Biswa Jibana He | Odia Traditional Bhajan | Gangadhar Meher | Naba Mahottam | Mo Odisha Live
ฝัง
- เผยแพร่เมื่อ 1 ส.ค. 2020
- Biswa Jibana He | OdiatraditionalBhajan | Gangadhar Meher | Naba Mahottam | Mo Odisha Live
#biswajibanhe #odiatraditionalsong #Moodishalive
Hey there!! As we all know Music is not just a hobby for many but it is a way to connect to the soul, it definitely has the calibre to change our whole world. Mo Odisha Live TH-cam Channel is the Best place for all genres. Bhajan, Janan, Odiya songs based on ragas, Rangila Chaupadi are grouped under light classical music, which forms a segment of Oriya music & Entertainment Contents .
Song Credit -
Lyric - Swbhaba Kabi Gangadhara Meher
Voice & Music - Naba Mahattam
Videography - Mana Bhanjan Nayak
#ManaBhanjan
#GangadharaMeher
#SambalpuriBhajan
#TraditionalBhajan
#odiatraditionalBhajan
#odiatraditionalsong
#MoOdishaLive
► Subscribe to Mo Odisha Live : bit.ly/2LnwLUP
► Like us on Facebook : goo.gl/xLZMwq
►Subscribe TH-cam Channel : bit.ly/2LnwLUP
STAY TUNED & be Healthy and fit with our LITE Tune of Music ! Liked the video? Give it a thumbs up and share your experiences on comments in the comment section below. Your feedback will encourage & give guidance to our Singers & New Talents...
Thanks for watching!! - เพลง
ବିଶ୍ୱଜୀବନ ହେ! ତୁମ୍ଭଙ୍କୁ କରୁଣାସିନ୍ଧୁ,
ବୋଲିବାକୁ ମନ ବଳୁ ନାହିଁ ଯେଣୁ,
ସିନ୍ଧୁ ତୁମ୍ଭ କୃପାବିନ୍ଦୁ।।(ଘୋଷା)
ତୁମ୍ଭ ଭଜନରେ ହେବି ନାହିଁ ନାଥ
ମାଳା ଜପିବାକୁ ବାଧ୍ୟ,
କୋଟି କୋଟି ଗ୍ରହ କଣ୍ଠି ସେ ମାଳାର
କେ ଜପେ କରିବ ସାଧ୍ୟ?(୧)
କି ଦେଇ ପୂଜିବି ଯାହା ମୁଁ ଦେଖୁଛି
ସବୁ ତୁମରି ପ୍ରସାଦ,
ଯାହା ପରସାଦ ତାଙ୍କୁ ଅରପିଲେ
ହେବ ସିନା ଅପରାଧ।।(୨)
ମୁଁ କାର ମାତର ମୋର ନୁହେଁ ବୋଲି
କହିବାକୁ ନାହିଁ ବାଟ,
ଦୂରୁଁ ଶ୍ରୀଚରଣେ ଅର୍ପଣ କରୁଛି
ଘେନ ତ ବିଶ୍ଵ-ସମ୍ରାଟ।।(୩)
ବିଶ୍ଵଜୀବନ ହେ........
ତୁମ୍ଭଙ୍କୁ କରୁଣାସିନ୍ଧୁ.......
ଧନ୍ୟବାଦ 🙏
ବିଶ୍ଵଜିବନହେ ତୁମ୍ଭଙ୍କୁ କରୁଣା ସିନ୍ଧୁ ର ରଚନା କରିଥିବା ମହାନ୍ କବି ଗଙ୍ଗାଧର ମେହେରଙ୍କୁ କୋଟି କୋଟି ପ୍ରଣାମ
❤
ସ୍ବଭାବ କବି ଗଙ୍ଗାଧର ମେହେର 🙏
କେତେ ସୁମଧୁର କଣ୍ଠ ସ୍ୱର
ଏହି ଗୀତ ଆମ ବିଦ୍ୟାଳୟ ରେ ବୋଲା ହେଉଥିଲା, ଆହା। କି ସୁନ୍ଦର ସ୍ୱର। ଆଉ ଥରେ ଶୁଣି ଜୀବନ ଧନ୍ୟ ହେଇ ଗଲା।
Super Amazing voice. Jay Jagannath swami nayana patha gami bhaba tume
ମା ସରସ୍ବତୀଙ୍କ କୃପାରୁ ତୋର ସଙ୍ଗୀତ ଉତ୍କର୍ଷର ଶୀର୍ଷରେ ପହଞ୍ଚୁ.
ବହୁତ ସୁନ୍ଦର
Adhunika odia sahitya ra safala srasta swabhaba kabi ku koti koti pranam nice singing my guru or Mamu naba mahatttam Mamu koti koti pranam
भगवान ऊवाच
मैं मूर्तियों में नहीं
किताबों में हूं
मैं धर्म में नहीं
विश्वास में हूं
मैं इबादत में नहीं
कर्म में हूं
मैं तुम में नहीं
तुम मुझ में हो
और मेरे अंदर
नस्ल नहीं
देश नहीं
धर्म नहीं
जात नहीं
इंसान भी नहीं
प्राणी बसते हैं
ସ୍ବଭାବ କବି ଗଙ୍ଗାଧର ମେହେରଙ୍କୁ କୋଟି କୋଟି ପ୍ରଣାମ ।
ଧନ୍ୟବାଦ, ଆପଣ ଖୂବ ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି, ଆଗକୁ ଭି ଏମିତି ପୋଷ୍ଟ ଆପଣଙ୍କ ଠାରୁ ଆଶା କରେ I
ଜୟ ଜଗନ୍ନାଥ।ଏତେ ଦିନ ପରେ ଏହି ସୁନ୍ଦର ଗୀତ ଶୁଣିବାକୁ ମିଳିଲା।।ଏହି ପରି ଭକ୍ତି ସଙ୍ଗୀତ ଆମେ ଶୁଣିବାକୁ ଆଶା କରୁଛୁ।ମୋର ଧନ୍ୟବାଦ୍।
Jay MEHER creator
pranam ...
..............
Very hearttouching gaiki very soulful blissful enrgetic performance really. Mindblowing bhai joyguru. 7:28 7:28
ଅତି ସୁନ୍ଦର ଭାବରେ ପରିବେଷଣ କରାଯାଇଛି।
କବିଙ୍କ ପ୍ରତେକ ରଚନା ହୃଦୟସ୍ପର୍ଶୀ।
କି ଦେଇ ପୂଜିବି ଯାହା ମୁଁ ଦେଖୁଛି ସବୁ ତୁମରି ପ୍ରସାଦ.....।
ଯାହା ପରସାଦ ତାକୁ ଅରପିଲେ ହେବ ନାହିଁ ଅପରାଧ .....।
ବିଶ୍ଵ ଜୀବନ ହୈ ତୁମକୁ କରୁଣା ସିନ୍ଧୁ।
ସ୍ବଭାବ କବିଙ୍କ ଏହି ଅବର୍ଣ୍ଣନୀୟ ଗୀତଟିକୁ ଗାୟକ ଯଦିଓ ତାଙ୍କ ଶୈଳୀରେ ପରଷିଛନ୍ତି କିନ୍ତୁ ଏତେ ଉଚକୋଟୀର ପରିବେଷଣ ଲାଗୁନି। ଆହୁରି ହୃଦୟର ସହ ଗାଇବାକୁ ପଡ଼ିବ।
Good signing. Heart torching
Jay Jagannath
ବହୁତ ସୁନ୍ଦର ହେଇଛେ , ମନ ଭରି ଯାଉଛେ , ।
Jaya hind bande utakal jananee
Nice song 👌
Ati Sundar
Superb
The great completion of Poet Gangadhar Meher
ବହୁତ ସୁନ୍ଦର ହେଇଛି...ଭକ୍ତି ରେ ହୃଦୟ କୁ ଯେମିତି ପରିପୂର୍ଣ କରି ଦେଉଛି
Bahut Sundar
Bahut badhia naba sir
great!!!
Fantastic and very very heart touching singing.The voice of the singer is awesome.
ବହୁତ୍ ବଢିଆ ହେଇଚି ନବ ଦାଦା 🙏
ଅନେକ ଦିନ ପରେ ଆପଣଙ୍କ ଗୀତ ଶୁଣିବାକୁ ପାଇଲି । ବହୁତ୍ ସୁନ୍ଦର୍ ଗାଇଛନ୍ତି । ଅଶେଷ ଧନ୍ୟବାଦ ।
ସୁନ୍ଦର ଗାୟନ ଶୈଳୀ 🎉
ବାସ୍ତବରେ ହୃଦୟସ୍ପର୍ଶୀ କଣ୍ଠସ୍ୱର
Excellent Sir
Beautiful in all respect
Best song
Supar
ଜୟ ଜଗନ୍ନାଥ 🙏
Good .........
Jay jagannath swami🙏
Bahut sundar heichhe bhai.
Nice Writing ofGangadharMeher
Naba dada is an ustad Khiladi in singing such songs. Quite good.......... 🎉🎉🎉🎉
❤❤❤Mahadabasahu. Sahu
Jay Gagannata
Superb song.
Excellent feeling, Nabada 👌👌
Nabada bhakti lekhichhanti ki?
A tribute to legendary poet Gangadhar Meher.
Beautiful song
👌
Very nice song
Very nice bhajan
Pride of odisa
Nice
My farher was singing this song for me when i was a child ❤
Gangadhar Meher great Author, Pride of P,O-Odisha,,, very good Singing🎵
5:57
Very nice, Naba! You have sung this song with complete devotion and submission.
One of my favorites 🙏🙏🙏
Amor school time ra prathama
କବି ତଥା ଗାୟକଙ୍କୁ କୋଟି ନମସ୍କାର
Jay jaganatha 🙏🙏💐💐
Classic song, beautiful presentation by dada
Excellent sir
Beautifully sang..
❤❤❤
Classic presentation 👍
Bhaba purnaSong OfGMeher
Aame prayaerclass re bolu thili àaji puni sunili....!!! 🙏🙏🙏🙏
🙏🙏🙏
❤️🙏🙏🙏🙏🙏🙏🙏🙏🙏🙏❤️
sir, ଦୟାକରି ୟେ ଗୀତ ର lyrics share କରିବେ।
Great 👏👏👏👏
Plzz kie kahipariba ei kabita Ra alochana kouthi miliba
Give me your mail id. I'll send you.
Suoerb ଦାଦା.. great singing ..great tribute to our legendary poet Gangadhar Meher.🙏
Jay Jagannath