Barabakhara ra Veer Surendra sai Smaraki sangrahalaya & Restaurant

แชร์
ฝัง
  • เผยแพร่เมื่อ 15 ก.ย. 2024
  • ବାରବଖରା ଠୁ ଅଳ୍ପଦୂରରେ ବାରବଖରା ଜଳପ୍ରପାତ ରହିଛି ଓ ଏହି ବାରବଖରା ରେ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଙ୍କର ସ୍ମୁତି ଉଦ୍ଦେଶ୍ଯରେ ଏହି ସଂଗ୍ରହାଳୟ ହୋଇଛି,ସ୍ବାଧୀନତା ସଂଗ୍ରାମ ସମୟର ବିଭିନ୍ନ ସୁନ୍ଦର ଫଟୋଚିତ୍ର ଏଠାରେ ରହିଛି ଏବଂ ମନୋରମ ପରିବେଶ ମଧ୍ଯରେ ଅବସ୍ଥିତ । ଏଠାରେ ଏକ ଖୁବ ସୁନ୍ଦର ରେଷ୍ଟୁରାଣ୍ଟ ମଧ୍ଯ ଅଛି । ବରଗଡ ଜିଲ୍ଲାର ଅମ୍ବାଭୋନା ବ୍ଲକ ର କର୍ଲା ଗ୍ରାମଠୁ ଅଳ୍ପ ଦୁରରେ ଏହା ଅବସ୍ଥିତ । ବାରପାହାଡ ର ପାଦଦେଶରେ ଏକ ଅନନ୍ଯ ପରିବେଶ ଅଛି

ความคิดเห็น •