୬ ବର୍ଷ ରତ୍ନଭଣ୍ଡାର ନ ଖୋଲିବା ଗତ ସରକାରଙ୍କ ଅପରାଧିକ କାର୍ଯ୍ୟ। Historian Anil Dhir, Ratna Bhandar। ASI।
ฝัง
- เผยแพร่เมื่อ 17 ต.ค. 2024
- ୬ ବର୍ଷ ରତ୍ନଭଣ୍ଡାର ନ ଖୋଲିବା ଗତ ସରକାରଙ୍କ ଅପରାଧିକ କାର୍ଯ୍ୟ। Historian Anil Dhir, Ratna Bhandar। ASI। #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our TH-cam Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...
ଭକ୍ତ ମାନଙ୍କ ଲାଗି free re 🌼 ପ୍ରସାଦ 🌼 ର କିଛି ବ୍ୟବସ୍ଥା ହେବା ଉଚିତ୍🙏
ମନ୍ଦିର ରେ ଭୋଗ ବିକ୍ରି ହେବା କଥା ନୁହେଁ.... ଜୟ ଜଗନ୍ନାଥ 🙏🙏🙏
Nam baba thoichanti..
@@somanathbarik86ଧର୍ମ ଉପରେ ଜ୍ଞାନ ଆଣ.. ଆଉ ଜଗନ୍ନାଥ ହେଉଛନ୍ତି ସମସ୍ତିଙ୍କର ବାବା
@@loveforvillage4208 mu Moro simita Gyan au Jagannath sanskruti upare niyam niti ra mata deichi apn tk Jagannath sanskruti ku follow karantu
great advice sir
Great advice sir Jay Jagannath mahaprabhu 🙏🙏🙏
Right Advice Sir.... 🙏🙏🙏🙏🙏👏👏👏👏👏🚩🚩🚩🚩🚩🚩Jai Jagannath 🙏🙏🙏🙏
ସବୁ ମୂଲ୍ଯବାନ ଅଳଙ୍କାର ପାଣ୍ଡୁ ନେଇଯାଇଛି
ଠାକୁରଙ୍କ ଧନ ରତ୍ନର ଯଥାର୍ଥ ହିସାବ ରହିବା ନିତାନ୍ତ ଆବଶ୍ୟକ । ଠାକୁରଙ୍କ କାର୍ଯ୍ୟରେ ଲଗାଇବା ଉଚିତ ।
Hare Krishna aapki baat mein main bhi sahmat hun
ଆମର ସବୁ କଥାରେ ବ୍ୟବସାୟିକ ମନୋଭାବ ହିଁ ସମସ୍ଯା
ଭକ୍ତଙ୍କ ପାଇଁ ମାଗଣାରେ କିମ୍ବା କମ୍ ଦାମରେ ଅନ୍ନ ପ୍ରସାଦ ମିଳିବା ଉଚିତ।
Nabin tamaku magana chakei deichi.
Jay Jagannath
ଭୋଗ ସମସ୍ତଙ୍କୁ ମାଗଣା ଵେବସ୍ତା କରିବା ଭଲହେବ
Bala na..
Right
Right sir apana bahut bhala katha kahile apana nka katha 💯 pratisata thik ⭕‼️⭕ Jay Jagannath 🙏🙏🙏🙏🙏
Very practical talk
ରତ୍ନ ଭଣ୍ଡାରର ଚାବି ହଜିବା ଲଜ୍ଜାର କଥା ।
ସାର କୁ ବହୁତ ଧନ୍ୟବାଦ l
ରତ୍ନ ଭଣ୍ଡାର ଖୋଲିଲା ପରେ ରତ୍ନ ରହିବ ki ନାହିଁ ଆମର ସନ୍ଦେହ
ସାର୍ ଆଉ ଅଛି ନା ଗୁଜୁରାଟୀ ନେଇଗଲେ
ହଁ କିଛି ତାମିଲ ନେଇଗଲେ ବାକି ଗୁଜୁରାଟ ଯିବ ଯାଇନି ଟିକିଏ ପୁରୁଣା ହଉ କଣ୍ ଜଗିବା ପାଇଁ ସିପାହୀ ସଜୀବ ଟି ନାଁ ତାମିଲ ଗଲା ବେଳେ ଯେମିତି ଚୁପ୍ ଥିଲ ଗୁଜୁରାଟ ବେଳେ ବି ଚୁପ୍ ରହିବେ ????
Ham re Tora gharaku neiegale tu Jani nu Ki pagal Hai 😂
Abe tamilnadu paleila ja anibu
Sir ପ୍ରକୃତରେ ଉପଯୁକ୍ତ ସତ୍ୟ କଥା କହିଲେ.
Jay jaganath
ଶ୍ରୀମନ୍ଦିରରେ ଭୋଗ ଲୋକଙ୍କୁ ବିନା ମୂଲ୍ୟରେ ଦେବା ଉଚିତ ।
Loka bi semiti Dana deba uchit . Kintu Odia ebe magana khaiba chahunchanti
Previously there were no facilities for visitors. The Parikrama is not a selfie point. It has good facilities like toilets, mobile n shoe stands, drinking water etc which were a huge problem earlier. So this change was also essential. It also enhances the divine experience of being in the Sri mandir.
R8 things
ରାଜା କହିଲେ, ପୁରୁଣା ମଠ ଭାଙ୍ଗି ନାହାନ୍ତି । ଯାହାସବୁ ପରେ ନିର୍ମିତ ହୋଇଥିଲା ସେସବୁ ଭାଙ୍ଗିଛନ୍ତି । ଭାଙ୍ଗି ଠିକ୍ କରିଛନ୍ତି ।
Jahabi heu but kedarnath re 200 kg gold Miss hela pari
Se bhali kichhi heba katha nuhe
Public ଙ୍କ ଗୋଚରକୁ ସମସ୍ତ ଆସିବା ଦରକାର
ରତ୍ନ ଭଣ୍ଡାର ଯାଞ୍ଚ ନୂଆ ନୁହେଁ, ଏହା ସାଧାରଣ ନିର୍ଧାରିତ କାର୍ଯ୍ୟକଳାପର ଏକ ଅଂଶ | ରତ୍ନ ଭଣ୍ଡାର ଖୋଲିବା ବିଷୟ ,ସାଧାରଣ ଲୋକଙ୍କ ଜୀବନ ଏବଂ ସେମାନଙ୍କର ଦନନ୍ଦିନ ସଂଘର୍ଷ ଉପରେ କଣସି ପ୍ରଭାବ ପକାଇବ ନାହିଁ |
ବର୍ତ୍ତମାନର ବିଜେପି ସରକାର ଦ୍ୱାରା ରତ୍ନଭଣ୍ଡାର ଖୋଲିବାରେ ସ୍ୱଚ୍ଛତାର ଅଭାବ ରହିଛି, କୌଣସି ସ୍ପଷ୍ଟତା ନାହିଁ ଏବଂ ଏହା ଅତ୍ୟନ୍ତ ସନ୍ଦେହଜନକ
ଏମାନେ କହୁଛନ୍ତି ୧୦ ଘଣ୍ଟା କାମ କଲେ । କିନ୍ତୁ କାହାରି ଝାଳ ବାହାରିଲାନି । ଆପଣ କହୁଛନ୍ତି ସବୁ ସ୍ଥାନାନ୍ତରଣ ଭଣ୍ଡାରମେକାପମାନେ କରିଛନ୍ତି । ଯାହା କଲେ ତାହା ଦେଖାଉ ନାହାନ୍ତି କାହିଁକି ?
Right sir
ଗଣତି ମଣତି ଶୀଘ୍ର ହେବା ଆବଶ୍ୟକ । ଜନସାଧାରଣଙ୍କୁ ଜଣାଇବା ବି ଉଚିତ ।
ଜନସାଧାରଣ କର କିଛି ଲଭ ନାହଁ, ସେବାକାରୀ ମାନଙ୍କୁ ଠୁ କେବେ ବଳିଛି?
ଅବଡା ବିକ୍ରି ନ ହେବା ଦରକାର
ସମସ୍ତ ଗହଣା internet ରେ ରହିବା ନିହାତି ଦରକାର
🙏🙏🙏
Irresponsible incompetent people have caused irreparable harm to PRABHU and HIS temple. My 2cents. 🙏👍❤
ଦୀପ ଜାଳି ଭିତରକୁ ଯାଉଥିଲେ । ଏବେ ତ ବିଜୁଳି ଆଲୁଅ ଲଗାଇ ଯାଉଛନ୍ତି !
2nd stage always comes after 1st stage, and depends upon the conditions related to 1 st stage
Ratna vandara kholile nakholile vact gana nkara kana jae ase
Nothing mustn't be done by new govt.
Correct ✅💯,,, bhakt. Abadha. Kina tu,,,,, Magana. Khaiba. Chinta. Chadantu,,, Modi. Bikri Kari deva,,,,, sethilagi Modi iñvaded,, odisha
Jetiki ratna stanantara karicha taku chup chap nai ki jouthi thila sethi rakha. Ratna ratna bhandara re hin surakhita tame banai thiba hepajat re nuhan.
Jagnnath nku election isu kari bjp sasanaku asichhi Jagnnatthnku biki ratnabhandar lutinebe
Setebeloku sofaheijib
Apana ebe rajaniti ku asileni ki? Apana ta Panjabi orgin hei bhala Odia kahuchanti, kintu Nabin ra Punjabi ma taku Odia sikhei nathila.
RATNA SABU ANI MOHAN MAJHI QUATER RE RAKHANT
U, SABU TA BJD GHOTA GHODEI DAUCHI BJP ETABI GHODEI DAU SARBAJANINA NA KARI
Jaganath kan Bhikare loke tanku Dana Debe sethi khali sosan
BJP.ra Ratnbanndar Lutiba Jo Jana.
Jay Jagannath