Lakhmi Narayana Bachanika in Odia Culture | Odisha State Archives | Niladri Bije

แชร์
ฝัง
  • เผยแพร่เมื่อ 8 ก.พ. 2025
  • My talk in the Odisha State Archives, special event on the occasion of Niladri Bije. I illustrated and spoke on Lakhmi Narayana Bachanika (ଲକ୍ଷ୍ମୀନାରାୟଣ ବଚନିକା, ଶ୍ରୀମନ୍ଦିରର ନୀଳାଦ୍ରିବିଜେ ନୀତି ଆଧାରିତ ପାରମ୍ପରିକ ବଚନିକା), the squabble between Lakshmi and Jagannatha when the latter forgets to take her along during the Ratha Jatra. Honoured to have shared the dais with eminent scholars Sri Asit Mohanty, Sri Krupasindhu Mishra, Sri Bhaskar Mishra- as well as Sri Manoranjan Panigrahi & Smt Sanghamitra Satpathy.
    These are all from the Chhanda branch of traditional Odia music, which forms a major section of Odisha's classical music, Odissi music & hundreds of other folk traditions.
    Help us caption & translate this video!
    amara.org/v/qXDZ/

ความคิดเห็น • 60

  • @ratikantabehera8987
    @ratikantabehera8987 3 ปีที่แล้ว +6

    ଆପଣଙ୍କ ସ୍ୱର ରେ ଏ ବଚନିକା ଜୀବନ୍ତ ଲାଗୁଚି, ଅପୂର୍ବ, ଅପୂର୍ବ...

  • @tarineepmahapatra3880
    @tarineepmahapatra3880 4 ปีที่แล้ว +14

    ଆପଣ ଆମ ଓଡିଶାର ସଂସ୍କୃତି କୁ ସଂସାର ଭିତରେ ଉଜାଗର କରୁଛନ୍ତି ଏହା ଠାରୁ ପୂଣ୍ୟ କର୍ମ କିଛି ନାହିଁ । ଆପଣ ଙ୍କୁ ଶତ କୋଟି ଧନ୍ଯବାଦ୍ ।

  • @gyanaranjannanda6950
    @gyanaranjannanda6950 ปีที่แล้ว +1

    ଜୟ ଶ୍ରୀ ଜଗନ୍ନାଥ ଚମତ୍କାର ମୋ ଭାଇ 🙏

  • @nirakarsamantray2480
    @nirakarsamantray2480 3 หลายเดือนก่อน +2

    ଧନ୍ୟବାଦ ପ୍ରତୀକ ବାବୁ ।।। ଜୟ ଜଗନ୍ନାଥ

  • @keshabpati6127
    @keshabpati6127 21 วันที่ผ่านมา

    Apurba sundar old odiya geeta surni karna mora dhnya hela.

  • @debasismohanty-wn1pb
    @debasismohanty-wn1pb 20 วันที่ผ่านมา

    Vai Laxmi naran kali ati sundar, namaskaar ❤❤

  • @jyotisankarflutemusic3426
    @jyotisankarflutemusic3426 4 ปีที่แล้ว +5

    ଜଗନ୍ନାଥଙ୍କ ଅପାର କୃପା ତୁମ ଉପରେ ଥାଉ ଓ ତମେ ଏମିତି ଓଡ଼ିଶାର ଲୁପ୍ତପ୍ରାୟ କଳା ଓ ସଂସ୍କୃତି କୁ ନିଜର ଜ୍ଞାନଦ୍ୱାରା ରୁଦ୍ଧିମନ୍ତ କରୁଥାଅ ,,,ଜୟ ଜଗନ୍ନାଥ,,💐🙏💐🙏

  • @sanghamitramishra220
    @sanghamitramishra220 2 ปีที่แล้ว +2

    Excellllllent performance... proud to see this young man, trying to popularize our rich culture...
    My blessings and best wishes for you,dear Prateek

  • @kanaksabath
    @kanaksabath ปีที่แล้ว +2

    ମୁଁକାହାଠାରୁ ଶୁଣି ନ ଥିଲି ।ତୋ ଠୁ ଗୀତ ଶୁଣିବା ପରେ ଖୁସି ଲାଗିଲା ।

  • @sribatshabehera9
    @sribatshabehera9 6 หลายเดือนก่อน +1

    ଧନ୍ୟବାଦ ଭାଇ ଶୁଣିକି ପ୍ରଭୁ ଲଷ୍ମୀ ନାରାୟଣ ବଚନିକା ଖୁସି ଲାଗିଲା 🙏

  • @matrutirthamishra8208
    @matrutirthamishra8208 หลายเดือนก่อน +1

    U man is born different ❤

  • @chandu_88
    @chandu_88 5 ปีที่แล้ว +10

    ମହାପ୍ରଭୁ ଜଗନ୍ନାଥ ଓ ମାଆ ମହାଲକ୍ଷ୍ମୀଙ୍କର ବିରହ ଗୀତ ବହୁତ ସୁନ୍ଦର ଆଉ କହୁଥିଲେ ଯେ ଯୋଗି ଯୋଗିଆଣି କଳି ଲକ୍ଷ୍ମୀ ପାର୍ବତୀ କଳି , ଚଡେୟା ସୁଆଁଙ୍ଗ ଆଦି ନାଟକ ଗାଁରେ ପରିବେଷଣ ହେବାର ମୁଁ ଦେଖିଛି । ମଝିଆଁ ଜେଜେବାପା ସଂକୀର୍ତନ ଗାୟକ କିଛି କିଛି ଗୀତ ଶୁଣେଇଥାନ୍ତି । ବହୁତ ଭଲଲାଗେ ଏହି ଗୀତ ସବୁ । ଆପଣଙ୍କର ଗାଇବାର ଶୈଳୀ ମନ କିଣିନେଲା । ବହୁତ ସୁନ୍ଦର ଭାବରେ ଗାଇବା ସହ ଅର୍ଥ ବୁଝାଇଛନ୍ତି । ବହୁତ ବହୁତ ଧନ୍ୟବାଦ ପ୍ରତୀକ ! ଭିଡିଓ ଅପେକ୍ଷାରେ ଥିଲି 🤗🤗🤗🙏🙏🙏😍😍😍😍😍😍 ଜୟ ଜଗନ୍ନାଥ ।

    • @pattaprateek
      @pattaprateek  5 ปีที่แล้ว +4

      ଜେଜେବାପାଙ୍କ ବିଷୟରେ ଜାଣି ବହୁତ ଭଲ ଲାଗିଲା 😀 । ଅନେକ ଧନ୍ୟବାଦ 🙏

  • @sureshnayak5817
    @sureshnayak5817 ปีที่แล้ว +2

    ଜଗନ୍ନାଥଙ୍କ କୃପାରୁ ଆପଣ ଅନ୍ୟନପ୍ରତିଭା ର ଅଧିକାରୀ ଏବଂଏହା ଅଧିକ ବିକାଶ ଲାଭ କରୁ।

  • @brajabandhu7403
    @brajabandhu7403 4 ปีที่แล้ว +2

    ଜୟ ଜଗନ୍ନାଥ।ବହୁତ ସୁନ୍ଦର, ଅପଣଙ୍କ କାର୍ଯ୍ୟ ବହୁତ ପ୍ରଶଂସା ଯୋଗ୍ୟ।🙏🙏🙏🙏🙏🙏

  • @drbibhutibhusanmohapatra8472
    @drbibhutibhusanmohapatra8472 3 ปีที่แล้ว +3

    ବହୁତ ଚମତ୍କାର ପଦ ଓ ଗାଇବା। ତେବେ ଗୋଟିଏ କଥା ମନକୁ ଆସେ ଯେ, ଏହି ବଚନିକାପରମ୍ପରାର ପୃଷ୍ଠଭୂମି ଓ ଆବଶ୍ୟକତା କଣଥିଲା ଯେ କବିଲେଖନୀ ସେ ଆଡକୁ ଆକର୍ଷିତ ହେଲେ?

  • @bamancharanpatra3541
    @bamancharanpatra3541 4 ปีที่แล้ว +3

    Prateek You are the Proud of Odisha.God bless you

  • @rajkishorepanda8491
    @rajkishorepanda8491 4 ปีที่แล้ว +3

    A beautiful and attractive research many many thanks everyone should listen it

  • @jnanendratripathy9073
    @jnanendratripathy9073 15 วันที่ผ่านมา

    Excellent..

  • @antaryamimaharana3969
    @antaryamimaharana3969 5 ปีที่แล้ว +4

    Aapana nka gyana aaga re nata-mastaka heuchi...
    Aapana nka se sumadhura swara....

    • @pattaprateek
      @pattaprateek  5 ปีที่แล้ว +1

      ଅନେକ ଧନ୍ୟବାଦ ଆଜ୍ଞା 🙏

  • @chandankumarrath7928
    @chandankumarrath7928 2 ปีที่แล้ว

    Jay Jagannath

  • @SD-wo4pg
    @SD-wo4pg 5 ปีที่แล้ว +6

    You have a lovely voice!

  • @debabratapradhan3077
    @debabratapradhan3077 3 ปีที่แล้ว +1

    Jaya Jagannatha🙏🙏🙏 Apana bayasa re bahut sana hele madhya Gyana re Brudha Atanti. Apana nku mora antarika subha kamana. Mahaprabhu Jagannatha 🙏🙏🙏 Apananku Dirghayu karantu.

  • @muktikantaswain5695
    @muktikantaswain5695 3 หลายเดือนก่อน

    Great bro

  • @haripanigrahi9507
    @haripanigrahi9507 ปีที่แล้ว +1

    Good voice 🙏🙏🙏

  • @astromusistudio4682
    @astromusistudio4682 4 ปีที่แล้ว +1

    ଧନ୍ୟ ତୁମେ ଧନ୍ଯ ତୁମ କର୍ମ

  • @kanaksabath
    @kanaksabath ปีที่แล้ว +1

    ବହୁତ ଭଲ

  • @manishbehera6443
    @manishbehera6443 3 ปีที่แล้ว

    Love from chhattisgarh❤️❤️jai jagannath

  • @arunkumardash4027
    @arunkumardash4027 2 ปีที่แล้ว

    Excellent !!!!

  • @gitanjalipradhan4394
    @gitanjalipradhan4394 4 ปีที่แล้ว +1

    very good..excellent song...
    loved it...keep it up...

  • @sudhanandamishra2644
    @sudhanandamishra2644 4 ปีที่แล้ว +1

    Bahut sundar

  • @prahalladarunaparida1950
    @prahalladarunaparida1950 4 ปีที่แล้ว +1

    Jay Jagannath 🙏🏾

  • @antaryamimaharana3969
    @antaryamimaharana3969 5 ปีที่แล้ว +1

    Namaste Prateek bhai, mu apekshya kari thili aapana kebe aei video ti upload karibe. Bahut bahut dhanyabad

  • @lokrangmedia5282
    @lokrangmedia5282 5 ปีที่แล้ว +1

    Bahut badhia .....

  • @mangalaprasad2193
    @mangalaprasad2193 4 ปีที่แล้ว +1

    Amazing ❤️❤️

  • @tarineepmahapatra3880
    @tarineepmahapatra3880 4 ปีที่แล้ว +1

    Please hera panchami bachanika upload karantu.

  • @surathomallana1897
    @surathomallana1897 4 ปีที่แล้ว +4

    ଭାଇ ପାରଳାଖେମୁଣ୍ଡି ପାଖରେ ଗୋଟେ ଛୋଟ ଗାଁ ଅଛି k. Sitapur ସେଇଠି ଗୋଟେ କବିକାର ଜଣେ ଥିଲେ. ବହୁତ ବର୍ଷ ପୂର୍ବେ. ସେ କେତେଟା ଗୀତ ରଚନା କରିଛନ୍ତି ତାଙ୍କ ନା କବି ବ୍ରଜବାସି ବାଜୁବନ୍ଧ. ପାଖା ପାଖି 100 ବର୍ଷ ହେଇଯିବ.

    • @pattaprateek
      @pattaprateek  4 ปีที่แล้ว +1

      ଆଚ୍ଛା । କେବେ ଆସିଲେ କଥା ହେବା, ତାଙ୍କ ରଚନା ପଢ଼ିବା । ୧୦୦ ବର୍ଷ ତଳ ଲୋକ ମାନେ ନିଶ୍ଚୟ ଏଇ ଛାନ୍ଦ ଚଉପଦୀ ପୁରୁଣା ଓଡ଼ିଶୀ ଢାଞ୍ଚାରେ ଲେଖିଥିବେ ।

  • @smruti_ranjan
    @smruti_ranjan ปีที่แล้ว

  • @hpatree27
    @hpatree27 5 ปีที่แล้ว +1

    👌👌👌👌👌

  • @satrujitrout6077
    @satrujitrout6077 22 วันที่ผ่านมา

    🙏⭕‼️⭕🙏

  • @tarineepmahapatra3880
    @tarineepmahapatra3880 4 ปีที่แล้ว +2

    ଆପଣ ହେରା ପଂଚମୀ ବଚନିକା ବି ଅପ ଲୋଡ କରନ୍ତୁ

  • @ashishsoni4734
    @ashishsoni4734 ปีที่แล้ว +1

    Bahi kouthi milu ni bhaina mu bahut khojili ni please mate sabu page document re dei paribe ki

    • @pattaprateek
      @pattaprateek  ปีที่แล้ว +1

      ହଁ ଆଜ୍ଞା ଆପଣଙ୍କ ନମ୍ବର କି ଇମରେଲ ଦିଅନ୍ତୁ,

  • @iiuuuuuuuuuuuuuuuuuuuuuuuuuuu
    @iiuuuuuuuuuuuuuuuuuuuuuuuuuuu 3 ปีที่แล้ว

    Hi bro tuma pakhara hera panchami bachanika achina

  • @surathomallana1897
    @surathomallana1897 4 ปีที่แล้ว +2

    Preetik bhai gajapati district paralakhemundi tike asibe gopalokrustno pattaniak nnko writing

    • @pattaprateek
      @pattaprateek  4 ปีที่แล้ว +1

      ପାରଳା ଥରେ ଅଧେ ଯାଇଛି, ଗୋପାଳକୃଷ୍ଣଙ୍କ ସେ ପୁରୁଣା ବିଗ୍ରହଙ୍କ ପାଖକୁ ବି ଯାଇଛି । ଗୋପାଳକୃଷ୍ଣଙ୍କ ଅନେକ ଗୀତ ମୋର ଭାରି ପ୍ରିୟ । ସବୁବେଳେ ଗାଉଥାଏ ।

    • @surathomallana1897
      @surathomallana1897 4 ปีที่แล้ว +2

      Tq ଭାଇ ପାରଳାଖେମୁଣ୍ଡି ଉପରେ ଆପଙ୍କର ସେ ଭଲପାଇବା ଥାଉ.

    • @pattaprateek
      @pattaprateek  4 ปีที่แล้ว +2

      @@surathomallana1897 ପାରଳାକୁ ଛାଡ଼ିଦେଲେ ଓଡ଼ିଶାର ସଙ୍ଗୀତ ଓ ସାହିତ୍ୟ ଅସମ୍ପୂର୍ଣ୍ଣ । ତା ବିନୁ ଅନ୍ୟ ଗତି ନାହିଁ 🙏😇

    • @surathomallana1897
      @surathomallana1897 4 ปีที่แล้ว +1

      Semiti kichi nahi bhai somoste soman amoro odisha jo kola songita au soskruri rohichi in future re esobu bonchi rohu bhagaban nko nikotore eaha hi parthana. Au aponoko bholi gyani au bholo byakti milu thau amoku

  • @surathomallana1897
    @surathomallana1897 4 ปีที่แล้ว +1

    ଭାଇ ଆଉ କିଛି ନୂଆ କିମ୍ବା ପୁରୁଣା video ଥିଲେ ପଠାନ୍ତୁ.

  • @prachitesdas7568
    @prachitesdas7568 5 ปีที่แล้ว +1

    ମାଲିକେ ତମେ ଖେଳ କରୁଛ