‘ନବୀନଙ୍କ ଠାରୁ ମୋତେ କେହି ଅଲଗା କରିପାରିବନି’ | Odisha Reporter

แชร์
ฝัง
  • เผยแพร่เมื่อ 6 ต.ค. 2024
  • #ନବୀନଙ୍କ_ଠାରୁ_ଅଲଗା_ହେବା_କେବେତ_ନଥିଲା_ମୋର
    ନବୀନ ନିବାସ ଯାଇଥିଲେ ଚର୍ଚ୍ଚାରେ ଥିବା କର୍ପୋରେଟର ଅମରେଶ ଜେନା। ବିଜେଡି ନେତା ମାନସ ମଙ୍ଗରାଜ ବି ଉପସ୍ଥିତ ଥିଲେ। ହେଲେ କ'ଣ ଆଲୋଚନା ହୋଇଛି ବାହାରେ କହିଲେ ନାହିଁ, କିନ୍ତୁ ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଲେ ଦୂର୍ଗାପୂଜା ପାଇଁ ନିମନ୍ତ୍ରଣ ଦେବାକୁ ଆସିଥିଲି। ବାସ୍ତବରେ ନବୀନ ଡାକିଥିଲେ ନା ଅମରେଶ ନିମନ୍ତ୍ରଣ ଦେବାକୁ ଯାଇଥିଲେ ତାହା ବି ସ୍ପଷ୍ଟ ହୋଇପାରିନି। ଶୁଣନ୍ତୁ ଅମରେଶ କ'ଣ କହୁଛନ୍ତି..
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #amreshjena #bmc #bhubaneswar #odisha #OdishaReporter

ความคิดเห็น • 2

  • @prabirjena2147
    @prabirjena2147 3 ชั่วโมงที่ผ่านมา

    କ୍ରୀତଦାସ ମନୋବୃତ୍ତି ଛାଡ଼ି ହେଉନାହିଁ

  • @JagabandhuBarik-w7e
    @JagabandhuBarik-w7e 3 ชั่วโมงที่ผ่านมา

    ସବୁ କଥାରେ ୱ ଲଗଉଛ କଣ ପ ଈ