ନୂଆ ନାଁ ପାଇଁ ହଜାରେ କୋଟି | CM Mohan Majhi | Budget | newsroom |

แชร์
ฝัง
  • เผยแพร่เมื่อ 7 ก.ย. 2024
  • ନୂଆ ନାଁ ପାଇଁ ହଜାରେ କୋଟି | CM Mohan Majhi | Budget | newsroom |
    #odisha #bjp #bjd #congress #cmmohanmajhi #politicianupdates #latestnews #trendingnews #utkarshodisha #naveenpatnaik #odiaasmita

ความคิดเห็น • 130

  • @pinakbhusanrath3620
    @pinakbhusanrath3620 หลายเดือนก่อน +17

    1000 କୋଟି ତା ଘରୁ ଦେବ ଗବଗନ୍ଦୁ, ପ୍ରଭାତ ମିଶ୍ର

  • @aryabhuminewspaper1851
    @aryabhuminewspaper1851 หลายเดือนก่อน +5

    ବିଜୁବାବୁ ଓ ଗୋପବନ୍ଧୁ ନାମକୁ ନେଇ ରାଜନୀତି କରାନଯାଉ

  • @aryabhuminewspaper1851
    @aryabhuminewspaper1851 หลายเดือนก่อน +6

    ନାମ ବଦଳି କଲେ ନିଜ ନେତା କିଛି ଅର୍ଥ ରୋଜଗାର କରିବାରେ ସହାୟକ ହେବ

  • @UsjsnjsBsjsjd
    @UsjsnjsBsjsjd หลายเดือนก่อน +6

    ନାମ ପରିବର୍ତ୍ତନ କଲେ ରାଜ୍ୟ ର ଉନ୍ନତି ହେବନାହିଁ

  • @Amarbeherapublicwinodiavlogs
    @Amarbeherapublicwinodiavlogs หลายเดือนก่อน +5

    ଆମେ ଗୋପବନ୍ଧୁ ଦାସଙ୍କ ନାମରେ ପରିଚିତ
    ଏବଂ ଅନୁପ୍ରାଣୀତ!
    ଯଦି ବିଜୁଙ୍କ ନାଁରେ ଓଡ଼ିଶା ହେବ ତାହେଲେ ଜାନକୀବଲ୍ଲଭ ପଟ୍ଟନାୟକ କଣ କିଛି କରିନାହାନ୍ତି
    ଆମ ମହାପୁରୁଷଙ୍କ ନାମ ଆମ ପାଇଁ ଗର୍ବଗୌରବମ!

  • @aryabhuminewspaper1851
    @aryabhuminewspaper1851 หลายเดือนก่อน +5

    1000କୋଟି ଟଙ୍କା ଅଯଥାରେ ଖର୍ଚ୍ଚ କରି ଓଡିଶାବାସୀଙ୍କ ଦାରିଦ୍ର୍ୟ ଦୂର କରିବା ବଦଳରେ ନିଜ ଦଳର ବେପାର ପାଈଁ କରିବା କେତେଦୂର ଯଥାର୍ଥ, ତାହାହିଁ ଜନତା ବିଚାର କରିବା ବାକି ରହିଲା l କାରଣ ପ୍ରଥମେ ଯିଏ ଯୋଜନା ପ୍ରଣନିୟନ କରେ ସିଏତ ନାମକରଣ କରିବାକୁ ବାଧ୍ୟ ଅଟେ, ଏହା ବ୍ୟତୀତ ବିଜୁବାବୁ କଣ ସାଧାରଣ ଵ୍ୟକ୍ତି କି?

  • @pinakbhusanrath3620
    @pinakbhusanrath3620 หลายเดือนก่อน +5

    ଲୋକଙ୍କ ପଇସା ରେ ନାଟକ ଚାଲିଛି, ତୁ ମୋ ବାଳ ବିଶେଷଜ୍ଞ

  • @bs.odia.official
    @bs.odia.official หลายเดือนก่อน +5

    ତମ କହିବା ଅନୁସାରେ ଲକ୍ଷ୍ମୀ ବସ୍ ନାମ ଟା ଖରାପ ନାମ ଓ ମୁଖ୍ୟମନ୍ତ୍ରୀ ବସ୍ ଭଲ ନାମ, ଯେମିତି ମୂଖ୍ୟମନ୍ତ୍ରୀ ନାମ ଦେଖି ଆକୃଷ୍ଟ ହୋଇ BJP କୁ ଲୋକମାନେ ଭୋଟ ଦେବେ,ତା ମାନେ ସବୁ ଭୋଟ ପାଇଁ

    • @user-xr8ox8rm9x
      @user-xr8ox8rm9x หลายเดือนก่อน

      Laxmi nuhe laccmi bus seva thila
      Bjd gumura karichhi googal re dekhina

  • @modicareristadilka6124
    @modicareristadilka6124 หลายเดือนก่อน +5

    ଯୋଜନା ର ନାମ ପରିବର୍ତ୍ତନ କରନ୍ତୁ ନିଜ ଦଳୀୟ ଫଣ୍ଡ ରୁ ଖର୍ଚ୍ଚ କରନ୍ତୁ

  • @bs.odia.official
    @bs.odia.official หลายเดือนก่อน +10

    ଯଦି ସରକାର ବଦଳିଲେ ନାଁ ଓ ରଙ୍ଗ ବାବଦରେ ୧୦୦୦କୋଟି ଖର୍ଚ୍ଚ ବାରମ୍ବାର ହେବ, ତାହେଲେ ଓଡ଼ିଶାବାସୀଙ୍କ ଅଯଥା ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ଭାଵିବା

  • @manojkumarbehera2861
    @manojkumarbehera2861 หลายเดือนก่อน +3

    ଅର୍ଥନୀତିଜ୍ଞ ନୁହେଁ ଏ ଜଣେ ରାଜନୀତିଜ୍ଞ bjp ର।

  • @sibanarayanpanda-fx6fb
    @sibanarayanpanda-fx6fb หลายเดือนก่อน +8

    ପ୍ରଭାସ ବାବୁ ଙ୍କ କଥାରେ ସହମତି ଦେଇ ହଉନି ନିଜର ନୂଆ କାର୍ଯ୍ୟ କ୍ରମ କରି ନୂଆ ନାମ ଦେଇପାରିବେ

  • @mr.indianentertainment9811
    @mr.indianentertainment9811 หลายเดือนก่อน

    ମନୋଜ ବାବୁ ନିରପକ୍ଷ ଖବର ପ୍ରସାରଣ କରନ୍ତୁ ଓଡିଶା ର ସବୁ ଚେନେଲ ବିକ୍ରି ହୋଇଯାଇଛି ଆପଣଙ୍କ ହାତରେ ଓଡିଶା..
    ଆଶା ରହିଲା..🙏🙏🙏
    ବନ୍ଦେ ଉତ୍କଳ ଜନନୀ....

  • @KhukunBehera
    @KhukunBehera หลายเดือนก่อน +4

    ୩୦୦୦ ଟଙ୍କା ଭତା କୁଆଡେ ଗଲା ମ

  • @MalayaRanjanPradhan-co9pk
    @MalayaRanjanPradhan-co9pk หลายเดือนก่อน

    Dr prabhas sir, absolutely right.

  • @Brosujit
    @Brosujit หลายเดือนก่อน +2

    ଏଇଟା bjp ଚଢ଼ି ଚଟା ଟେ ତାକୁ କଣ ଡାକି କି ପଚାରୁଚ,ଶଳା bjp ରୁ ଭଲ ପଇସା ଭିଡିଛି,🎉

  • @santoshsenapati2884
    @santoshsenapati2884 หลายเดือนก่อน

    ମନୋରଞ୍ଜନ ବାଵୁ ଏ ଦୁନିଆରେ ମୋର, ମୁ ଶବ୍ଦ ସବୁ ସଵୁ ଗୋଟିଏ ବ୍ୟକ୍ତିକୁ ବୁଝାଏ ,ତେଣୁ ଚିନ୍ତା କରନ୍ତୁ କଣ ଠିକ୍ ।

  • @arucharanpradhan5502
    @arucharanpradhan5502 หลายเดือนก่อน

    ନାମର ଆବଶ୍ୟକ ପରିଚିତ ପାଇଁ। ମହାନ ବ୍ୟକ୍ତିଙ୍କ ନାମରେ କରିଦେଲେ ସେ ବ୍ୟକ୍ତି ଖୁସି ହୁଏ ନାହିଁ। ସ୍ଵାସ୍ଥ୍ୟ କାର୍ଡ, ପଡ଼ି କାର୍ଡ ରଖିଲେ ଅସୁବିଧା ଅଛିକି?

  • @prafullachandrasahoo9688
    @prafullachandrasahoo9688 หลายเดือนก่อน +2

    ମନୋରଞ୍ଜନ ବାବୁ ଆପଣ ଦେଖିଲେକି ନାମକରଣ ପାଇଁ 1000 କୋଟି ଟଙ୍କା ଖର୍ଚ୍ଚ ହେବବୋଲି ବଜେଟରେ.

  • @ghasiramsing4216
    @ghasiramsing4216 หลายเดือนก่อน

    Thank you prabhash Mishra sir 🙏.

  • @user-nt5ny8qf1x
    @user-nt5ny8qf1x หลายเดือนก่อน

    କାହା ଯୋଜନା ନାମ ନରହୁ ଯୋଜନା ନାମ ରହୁ ଓଡିସା ବାସି ଯୋଜନା ନାମ ରହୁ

  • @reetap4008
    @reetap4008 หลายเดือนก่อน +3

    Plz boycott OTV Argus kanak ନିର୍ଭୟ ,ଅସତ୍ୟ ପାଠ 😠
    ଯେଉଁ ମିଡ଼ିଆ ସରକାର କୁ ପ୍ରଶ୍ନ କରିବା ବଦଳରେ ସରକାର ର ଭୁଲ କୁ ଲୁଚାଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି , ସେମାନଙ୍କୁ ବାର ବାର ରିପୋର୍ଟ ମାର boycott କର,😠
    ଏହା ହିଁ ତାଙ୍କ ପାଇଁ ଶିକ୍ଷା 😠

  • @reetap4008
    @reetap4008 หลายเดือนก่อน

    ମନୋରଞ୍ଜନ ବାବୁ ଆପଣ ମଧ୍ୟ ଗୋଦି ମିଡିଆ ସାଜି ଓଡ଼ିଶାକୁ ବର୍ବ।ଦ କରନ୍ତୁ ନାହିଁ ।ନଚେତ୍ TV Chanel ରୁ ଗଲେ ପୁଣି ସୋସିଆଲ ମିଡ଼ିଆ ରୁ ନ ହଜୀଯାନ୍ତୁ 🙏

  • @debiprasadmishra2699
    @debiprasadmishra2699 หลายเดือนก่อน +2

    ହିତାଧୀକାରୀ ସବୁବେଳେ ମିଳିଥିବା ' ସୁବିଧା' ଖୋଜେ ,ଆହୁରି ଅଧିକ ସୁବିଧା ମିଳୁ,ଆଶାକରେ।
    ସେ ଜାଣେନି ' ବିଜୁ' କିଏ,ଗୋପବନ୍ଧୁ କିଏ ।
    ସରକାର ବଦଳୁ,ମନ୍ତ୍ରୀ ବଦଳୁ କି ସ୍କିମ ର ନାଁ ବଦଳୁ ,ହିତାଧିକାରୀ ଯାଏ ଆସ ନାହିଁ।
    ଯେମିତି ଭୋଜୀ ରେ ନିମନ୍ତ୍ରୀତ ବ୍ଯକ୍ତି ର ଲକ୍ଷ୍ଯ କ'ଣ କ'ଣ ଖାନା ପିନା ମିଳୁଛି। ଖାଇସାରି ଫେରିବା ପର ଦିନ ନିମନ୍ତ୍ରଣ କର୍ତା ର ନାଁ ମନେନଥିବ।
    ସେଇଥି ପାଇଁ 'ବ୍ରାଣ୍ଡିଂ'.
    ନବୀନଙ୍କ ୪୦ କି ୪୫ ଯୋଜନା ଯେମିତି ସେମିତି ରଖି କେବଳ ନାଁ ବଦଳେଇଦେଲେ,୬ ମାସ ପରେ କେହି କହିବେନି ଏ ସବୁ ନବୀନ ଆରମ୍ଭ କରିଥିଲେ !
    ଶତକଡା ୧୦୦ ଶ୍ରେୟ ଯିବ ମୋହନ ମାଝି ଙ୍କୁ,ଡବଲ ଇଞ୍ଜିନ ସରକାର ର ଲୋକୋ ପାଇଲଟ୍।

  • @rajaashoksamrat417
    @rajaashoksamrat417 หลายเดือนก่อน

    Kya baat hai😮😮😮

  • @KumudiniSwain-h1x
    @KumudiniSwain-h1x หลายเดือนก่อน +1

    Ajogya sarkar

  • @sashikantaparida9291
    @sashikantaparida9291 หลายเดือนก่อน

    ଲକ୍ଷ୍ମୀ କାଳିଆ ନା ପରିବର୍ତନ କରିବାର କଣ ଥିଲା

  • @BibhutiDalei-hz7xs
    @BibhutiDalei-hz7xs หลายเดือนก่อน +1

    ଏଇଟା ବାଳ କଥା କହୁଛି !

  • @KrishnaJena-xx8up
    @KrishnaJena-xx8up หลายเดือนก่อน +1

    BJP Balanka 1st kama RANGA AU NA BADALEIBA

  • @alekhchandrabarik2844
    @alekhchandrabarik2844 หลายเดือนก่อน

    ନବୀନ ବାବୁ ନିଜସ୍ୱ ଯୋଜନା କରିଥିଲେ, ସେ କାହାର ନାମ change କରିନଥିଲେ l ମାଝି ସରକାର ଯଦି ନାମ ପରିବର୍ତ୍ତନ କରୁଛନ୍ତି କିଛି ଆପତ୍ତି ନାହିଁ କିନ୍ତୁ ଆମ ପଇସା ଖର୍ଚ୍ଚ ନକରି ତାଙ୍କ ପଇସା ଖର୍ଚ୍ଚ କରାନ୍ତୁ

  • @rajkishorpandia6875
    @rajkishorpandia6875 หลายเดือนก่อน +1

    ବାସ୍ତବରେ ତମେ ଭଲ ଅର୍ଥନୀତିଜ୍ଞ ନୁହଁ ।ତମେ BJP ଚେଲା ।

  • @santoshprasadmishra4977
    @santoshprasadmishra4977 หลายเดือนก่อน

    Name & colour should be changed. If the colour & names are not partial, those should not be changed. If the Scheme & colour of Schemes are BJD branding, those must be changed. Dr Pravash Mishra is telling truth & justified things. Thanks to him.

  • @atalpradhan2956
    @atalpradhan2956 หลายเดือนก่อน

    ଦେହେ ମନ୍ଦାକିନୀ ରଜ ଲଗାଇ, ଗ୍ରାମ ସୁକରୀ କି ହୋଇ ବ ଗାଈ l

  • @user-mj9lz6mp5v
    @user-mj9lz6mp5v หลายเดือนก่อน

    I don't believe Pravas Babu is an economist, it's too shame

  • @khabarsilva6850
    @khabarsilva6850 หลายเดือนก่อน +2

    Who will give this money, bjp ra bopa.?

  • @rakshakarsahu356
    @rakshakarsahu356 หลายเดือนก่อน +1

    1000 koti mohan majhi bapa rakhithile kharch karuchhanti

  • @reetap4008
    @reetap4008 หลายเดือนก่อน

    ଲକ୍ଷ୍ମୀ,କାଳିଆ, ଆହାର, ମୋ ବସ୍, ବିଜୁ ବାବୁ ଏଇସବୁ ନାମ ପାଇଁ BJP କୁ ଏଲାର୍ଗି କାହିଁକି???😠😠
    ମିଛ ପ୍ରତିଶ୍ରୁତି ଦେଇ ଓଡ଼ିଶାକୁ ଶାସନ କରିବେ ଓଡ଼ିଆଙ୍କୁ ଖତେଇ ହେବେ , BJP ଓଡ଼ିଆ ଙ୍କୁ ନିଜ ହାତରେ ନିଜ ଗାଲ କୁ ଚାପୁଡ଼ା ମରେଇଛି 😠 ଏହା କଦାପି ଗ୍ରହଣୀୟ ନୁହେଁ 😠
    ଆମେ ଆଣିଛୁ ଆମେ ହିଁ ଏ ସରକାର କୁ ନାତ ମାରି କଢ଼ିବୁ😠👠👠👠👠

  • @reetap4008
    @reetap4008 หลายเดือนก่อน +2

    BJP କୁ ଓଡ଼ିଶା ରୁ ଜଲଦି ଜଲଦି ବାହାର କରି ବା ଦରକାର୍ ନ ହେଲେ ଏ ମୂର୍ଖ ମନ୍ତ୍ରୀ ମାନେ ଓଡ଼ିଶାକୁ ନର୍କ କରିଦେବେ😠
    BJP hatao Desh bachao 😡
    BJP hatao odisha bachao 😠👠😠😡👠😡😠😡👠😡👠👠👠

  • @MyNoor1
    @MyNoor1 หลายเดือนก่อน +1

    Jaha kharcha haba taha dala daba darkar

  • @JogeswarMajhi-lt7hj
    @JogeswarMajhi-lt7hj หลายเดือนก่อน +1

    ନବୀନ ପଟ୍ଟନାୟକ ର ଯୋଜନା କୁ ଯଦି ବଦଳା ନ ଯାଏ ତେବେ ସମସ୍ତେ ଆଜିବି
    କହିବେ,,ଏ ସବୁ ନବୀନ ପଟ୍ଟନାୟକ ଆମକୁ ଦେଉଛନ୍ତି,ଏ ସବୁ bjd ର ଯୋଜନା
    ତା ହେଲେ ଲୋକେ bjp କୁ ବାଳ ପାଇଁ ଶାସନ ରେ ଆଣିଛନ୍ତି,,ଏ ହେଲା ରାଜନୀତି
    Bjp ଏତେ ବୋକା ନୁହେଁ,,,,

    • @Iamherofromdandikasole
      @Iamherofromdandikasole หลายเดือนก่อน +1

      ବଦଳି ବଦଳି 5 ବର୍ଷ ଯିବ ତା ପରେ G ମାରିବ ବିଜେପି 2029 ରେ ଦେଖୁଥାଅ କଣା ମୁହାଁ

    • @Taaucreation
      @Taaucreation หลายเดือนก่อน +1

      🤣🤣😝😹

  • @Kalicharan1909
    @Kalicharan1909 หลายเดือนก่อน

    Laacmi bus, Kalia, naam change kale odisha unnati Kari bani....

  • @bibhuprasadpradhan8968
    @bibhuprasadpradhan8968 หลายเดือนก่อน +1

    Manoranjan sir a nonsense mananku dakantuni

  • @bishnupriyapradhan1152
    @bishnupriyapradhan1152 หลายเดือนก่อน

    Have to start new yojana.and name according to their wish. But only they change their name. Nothing else..

  • @rhulkund7411
    @rhulkund7411 หลายเดือนก่อน

    Ranga change pani kete tanka karcha heichi

  • @biswambarsatapathy9398
    @biswambarsatapathy9398 หลายเดือนก่อน

    BJP hatao odisha bachao

  • @SantoshPrasad-yq7ph
    @SantoshPrasad-yq7ph หลายเดือนก่อน

    Hajare koti tnka nija paketru kharcha karantu eye bjp sarkar

  • @ArpitasahooArpitasahoo-rv9ow
    @ArpitasahooArpitasahoo-rv9ow หลายเดือนก่อน

    ଜମି ନାଁ ବଦଳ କର ଚୁରଦଳ

  • @bishnucharantripathy8938
    @bishnucharantripathy8938 หลายเดือนก่อน

    BJP government is borrowing 43000 crore rupees to fulfill its commitment. Is it a good decision? Or does BJP want to push Odissa into a debt trap?

  • @radhakantamahanta642
    @radhakantamahanta642 หลายเดือนก่อน

    All scheme are in named BjD to be changed.Kanak news is Bje suppoter

  • @susantamohanty4341
    @susantamohanty4341 หลายเดือนก่อน

    Dr Pravash Mishra's comments are not as an economist he talks like a political scientist

  • @SMILAN_143
    @SMILAN_143 หลายเดือนก่อน +1

    ଲୋକଙ୍କୁ ଏମିତି ଡ୍ୟାସ୍ କରିବା କଥା ଏମିତି କଲେ ଲୋକେ ସୁଧୁରିବେ 😂😂😂😂😂😂

  • @debahuteepattanayak
    @debahuteepattanayak หลายเดือนก่อน

    Nama paribartana sariba belaku 5 barsa sarijba

  • @patitakumarchoudhury9855
    @patitakumarchoudhury9855 หลายเดือนก่อน

    ନେତା ମନ୍ତ୍ରୀ ଙ୍କ ଓଉକାତ ନାହିଁ ଜନତାଙ୍କ ଟେକ୍ସ ର ମୂଲ୍ୟ ବୁଝିବାକୁ, ମୂର୍ଖ ମାନେ ରାଜନୀତି କରନ୍ତି.

  • @Kalicharan1909
    @Kalicharan1909 หลายเดือนก่อน

    BJP jadi brand tebe iphone, Tata motors voli truck,bus , airplane, helicopter, ship, medicine banai bikibe...

  • @babumb260
    @babumb260 หลายเดือนก่อน

    What... branding... branding. Nonsense statement. 1000 crore is not a less amount.

  • @basantasahu2990
    @basantasahu2990 หลายเดือนก่อน +2

    BJD kana pai rajaniti ranga karithila. Triranga 🇳🇪 kari thile bgala

  • @niranjansahoo7581
    @niranjansahoo7581 หลายเดือนก่อน

    Hau auu 1000 koti loan karidiantu

  • @madhusudanparida4161
    @madhusudanparida4161 หลายเดือนก่อน

    Very useless & nasty decision for changing name & color. Unnecessary wastage of public funds.

  • @MaakureisuniAquaticMKA
    @MaakureisuniAquaticMKA หลายเดือนก่อน

    Emiti gote arthanaitika bisesagyan ku kouthu anile mishra sir

  • @Kalicharan1909
    @Kalicharan1909 หลายเดือนก่อน

    Amo odisha lok sankha 4.50 crore sei tanka Loko manku dio ghara banaibe.

  • @odisha4818
    @odisha4818 หลายเดือนก่อน

    Prabhas Mishra apana apana nka ghau ani 1000 cr diantu tapare name change haba

  • @dillipkumarsahoo6832
    @dillipkumarsahoo6832 หลายเดือนก่อน

    Bad govt

  • @sadhaihembram9242
    @sadhaihembram9242 หลายเดือนก่อน

    Manrajan sir aau nirpex bichhar Karu nahanti

  • @avayjena9238
    @avayjena9238 หลายเดือนก่อน

    Nama paribartanare jou tanka kharcha heba sabu sasaka dala tanka party fond ru kharcha karantu

  • @santoshprasadmishra4977
    @santoshprasadmishra4977 หลายเดือนก่อน

    If Congress will win in next election, Congress party will also change all schemes in triple colour which is the colour of Congress party. Will not ?

  • @snehalatarath6659
    @snehalatarath6659 หลายเดือนก่อน

    KALYANI YOJANA FOR WOMEN 🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @nalinikantajena2006
    @nalinikantajena2006 หลายเดือนก่อน

    Eha thick nuha

  • @pinakbhusanrath3620
    @pinakbhusanrath3620 หลายเดือนก่อน +1

    ତୋ ବୋପା ଦବ? ଶଳା ବେଶି ରାଜନୀତି କରୁଛି

  • @Prasarna
    @Prasarna หลายเดือนก่อน

    Navin sabu nijo nare karithila kan pocket poisa kharcha karithile ki

  • @KaluAchary
    @KaluAchary หลายเดือนก่อน

    Sar naa badeleib kn nihati dar kar ki😊

  • @bichitranayak6427
    @bichitranayak6427 หลายเดือนก่อน

    Tame kji arthaniti bisesangya Loko au Bala ku ame vote debu

  • @user-yr3vi1wb5h
    @user-yr3vi1wb5h หลายเดือนก่อน

    Name change karibara kichi abasayko no thila kamo dorkar odisha basinku

  • @user-ey7ry4hd6j
    @user-ey7ry4hd6j หลายเดือนก่อน

    Naparibartana au jojana tanka badhaiba guhari sunile cm kichi odishara unnati hebani.berojaganku rojagara dia.daradam kamaiba chesta karantu.

  • @MaakureisuniAquaticMKA
    @MaakureisuniAquaticMKA หลายเดือนก่อน

    Eita ta khanti BJP chela ta 1000 koti kn ta gharu aniki deba ki

  • @dhaneswardas7823
    @dhaneswardas7823 หลายเดือนก่อน

    1000 crores should be recovered from previous politicians who branded the scheme in their name.

  • @bibhuprasadpradhan8968
    @bibhuprasadpradhan8968 หลายเดือนก่อน

    You are not a political expert you should give your view according to economics

  • @pradeep9108
    @pradeep9108 หลายเดือนก่อน

    43000crore loan karichi majhi sarkar sei bisayre tike news kara

  • @santoshprasadmishra4977
    @santoshprasadmishra4977 หลายเดือนก่อน

    Political colour of BJD is green. Why BJD Government had introduced green colour in all Government Schemes & Yojanas ? It was made only for political gain. So BJP should change colour & names.

  • @banasahu7961
    @banasahu7961 หลายเดือนก่อน

    Nama paribartana dogara kana ashoka subidha paiba

    • @banasahu7961
      @banasahu7961 หลายเดือนก่อน

      Nama pari bart ana kale kana adhika labha heba

  • @SADANANDADEBATA
    @SADANANDADEBATA หลายเดือนก่อน

    Hata. Chihana. Acila. Kan. Chinhana. Abao. Keu. Ranga. Rahiba. Nua. Jojana. Kari. Nua. Nama. Dela. Calib..

  • @user-mj9lz6mp5v
    @user-mj9lz6mp5v หลายเดือนก่อน

    Nothing is new

  • @gadadharpattanaik4983
    @gadadharpattanaik4983 หลายเดือนก่อน

    1000 koti bada katha nuhen ki manaranjan babu, ehi tanka sadharana lokankankara

  • @kalpatarusahoo8707
    @kalpatarusahoo8707 หลายเดือนก่อน

    Manoj Babu tuma chakiri jiba..bjp aua power ku asiba nahin 50 years..eia heba odia loke deba sidha Kari..gujju asi odia asmita katha kahiba..

  • @santoshrout6327
    @santoshrout6327 หลายเดือนก่อน

    Bjd jadi asithanta bjp govt pare or congress govt asithile name change karithanta na nahni. Other state re govt change hele kimiti name change heu6i.. sabu central scheme ku copy paste karuthila bjd party

  • @sarojbarik8401
    @sarojbarik8401 หลายเดือนก่อน

    Bad awareness

  • @santoshprasadmishra4977
    @santoshprasadmishra4977 หลายเดือนก่อน

    If unnecessary expenditure of money should not be done, then all type of elections in India should be stopped as it costs heavily. As all political parties are corrupted & selfish in India, unnecessary elections are not required in India. It will save money for more development works in India.

  • @dineshrath2500
    @dineshrath2500 หลายเดือนก่อน

    Biju Babu kutu kana think karuchu pua re mamu

  • @aswinisamantray6521
    @aswinisamantray6521 หลายเดือนก่อน

    BOPA PAESARE KARUNA ;GAREB TAX PAESARE NATAK

  • @KrushnaMuduli-yu6nv
    @KrushnaMuduli-yu6nv หลายเดือนก่อน +1

    Mo.kadali.mo.ambula.mo.amba.mo.bela.sabu.jojana.heu

  • @pinakbhusanrath3620
    @pinakbhusanrath3620 หลายเดือนก่อน

    ଗୋପବନ୍ଧୁ ଙ୍କୁ ଆମେ ଡେକି ନାହୁଁ

  • @ArunKumar-ki5xd
    @ArunKumar-ki5xd หลายเดือนก่อน

    A tanka keuntho aasib a bjp jumla

  • @umashankarpatra9564
    @umashankarpatra9564 หลายเดือนก่อน

    Manoj sir kahiki nabeen sir tanko naa re karuthile... Odisha tanko ghoro jiniso haechi?

  • @santoshrout6327
    @santoshrout6327 หลายเดือนก่อน

    Manoranjan mishra bjd ra agent, gote tautor

  • @indumatirath9573
    @indumatirath9573 หลายเดือนก่อน

    Yes the economist is BJP dvotee

  • @pinakbhusanrath3620
    @pinakbhusanrath3620 หลายเดือนก่อน

    ମୋର ରାସନ ବା ଖାଉଟି ପରିଚୟ ପତ୍ର ନାହିଁ

  • @ranjitsabar6103
    @ranjitsabar6103 หลายเดือนก่อน

    ଠିକ୍ କଥା ଯେ

  • @Raju17-r2x
    @Raju17-r2x หลายเดือนก่อน +1

    Mc nabeen

  • @pujaandbhasanistation4546
    @pujaandbhasanistation4546 หลายเดือนก่อน

    Han Laxmi Kalia ahara millet mission esabu bjd Naa re thila re sala janichu

  • @sitendramahakud8698
    @sitendramahakud8698 หลายเดือนก่อน

    1000coti ta gharu deboki

  • @bibhuprasadpradhan8968
    @bibhuprasadpradhan8968 หลายเดือนก่อน

    Bala expert