ହେତୁବାଦୀଙ୍କ ବଡ଼ ବୟାନ, କହିଲେ ରତ୍ନ ଭଣ୍ତାରକୁ ନେଇ ଚାଲିଛି ....। Ratna Bhandar।Jagannath Temple।

แชร์
ฝัง
  • เผยแพร่เมื่อ 26 ธ.ค. 2024

ความคิดเห็น • 791

  • @ashokkumarmoharana7946
    @ashokkumarmoharana7946 5 หลายเดือนก่อน +21

    U R very correct. ଲୋକେ ଅନ୍ଧବିଶ୍ୱାସ ରୁ ଦୁରେଇ ରୁହନ୍ତୁ । ପଣ୍ଡାଙ୍କ ଦଇତାପତି ଙ୍କ ମିଥ୍ୟାର ଅନ୍ଧବିଶ୍ୱାସ ଅପପ୍ରଚାର କୁ ତ୍ଯାଗ କରନ୍ତୁ ।

  • @knoweconomics1
    @knoweconomics1 5 หลายเดือนก่อน +40

    ବହୁତ ବହୁତ ଧନ୍ୟବାଦ ସାର। ଆପଣକପରି ନିର୍ଭୀକ ଓ ସତ୍ୟବାଦୀ ଙ୍କୁ ଏ ସମାଜର ଅନ୍ଧଭକ୍ତ ମାନେ ଗ୍ରହଣ କରିବେନି। ସେମାନେ ଗ୍ରହଣ କରନ୍ତୁ କି ନ କରନ୍ତୁ ଆପଣଙ୍କର ମତ ସର୍ବଦା ସତ୍ୟ ଓ ବଜ୍ଞାନ ସମ୍ମତ।

  • @monajbhaibhai121
    @monajbhaibhai121 5 หลายเดือนก่อน +8

    ଭହୁତ ଭଲ କଥା କହିଲେ ପ୍ରତାପ sir ଆପଣ ଙ୍କ କଥା ଏକଦମ ସତକଥା

  • @BasantMohapatra-jh6vw
    @BasantMohapatra-jh6vw 5 หลายเดือนก่อน +74

    ଆପଣ ବାସ୍ତବ କଥା କହୁଛନ୍ତି ସାର, ଆପଣଙ୍କୁ ବହୁତ ଧନ୍ୟବାଦ l

    • @jayantasahoo5859
      @jayantasahoo5859 5 หลายเดือนก่อน

      Bia

    • @Suresh_Asst_Teacher
      @Suresh_Asst_Teacher 5 หลายเดือนก่อน

      Good Knowledge

    • @pranabpanigrahi9484
      @pranabpanigrahi9484 5 หลายเดือนก่อน

      Ta maa kia

    • @sumittete2804
      @sumittete2804 4 หลายเดือนก่อน +1

      ​@@jayantasahoo5859Such language defines what kind of Hindu you are

    • @sumittete2804
      @sumittete2804 4 หลายเดือนก่อน +1

      ​@@pranabpanigrahi9484Such language defines what kind of Hindu you are

  • @parikhitanaik2173
    @parikhitanaik2173 หลายเดือนก่อน +2

    ରଥ ସାର ଜିନ୍ଦାବାଦ 🙏🙏🙏🙏🙏

  • @rangasing9056
    @rangasing9056 5 หลายเดือนก่อน +5

    ବ୍ରାହ୍ମଣ ମାନେ ଲୋକ ମାନଙ୍କୁ ଭୟଭୀତ କରାଉଛନ୍ତି।

  • @tusarpanda5148
    @tusarpanda5148 5 หลายเดือนก่อน +62

    ତମେ ହେତୁବାଦ୍ଦି ଖାଲି ହିନ୍ଦୁ ଧର୍ମର ବିଷୟରେ କୋଉଚ୍ଚ ଠିକ୍ ଅଛି.ଥରେ ମାତ୍ର ମୁସଲିମ ସମ୍ପ୍ରଦାୟ ବିଷୟ ରେ କହିଲ.khrristian ବିଷୟ ରେ କହିଲ ତମ ଓକାଟ କେତେ .

    • @BaskeyAnanta
      @BaskeyAnanta 5 หลายเดือนก่อน +2

      Bhai apana dine boom neiki jantu au pocharontu

    • @tunathakur5802
      @tunathakur5802 5 หลายเดือนก่อน

      Bhai e basted najayaj harami mananka himmat nahin. Emane gote gote jaraja

    • @stutikerketta2168
      @stutikerketta2168 5 หลายเดือนก่อน

      Tama pari andhabhakt hindu mane pratek Dina mushalman au Christian mananku gali karanti.kahin semane ta reaction Karu nhanti

    • @k-manojkumar1341
      @k-manojkumar1341 5 หลายเดือนก่อน

      Tu gote mundi bujhilu hana habu raha​@@stutikerketta2168

    • @sudhiranjansahoo1332
      @sudhiranjansahoo1332 5 หลายเดือนก่อน

      Pura gandire gehindebe e ku😂😂😂

  • @manoranjanlenka4241
    @manoranjanlenka4241 5 หลายเดือนก่อน +20

    ସାର୍ ! ଆପଣଙ୍କ କଥା ଗୁଡ଼ିକ ବହୁତ ଭଲ ଲାଗିଲା। ଏହା ସମସ୍ତଙ୍କ ପାଇଁ ଶିକ୍ଷଣୀୟ ମଧ୍ୟ। ପ୍ରଚଳିତ ଅନ୍ଧବିଶ୍ୱାସ ଜନିତ ଜୀବନ ଧାରା କୁ ଆମର ଏହି ବିଜ୍ଞାନ ହିଁ ବଦଳାଇ ପାରିବ।ଦୁଃଖର କଥା ବିଜ୍ଞାନକୁ ବୁଝାଇବା ପାଇଁ ଆମ ପାଖରେ ସୁବ୍ୟକ୍ତି ର ଅଭାବ ରହିଛି।

    • @Sandiptheking
      @Sandiptheking 5 หลายเดือนก่อน +2

      Are bhai kau bigyana Katha kahucha janma hela bele bigyana ku sathire nei ki asi thila

    • @rahulpolei4102
      @rahulpolei4102 5 หลายเดือนก่อน

      ମିଛପଚାରକକୁ ଧରାଯାଉ ବେସିମିଡୀଆବାଲାସୋକରୁଛନ୍ି

    • @shankarsan8261
      @shankarsan8261 3 หลายเดือนก่อน

      That is also Natural Science ​@@Sandiptheking

    • @JyosbinMeher
      @JyosbinMeher หลายเดือนก่อน +1

      Tuma manka pain duniya ete talaku khasila

    • @shankarsan8261
      @shankarsan8261 หลายเดือนก่อน

      @@JyosbinMeher ଗୋବର ଖାଇ ଦୁନିଆ କେତେ ଆଗକୁ ନେବେ କହିଲେ ଟିକେ 😂

  • @taputechnician
    @taputechnician 5 หลายเดือนก่อน +6

    ବିଜ୍ଞାନ କୁହେ ନାରୀ ଆଉ ପୁରୁଷ ର ସଂଯୋଗ ରେ ପିଲା ଜନ୍ମ ନିଏ ଆପଣ ଜଣେ ପୁରୁଷ ଆପଣ ଙ୍କ ଝିଅ ଜଣେ ନାରୀ ଆପଣ ଆପଣ ଙ୍କ ଝିଅ ଙ୍କ ସହିତ ସମ୍ଭନ୍ଧ ବନାନ୍ତୁ ଏବଂ ପିଲା ଜନ୍ମ କରନ୍ତୁ ଆମେ ଜାଣିବୁ ଆପଣ ହେତୁ ବାଦି ବିଜ୍ଞାନ ଜ୍ଞାନ ବହୁତ ଆପଣଙ୍କର

    • @funnymemes9748
      @funnymemes9748 5 วันที่ผ่านมา +1

      😂😂😂😂😂

  • @paridacreation7307
    @paridacreation7307 5 หลายเดือนก่อน +106

    Aama ଠାକୁରଙ୍କୁ ଏ ହାରାମି ଗୋଟେ ଜିନିଷ ବୋଲି କହୁଛି ଏ mediabala କାହିଁକି ୟା ସାଙ୍ଗରେ କଥା ହେଉଛନ୍ତି

  • @KalingaLions
    @KalingaLions หลายเดือนก่อน +1

    ଆପଣ ଯଦି କୋଉ ଧର୍ମ ରେ ବିଶ୍ୱାସ କରନ୍ତି ନାହିଁ ତେବେ ତୁମେ ଜଣେ atheist .....
    ତମେ ତମ ବିଚାରଧାରା ରେ ରୁହ ସନାତନ ସଂସ୍କୃତି ଉପରେ ଜ୍ଞାନ ଦବା ବନ୍ଦ କର ।
    ତମର କେତେ କାତ ଓଡ଼ିଶା ଜାଣିଛି , ଅନ୍ୟ ଧର୍ମ ର କୁ ସଂସ୍କାର ଉପରେ ଆଙ୍ଗୁଳି କରିବା ପାଇଁ ଗାଣ୍ଡିରେ ଗୁହ ନାହିଁ....
    ଜୟ ଜଗନ୍ନାଥ
    ବନ୍ଦେ ଉତ୍କଳଜନନୀ ❤

  • @manojkumarsahu3188
    @manojkumarsahu3188 4 หลายเดือนก่อน +2

    ପ୍ରବଳ ଜ୍ଞାନ ୟାଙ୍କର!!!!! ଘରେ ପରିବାରରେ ,ସାହି ପଡ଼ିଶାରେ ସକାଳୁ ରାତି କେମିତି କରୁଥିବ ଏ ମହାଶୟ ଙ୍କ ର ସେହି କଥା ଭାବୁଛି 😊ପ୍ରତି ମୁହୂର୍ତ୍ତ ରେ ଯୁକ୍ତି ଖୋଜୁଥିବା ଲୋକ ଜୀବନରେ ହସିବା ବି ଜାଣି ନଥିବ, ହସିବା ପଛରେ ବି ଯୁକ୍ତି ଦରକାର ନା!!

  • @bijaykumarmohakud517
    @bijaykumarmohakud517 5 หลายเดือนก่อน +72

    ଅନ୍ୟ ସମ୍ପ୍ରଦାୟ ବିଷୟରେ ଟିକେ ହେତୁ ଜ୍ଞାନ କୁହ

    • @AmilyaPradhan
      @AmilyaPradhan 5 หลายเดือนก่อน +8

      ଆ ଗାଣ୍ଡିରେ ଦମ ନାଇଁ... କହିଲେ ସେମାନେ ଆଉ ଉତ୍ତମ ମଧ୍ୟମ ଦେବେ....😂😂😂😂😂

    • @sadanandamishra6269
      @sadanandamishra6269 5 หลายเดือนก่อน +2

      ସେମାନେ କହିବେ ନାହିଁ କାରଣ ସେମାନେ ଜାଣନ୍ତି ଏହା ଦ୍ୱାରା ସେମାନେ ଜେଲ କୁ ଯିବେ l

    • @abhimanyudash8360
      @abhimanyudash8360 5 หลายเดือนก่อน +3

      ସତ୍ୟ କଥା ଶୁଣିବାକୁ ବାଧୁଛି..

    • @abhimanyudash8360
      @abhimanyudash8360 5 หลายเดือนก่อน +4

      ଏ ହାରାମି ନୁହଁ.. ବ୍ରାହ୍ମଣବାଦ, ମନୁବାଦ ତୁମର ପିଢ଼ି ପିଢି କୁ ଗୋଲମ କରି ରାଜ କରୁଛି.. ଏପରି ହାରାମି ମାନଙ୍କୁ ଚିହ୍ନ... ନହେଲେ ବାପା ମାଆ ଧୋକା ଖାଉଥିଲେ.. ତୁମେ ତୁମର ପର ପିଢି ଧର୍ମର ଗୋଲାମଗିରି କରିବେ.. ତୁମକୁ ମୁକ୍ତି ହେବ ବିଜ୍ଞାନ, ତର୍କ.. ତେଣୁ ବିଜ୍ଞାନଦାବୀ, ତର୍କବାଦୀ ହୁଅ. ଉଲ୍ଲୁ ହୁଅ ନାହିଁ.. ଏବେ ତମ ଇଛା..

    • @nilambarsahu9643
      @nilambarsahu9643 5 หลายเดือนก่อน

      Right

  • @manbodrana5313
    @manbodrana5313 5 หลายเดือนก่อน +27

    ଏ ଭଦ୍ର ବ୍ୟକ୍ତି ଠିକ୍ କରୁଛନ୍ତି ଭାବୁଛି ।

  • @studioranee3392
    @studioranee3392 5 หลายเดือนก่อน +25

    100% right sir

  • @surathanaik1169
    @surathanaik1169 5 หลายเดือนก่อน +31

    ଯାହା କହିଲେ ଠିକ କହିଛନ୍ତି

  • @abhimanyudash8360
    @abhimanyudash8360 5 หลายเดือนก่อน +7

    ଉଲ୍ଲୁ ବନେଇବା, ହତ୍ୟା କରିବା, ସ୍ବର୍ଗ ନର୍କ, ଭୁତ ପ୍ରେତ ଧର୍ମର ଆବିଷ୍କାର.. କିନ୍ତୁ ସମୟ ଆସିଲାଣି ଧିରେ ଧିରେ ଲୋକମାନଙ୍କ ଆଖି ଖୋଲିଲାଣି.. ଭାଣ୍ଡାମି, ବ୍ରାହ୍ମବାଦ, ମନୁବାଦ ଚଳିବ ନାହିଁ..

  • @subash-fe1mg
    @subash-fe1mg 5 หลายเดือนก่อน +2

    ଭଲ ଚିନ୍ତା ଶୈଳୀ ଧନ୍ୟବାଦ ସାରେ

  • @purnachandranag9719
    @purnachandranag9719 5 หลายเดือนก่อน +52

    Sir ଆପଣଙ୍କ କଥା ଶୁଣି ଅନ୍ଧବିଶ୍ୱାସ ମାନଙ୍କୁ ମିରିଚି ଲାଗୁଛି,

    • @Ranjan.628
      @Ranjan.628 5 หลายเดือนก่อน

      Andhaviswash kn ?

    • @KanhuPahan
      @KanhuPahan 5 หลายเดือนก่อน +3

      ଚାମଚା ଜେତେଲେ ବିଜ୍ଞାନ ଆସିନଥିଲା ନବ ଗ୍ରହ ବିଷୟରେ ଆମ ମୁନି ୠଷି ମାନେ ଜାଣିପାରିଥିଲେ ଗ୍ରହଣ କେବେ ହବ ସେମାନେ ଜାଣିପାରୁଥିଲେ କୁମ୍ଭ ମେଳା କାହିଁକି ହୁଏ ପଚାରି ବୁଝ୍ ଏଥିରେ ବି ବିଜ୍ଞାନ ଅଛି

    • @NareshKumarPatra-um3ms
      @NareshKumarPatra-um3ms 5 หลายเดือนก่อน +1

      2000barsa purbaru asithiba bhagaban au 1400barsa purbaru asithiba bhagaban Mane asli..ehanka againstre hetubadi kahiba agaru hagi pakeiba..

    • @Ranjan.628
      @Ranjan.628 5 หลายเดือนก่อน +2

      @@NareshKumarPatra-um3ms right ✅. Segudaka hetubadi nuhe Segudaka missionary agent

    • @raghumaninayak9593
      @raghumaninayak9593 5 หลายเดือนก่อน +2

      ମାଡି ଚାଲନ୍ତୁ we are bihand TQ you sir

  • @pradhanfarming5161
    @pradhanfarming5161 5 หลายเดือนก่อน +64

    ବିପଦ ପ୍ରଳୟ ଆସିବା କହିବା ଅନ୍ଧ ବିଶ୍ବାସ କିନ୍ତୁ
    ଜଗନ୍ନାଥ ଠାକୁର ନୁହଁନ୍ତି କହିବା ଉଚିତ୍ ନୁହେଁ
    ହେତୁ ବାଦି ହେତୁବାଦି ହିସାବରେ ରୁହ ଯେତିକି କହିବା କଥା କୁହ
    ଡକ୍ଟର ନପାରିଲେ ଠାକୁର ଭରସା କହୁଛନ୍ତି ନିଜେ ଡକ୍ଟର

    • @Jeetjazz52
      @Jeetjazz52 5 หลายเดือนก่อน +1

      Kou bi thakura nahanti

    • @rameshdash779
      @rameshdash779 5 หลายเดือนก่อน +4

      Prabhu nahanti. Jadi tu kameti banchichu pagala buda tou bou Tate kahinahati jaghanta Kia kouti lekha achi pasu maksh khiebaku tu gote kalijugara narada

    • @itishreepriyadarsaninayak3341
      @itishreepriyadarsaninayak3341 5 หลายเดือนก่อน +2

      Ehi hetubadi ra garba pae Yara paribar bi lopa paijiba eta kilibili hoi mariba

    • @hk7154
      @hk7154 5 หลายเดือนก่อน

      ​@@rameshdash779ନାରଦ ଙ୍କ ଚର୍ଯ୍ୟା ପଢନ୍ତୁ ନାରଦ ମୁନି ନାଟ ଲଗାନ୍ତିନି କୃପା କରନ୍ତି ତାର ଉଦାହରଣ ଭକ୍ତ ପ୍ରହଲ୍ଲାଦ, ଧ୍ରୁବ ମହାରାଜ, ଆହୁରି ଅନେକ ଭକ୍ତ...
      ୟାକୁ ତମେ ନାରଦ ମୁନି ଙ୍କ ସହ ତୁଳନା କରନି ୟେ ତ କଳିଯୁଗର ମାଂସ ଖିଆ ରାକ୍ଷସ ଟିଏ...

    • @Inner.divinity
      @Inner.divinity 5 หลายเดือนก่อน

      ​@@itishreepriyadarsaninayak3341andhbhakt spotted

  • @bidyaranjanpanda4557
    @bidyaranjanpanda4557 5 หลายเดือนก่อน +1

    ଆପଣ ଯେଉଁ ମଣିଷ ମାନଙ୍କୁ ଈଶ୍ୱର ଭାବୁଛନ୍ତି ସେଇ ମଣିଷ ମାନେ ଈଶ୍ବରଙ୍କ ସୃଷ୍ଟି ।।।। ସବୁ କହିବେ ଜଗନ୍ନାଥ ସଂସ୍କୃତିକୁ ନେଇ କିଛି ଆପେକ୍ଷ କରି କୁହନ୍ତୁନି।।।। ଆପଣଙ୍କ ସେ ଧଳା ରଙ୍ଗ ରହିଲେ ହେଲା।।।। ପ୍ରଭୁ ଠିକ୍ ନିଷ୍ପତି ନେବେ।।।। ଆମ ପରିଚୟ ପ୍ରଭୁ ଜଗନ୍ନାଥ❤🙏

    • @Inner.divinity
      @Inner.divinity 5 หลายเดือนก่อน

      @@bidyaranjanpanda4557 are murkha, tu nije gote manasik bikalang andhabhakt...e Prakruti heuchi chirantan o parivartanshil, se samay anusare ape ape parivartan hue..ehaku kehi srushti kari nahanti..

  • @nirodamishra907
    @nirodamishra907 5 หลายเดือนก่อน +18

    Perfect katha.🙏

  • @dipakkumarjena45
    @dipakkumarjena45 5 หลายเดือนก่อน +1

    ଯଦି ଈଶ୍ୱର ବୋଲି କିଛି ଶକ୍ତି ଥାଆନ୍ତେ ତାହେଲେ
    ଈଶ୍ୱର ଅସ୍ଥିତ୍ଵ ଉପରେ ପ୍ରଶ୍ନ ଉଠାଉ ଥିବା ନାସ୍ତିକ ବା hetubadi ସୃଷ୍ଟି ହୋଇ ନ ଥାଆନ୍ତେ

  • @laxmidharsahoo8344
    @laxmidharsahoo8344 5 หลายเดือนก่อน +16

    ବାସ୍ତବ ରେ ଏ ବ୍ୟକ୍ତି ଜଣେ ମହାନ୍, କାରଣ ସବୁର ପ୍ରମାଣ ଓ କାରଣ ଖୋଜନ୍ତି ଆଉ ଜାଣନ୍ତି, I oblige him,

    • @skr471
      @skr471 5 หลายเดือนก่อน

      Toh boppa tate janma deichi tara pramana kan mate de 😅😅😅 toh bou ku tike patha bujhiba se pramana deipariba ta

    • @biswajit750
      @biswajit750 5 หลายเดือนก่อน

      😂😂Andhabhakt​@@skr471

    • @nilambarmohanty9385
      @nilambarmohanty9385 5 หลายเดือนก่อน

      ​@@skr471 jadi ta BAPAA & BOU ra GIAA GEI photo patheiba mu biswas karibi😂😂😂😂😂😂😂😂😂😂😂😂😂

    • @Geka404
      @Geka404 หลายเดือนก่อน

      ​@@skr471genetical test kareideba. Tu ete babu hurt kainki heuchi . Tame astika mane ete hyper kain heijao ? Lol toh bhagwan nare jadi kahibi tu kandi pakeibu re pua

    • @Geka404
      @Geka404 หลายเดือนก่อน

      ​@@nilambarmohanty9385genetical test kareide . Bodhe tohra 4ta bapa

  • @pabitrapradhan6184
    @pabitrapradhan6184 5 หลายเดือนก่อน +3

    Thank you Ratha sir for being the torch bearer of rationalism

  • @kshanadamishra3990
    @kshanadamishra3990 5 หลายเดือนก่อน +1

    ଏଇ ମହାଶୟ ଙ୍କୁ ରାଜ୍ୟ ରୁ ଏବଂ ଦେଶରୁ ବିଦାୟ କରାଯାଉ..... ଅଳିଆ ଗୋଟେ... ଏ ଭଳିଆ କିଛି ଗଲେ ରାଜ୍ୟ, ତଥା ଦେଶ ପରିଷ୍କାର ହେବ

  • @drmanasranjanrout7651
    @drmanasranjanrout7651 18 วันที่ผ่านมา

    ହେତୁବାଦୀର ଅର୍ଥ ଯେଉଁ ମାନଙ୍କର ହୀତାହିତ ଜ୍ଞାନ ନଷ୍ଟ ହୋଇ ଯାଇଛି।

  • @prafullachandrasahoo9688
    @prafullachandrasahoo9688 5 หลายเดือนก่อน +40

    ଏଭଳି ବ୍ୟକ୍ତି ମାନଙ୍କୁ କମିଟି ଭିତରେ ରଖିଥାନ୍ତେ ଓ ବିରିୟାନୀ ଖାଇ ରତ୍ନଭଣ୍ଡାର ଖୋଲିବାକୁ ଯାଇଥାନ୍ତେ. ତାହେଲେ ଜଣାପଡିଥାନ୍ତା ପ୍ରକୃତ ରହସ୍ୟ କଣ.

    • @amitbehera9861
      @amitbehera9861 5 หลายเดือนก่อน +2

      Bhai Seiloka pure Vegan......pure Veg thu adhika....

    • @JamesParichha.
      @JamesParichha. 5 หลายเดือนก่อน

      Thik thik

    • @abhimanyudash8360
      @abhimanyudash8360 5 หลายเดือนก่อน

      ଏ ହାରାମି ନୁହଁ.. ବ୍ରାହ୍ମଣବାଦ, ମନୁବାଦ ତୁମର ପିଢ଼ି ପିଢି କୁ ଗୋଲମ କରି ରାଜ କରୁଛି.. ଏପରି ହାରାମି ମାନଙ୍କୁ ଚିହ୍ନ... ନହେଲେ ବାପା ମାଆ ଧୋକା ଖାଉଥିଲେ.. ତୁମେ ତୁମର ପର ପିଢି ଧର୍ମର ଗୋଲାମଗିରି କରିବେ.. ତୁମକୁ ମୁକ୍ତି ହେବ ବିଜ୍ଞାନ, ତର୍କ.. ତେଣୁ ବିଜ୍ଞାନଦାବୀ, ତର୍କବାଦୀ ହୁଅ. ଉଲ୍ଲୁ ହୁଅ ନାହିଁ.. ଏବେ ତମ ଇଛା..

  • @biswajitdas-ss2rx
    @biswajitdas-ss2rx 5 หลายเดือนก่อน +45

    ଲୋକେ ଠିକ କହିଥିଲେ ତମ ପାଖରୁ ବଂଶ ବୁଡି ଯାଇଛି ତମେ ବଂଶ ରେ ଗଣା ନୁହେଁ

    • @manashnayak2794
      @manashnayak2794 5 หลายเดือนก่อน +2

      ନଡ଼ିଆ ର କେତୋଟା କଣା ତୋତେ ମୋ ପେଳ ଟା ଜଣା ମୁଁ 💯ଥର କହିବି କଳିଯୁଗ ରେ ଭଗବାନ ନାହାନ୍ତି ଇୟେ କଳି ଯୁଗ କେବେ ଆଖିରେ ଭଗବାନ ଙ୍କୁ ଦେଖିଛ ମୋ କମେନ୍ଟ କୁ ଜିଏ ଖରାପ ଭାବିଲେ ମୋର ଢ଼ୋ

    • @akashtripathy9488
      @akashtripathy9488 5 หลายเดือนก่อน

      ​@@manashnayak2794tu paban dekhichu, ta bali paban nai ki

    • @abhimanyudash8360
      @abhimanyudash8360 5 หลายเดือนก่อน +1

      ତମେ ସବୁ ପାଠପଢ଼ି ମହା ମୂର୍ଖ ... ବ୍ରାହ୍ମଣବାଦ, ମନୁବାଦର ଗୋଲାମ... ଆମେ ସତ୍ୟ, ବିଜ୍ଞାନର ଅନୁଚର..ଜୟ ସମ୍ବିଧାନ..

    • @ayushmaanb8095
      @ayushmaanb8095 5 หลายเดือนก่อน

      Thik kahi chhanty

  • @sashibhusanmohapatra5746
    @sashibhusanmohapatra5746 5 หลายเดือนก่อน +11

    I salute your valuable opinion

  • @bhaktajena4095
    @bhaktajena4095 5 หลายเดือนก่อน

    ଆପଣଙ୍କ ମତ ଚିରସ୍ମରଣୀୟ 👏🏿

  • @abhimanyudash8360
    @abhimanyudash8360 5 หลายเดือนก่อน

    ଏକ ଦମ ସତ୍ୟ କଥା କହୁଛନ୍ତି.. ଏ ମନୂବାଦୀ, କେତୁବାଦୀ ମାନେ ସମସ୍ତଙ୍କୁ ଉଲ୍ଲୁ ବନୁଉଛନ୍ତି.. ଜୟ ସମ୍ବିଧାନ

  • @Dinosaur222
    @Dinosaur222 4 หลายเดือนก่อน

    💯 true salute to this grand old man

  • @malayapatra9564
    @malayapatra9564 5 หลายเดือนก่อน +8

    ସତ ଶାର

  • @ArjunDas-kl1xs
    @ArjunDas-kl1xs 5 หลายเดือนก่อน +2

    କାଠ ପାଷାଣ ଲହୂବତା ଏ ନୁହେଁ ମାନବ ଦେବତା ରଥ ବାବୁ କହିଲା ଭଳି ଏସବୁ ବେକାର

  • @debabratasahu3598
    @debabratasahu3598 5 หลายเดือนก่อน +7

    ଶଳ୲ ତୋ ଘର ଠିକଣା ଥରେ ମତେ ମିଳିଗଲା ତା ପରେ ତୋ ରକ୍ଷା ନାହିଁ , ଠିଆ ଠିଆ ନ କ୲ଟିଛି ଜାଣିବୁ ଆଉ କେବେ ଆମ ଜଗନ୍ନାଥ ଙ୍କ ଉପରେ ଟିପ୍ପଣୀ କରିବାକୁ ସାହାସ ହବନି

  • @binodparida9914
    @binodparida9914 5 หลายเดือนก่อน

    ସାବଧାନ ଏଇ ମହାଶୟ ଜଗନ୍ନାଥଙ୍କର ପରମ ଭକ୍ତ ଏବଂ ଏଇ ବ୍ୟକ୍ତି ଏକାଦଶୀ ବି ପାଳନ କରନ୍ତି ପୂଜା ନକଲେ ଜଳ ଗ୍ରହଣ କରନ୍ତି ନାହିଁ,, କେବଳ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଏବଂ ରାଜନୀତି କୁ ଆସିବା ପାଇଁ ଏହା ଏକ କୃତ୍ରିମ ନାଟକ,,

  • @ashishkumarnayak1264
    @ashishkumarnayak1264 5 หลายเดือนก่อน

    Mr . ରଥ କହିବାର ବି ଗୋଟିଏ ସୀମା ଥାଏ..ହିନ୍ଦୁ ମାନଙ୍କର ଧର୍ମୀୟ ଭାବନାକୁ ଆଘାତ ଦେବାକୁ ତୁମ ବାପା, ମା ଶିକ୍ଷା ଦେଇଥିଲେ ବୋଧେ...

  • @vinpalgaria8818
    @vinpalgaria8818 5 หลายเดือนก่อน

    Pura right katha.. We support sir always

  • @purnachandrakumbhar3550
    @purnachandrakumbhar3550 5 หลายเดือนก่อน +15

    ହେ ମାନବ ସମାଜ, ଯଦି ବଂଚିବ ସଂସାରେ କେବଳ ସମ୍ଭବ ବିଜ୍ଞାନ ବଳରେ l କାହାର ଆଶୀର୍ବାଦ କିମ୍ବା କୃପା ବଳରେ l କରୋନା ବେଳେ ଠାକୁର ମାନେ କେଉଁଠି ଥିଲେ l କଳିଙ୍ଗ ଯୁଦ୍ଧରେ ଲକ୍ଷ ଲୋକକୁ ଅଶୋକ ମାରିଦେଲା ନିରୀହ ଲୋକ କି ଦୋଷ କରିଥିଲେ l ସବୁଜଦି ଭଗବାନ ଙ୍କ ଇସାରା ରେ, ତାହେଲେ ଥରେ ଚିକିତ୍ସା ଲୟକୁ ବୁଲି ଆସ ବିଜ୍ଞାନ କଣ ଵା ନ କରୁଛି l ଆପଣଙ୍କ ପିଲାଛୁଆ ଙ୍କୁ ସର୍ବଦା ବିଜ୍ଞାନ ବିଶ୍ୱାସୀ କରନ୍ତୁ ଅନ୍ଧ ବିଶ୍ୱାସୀ ନୁହଁ l ଆପଣମାନେ ବିଜ୍ଞାନବଳରେ ଟିଭି ରେ ସବୁଜାଣି ପାରୁଛନ୍ତି l ସତ୍ୟ ସର୍ବଦା ପିତା l ସେଇଥିପାଇଁ ହେତୁବାଦୀଙ୍କ କଥାକୁ ଖରାପ ଭାବୁଛନ୍ତି l କାରଣ ସେ ସତ କହୁଛନ୍ତି ବୋଲି

    • @tunathakur5802
      @tunathakur5802 5 หลายเดือนก่อน +1

      Jete bele kaunasi rogi ra sesa samay re hospital doctor cikiststa kariba re bifal hue setebele se doctor kahithae bhagwaan nka hata re

    • @Gopabandhu91
      @Gopabandhu91 5 หลายเดือนก่อน +1

      Suna bhai bigyana patha amaku jana paduchi kahinki na seita bastubadi kintu bhagwan nkra sakti adrusya kanhiki na doctor nd sceientist also said later faith on GOD

    • @purnachandrakumbhar3550
      @purnachandrakumbhar3550 5 หลายเดือนก่อน

      ଶରୀରର ପାର୍ଟସ ଗୁଡାକ ଅକାମି ହେବା ଟା ଏହା ଜୀବନ ପ୍ରକ୍ରିୟା l lifestyle ହେଉ ଅବା ବିପଥଗାମୀ ଜୀବନ ଧାରଣା ଯୋଗୁଁ ଅଳ୍ପୟୁଷ ହେବାକୁ ହୁଏ l ଏଥିବାଇ ନିଜେ ହିଁ ଦାୟି l ଧୀରେ ଧୀରେ ପାର୍ଟସ ନଷ୍ଟ ହେଲେ କେହି ରଖିପାରିବେ ନାହିଁ l ଭାଗ୍ୟ ଯଦି 100ବର୍ଷ ଲେଖିଛି ମୋର ମୃତ୍ୟୁ କାମଦିନରେ ହେବ କାହିଁକି? କର୍ମଲିଖନ ଅନର୍ଥ ହେବ କାହିଁକି? ଆହୁରି ଗୋଟେ କଥା, ସମସ୍ତେ କହନ୍ତି ମୃତ୍ୟୁବେଳେ ଦେବୀଦେବତାଙ୍କ ଆଶୀର୍ବାଦରୁ କିମ୍ବା ଅଭିଶାପରୁ ମଲା l ହେଲେ କାହିଁକି postmurtem ବେଳେ ଏକଥା ରିପୋର୍ଟ ରେ ଲେଖାଯାଉ ନାହିଁ

    • @umakantabhuyan8128
      @umakantabhuyan8128 5 หลายเดือนก่อน

      Tume Bala pandita au karona bele tumapain bhagaban asithante😅

  • @Dr.GM870
    @Dr.GM870 5 หลายเดือนก่อน +11

    Really good analysis and analysed in a scientific manner.🎉🎉🎉

  • @chintamanidash8365
    @chintamanidash8365 5 หลายเดือนก่อน

    ଏଇଟା ବଞ୍ଚିଛି ମୁଁ ଭାବିଥିଲି ନର୍କ କୁ ଚାଲିଗଲାଣି, ଯେଉଁମାନେ କେବଳ ସନାତନ ଧର୍ମ କୁ ନିନ୍ଦା କରନ୍ତି ଆଉ ଅନ୍ୟ ମାନଙ୍କ ବିଷୟ ରେ ଚୁପ୍ ରହନ୍ତି ସେମାନଙ୍କୁ...... କୁହାଯାଏ ଏଇଟା ସତ କିନ୍ତୁ ରତ୍ନ ଭଣ୍ଡାର ବିଷୟ ରେ କିଛି ଅପପ୍ରଚାର ହେଇଛି ଏଇଟା ବି ସତ

  • @pradeepbehera6905
    @pradeepbehera6905 5 หลายเดือนก่อน

    ମରିଗଲେ ଚିନ୍ତା ନାହିଁ , ତ ଲୋକ ମାନଙ୍କୁ ଏମିତି କହିବା ପାଣି ପାଇଁ ଚିନ୍ତା କଣ ପାଣି ପାଇଁ କରୁଛୁ । ସମସ୍ତେ ନିଜ ନିଜ ବାଟରେ ଅଛନ୍ତି , ତୋର କଣ ଚିନ୍ତା ଯାଉଛି ।

  • @kathaokabitabysunanda2136
    @kathaokabitabysunanda2136 5 หลายเดือนก่อน +11

    ଏସବୁକୁ ବୁଝିବା ପାଇଁ ଆତ୍ମ ସମ୍ମାନ ଓ ଜ୍ଞାନ r ଆବଶ୍ୟକତା ଅଛି। ନହେଲେ ଅଦୃଶ୍ୟ ଭୟ ଓ ଅନ୍ଧ ଭକ୍ତି ରେ ଜୀବନ ଚାଲେ

    • @abhimanyudash8360
      @abhimanyudash8360 5 หลายเดือนก่อน

      ବ୍ରାହ୍ମଣବାଦ, ମନୁବାଦ ତୁମର ପିଢ଼ି ପିଢି କୁ ଗୋଲମ କରି ରାଜ କରୁଛି.. ଏପରି ହାରାମି ମାନଙ୍କୁ ଚିହ୍ନ... ନହେଲେ ବାପା ମାଆ ଧୋକା ଖାଉଥିଲେ.. ତୁମେ ତୁମର ପର ପିଢି ଧର୍ମର ଗୋଲାମଗିରି କରିବେ.. ତୁମକୁ ମୁକ୍ତି ହେବ ବିଜ୍ଞାନ, ତର୍କ.. ତେଣୁ ବିଜ୍ଞାନଦାବୀ, ତର୍କବାଦୀ ହୁଅ. ଉଲ୍ଲୁ ହୁଅ ନାହିଁ.. ଏବେ ତମ ଇଛା..

    • @benudharpadhi2288
      @benudharpadhi2288 5 หลายเดือนก่อน

      ​​@@abhimanyudash8360ତୁମ ହେତୁବାଦୀ ମାନେ ଅନ୍ଧଭକ୍ତ ଧର୍ମ କାହାକୁ ଗୁଲାମ କରିନି ବାସ୍ତବରେ ତୁମ ପରି କେତେକ ଲୋକ ଧର୍ମ କୁ ଅପମାନ କରୁଛ । ତୁମ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଉଚିତ୍ । ବ୍ରାହ୍ମଣ କୌଣସି ପ୍ରକାର ଖରାପ ଭୁଲ କାର୍ଯ୍ୟ କରନ୍ତି ନାହିଁ । ବ୍ରାହ୍ମଣ ଶବ୍ଦ ର ଅର୍ଥ ଯିଏ ବ୍ରହ୍ମ କୁ ଜାଣେ । ବ୍ରାହ୍ମଣ କାହାକୁ ଗୁଲାମ କରିନାହାନ୍ତି ବରଂ ସେ ପୂଜା ଯଜ୍ଞ ବୈଦିକ କର୍ମ କରନ୍ତି । ଭାରତୀୟ ସନାତନ ଧର୍ମ କାହାକୁ ଗୁଲାମ କରେ ନାହିଁ ବରଂ ଏହା ଭାରତୀୟ ସନାତନ ଧର୍ମ ମାନବ କୁ ଏକ ଶ୍ରେଷ୍ଠ ମାନବ ରୂପେ ଗଠନ କରେ । ବାସ୍ତବରେ ତୁମ ହେତୁବାଦୀ ମାନେ ଅନ୍ଧଭକ୍ତ ତୁମ ହେତୁବାଦୀ ମାନେ ଭାରତୀୟ ସନାତନ ଧର୍ମ କୁ ଅପମାନ କରୁଛ ତୁମ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଉଚିତ୍। ବାସ୍ତବରେ ତୁମ ହେତୁବାଦୀ ମାନେ ହିଁ ହାରାମି

  • @BhimesenMajhi
    @BhimesenMajhi 3 หลายเดือนก่อน

    ଏହି ମହାସୟକୁ ମୁଖ୍ୟ ମନ୍ତ୍ରୀ କରିଥିଲେ ଭଲ ହେଇଥାନ୍ତା ।

  • @jayaprakashdash6918
    @jayaprakashdash6918 5 หลายเดือนก่อน

    ହେତୁବାଦୀ ମାନଙ୍କର ପାଠରେ ଯାହାହେଉ ବାପାଅଛି ମାଁ ଅଛନ୍ତି ନା ନାହିଁ, ଯଦି ବର୍ତ୍ତମାନ ବାପା ମାଁ ଥିଲେ କର୍ମକୁ ନିନ୍ଦୁଥିବେ ଏମିତି କୁଳାଙ୍ଗାର ,ନିନ୍ଦୁକ ,କୁ କାହିଁକି ଜନ୍ମ କଲୁ

  • @benudharpadhi2288
    @benudharpadhi2288 5 หลายเดือนก่อน

    ଭାରତୀୟ ସନାତନ ଧର୍ମ କୁ ମାନୁ ବା ନମାନୁ ଭାରତୀୟ ସନାତନ ଧର୍ମ ସଠିକ ଭାବରେ ଚାଲାବ । ବାସ୍ତବରେ ମିଡିଆ trp ପାଇଁ ଏହି ପରି କରୁଛି । ବାସ୍ତବିକ ମତ ।

  • @SarbjitSahoo
    @SarbjitSahoo 28 วันที่ผ่านมา

    Ratha sir 🙏 ❤

  • @prakashmodiodisha
    @prakashmodiodisha 5 หลายเดือนก่อน +2

    ସତ୍ୟ... ଧର୍ମ... ନ୍ୟୟ...ଅହିଁଶା...କ୍ରୋଧ...
    କର୍ମ... ପ୍ରକୃତି...ପରିବେଶ. ଗୁରୁଜ୍ଞାନ

  • @drmanasranjanrout7651
    @drmanasranjanrout7651 18 วันที่ผ่านมา

    ମୂର୍ଖଙ୍କ ପାଇଁ ଯାହା ଅନ୍ଧବିଶ୍ୱାସ, ଜ୍ଞାନୀଙ୍କ ପାଇଁ ତାହା ବିଜ୍ଞାନ।

  • @aviramrout4836
    @aviramrout4836 5 หลายเดือนก่อน

    ଅଳ୍ପ ଜ୍ଞାନ ଭୟଙ୍କରୀ
    ନିଜ ସଂସ୍କୃତି କୁ ଅପମାନ କରିବା ସମ୍ପୂର୍ଣ୍ଣ ଭୁଲ

  • @KulamaneePradhan
    @KulamaneePradhan 5 หลายเดือนก่อน

    ଏ ମଘୀୟା କୁ ମିଡ଼ିଆ ଵାଲା କାହିଁକି କଥା ହେଉଛ ପ୍ରକୃତରେ ମିଡ଼ିଆ ଖରାପ ଜଗତର ଠାକୁର ଜଗନ୍ନାଥ ଜୟ ଜଗନ୍ନାଥ

  • @priyankaranikhara3685
    @priyankaranikhara3685 5 หลายเดือนก่อน

    Excellent talk🙏

  • @debarajnanda7130
    @debarajnanda7130 5 หลายเดือนก่อน

    ତମେ ମିଡ଼ିଆ ତୁମର କିଛି ନାହିଁ ଏ ଲୋକ ଯଦି ହେତୁ ଏହାର ଯଦି ଜ୍ଞାନ ଅଛି ବିଜ୍ଞାନ ରେ କଣ ଗୋଟିଏ ବାହାର କରୁନି ତାହେଲେ ଜଣା ପଡିବ ଏହାକୁ ମନ ବିଜ୍ଞାନ ବିଷୟରେ ଜଣା ନାହିଁ, ଭଣ୍ଡାମୀ କରୁଛି ଧର୍ମ କୁ ନେଇ ଅଯଥା ଚର୍ଚ୍ଚା କରୁଛି କାହିଁକି

  • @ratikantaprusty4689
    @ratikantaprusty4689 5 หลายเดือนก่อน

    ଏ ଖ୍ରୀଷ୍ଟିଆନ ଲୋକ ର ବାଇଟ କାହିଁ ନିଆଯାଉଛି, ଯିଏ କହୁଛି ମୋ ଠାକୁର ଜଗନ୍ନାଥ ନୁହେଁ।

  • @premsunani4922
    @premsunani4922 5 หลายเดือนก่อน

    Jai hetu badi❤❤❤❤

  • @saratsenapati9325
    @saratsenapati9325 5 หลายเดือนก่อน

    ତୁ ଏବଂ ତୋ ପୂର୍ବ ପୁରୁଷ ଏ ଧରିତ୍ରୀକୁ ଆସିଲ କେମିତି,ଏ ଚନ୍ଦ୍ର ସୁର୍ଯ୍ୟ ଦିନ ରାତି କିଏ ସୃଷ୍ଟି କଲା ଉତ୍ତର ଦେ, ନଚେତ୍ ତୋ ସ ପରିବାରକୁ ପ୍ରଭୂ ଜଗନ୍ନାଥ ବିକଳାଙ୍ଗ କରିଦିଅନ୍ତୁ

  • @trinathBehera-nt2xq
    @trinathBehera-nt2xq 5 หลายเดือนก่อน +17

    Andhakaraku dura karithibaru apananku koti koti pranam

  • @RAlok687
    @RAlok687 5 หลายเดือนก่อน

    ତୁମାଘିଆ ଆମଠାକୁରଙ୍କୁ ଈଙ୍ଗିତ କରି କହୁଚୁ ହାତ ନାହିଁ ଗୋଡ ନାହିଁ ତୋହାତ ଗୋଡ ଥାଇଁ ତୁ ସଳା ଗୋଟେ ମାଦଳ ସାଙ୍ଗରେ ସମାନ କେତେଦ୍ଭାସା ତୁ ସୁଣୁଚୁ ରାଧେ ବାବା ଦୁଇଟି କିଡ଼ିନି ନାହିଁ ସେ କେମିତି ବଞ୍ଚିଛନ୍ତିରେ ସଳା ଜନ୍ମ ଅଛି ମୃତୁ ଅଛି ତୁଚାହିଁଲେବଞ୍ଚେଇ ଦବୁ ମାଘିଆ🤫🤫🤫

  • @Sunitavlogs51
    @Sunitavlogs51 2 หลายเดือนก่อน

    Absolutely right sir❤

  • @SaradaPrasadDas
    @SaradaPrasadDas 5 หลายเดือนก่อน

    ❤❤ Perfect 100 ❤❤

  • @jyotismanojha8057
    @jyotismanojha8057 5 หลายเดือนก่อน

    ଏମାନେ କ'ଣ ଗୋଟିଏ ସମାଜର ମୂଲ୍ୟବାନ ଲୋକ ଯେ ଏ ଶସ୍ତା ମିଡ଼ିଆ ବାଲାଏଠି କ'ଣ କରୁଛନ୍ତି କ'ଣ ବା ଏହା ଦରକାର

  • @AyanshSahu-l1r
    @AyanshSahu-l1r 5 หลายเดือนก่อน

    ସାସ୍ତ୍ର ରେ ଲେଖାଅଛି ଯିଏକି ଭଗବାନଙ୍କୁ ମାନନ୍ତି ନାହିଁ ସେ ମଲେ ଚମଚଟିଆ ହୁଅନ୍ତି ଏ ହେତୁବାଦି ମାନେ ମଲେ କ'ଣ ହେବେ?

  • @Subhalaxmi7
    @Subhalaxmi7 5 หลายเดือนก่อน

    ଆପଣ ଙ୍କ ର କୌଣସି ଅଧିକାର ନାହିଁ ଆମ ମହାପ୍ରଭୁ ଙ୍କ ବିଷୟରେ ଏ ଭଳି ମନ୍ତବ୍ଯ ଦବା ପାଇଁ 😡ଆପଣ ଜଗନ୍ନାଥ ଙ୍କୁ ମାନନ୍ତିନି ଏଟା ଆପଣ ଙ୍କ personal choice so please ଏ bhali କଥା କହି ଜଗନ୍ନାଥ ଙ୍କୁ ଭଲ ପାଉଥିବା ଲୋକ ମାନଙ୍କ ଭାବାବେଗ କୁ ଆଘାତ କରନ୍ତୁନି 🙏Doctor bi ସେଇ ଭଗବାନ୍ ଙ୍କୁ ଶେଷ ରେ ଛାଡି ଦେଇ ଥାନ୍ତି.

  • @MilanMohapatra13
    @MilanMohapatra13 5 หลายเดือนก่อน

    ହେତୁବାଦୀ❌ 🥱 କେତୁବାଦୀ✅

  • @KasturbaChatriya
    @KasturbaChatriya 5 หลายเดือนก่อน +16

    U r right,sabu bhandami
    Lokaku divert kariba chhada au kichhi nahi...

  • @niranjansamal2583
    @niranjansamal2583 5 หลายเดือนก่อน

    ହେତୁବାଦୀ ତାଙ୍କ ହେତୁ କଥା କୁହନ୍ତି । ହଜାର ବର୍ଷ ତଳର ହେତୁ ବିଷୟରେ କିଛି କହି ପାରି ବେକି? ମିଡ଼ିଆ ତାଙ୍କ ପାଖକୁ କାହିଁକି ଯାଉଛନ୍ତି। ସବୁଠାରୁ ବଡ ଠକ ହେତୁବାଦୀ ମାନେ |

  • @subaldas9613
    @subaldas9613 5 หลายเดือนก่อน

    ଯିଏ ଭଗବାନକୁ ବିଶ୍ୱାସ କରନ୍ତି ନାହିଁ ଏ ହେତୁବାଦି ରହିବା କଥା ନୁହଁ

  • @ManasRanjanpanda-ox8om
    @ManasRanjanpanda-ox8om 26 วันที่ผ่านมา

    ଭଗବାନ ସକଳ ଶକ୍ତି ର ଆଧlର

  • @rangasing9056
    @rangasing9056 5 หลายเดือนก่อน

    Right କଥା Sir

  • @bibhutisahu4204
    @bibhutisahu4204 5 หลายเดือนก่อน

    ମାନୁଛି ହିନ୍ଦୁ ଧର୍ମ ରେ ଅନ୍ଧ ବିଶ୍ୱାସ ଅଛି, କିନ୍ତୁ ଭଗବାନ ଅଛନ୍ତି, ଯଦି ନାହାନ୍ତି ଏ ସୃଷ୍ଟି କିଏ ତିଆରି କଲା, ତମେ ହେତୁବାଦୀ ମାନେ ଗୋଟେ ସୃଷ୍ଟି ତିଆରି କର

    • @Inner.divinity
      @Inner.divinity 5 หลายเดือนก่อน

      ଯଦି ଈଶ୍ବର ବୋଲି ଜଣେ କେହି ଅଛନ୍ତି , ତା ହେଲେ ସେ ଏ ସୃଷ୍ଟି କାହିଁକି ରଚନା କଲେ ? ବିନା ଉଦେଶ୍ୟରେ କିଏ କିଛି କରେ ନାହିଁ , ତାହେଲେ ଏ ସୃଷ୍ଟି ରଚନା ପଛରେ ଈଶ୍ବର ଙ୍କ ଉଦେଶ୍ୟ , ଅଭିପ୍ରାୟ କଣ ?..

  • @surendrakumarpradhan8962
    @surendrakumarpradhan8962 5 หลายเดือนก่อน

    ଆପଣ ହିନ୍ଦୁ ଧର୍ମ କୁ ଅପମାନ କରୁଛନ୍ତି ଏଥି ପାଇଁ ଆପଣ ଙ୍କୁ ବହୁତ କଷ୍ଟ ସହିବାକୁ ପଡିବ ଜଗନ୍ନାଥ ତ ନାହାନ୍ତି ଆପଣ କେମିତି କଥା କହୁଛନ୍ତି କହିଲେ

  • @SumantakumarSahani
    @SumantakumarSahani 5 หลายเดือนก่อน

    Ratha baby urr right 👍 speech

  • @romeojeet9839
    @romeojeet9839 5 หลายเดือนก่อน

    90% right 10% wrong
    Apana bohut bhala bhabare bujheiki kahuchati sir....🙏

  • @Sipu7193
    @Sipu7193 21 วันที่ผ่านมา

    I completely agree with Pratap Sir.

  • @AlineOp
    @AlineOp 5 หลายเดือนก่อน

    ଆପଣଂକ କଥାର ସତ୍ୟାସତ୍ୟ ପ୍ରମାଣିତ କରିବା ଦରକାର ନାହିଁ ଏବିଗାନସମତଠିକକଥା

  • @kunugyana1529
    @kunugyana1529 5 หลายเดือนก่อน

    Sir ଆପଣ କଥା ଶୁଣି ଅନ୍ଧ ଭକ୍ତ ନିଆଁ ଲାଗୁଛି 😅

  • @gardenAkhi
    @gardenAkhi 5 หลายเดือนก่อน

    ମୁଁ କଣ ଶୁଣିଥିଲି ଇଏ ପରା ପରଲୋକରେ..... 😮😮

  • @upaduchandrasekhar5835
    @upaduchandrasekhar5835 5 หลายเดือนก่อน

    ହେ ! ଯା ବେ..

  • @chanel..rkumar8574
    @chanel..rkumar8574 หลายเดือนก่อน

    ଭଗବାନ ଅଛନ୍ତି କିନ୍ତୁ ତୋ ଭଳିଆ ଲୋକଙ୍କ ପାଇଁ ନାହିଁ

  • @AliBaba-o3j
    @AliBaba-o3j 5 หลายเดือนก่อน

    😮😮 ଏଇ ଟା ସତ ନାଁ ମିଛ

  • @mralok7132
    @mralok7132 5 หลายเดือนก่อน

    ଚପା ହେତୁ ବାଦି ଙ୍କୁ 😅 ସେଭିତରେ ଛାଡିଦେଲେ ଭଲ ହୁଅନ୍ତା 😅

  • @mishrabisudhananda3551
    @mishrabisudhananda3551 5 หลายเดือนก่อน +15

    ଏଇଟା ବ୍ରାହ୍ମଣ ଗୋତ୍ର ରେ ଗୋଟିଏ କୁଳାଙ୍ଗାର।ନିଜକୁ ନିଜେ ବିରାଟ ଦାର୍ଶନିକ ଭାବେ।ନିଜେ ନିଜର ମତ ଘରେ ରଖିଲେ କିଛି ଅସୁବିଧା ନାହିଁ ମାତ୍ର ସର୍ବସାଧାରଣରେ ଏପରି କହି କେବଳ ହିନ୍ଦୁ ଧର୍ମ କୁ ଆକ୍ଷେପ କରିବା ଅର୍ଥ ଭାରତ ର ସଂଖ୍ୟାଧିକ ଲୋକ ଙ୍କ ବିଶ୍ୱାସ କୁ ଉପହାସ କରିବା ସହ ସମାନ।

    • @mousumikumari2782
      @mousumikumari2782 5 หลายเดือนก่อน

      Tu kau jati ra kire tu to gote tal Talia jati ra laguchhu
      Are brahman sabu bele brahman ama brahman jati ku Kula ngara kahiba ru Tate abhi sapya deuchhi tu para janma re mai kukura heiki janma nebu
      Jay jagannath jay brahman samaj

    • @mishrabisudhananda3551
      @mishrabisudhananda3551 5 หลายเดือนก่อน

      @@mousumikumari2782 , ଆଲୋ ମା ତୁ ତ ଏହି ଜନ୍ମରେ ଗୋଟିଏ ମାଈ କୁତି ହୋଇ ଜନ୍ମ ହୋଇଛୁ।ଟିକିଏ ଭୋ ଭୋ କମ୍ କର।

  • @rjitmitalivlogs6494
    @rjitmitalivlogs6494 5 หลายเดือนก่อน

    ତୁଗୋଟି ହେତୁବାଦୀ ନା ବାଳ ବାଦି
    ତୁଆଗ କହ ଜଗନ୍ନାଥ ତୋ ଠାକୁର ନୁହେଁ ତାହେଲେ ତତେ କିଏ କହିଲା ତାଙ୍କ ବିଷୟରେ କହିବାକୁ ଭାଡୁଆ କୋଉଠି କାର

  • @adityaprasadtripathy8812
    @adityaprasadtripathy8812 5 หลายเดือนก่อน

    ଏଇ ଲୋକ ଟା ଭାରତ ପାଇଁ କଳଙ୍କ
    ଅତି ଦର୍ପ ହତ ଲଙ୍କା

  • @GaneshKhamari-w8i
    @GaneshKhamari-w8i 20 วันที่ผ่านมา

    ଆଗରୁ ତୁମ ବାପା କିଏ ଥିଲେ
    ତା କୁ ପଚରା ଭଗବାନ କିଏ
    ସେ କହି ପାରିବେ

  • @sanjuktamohanty9668
    @sanjuktamohanty9668 5 หลายเดือนก่อน

    Sir namaste 🙏 ♥️. You are unique and bold,practical. I am agreed with you and respect you. 🙏

  • @bhagirathisahu9975
    @bhagirathisahu9975 3 หลายเดือนก่อน

    ସାର ନମସ୍କାର. ଟିକେ ମତ ରଖନ୍ତୁ ଯେ କାହିଁକି ସରକାରୀ ଦରମା ବେସରକାରୀ ଦରମା ଠାରୁ ଅଧିକ.

  • @facetoface2156
    @facetoface2156 5 หลายเดือนก่อน +1

    ଜୟ ହୋ

  • @maheswarpradhan3978
    @maheswarpradhan3978 5 หลายเดือนก่อน

    ନିୟୁଜ ଆଣିବାକୁ ଆହୁ କାହାକୁ ପାଇଲେନାହିଁ, ନିୟୁଜ ଜଦି ପାଉନାହଁ ଘର ରେ ସୋଉନ, ପ୍ରଥମେ ତୁମ ମାନଙ୍କୁ କଣ କହିବ

  • @kuanrtudu9960
    @kuanrtudu9960 5 หลายเดือนก่อน

    ଜଗନ୍ନାଥ ମହାପ୍ରଭୁ ଙ୍କୁ ଜିନିଷ କହୁଛନ୍ତି , ଇଏ ମଣିଷ ନା ଜନ୍ତୁ ଜାଣି ପାରୁନି ।

  • @prafullakar9793
    @prafullakar9793 5 หลายเดือนก่อน

    *ଆପଣଙ୍କ ସାହସ କୁ ସାଧୁବାଦ୍ ଅଜ୍ଞା.....ଏଠି ଧର୍ମ ନାମ ରେ ଧନ୍ଦା ଚଳାଇଛନ୍ତି.....ପରମ୍ପରା ନା ରେ ଲୋକଙ୍କୁ ଲୁଟା ଯାଉଛି....କେବଳ ଅନ୍ଧ ବିଶ୍ୱାସ ଓ ପାଖଣ୍ଡବାଦ୍ ଚାଲିଛି....*

  • @manoranjanjena6161
    @manoranjanjena6161 5 หลายเดือนก่อน +8

    ମୁଁ ମଧ୍ୟ ପ୍ରଳୟ ଆସିବାକୁ ବିରୋଧ କରେ ତା ଅର୍ଥ ନୁହେଁ ଜଗନ୍ନାଥ ଙ୍କୁ ଅବିଶ୍ବାସ କରିବା ଯେଉଁମାନେ ହେତୁବାଦି ଚୋଦୋଉଛନ୍ତି ମୋର ସେମାନଙ୍କୁ ପ୍ରଶ୍ନ ଯେତେବେଳେ ଚନ୍ଦ୍ରାୟନ ୩ ଆଉ ମଙ୍ଗଳାୟନ୨ ଲଞ୍ଚ କରାଗଲା କ'ଣ ପାଇଁ ସେମାନେ ତିରୁପତି ଯାଇଥିଲେ ? କ'ଣ ହେତୁବାଦିମାନେ ତାଙ୍କଠାରୁ ଅଧିକ ଗ୍ୟାନି ? ଗତ କିଛି ଦିନ ତଳେ ଇସ୍ରୋ ଅଧ୍ୟକ୍ଷ S somanath କେରଳର ଗୋଟିଏ ହିନ୍ଦୁ ମନ୍ଦିରକୁ ଯାଇଥିଲେ ତାଙ୍କୁ ସାମ୍ବାଦିକ ଭାଇମାନେ ପ୍ରଶ୍ନ କରିଥିଲେ ଆପଣ କ'ଣ ଠାକୁର ଙ୍କୁ ବିଶ୍ବାସ କରନ୍ତି? ସେ ଉତ୍ତର ରଖିଥିଲେ କି ଭଗବାନଙ୍କ ବିନା ମୁଁ ନିମିତ୍ତ ମାତ୍ର ଆଜି ଯାହା susses ହେଇଛି ତାହା ଭଗବାନ ଙ୍କ ଇଛାରେ ହୋଇଛି ମୁଁ ମାତ୍ର ମାଧ୍ୟମ । ତେଣୁ ଏମାନେ ଯଦି ଗୋଟିଏ ଗୋଟିଏ ବୈଜ୍ଞାନିକ ହୋଇଥାନ୍ତେ କହିଥାନ୍ତେ ଦିନରାତି ଆମେ କରୁଛୁ ।

    • @Inner.divinity
      @Inner.divinity 5 หลายเดือนก่อน +1

      @@manoranjanjena6161 ବୈଜ୍ଞାନିକ ମାନେ ବିଜ୍ଞାନ ପଢି ବୈଜ୍ଞାନିକ ହେଇଛନ୍ତି ନ ବେଦ, ଉପନିଷଦ,ପୁରାଣ ପଢି ? ତୁମ ଦେହ ଖରାପ ହେଲେ ଡାକ୍ତର ଙ୍କ ପାଖକୁ ଯାଉଛ ନ ଚନ୍ଦନ , ସିନ୍ଦୁର ମାରି କୀର୍ତ୍ତନ କରି ମନ୍ଦିର ରେ ଅଧିଆ ପଡୁଛ ? 🤣😁..

  • @tusarswain9220
    @tusarswain9220 5 หลายเดือนก่อน

    ବୋବେଈ ବୋବେଈ ଥକି ଜିବ, ତମେ ଏମିତି ବୋବଊ ଥିବ, ଭାରତୀୟ ମାନେ ଏମିତି ଧାର୍ମିକ ହୋଈ ଆଗଊ ଥିବେ

  • @onlineenglishcoachingoav1784
    @onlineenglishcoachingoav1784 5 หลายเดือนก่อน +6

    Correct ❤❤

  • @ashokkumarsamal4864
    @ashokkumarsamal4864 5 หลายเดือนก่อน

    Sir, you are really genius. My heartiest congratulations and pranam to you.

  • @creativeodishatechinfo
    @creativeodishatechinfo 5 หลายเดือนก่อน

    ଇସଲାମ୍ ବିଷୟରେ ଟିକେ ଜ୍ଞାନ ପେଲ ଭଲ ହେବ

  • @biswanathswain4574
    @biswanathswain4574 5 หลายเดือนก่อน

    ସାହସ ଅଛି ତ ମୁସଲିମ ସମ୍ପ୍ରଦାୟ ଠାକୁର ଙ୍କ ବିଷୟରେ କିଛି କହ ଗୋଛି କାଟି ଦେବେ

  • @bijayakumarpanda7902
    @bijayakumarpanda7902 5 หลายเดือนก่อน

    ଚାରିଟା ସ୍ତ୍ରୀ ବାହାହେବା, ତଲାକ ପରେ କ୍ଷତିପୂରଣ ନଦେବା, ତଲାକ ପରେ ହଲାଲା କରିବା ବିଷୟରେ କିଛି କୁହନ୍ତୁ।

  • @RameshKandi-b1w
    @RameshKandi-b1w 5 หลายเดือนก่อน +2

    Right sir Jay hetubadi Jay bharat