ବିଜେଡିର ଭବିଷ୍ୟତ କ'ଣ ? || Manthan || Mamata Mohanta’s BJP Entry Sparks Discussion || Odisha Reporter

แชร์
ฝัง
  • เผยแพร่เมื่อ 20 ต.ค. 2024

ความคิดเห็น • 80

  • @pabitraswain1273
    @pabitraswain1273 2 หลายเดือนก่อน +13

    ଜୟ ବିଜେପି ଜୟ ଓଡ଼ିଶା ଜୟ ମୋହନ ସରକାର

  • @kishorchandra2531
    @kishorchandra2531 2 หลายเดือนก่อน +2

    ଯାହାହେଉ ବଡ ମାଛ ଗୁଡ଼ାକ ଧରା ହେଉଛନ୍ତି।ଏହାହିଁ ଆମର ବିକାଶ।

  • @nirmalbehuria8778
    @nirmalbehuria8778 2 หลายเดือนก่อน +2

    Your analysis and explain are very clear and so honestly discuss.
    Thank you🙏🙏

  • @bishnuprasadmishra8830
    @bishnuprasadmishra8830 2 หลายเดือนก่อน +7

    ଅନ୍ଧ ଭାବରେ BJP କୁ ଭଲ ପାଇଲେ ଏବେ ଫଳ ଭୋଗନ୍ତୁ।

  • @ramchandramandal3539
    @ramchandramandal3539 2 หลายเดือนก่อน +1

    ବିଜେଡ଼ର ଭବିଷ୍ୟତ ମାଟି।

  • @prakashkumarjena.babusan.n3760
    @prakashkumarjena.babusan.n3760 2 หลายเดือนก่อน

    ଜୟ ଓଡିଶା ଜୟ ବିଜେପି 🙏🙏🙏🙏

  • @felixnayak6317
    @felixnayak6317 2 หลายเดือนก่อน +2

    Mamata କେତେ ଟକାଂରେ ବିକ୍ରି ହେଲା ସେ ବିଷୟରେ ଆଲୋଚନା କର!

  • @brundabanmandika5298
    @brundabanmandika5298 2 หลายเดือนก่อน

    ବିଜେଡି ଶାସନ କାଳରେ ମଧ୍ୟ ଏମିତି ଅନ୍ୟ ଦଳର ପ୍ରାର୍ଥୀମାନଙ୍କୁ ନେଇ ଛନ୍ତି। ଏଥିପାଇଁ ବିଜେଡି ଦାୟୀ।

    • @bismayamohanty6889
      @bismayamohanty6889 2 หลายเดือนก่อน

      100℅ correct.
      Even during the BJD time, leader of opposition (Bhupinder Singh) was purchased. So many other also... Pls recall.

  • @felixnayak6317
    @felixnayak6317 2 หลายเดือนก่อน +3

    ନବୀନ ବିଷଧର ସାପକୁ ଖୀର ଦେଇ ପୋଷିଲା ଭଳି, bjp କୁ ଓଡିଶାକୁ ଆଣି ଥିଲା, ଏବେ bjp ଚୋଟ ମାରିଲା।

  • @subhalaxmisingh6650
    @subhalaxmisingh6650 2 หลายเดือนก่อน +1

    ବିଜେଡି ଏକା ନୁହେଁ । ସବୁ ଦଳ ସମୟ କ୍ରମେ ଆଗକୁ ବୁଡି ବୁଡି ଯିବେ ଏବଂ କୌଣସିି ଦଳ ଏକା ଶାସନ କରିପାରିବେ ନାହଁ।

  • @SurendraNaik-s4f
    @SurendraNaik-s4f 2 หลายเดือนก่อน

    ବିଜେଡି ଆଉ ଓଡ଼ିଶା ରେ ହୋଜିଜିଵ

  • @laxmidharapanda6086
    @laxmidharapanda6086 2 หลายเดือนก่อน +6

    ବସ୍ତିଆ ବାବୁ ନବୀନଙ୍କୁ କାହିଁକି ସବୁବେଳେ ବଞ୍ଚାଇ ଆପଣ ବିବୃତି ଦେଉଛନ୍ତି ? ସତକଥା ହେଉଛି ନବୀନ ନିଜେ ବିଜେଡିର ସର୍ବନାଶ କରୁଛନ୍ତି ! ନବୀନ କେବେବି ନିର୍ଦୋଷୀ ନୁହେଁ ! କୋଇଲା କେଳେଙ୍କାରୀ ଓ ଜଗନ୍ନାଥଙ୍କ ଅମୃତମଣୋହି ଜମି ହଡପ ଅପରାଧରୁ ମୁକୁଳିବା ପାଇଁ ନବୀନ ନିଜେ ମୋଦି ଓ ସାହାଙ୍କ ପାଦସେବା କରୁଛନ୍ତି ! ସେ ଓଡ଼ିଶାର ଏକମାତ୍ର କଳଙ୍କିତ ମୁଖ୍ୟମନ୍ତ୍ରୀ ଥିଲେ ଓ ଏବେ ଅଯୋଗ୍ୟ ବିରୋଧୀଦଳ ନେତା !

    • @BabaJCBBaba-e8w
      @BabaJCBBaba-e8w 2 หลายเดือนก่อน

      ଏଇଟା ହେଲା, "ଅସଲି ଗହନ କଥା" ... 😅

  • @biswanathpadhy8371
    @biswanathpadhy8371 2 หลายเดือนก่อน

    ଭବିଷ୍ୟତ ହତାଶ ମୟ ଓ ନିରାଶା ଜନକ।

  • @subhalaxmisingh6650
    @subhalaxmisingh6650 2 หลายเดือนก่อน

    ମମତା ମହାନ୍ତ ବିଜେପିରେ ମିଶିବା କାରଣ ହେଲା ଆଗକୁ ରାଷ୍ଟ୍ରପତି ହେବେ

  • @subhalaxmisingh6650
    @subhalaxmisingh6650 2 หลายเดือนก่อน +2

    ଏହା ପରେ ବିଜେପି କେତେଟା ପତନ ହେବ ହିସାବ କରିପାରିବେ ନାହଁ।

  • @umeshsahoo2005
    @umeshsahoo2005 2 หลายเดือนก่อน

    Right.... Bhai

  • @abhiramsahoo5642
    @abhiramsahoo5642 2 หลายเดือนก่อน

    ନବୀନ ବାବୁ ଦଳର ମୁଖ୍ଯ ହୋଇ ନିଜ ପରାଜୟର ସମୀକ୍ଷା ଏପର୍ଯ୍ଯନ୍ତ କରିପାରିଲେ ନାହିଁ ! ତାଙ୍କର ମଧ୍ଯ ସମୀକ୍ଷା କରିବାର ସତ୍ ସାହାସ ନାହାଁ ! କିନ୍ତୁ ମାନସ ବାବୁଙ୍କୁ ଅଶେଷ ଧନ୍ଯବାଦ,ସେ ଖୋଲାଖୋଲି ଭାବେ ଏଇ ଗୁରୁତ୍ବପୂର୍ଣ୍ଣ କଥାକୁ ସମୀକ୍ଷା କରି ନିଜ ଦୃଢତା ଓ ସତ୍ଯନିଷ୍ଠତାର ପରିଚୟ ଦେଇଛନ୍ତି !

  • @gajendranathjena356
    @gajendranathjena356 2 หลายเดือนก่อน

    ଭଲକାମ କରିଛନ୍ତି କାରଣ ନିଜ ଇଚ୍ଛାରେ ନିଜର ଉନ୍ନୟନ କାର୍ଯ୍ୟକରି ପାରିବେନି ସେ ଦଳରେ କ୍ରିତଦାସ ହୋଇ ରହିଛନ୍ତି ସେଥିରୁ ମମତାଶଯ୍ୟ କଲେନାହିଁ କ୍ରିତଦାସ ହେବା ସମସ୍ତେ ଚାହିଁନ୍ତିନି ବିଜେଡିର ହିନ କାର୍ଯ୍ୟକୁ ନା ପସନ୍ଦ କରୁଛନ୍ତି ସ୍ୱାଭିମାନିମାନେ ଆତ୍ମ ରକ୍ଷ୍ୟା ପାଇଁଅଶ୍ୱନି ବାବୁଙ୍କୁ ରାଜ୍ୟସଭା ପଠାଇଲା ବିଜେଡି ଅନେକ ଦୃର୍ନିତି ବିଜେଡି କରି ଭୟରେ ରାଜ୍ୟସଭା ପଠାଇ ନିଜସ୍ଵାଥପାଇଁ କରିଲା ବିଶ୍ୱାସଘାତକ ବିଜେଡି ନବିନ ଓ ପାଣ୍ଡିଆନ

  • @gajendranathjena356
    @gajendranathjena356 2 หลายเดือนก่อน +1

    ବିଜେପିର ଯୋଗଦେଲେ ମମତା ଦିନେନାଦିନେ ରାଜ୍ୟପାଳ ଠାରୁ ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତିଠାରୁ ପ୍ରଧାନମନ୍ତ୍ରୀ ବି ହୋଇପାରେ ଯାହା ବିଜେଡିରେ କେବେ ସମ୍ଭବ ନୁହେଁ? ବିଜେଡିରେ ବଢୁଛି ମୁଖ୍ୟମନ୍ତ୍ରୀର ପୁଅ ମୁଖ୍ୟମନ୍ତ୍ରୀ ହେବା ଆଉ ଅନ୍ୟମାନେ ପସନ୍ଦ କରୁନି ଓଡିଶାବାସୀ ବିଜେଡି ନିର୍ମୁଳ ହେବ ଦୁଇଟାଉଲେକ୍ସନ ଦେଖନ୍ତୁ ପ୍ରଧାନମନ୍ତ୍ରୀପୁଅ ପ୍ରଧାନମନ୍ତ୍ରୀ ହେବ ବୋଲି ଲୋକେ ପସନ୍ଦ କରନ୍ତିନାହିଁ ଚା ବିକାଳିବି ପ୍ରଧାନମନ୍ତ୍ରୀ ହେଉଛନ୍ତି ଏକମାତ୍ର ବ୍ୟକ୍ତି ବିଶେଷଙ୍କ ଭଲଚିନ୍ତାକୁ ଗ୍ରହଣ କରନ୍ତି ଲୋକେ

  • @jyotirmayadas4981
    @jyotirmayadas4981 2 หลายเดือนก่อน

    ଏଣିକି ଯାହା ହେବ ତାହା ସଂପୂର୍ଣ୍ଣ ଖୋଲାଖୋଲି ହେବ।

  • @sudhansusahoo1570
    @sudhansusahoo1570 2 หลายเดือนก่อน

    ଦଳକୁ ବଞ୍ଚାଇବାକୁ ହେଲେ ବିଜୟ ମହାପତ୍ର ଙ୍କୁ ଦଳକୁ ପୁନଃ ଅଣା ଯାଉ ତାଙ୍କର ନେତୃତ୍ୱ ଦଳକୁ ବଞ୍ଚାଇ pariba

  • @LalatSwain-d7i
    @LalatSwain-d7i 2 หลายเดือนก่อน +1

    ନବୀନ ପଟ୍ଟନାୟକ ପରେ BJD ଦଳ ଗୋଟେ o heba

  • @subrataran
    @subrataran 2 หลายเดือนก่อน +1

    ବିଜେଡି ଏକ ପରିବାର ର ଦଳ ସେହି ଦଳ ରେ ବେଶୀ ଚୋର ଦଲାଲ ମଦୁଆ ରଣ୍ଡୁଆ ରହିବା ସ୍ଵାଭାବିକ

    • @NarandraGiri-or4dq
      @NarandraGiri-or4dq 2 หลายเดือนก่อน

      କାହିଁ ତ ତ ମା ଭଊଣୀ କୁ ଗେହି ଦେଲେ କିରେ ମାଗିହା ।

  • @NarandraGiri-or4dq
    @NarandraGiri-or4dq 2 หลายเดือนก่อน

    ବିଜେପି ଟଙ୍କା ଦେଇ କିଣି ନେଇଛି ।

  • @DinabandhuNaik-yw1xs
    @DinabandhuNaik-yw1xs 2 หลายเดือนก่อน +1

    ବିଜେଡ଼ି କୁ ବିଜେପି ଗଢ଼ିଥିଲା ଡେଇ ଲେ କଣ ହେଲା

  • @subashchampati282
    @subashchampati282 2 หลายเดือนก่อน

    Bastia babu jaha kahuchhanti 100 percent true.

  • @suryanarayansahu5375
    @suryanarayansahu5375 2 หลายเดือนก่อน

    ଦଳ ଡିଆଁ ପ୍ରତିଯୋଗିତା ରାଜନୀତି ଦୋକାନ ରେ ବନ୍ଦ ନକଲେ ଏ ଚଳିତ ସରକାର ଆଗକୁ ଭାରି ପଡି ପାରେ ଆରେ ବିଛୁଆତି ଗଛଟିଏ ଆଣି ତୂଳସିଗଛ ପାଖରେ ରଖିଲେ ଅସୁବିଧା ହବନି ବୋଲି ମାନେ ନାହିଁ ।

  • @anandapanda4268
    @anandapanda4268 2 หลายเดือนก่อน +3

    Bjd pura libhijiba Odissaru

  • @jullysamal6626
    @jullysamal6626 2 หลายเดือนก่อน +3

    ମାନବିକତା ଯାହାଠାରେ ନାହିଁ ,ନିଜତ୍ବ au originality ନାହିଁ ଯାହାର ସେ bjd ନବୀନ ଙ୍କୁ ଛାଡି ଯିବ,

  • @prasantapanda1703
    @prasantapanda1703 2 หลายเดือนก่อน

    ଯଦି ପାଣ୍ଡିଆନ ସେଠି ଅଛି ତମେ ସବୁ ଦଳ ଛାଡି ଦେଉନ କାହିଁକି, ଇଲେକ୍ସନ ପୂର୍ବରୁ ତମର ସବୁ କାହାର ସାହସ ନଥିଲା ପାଣ୍ଡିଆନ ବିରୋଧରେ କହିବା ପାଇଁ, ପ୍ରକୃତରେ ପାଣ୍ଡିଆନ ଓ ବବି ଦାସର କିଛି ଦୋଷ ନାହିଁ, ସବୁ ଦୋଷ ସେଇ ପରମ ମାଗିହା ହାରାମି ହତ୍ୟାକାରୀ ଚୋର ରେପିସ୍ଟି ଦୁର୍ନୀତିଖୋର x ମୂର୍ଖ ମନ୍ତ୍ରୀ ନବୀନ ପଟନାୟକର, ସବୁ ସେଇ ନିଜେ କରେ କିନ୍ତୁ ଦୋଷ ଆଉ କାହା ମୁଣ୍ଡରେ ଯାଏ, ଅର୍ଥାତ ଅଲଗା ନେତାଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ମାରିବାରେ ନବୀନ ହେଉଛି ସିଦ୍ଧହସ୍ତ

  • @alokkumarbehera3945
    @alokkumarbehera3945 2 หลายเดือนก่อน

    Desh👏👏👏👏👏👏👏👏 Ke🙏🙏🙏🙏🙏🙏🙏🙏 liye Only🕉️🕉️🕉️🕉️🕉️🕉️🕉️ Modiji Or BJP

  • @BiranchiParida-v2w
    @BiranchiParida-v2w 2 หลายเดือนก่อน +1

    Mamata is not so powerful lady that without her BJD party will collapse.

  • @DinabandhuNaik-yw1xs
    @DinabandhuNaik-yw1xs 2 หลายเดือนก่อน

    ବିଜେଡ଼ି 2009ରେ ବିଜେପି ଛୁରୀ ମାରିଥିଲା ଯେଶା କୁ ତେସା ଭଲ ହେଲା

  • @birabarswain6458
    @birabarswain6458 2 หลายเดือนก่อน

    Bastianku dhanyabada jaha kahile thiki

  • @ManojPradhan-uv6fg
    @ManojPradhan-uv6fg 2 หลายเดือนก่อน

    ଗେଣ୍ଡାପତି ପଟ୍ଟନାୟକ ନିଜେ ଦାୟୀ

  • @alokkumarbehera3945
    @alokkumarbehera3945 2 หลายเดือนก่อน

    Jay🕉️🕉️🕉️🕉️🕉️🕉️🕉️🕉️🕉️🕉️ ho🕉️🕉️🕉️🕉️ BJP

  • @RameshchandraSahu-p9c
    @RameshchandraSahu-p9c 2 หลายเดือนก่อน

    To establish their presence in Odisha try to learn from Rahul Gandhi How to struggle.
    Don't plan only inside in Ac room .come on to the road.
    Otherwise wise your future is
    dark.

  • @tulsirammohata2020
    @tulsirammohata2020 2 หลายเดือนก่อน

    A Bjd sir right kohuchonti

  • @itishreeurout9785
    @itishreeurout9785 2 หลายเดือนก่อน

    Samaste janichanti party power thile birodhi neta nku offer dianti. Se offer dele au e bhali kalankita netri mane nija swartha paine grahana kari gale.

  • @mrityn10
    @mrityn10 2 หลายเดือนก่อน

    B Panda ଙ୍କ ଯାହା ଇଚ୍ଛା.....
    OTV ର ଯାହା ଇଚ୍ଛା....
    #Mission lotus

  • @Somnathdas-k8s
    @Somnathdas-k8s 2 หลายเดือนก่อน

    Bjd ra bhabisyat kana final match re hariba

  • @kanhucharanmahanta3599
    @kanhucharanmahanta3599 2 หลายเดือนก่อน

    ବସ୍ତିଆ ବାବୁ ଏବେ ବାଟକୁ ଆସିଲେଣି

  • @gangadhardash3430
    @gangadhardash3430 2 หลายเดือนก่อน

    😢

  • @kamallochannayak9660
    @kamallochannayak9660 2 หลายเดือนก่อน

    Pandian BJD Re Rahile BJD uparaku Uthiba Nahin .

  • @swarnapravagiri6953
    @swarnapravagiri6953 2 หลายเดือนก่อน

    Bjp

  • @SalilMohapatra
    @SalilMohapatra 2 หลายเดือนก่อน +1

    Prabachana..padhibe

  • @sudhirranjanmohapatra1607
    @sudhirranjanmohapatra1607 2 หลายเดือนก่อน

    Bhai thick Katha Jay panda tharu pradip pani graphics parjayanta sabu Natalie bjp pakhara bula ku kara bhali buluchanti

  • @manishapattanayak2152
    @manishapattanayak2152 2 หลายเดือนก่อน

    ଏବେ ଖଟୁଆ ତୁ BJD ମୁଖା ପିନ୍ଧି BJP ର ଦଲାଲି କରୁଚୁ ,ତୋତେ ବାଇଆ ପଣ୍ଡା କେତେ ଟଙ୍କା ଦେଇ କିଣିଛି ବେ ସବୁ ବେଳେ
    ଢୋ ଟିଭି , ନହେଲେ ଓଡ଼ିଶା ରିପୋର୍ଟର
    ଆସି ହାଳୁ ହାଳୂ ହେଇ ପାଗଳ ପରି ଖାଲି
    ଭୂକି ଚାଲିଚୁ ଛି କୁତା

  • @sabysachipattnaik3975
    @sabysachipattnaik3975 2 หลายเดือนก่อน

    Bakwas , she made an vital blunder .

  • @trinathapradhan6408
    @trinathapradhan6408 2 หลายเดือนก่อน +1

    ଆଉ ବାଳ ଥିବ ଯେ ସୁନ୍ ସୁନ୍ ପାପୁଲି ଖାଇବ

  • @PrakashNayak-d7r
    @PrakashNayak-d7r 2 หลายเดือนก่อน

    Lelin ku Khali. Tala photoka darkar

  • @tariniprasadmohanty1136
    @tariniprasadmohanty1136 2 หลายเดือนก่อน

    Maharaj power re thilabele Pandu putra upare chhadidei soile.Abe power ru galapare sabu Mane paduchi Zilla bulibaku aau lokonka sangare misibaku.Nida bhangila Abe.Jay Jagannath.

  • @dwarikanathmohanty179
    @dwarikanathmohanty179 2 หลายเดือนก่อน

    Gol

  • @PrakashNayak-d7r
    @PrakashNayak-d7r 2 หลายเดือนก่อน

    Damara ta lelin mohanty

  • @karunakarmohanty89
    @karunakarmohanty89 2 หลายเดือนก่อน

    କିଛି ଫରକ ପଡିବ ନାହିଁ

  • @prafullachandrarath7636
    @prafullachandrarath7636 2 หลายเดือนก่อน

    Future of bjd party is bright. Mamata mohanta was quite unfit to be member of rajyasabha. Nabinji committed a blunder by sending mamata to rajyasabha. She has no personality n definite ideology.

  • @AjayakumarMishra-m7d
    @AjayakumarMishra-m7d 2 หลายเดือนก่อน +1

    Andhara

  • @bmn2568
    @bmn2568 2 หลายเดือนก่อน

    ବସ୍ତିଆ ବାବୁ ଠିକ କହୁଛନ୍ତି bjd ର ପତନ ଆରମ୍ଭ ହେଲା

  • @hrushikeshpanigrahi3593
    @hrushikeshpanigrahi3593 2 หลายเดือนก่อน

    B.J.D.lopa.paiba.jetaka.kukarmafalavogiba..Odiabujhilenahi.ki.kahiparilenahi.Odisare.rahi.odiaku.gruna.sakhyatkaribaradurarakatha.
    .vasanabivalarebidelenahi.

  • @mohapatrasubhranshusekhar7545
    @mohapatrasubhranshusekhar7545 2 หลายเดือนก่อน

    BJDra bhabsyat ZAIL .

  • @sudhirranjanmohapatra1607
    @sudhirranjanmohapatra1607 2 หลายเดือนก่อน

    My dear you wait and se tw2nty seven bjp m la slip and join bjd

  • @akadushiparta6219
    @akadushiparta6219 2 หลายเดือนก่อน

    Fuss

  • @prafullaparida8638
    @prafullaparida8638 2 หลายเดือนก่อน

    Lenin mohanty has no personality.he has appointed to speak.kuhalia neta.

  • @alokkumarbehera3945
    @alokkumarbehera3945 2 หลายเดือนก่อน

    BJD Tukdon mein Batega

  • @deepak001ification
    @deepak001ification 2 หลายเดือนก่อน

    Asanta 2029 re odisha bjp ra emiti parajaya heba kehibi kalpana kari paribe nahi
    Lokamane bjp badalare congress ku bhala paileni

  • @snehalatarath6659
    @snehalatarath6659 2 หลายเดือนก่อน

    BJD BAN GAYA DARK PANDIYA KA TRICK 🤔🤔🤔🤔🤔🤔

  • @umeshsahoo2005
    @umeshsahoo2005 2 หลายเดือนก่อน

    Paandu.......

  • @alokkumarbehera3945
    @alokkumarbehera3945 2 หลายเดือนก่อน

    BJP re BJD ra Chor Mananku Niya Nahi

  • @jullysamal6626
    @jullysamal6626 2 หลายเดือนก่อน

    ତୁ ମାନସ କାଇଁ bhadu bhadu ହେଉଚୁ କହିଲୁ ତତେ କିଏ କହୁଚି ବବି ପାଣ୍ଡିଆଁନ କଥା କହୁଚୁ

  • @nilamanisethi9211
    @nilamanisethi9211 2 หลายเดือนก่อน

    Mal paee gale

  • @subashchampati282
    @subashchampati282 2 หลายเดือนก่อน

    Stop your mouth / hand and others lanin Babu
    because all are known to you.

  • @rcp3276
    @rcp3276 2 หลายเดือนก่อน

    Andhara