Ehikaby to mu padhi I kintu madam Jaa wara Kari janaile taha bhabapurn. Ebam bhabajagat to athas agar je jetie hitar ki jibose setiki amulyaratna moti manik paibo hi paibo madamnk bhab purn shaili re barnana man ku sthir kar sunibaku badhya kala eita hela madamak mahan sahityakata ra parichaya. Afterall topin is intrested explained by respected Adam thanks madam thanks. Om.
Tapaswini kavya is highly classical poem composed by Swabhaba kabi Gangadhra Meher.style of explanation done by madam is highly comprehensive nd appreciated.Madam perhaps a oriya lecture/professor Madam Namaste.
I m not a man of literature but love this poem so much from my high school time . I m also a student at high school , Barpali , the birth place of the Great Kabi Gangadharan Meher. Had the poem been sung it would hv been more attractive.👏
Excellent presentation madam, when i was a odia hons student during my study i read Tapaswini, really it's an amazing poem. I go back to 1982 feel like a student. God bless you🙏
ସତରେ ମା ହିଁ କେବଳ ମା ଙ୍କ କଥା କହିପାରନ୍ତି 🙏🙏ଏହା ହୁଏତ ଆଉ କାହା ପକ୍ଷେ ସମ୍ଭବ ନୁହେଁ
जय श्री राम जय सियाराम
Bahut bhala lagila madam🙏🙏🙏🙏
ଅତି ଚମତ୍କାର ଉପସ୍ଥାପନା
Very beautiful❤❤❤
ଜୟ ସୀତାରାମ 🙏
❤❤❤❤❤
Pranam madam 🙏 your padha is very nice.
ଅତି ଉଚ୍ଚକୋଟୀର ଉପସ୍ଥାପନା ଅପା 🙏। ମତାମତ ଦେବା ମୋ ପକ୍ଷରେ ଅସମ୍ଭବ
Heart touching ❤ your description
Your padha is very nice (madam)🙏
Jay jagannath 🙏🙏🙏🙏
Bahut sundarupastapana
Beautiful description
ଭବ୍ୟ 🙏
Very nice presentation Mam..
Jay shree Ram ❤❤
Thank you ma'am
Beautiful mam ❤
ଧନ୍ୟବାଦ।
Very good
Jay shree Ram Jay siyaram ❤🎉❤🎉 very very nice 👍
Good evening madam 🙏
Bahuta dadhia madam❤❤😂😂
Sundar
ପ୍ରଣାମ ଆଜ୍ଞା
ଉପସ୍ଥାପନା ଶୈଳୀ ବେଶ୍ ଚମତ୍କାର Madam
ଅତି ସୁନ୍ଦର!!!
ଅତିସୁନ୍ଦର ସମୀକ୍ଷା।
ଏହି ଚ୍ୟାନେଲ ପାଇ ବହୁତ ଖୁସି .... ପ୍ରକୃତରେ ମୁଁ ଓଡିଆ ସାହିତ୍ୟକୁ ବହୁତ ଭଲ ପାଏ ...❤️
ସତରେ ଗଙ୍ଗାଧର ମେହେର ହେଉଛନ୍ତି ମହାନ୍ ବ୍ୟକ୍ତିତ୍ଵ ତାଙ୍କର କାବ୍ୟ କୁ ବହୁତ ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି ଧନ୍ୟବାଦ
Mahasaraswati mishrA mu maa mati au matru bhasa ku bhalapauthiba sadharana manisa ti e apananka upastapana khubb sundar
Chamatkar aapankara upakhayana Madam... ❤Bhava aau rasa aapanakara swarare ... Thank u maam
ଅତି ସୁନ୍ଦର ଊପସ୍ଥାପନା ।
ଧନ୍ୟ ଗଙ୍ଗାଧର ହେହର, ମାତା ସୀତାଙ୍କୁ ସୁନ୍ଦର ଭାବରେ, ନିଜ ଭାବନାରେ ପରିପ୍ରକାଶ କରିଛନ୍ତି। ❤❤❤
ଖୁବ୍ ସୁନ୍ଦର ଆଲୋଚନା ମେମ🙏🙏।ଚମତ୍କାର ବର୍ଣ୍ଣନା ଆପଣଙ୍କ ର୍ ❤❤
Jaya Jagannath
Beautiful analysis.
Namaslkar request for Pranaya ballari. ongratulations.
ଧନ୍ୟବାଦ ମାଆ...!
ରାମାୟଣ ଆର୍ଯ୍ୟ ସଂସ୍କୃତିର ଏକ ଜାଜ୍ଜ୍ୱଲ୍ୟମାନ ଆଦର୍ଶ ଅଟେ ।ଏହି ଜ୍ଞାନର
ପ୍ରକୃତ ଶିକ୍ଷାଦାନ ଅଭାବରୁ ଆଜି ସମାଜ
କଳଙ୍କିତ।ପତନାଭିମୁଖୀ ......ଜାତି ।
ମହିମା ଅଲେଖ ନିରଞ୍ଜନ । ଶରଣମ୍ ।।
ଅନନ୍ତ ପ୍ରଣାମ 🙏
Outstanding exposition of Tapaswini rendered in a lucid manner
SUndar upasthapana ,hrudayaku chhuingala...tq mam.
ଗଦ୍ଯ ରେ ବୁଝାଇବା ପରେ ପଦ୍ୟ ରେ ଗାଇଥିଲେ ବହୁତ ସୁନ୍ଦର ହୋଇଥାନ୍ତା।
ହଁ , ହଁ, ଠିକ୍ କହି ଛନ୍ତି, ଆପଣ ।
Thank you for your heart touching description of Tapaswini kabya.
Sateki apan se kabya re nije sita....bht sundar upasthapana
ଏ କାବ୍ୟଟି ପଢିଲେ କିମ୍ବା ଶୁଣିଲେ ହୃଦୟ ମଧ୍ୟରେ ଏକ ଅପୂର୍ବ ଆନନ୍ଦର ଲହରୀ ସୃଷ୍ଟି ହୁଏ ଆଉ ଆନନ୍ଦର ଧାରା ନୟନ ମଧ୍ୟ ଦେଇ ପ୍ରବାହିତ ହୋଇଯାଏ 🙏🙏🙏🙏ଜୟ ସୀତାରାମ 🙏🙏🙏🙏🙏
ସୁନ୍ଦର ବିଶ୍ଳେଷଣ , ଭଗବାନ ଅଧିକ ଜ୍ଞାନ ଦିଅନ୍ତୁ , ଧନ୍ୟବାଦ୍
Bahut sundar lagila
Sahitya sanskrut sunibapain agrah nanhi.
ମହାଶୟାଙ୍କୁ ମୋର ଆଭୂମ ପ୍ରଣାମ। ତପସ୍ଵିନୀ କାବ୍ୟର ତଥ୍ୟ ଓ ତତ୍ତ୍ଵ ସମ୍ବଳିତ ଆଲୋଚନା ଦର୍ଶକ ମାନଙ୍କ ହୃଦୟର ଅନ୍ରରତମ ପ୍ରଦେଶକୁ ସ୍ପର୍ଶ କରିବା ସହିତ କାବ୍ଯାନୁରାଗ ସୃଷ୍ଟି କରିବ ଏହା ନିଃସନ୍ଦେହ। ଆଗକୁ ଅନ୍ୟ କାବ୍ୟ ମାନଙ୍କର ଏପରି ଆଲୋଚନା କରାଗଲେ ସାମ୍ପ୍ରତିକ ସମୟରେ ଅବକ୍ଷୟୀଷ୍ଣୁ ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ। ମୁଁ ଜଣେ ପାଲା କାର ଭାବେ ଅଧିକ ଆଲୋଚନା ପାଇଁ ମହାଶୟାଙ୍କୁ ଫୋନ ନଂ ଦେବା ପାଇଁ ଅନୁରୋଧ କରୁଛି।
Pranam madam 🙏 your answer is very nice.
Ehikaby to mu padhi I kintu madam Jaa wara Kari janaile taha bhabapurn. Ebam bhabajagat to athas agar je jetie hitar ki jibose setiki amulyaratna moti manik paibo hi paibo madamnk bhab purn shaili re barnana man ku sthir kar sunibaku badhya kala eita hela madamak mahan sahityakata ra parichaya. Afterall topin is intrested explained by respected Adam thanks madam thanks. Om.
Tapaswini kavya is highly classical poem composed by Swabhaba kabi Gangadhra Meher.style of explanation done by madam is highly comprehensive nd appreciated.Madam perhaps a oriya lecture/professor Madam Namaste.
Thank you mam ❤❤❤
I m not a man of literature but love this poem so much from my high school time . I m also a student at high school , Barpali , the birth place of the Great Kabi Gangadharan Meher. Had the poem been sung it would hv been more attractive.👏
ବହୁତ ସୁନ୍ଦର ଭାବରେ ବୁଝେଇଥିବାରୁ ଆପଣଙ୍କୁ ମୋର ବହୁତ ବହୁତ ଧନ୍ୟବାଦ ଦିଦି ା
ମେହେର ଙ୍କ ପରି ଅନେକ କବି ତପସ୍ଵିନୀ ଭଳି ଅନେକ। କାବ୍ୟ। ଏବେ ଲୁଚି ଗଲାଣି। ଏହାର ଭାବ ଯିଏ ବୁଝିଛି। ସେ ଭାବ ବିହ୍ୱଳ ନହୋଇ। ରହି ପାରିବନି। Mm ଆପଣଙ୍କ ଉପସ୍ଥାପନା ସୁନ୍ଦର୍। ଧନ୍ୟବାଦ୍
ପ୍ରଥମେ ପ୍ରଥମେ ଯେବେ ମୁଁ ମ୍ୟାମ୍ ଙ୍କ ଭିଡିଓ ଦେଖୁଥିଲି ଭାବୁଥିଲି କଣ ମ ଏତେ ଭିତରୁ କହିଛନ୍ତି ବୁଝି ହେଉନି ଏବେ କିନ୍ତୁ ଭଲ ଲାଗୁଚି ଓ ସତରେ ଭଲରେ ଗଭୀର ଆଲୋଚନା ଆମ ଭିତରେ ଯେଉଁ ଦ୍ଵନ୍ଦ ଥାଏ ତାହା ଦୂର କରନ୍ତି ହୃଦୟରୁ ଧନ୍ୟବାଦ୍ ❤
Best performance 🙏
ଅଶେଷ କୃତଜ୍ଞ ଆପଣଙ୍କ ସମୀକ୍ଷା ପାଇଁ। ଆପଣଙ୍କ ଭାବନାତ୍ମକ ମହନୀୟତା ଏହା ପ୍ରତିପାଦନ କରୁଛି ବକ୍ତା ମହାଶୟା। ନମସ୍ତେ।
Vibration comes with your highly estimated words,in fact respected poet Gangadhar Meher's vision in a deep sense,Namaste 🎉
ମା,ଆପଣଙ୍କ ସୁନ୍ଦର ବର୍ଣନା ରେ ଆଖିରୁ ଆପେ ଆପେ ଲୁହ ଝରିଯାଉଛି
Always Sita Ram worshipped for sacrifice life and Gangadhar Meher for great literature. Thank you madam for your high description.
ଚମତ୍କାର ଉପସ୍ଥାପନା
Nice class mam
ଆପଣଙ୍କ ଆଶୀର୍ବାଦ ଅପେକ୍ଷାରେ..........
Rama marjyada ku plus kari kari surplus hetu Sita banaba. For that cause too much of any thing is bad.
ଚମତ୍କାର ବର୍ଣନା,ଉପସ୍ଥାପନ ଶୈଳୀ ଉତ୍ଚ୍ଚକୋଟିର ।
ମୁଁ ପଢି ସାରିଲିଣି ମ୍ୟାଡ଼ାମ... ତପସ୍ୱିନୀ 🙏🏻
🙏🙏🙏🙏🙏🙏
ତପସ୍ଵିନୀ ମହା କାବ୍ୟ କୁ ପରି ବେଷଣ କରିବାକୁ ଯାଇ ଯେଁଉ ସୁନ୍ଦର୍ ଭାବେ ଆପଣ ବିଭୋର ଉଲାସିତ୍ତ ହୋଇ ମା ଜାନକୀ ସୀତାଙ୍କ ବିଷୟ ମୁ ମନେ କରୁ ଥିଲି ମା ସରସ୍ଵତ୍ତି ହି କହୁ ଛନ୍ତି ଭଗବାନ ମଙ୍ଗଳ କରନ୍ତୁ
🙏 mam
ମ୍ୟାଡ଼ାମ ଆପଣଙ୍କ ଫୋନ ନମ୍ବର କୁହନ୍ତୁ ଦୟାକରି 🙏🏻🙏🏻🙏🏻
8763232327
mam mangole oeila usha tike discussion karantu🙏🙏🙏 please
*ପ୍ରକୃତିର ପ୍ରକୃତ ଉପାସକ ; ଗଙ୍ଗାଧର*
ପ୍ରକୃତରେ, ପ୍ରକୃତିର ପ୍ରକୃତ ପରିପାଟୀକୁ ପରିଗ୍ରହ ପୂର୍ବକ ନିଜର ପୂତ ଲେଖନୀକୁ ଚାଳନା କରୁଥିବା ଜଣେ ଋଷିପ୍ରାଣ କବି ଥିଲେ ରଙ୍ଗାଜୀବ ଗୁରୁ ଗଙ୍ଗାଧର .....
ସ୍ବୀୟ ସାରସ୍ଵତ ମସି ମୁନରେ ସେ ସୃଜିପାରୁଥିଲେ ବିନ୍ଦୁ ମଧ୍ୟେ ସିନ୍ଧୁର ହୃଦକୂଳପ୍ଳାବିନୀ କାବ୍ୟିକ କଲ୍ଳୋଳମାନ.......
ତାଙ୍କ ଅନନ୍ୟ ଦୃଷ୍ଟିରେ ପାଷାଣମୟୀ ଚେତନା ଚୈତନ୍ୟରେ ନାଚି ଉଠୁଥିଲା ବିଦଗ୍ଧ ପାଠକୀୟ ମନମଞ୍ଚରେ.... ସେ ଅନିନ୍ଦ୍ୟ ନୃତ୍ୟରେ ପୂରିରହିଥିଲା ଭାରତୀୟ ନୃତ୍ୟ ଛଟାର ଛବିଳ ସାନ୍ଦ୍ରତା.......
ଯୁଗବ୍ୟାପୀ ଗୌଣ ଚରିତ୍ର ଭାବେ ରହିଥିବା ନାରୀଚରିତ ଓ ଚରିତ୍ରକୁ ଏକ ମହତ୍ତର ସୋପାନକୁ ଉପନୀତ କରିବାର ଯେଉଁ ପ୍ରବଣତା ... ତାହା ଗଙ୍ଗାଧରଙ୍କ କାବ୍ୟ ରସିକଙ୍କୁ ଭଲ ଭାବେ ଜଣା ....!
ପାର୍ଥିବ ପ୍ରକୃତି ସହିତ ଅପାର୍ଥିବ ଅର୍ଥାତ୍ ଇନ୍ଦ୍ରିୟୋତ୍ତର ଚେତନାର ବଳୟକୁ ଭେଦକରି ବିଶ୍ଵସ୍ରଷ୍ଟାଙ୍କ ମଧୁମୟ ମାଧୁରୀମାକୁ ଆସ୍ବାଦନ କରିବା ତଥା ଅମୃତମୟ ଅମୃତରୟରେ ଆତ୍ମନିମଗ୍ନ ହେବାର ଯେଉଁ ମାଦକତା- ଜଣେ ଆଦର୍ଶବାଦୀ ଋଷିକଳ୍ପ ବ୍ୟକ୍ତିତ୍ବକୁ ହିଁ ଜଣା । ଗଙ୍ଗାଧର ଏହି ଅନନ୍ୟସାଧାରଣ ଦୃଷ୍ଟି ଓ ସୃଷ୍ଟିର ବିଶେଷାଧିକାରୀ ଥିଲେ ।
ଏତଦ୍ ବ୍ୟତୀତ, ଉଭୟ ଅନ୍ତଃ ଓ ବାହ୍ୟ ସ୍ବଭାବର ସୁସମନ୍ଵୟ କରି ଯଥାର୍ଥ କଳ୍ପନାର ପୁଟରେ କଳ୍ପିତ ଭାବର ସଫଳରୂପାୟନ କରିବା ତ କେହି ଗଙ୍ଗାଧରଙ୍କଠାରୁ ଶିକ୍ଷା କରିବା ଶ୍ରେୟସ୍କର ହେବ । କାରଣ ତାଙ୍କ ଚିରନ୍ତନ ଲେଖନୀ କେବଳ ଯେ ରୀତି ସାହିତ୍ୟର ଇତିକଥା କହୁଥିଲା , ତାହା ନୁହେଁ ଅଧିକନ୍ତୁ ତାହା ଆଧୁନିକ ମାନବ ଜୀବନର ଏକ ପଟାନ୍ତରବିହୀନ ଆବେଦନକୁ ଘେନି ଯେମିତି ଉଦବୋଧନ ବାଢିଦେଉଥିଲା ପ୍ରତିଟି ପଂକ୍ତିରେ, ପ୍ରତିଟି ଅକ୍ଷରରେ ଏପରିକି ପ୍ରତିଟି ପାଠକପ୍ରାଣରେ ....ପ୍ରତିଟି ମୁହୂର୍ତ୍ତରେ ...
ପ୍ରତ୍ୟେକ ପାଠକୀୟ ପିପାସାକୁ ପରିତୃପ୍ତି ପ୍ରଦାନ କଲାପରି ସ୍ଵଭାବସୁଲଭ ସରସ ରଚନାରେ ସେ ଗାଇଉଠୁଥିଲେ ବିଶ୍ବ ତଥା ବିଶ୍ଵସ୍ରଷ୍ଟାଙ୍କ ବୋଧମୟୀ ଗୀତିକା ....ନିଜର ଦୈନ୍ୟବୋଧରେ ବାଢ଼ିଦେଉଥିଲେ ସୃଷ୍ଟିସ୍ରଷ୍ଟାଙ୍କ ପ୍ରତି ନିର୍ମଳ ମନର ନବନୈବେଦ୍ୟ ..... ସୃଷ୍ଟିର ସାବଲୀଳ ସିଦ୍ଧାନ୍ତର ସୁନ୍ଦରତମ ସତ୍ୟକୁ ଅତ୍ୟନ୍ତ ଅକପଟ ଭାବରେ ପରିବେଷଣ କରୁଥିଲେ ତାଙ୍କ ସୃଜନୀରେ..... ଏଥିରେ ସେ ଥିଲେ ସିଦ୍ଧହସ୍ତ ।
ଦୁଃଖଗୁରୁଙ୍କର ପଟ୍ଟଶିଷ୍ୟ ରୂପରେ ସେ ଜଗତର ଯାବତୀୟ ସୁଖାନୁଭୂତିକୁ ସାଉଁଟି ପାରିଥିଲେ , ସେଥିପାଇଁ ତ ତାଙ୍କ ଲେଖନୀ କ୍ଳେଶସିକ୍ତ ମଣିଷକୁ ଆନନ୍ଦର ଅନ୍ଵେଷଣରେ ଉଦବୋଧିତ କରିରଖେ , ଦ୍ରବୀଭୂତ କରେ ପୁଣି ଚିତ୍ତକୁ, ଅଭିଭୂତ କରେ ସୂକ୍ଷ୍ମାନୁଚେତନାକୁ .......
ସରଳ ତରଳ ଜୀବନ ଶୈଳୀ ତଥା ଉଚ୍ଚାଙ୍ଗମାନର ବିଚାରବୋଧକୁ ପୁଞ୍ଜି କରି ରଚିତ ଏବଂ ଓଡ଼ିଆ ବାଣୀଭଣ୍ଡାରକୁ ଋଦ୍ଧିମନ୍ତ ଓ ଶ୍ରୀମନ୍ତ କରି ତୋଳୁଥିବା ଅନେକ କାବ୍ୟବିଭବ ଯେ - ଏକ ଏକ ଅନବଦ୍ୟ ଅମ୍ଳାନ କୃତି , ତାହା କହିବା ବାହୁଲ୍ୟ ମାତ୍ର ।
କମଳ କୁସୁମ ଯେମିତି ନିଜେ ହିଁ ନିଜର ଉପମା ; ସେହି ମତେ ଦରିଦ୍ରତା ପଙ୍କଜାତ ଅଥଚ ଜାଞ୍ଜଳିକ ଦଶାପନ୍ନ ଆବିଳ ଉଦର ହେଲେ ସୁଦ୍ଧା ଗଙ୍ଗାଧର ଯେ ଅନୁପମ ଆଦର୍ଶର ପୁଣ୍ୟାଧିକାରୀ - ଏହା ବିତର୍କ ବହିର୍ଭୂତ ସତେ .......!
ଦିବାଲୋକରେ ବସ୍ତ୍ରବୟନ ଏବଂ ଦୀପାଲୋକରେ ବାଣୀସାଧନରେ ତତ୍ପର ଏ ବାଣୀବରପୁତ୍ରଙ୍କ ଗୁଣଗ୍ରାମ ଗାଇବାକୁ ମୁଁ ବା କିଏ ? ଯଦି ଚ ସେହି ଅମରାମଳାତ୍ମା ଏ ସାରସ୍ଵତ ଜଗତରେ ବିଦ୍ୟମାନ, ଏବଂ ପ୍ରତିଟି ସାହିତ୍ୟରସିକଙ୍କ ଶୁଭାକାଂକ୍ଷୀ, ତେବେ ମୁଁ ସେହି ବିମଳ ଗୁରୁପ୍ରତିମ ମହିମ୍ନ ମାନବସତ୍ତାଙ୍କ ଶୁଭ୍ର ଶୁଭଦ ଚରଣାରବିନ୍ଦେ ମୋର ପ୍ରୀତିପୂର୍ତ୍ତ ପ୍ରଣିପାତ ଅର୍ପଣ କରି ତାଙ୍କ ଠାରୁ ସନାତନ ଆଦର୍ଶର ଆଶିଷ କଣିକା ଯାଚନା କରୁଅଛି ।
ତାଙ୍କ ରସାଳ ସୃଜନାନୁପ୍ରାଣିତ ମୋ କ୍ଷୁଦ୍ରାଦପିକ୍ଷୁଦ୍ର ଲେଖନୀ କହିଉଠେ ,
“ଲେଖନୀରେ ଘେନି ସାରସ୍ଵତ ଆବେଦନ
ମଧୁଝରେ ମଧୁମୟ କଲ ଏ ଜୀବନ ।
ସାଧୁ ! ସାଧୁ ! ସାଧୁତାର ମୃଦୁଳ ମୂରତି
ମନ୍ତ୍ରମୁଗ୍ଧ କଲ ସର୍ବେ ବିତରିଣ ପ୍ରୀତି ।
ଉଚ୍ଚମନା ହୋଇ ଅମୃତର ଅନ୍ବେଷଣେ
ପ୍ରଚୋଦିତ କଲ ପୁଲକ ଭରି ପରାଣେ।
ଅମୃତମୟ ଜଗତେ ଅମୃତର ଗୀତ
ଗାଇ ଗାଇ ଜନମନ ଜିଣି ଅବିରତ ।
ଶିକ୍ଷାଇଲ ଗୁରୁବାର୍ତ୍ତା ଏ ସଭ୍ୟ ସମାଜେ
ସଂସ୍କୃତି ସ୍ମୃତି ଚାରଣ ଯହିଁ ନିତି ବିଜେ ।
ପୂତ ପଦ ଅରବିନ୍ଦେ ପ୍ରଣତି ମୋହର
ଦୂରୁ ଘେନ ତା ହେ ଗୁରୁଦେବ ଗଙ୍ଗାଧର ।
ତବ ବିମଳ ପ୍ରସାଦ ପାଇ ମୋ ଜୀବନ
ଆଦର୍ଶ ସୃଜନ ଲକ୍ଷ୍ୟେ ଯାପୁଥାଉ ଦିନ ।
ଆହା ... ଯାପୁଥାଉ ଦିନ ।। ”
ସମୀକ୍ଷା କରିବା ହେବେ ଗୁରୁମା
ଭାଇ ଆପଣ ପଢେଇଥିଲେ ଭଲ ହେଇଥାନ୍ତା
Tapaswini ra Patra upare alochana Kariba pain anurodh
.
ଆପଣଙ୍କର ତପସ୍ୱିନୀ କାବ୍ୟ ର ବର୍ଣ୍ଣନ କୁ ଶୁଣି ମୁଁ ବହୁତ ଖୁସି ।
Madam ଆପଣଙ୍କୁ ଅନୁରୋଧ ଯେ ତପସ୍ଵିନୀ କାବ୍ୟ ର କିଛି ମହତ୍ୟପୂର୍ଣ୍ଣ ପ୍ରଶ୍ନ ଉତ୍ତର ଉପରେ ଆଲୋଚନା କଲେ ଭଲ ହୁଅନ୍ତା
🙏🙏🙏
Tapaswini kavya the best kavya of Shree Gangadhar Meher.
Ati sundara.. bhabe... harshita mukha re barnana karichanti jhia.. Tuma pura nama... Thikana janeibe ki... Au kichi kabya ra barnana karichanti ki
ଯାହାହେଉ ମାଆ ସମସ୍ତ ଵୃତ୍ତ ଉପରେ ଆପଣ ବର୍ଣନା କରି ମେହେର ସାହିତ୍ୟ ଆଲୋଚନା କରୁଥିଵାରୁ ଧନ୍ୟଵାଦାର୍ହ ।
Madam ssb pgt pae class kara ntu
Nischaya. Tebe Matru Academy re paid class dia jauchi PGT nimante
Mmaa🙏
One of the my favorite topic,
I'm excited.
Tq tq so much mam.
Keep watching
Actually tapaswni is not a kavya it's define what is true love...mere prabhu Ram❤️
U are very beautiful... internal and external.
Excellent presentation madam, when i was a odia hons student during my study i read Tapaswini, really it's an amazing poem. I go back to 1982 feel like a student. God bless you🙏
ଏହି ଚ୍ୟାନେଲ ପାଇ ବହୁତ ଖୁସି .... ପ୍ରକୃତରେ ମୁଁ ଓଡିଆ ସାହିତ୍ୟକୁ ବହୁତ ଭଲ ପାଏ ...❤️
Beautiful analysis