'ପୁଅ ବୋବାଇଲା ସେଥିପାଇଁ ମୁଁ ଗଲି' | Odisha Reporter

แชร์
ฝัง
  • เผยแพร่เมื่อ 6 ต.ค. 2024
  • ନିର୍ବାଚନ ପୂର୍ବରୁ ସିଦ୍ଧାର୍ଥ ରାଉତରାୟ କହିଥିଲେ ବାପାଙ୍କୁ ମୁଁ ମନା କରିଛି ମୋ ପାଇଁ ପ୍ରଚାର କରିବେନି । ହେଲେ ନିର୍ବାଚନ ସମୟରେ ସୁର ସିଦ୍ଧାର୍ଥଙ୍କ ପାଇଁ ପ୍ରଚାର କରିଥିଲେ । ତେବେ କାହିଁକି ବଡ଼ ପୁଅ ମନା କରିବା ପରେ ବି ପ୍ରଚାରକୁ ଗଲେ ସନେଇ କହିଛନ୍ତି ସୁର ରାଉତରାୟ । ସେ କହିଛନ୍ତି, ନିର୍ବାଚନ ପୂର୍ବରୁ ବଡ଼ପୁଅ ସାନପୁଅକୁ କହିଲା ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇ ଟିକେଟ୍ ଚିରି ଦେଇ ଆ । ତୁ କଂଗ୍ରେସରୁ ଛିଡ଼ା ହ । ହେଲେ ସାନପୁଅର ଆଇଡୋଲୋଜି ନବୀନ ଥିବାରୁ ମୁଁ ତାକୁ ବାଧା ଦେଲିନି । ସେତେବେଳେ ସେ ଗୁଡ଼ାଏ ବୋବେଇଲା । ହେଲେ ନିର୍ବାଚନ ହେଲା ବେଳେ ମୋତେ କହିଲା ବାବା ତୁମେ ନିମାପଡ଼ା ଆସ, ଆଉ ମୁଁ ଗଲି ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #SuraRoutray #SiddharthRoutray #Congress #BJD #ExclusiveInterview

ความคิดเห็น • 5

  • @nilanchalnaik1921
    @nilanchalnaik1921 3 ชั่วโมงที่ผ่านมา +3

    Nimapada Loko tate" dinare Lanthan dekheibe"😂😂😂😂

  • @Prabhuonyoutube
    @Prabhuonyoutube 2 ชั่วโมงที่ผ่านมา +1

    E gote manasika bikara grasta ,nija faida pn han ..Haan...

  • @sudhansusekharpanigrahi1518
    @sudhansusekharpanigrahi1518 3 ชั่วโมงที่ผ่านมา

    Pua 2 jitithante aja tameta ghantidela.

  • @biswajitmohapatra4047
    @biswajitmohapatra4047 2 ชั่วโมงที่ผ่านมา

    Bopa pua Dakayata