Odisha Chief Minister Inaugurates Babasaheb Bhimrao Ambedkar Bus Terminal At Baramunda, Bhubaneswar

แชร์
ฝัง
  • เผยแพร่เมื่อ 12 ต.ค. 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #Odisha #bhubaneswar

ความคิดเห็น • 157

  • @BaisakhiSahoo-bo1kx
    @BaisakhiSahoo-bo1kx 7 หลายเดือนก่อน +2

    ଧନ୍ୟ ତୁମେ ଓଡିଶା ର ପ୍ରବାଦ ପୁରୁଷ ବିଜୁ ବାବୁ ଏହିଭଳି ଜଣେ ସୁଯୋଗ୍ୟ ସନ୍ତାନ ଓଡିଶା ବାସୀ ଙ୍କୁ ଦେଇ ଥିବାରୁ.

  • @KalpanamanjariBehera-c6v
    @KalpanamanjariBehera-c6v 7 หลายเดือนก่อน +1

    ଧନ୍ୟବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @ajitkabiraj8035
    @ajitkabiraj8035 7 หลายเดือนก่อน +2

    ମୁଖ୍ୟମନ୍ତ୍ରୀ ବହୁତ ସୁନ୍ଦର କାମ କରୁଛନ୍ତି ଜୟ ବିଜେଡି

  • @Nilamprasad528
    @Nilamprasad528 7 หลายเดือนก่อน +1

    ଏହି ଲୋକାର୍ପଣ ଉତ୍ସବରେ ବହୁ ସଂଖ୍ୟାରେ ସାଧାରଣ ଜନତା ଯୋଗ ଦେଇଥିଲେ ତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

  • @AshishNayak-fy9cz
    @AshishNayak-fy9cz 7 หลายเดือนก่อน +1

    ଓଡିଶା ବାସୀ ଙ୍କ ସ୍ବପ୍ନ କୁ ବାସ୍ତବ ରୂପ ଦେଇଛନ୍ତି ଓଡିଶା ର ବିକାଶ ପୁରୁଷ ଆମ ସମସ୍ତଙ୍କ ଅତି ଆପଣାର ମଣିଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 7 หลายเดือนก่อน

    Thnkuful for having such supporter and responsible cm in our state

  • @vapianjali8901
    @vapianjali8901 4 หลายเดือนก่อน

    Thank you sir
    God bless you
    Dr Babasaheb Ambedkar Bus Terminal
    Thank you Naveen sir

  • @BaisakhiSahoo-bo1kx
    @BaisakhiSahoo-bo1kx 7 หลายเดือนก่อน +1

    ଓଡିଶା ରୂପାନ୍ତର ର ରୂପକାର ନୂଆ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଓଡିଶା ବାସୀ ଙ୍କୁ ନୂଆ ବସ ଟର୍ମୀନାଲ କରି ଉପହାର ଦେଇଛନ୍ତି l

  • @KalpanamanjariBehera-c6v
    @KalpanamanjariBehera-c6v 7 หลายเดือนก่อน

    ଜୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର୍ l

  • @KalpanamanjariBehera-c6v
    @KalpanamanjariBehera-c6v 7 หลายเดือนก่อน

    ଜୟ ଜଗନ୍ନାଥ ।। ଜୟ ଶ୍ରୀ ରାମ ।।

  • @raja_dash006
    @raja_dash006 7 หลายเดือนก่อน

    Bahut bahut dhanyawad ama Naveen sir nka ehi prachesta ku.

  • @Sumitadas2211
    @Sumitadas2211 7 หลายเดือนก่อน

    🥳🥳Rupantarano ro anonyo kirti heuchi barmunda bus stand 😻💗💫🙌💖

  • @Sumitadas2211
    @Sumitadas2211 7 หลายเดือนก่อน +2

    😻Vimrao ambedkor torminal bus stand adhiko akorsito heichi manyoboro mukhya montri nko ehi bholi bikaso ro karjyo duara 🤗🤗🤗🤗

  • @Sumitadas2211
    @Sumitadas2211 7 หลายเดือนก่อน

    Ambedkar bus stand adhiko sundhoro , susojito heichi ehi karjyo ku nagoriko mane khub adorito korichanti 😻😍🤩🙏

  • @AshishNayak-fy9cz
    @AshishNayak-fy9cz 7 หลายเดือนก่อน

    ମହାପ୍ରଭୁ ଜଗନ୍ନାଥ ଙ୍କ କରୁଣା ଓ ଓଡିଶା ବାସୀ ଙ୍କ ଆଶୀର୍ବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପରେ ସବୁବେଳେ ବର୍ଷୁ ଥାଉ!

  • @BaisakhiSahoo-bo1kx
    @BaisakhiSahoo-bo1kx 7 หลายเดือนก่อน

    ମାନ୍ୟବର ନବୀନ ବାବୁଙ୍କ ବଳିଷ୍ଠ ନେତୃତ୍ୱ, ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟଦକ୍ଷତା ଏବଂ ଉଚ୍ଚ ଚିନ୍ତାଧାରା ପାଇଁ ଓଡ଼ିଶା ଆଜି ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ।

  • @bhaktamahananda2605
    @bhaktamahananda2605 7 หลายเดือนก่อน

    🙏🙏🙏🎉🎉🎉💐💐💐ଧନ୍ୟବାଦ 💐💐💐

  • @raja_dash006
    @raja_dash006 7 หลายเดือนก่อน

    Naveen Babu nka bada fan odisha basi ama odisha ku a bhali niswarth para au janata nka hita sadhana pain karjya karuthiba neta bahut jaruri.

  • @BaisakhiSahoo-bo1kx
    @BaisakhiSahoo-bo1kx 7 หลายเดือนก่อน

    ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଅତୁଳନୀୟ ନବୀନ ପଟ୍ଟନାୟକଙ୍କ ବିନା ଓଡ଼ିଶାରେ ଏତେ ବିକାଶ ହେଇପାରିବା ଅସମ୍ଭବ ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅଶେଷ ଅଶେଷ ଧନ୍ୟବାଦ l

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 7 หลายเดือนก่อน

    Naveen pattnaik sir soon going to represent odisha in no 1 position

  • @Ankitasubudhi04
    @Ankitasubudhi04 7 หลายเดือนก่อน

    ବାବା ସାହେବ ଙ୍କ ପ୍ରତି ଓଡିଶାବସିଙ୍କ ଏହା ହେଉଛି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

  • @AparnaDas-p3n
    @AparnaDas-p3n 7 หลายเดือนก่อน +1

    Aama pai se bhagaban

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 7 หลายเดือนก่อน

    Due to his such struggle towards the state he is loved and respected by everyone

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 7 หลายเดือนก่อน

    On the occasion of the inauguration, the Chief Minister said that this bus terminal will succeed in providing better services to the passengers and Bhubaneswar will become an important landmark as well as a new identity in Odisha.

  • @Nilamprasad528
    @Nilamprasad528 7 หลายเดือนก่อน

    ଆଧୁନିକ ଯନ୍ତ୍ରପାତି ଓ ଜ୍ଞାନ କୌଶଳରେ ରେ ନିର୍ମିତ ବସ୍ ଟର୍ମିନାଲ ରେ ରାଜ୍ୟ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀ ମାନକଙ୍କ ପାଇଁ ବିଶ୍ରାମଗାର ଓ ସୌଚାଳୟ ବ୍ୟବସ୍ଥା କରାଯାଇଛି।

  • @KrrishDevRaazDas-ew3wg
    @KrrishDevRaazDas-ew3wg 7 หลายเดือนก่อน

    ଏହି ବସଟାରମିନାଲରେ ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା ମଧ୍ୟ୍ୟ ରଖାଯାଇଛି। ଏହି ସ୍ୱାସ୍ଥ୍ୟସେବା ଦୁଇଜଣ ଡାକ୍ତର ଓ ଦୁଇଜଣ ସେବିକାଙ୍କ ଦ୍ୱାରା ପରିଚାଳିତ ହେବ।

  • @kavuribheemarao8480
    @kavuribheemarao8480 7 หลายเดือนก่อน

    Jaibheem

  • @Ankitasubudhi04
    @Ankitasubudhi04 7 หลายเดือนก่อน

    ବରମୁଣ୍ଡା ରେ ଟର୍ମିନାଲ କରି ଯାତ୍ରୀ ମାନଙ୍କୁ ବହୁତ ସୁବିଧା ଯୋଗାଇ ଦେଇଛନ୍ତି ମାନ୍ୟବର ମୂଖମନ୍ତ୍ରୀ

  • @KalpanamanjariBehera-c6v
    @KalpanamanjariBehera-c6v 7 หลายเดือนก่อน

    ଏବେ ଯିବା ଆସିବାରେ ବହୁତ୍ ସୁବିଧା ପାଇବେ ଲୋକମାନେ ଓ ଲୋକମାନଙ୍କୁ ଖୁସି ଦେଖି ମୁଖ୍ୟମନ୍ତ୍ରୀ ଖୁସି ହେଉଛନ୍ତି l

  • @raja_dash006
    @raja_dash006 7 หลายเดือนก่อน

    Bahut bahut garbita aaji odisha sarkar nka pain odisha basi.

  • @Nilamprasad528
    @Nilamprasad528 7 หลายเดือนก่อน

    ଆଜି ଭୁବେନେଶ୍ଵର ଆନ୍ତରାଷ୍ଟ୍ର ବରମୁଣ୍ଡା ବସ୍ ଟର୍ମିନାଲ ର ଶୁଭାରମ୍ଭ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @Nilamprasad528
    @Nilamprasad528 7 หลายเดือนก่อน

    ଭୁବନେଶ୍ବର ସହର କୁ ଏକ ଉନ୍ନତ ଓ ଆଧୁନିକ ସହର ରେ ପରିଣତ କରିବାର ଲକ୍ଷ୍ୟ ରଖିଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @BaisakhiSahoo-bo1kx
    @BaisakhiSahoo-bo1kx 7 หลายเดือนก่อน

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ ଗୋଟିଏ ଆଶୀର୍ବାଦ ଆଉ ସେହି ଆଶୀର୍ବାଦକୁ ପାଇ ଓଡ଼ିଶା ବାସୀ ବହୁତ ଖୁସି.

  • @Nilamprasad528
    @Nilamprasad528 7 หลายเดือนก่อน

    ଆଜି ଭୁବେନେଶ୍ଵର ଆନ୍ତରାଷ୍ଟ୍ର ବରମୁଣ୍ଡା ବସ୍ ଟର୍ମିନାଲ ର ଲୋକାର୍ପଣ ହୋଇଛି ।

  • @BaisakhiSahoo-bo1kx
    @BaisakhiSahoo-bo1kx 7 หลายเดือนก่อน

    ଭୁବନେଶ୍ୱରର ଏକ ଗୁରୁତ୍ଵପୂର୍ଣ୍ଣ ଲ୍ୟାଣ୍ଡମାର୍କ ହୋଇ ରହିବା ସହ ସାରା ଓଡ଼ିଶାରେ ଏକ ନୂଆ ପରିଚୟ ହେବ ।

  • @BaisakhiSahoo-bo1kx
    @BaisakhiSahoo-bo1kx 7 หลายเดือนก่อน

    ମାନ୍ୟବର ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଓଡିଶା ବାସୀ ଆଜି ଅନ୍ତରରୁ କୃତଜ୍ଞତା ଜ୍ଞାପନ କରିଛନ୍ତି.

  • @Sumitadas2211
    @Sumitadas2211 7 หลายเดือนก่อน

    Chomokila baromunda bus stand 🤩😍😻

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 7 หลายเดือนก่อน

    Not only in Bermuda, our Chief Minister has laid emphasis on the transportation of almost all the districts, Lakshmi Bus Service has built small bus stations in the districts and launched them for the people.

  • @raja_dash006
    @raja_dash006 7 หลายเดือนก่อน

    Sarkar nka ehi chesta aaji sampurna udaharana karideichanti ama odisha pain.

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 7 หลายเดือนก่อน

    The terminal will succeed in providing better services to the passengers, Bhubaneswar Bus Terminal can be recognized as the first bus terminal in the world.

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 7 หลายเดือนก่อน

    We all are greatful towards Naveen pattnaik sir for bringing such facilities for odisha and odisha's people

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 7 หลายเดือนก่อน

    Bermuda Bus Terminal was a dream come true for Chief Minister Naveen Patnaik!

  • @Sumitadas2211
    @Sumitadas2211 7 หลายเดือนก่อน

    😍😍Barmunda bus stand ro lokarpono usobo re jogo dan deithiba bohu sankhyo ko jonata manyoboro mukhya montri nabin pattnayak dhanyabad gyapono korichanti 😻😻😻😻🙏🙏🙏

  • @AshishNayak-fy9cz
    @AshishNayak-fy9cz 7 หลายเดือนก่อน

    ବାବାସାହେବ ଭୀମରାଓ ଆମ୍ବେଦକର ଅନ୍ତରାଜ୍ୟ ବସ ଟାର୍ମୀନାଲ ଦେଶ ର ବିଜେପି ଶାସିତ ରାଜ୍ୟ ପାଇଁ ଏକ ଉଦାହରଣ!

  • @KrrishDevRaazDas-ew3wg
    @KrrishDevRaazDas-ew3wg 7 หลายเดือนก่อน

    ୨୪ ବର୍ଷ ତଳର ଓଡ଼ିଶା ଆଉ ବର୍ତ୍ତମାନ ର ଓଡ଼ିଶା ମଧ୍ୟରେ ଦେଖାଦେଇଛି ବହୁତ ବଡ଼ ପରିବର୍ତ୍ତନ, ଏହା କେବଳ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ହୋଇ ପାରିଛି l

  • @raja_dash006
    @raja_dash006 7 หลายเดือนก่อน

    Sarkar nka ehi Sima hian prayash re sara odisha basi upakruta hoiparuchanti.

  • @KalpanamanjariBehera-c6v
    @KalpanamanjariBehera-c6v 7 หลายเดือนก่อน

    ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀ ମାନଙ୍କ ପାଇଁ ସବୁବେଳେ ସୁବିଧା କରୁଛନ୍ତି l

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 7 หลายเดือนก่อน

    We all are there with you Naveen pattnaik sir...keep doing and keep growing

  • @KrrishDevRaazDas-ew3wg
    @KrrishDevRaazDas-ew3wg 7 หลายเดือนก่อน

    ଭୁବନେଶ୍ବର ସହର କୁ ଏକ ଉନ୍ନତ ଓ ଆଧୁନିକ ସହର ରେ ପରିଣତ କରିବାର ଏକ ଲକ୍ଷ୍ୟ ଳରେ ଆଗେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @raja_dash006
    @raja_dash006 7 หลายเดือนก่อน

    Sarkar nka pari sachot imandari premi nku loke anusarana kari chalichanti.

  • @Sumitadas2211
    @Sumitadas2211 7 หลายเดือนก่อน

    😯😯Ehi bus re bibihno subhida modhyo rohichi jotha wash room ,health center, police center amo bhabiba tu adhiko subhida rohichi bus re 👏👏👌👌💫🥳

  • @AshishNayak-fy9cz
    @AshishNayak-fy9cz 7 หลายเดือนก่อน

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଓଡିଶା ର ଆଧୁନିକ ଗମନାଗମନ ପାଇଁ ଏହି ବସ ଟାର୍ମୀନାଲ ଏକ ବଡ଼ ଉପହାର!

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 7 หลายเดือนก่อน

    In this bus terminal, the system of health care has been put in place. This health service will be managed by two doctors and two nurses.

  • @KrrishDevRaazDas-ew3wg
    @KrrishDevRaazDas-ew3wg 7 หลายเดือนก่อน

    ଏହି ବସ ଟାର୍ମୀନାଲ ରେ ଯାତ୍ରୀଙ୍କ ସ୍ବାସ୍ଥ୍ୟ, ପାଇଁ ଡାକ୍ତର ଙ୍କ ସୁବିଧା ସହିତ ମିଶନ ସକ୍ତି କେଫେର ଖାଦ୍ୟ ଓ ପାନୀୟ ଜଳ ସୁବିଧା ରହିଛି l

  • @Ankitasubudhi04
    @Ankitasubudhi04 7 หลายเดือนก่อน

    ବାବା ସାହେବ ଙ୍କ ଅବଦାନ ସମ୍ପର୍କ ରେ ସମସ୍ତଙ୍କୁ ସଚେତନ କରିବା ଉଦେଶ୍ୟ ବସ ଟର୍ମିନାଲ ଭିତରେ ବାବା ସାହେବଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଧାରିତ ଏକା ଗ୍ୟାରେଲି ନିର୍ମାଣ କରାଯାଇଛି

  • @raja_dash006
    @raja_dash006 7 หลายเดือนก่อน

    Naveen babu nka ehi chesta sara odisha ku agaku nebare sahojog karichhi.

  • @Nilamprasad528
    @Nilamprasad528 7 หลายเดือนก่อน

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବରମୁଣ୍ଡା ବସ ଟାର୍ମୀନାଲ ଏକ ସ୍ବପ୍ନ ଥିଲା ଯାହା ଆଜି ବାସ୍ତବରେ ପରିଣତ ହୋଇଛି ।

  • @Ankitasubudhi04
    @Ankitasubudhi04 7 หลายเดือนก่อน

    ଓଡିଶା ବାସୀ ଙ୍କ ପାଇଁ ଆଜି ଏକ ଆନନ୍ଦ ର ଦିନ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ବାସୀ ଙ୍କୁ ସମର୍ପଣ କରିଛନ୍ତି ବରମୁଣ୍ଡା ବସ ଟାର୍ମୀନାଲ!

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 7 หลายเดือนก่อน

    The bus terminal has a Mission Sakti Cafe food and drinking water facility along with medical facilities for the health of the passengers.

  • @KrrishDevRaazDas-ew3wg
    @KrrishDevRaazDas-ew3wg 7 หลายเดือนก่อน

    ଓଡ଼ିଶାରେ ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଏବଂ ଲୋକମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଏକମାତ୍ର ସରକାର ବିଜେଡି ସରକାର ।ଓଡିଶା ମାଟିରେ ବିକାଶର ବିନ୍ଧାଣୀ ସାଜି ଗୋଟେ ପରେ ଗୋଟେ ବିକାଶମୁଖୀ କାମ କରିଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @raja_dash006
    @raja_dash006 7 หลายเดือนก่อน

    Sarkar nka lakshya loka hita sadhana pain sabubele.

  • @Nilamprasad528
    @Nilamprasad528 7 หลายเดือนก่อน

    ବରମୁଣ୍ଡା ବସ ଟାର୍ମୀନାଲ ରେ ଯାତ୍ରୀଙ୍କ ସ୍ବାସ୍ଥ୍ୟ, ପାଇଁ ଡାକ୍ତର ଙ୍କ ସୁବିଧା ସହିତ ମିଶନ ଶକ୍ତି କେଫେର ଖାଦ୍ୟ ଓ ପାନୀୟ ଜଳ ସୁବିଧା ରହିଛି ।

  • @KalpanamanjariBehera-c6v
    @KalpanamanjariBehera-c6v 7 หลายเดือนก่อน

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶ କରୁଛନ୍ତି । ତାଙ୍କର ବିକାଶ ଫଳରେ ଓଡିଶା ଆଜି ବହୁତ୍ ଆଗକୁ ବଢ଼ିବାରେ ଲାଗିଛି ଓଡ଼ିଶା l

  • @CalmIslandRetreat-uv9yk
    @CalmIslandRetreat-uv9yk 7 หลายเดือนก่อน

    Jay jagannath Manyabara mukyamantri nka sundara karjya dekhi

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 7 หลายเดือนก่อน

    Naveen pattnaik sir will surely make odishaa a better version of itself

  • @BaisakhiSahoo-bo1kx
    @BaisakhiSahoo-bo1kx 7 หลายเดือนก่อน

    ବସଷ୍ଟାଣ୍ଡ ରେ ଯାତ୍ରୀ ମାନଙ୍କ ପାଇଁ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ଏବଂ ଔଷଧ ମାଗଣାରେ ଯୋଗାଇଦିଆଯିବା ର ବ୍ୟବସ୍ଥା କରିଛନ୍ତି।

  • @raja_dash006
    @raja_dash006 7 หลายเดือนก่อน

    Sarkar nka bhaba bhakti hin loka nka drusti akarsana karichhi.

  • @Ankitasubudhi04
    @Ankitasubudhi04 7 หลายเดือนก่อน

    ଆଉ ବସ କୁ ଆପେକ୍ଷା କରିବା କଷ୍ଟକର ହେବ ନାହିଁ ବୋଲି ସୁବିଧା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ

  • @Ankitasubudhi04
    @Ankitasubudhi04 7 หลายเดือนก่อน

    ବରମୁଣ୍ଡା ବସ ଷ୍ଟାଣ୍ଡ ରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @Nilamprasad528
    @Nilamprasad528 7 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବରମୁଣ୍ଡା ବସ୍ ଷ୍ଟାଣ୍ତରେ ଓଡ଼ିଆରେ ଲିଖିତ ଉପଯୁକ୍ତ ସାଇନ୍ ବୋଡ଼ ଓ ମାନଚିତ୍ର ବ୍ୟବସ୍ଥା କରାଯାଇଛି ।

  • @Ankitasubudhi04
    @Ankitasubudhi04 7 หลายเดือนก่อน

    ଏହା ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ସହ ରାଜଧାନୀ ଭୁବନେଶ୍ୱରର ଏକା ଗୁରୁତ୍ୟପୂର୍ଣ ଲାଣ୍ଡମାର୍କ ହୋଇ ରହିବ

  • @KrrishDevRaazDas-ew3wg
    @KrrishDevRaazDas-ew3wg 7 หลายเดือนก่อน

    କଥାରେ ନୁହଁ କାମରେ ବିଶ୍ୱାସ କରୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ କରି ସାରା ଦେଶରେ ଏକ ନମ୍ବର ସରକାରଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି l

  • @KrrishDevRaazDas-ew3wg
    @KrrishDevRaazDas-ew3wg 7 หลายเดือนก่อน

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ବରମୁଣ୍ଡା ବସ ଟାର୍ମୀନାଲ ଏକ ସ୍ବପ୍ନ ଥିଲା ଯାହାକୁ ବାସ୍ତବ ରୂପ ଦେଇଛନ୍ତି!

  • @meherpaltasingh6756
    @meherpaltasingh6756 7 หลายเดือนก่อน

    Jai Bhim...Jai Bjd

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 7 หลายเดือนก่อน

    Proud of you Naveen pattnaik sir...jai Naveen jai BJD

  • @KrrishDevRaazDas-ew3wg
    @KrrishDevRaazDas-ew3wg 7 หลายเดือนก่อน

    ଟର୍ମିନାଲ ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବାରେ ସଫଳ ହେବ, ଭୁବନେଶ୍ୱର ବସ ଟାର୍ମିନାଲ ବିଶ୍ୱରେ ପ୍ରଥମ ବସ ଟାର୍ମିନାଲ ଭାବେ ପରିଚୟ ପାଇପାରିବ.

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 7 หลายเดือนก่อน

    Naveen pattnaik sir never leave his people hands no matter what the condition is

  • @KrrishDevRaazDas-ew3wg
    @KrrishDevRaazDas-ew3wg 7 หลายเดือนก่อน

    ଉଦ୍‌ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବସ୍‌ ଟର୍ମିନାଲ ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବାରେ ସଫଳ ହେବ ଏବଂ ଭୁବନେଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡମାର୍କ ହୋଇ ରହିବା ସହିତ ସାରା ଓଡିଶାରେ ଏକ ନୂଆ ପରିଚୟ ହେବ।

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 7 หลายเดือนก่อน

    There has been a big change between the Odisha of 24 years ago and the Odisha of today, it has only happened for the Chief Minister.

  • @Nilamprasad528
    @Nilamprasad528 7 หลายเดือนก่อน

    ଭୁବନେଶ୍ୱର ଆନ୍ତରାଷ୍ଟ୍ର ବରମୁଣ୍ଡା ବସ୍ ଟର୍ମିନାଲରେ ଯାତ୍ରୀ ମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆମ ପ୍ରୀୟ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ।

  • @CalmIslandRetreat-uv9yk
    @CalmIslandRetreat-uv9yk 7 หลายเดือนก่อน

    Ambedkar bus stand ku rupantri kari nabin babu pratek jatri mananku manare khusi anideichhanti

  • @Sumitadas2211
    @Sumitadas2211 7 หลายเดือนก่อน

    Bhubaneswar ru baripoda jauthiba bus ti su sojito hoichi puspo malyo 🌻🌼🥀re manyoboro mukhya montri nabin pattnayak nko ehi karjyo khub prosansio 💖👏👍👌

  • @raja_dash006
    @raja_dash006 7 หลายเดือนก่อน

    Sarkar nka ehi subidha sujok loka nka adhura swopna ku purana karichhi.

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 7 หลายเดือนก่อน

    Chief Minister Naveen Patnaik is leading Bhubaneswar with a goal of making it a better and modern city

  • @KalpanamanjariBehera-c6v
    @KalpanamanjariBehera-c6v 7 หลายเดือนก่อน

    ଯାହା ବିରୁଧି ଦଳ ନେତା ମାନେ କହୁଛନ୍ତି ତାହା କରୁନାହାନ୍ତି ଆଉ ଖାଲି ଭାଷଣ ଦେଇଶିଖୁଛନ୍ତି l

  • @Sumitadas2211
    @Sumitadas2211 7 หลายเดือนก่อน

    🤗Barmunda bus stand ku etihaso rochile manyoboro mukhya montri nabin pattnayak 🤩🙏🤩

  • @BaisakhiSahoo-bo1kx
    @BaisakhiSahoo-bo1kx 7 หลายเดือนก่อน

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶର ବିନ୍ଧାଣୀ । ତାଙ୍କର ବିକାଶ ଫଳରେ ଓଡିଶା ଆଜି ବିକସିତ ଓଡ଼ିଶା ରେ ପରିଣତ ହୋଇଛି ।

  • @Ankitasubudhi04
    @Ankitasubudhi04 7 หลายเดือนก่อน

    ଭୁବନେଶ୍ଵର ରୁ ବାରିପଦା ଯାଉଥବା ବସ ଟି ପୁଲ ମଲା ରେ ସୁସଜିତ ହୋଇଛି

  • @Sumitadas2211
    @Sumitadas2211 7 หลายเดือนก่อน

    Mo bus godisarila pore bhubaneswar ro baripoda ku jauthiba bus ku mukhya montri nabin babu sabujo potaka dei subharonbho korile 💫💗👍

  • @KalpanamanjariBehera-c6v
    @KalpanamanjariBehera-c6v 7 หลายเดือนก่อน

    ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେବି ଅଧାଵାଟରେ ଛାଡିନାହାଁନ୍ତି ଲୋକଙ୍କ ବିପଦ ସମୟରେ ସାହାଯ୍ୟ କରୁଛନ୍ତି l

  • @raja_dash006
    @raja_dash006 7 หลายเดือนก่อน

    Loka nka agraha ku badhai bar eha eka sarkar nka chesta.

  • @KalpanamanjariBehera-c6v
    @KalpanamanjariBehera-c6v 7 หลายเดือนก่อน

    ମୁଖ୍ୟମନ୍ତ୍ରୀ ଯାହା କହୁଛନ୍ତି ତାହା କାରିକି ଦେଖେଉଛନ୍ତି ଏହାକୁ କହନ୍ତି ଯେ ମୁଖ୍ୟମନ୍ତ୍ରୀ l

  • @Ankitasubudhi04
    @Ankitasubudhi04 7 หลายเดือนก่อน

    ସାରା ଓଡିଶା ରେ ଏହି ବସ ଟର୍ମିନାଲ ଏକା ନୁଆ ପରିଚୟ ସୃଷ୍ଟି କରିବ

  • @bibunakumar47
    @bibunakumar47 7 หลายเดือนก่อน

    Jai bhim

  • @Nilamprasad528
    @Nilamprasad528 7 หลายเดือนก่อน

    ଓଡ଼ିଶାରେ ଲୋକମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଏକମାତ୍ର ସରକାର ବିଜେଡି ସରକାର । ଓଡିଶା ରେ ଗୋଟେ ପରେ ଗୋଟେ ବିକାଶମୁଖୀ କାମ କରିଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @Sumitadas2211
    @Sumitadas2211 7 หลายเดือนก่อน

    😻75 barso sasono pore barmunda bus stand ti ambedkar namo re namito korichanti nabin babu baba saheb vimrao ambedkar nko pai odisha sarkar nabin babunko torof ru sradhanjoli 🙏🙏🤩😍

  • @CalmIslandRetreat-uv9yk
    @CalmIslandRetreat-uv9yk 7 หลายเดือนก่อน

    Barmuda bus stand ra rupantikarana odisha ra pragati gatha barnana karuchhi

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 7 หลายเดือนก่อน

    Naveen pattnaik sir always think of his own people before taking any decision

  • @KalpanamanjariBehera-c6v
    @KalpanamanjariBehera-c6v 7 หลายเดือนก่อน

    ଆଉ କିଛି ଲୋକମାନେ ଖାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋଷ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି ଓଡ଼ିଶା ବାସୀଙ୍କ ପାଇଁ l

  • @IndraApata
    @IndraApata 7 หลายเดือนก่อน

    As a odia iam disappointed with the name of busstand