ବିଜେପିର ମିଛ ବିଷୟରେ ଲୋକଙ୍କୁ କୁହ ! ନବୀନ ନିବାସରେ ପ୍ରବଳ ଭିଡ଼ ଏମାନେ କିଏ ? Dinanka TV |

แชร์
ฝัง
  • เผยแพร่เมื่อ 18 ก.ย. 2024
  • ସନ୍ଧ୍ୟା ସମୟରେ ନବୀନ ନିବାସରେ କାହିଁକି ଏତେ ଭିଡ଼ ? ଏମାନେ କିଏ କାହିଁକି ବିଜେଡି ସୁପ୍ରିମୋଙ୍କୁ ଭେଟିବାକୁ ଆସିଛନ୍ତି | ଆଉ ଏମାନେ କଣ ନବୀନଙ୍କୁ ଜଣାଉଛନ୍ତି | ତେବେ ଏମାନେ ହେଉଛନ୍ତି ଢ଼େଙ୍କାନାଳ ଓ ଗନ୍ଦିଆର ବ୍ଲକ ଅଧକ୍ଷ ଓ ପଂଚାୟତ ପ୍ରତିନିଧି | ଯେଉଁମାନେ ନବୀନ ନିବାସ କୁ ଆସି ବିରୋଧୀ ଦଳ ନେତ। ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ | ବିକାଶ କାମରେ ସରକାରୀ କଳ ଅହସଯୋଗ କରୁଥିବା ଅଭିଯୋଗ କରିଥିଲେ | #naveenpatnaik #meets #naveenniwas #dinankatv #subhadrayojana #light #alligation #dhenkanala #chairman #bjpgovt #bjpodisha #cmoodisha #mohanmajhi #bjdodisha #lop #manifesto #electioncampaign ##odishapolitics #odishapoliticalupdate #odianews #breakingnews #latestnews #topnews #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
    Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.

ความคิดเห็น • 52

  • @user-ef2rv1to8x
    @user-ef2rv1to8x 15 วันที่ผ่านมา +9

    ଜୟ ନବୀନ 🎉

  • @arupsahooisabtsloveer5606
    @arupsahooisabtsloveer5606 15 วันที่ผ่านมา +20

    Jay nabin sir

  • @maushumisoy904
    @maushumisoy904 15 วันที่ผ่านมา +19

    ଓଡ଼ିଶାବାସୀ ଜାଣିଛନ୍ତି , ପ୍ରକୃତ ସେବକ କିଏ, ଭୋଟ ଚୋରେଇ କ୍ଷମତା ହାସଲ କଲେ କଣ ହେବ, ଲୋକେ ସେବକ ପାଖକୁ ହିଁ ଯିବେ, ମିଛୁଆ ରାଧୁଆ ପାଖକୁ ନୁହେଁ,

  • @BasantaMurmu-o7b
    @BasantaMurmu-o7b 15 วันที่ผ่านมา +13

    କେବଳ ରଙ୍ଗ ଛଡ଼ା କିଛି ନାହିଁ 😢

  • @asishpanigrahi4902
    @asishpanigrahi4902 15 วันที่ผ่านมา +7

    Jai bjd

  • @MansoorKhan-r3y
    @MansoorKhan-r3y 15 วันที่ผ่านมา +6

    Nabin hero

  • @krishnamahakud2954
    @krishnamahakud2954 14 วันที่ผ่านมา +2

    ସତରେ ଭାଇ, ମୁଁ କୈାଣସି ରାଜନୀତି ଦଳର ନୁହେଁ, କିନ୍ତୁ, ଓଡିଶା ର ଜଣେ ସାଧାରଣ ନାଗରିକ ହିସାବରେ କହୁଛି,ଏ ସରକାର ଓଡିଶା ରେ ଭବିଷ୍ୟତ ପ୍ରାୟ ଅନ୍ଧକାର ମୟ,, ବିଶେଷ କରି ଏଠି ମୁଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ କହିଵି,ସେ ଜଣେ ଓଡିଶା ର ଆଗ ଧାଡିର ଜଣାଶୁଣା ଟାଣୁଆ ନେତା,, ହେଲେ,ସେ ତାଙ୍କ ନିର୍ବାଚନ ମଣ୍ଡଳୀ ପାଇଁ କ'ଣ କରିଛନ୍ତି, ବହୁତ ଦୁଃଖର କଥା ପଦେ ମୁକୁ ସାର୍ କୁ ଅବଗତ କରାଉଛି,,,? ସାର୍ ପୂର୍ବ ସରକାର ଏତେ ଯୋଜନା କରିଛନ୍ତି, ଆପଣ ଦଳ ଏଵେ ସରକାର ଗଠନ କରିଛନ୍ତି,, ହେଲେ ଆପଣଙ୍କ ଅଞ୍ଚଳରେ ଅବସ୍ଥାପିତ ପାଲଲହଡ଼ା ଉପ ଖଣ୍ଡ ବଡ଼ ଡ଼ାକ୍ତରଖାନାକୁ ବିଜେଡି ଦଳ କିଛି ମାତ୍ରାରେ ସୁଧାରି ଦେଇଛନ୍ତି, ଏତିକି ଉନ୍ନତି କରିଥିବାରୁ ଧନ୍ୟବାଦ,, ହେଲେ ଦୁଃଖ ଲାଗୁଛି ମେଡିକାଲ କୁ ଦୈନନ୍ଦିନ ଶହ ଶହ ଗରିବ ଲୋକ ବହୁ ଦୂରଦୂରାନ୍ତରୁ ଆସୁଛନ୍ତି,, ଯାହା କି ଦୁର୍ଗମ ଅଞ୍ଚଳର ଲୋକମାନଙ୍କ ପାଇଁ ବହୁତ କଷ୍ଟସାଧ୍ୟ, ତଥାପି ସମସ୍ତ ରୋଗୀ ସ୍ଵାସ୍ଥ୍ୟସେବା ପାଇଁ ବାଧ୍ୟତାମୂଳକ ଭରସା କରୁଛନ୍ତି,,, ତେବେ ଏଠି କାହିଁକି ପୂର୍ବ ସରକାର ର "ଆହାର ସେବା କେନ୍ଦ୍ର"ର ସେବାରୁ ଏ ଡାକ୍ତରଖାନା କାହିଁକି ବଞ୍ଚିତ,, ବର୍ତ୍ତମାନ ଏଠି କାର ବିଧାୟକ ବିଜେପି ଦଳର, ଆପଣ ଵି ଉଭୟ ସରକାରି ଦଳ ର ହେଲେ ଏ ଡାକ୍ତରଖାନା ପାଇଁ ଆପଣଙ୍କ ନ୍ୟତୀକତା କେଵେ ଉଦୟ ହେଵ,,ସାରା ଓଡିଶା ବାସି ଆପଣଙ୍କୁ ପ୍ରଚଣ୍ତ ମିଛୁଆ କହୁଛନ୍ତି,, ସତରେ ଆପଣ ଆପଣଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋକଙ୍କୁ ମଙ୍ଗଳ ସାଧିତ ପାଇଁ ଚାହୁଁ ନାହାନ୍ତି,, ସେଇଥିପାଇଁ ଓଡିଶା କାହିଁକି ନିଜ ଅଞ୍ଚଳ ଲୋକ ମାନେ ଵି ମିଛୁଆ ବୋଲି କହିବାକୁ ପଛଉ ନାହାନ୍ତି,,ଦେଖା ହେବ ପଞ୍ଚାୟତ ନିର୍ବାଚନରେ,,, ଧନ୍ୟବାଦ

  • @SIBAPRASADDAS-do5si
    @SIBAPRASADDAS-do5si 14 วันที่ผ่านมา +2

    ୧୧ ମେଡିକାଲ କଲେଜ, ୩୧୪ ଓଏଭି, ବସ୍ ଷ୍ଟାଣ୍ଡ, ଡାକ୍ତର ଖାନା, ରାସ୍ତା, ହାଇସ୍କୁଲ ଗୃହ ୨୫ ବର୍ଷ ଆଗରୁ କଣ ଥିଲା।

  • @tapanswain2686
    @tapanswain2686 15 วันที่ผ่านมา +2

    B j d well come

  • @prasantapattanaik862
    @prasantapattanaik862 15 วันที่ผ่านมา +14

    ମିଛୁଆ ରାଧୁଆ ମୋଦୀ କେତେ ଆଉ ଠକିବ? ସମସ୍ତେ ରାଗିଲେଣି।ଦରମା କଣ କହୁଛନ୍ତି ଶୁଣ।😅

  • @sahoobulu91
    @sahoobulu91 15 วันที่ผ่านมา +7

    Bala ମିଳିବ ଓଡ଼ିଶାକୁ

  • @silubehera6548
    @silubehera6548 14 วันที่ผ่านมา +1

    ଆରେ ଭାଇ ୟାଙ୍କୁ ଜଗ ନହେଲେ ଜଗନ୍ନାଥଙ୍କ ନାଁ ଆଉ ଗାଁ ସବୁ ଚେଞ୍ଜ କରିଦେବେ ମଣିମା

  • @bijaykumarmoharana7254
    @bijaykumarmoharana7254 15 วันที่ผ่านมา +5

    Dharmendra ku mada darkar.

  • @user-vy4fh1kf4y
    @user-vy4fh1kf4y 14 วันที่ผ่านมา

    Jay nabin. Jay pandian sir ❤

  • @santoshkumarmishra2620
    @santoshkumarmishra2620 13 วันที่ผ่านมา

    କିଛି ଲାଭ ହେବନି

  • @sahoobulu91
    @sahoobulu91 15 วันที่ผ่านมา +9

    ଭକୁଆ ଓଡ଼ିଶା

  • @sachikantabiswal353
    @sachikantabiswal353 15 วันที่ผ่านมา +2

    NAVEEN BABU JINDABAD

  • @sachitradas6257
    @sachitradas6257 14 วันที่ผ่านมา

    Jai naveen

  • @bhaktimarga853
    @bhaktimarga853 14 วันที่ผ่านมา +1

    ବହୁତ ହେଇଗଲା, ବିକାଶ ନାମରେ ଲୋକଙ୍କୁ ଭୁଆଁ ବୁଲାଇବା ବନ୍ଦ କର.

  • @bhaktimarga853
    @bhaktimarga853 14 วันที่ผ่านมา

    24 ବର୍ଷ ଶାସନରେ ଚାଳ ଘର ସରିଲାନି.. ତୁମେ ଲୋକଙ୍କ ପାଇଁ କଅଣ କରିବ?

  • @bijayakumarmohanty8180
    @bijayakumarmohanty8180 14 วันที่ผ่านมา

    Bjd ର pc ବନ୍ଦ ହେଇ କଳାଧନର ଗୁମର ଖୋଲାଯାଉଛି ତ ସେଥିପାଇଁ ନବୀନ ଦୁଆରେ ତ୍ରାହୀ ତ୍ରାହି ଡିକୁଛନ୍ ।

  • @ganeshsarangi2860
    @ganeshsarangi2860 15 วันที่ผ่านมา +2

    କଥାରେ ଦମ ନାହିଁ

  • @niharranjandash8869
    @niharranjandash8869 15 วันที่ผ่านมา +1

    Sir ପୁରୀ ଜିଲ୍ଲା ରେ 300 ୟୁନିଟ ବିଜୁଳି ପାଇଁ ସାରିଲାଇନି 😂🤣🥵

  • @HurshikeshaDas-u2c
    @HurshikeshaDas-u2c 14 วันที่ผ่านมา

    ଜଗନ୍ନାଥ ଙ୍କ ପାଖରେ ମହାପ୍ରସାଦ ବନ୍ଦ କରି ହାଣ୍ଡିଆ ଭୋଗ ଲଗାଇବେ ଏମାନେ

  • @user-lt2hg9hj3p
    @user-lt2hg9hj3p 14 วันที่ผ่านมา

    Au bardhakya bhata

  • @sudhansusekhardash9010
    @sudhansusekhardash9010 15 วันที่ผ่านมา

    ମିଛୁଆ ଡହରା ଦଳ!

  • @kishorchandramallik5251
    @kishorchandramallik5251 15 วันที่ผ่านมา

    ଟା ଉ ଟ ର ବା ଳ ମି ଳି ବ ନା

  • @DebendraMohanty-xe8qf
    @DebendraMohanty-xe8qf 14 วันที่ผ่านมา

    Naveen jinda baad Jai jaganath

  • @chandramanibishoyi2588
    @chandramanibishoyi2588 15 วันที่ผ่านมา

    ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @AshokPal-ok1wm
    @AshokPal-ok1wm 9 วันที่ผ่านมา

    Dharmendra muha kholuni bartaman

  • @jiki.polad8642
    @jiki.polad8642 14 วันที่ผ่านมา

    Badei badei ki odiaha ru bahara kara amananku

  • @Kisha-d4m
    @Kisha-d4m 14 วันที่ผ่านมา

    Odisa lokanka bhagya bartaman thakanka habudare.

  • @sachimeher4609
    @sachimeher4609 14 วันที่ผ่านมา

    Dharmendra Babu desi pi deithile aau bhasan dauthile

  • @dineshrath2500
    @dineshrath2500 15 วันที่ผ่านมา

    20 ta ja

  • @jiki.polad8642
    @jiki.polad8642 14 วันที่ผ่านมา

    Mote laguchi amara 20 ta sansada jaka pura chaka jaka .

  • @Bisu-k4o
    @Bisu-k4o 15 วันที่ผ่านมา +1

    24 barsa govt re rahiki kichi Kari parileni, khali BJP against re prachar kale Kan haba

  • @MituJena-f5p
    @MituJena-f5p 15 วันที่ผ่านมา +2

    Bjp odisha ru hatao

  • @PrabhatKumar-gq4fx
    @PrabhatKumar-gq4fx 14 วันที่ผ่านมา

    Michua dharmendra

  • @nishikantabehera2867
    @nishikantabehera2867 15 วันที่ผ่านมา

    Apana ka bjd chanel ,koutu magana bijuli mile eita apana lokaku bujheiba katha,se bjd heu ba bjp

    • @Rajsahoo-q3r
      @Rajsahoo-q3r 15 วันที่ผ่านมา +1

      100 unit bijulhi bjd paithile .maganha dei thanta 😮aita nirat sata

  • @rabindrakumarbehera9518
    @rabindrakumarbehera9518 14 วันที่ผ่านมา

    Donot worry , the result will be given in2029 election.