JISU DAYA SAGARA || ଯୀଶୁ ଦୟା ସାଗର ||AMIT PANI || NEW CHRISTIAN SONG || MALAYA NAIK | STUDIO VERSION
ฝัง
- เผยแพร่เมื่อ 9 ต.ค. 2024
- JISU DAYA SAGARA ||AMIT PANI || NEW CHRISTIAN SONG || MALAYA NAIK || STUDIO VERSION
@AmitPaniOfficial
"FOR BETTERSOUND CLARIT USE HEADPHONES"
ପ୍ରତ୍ୟେକ ଖ୍ରୀଷ୍ଟ ପ୍ରେମି ମାନଙ୍କୁ ପ୍ରଭୁଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ମୋର ନମସ୍କାର ମୁଁ ମଳୟ ନାଏକ। ପ୍ରଭୁ ଦୟା କରି ଆଉ ଗୋଟିଏ ନୂତନ ଖ୍ରୀଷ୍ଟୀୟ ଭକ୍ତି ଗୀତ ପ୍ରସ୍ତୁତ କରିବା ପାଇଁ ଅନୁଗ୍ରହ କଲେ । MN Music ତରଫରୁ ଆପଣ ମାନଙ୍କୁ ଭେଟି ଦେଉଛୁ ଏକ ଭିନ୍ନ ଧରଣର "ଯୀଶୁ ଦୟା ସାଗର" ଗୀତ।
Full Lyrics:
ଯୀଶୁ ଦୟାସାଗର ମୋ କ୍ଷମା ସାଗର.. ସେହି ଯେ ମୋହର ଶାନ୍ତିର ଆଧାର..
ଯୀଶୁ ବିନା ମୁକ୍ତି ନାହିଁ ଜୀବନେ ମୋର.. ତାଙ୍କ ବିନା ଶାନ୍ତି ନାହିଁ ଜୀବନେ ମୋର
ଯୀଶୁ ଦୟାସାଗର ମୋ କ୍ଷମା ସାଗର.. ସେହି ଯେ ମୋହର ଶାନ୍ତିର ଆଧାର..
"ଯୀଶୁ ବିନା ମୁକ୍ତି ନାହିଁ ଜୀବନେ ମୋର ତାଙ୍କ ବିନା ଶାନ୍ତି ନାହିଁ ଜୀବନେ ମୋର"(୨ଥର)
"ଏତେ ପ୍ରେମ କଲ ପ୍ରଭୁ ଏତେ ଦୟା କଲ ନିଜେ ହତ ହୋଇ ମୋତେ କରିଲ ଉଦ୍ଧାର" (2)
ବିପଦେ ଆପଦେ... ନାନା ସଙ୍କଟରେ ପଡ଼ିଥିଲି ମୁଁ ଯେ ... ପାପର ପଙ୍କରେ
"ହୋଇ ମୋ ଚାଳକ ହୋଇ ମୋ ପାଳକ"(୨ଥର) କରିଲ ଉଦ୍ଧାର... ମୋତେ କରିଲ ଉଦ୍ଧାର
ଯୀଶୁ ଦୟାସାଗର ମୋ କ୍ଷମା ସାଗର.. ସେହି ଯେ ମୋହର ଶାନ୍ତିର ଆଧାର..
"ଯୀଶୁ ବିନା ମୁକ୍ତି ନାହିଁ ଜୀବନେ ମୋର.. ତାଙ୍କ ବିନା ଶାନ୍ତି ନାହିଁ ଜୀବନେ ମୋର"(୨ଥର)
"କେତେ କଷ୍ଟ ସହି ପ୍ରଭୁ ମୋତେ ରକ୍ଷା କଲ ମୋର ସୁଖ ପାଇଁ ପ୍ରଭୁ ସବୁ ସହିଗଲ" (2)
ଆସିଲେ ବି ଦୁଃଖ...ଝଡ଼ ଜୀବନରେ ଭରସା ଅଛି ମୋର ପ୍ରଭୁ ତୁମଠାରେ
"ହୋଇ ମୋ ଚାଳକ ହୋଇ ମୋ ପାଳକ"(୨ଥର) କରିଲ ଉଦ୍ଧାର... ମୋତେ କରିଲ ଉଦ୍ଧାର
ଯୀଶୁ ଦୟାସାଗର ମୋ କ୍ଷମା ସାଗର.. ସେହି ଯେ ମୋହର ଶାନ୍ତିର ଆଧାର..
"ଯୀଶୁ ବିନା ମୁକ୍ତି ନାହିଁ ଜୀବନେ ମୋର.. ତାଙ୍କ ବିନା ଶାନ୍ତି ନାହିଁ ଜୀବନେ ମୋର"(୩ଥର)
ଏ ଜୀବନ ସାଗରରେ ଅନେକ ଝଡ଼ ଝଞ୍ଜା ମାଡ଼ି ଆସେ ଏ ଭବ ସାଗରରୁ ଉଦ୍ଧାର ପାଇବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ବାସ କରି ତ୍ରାଣକର୍ତ୍ତା ରୂପେ ଗ୍ରହଣ କଲେ ନିଶ୍ଚୟ ସେ ଆମରି ଜୀବନକୁ ସଜାଡି ଦେବେ । ତେବେ ଏହି ଗୀତ ଶୁଣନ୍ତୁ ଏବଂ like, comment ଏବଂ share କରନ୍ତୁ ଏବଂ ଅନେକ ଲୋକଙ୍କୁ ସେୟାର୍ କରି ସୁସମାଚାର ପ୍ରଚାର କରନ୍ତୁ । ବାସ୍ତବରେ ଏ ଭବ ସାଗରରେ ଆମର ଜୀବନ ଭାସି ବୁଲୁଛି । ଏ ଜୀବନ ସାଗରେ ଅନେକ ଝଡ଼ ଝଞ୍ଜା ବାଆ ବତାସ ଭଉଁରୀ ମାଡ଼ି ଆସେ ଏ ପାପ ରୂପ ସାଗରରୁ ପାରି ହେବା ପାଇଁ କେବଳ ଯୀଶୁ ଖ୍ରୀଷ୍ଟ ହିଁ ଆମର ଭରଷା ଅଟନ୍ତି । ଏଣୁ ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ। ଏ ସକଳ ବିଷୟବସ୍ତୁ ଉପରେ ଆଧାରିତ ଏହି ନୂଆ ଗୀତ।
ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ ଦେଖିବାକୁ ଭୂଳନ୍ତୁ ନାହିଁ। ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଯଦି ଏହି ଭଡିଓଟି ଭଲ ଲାଗିଥାଏ ତେବେ " Malaya Naik Official " TH-cam channel କୁ like, comment ଏବଂ share କରନ୍ତୁ ।
ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Malaya Naik Official " TH-cam channel କୁ subscribe କରନ୍ତୁ ଏବଂ bell button . ନିଶ୍ଚୟ press କରନ୍ତୁ । ଧନ୍ୟବାଦ || PRAISE THE LORD ||
SONG CREDITS :
Song : Jisu daya sagara
Gospel Singer : Amit Pani
Lyrics & Music : Malaya Naik (9937612921)
Programming & Arrangement : Bapi Samal
Special Thanks : Pastor Tapan Takri
Supported by : Mukesh Naik & Tankadhar Naik
Recording & Mix : Prativa Studio, Cuttack
Mastering By : Sundaram
D.O.P & Edit - Ambram Ganta (Bapi)
Production : MN Music
Banner : Malaya Naik Official
Poster Design : Malaya Naik
Music label : MN Music
ଅନ୍ୟ ସମସ୍ତ ସୁପର୍ ହିଟ୍ ଖ୍ରୀଷ୍ଟିଆନ ଗୀତର Link,
ପ୍ରଭୁଙ୍କ ଗୌରବ ପାଇଁ ଆମ ସମସ୍ତ ଭିଡିଓ ଦେଖିବା ପାଇଁ Click କରନ୍ତୁ 🙏🙏
କେମିତି ହେବି ମୁଁ ପାରିହେ ନାଉରି (ଅମିତ ପାଣି)
• KEMITI HEBI MUN PARI R...
ରାଜାଙ୍କର ରାଜା ( ଅସୀମା ପଣ୍ଡା )
• RAJANKARA RAJA ||ASEEM...
କ୍ରୁଶ ପରେ ଦେଲ ଜୀବନ (ଅମିତ ପାଣି)
• KRUSHA PARE DELA JIBAN...
ହେ ପ୍ରିୟ ଯୀଶୁ (Malaya Naik)
• ହେ ପ୍ରିୟ ଯୀଶୁ || HE PR...
ମୋ ମୁକତି ଲାଗି (ଅମିତ ପାଣି)
• MO MUKATI LAGI || ମୋ ମ...
ମୋ ମୁକତି ଲାଗି (ଅମିତ ପାଣି)
• MO MUKATI LAGI || ମୋ ମ...
ସ୍ତୁତି ପ୍ରଶଂସା ହେଉ ତୁମର (ମଳୟ ନାଏକ)
• STUTI PRASHANSA HEU TU...
ରାଜାଙ୍କର ରାଜା ( ଅସୀମା ପଣ୍ଡା )
• RAJANKARA RAJA JISU | ...
କ୍ରୁଶ ପରେ ଦେଲ ଜୀବନ (ଅମିତ ପାଣି)
• KRUSHA PARE DELA JIBAN...
#jisudayasagara
#kemitihebimunparirenauri
#latestchristiansong
#amitpani
#jisudayasagaraamitpaninewsong
#amitpaninewsong
#asimapanda
#amitpanichristiansongs
#amitpanisong
#malayanaiknewsong
#amitpani
#amitpanisong
#latestchristiansong
#newodiachristiansong2022
#newchristiansongamitpani
#amitpaninewodiachristiansong2023
#newchristiansong
#newchristiandevotionalsong
#newchristiandevotionalsongs
#amitpanichristiansongs
#krushaparechristiansong
#aseemapanda
#aseemapandanewsong
#malayanaik
#odiachristiansong
#asimapanda
#christiansong
#malayanaikchristiansong
#malayanaiknewchristiansong2023
!!* ANTI-PIRACY WARNING *!!
This content is copyright to Malaya Nayak Official. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
praise the Lord very nice heart touching song
God bless you all the best time love you Jesus 💞💞💞💞💞💞🙏🏻🙌🙌 amen amen 🙏🏻🙏🏻🙏🏻 hallelujah hallelujah hallelujah hallelujah 🙏🏻🙏🏻🙏🏻🙏🏻
ଅମିତ ସାର
Bhaut sundar odia Christian song
heichi
God blessYou 🙏🙏🙏👌🏻👌🏻👌🏻
Praise the lord 🙏
ବହୁତ ସୁନ୍ଦର ଗୀତ... ପ୍ରଭୁ ଆପଣକୁ ଆଶୀର୍ବାଦ କରନ୍ତୁ....
God bless you
Praise the lord 🙏🏻🙏🏻🙏🏻❤❤ ameem ameem
ଯୀଶୁ ମୋ ଦୟା ସାଗର ❤ God bless You MN music✝️❤🙏
ବହୁତ ସୁନ୍ଦର ହେଇଛି ଗୀତ ପ୍ରଭୁଙ୍କର ମହିମା ହେଉ
Praise God
Gita bahut sundar haichi God bless you aboundly
Praise the lord bhai ❤
ପ୍ରଭୁଙ୍କ ନାମ କୁ ମହିମା ହୋଉ । ବହୁତ ଭଲ ଲାଗିଲା ଏହି ଗୀତ ଶୁଣି ଲେଖା ବି ବହୁତ ଭଲ ହୋଇଛି ପ୍ରଭୁ ଆପଣମାନଙ୍କୁ ସାହାଯ୍ୟ କରନ୍ତୁ ଧନ୍ୟବାଦ ।
ବହୁତ ସୁନ୍ଦର ଗୀତ ମର ଯୁଦ୍ଧରୁ ଧନ୍ୟବାଦ ସାର୍❤❤❤❤✝️✝️✝️✝️🛐🛐🛐💞💞💞🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Very nice song
Praise the lord
Praise the lord
Praise tha lord beautiful song sir
ପ୍ରଭୁ ଯୀଶୁ ମଙ୍ଗଳ କରନ୍ତୁ ଆପଣ ଙ୍କ ସବୁ ପରିବାର କୁ ବହୁତ୍ ସୁନ୍ଦର୍ ଗୀତ ହେଇଛି ❤
Very nice song
Praise the lord ..Amit sir's voice is the gift voice from Jesus Christ
God bless you beta ❤❤❤
ଯୀଶୁବିନା ମୁକ୍ତି ନାହିଁ l ଅତିସୁଦର ଗୀତ l praise the lord
Very nice song sir God bless you
Praise the lord super song God bless you
Amen hallelujah thank you jesus hallelujah God bless you sir 🙏
Very nice meaningful song😇 praise the lord hallelujah 🙌 🙌🙌
Praise the lord
Happy Sunday
God bless you MN Music TH-cam Channel
✝️✝️✝️
Hallelujah 🙌 super 👍
Sir preais the Lord so naic soing singing🎤
Nice song 🛐🛐 Jai mashi ki 🛐🛐🛐🛐
Hallelujah , praise God always in every way.
ଯୀଶୁ ଦୟା ସାଗର 🙏✝️
Bholo hei chi praise the Lord🙏🙏🙏🙏🙏🙏🙏
Praise the Lord God bless you all very good👍and very beautiful song thanks🙏
Praise the Lord and God bless you. Nice to hear.
Very very nice song moloy bhai
Praise the lord 🙏🏻🙏🏻🙏🏻 very nice song 😊😊😊
Dayasagara se hi jisu mora, praise the lord ❤
Thanky brother. I love my Jesus.❤❤❤❤
Amen hallelujah 🙏 praise the lord 🙏 God bless you all of you 🙏
Nice song👍👍👍👍 praise the lord
Praise the Lord really with out Jesus life is empty .
ବହୁତ ସୁନ୍ଦର ମନଛୁଆଁ ଗୀତ
Good miusc & ଆଉ ଗୀତ ମଧ୍ୟ୍ୟ ଭୁତବଡ଼ିଆ ହେୟୀଚି
Praise the Lord Jesus Christ Amen
Excellent devotional song
Glory to God 🙏🙏🥰❤️
ଯୀଶୁ ମୋ ଦୟା ସଗାର 💖💖 ଗୀତ ବଡ଼ିଆ ହେଇଚି ❤❤❤ glory of God ♥️ God bless you
Praise the lord 🙏🏻🙏🏻🙏🏻🙏🏻
ଯୀଶୁ ଦୋୟା ସାଗର ❤ ମୁ ଖ୍ୟମା ସାଗର 😢
So beautiful song music singing all is super
Prairie the Lord 🙏 beautiful song
Beautiful devotional song 💕
What a devotional song. Praise the lord
. May Jesus bless you all of you ❤
Praise the lord
Bhala gita
It was nice to hear that song. The Lord will be praised through this song. Must go ahead in the coming days for our almighty Glorious Lord Christ Jesus... Thanks 🙏🙏
Praise the lord bhai very nice song
Praise the Lord. Glory to God
Heart touching song very nice 👌
Praise the Lord🙏🙏🙏. Nice song
Very nice song
Glory to God
Beautiful song amit pani sir.
Sir preais the Lord so veri naic soing
Preise the Lord sir may God bless you❤❤❤
Best song dear bawa God bless you and your family
Very nice song all of God bless u
Prise the Lord Nice song🎶 👍
ଅତି ସୁନ୍ଦର ଗୀତ 🙏🙏🙏🙏
Hallelujah, praise GOD. Very lovely song. Singing by Amit sir, as usual amazing, thanks to all team members 🙌🌺💟🌺🙏🙌
praise the lord
Very nice song sir Good bless you all
Nice song Amith sir ❤💕💯
ATI sundar heichi sir
Beautiful song sir. God bless you❤❤❤
Mind blowing❤❤❤❤❤song
ଅତି ସୁନ୍ଦର ଗୀତ 😊😊😊
Beautiful songs
Very nice songs God bless you ♥️🌹👍✝️⛪️✝️
God is great ❤️
Singing very nice 👌👌🔥🔥
ଅତି ସୁନ୍ଦର ଲେଖା ଏବଂ ସ୍ୱର ସଂଯୋଜନା
Sir। ଅମିତ sir nko କଣ୍ଠ ଦୂୟାରା ଏହି ଗୀତ ଟି କୁ। ଆମ ନିକଟକୁ ପୋହୋଞ୍ଚେଇ ଥିବାରୁ। ବହୁତ୍ ଧନ୍ୟ ବାଦ୍ sir
God bless MN bhai
Hallelujah 🙏🛐
Praise God 🙌
Bahuth sundar❤
Nice song bro
Very nice song❤❤❤❤
Jay jesus
Nice composition sir❤❤❤
Pries The lord
Very nice song🎉🎉
Singing 🔥🔥🔥🔥
Halleluya
God is good
So nice songs ❤❤❤❤❤❤❤❤❤
Nice song
So nice song
Very very nice ❤❤❤❤😊😊😊
Super🎉❤
Ati sundrar song
Good bless you
Praise the lord ❤❤❤✝️
Guitar bahut Sundar hai