁହନ୍ତୁ ଆଜ୍ଞା
To bouku gehuchi modi
Rahul Gandhi pagalami nuhen Tu Nije pagala.....
The teaching of Modi will make your children uneducated
Jhoot bolo bar bar Jhoot bolo ରାହୁଲ ଗାନ୍ଧି bhali jane educated person ku pagal boli prachar kar.
ଅଯଥା ପ୍ରବଚନ। ଦଲିତ୍ ନୁହେଁ ଦଳିତ।
ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଙ୍କ ସିଂହାସନ ସ୍ଥାନ କୂ ଆର୍ଯ୍ୟ ଙ୍କ ସହ sc st obc ଯାଇ ପାରିଲେ ଜାତି ପ୍ରଥା ଉଠିଲା ବୋଲି ଜାଣିବା
BJP= Bharatiya Jatra Party ?
Imithi kohi kohi 6% general odisha ra cm taru arambha Kari Sabu Post re sabu madi basi chanti odisha general lok mane.
Sir କୋଉଠି ପୁରୀ ମନ୍ଦିର ରେ ଜାତି କଥା ଲେଖା ଅଛି... କୋଉଠି ପଥର ରେ ଲେଖା ଅଛି?? ପୁରାଣ ରେ ଥାଇପାରେ... କାଇଁ ଜଗନ୍ନାଥ ଙ୍କୁ ପୁଣି ଟାଣୁଛନ୍ତି.. ସମ୍ବିଡ ବାବୁ କଣ କହିଲେ ଆପଣ କଣ ତାକୁ ବିଶ୍ଳେଷଣ କରୁଛନ୍ତି... କୋଉ କଥା କୂ ନେଇ କୋଉଠି ଥୋଉଛନ୍ତି... ଏମିତି କରି କରି ସବୁ ସାରିଲ ଆଉ ଯେତିକି ଅଛି ସେତକ ବି ଯିବ.. ଏବେ ବି ସମୟ ଅଛି ସୁଧୁରି ଯା ଅ... ଷଡ଼ଯନ୍ତ୍ର କିଏ କରୁଛି ଲୋକେ ସବୁ ବୁଝୁଛନ୍ତି..
Useless and wrong statements of Dharmendra Pradhan and Sambit Patra always before the media
Hindu Hinksaka ..? Yes OR NO
Jabab de
BJP Hatao Odisha bachao
Kn pain bhai apan Mane ta sarakar new karichati ....Abe sambhala bjp ku
Sambit Patra 👽
Tame jadi ହିନ୍ଦୁ ତମେ ହିଂଶକ ପପୁ ଲହିଛନ
କେବେ ଥିଲା ଏବେ ନାହିଁ
Sambit patra mp.parliament re jahakahile taha bhul thila
Sambit patro read
Odisha history properly then speak in parliament don't talk nonsense
ଜାତି ପ୍ରଥା ଥିଲେ କୋଠ ଭୋଗ ହୋଇଥାନ୍ତା କି ମାନନୀୟ ଶ୍ରୀକାନ୍ତ ବାବୁ ।
ହିନ୍ଦୁ କୁ ଧର୍ମ ହିସାବରେ ନିଆଯାଏ କିନ୍ତୁ ଜାତି ଅଲଗା
ଜଗନ୍ନାଥ ମନ୍ଦିରରେ ଧର୍ମ ଭିତ୍ତିରେ ଭେଦ ଅଛି କିନ୍ତୁ ଜାତି ଭିତ୍ତିରେ ନୁହେଁ ।ଆମ୍ବେଦକର ବୌଦ୍ଧ ଥିଲେ ତ
ସେଇଥି ପାଇଁ ବୋଧେ ।
ଶ୍ରୀ କାନ୍ତ ଜେନା ଙ୍କର ବକ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।ଜାତିପ୍ରଥା,ଯୈ।ତୁକ ପ୍ରଥା ,ସମାଜର କଳଙ୍କ କହିଲେ ଅତ୍ୟୁକ୍ତି ହେବ ନାହିଁ ।।
ସମ୍ବିଧାନର ବ୍ୟବସ୍ଥା ମଧ୍ୟ ଜାତିପ୍ରଥା ଉଲ୍ଲେଖ ଅଛି । ଧାର୍ମିକ ସଙ୍ଗଠନରେ ଏହା ଭୀଷଣାକୃତି ରୂପ ଧାରଣ କରିଛି।କେବଳ
ବ୍ୟବସାୟିକ ସସ୍ଥାନ,ଯାତାୟତ, ହୋଟେଲ ଆଦି ଏହାର ଥଳକୂଳ ପାଏନା ।ଏହା ଏକ ବ୍ୟାଧି ଅଟେ ।ଏହାର ରିମେଡି ଅସମ୍ଭବ ଲାଗୁଛି ।କାରଣ ଏହାର ଭୟଙ୍କର ବ୍ୟାପକତା ସୀମା ପାର କରିଛି ।😢
You cannot be Congress president,sir
Sambit patra micha kahanti
Kichi nua katha nuha
Apna thik janinahanti
Dr Sambit Patra and Sri Dharmendra Pradhan always give their statements in very confusing and demotivating way..
Courageous man Srikant you are dare enough to reply to Sambit patra. Who is giving absolutely wrong statement about caste feelings. There is a lot of cast feeling in ordisha. There is no allowed to enter into in jagannath temple. How can Sambit patra dare enough to give a wrong statement that tere is no cast feeling. Should be corrected in his saying.
Congratulations to Srikanth Jena who dare enough to correct Sambit patra.
Jati ganana odishare need.
Sambit Patra Kuhalia & Galua Neta
Amadani neta sasmit Patra odia asmita. M p
Indira begum khan ku bhi sri mandir k nahi jaike dai thile
Excited Sambit speaks simply to cover his mistake for telling Jagannath is the devote of Modiji.
No cateiBJP is ardh shikhit and Congress is ashikhit. Srikant is aflop leader for odisha. No contribution during his minustry and Congress tenure. Betrayed Odisha. Now again trying to devide odia people.
Ratha Jatra re Kou Jaati thaye... Senior leader should tell about it.
ତୁମେ କିଛି କହିପାରିବ ନାହିଁ,ଏତେ ଗପୁଛ କାହିଁକି?ଗାଲୁଆ ନେତା,ତୋ ଦଳ କ୍ଷମତାରେ ଥିଲାବେଳେ ଗଣିଲନି😂
୫୦ ବର୍ଷ ରେ ଦେଶ ଲୁଟିବା ଓ ଘରେ ଘରେ ଉତ୍ତମ ସେବା ଦେଇଥିବା କଥା ଲୋକେ ଭୂଲି ନାହାନ୍ତି
ସେଇ କଥା କହୁଥା ସତ କଣ ଜଣନି
Pratyok loka jeunmane modi birodhi semananka pachha jaluchi . After 24 year's what are you doing.
ସିରକାଣ୍ଟ ଥୀକ କଉଚେ l