Live | 'ବାବୁ ରାଜକୁ ବାଏ ବାଏ' | UP CM Yogi Adityanath | BJP Odisha | Election Campaigning | OTV

แชร์
ฝัง
  • เผยแพร่เมื่อ 21 ก.ย. 2024
  • Live | 'ବାବୁ ରାଜକୁ ବାଏ ବାଏ' | UP CM Yogi Adityanath | BJP Odisha | Election Campaigning | OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

ความคิดเห็น • 6

  • @SatrughanBehera-ut5ol
    @SatrughanBehera-ut5ol 4 หลายเดือนก่อน +1

    ହିନ୍ଦୀ ମେଡ଼ିଆ ଓଡ଼ିଶାର news କୁ କେବେ ଦେଖାଉ ନଥିଲା ଏବେ BJP ନେତାଙ୍କ ପ୍ରଚାର ପାଇଁ ଦେଖାଉଛି। ହିନ୍ଦୀ ଲୋକମାନଙ୍କର ଓଡ଼ିଶାର ବିପର୍ଯୟ ସମୟରେ ଦେଖା ନଥିଲା ଏବେ ଭୋଟ ପାଇଁ ଘନ ଘନ ଗସ୍ତ କରୁଛନ୍ତି । ବିଜେପି ନେତା ଯେ କହୁଛନ୍ତି ଓଡ଼ିଶାରେ ଦାଦନ ସମସ୍ୟା ଅଛି । ଉତ୍ତର ପ୍ରଦେଶ ଓ ବିହାରରେ ମଧ୍ୟ ସବୁଠୁ ଅଧିକ ଦାଦନ ସମସ୍ୟା ରହିଛି। କାହିଁ ସେଠିତ ବିଜେପ ସରକାର ଅଛି ଦୂର କରିପାରୁ ନାହିଁ ।ମୋଦୀ ୨୦୧୯ ରେ କହିଥିଲେ ସରକାରକୁ ଆସିଲେ ଗ୍ୟାସ୍ 300 ଟଙ୍କାରେ ଦେବ । ପେଟ୍ରୋଲ୍ ଓ ଡିଜେଲ ର ଦର କମିବ, କଳାଧାନ ଫେରିଆସିବ, ସବୁ ଲୋକଙ୍କ ଆକାଉଣ୍ଟ୍ କୁ ୧୫ ଲକ୍ଷ ଆସିବ | ବର୍ଷକୁ ଦୁଇ କୋଟି ରୋଜଗାର ମିଳିବ କାହିଁ । ମିଳିଲା କାହାକୁ | BJP ଗୋଟିଏ ମିଛୁଆ ଦଳ ଯାହା କହେ ତା କରେନି । ବିମୁଦ୍ରାକରଣ କରି ଲୋକମାନଙ୍କୁ ହଇରାଣ କଲା । ଅଗ୍ନିବୀର ଯୋଜନା କରି ଯୁବକମାନଙ୍କୁ ୪ ବର୍ଷ ପାଇଁ ସେନାରେ ଭର୍ତ୍ତି କଲେ । ତା ପରେ ସେମାନେ କରିବେ କ'ଣ?ଛତିଶଗଡ଼ର ଲୋକମାନଙ୍କୁ ୩୦୦ ଟଙ୍କା ଉତ୍ତା ଦଉଛି ବିଜେପି ସରକାର ।

  • @SatrughanBehera-ut5ol
    @SatrughanBehera-ut5ol 4 หลายเดือนก่อน +1

    ବିଜେପି ଜନଗଣନା କାହିଁକି କରିନି ଏ ପର୍ଯ୍ୟନ୍ତ

  • @pallaviswain8875
    @pallaviswain8875 4 หลายเดือนก่อน

    ମାଳ ମାଳ ନେତା ଓଡ଼ିଶା ଚକର କାଟୁଛନ୍ତି। କି ଦିନରେ ନାରଣ। ନବୀନ କୁ ଏତେ ଡର 😮

  • @AmarKumar-wf5no
    @AmarKumar-wf5no 4 หลายเดือนก่อน +1

    Yogi Ji sirf aaya vote ke liye aur dusra kuchh ke liye aaya nahin pahle kidhar gaya tha

  • @prasantakumarbehera5932
    @prasantakumarbehera5932 4 หลายเดือนก่อน

    Jogi Tera up kitna no he